ବିଜେଡି କାହିଁକି ଏଥର ନିର୍ବାଚନରେ ଶୋଚନୀୟ ପରାଜୟ ଭୋଗିଲା ତା’ର କାରଣ କହିଲେ ରାଜ୍ୟପାଳ Why BJD Lost

Поділитися
Вставка
  • Опубліковано 29 вер 2024
  • Odisha Bhaskar is one of the state's leading Dailies and Digital Platforms and has been coming up with various objectives and issues of human interest for the last 17 years. Odisha Bhaskar brought a revolution in the media sector and set a new standard in journalism in Odia vernacular. Odisha Bhaskar delivers reliable information across all platforms.
    Follow Us On
    linktr.ee/Odis...
    OUR WEBSITE - odishabhaskar....
    FACEBOOK - / odishabhaskar
    TWITTER - / odishabhaskar
    INSTAGRAM - / odishabhaskar
    #odishabhaskar #latestnews

КОМЕНТАРІ • 145

  • @SushilkumarMall-j5r
    @SushilkumarMall-j5r 3 місяці тому +54

    ରାଜ୍ୟପାଳ ମଧ୍ୟ ବିଜେଡି ବିରୁଦ୍ଧରେ ବୁଲିବୁଲି ପରୋକ୍ଷରେ ପ୍ରଚାର କରୁଥିଲେ

    • @mysarthakcreations
      @mysarthakcreations 3 місяці тому +4

      Good 🎉🎉

    • @sandipbagula3774
      @sandipbagula3774 3 місяці тому +3

      Bhala heichi

    • @ramakantasahoo5597
      @ramakantasahoo5597 3 місяці тому +3

      ମହାମହିମ ରାଜ୍ୟପାଳ ରାଜନୀତିର ଉର୍ଦ୍ଧ୍ବରେ । କେଉଁ ଦଳ ହାରିବା ଜିତିବା ନେଇ ସମିକ୍ଷା କରି ସର୍ବସାଧାରଣରେ କହିବା ଉଚିତ୍ ନୁହେଁ ବୋଧେ।

    • @sudhmsudali593
      @sudhmsudali593 3 місяці тому

      ​@@mysarthakcreations😅😊😅😅😅😅😅

    • @susantasahoo5883
      @susantasahoo5883 3 місяці тому

      MLA aou MP chora

  • @pratapkumarswain2921
    @pratapkumarswain2921 3 місяці тому +11

    ରାଜ୍ୟପାଳ ସମ୍ପୂର୍ଣ୍ଣ ଭୁଲ କଥା କହୁଛନ୍ତି l ସବୁ ସୁବିଧା ପହଁଚୁଥିଲା କିନ୍ତୁ ଗୁଜବକାରୀ ଗୁଜବ କରି ଲୋକଙ୍କ ଭୋଟ ନେବାପାଇଁ ସକ୍ଷମ ହେଲେ କାରଣ ଆମ ନବୀନ ମୋଦିଙ୍କ ପରି କଥାକୁହା......... ନୁହେଁ l

  • @avinabihari338
    @avinabihari338 3 місяці тому +7

    ଆମର ଦରକାର ନବୀନ ସରକାର

  • @pn5100
    @pn5100 3 місяці тому

    ସତ୍ କଥା କହିଛନ୍ତି ରାଜ୍ୟପାଳ

  • @dcreative2544
    @dcreative2544 3 місяці тому +8

    Thik katha

  • @sudhanwasundarsundaray5595
    @sudhanwasundarsundaray5595 3 місяці тому +3

    2:43 ବାସ୍ ବାସ୍ ଶିକ୍ଷା ଓ ଶିକ୍ଷକଙ୍କ ପ୍ରତି ହୀନ ଦୃଷ୍ଟି ହିଁ ଅସଲ ଓ ସର୍ବ ପ୍ରଥମ ତଥା ଗୁରୁତ୍ୱପୂର୍ଣ୍ଣ କାରଣ । ତେଣୁ ଏ ସରକାର ମଧ୍ୟ ଗଡ଼ି ପଡ଼ିବ ଯଦି ଶିକ୍ଷା ଓ ଶିଷକଙ୍କ ପ୍ରତି ଅବହେଳା କରେ। ବିଶେଷ କରି ପ୍ରାଥମିକ ଶିକ୍ଷକଙ୍କ ପ୍ରତି ଅବହେଳାରୁ ବଞ୍ଚୁ ଏ ନୂଆ ସରକାର | କାରଣ ଅନ୍ୟ ଉଚ୍ଚ ବିଦ୍ୟାଳୟର ରୂପାନ୍ତରଣ ହେଲାଣି ଓ ନିଯୁକ୍ତି ବହୁବାର ହେଲାଣି କିନ୍ତୁ ଅଦ୍ୟାବଧି ପ୍ରାୟ ୮ ବର୍ଷ ହେବ ପ୍ରାଥମିକ ଶିକ୍ଷକଙ୍କ ନିଯୁକ୍ତି ଠିକ୍ ରେ ହୋଇପାରୁନି ଏବଂ ପ୍ରାଥମିକ ବିଦ୍ୟାଳୟ କଥା କହିଲେ ନସରେ ।

  • @dillipkumarsahoo4823
    @dillipkumarsahoo4823 3 місяці тому +1

    Naveen babu great, but Raghubar is a nonsense.

  • @buddhadebmahakud8321
    @buddhadebmahakud8321 3 місяці тому

    ପାଞ୍ଚବର୍ଷରେ ୫୦ ବର୍ଷର କାମ କରିବେ ବୋଲି ଡିମ୍‌ଡିମ ପିଟୁଛନ୍ତି ଆଉ ୫ ବର୍ଷ କ'ଣ ପାଇଁ ଦରକାର

  • @deepanka789
    @deepanka789 3 місяці тому

    Very,good,sir

  • @kalakarkar4673
    @kalakarkar4673 3 місяці тому

    100/ Right

  • @rabindrasahoo1394
    @rabindrasahoo1394 3 місяці тому +1

    ED &CBI inquiry required 😊

  • @AllaboutmeAllaboutme-li3gy
    @AllaboutmeAllaboutme-li3gy 3 місяці тому

    Thanks odisha governor

  • @rikusahu7251
    @rikusahu7251 3 місяці тому

    It' is cent percent right point

  • @tusarpatra6191
    @tusarpatra6191 3 місяці тому

    Janatanka ichaa chahile ...........

  • @ManojMohanty-e8o
    @ManojMohanty-e8o 3 місяці тому +1

    Governer of odisha moving in odisha only defeted to b j d govt. As governer is a member of b j p

  • @pranayamohanty656
    @pranayamohanty656 3 місяці тому

    Kehinuhan only social media..

  • @Techexplorer12578
    @Techexplorer12578 3 місяці тому

    BJD ହରିବାର ଅସଲ କାରଣ ହେଲା EVM ର ତ୍ରୁଟି ଗୋଟେ ଭିଡିଓ ବନାଓ

  • @LiliSahu-gp9ei
    @LiliSahu-gp9ei 3 місяці тому +1

    Tate kahithila

  • @MANIBHAI-YT-31
    @MANIBHAI-YT-31 3 місяці тому

    BJD harichi ta bhal heiche

  • @subhransuroutray6291
    @subhransuroutray6291 3 місяці тому

    Parajaya ra karana only pandu ku kahinki sabuthu agaku chaduthila and nabeena odia kahinaparibaa

  • @RanjitKumarSethiRanjitKumarSet
    @RanjitKumarSethiRanjitKumarSet 3 місяці тому

    Pandu is master maind bjd hariba.

  • @bhalanathhansdah3012
    @bhalanathhansdah3012 3 місяці тому +1

    ମିଛ ପ୍ରତିସ୍ରୁତି ଦେଇ ଲୋକଙ୍କୁ ଭୁତାଇଲେ ତାର କି ଦଣ୍ଡ ବିଧାନ ଅଛି? ଯାହା ବିଜେପି କରିଛି।

  • @sibasankarsamal3514
    @sibasankarsamal3514 3 місяці тому

    😂😂😂😂😂

  • @antaryamimishra449
    @antaryamimishra449 3 місяці тому +27

    ରାଜ୍ୟପାଳ ନୁହେଁ ଏଇଟା BJP ର ଷ୍ଟାର୍ ପ୍ରଚାରକ ରାଜ୍ୟପାଲ ହୋଇ BJP ର ଭୋଟ ପ୍ରଚାର୍ କରୁଥିଲା

  • @NiranjanDeo-ri6un
    @NiranjanDeo-ri6un 3 місяці тому +15

    A babu rajya ra rajyapala nuhanti, a babu BJP ra agent atanto

  • @ashishashishmalik7475
    @ashishashishmalik7475 3 місяці тому +37

    ଏ ରାଜ୍ଯପାଳ ଓଡିଶା ବୁଲିବୁଲି ବିଜେପିର ପଚାର କରୁଥିଲେ😂😂😂😂😂

    • @jaihind-i5f
      @jaihind-i5f 3 місяці тому +5

      ଶଳା ମାଫିଆ ପାର୍ଟି ତାମିଲ ପାଣ୍ଡୁ BJD ଓଡ଼ିଶାକୁ ଅଣଓଡ଼ିଆ ମାଫିଆଙ୍କ ହାତରେ ଶାସନ ଥିଲା ଆଉ ନବୀନ ବାବୁ Just like Remote Control cm by VK Pandian 🤣 ଆଉ ସାରା ଓଡ଼ିଶାବାସୀ ନବୀନବାବୁଙ୍କ ପସନ୍ଦ କରେ ନାହିଁ କାରଣ ଓଡ଼ିଆ ଭାଷା କେହି ପାରୁ ନ ଥିଲା ଆଉ ସେ ତ ବିଦେଶୀ ମଦ Group କେବଳ ଅନ୍ଧଭକ୍ତ BJD ହିଁ କାନ୍ଦିବ ଓ pittu ହେବ 😂😂😂😂

    • @mysarthakcreations
      @mysarthakcreations 3 місяці тому

      Most well come🎉🎉

    • @learnlearn8932
      @learnlearn8932 3 місяці тому

      Touter governor

    • @odishatokadk7485
      @odishatokadk7485 3 місяці тому +2

      Sete bele kn bjd bala mada pieki soithile abhijoga kariparileni😂au pandu jau job re rahiki bjd prachara karuthila sete bele dekha jaunathila ki..?

    • @jchoudhury274
      @jchoudhury274 3 місяці тому +2

      ରାଜ୍ୟ ପାଳ bjd ର ଏକ ଛତ୍ର ବlଦ ଶାସନ ଆଉ ଦୁର୍ନିତି ର ଗୁମର ଖଲୁ ଥିଲେ ଜୟ ଜଗନ୍ନାଥ

  • @umakantadash9674
    @umakantadash9674 3 місяці тому +3

    Governor should not give any opinion on this matter.But what to do bjp has appointed governor for their support only.Se ta nije Jharkhand ra thile CM,tanka govt kahinki harila.Sala khali katha khaibaku achhanti

  • @sadanandasahoo3707
    @sadanandasahoo3707 3 місяці тому +1

    ରାଜ୍ୟପାଳ ବୁଲି ବୁଲି ବିଜେପି ର ପ୍ରଚାର କରୁଥିଲେ। ସରକାରଙ୍କ ବିରୁଦ୍ଧରେ ଉସୁକାଉ ଥିଲେ। ରାଜ୍ୟପାଳ ପଦ ମର୍ଯ୍ୟାଦା ର ଅପବ୍ୟବହାର କରିଛନ୍ତି। ଏସବୁ ଦୃଷ୍ଟିରୁ ଏମିତି ରାଜ୍ୟପାଳ ମାନଙ୍କୁ ମମତା ଦିଦି ଦରକାର।
    ଏତେ ଉପଦେଶ ଦେଉଥିବା ରାଜ୍ୟପାଳ, ଝାଡ଼ଖଣ୍ଡରେ ମୂଖ୍ୟମନ୍ତ୍ରୀ ଥିଲାବେଳେ , ଝାଡ଼ଖଣ୍ଡ କୁ ସମୃଦ୍ଧ,ବିକଶିତ, ଦେଶର ଏକ ନମ୍ବର ରାଜ୍ୟ କଲେ ନାହିଁ

  • @aravindapattanayak2966
    @aravindapattanayak2966 3 місяці тому +7

    Nabin Patnaik jindabad
    BJD will in future,sure
    Jay Jagannath

  • @jaihind-i5f
    @jaihind-i5f 3 місяці тому +7

    ମୁଁ ବଞ୍ଚିଥିବା ପର୍ଯ୍ୟନ୍ତ ମୁଁ BJD ଚୋର ମାଫିଆ ତାମିଲ ପାଣ୍ଡୁକୁ କେବେ support କରିବି ନାହିଁ ଓ ତାଙ୍କର ବିରୋଧୀ ଦଳ ହେଇକି ରହିବି

  • @mangalaprasannadhal6197
    @mangalaprasannadhal6197 3 місяці тому +1

    ହଉ ହାରିଲା ହାରିଲା.....ବିଜୁ ଜନତା ଦଳ କ'ଣ କୋଳି ଖାଇ ମଂଜି ପୋତିଥିଲେ ଯେ ସାତ ପିଢି ପର୍ଯ୍ୟନ୍ତ ସେମିତି ଶାସନ କରିଥାଆନ୍ତେ। ଆମେ କୋଉ ବିଜୁ ପଟ୍ଟନାୟକ କି ନବିନ ପଟନାୟକ କଂର ଜାଗିରି ଖାଇନୁ। ଓଡିଶାର ଜିନିଷ ଓଡିଶା ସରକାର ଦେଇଥାଆନ୍ତେ। ଓଡିଶା ସରକାର କୁ ପ୍ରାଇଭେଟ୍ କରି ଯୋଉମାନେ ଖାଉଥିଲେ ସେମାନଂକର ଛାତି ଫାଟିଯାଉଛି।
    ଯୋଜନା ଜନସାଧାରଣ କଂର। ଯୋଗ୍ୟତା ଅନୁଯାୟୀ ଯିଏ ଯାହା ପାଇବାର ହକଦାର ସେମାନେ ସାମିଲ୍ ହେବେ ଓ କ୍ରମାନ୍ୱୟ ରେ ପାଇବେ । ତା ଭିତରେ ଦଲାଲ ମାନଂକର କାମ କ'ଣ ....? ଦଲାଲ ମାନେ ଏବେ ଦଳ ଅଦଳ ବଦଳର ଯୋଜନା ଚଲେଇଥିବେ।

  • @tamannabehera6501
    @tamannabehera6501 3 місяці тому +9

    The legend of India Nabeen Pattanaik❤🎉

  • @manoranjanmullick3487
    @manoranjanmullick3487 3 місяці тому +11

    💚 jay Naveen 💚 jay odisha 🙏

  • @hrusikeshkhatei1441
    @hrusikeshkhatei1441 3 місяці тому +10

    ଏହା ମିଛ କଥା କହିଛନ୍ତି ରାଜ୍ୟପାଳ

  • @arupkumardas7632
    @arupkumardas7632 3 місяці тому +19

    Naveen sir is great

  • @kalingaranjan2074
    @kalingaranjan2074 3 місяці тому

    ଅତୀତରେ, ଓଡିଶାର ଏହି ରାଜ୍ୟପାଳଙ୍କର ବିଜେପି ଏବଂ ଆରଏସଏସର ପୃଷ୍ଠଭୂମି ରହିଛି .ସେ କେବଳ ଦିଲ୍ଲୀ କିମ୍ବା ଗୁଜୁରାଟରୁ ବିଜେପି ହାଇକମାଣ୍ଡଙ୍କ ନିର୍ଦ୍ଦେଶରେ କାମ କରିପାରନ୍ତି।

  • @NakulNayak-v6x
    @NakulNayak-v6x 3 місяці тому

    ଆରେ ଭାଇ ସବୁବେଳେ ସେଇକଥା ଇଏ କହିଲା ସିଏ କହିଲା ଏମିତି ହେଇକି 5ବର୍ଷ ପଳେଇଲେ କଣ କରିବ .. ଭତା 3000..ଧାନ 3100..ବିଦୂତ 300ୟୁନିଟ.. ଦାଦନ କେହିଯିବେ ନାହିଁ... ଏ ସବୁ କାମ କର ପରେ ବାକିକାମ କରିବ

  • @snehasishmohapatra7370
    @snehasishmohapatra7370 3 місяці тому

    Eia taw full BJP loka. Modi patheichi ଝାରଖଣ୍ଡ ରୁ. Kichi anti- incumbency nuhe only ପାଣ୍ଡିଆନ୍ ପାଇଁ BJD harichi.

  • @_susanta_kumar_bhuyan_
    @_susanta_kumar_bhuyan_ 3 місяці тому

    ଆରେ ମୂର୍ଖ ସାମ୍ବାଦିକ, ରାଜ୍ୟପାଳ ଜଣେ ସାମ୍ବିଧାନିକ ମୁଖ୍ୟ, ସେ କିପରି ନିଜେ ଦା୍ୱିତ ରେ ଥିବା ରାଜ୍ୟ ର ଏକ ରାଜନୈତିକ ଦଳ ବିଷୟରେ ମତ ରଖିବେ? News ହେଡିଙ୍ଗ ଚେଞ୍ଜ କର

  • @lopamudrachowdhury2467
    @lopamudrachowdhury2467 3 місяці тому

    ଆଉ ମୋଦି ଯୋଉ ରାତି ରାତି ଆସି ରାଜ୍ୟପାଳ ପାଖରେ ରହି ଷଡଯନ୍ତ୍ର କରୁଥିଲା ସେ କଥା ଟିକେ ରାଜ୍ୟ ପାଳ କୁହନ୍ତୁ

  • @pbsoccupationalskill238
    @pbsoccupationalskill238 3 місяці тому +1

    ରଘୁଆ ଦାସ ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ଥିଲାବେଳେ ଯଦି ତାଙ୍କ ନିଜ ରାଜ୍ୟରେ ଏମିତି ଘୁରି ବୁଲିଥାନ୍ତେ,ତାହେଲେ ସେ ପରାଜିତ ହୋଇ ନଥାନ୍ତେ।

  • @bhaktakhara586
    @bhaktakhara586 3 місяці тому

    ରାଜ୍ୟ ପାଳ ଶ୍ରୀ ରଘୁବର ଦାସ ବିଜେପି ଷ୍ଟାର ପ୍ରଚାରକ ଭାବେ କାମ କରୁଥିଲେ ନାଁ ଇଡି ଭୟରେ ବିଜେପି କୁ ସପଟ କରିଥିବେ

  • @aswinipradhan2237
    @aswinipradhan2237 3 місяці тому +1

    ବିଜେଡି କାହିଁକି ହାରିଲା ଆମେ ଜାଣି କଣ କରିବୁ

  • @GirijaPattnaik-bt5sf
    @GirijaPattnaik-bt5sf 3 місяці тому +1

    Se jaha kuhantu Pandu pain dala harila eha satya...janata murkha nuhanty manerakha...

  • @MadhabBhola-oo9ud
    @MadhabBhola-oo9ud 3 місяці тому +9

    Govermor BJP neta

  • @archanabarik2330
    @archanabarik2330 3 місяці тому

    Sabu natara govardhan rajya pala....auu Kichhi Nuhen.....😡😡 Rajya pala BJD birudha re buli buli prachar Karu thile ...😡😡

  • @SajanLenka-b1f
    @SajanLenka-b1f 3 місяці тому +5

    Governor ta bjp neta

    • @jullysamal6626
      @jullysamal6626 3 місяці тому

      EC ନିକୁଞ୍ଜ ଧଳ b ବିଜେପି agent

  • @brahmaachary3955
    @brahmaachary3955 3 місяці тому

    ନବୀନ ପଟ୍ଟନାୟକ ଜିନ୍ଦାବାଦ
    ପଣ୍ଡିଆଣ୍ ଭିତରେ ଭିତରେ ବିଜେପି କୁ ସାହାଯ୍ୟ କରୁ ଥିଲା,

  • @rssiddharth3134
    @rssiddharth3134 3 місяці тому

    Rajyara adhikaansha #Brahmanvadi sangh IAS/IPS BJD biruddhare EVM game fixing karichhanti...anusandhaan hele dabu padaaku aasiba...😂😂😂

  • @nityanandabhoi-qt7tz
    @nityanandabhoi-qt7tz 3 місяці тому +7

    Nabin babu tumar joyona sahe salam

  • @TheLifeVibes
    @TheLifeVibes 3 місяці тому +2

    ଚୁପ୍ ସୈତାନ୍ ନବୀନ ର ସବୁ ଦିନ ଅନ୍ଧାର ରେ ଯାଇଥାନ୍ତା କି

    • @pratapkumarswain2921
      @pratapkumarswain2921 3 місяці тому

      ହେ ପାପୀ l ତୁ ତୋ ଚଉଦ ପୁରୁଷରେ ନବୀନଙ୍କ ପରି ବ୍ୟକ୍ତି ପାଇବୁନି l ପାପୀ, ସୈତାନ, ବେଈମାନ, କୃତଘ୍ନ, ବିଶ୍ୱାସ ଘାତକ............ l ତୋରି ପରିବାରରେ ନବୀନଙ୍କ ଯୋଜନାରୁ କଣ କିଛି ପାଇନ l

  • @NeheruBesra
    @NeheruBesra 3 місяці тому +1

    Kaunasi dalara sarakar sampurna samaj ra Mangala Kari pariba ni.

  • @badboyofficial6812
    @badboyofficial6812 3 місяці тому +1

    ବୁଲିବୁଲି ରଜନୀତି କରୁଥିଲେ

  • @bichitramohanty1685
    @bichitramohanty1685 3 місяці тому +1

    ରଘୁବର ଜଣେ ରାଜ୍ୟପାଳ ନୁହଁନ୍ତି, ବିଜେପି ଦଳର ପ୍ରଚାରକ

  • @yudhisthir123
    @yudhisthir123 3 місяці тому +6

    Am naveen odissa🌹🌹🌹🌹🌹🌹🌹🌹🌹🌹🌹🌹🌹🌹🌹

  • @badalnath2803
    @badalnath2803 3 місяці тому +1

    😂jaha heichi bahut bhala sala khata khai prabhu nka khatuli khai dabaku basi thile prabhu Jagannath 🙏 sahile ta haba

    • @NeheruBesra
      @NeheruBesra 3 місяці тому

      Mo Bala jagannath sàla.

  • @sibasisdas2776
    @sibasisdas2776 3 місяці тому +1

    Sir with due respect please let us know the reasons for the defeat of the BJP at Jharkhand under your good leadership.

  • @LiliSahu-gp9ei
    @LiliSahu-gp9ei 3 місяці тому +1

    Tate kahithila

  • @LiliSahu-gp9ei
    @LiliSahu-gp9ei 3 місяці тому +1

    Tate kahithila

  • @GaganDash-l1y
    @GaganDash-l1y 3 місяці тому

    Rajyapal buli buli rajyare akhire jaha dèkhuthile taha kana sabu michha thilaki

  • @rajatkumarnayak1455
    @rajatkumarnayak1455 3 місяці тому +1

    Now also governor should visit.... and find fault of BJP govt

  • @dillipkumarsahoo4823
    @dillipkumarsahoo4823 3 місяці тому +1

    Nije kn karithila jharkhand re hatila kn pain.

  • @Uchhabapadha59
    @Uchhabapadha59 3 місяці тому +4

    ତତେ ଗେହିଁଲା ରାଜ୍ୟ ପାଳ

  • @giridharisarjal4799
    @giridharisarjal4799 3 місяці тому

    ମୂଳ ତଥ୍ୟ ଦେଉଛନ୍ତି , ରାଜ୍ୟ ପାଳ ବୁଲୁଥିଲେ କଣ ଘଣ୍ଟ କରୁଥିଲେ ।

  • @dakhilakaanar4694
    @dakhilakaanar4694 3 місяці тому +1

    ଏବଂ ଓଡିଶା ଗରିବ ଦୂଐଜିବ

  • @sampadbarik8802
    @sampadbarik8802 3 місяці тому

    Rajyapal, rastrapati bjp worker bhali kam karuchanti

  • @maminakandi885
    @maminakandi885 3 місяці тому

    Nabin kichi karinahanti rajyapala sabu karichi sabu nuaa rajanti hela sabu tadiba

  • @tarakantaagasti1405
    @tarakantaagasti1405 3 місяці тому +1

    Agoverner should not give any statementregarding electio n

  • @kishorchsahoo3745
    @kishorchsahoo3745 3 місяці тому

    Aapn,tike,w,b,jaiki,news,aanatu,mu,janibi,aapnkar,chanal,ra,dam,achhi,

  • @HemantakumarPanda-x2u
    @HemantakumarPanda-x2u 3 місяці тому +8

    ଯାହା କହିଲେ ରାଜପଲଏହା ଠିକ୍ ଲୋକଙ୍କ ପାଖରେ ଯୋଜନା ପହଞ୍ଚିବାଦରକାର

    • @archanabarik2330
      @archanabarik2330 3 місяці тому

      Hau kii a pahanchauchhi dekhiba....😡😡 BJP pracharak rajya pala.....

  • @manoranjanjena7289
    @manoranjanjena7289 3 місяці тому +1

    Governor did not know the real reason, main reason is Anti Pandian factor

  • @khirodmohanty3629
    @khirodmohanty3629 3 місяці тому +1

    Keep distance from politics , Governor sir .

  • @DhanurjayaSahoo-x4u
    @DhanurjayaSahoo-x4u 3 місяці тому

    ନବିନ ସାର ଖୁସିତ

  • @susantasahoo5883
    @susantasahoo5883 3 місяці тому

    Sabu MLA aou MP chora Sethi pai bjd harila

  • @chittaranjanpuhan4465
    @chittaranjanpuhan4465 3 місяці тому

    Durniti ra sesh sima re pahnchigale

  • @hrudamahanta7005
    @hrudamahanta7005 3 місяці тому

    Bjd haribara karana kudumi ku St karinathibaru

  • @krishnachandradas8598
    @krishnachandradas8598 3 місяці тому

    Governor Sri Raghubar Das has proved that he is a member of B.J.P

  • @LiliSahu-gp9ei
    @LiliSahu-gp9ei 3 місяці тому +1

    Tate kahithila

  • @padmabatidash6115
    @padmabatidash6115 3 місяці тому

    Are.bhai.sabu.milu.thila.sabu.heuthila.e.evm.sabu.khaila

  • @swarnamohanty3121
    @swarnamohanty3121 3 місяці тому +1

    Nice governer.

  • @LalitkumarMeher-s7d
    @LalitkumarMeher-s7d 3 місяці тому

    samasta MLA nku pandian blackmail kari rakhithila au emanka power ku less karithila

  • @shamusamad1188
    @shamusamad1188 3 місяці тому

    Nobin aamoro darkor nahi

  • @AmiyaProfessionalTrader
    @AmiyaProfessionalTrader 3 місяці тому

    Sabu se taamili khaiki neijachi paisa.....taku kan kahaku achapa....

  • @morningsun-l6m
    @morningsun-l6m 3 місяці тому

    Governor has constitutional limitation,he should not comment on this

  • @Anjaneya.bhakat
    @Anjaneya.bhakat 3 місяці тому

    Aau kahile Kan haba😊😊

  • @ranjanmalik044
    @ranjanmalik044 3 місяці тому

    Bjd haarichi bahut bhala heichi

  • @manashranjanjena7760
    @manashranjanjena7760 3 місяці тому

    Rajyapal jaha kahila thik katha

  • @parsuramsahoo3203
    @parsuramsahoo3203 3 місяці тому

    Rajyapala pela ta janothila

  • @ranjanturuk1297
    @ranjanturuk1297 3 місяці тому

    This Governor is an active agent of Bjp

  • @sanjayakumarjena2416
    @sanjayakumarjena2416 3 місяці тому

    Rajya pala bjp party ra loka ta

  • @ashwinipanda7989
    @ashwinipanda7989 3 місяці тому +1

    Right said by hon. Governor

  • @dillipkumarsahoo4823
    @dillipkumarsahoo4823 3 місяці тому

    Governor heuchi bjp ra agent.

  • @akashsethy5231
    @akashsethy5231 3 місяці тому

    hn angnya😂😂😂😂 dialogue of bhaskar😂😂

  • @BishwanathDas-x9k
    @BishwanathDas-x9k 3 місяці тому

    Evm khela hoi6i

  • @LalitkumarMeher-s7d
    @LalitkumarMeher-s7d 3 місяці тому

    pandu pain harila

  • @smrutimahalik7856
    @smrutimahalik7856 3 місяці тому

    Absolutely right

  • @shibakumardash8970
    @shibakumardash8970 3 місяці тому

    Monopoly is the reason.

  • @krushnadas1509
    @krushnadas1509 3 місяці тому

    Bahut. Anyay. Jogu Durniti jogu s m j

  • @GobindMarandi-tw7dn
    @GobindMarandi-tw7dn 3 місяці тому

    100ru100 thik

  • @nidhiramjena2398
    @nidhiramjena2398 3 місяці тому

    E governor bjp agent.