ଜଣାପଡ଼ିଲା କାରଣ ଏଥିପାଇଁ ରାଗିଥିଲେ ବଡ଼ ଠାକୁର || Sri Baladev || Srijagannatha || Shrikshetra ||newsroom ||

Поділитися
Вставка
  • Опубліковано 9 лип 2024
  • ଜଣାପଡ଼ିଲା କାରଣ ଏଥିପାଇଁ ରାଗିଥିଲେ ବଡ଼ ଠାକୁର || Sri Baladev || Srijagannatha || Shrikshetra ||newsroom ||
    #srijagannathtemple ##adapabije #sribalabhadra #manoranjanmishra #trending #odisha #newsroom #puri

КОМЕНТАРІ • 438

  • @soumyaranjanmohapatra1033
    @soumyaranjanmohapatra1033 18 днів тому +161

    ପହଣ୍ଡି ରେ କମ୍ ବୟସର ପିଲାମାନଙ୍କୁ ନିୟୋଜନ କରିବା କଣ ଦରକାର ଯାହାର ଅଭିଜ୍ଞତା ନାହିଁ।

  • @dibakarpanda1352
    @dibakarpanda1352 18 днів тому +68

    ଆବଶ୍ୟକ ଠାରୁ ଅଧିକ ସେବାୟତ ରହିବାରୁ ସଠିକ୍ ଭାବରେ ଠାକୁର ଙ୍କ ପହଣ୍ଡି ହୋଇ ପାରୁନାହିଁ,

  • @rajkumaridevi7450
    @rajkumaridevi7450 18 днів тому +179

    ସେବାୟତ ହୁଅନ୍ତୁ ବା ପଣ୍ଡା ମାନେ ହୁଅନ୍ତୁ କି ଦୈତାପତି ହୁଅନ୍ତୁ ମୋବାଇଲ ନେଇକରି ରଥକୁ କାହିଁକି ଯାଉଛନ୍ତି ପ୍ରଥମେ ଏହାକୁ ବନ୍ଦ କରାଯାଉ। ଜୟ ଜଗନ୍ନାଥ।

  • @20NEW-MUSIC
    @20NEW-MUSIC 18 днів тому +116

    ସେବାୟତଙ୍କ ଅହଂକାର ଚରମସୀମାରେ ରଥ ଉପରେ ବାହୁ ଭାଙ୍ଗି ଦେଖେଇବା, ସୁନା ଚେନ ଦେଖେଇବା, ଠାକୁରଙ୍କ ଆଗରେ ଠିଆ ହେବା , ଭକ୍ତ ମାନଙ୍କୁ ଦର୍ଶନ ନ କରେଇଦେବା ସବୁ ଦେଖିଲି 8 ତାରିଖ ରାତିରେ ଓ ମନ ବହୁତ ଦୁଃଖ ହେଲା | ବୋଧେ ବଡ ଠାକୁର ଶୁଣି ପାରିଲେ ମୋ ମନ କଥା |

  • @jptandav1003
    @jptandav1003 18 днів тому +354

    ପଣ୍ଡା ମାନେ ଯୋଉ ଠାକୁରଙ୍କୁ ଘେରିକି ରହୁଛନ୍ତି ସେଇଟା ବନ୍ଦ ହେଉ... ପ୍ରଭୁଙ୍କୁ ଭକ୍ତ ଦେଖିବେ ନା ପଣ୍ଡାଙ୍କ ଚେହେରା ଦେଖିବେ 🙏🏻🙏🏻🙏🏻

    • @catparadise6889
      @catparadise6889 18 днів тому

      @@jptandav1003 manisa tiari Katha gondi ku thakura kahuchu...peleipuo patha satha padhinu bodhey...mg murkha

    • @Jotrimay
      @Jotrimay 18 днів тому +1

      👍🙏🙏🙏😭👍👍

    • @narayanbehera6750
      @narayanbehera6750 18 днів тому +2

      Kile kile suna pindi thibe.tanku age darsan karantu

    • @manoranjanmahunta2420
      @manoranjanmahunta2420 18 днів тому

      Right

    • @lizaraniroutray8881
      @lizaraniroutray8881 18 днів тому +1

      Hn sata katha a sebayat mane bahut hauchhanti semane bhabuchhanti ki thakura semanankara au kahar nuhe, puri re thakuranka darshana ku nei business chaleileni paisa dia aame nei darshan kareidabu amiti kahuchhanti, sethipai mahaprabhu amananku punishment dauchhanti, jay Jagannath 🙏🙏🙏🙏🙏

  • @ajaysahoo4622
    @ajaysahoo4622 17 днів тому +13

    ଜୟ ଜଗନ୍ନାଥ ଆଜ୍ଞା ରଥଯାତ୍ରା ସମୟରେ ଠାକୁରମାନଙ୍କ ପହଣ୍ଡି ବିଜେ ହେଉ ରଥ ଉପରେ ସୁନାବେଶ ହେଉ ରଥ ଟଣା ହେଉ ଦିଅଁ ଦେଖା ଯାଉ ନାହାଁନ୍ତି ଖାଲି ସେବାୟତ ଙ୍କ ମୁଣ୍ଡ ମାଳ ମାଳ ଏଥିପାଇଁ କ'ଣ ଆମ କାଳିଆ ସାଆନ୍ତ ବର୍ଷକୁ ଥରେ ବାହାରନ୍ତି ଏଥିପ୍ରତି ଦୃଷ୍ଟି ଦିଅନ୍ତୁ

  • @user-xi9in4su4i
    @user-xi9in4su4i 18 днів тому +50

    ଏ ସବାୟତ ମାନଙ୍କୁ ତୁରନ୍ତ ବହିଷ୍କାର କରି ନୂଆ ସେବକ ନିଯୁକ୍ତ କରାଯାଉ.

  • @minaketansrichandan3773
    @minaketansrichandan3773 18 днів тому +30

    ବିିଭିନ୍ନ ପ୍ରକାର ଟିଭି କ୍ଯାମେରା ଚ୍ଯାନେଲ କୁ ଲକ୍ଷ କରି ଅନ୍ୟ ମନସ୍କ ଓ ଖାମଖିଆଲି ହୋଇ ପହଣ୍ଡି କରିବାରୁ ଏମିତି ଅଘଟଣ ଘଟିଲା। ଧନ୍ଯବାଦ

  • @bhabanisankardas8641
    @bhabanisankardas8641 18 днів тому +31

    ଦୋଷ କାହାର ସିଧା କହିବା ଦରକାର,ଏବଂ ସେମାନଙ୍କୁ ଆଇଂନିଅନୁଯାୟୀ ଦଣ୍ଡିତ କଟାଯାଉ

  • @UTTKALpuaGAUTAM9152
    @UTTKALpuaGAUTAM9152 18 днів тому +122

    ରାମକୃଷ୍ଣ ବାବୁ ନିଜେ କାଳିଆ ସାଆନ୍ତେଙ୍କ କାନ୍ଧ ଉପରେ ହାତ ରଖି ସେଲଫି ନେଉଥିଲେ ଆମେ ନିଜେ ଦେଖିଛୁ । ଏହା ଛୋଟ ସେବାୟତ ମାନଙ୍କୁ କି ଶିକ୍ଷା

    • @manaromaswain9328
      @manaromaswain9328 18 днів тому +12

      ଦୁଃଖ ର ବିଷୟ , ଭକ୍ତର ଭାବାବେଗ ର କଥା ,

    • @DivineChild-wz9ki
      @DivineChild-wz9ki 18 днів тому +5

      ବର୍ତ୍ତମାନ ର trend ପାଲଟି ଗଲାଣି ଏସବୁ । ଭଗବାନ ମଧ୍ୟ ମଣିଷ ପରି ଅସହାୟ ପାଲଟି ଗଲେଣି ।ଭଗବାନ ଙ୍କ ଅଧିକାର ମଧ୍ୟ ମଣିଷ ଅଧିକାର ପରି ଅସହାୟ ଅବସ୍ଥା ରେ ।। ଲଜ୍ଜା ଜନକ ପରିସ୍ଥିତିରେ ଭଗବାନ ଆଉ ଭଗବାନ ଙ୍କ ସନ୍ତାନ ମଧ୍ୟ ।।😭😓

    • @DhirenPadhihari-p9i
      @DhirenPadhihari-p9i 18 днів тому

      By😂l😮 Dr Dr Drp​@@manaromaswain9328

    • @adityamohapatra95
      @adityamohapatra95 18 днів тому

      ଅସୁବିଧା କଣ?

    • @UTTKALpuaGAUTAM9152
      @UTTKALpuaGAUTAM9152 18 днів тому +1

      @@adityamohapatra95 ତାହେଲେ କ'ଣ ଠିକ୍ କରିଛନ୍ତି?

  • @santoshkumarmishra2620
    @santoshkumarmishra2620 17 днів тому +7

    କିଛି ପାପୀ ବଳଭଦ୍ର ବଡଠାକୁରଙ୍କୁ ଛୁଇଁବାରୁ ଏଭଳି ଦୁର୍ଘଟଣା ଘଟିଲା. ପଣ୍ଡାମାନଙ୍କର ଗର୍ବ ଅହମିକା ଓ ଟଙ୍କାଲୁଟିବା କାରଣରୁ ଏ ଘଟଣା ଘଟିଲା. କିଛି ସେବାୟତ ମନ୍ଦିର କୁ ନିଜ ବୋପା ମନ୍ଦିର ବୋଲି ଭାବି ମନଇଛାଅନ୍ଯାୟ ଅଧର୍ମ ବ୍ଯଭିଚାର କରୁଥିବାରୁ ଏଭଳି ଅଘଟଣ ଘଟିଲା.

  • @skb2190
    @skb2190 18 днів тому +33

    ଏଠି ଏମାନେ ନିଜ ଅଧିକାର ଟିକେ ବାଧା ଆସୁଚି ବୋଲି ଏମାନେ ଠାକୁରଙ୍କୁ ପକେଇଦେଲେ

  • @UpendraKumarJulundi
    @UpendraKumarJulundi 17 днів тому +11

    ହେ ଜଗନ୍ନାଥ ଆପଣଙ୍କ ଦିବ୍ୟ ଲୀଳା ରେ ଯଦି କେହି ଅସୁବିଧା କରନ୍ତି, ଯିଏ ହେଉନା କାହିଁକି ଆପଣଙ୍କ ସୁଦର୍ଶନ ଚକ୍ର କୁ ଆଦେଶ ଦିଅନ୍ତୁ ସବୁ ପାପ ପୂଣ୍ୟ, ଧର୍ମ ଅଧର୍ମର ବିଚାର କରୁ।

  • @SonaliSahoo-lb6un
    @SonaliSahoo-lb6un 18 днів тому +50

    ପଣ୍ଡା ମାନେ ଯୋଉ ଠାକୁରଙ୍କୁ ଘେରିକି ରହୁଛନ୍ତି.. ପ୍ରଭୁଙ୍କୁ ଭକ୍ତ ମାନେ ଦେଖିବେ ନା... ପଣ୍ଡାଙ୍କ ଚେହେରା ଦେଖିବେ..ପ୍ରଭୁଙ୍କ ପାଖରେ ରହି ଆଗ selfy ନିଆଯାଇଛି..ହେ ବଳଦେବ ପ୍ରଭୁ ସମସ୍ତଙ୍କୁ କ୍ଷମା କରାଇଦିଅନ୍ତୁ.. ପ୍ରଭୁ... 🙏🏻🙏🏻🙏🏻

    • @binilatamajhi6073
      @binilatamajhi6073 17 днів тому

      Tmaku kn pain badhuchi se thik kahichanti​@@catparadise6889

  • @Kanhucharanpatra45
    @Kanhucharanpatra45 17 днів тому +9

    ଏଭଳି ଘଟଣା ଦର୍ଷାଉ ଯେ ଆଗକୁ ବଡ଼ ବିପଦ ଆସିବାକୁ ଯାଉଛି,ହେ ମହା ପ୍ରଭୁ ତମେ ହିଁ ରକ୍ଷାକର 🙏🙏🙏 ଜୟ ଜଗନ୍ନାଥ 🙇

  • @balakrushnanayak2304
    @balakrushnanayak2304 18 днів тому +49

    ସେବାୟତଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯାଉ ଖାମଖିଆଲି ଭାବେ ନୀତି ଚାଲିଥିଲା ତୁମେ କରି ପାରିବନି ଯଦି ଆମକୁ ଛାଡ ଆମେ ପ୍ରଭୁଙ୍କ ସେବକରିବୁ ମନ୍ଦିର ଭିତରେ ବହୁତ ଅନ୍ୟାୟ ଚାଲିଛି ସେବାୟତଙ୍କ ଦ୍ବାରା ଆମେ ଅଙ୍ଗେ ଲିଭେଇଛୁ ଏମାନେ ଗୋଟେ ଗୋଟେ ପାପି

  • @suryakantamahalik3462
    @suryakantamahalik3462 18 днів тому +5

    ବିଶେଷ କରି ରଥଯାତ୍ରା ରେ ଲୋକ ମାନେ ଦଳା ଚକଡା ଓ ଅଣନିଶ୍ୱାସୀ ହୋଇ ଠାକୁର ଙ୍କୁ ଦେଖିବାକୁ ଆସିଥାନ୍ତି... ଏତେ କଷ୍ଟ ଭିତରେ ସେମାନେ ଠାକୁରଙ୍କୁ ନ ଦେଖି ପଣ୍ଡା ଓ ଦଇତା ପତି ମାନଙ୍କୁ ଦେଖନ୍ତି କିନ୍ତୁ ଠାକୁରଙ୍କୁ ଭଲସେ ଦର୍ଶନ କରିପାରନ୍ତିନି...
    ସେଥିପାଇଁ ମହାପ୍ରଭୂ ରାଗିଲେ...
    ବଡ଼ ଠାକୁରଙ୍କ ପାଦତଳେ କୋଟି ପ୍ରଣାମ 🙏🙏🙏🙏🙏. କ୍ଷମା କର ବଡ଼ ଠାକୁରେ 😭😭😭😭😭

  • @Lipkumar123
    @Lipkumar123 18 днів тому +17

    ମନେରଖନ୍ତୁ ଯିଏ ନିଜର ସହସ୍ରଫଣାରେ ଧରଣୀକୁ ଧାରଣ କରିଛନ୍ତି ସେହି ମହାସଙ୍କର୍ଷଣ ଭଗବାନ ଅନନ୍ତଙ୍କର ଭାର ବହନ କରିବାକୁ କାହାର ସାମର୍ଥ୍ଯ ନାହିଁ ତେଣୁ ନିଜର ସମ୍ପୂର୍ଣ୍ଣ ଆତ୍ମବଳ ମନପ୍ରାଣ ଦେଇ ସେବା କରନ୍ତୁ ସେ ବଳୀନାଂଶ୍ରେଷ୍ଠ ଭକ୍ତବତ୍ସଳ କ୍ଷମା କରିବେ🙏🙏🙏 ାା

  • @RanjankumarbeheraBehera-n1b
    @RanjankumarbeheraBehera-n1b 17 днів тому +4

    ମୁଖ୍ୟମନ୍ତ୍ରୀଙ୍କୁ ମୋର ଅନୁରୋଧ ଏ ଘଟଣା ର ପୁରା ତଦନ୍ତ କରା ହଉ 🙏🙏🙏

  • @pradeepsenapati1433
    @pradeepsenapati1433 18 днів тому +5

    ଆପଣଂକ ମତ ସମ୍ପୂର୍ଣ ଠିକ l ଆପଣ ଜଣେ ବାଡ଼ଗ୍ରାହୀ l ଠାକୁରଙ୍କୁ ଘେରି ରହିବାର କୌଣସି ପ୍ରତିକାର ହେଲେ ଭଲ ହୁଅନ୍ତା l

  • @nirmalkumarbehuria6411
    @nirmalkumarbehuria6411 17 днів тому +5

    ଶୁଣନ୍ତୁ ଆପଣ ବିଶ୍ୱାସ ନ କରନ୍ତୁ ପ୍ରଭୁଙ୍କ ବିନା ଇଚ୍ଛାରେ କିଛି ହୁଏ ନି, ଏହା ପ୍ରଭୁଙ୍କର ଏକ ବିରାଟ ସଂକେତ, କାଳିଆର ବଡ଼ ଭାଇ ଙ୍କର ସମ୍ମାନ ର କଥା ଦେଖନ୍ତୁ ଆଗକୁ କଣ ହେଉଛି, କେବଳ ଓଡିଶା ରେ ନୁହେଁ ଭାରତ କୁ ମହା ବିପଦ, ବନ୍ୟା, ବାତ୍ୟା, ମରୁଡି ଓ ଯୁଦ୍ଧ ନିଶ୍ଚିତ

  • @rameshswain2374
    @rameshswain2374 18 днів тому +26

    ଏ ବାବୁ କଣ କରୁଥିଲେ ଖାଲି ଟିଭି ଆଗରେ ଦୋସ ଛଡେଇଦେଲେ ଗଲା

    • @DivineChild-wz9ki
      @DivineChild-wz9ki 18 днів тому +1

      ଏମିତି ଅନେକ ।।। ସେ ଅପାରଗ ସେବାୟତ ହୁଅନ୍ତୁ କି କିଛି ଅପାରଗ ଅଧିକାରୀ।। ଦୋଷ କରି ,ପାପ କରି ,କୁକର୍ମ କରି କେମିତି ସେଥିରୁ ନି ସ୍ତାର ପାଇବେ,ମିଛ ଉପରେ ମିଛ ବ ଖା ନିବେ ସେଥିରେ ଏମାନେ ସେଥିରେ ପାରଙ୍ଗମ ।।।। ଭଗବାନ ଙ୍କୁ କଷ୍ଟ ଦେଇ ,ଓଡ଼ିଆ ମାଟି କୁ କଷ୍ଟ ଦେଇ ,ଓଡ଼ିଆ ମାନଙ୍କ ଏବଂ ସମଗ୍ର ଜଗନ୍ନାଥ ପ୍ରେମୀ ଙ୍କୁ ଆଘାତ କରି ଏତେ ଆଉ ନିର୍ଲଜ୍ଜ ହୋଇ ଏଣୁ ତେଣୁ ଗପନ୍ତୁ ନାହିଁ ।।। ମିଡ଼ିଆ ଆଗ ରେ ଗାଲୁ ଗପ ଗପିଲେ ମଧ୍ୟ ଯେଉଁ ଅପରାଧ କରିଛନ୍ତି ଆପଣ ମାନେ ପ୍ରଭୁ ଙ୍କୁ କଷ୍ଟ ଦେଇଥିବାରୁ ନିଜ ଗାଲ ରେ ନିଜେ ଚାପୁଡ଼ା ଖାଆନ୍ତୁ ।।

    • @brajeswarisingh909
      @brajeswarisingh909 17 днів тому

      ଭକ୍ତି ଭାବ ନାହିଁ,

    • @pratimasahoo1339
      @pratimasahoo1339 17 днів тому

      ନିଶ୍ଚିତ ରୂପେ ହେବ

  • @hadibandhumahakhuda2889
    @hadibandhumahakhuda2889 18 днів тому +6

    ରାମ ବାବୁ କୁହନ୍ତୁ, ସେମାନେ କେତେଜଣ ଥିଲେ? ପହଣ୍ଡି ବେଳେ ଆଗ ବାଟ ଦେଖା ଯାଉ ନ ଥିଲା। ସେବାୟତ ପିଲେ ଗହଳି କରୁଥିଲେ। ପଛ ପଟ ଡୋରି କେହି ଧରି ନ ଥିଲେ।
    ସେବାୟତ ମନ୍ଦିର ପରିଚାଳନା କମିଟି କୁ କେବେ ମାନନ୍ତି ନାହିଁ। ପରିଚାଳନା କମିଟି ଏକ ଅସହାୟ ଅନୁଷ୍ଠାନ। ଏହା ଆମ ଧାରଣା ହେଲାଣି।
    ରାମ ମାନନ୍ତୃ ବା ନାହିଁ ମାତ୍ର ଏହା ଏକ ଅଶୁଭ ସଂକେତ।

  • @ROMIIRAJPUT
    @ROMIIRAJPUT 15 днів тому +1

    ଆରେଯାହା ପାଖେ ଯାହା ହେଲା ସିଏ ସେତିକି ଦେବ ସେଇଟା ତା ଇଚ୍ଛା ଏଇ ପଣ୍ଡା ମାନେ ମନ୍ଦିର ଭିତରେ ଜୋର୍ ଜବରଦସ୍ତ ଲୋକ ଙ୍କ ପଛରେ ଗୋଡ଼େଇକି ପଇସା ମାଗୁଛନ୍ତି ବା ସେଥିପାଇଁ ଆମ ପୁରୀ ଜିଲ୍ଲା କୁ ବାହାରୁ ଆସିଥିବା ଭକ୍ତ ମାନେ ଏଇ ମାନ ଙ୍କ ଯୋଗୁ ଆମ ରାଜ୍ୟ କୁ ଖରାପ ଭାବୁଛନ୍ତି ଜୟ ଜଗନ୍ନାଥ 🙏

  • @pradiptadas1726
    @pradiptadas1726 18 днів тому +49

    ମହାପ୍ରଭୁଙ୍କୁ ଯେଉଁମାନେ ଖେଳଣା ବୋଲି ଭାବୁଛନ୍ତି ସେମାନେ ସମସ୍ତେ ନର୍କରେ ପଡ଼ିବେ

  • @pratimasahoo1339
    @pratimasahoo1339 17 днів тому +1

    ତୁମ ମାନଙ୍କର ଅହଂକାର ସୀମା ଟପିଲାଣି
    ତୁମେ ଖାଲି ଏକା ନୁହେଁ ତୁମ ପରିବାରର ସ୍ତ୍ରୀ ଲୋକ ମାନେ ମଧ୍ୟ୍ୟ, ତୁମେ ଜନସାଧାରଣ ମାନଙ୍କୁ ଅତି ତୁଚ୍ଛ ଭାବି ବାହୁ ମେଲି ପ୍ରଭୁ ଙ୍କର ଉପରେ ବାହୁ ଥୋଇ ନିଜର ବଡ଼ିମା ଦେଖେଇବା ଅତି ଶୟ ହୋଇଗଲାଣି, କେତେ ଦୂରରୁ ଭକ୍ତ ଟିଏ ଯାଉଛି ପ୍ରଭୁଙ୍କୁ ଟିକେ ଦେଖିବ ବୋଲି ତୁମେ ତୁମ ବଡ଼ ପଣ ରେ ତା ଆତ୍ମା ରେ କଷ୍ଟ ଦଉଚ ଏବେ ସମୟ ଆସିଛି ପ୍ରଭୁ ବୁଝିବେ ସମସ୍ତ କଥା 🙏🏻🙏🏻

  • @lilibagh6059
    @lilibagh6059 18 днів тому +4

    ଜୟଶ୍ରୀ ଜଗନ୍ନାଥଙ୍କୁ କୋଟି ପ୍ରଣାମ୍ 🙏🌻 ହେପ୍ରଭୁ ଦେଖାଯାଉ ଆଗକୁ କଣସବୁ ହଉଛି

  • @abhiabhi2511
    @abhiabhi2511 17 днів тому +3

    ଏକଦମ ସତକଥା.... ବାଡଗ୍ରାହି ଛଡା ଆଉ କାହାକୁ ରଥ ଉପର କୁ ଛଡା ଯିବା କଥା ନୁହେଁ...

  • @prasantapattanaik862
    @prasantapattanaik862 18 днів тому +30

    ଅନ୍ୟ ଧର୍ମର ଲୋକେ କହିବେ "ତାଂକ ଭଗବାନ ତ ନିଜେ ନିଜକୁ ସମ୍ଭାଳି ପାରୁ ନାହାନ୍ତି, ଭକ୍ତଙ୍କୁ କଣ ସମ୍ଭାଳିବେ?

    • @rezahmd8682
      @rezahmd8682 18 днів тому

      Jagannath JagataraNath.Rathajatra Biswabidita.Anya dharma ra bibhinna Loko nkara astha bharasha rahichi.Sethipain ya ta katha nahei kana pain amiti hela sethipain tarjama karajau.

    • @user-sf2wx4lm4d
      @user-sf2wx4lm4d 18 днів тому

      Right

    • @biswajitparida5117
      @biswajitparida5117 18 днів тому +2

      Kiye re tu

    • @biswajitparida5117
      @biswajitparida5117 18 днів тому +2

      ଧର୍ମ ର କଥା କଉଠୁ ଆସିଲା।ଭାବି ଚିନ୍ତି comment କର

    • @happylucky4839
      @happylucky4839 17 днів тому

      @@biswajitparida5117 Hindu chadiki au kn nahanti india re

  • @santoshpanda4444
    @santoshpanda4444 17 днів тому +2

    ନିଜେ ପହଣ୍ଡି ନକରି ସୁନାବେଶ ପ୍ରଦର୍ଶନ କରୁଥିଲ। ପଣ୍ଡା ମାନକୁ ଟ୍ରେନିଂ ଆବଶ୍ୟକତା ଅଛି।

  • @chitrasenpradhan3824
    @chitrasenpradhan3824 17 днів тому +2

    ହେ ପ୍ରଭୁ ସମସ୍ତଙ୍କୁ କ୍ଷମା କରି ଏବିଶ୍ଵର ମଙ୍ଗଳ କରନ୍ତୁ। 🙏🙏🙏🙏

  • @hadibandhumahakhuda2889
    @hadibandhumahakhuda2889 18 днів тому +3

    ସେବାୟତ ପିଲାଙ୍କୁ ଆଗ ମନା କରନ୍ତୁ ରଥ ଚଢ଼ିବାକୁ। ରାମ ବାହାନା କରୁଛନ୍ତି

  • @sujatasahu2648
    @sujatasahu2648 17 днів тому +2

    ଠାକୁର ସବୁ ଦେଖୁ ଛନ୍ତି,କେତେ ଆଊ ସମ୍ଭାଳିବେ,ପ୍ରଭୁ ନିଜର ଉପସ୍ଥିତି ଦେଖାଇ ଦେଲେ

  • @ROMIIRAJPUT
    @ROMIIRAJPUT 15 днів тому

    ଜଗନ୍ନାଥ ଙ୍କୁ ଏଇ ପଣ୍ଡା ମାନେ ନେଇ ବେପାର କରୁଛନ୍ତି ମନ୍ଦିର ଭିତରେ ଏମାନେ ଲୋକଙ୍କୁ ବାଧ୍ୟ କରୁଛନ୍ତି ଭୋଗ ନେବାକୁ ଜୋର୍ ଜବର୍ ଦସ୍ତି ହାତରେ ଦେଉଛନ୍ତି ମନ୍ଦିର ଭିତରେ ଗାଳି ଗୁଲଜ କରୁଛନ୍ତି ଏମାନଙ୍କ ପାଇଁ ଆଜି ମୋ ବଡ଼ ଠାକୁର ପଡିଗଲେ ଏମାନଙ୍କୁ ଦଣ୍ଡ ଦରକାର

  • @SushantDas-xp3to
    @SushantDas-xp3to 16 днів тому

    ଏତେ ଲୋକ ରଥ ଉପରେ କଣ ପାଇଁ ଥିଲେ
    ଏ ସମସ୍ତ ଘଟଣା ସେବାୟତ ଙ୍କ ପାଇଁ
    ସେବାୟତ ମାନେ କଣ ଭାବୁଛନ୍ତି

  • @ROMIIRAJPUT
    @ROMIIRAJPUT 15 днів тому

    ପଣ୍ଡା ମାନେ ଗୋଟେ ଗୋଟେ ଚେନ୍ ପକେଇକି ନିଜକୁ ଭାବୁଛନ୍ତି ଆମେ ହେଉଛୁ ବଡ଼ ଠାକୁର ଏମାନେ ବହୁତ୍ ଅହଙ୍କାର ହେଇଗଲାଣି

  • @user-wl4nw7iy9q
    @user-wl4nw7iy9q 17 днів тому +2

    ହେ ଠାକୁର ସମସ୍ତଙ୍କୁ ଭଲରେ ରଖନ୍ତୁ 🥺

  • @sureshchandradash6900
    @sureshchandradash6900 16 днів тому

    ନନ ଓଡ଼ିଆ ମନ୍ଦିର ପ୍ରଶାସକର ନିର୍ଦେଶ ରେ ଏମାନେ ଏପରି କରିଛନ୍ତି, ପ୍ରଶାସକକୁ ଯଥାଶୀଘ୍ର ନିଲମ୍ବନ କରାଯାଉ

  • @puspanjaligajendra9394
    @puspanjaligajendra9394 17 днів тому

    ଉଠେଇ ପାରିଲେନି ବାଡ଼ ସନ୍ତଙ୍କୁ ସେ କଣ ମଣିଷ ସେ ଶେଷ ନାଗ ଅବହେଳା କଣ ପାଇ ଖାଇ କି ବଳୁଆ ଦେଖାଉଛନ୍ତି ଗର୍ବ କରୁଛନ୍ତି ସେବାୟତ

  • @ranjankumarpatra2284
    @ranjankumarpatra2284 17 днів тому

    ଯେଉଁମାନଙ୍କର ଦୋଷ ଥିଲା ବଡଠାକୁରେ ସେହିମାନଙ୍କୁ ଦଣ୍ଡ ଦେଲେ ସେଥିରୁ ଆପଣବି ଵାଦ ପଡ଼ିନାଁହାନ୍ତି , ମାଳିକାରେ ଯାହା ଲେଖା ଅଛି ତାହା ଅକ୍ଷର ଅକ୍ଷର ସତ୍ୟ ଆଉ ତାହାବି ଘଟୁଛି , ଯେଉଁ ପଞ୍ଚସଖା କାଳିଆ ଠାକୁରଙ୍କର ଅତି ପ୍ରିୟ ଭକ୍ତ ଥିଲେ ଆପଣ ତାଙ୍କୁ ବିଶ୍ୱାସ କରୁନାଁହାନ୍ତି , ପ୍ରଭୁ କହିଛନ୍ତି ମୋ ଭକ୍ତଙ୍କୁ ଯିଏ ଅବମାନିତ କରିବେ ମୁଁ ତାଙ୍କୁ ଦଣ୍ଡ ଦେବି ଯାହା ଦେଖିବାକୁ ମିଳିଲା , ଗର୍ବଗଞ୍ଜନ ନରହରି ଗର୍ବ ନ ସହନ୍ତି କାହାରି , ଯେଉଁ ଠାକୁରଙ୍କ ପାଇଁ ପଣ୍ଡାମାନେ ହୁଅନ୍ତୁ କିମ୍ବା ଅନ୍ୟ ସେବାୟତ ହୁଅନ୍ତୁ ଅବହେଳା କରିବେ ସବୁ ନାଶ ଯିବେ ଏହା ମାଳିକାରେ ଲେଖା ଅଛି ,ସମୟ ନିକଟ ହୋଇ ଆସିଲା , ତୁମେମାନେ ସବୁ ଠାକୁରଙ୍କ ସାଙ୍ଗରେ ସେଲ୍ଫି ନେବ , ଏଇଟା କେଉଁ ଭକ୍ତି ଆଉ ସେବା

  • @GhibilaJG
    @GhibilaJG 17 днів тому +2

    ବାହାନା କରନି ଚୁର ସବୁ
    ଚକା ଆଖି ସବୁ ଦେଖୁଛି
    ଏୟାର ପରିମାଣ ବୁଝିବ ସବୁ

  • @himansupattanaik3383
    @himansupattanaik3383 17 днів тому +1

    ରାମ କୃଷ୍ଣ ଭାଇନା ଆପଣ ନିଜ ଦୋଷ କାଇଁ ସ୍ଵୀକାର କରୁନାହାନ୍ତି....
    ପଛପଟେ କାହିଁକି ସେମାନଙ୍କୁ ରଖିଥିଲେ ଯେଉଁମାନଙ୍କର ଅଭିଜ୍ଞନ୍ତା ନାହିଁ...
    ହଉ ଦେଖନ୍ତୁ ପରିଣାମ କଣ ହେଉଛି..
    🙏ଜୟ ଜଗନ୍ନାଥ 🙏

  • @SuklalMarndi-hf9db
    @SuklalMarndi-hf9db 17 днів тому

    ସଂପୃକ୍ତ ସେବାୟତ ମାନେ ପାପି ଥିଲେ ତେଣୁ ତାଙ୍କ ଦ୍ଵାରା ବଡ ଠାକୁର ସେବା ଚାହୁଁ ନାହାନ୍ତି।

  • @nilamaniswain4466
    @nilamaniswain4466 17 днів тому +1

    ଏଭଳି ପରିସ୍ଥିତିରେ କେବଳ ପଣ୍ଡା ମାନେ ଦାଇ ରହିବେ କାହିଁକି ନା ରଥ ଉପରେ ଏତେ ପରିମାଣରେ ତାଙ୍କ ରି ନାତି ନାତୁଣୀ ଝିଅ ଜୋଇଁ ପୁଅ ପୁତୁରା ସମସ୍ତେ ଭକ୍ତ ଯେତିକି ସେବାୟତ ସେତିକି। ଆମ ଓଡିଆ ରେ ଗୋଟେ ଢଗ ନାହିଁ ବେସି ଲୋକ ରେ ମୂଷା ମରେ ନାହିଁ। ଏ ଘଟଣା ସେଇଭଳି।

  • @jayaprakashdash6918
    @jayaprakashdash6918 17 днів тому +1

    ଜୟ ଜଗନ୍ନାଥ,ପୂର୍ବରୁ ଚଳିଆସୁଥିଲାନା କୋଣ କିନ୍ତୁ ଦେଖିଲେ ଲାଗୁଛି ନିତି ନିୟମ ଠାକୁର ଙ୍କ ପାଖରେ କିଛି ନାହିଁ, ଠାକୁର ଙ୍କ ପାଖରେ ପ୍ରସାଦ ଅନ୍ୟାନ୍ୟ ଖାଇବା ଜିନିଷ ଖାଇ ହାତ ପାଟି ସଫା ନ କରି ଏବଂ ମୋବାଇଲ ନ ହେଲେ ଯେମିତି ସେବା ହେବନି ରତ୍ନ ବେଦିରେ କୋଣ ହେଉଛି ଜାଣି ହେଉନି କିନ୍ତୁ ବାହାରେ ପୁରା ପୁରି ଅବବ୍ୟସ୍ତା,।

  • @gitanjalitripathy5389
    @gitanjalitripathy5389 17 днів тому

    ଖାମ ଖିଆଲ ମନୋଭାବ, ଅଧିକ ଲୋକ ସଂଖ୍ୟା, ମୋବାଇଲ ଫୋଟ, ଏସବୁ ଯୋଗୁଁ ଏହା ଘଟିଲା.

  • @subhashreenayak2391
    @subhashreenayak2391 17 днів тому

    ଏମାନେ ନିଜକୁ କିସ ଭାବନ୍ତି କି.......
    ଠାକୁର କିସ ଖାଲି ୟାଙ୍କ ର ନା.......
    ଏ ମଣିଷ ଯେମିତି କରିବ, ସେମିତିକା ଭୋଗିବ......

  • @brajeswarisingh909
    @brajeswarisingh909 17 днів тому

    ପ୍ରଥମେ ମୋବାଇଲି ବନ୍ଦ କରାଯାଉ
    ଯେତିକି ସେବାୟତ ସେତିକି ରୁହନ୍ତୁ
    ପ୍ରଭୁଙ୍କୁ ଦର୍ଶନ କରିବାକୁ ଆସୁଥିବା ଲୋକଙ୍କୁ ପୋକ, ମାଛି ନ ଭାବନ୍ତୁ
    ରଥରେ 15 ବର୍ଷ ପିଲା ମାନଙ୍କୁ ଛଡା ନ ଯାଉ
    ଅନ୍ୟାୟ କରୁଥିବା ଲୋକଙ୍କୁ ବହିଷ୍କାର କରାଯାଉ
    🙏🙏🙏🙏🙏🙏🙏🙏🙏🙏🙏🙏

  • @anantapanda5026
    @anantapanda5026 17 днів тому

    ଏ news ବାଲା ଙ୍କ ବାଳ କାମ ନାହିଁ ରଗିଲେ ନୁହେଁ ସବୁ ସେବାୟତ ଙ୍କ ଭୁଲୁ

  • @babulipatra4381
    @babulipatra4381 17 днів тому

    ଆକୁ ବେଶୀ କଷ୍ଟ ହେଉଛି, ସେବାୟତ ମାନଙ୍କୁ ଆଘାତ ହେଇଛି। କୋଟି କୋଟି ଜନତା ଙ୍କ ମନରେ ଯେଉଁ ଆଘାତ ହେଇଛି, ତା ପାଇଁ କିଛି କହୁ ନାହାନ୍ତି!

  • @chitrasenpradhan3824
    @chitrasenpradhan3824 17 днів тому +1

    ରଥ ଉପରେ ଅଧିକ ପଣ୍ଡା ରହିବା ଅନୁଚିତ୍
    ସେଥିପ୍ରତି ସରକାର ସଚେତନ ରହିବା ଦରକାର।

  • @panditkrushnachandramishra5822
    @panditkrushnachandramishra5822 17 днів тому

    ଭାଇରାଲ ହେଉଥିବା ଶ୍ଳୋକ ମାଳିକାର ନୁହେଁ, ନୀଳାଦ୍ରି ମହୋଦୟ ଶ୍ଳୋକ

  • @malayaranjanpati94
    @malayaranjanpati94 17 днів тому

    ସବୁ ଭଲ ଆଉ ଠିକ୍ କିନ୍ତୁ,🙏🏻🙏🏻🙏🏻 ଅତି ନୁହ😮😮😊😊 ଭାଗ୍ୟବାନ ଆମେ କି -- ଜନ୍ମ ଏ ଜଗନ୍ନାଥ ଙ୍କ ଧାମରେ ହୋଇଛି ଜୟ ଜଗନ୍ନାଥ ସ୍ଵାମୀ 🙏🏻🙏🏻🙏🏻🙏🏻🙏🏻

  • @debabratadash3809
    @debabratadash3809 17 днів тому

    ସେ ଉକ୍ତି ଟି ମାଳିକାର ନୁହେଁ ନିଳାଦ୍ରୀ ମହୋଦୟ ରେ ଲେଖା ହେଇଛି

  • @patitakumarchoudhury9855
    @patitakumarchoudhury9855 18 днів тому +1

    ମାତ୍ରାଧିକ ଅନାବଶ୍ୟକ ସେବାୟତ ଯୋଗୁଁ ମହାବାହୁ ଙ୍କୁ ମୁହଁ ମାଡି ପଡ଼ିବାକୁ ପଡିଛି, ଯାତ୍ରାରେ ମାତ୍ରାଧିକ ପୋଲିସ, ସେବାୟତ,ଅଧା ରାସ୍ତା ଯାମ କରି ଅସୁବିଧା ସୃଷ୍ଟି କରୁଛନ୍ତି.

  • @lipun8858
    @lipun8858 17 днів тому

    ଠାକୁର ପଡିଗଲେ କିଛି ହେଲାନି ତାଙ୍କର ନଖ ନଷ୍ଟ ହେଇଗଲା କଣ ଭାସିଗଲା

  • @user-gh9nn7xo2c
    @user-gh9nn7xo2c 17 днів тому

    ଏଇ ହେଉଛନ୍ତି ମୂଳ ପ୍ରୋବଲମ
    ଯାତ୍ରୀ ଙ୍କୁ ଟୋର୍ଚର କରି ପୁଳାଏ ସୁନା ଲଗେଇ tv ରେ ଦେଖିଲେ ହେଲେ ନିଜ ପତିଆରା ବଡିବ ଓ ବେପାର ବଡିବ। ମହାପ୍ରଭୁ ଙ୍କୁ ପକେଇ କଥା କହୁଚ ଲଜ୍ଜ୍ୟା ଲାଗୁନି ଲାଗୁନି। ସୁଧୁରି ଯାଅ ମହାପ୍ରଭୁ ଓ ଭକ୍ତ ଙ୍କ ଆବେଗ ରେ ଖେଲନ୍ତୁ ନି। ରଥ ଉପରେ କେହି ରହିବା ଦରକାର ନାହିଁ।

  • @bhagirathibehera2174
    @bhagirathibehera2174 17 днів тому

    ଆପଣଙ୍କର କୌଣସି ଭୁଲ ନ ଥାଇ ପ୍ରଭୁ କାହିଁକି ଆପଣକୁ ଦଣ୍ଡ ଦେଲେ

  • @Santosh-oz3nf
    @Santosh-oz3nf 17 днів тому +1

    ସବୁ ସେବାୟତଙ୍କ ଫୋନବନ୍ଦକରାଜାଉ

  • @pratapjena1193
    @pratapjena1193 17 днів тому

    ପଣ୍ଡା ମାନେ ବହୁତ ରାଜନୀତି କରୁଛନ୍ତି, ସେବା କମ୍ ଲୋଭ ବେସି

  • @bhagirathibehera2174
    @bhagirathibehera2174 17 днів тому

    ଆପଣ ମିଶ୍ର ବାବୁ ପୁରୁଣା ଲୋକ ସବୁଜାଣିଥିବେ

  • @santoshbehera3983
    @santoshbehera3983 17 днів тому

    ରଥ ଉପରେ15ରୁ20 ଭିତରେ ରହିବା ଦର୍ କାର୍ ଠାକୁର ସାଙ୍ଗର୍ ଖେଳ ହେ ପ୍ରଭୂ ଜୟ ଜଗନ୍ନାଥ 😭

  • @achhutamallick3436
    @achhutamallick3436 17 днів тому

    ପଣ୍ଡା ମାନଙ୍କୁ ଆଇନି ଗତ ଅନୁ ଜାଇ ଦୃଢ଼ ପଦ ଖେପ ନିଆ ଯାଉ ମାନ୍ୟ ବର ଓଡ଼ିଶା ମୁଖ୍ୟ ମନ୍ତ୍ରୀ ଜୟ ଜଗନ୍ନାଥ 🙏

  • @saradasahoo2409
    @saradasahoo2409 17 днів тому

    ଚକାଆଖି ସବୁ ଦେଖୁଛି। ସେ ବଡ ଛଳିଆ ଯିଏ ଅନ୍ଯାୟ ଅନିତୀ ଅଧର୍ମ କଲା ଆଉ ସବୁଠୁ ବଡ ଦୋଷୀ ତା ଆଗରେ ଯିଏ ଭକ୍ତଙ୍କୁ କଷ୍ଟ ଦେଲା ସେ ତାଙ୍କ ବଇଂଶୀ ବଜେଇ ଦବ ଆଗରୁ ବଜେଇଛି ଏବେବି ବଜଉଛି ଜାଣିପାରୁନ ଥରେ ନିଜେ ନିଜର ମନକୁ ପଚାରିବ ମୁଁ କିଏ ଉତ୍ତର ମିଳିଯିବ। ଜୟ ଜଗନ୍ନାଥ

  • @ramakantmahanta6994
    @ramakantmahanta6994 17 днів тому

    ଯେଉଁ ମାନେ ପ୍ରକୃତ ସେବାଅୟତ ସେଇମାନେ ହିଁ ଠାକୁରଙ୍କୁ ପାହୁନ୍ଦି କରାନ୍ତୁ ଅନ୍ୟମାନେ ପହଣ୍ଡି ଦେଖନ୍ତୁ । କେହି ବି ମୋବାଇଲ ନେକି ଯାଆନ୍ତୁ ନାହିଁ । ରଥ ଉପରେ ଏତେ ସଂଖ୍ୟାରେ ପଣ୍ଡା ନା ରହିଲେ ଭଲ ହେବ ଫଳରେ ଲୋକମାନେ ପ୍ରଭୁଙ୍କୁ ଦେଖି ପାରିବେ ।

  • @himansupatra9717
    @himansupatra9717 17 днів тому

    ରାମକୃଷ୍ଣ ତ ହେଲେ ଚୋର ଙ୍କ ସର୍ଦାର. ଜଗା ତିନି ରୁ ଚାରି ମୁଣ୍ଡ ନେଇଥିଲେ ଏହି ଡକlୟତ ମାନଙ୍କ ଚୈତନ୍ୟ ଉଦୟ ହେଇଥାନ୍ତା..

  • @mahakudkitchen09
    @mahakudkitchen09 17 днів тому

    ବଡ଼ ଠାକୁର ଙ୍କୁ ପକେଇ ଦେଇ କଣ ନା ବଡ଼ ଠାକୁର ରାଗିଛନ୍ତି । ନିଜ ଭୁଲ କୁ ଲୁଚାଇବା ପାଇଁ ଏସବୁ କାହାଣୀ

  • @hrusikeshmallik3221
    @hrusikeshmallik3221 17 днів тому

    ନିଶ୍ଚୟ ଓଡ଼ିଶା ପ୍ରତି ଏ ଅଘଟଣ ବଡ଼ଠାକୁରଙ୍କ ଅବହେଳା ଓ ହତାଦର ପାଇଁ

  • @user-rn6bj5ne5h
    @user-rn6bj5ne5h 17 днів тому

    ଜୟ ବଳଭଦ୍ର ଜଗନ୍ନାଥ ଆପଣଙ୍କ ଇଚ୍ଛା ତୁମେ ଯା କଲେ ତା ହୁଏ

  • @purna732
    @purna732 17 днів тому

    ପ୍ରଭୁ କୃପାକର।ଖ୍ୟମାକର।

  • @babulipatra4381
    @babulipatra4381 17 днів тому

    ଏହି ଲୋକ ହିଁ ଦାୟୀ। ବାଡଗ୍ରାହୀ ହିଁ ମୁଖ୍ୟତଃ ଦାୟୀ। ବଡ଼ ଠାକୁର ଙ୍କ ବାଡଗ୍ରାହୀ ହୋଇ ନେତା ଙ୍କୁ ପ୍ରାଧାନ୍ୟ ଦେଉଛନ୍ତି!

  • @sunilbarik3155
    @sunilbarik3155 17 днів тому

    କାହା କୁ କଣ ଏଥିରେ ଦାଈ କରିବା ଆମେ ମାନେ ତ ଠିକି ନୁହେଁ ରଥ ଉପର କୁ ଯାଇ ଠାକୁର ପାଖ କୁ ଯାଇ ସେଲ୍ଫି ନେବା ସେଇଟା କେତେ ଦୂର ଠିକି🙏😔🙏

  • @subhrajyoti7809
    @subhrajyoti7809 17 днів тому

    ପଣ୍ଡା ସେବା କରୁଛନ୍ତି ସତ. ହେଲେ ଠାକୁର ଆମ ଓଡ଼ିଆ ଲୋକଙ୍କ

  • @kanhupatra9968
    @kanhupatra9968 17 днів тому

    ରାମକୃଷ୍ଣ ମହାପାତ୍ର ଆପଣଙ୍କ ମଧ୍ୟରୁ କେହିଜଣେ ଚାପି ହୋଇ ମରିଥିଲେ ଆପଣ ଠିକ୍ ବୁଝି ପାରିଥାଆନ୍ତେ ଭାଗ୍ୟ ଭଲ ଖାଲି ଖଣ୍ଡିଆ ଖାବରା ହୋଇଛ ଆରେ ତମେ ମହାପ୍ରଭୁଙ୍କୁ ଖେଳନା କରିସାରିଲେଣି ତାଙ୍କ ହାତରେ ହାତ ରଖି ଯେଉଁ ଭଳି ନର୍ତ୍ତକୀ ଭଙ୍ଗି ରେ ଠିଆହୋଇ ରହୁଛ ତାର ଫଳ ପାଇଛ ଭକ୍ତ ଭଗବାନଙ୍କୁ ଦେଖିବାକୁ ଯାଉଛନ୍ତି ଆପଣଙ୍କୁ ନୁହେଁ କିମ୍ବା ଆପଣଙ୍କ ସେବାୟତ ଙ୍କୁ ନୁହେଁ 🙏🏻🙏🏻🙏🏻🙏🏻

  • @kalpatarugauntia2942
    @kalpatarugauntia2942 17 днів тому

    ବଡ଼ ଠାକୁର ଉଚିତ୍ ଜବାବ ଦେଲେ ❤

  • @chandrapanda7222
    @chandrapanda7222 17 днів тому

    ରାମ କୃଷ୍ଣ ବାବୁ ଏଡ଼େ ବଡ଼ ସେବାୟତ ହୋଇ ମଧ୍ୟ ମିଛ କହୁଛନ୍ତି, ଠାକୁର ପଡିଲା ବେଳେ ତ ଆପଣ ପଛ ଚାଲି ଚାଲି ଆସୁ ଛନ୍ତି.
    ଆପଣ ଦୁଇ ସେବାୟତ ଗୋଷ୍ଠୀ ଭିତରେ ପାଟି ତୁଣ୍ଡ ହୋଇ ଆପଣ ଦୁଇ ଗୋଷ୍ଠୀ ହିଁ ଠାକୁର ଙ୍କୁ ତଳେ ପକେଇଲେ

  • @user-iw4fo8dz7x
    @user-iw4fo8dz7x 17 днів тому

    ରାମକୃଷ୍ଣ ବାବୁ ଠାକୁରଙ୍କ କାନ୍ଧରେ ହାତ ରଖି ସେଲ୍ଫି ନେବା କେତେ ଦୂର ସମିଚୀନ ?ଏତେ ଖାମଖିଆଲି ଭାବରେ ପ୍ରଭୁଙ୍କ ସେବା କରିବା ଠିକ କି? ଚାରିକୋଟି ଓଡ଼ିଆଙ୍କ ଆଖିରୁ ନିଦ ହଜିଯାଇଛି ହେ ଠାକୁରେ ତମ ମାନ ତମେ ରାକ୍ଷକର ସେଇ ଅଭାଗା ମାନଙ୍କୁଏ କ୍ଷମା କର ପ୍ରଭୁ........

  • @Aishwarya_Sabar
    @Aishwarya_Sabar 8 днів тому

    JAI JAGANNATH MAHAPRABHU🙏🏻🙇🏻⭕‼️⭕🙇🏻🙏🏻

  • @ajitKumar-vh2yd
    @ajitKumar-vh2yd 17 днів тому

    ଏଇ ରାମ କୃଷନ ବାବୁ କନ୍ ପାଇ ମୋବାଇଲ ରେ salfi nau chanti

  • @purimina4512
    @purimina4512 18 днів тому

    ଜୟ ଶ୍ରୀ ଜଗନ୍ନାଥ 🙏🌹🙏
    ଭଗବାନ ଙ୍କ ପାଖରେ ତାଙ୍କର ବୋଲି କିଛି ନାହିଁ, ଆମେ ଦଣ୍ଡ ଦେଇପାରିବିନି, ସେମାନେ ନିଜର ଭୁଲ ନୁହେଁ, ବରଂ ସରକାର ଙ୍କୁ ଡରାଇବେ, ସେଇ ଦିନ ଖୁବ ଶୀଘ୍ର ଆସିବ, ଅତି ଗର୍ବେ ହତ ଲଙ୍କା

  • @madhusudanparida4161
    @madhusudanparida4161 18 днів тому +4

    Manoranjan Babu, this is absolutely man made mistake. Failures of management & govt. Senior experience sebayats should conduct sincerely. 🙏🙏

  • @upendrabanchhor5178
    @upendrabanchhor5178 17 днів тому

    ଏ ଘଟଣା ପାଇଁ ଭଗବାନ ଦାୟୀ, ସେବାୟତ ବା ପଣ୍ଡା ମାନେ ଦାୟୀ ନୁହନ୍ତି. ଆଉ ଆମେ ଯଦି ସାଂସଦ ମହାଶୟ ଙ୍କୁ ପଚାରିବା ସେ କଂଗ୍ରେସ କିମ୍ବା ଅଣହିନ୍ଦୁ କୁ ଦାୟୀ କରିବେ.

  • @diptiranjanbehera3511
    @diptiranjanbehera3511 17 днів тому

    🙏🙏🙏🙏ହ୍ରଭୁ ତତେ ତୁହିଁ ରକ୍ଷା କର ମୁଁ ଛାର ମନୁଷ୍ୟ ମାତ୍ର 🙏🙏🙏

  • @mindescape9602
    @mindescape9602 18 днів тому +3

    Jaha heichi odisha basi marmahata sata kintu khusi...Mg panda mana nku pane bada thakura dele...Jia bhabanti tankara puri temple administration ki kehi kichi kari paribeni...tanka bebasta...Bhagawan bujhi thanti....

  • @sunilsahoo2448
    @sunilsahoo2448 17 днів тому

    ଓଡ଼ିଶାବାସୀ କିଛି ଜାଣି ପରୁନ ,ଧରି ପାରିଲାନି ବୋଲି କହି ପରୁଣ, ଚାଲି ନଜାଣି ବାଟ ର ଦୋଷ,

  • @abhilipsasahoo7195
    @abhilipsasahoo7195 17 днів тому

    Right ✅ ❤Jay Jagannath♥

  • @user-vy1cj8zb3b
    @user-vy1cj8zb3b 17 днів тому

    ଟିକେ ସରମ କର ମିଡ଼ିଆ ଭାଇ ମାନେ....... ମହା ପ୍ରଭୁ ପଡିଗଲେ ତାଙ୍କୁ କେତେ କଷ୍ଟ ହେଇଚି..... ଟିକେ ତ ଭାବ...... କଣ ପାଇଁ ଏତେ ଚର୍ଚ୍ଚା କରୁଛନ୍ତି..... ଆମ ମାନଙ୍କ କୁକର୍ମ.... ଭଗବାନ ନେଇ ଗଲେ ତାଙ୍କୁ kasta ହଉଚି...... ସେଥିରେ ସେଆର କରୁଛନ୍ତି.. ସେ ଭିଡ଼ିଓ tiku ଦେଖି ଚର୍ଚ୍ଚା ବି କେମିତି କରୁଛନ୍ତି...... ଭଗବାନ ଙ୍କ କଷ୍ଟ ଯଦି ନ ଦେଖି ପାରୁଛ ଏ ଭିଡ଼ିଓ tiku ବି ଦେଖନ୍ତୁନି

  • @RanjankumarbeheraBehera-n1b
    @RanjankumarbeheraBehera-n1b 17 днів тому

    ପ୍ରଭୁ ପ
    ରତ୍ନ ଭଣ୍ଡାର ଖୋଲା ଯିବାପାଇଁ ଦିନ ଠିକ ହୋଇଗଲା ଖୋଲିଲେ ସବୁ ଧରାପଡ଼ିବେ ସେଥିପାଇଁ ଡ଼ରିକି ସବୁ ହଉଚି 🙏

  • @jitendramahalik5437
    @jitendramahalik5437 17 днів тому

    ଗାଲୁଆ‌ଙ୍କ ବାରବାଟି ଚାଷ । ଗାଲୁଆ ପଣ୍ଡା

  • @krushnachandranayak3940
    @krushnachandranayak3940 17 днів тому

    ଦଇତା ପତି ମାନେ ବିଲକୁଲ ଦାୟିତ୍ଵ ହୀନ

  • @gobardhanswain1985
    @gobardhanswain1985 18 днів тому +1

    ଜୟଜଗନ୍ନା ସ୍ଵାମି⭕❗⭕

  • @sangramkishoredasdas2424
    @sangramkishoredasdas2424 17 днів тому

    ଅତ୍ୟନ୍ତ ଦୁଃଖଦ ଘଟଣା । ମହାପ୍ରଭୁ କ୍ଷମା କରିଦିଅନ୍ତୁ ।

  • @Lucy_Apaa
    @Lucy_Apaa 17 днів тому

    ଖାଲି ପ୍ରଭୁଙ୍କର ଅବହେଳା କରୁନାହାଁନ୍ତି। ନିଜର ଦାୟିତ୍ୱ କଣ ଭୁଲି ଯାଉଛନ୍ତି।

  • @satrughanbehera7871
    @satrughanbehera7871 17 днів тому

    ଏଥିପାଇଁ ବିଜେପି ସରକାର ଦାୟି

  • @sudhakarjena5533
    @sudhakarjena5533 17 днів тому

    ସତ୍ଯ ଆଗିଆଁ ଆପଣ ଜୋଉକଥା କହୁଛନ୍ତି ଠିକ୍ ଅଛି, କିନ୍ତୁ ଏମିତି କହୀକି ହେଲା

  • @babulipatra4381
    @babulipatra4381 17 днів тому

    ଇଏ ଧମକ ଦେବାକୁ ଆରମ୍ଭ କଲେଣି!

  • @sudhansujena3487
    @sudhansujena3487 17 днів тому

    Jay Jagannath......🙏🙏🙏🙏

  • @AsitPaikray-co1hw
    @AsitPaikray-co1hw 18 днів тому +1

    ଏମାନଙ୍କୁ ନେଇ ଗୋଟିଏ ଘରେ ଲଙ୍କା ଧୁଆଁ ଦେବାଦରକାର

  • @chatasali8137
    @chatasali8137 18 днів тому +3

    Sevayat mane bhul karichh, mobile selfie neba kn darkar

  • @REENADIGAL-jk3pc
    @REENADIGAL-jk3pc 14 днів тому

    Jay jagarnnath🙏🙏🌹💓💓