German Keys Found in Debris of BJD's Bobby Das Government Quarter ! Argus Digital
Вставка
- Опубліковано 29 вер 2024
- ବବି ବ୍ଲାକ ରୋଜ ସହ ଜଡିତ ଥିଲେ, କାହା ନିର୍ଦ୍ଦେଶରେ ବବି ବାବୁ ଘର ନିର୍ମାଣ କରିଥିଲେ ତାହାର CBI ତଦନ୍ତ ହେଉ I
#ArgusDigital #bobbydas #OdishaNews
Follow us on Instagram :
/ argustvdigital
Argus Digital is yet another initiative by Argus News to cater for the ever expanding needs and interests of viewers. The new digital channel will be in addition to the existing social media handles. The intent is to create more bandwidth at our end so that we can give you more information, videos, packages, among other things.
German Keys Found in Debris of BJD's Bobby Das Government Quarter ! Argus Digital
To stay updated on-the-go,
Visit Our Official Website: www.argusnews.in/ (Odia)
Visit Our Official Website: argusenglish.in/ (English)
iOS App: bit.ly/ArgusNew...
Android App: bit.ly/ArgusNew...
Live TV: argusnews.in/l...
Facebook: / argustvdigital
UA-cam- / @argusdigital.official
Instagram: / argustvdigital
ଏ ଶଳା ଗୁଡାଙ୍କୁ ଲଙ୍ଗଳା କରି ପିଟ ସବୁ ତଥ୍ୟ ପଦାକୁ ଆସିବ
ମୋହନ ସରକାର ଏଯାଏଁ ଚୁପ ବସିଛି କିପରି
ଏ ମୋହନ ସରକାର କିଛି ପଦକ୍ଷେପ ନ ନେଲା ପରି ଜଣାପଡୁଛି।
ଏଥି ପାଇଁ ଓଡ଼ିଶା ର ଲୋକମାନେ ଦାୟୀ । ବିଶେଷ କରି ବିଜେଡ଼ି ବେଶୀ ଦିନ କ୍ଷମତାରେ ରହିବା ଯୋଗୁଁ ଏ ସବୁ ଘଟିଛି ।
thik
Odisha ra Odia Loka Mane 💯 ru 💯 responsible, 25 Varsha BJD ku Mundei buli bara fala, Bubby ku Baby 🍼 boli kham khiali bhabi bara Fala, Mohan Government asi na thile kana Ei sabu Kala karnama Jana padi thanta? Ebe ete chhaniya hele kana Chaliba?
Better heba Mukhiya Naveen Babu nku dhara Pandu ku dhari Jail pureile Katha+Kama Fata Fat heba.
Power ଦେଖାଆ ମୋହନ ସରକାର।
ମୋହନ ସରକାର ପାଖରେ କିଛି ପାୱାର ନାହିଁ ମିଡିଆ ବାଲା ବଜେଇ ଚାଲିବେ କିନ୍ତୁ ଫଳ ମିଳିବ 0
ବିଜେଡ଼ି ର ଗୋଟିଏ ନେତା କୁ ଜେଲ୍ ରେ ପୁରାଅ, ସବୁ ବାହାରିବ ସବୁ ନେତା ମନ୍ତ୍ରୀ ଜେଲ ରେ ଘଣା ପେଲିବା ଥୟ
ଧନ୍ୟବାଦ, ଆଲ୍ଲୀ ବାବା ଓ ଚାଳିଶ ଚୋରଙ୍କ ଶାସନ 25ବର୍ଷ ହେଲା ଓଡିଶାରେ ଚାଲିଥିଲା, ସବୁ ବନ୍ଧା ହେବା ଥୟ ନୁହେଁ କି? ଜୟ ଜଗନ୍ନାଥ 🙏
Right. Sir ପ୍ରତି ଟି। ଉପରେ ଠିକ୍। ତଦନ୍ତ। କରାଯାଉ। ଖାଲି। ମିଡ଼ିଆ। ଆଗରେ ଭାଷଣ। ଦେଲେ। ଲାଭ। କିଛି। ହେବନାହିଁ
Job scam ର list ସେଠିକି ଯାଉଥିଲା... ସେଠୁ ନିଷ୍ପତି ହେଉଥିଲା
Pandyan ଓ boby ନିଜେ job scam ରେ ଅଛନ୍ତି
ଗାଡି ଚେକିଂ ନାମରେ ଲୋକଙ୍କ ଠାରୁ କୋଟିକୋଟି ଟଙ୍କା ଆଦାୟ ହୋଇଥିଲା ଲୋକଙ୍କ ଠାରୁ ଜୋର୍ ଜବରଦସ୍ତ କଲେକ୍ସନ କରୁଥିଲେ ସେହି ପଇସାକୁ ବିଳାସ ବ୍ୟସନରେ ଖର୍ଚ୍ଚ କରୁଥିଲେ tax ପଇସା ସବୁ ଲୁଟୁ ଥିଲେ ଏସବୁ ଜନସାଧାରଣଙ୍କ ପଇସା ଏମାନଙ୍କୁ ନିହାତି ଜେଲରେ ପୁରେଇ ବଦର୍କାର ପଇସା ରିକୋଭର୍ କରିବା ଦରକାର
Job scam ର money ସେଠି ଥିଲା....
ମଗିହାକୁ ଫସି ଦିଅ ❤❤❤ BJD neta ର rngsala 🎉🎉🎉
Mausa Tike Nalipaani Bodhe Marideichhanti....Sale Tame Dekhithila Jadi Ete Sabu Katha, Ebe Tike Dekheuna Se Rangashala, Chabi, Sura, Saki, ....
ତୁରନ୍ତ ତଦନ୍ତ କରି କାଯ୍ୟନୁ ଷ୍ଠାନ ନିଆ ଯାଉ
ସେ ଘରଲୁ ସିଲ କରି ତଦନ୍ତ କଲେ ଜଣାପଡିବ.
ଆପଣ ବି ଏଥିରେ ସାମିଲ ଅଛନ୍ତି
ଘର ଦଶଦିନ ହେଲା ଭଂଗାଯାଉଥିବା ସମୟରେ ଦେଖି ଦେଖି ଯେଉଁ ଦାୟିତ୍ୱରେ ଥିବା ଅଫିସର ଚୁପ ବସିଥିଲେ ପ୍ରଥମେ ତାଙ୍କ ଉପରେ accountability fix କରାଯିବା ଦରକାର. ସିଏ ପ୍ରଥମ ବିଭୀଷଣ.
୨୫ ବର୍ଷ ରେ କଣ କମ୍ ଖୋଳ କରିଚନ୍ତି ବିଜେଡି ଦଳ। ଆଉ ଏ ସବୁ କାରନାମା ନବୀନ ବାବୁ ଅଜାଣତ ରେ ହେଇଯାଇଛି କି? ତଥାପି ଵିଜେଡି ବତିପେଲା, ମାଗଣା ଖିଆ ,ମୁର୍ଖ ଲୋକମାନେ କହିବେ ନବୀନ ନଂ ୧ ମୁଖ୍ଯ ମନ୍ତ୍ରୀ।
ଆଜ୍ଞା ଆପଣଙ୍କ energy loss ଏ ସରକାର କିଛି ପଦକ୍ଷେପ ନେବେନାହିଁ. ପାଣ୍ଡୁ PSO କଥାରୁ ବୁଝିପାରୁଥିବେ.
ଏଭଳି ମନ୍ତବ୍ୟ ବା ସଠିକ ମନ୍ତବ୍ୟ ଦେଇ ଥିବା sir ଙ୍କୁ ଅନେକ ଅନେକ ଧନ୍ୟବାଦ
Argus bala ku sabu jona kaharo chabi kaha pokhore acchi,, mandir chabi khoji bahar kole,,abe jerman chabi kon milila,,bohut talented chhanel
Jagannath chabi Mari sabu jau lutichanti .. Jagannath kebe b chadibeni...amo CM ku up ra Yogi hebaku heba.
ବିଜେପି ସରକାର ଏ ଡକାୟତକୁ ବାନ୍ଧ।ଆଉ ଡେରି କରନା।😮😮😮
Daout Ashok das nk pua na janajauni
Apanka syatha pai odisara jansadharanku kahinki se bhitaranku neijauchha
BJP Kahinki chup basichi.
Kana setting kariba chakarare Achhi ki.
Babi Das BJD ijjat Mana Samman bhasai Dela,BJD Govt Agaku Asiba Kasta,BJD Ati ru Iti
About NEET Paper leak you are not giving any news .
Bjp channel .
Alligad chabi best.
Thanks 🙏🙏🙏👍. Sir. Full. Action. Karajou
First should be taken against Govt servants for not taking action
emane khali kahibe kichhi kari paribenahni
Thiki katha black rose re bandha jau
Gara pai baby vangi nahanti aha Satya?ranga salara maha Nayak Mane dhara
Where Did Go BJP CM,Where Your Action ?
Chabi ru kan ratna vandar kholiba. Bekar point
Parvakarn ku rakhikebapay houthila
A bjp sarkar chup rahichi kahainki
Sai bobe pakhare achi ratna vandra chabi
Sarkaar kan pai chupa basichi😮😅😊
How far the Ex CM is innocent?
💯💯💯💯💯💯💯👍👍👍♥️
Argus bjp ra posa kukura sa Modi ra
Sir thik kahichanti.
Supaer
perfect katha kahuchhanti sir
Very nice
Present Government dam hai kya
Corruption and mafiya can get punishment
Good 👍
ପଣ୍ଡିଆନ ର ରତ୍ନ ଭଣ୍ଡାର
I like every news
Thik katha kahicha mausa
Asok das swami mani? Hasyqspqda.
Vary good sare jay dam babi