“Neither Double, Nor Single, Only Naveen Babu’s Engine in Odisha”: Kartik Pandian in Nuapada || KTV

Поділитися
Вставка
  • Опубліковано 26 кві 2024
  • Kalinga TV is the fastest growing television channel in Odisha. Kalinga TV, being one of the most trusted channels in the state is always on attempt to bring authenticated and real time news to its viewers. We believe on unbiased coverage. Kalinga TV delivers reliable information across all platforms i.e. TV, Internet and Mobile.
    Visit Our Website: kalingatv.com/
    Android App: play.google.com/store/apps/de...
    iOS App: apple.co/2M2KhQA
    Watch Live: kalingatv.com/live
    UA-cam: / kalingatv24x7
    Facebook: / kalingamedia
    Twitter: / kalingatv24x7
    Instagram: / kalingatv24x7
    #kalingatv #kalingatvlive #kalinganews

КОМЕНТАРІ • 58

  • @ODISHA-KRUSHAK-SATHI-SANGA-OKS
    @ODISHA-KRUSHAK-SATHI-SANGA-OKS 12 днів тому +3

    ଓଡ଼ିଶା କୁ ଦରକାର ନୁଆ ସରକାର

  • @user-gv4mh8xh2t
    @user-gv4mh8xh2t 12 днів тому +1

    ବହୁତ ସୁନ୍ଦର ମାଡିଚାଲ

  • @sabyasachibarad
    @sabyasachibarad 12 днів тому

    ଏଇଥର ଯୋଡ଼ି ଶଙ୍ଖ । ଶଙ୍ଖ ଶବ୍ଦରେ ପ୍ରକମ୍ପିତ ହେବ ସାରା ଓଡ଼ିଶା ସଭିଁଙ୍କ ମୁହଁରେ କେବଳ ନବୀନ ଭରଷା ଜୟ ନବୀନ ଜୟ ବିଜେଡି💚💚💚

  • @sunilpradhan-te3nz
    @sunilpradhan-te3nz 12 днів тому

    Naveen patnaik sthiti Odisha re majbut hoi rahichhi

  • @user-zm1kd5fw2r
    @user-zm1kd5fw2r 8 днів тому

    Odisha basi sabu Congress ku vote deba aau odishaku pragati pathare aagei eba👍🖐️🙏🇮🇳

  • @Rashmi_Rekha_7777
    @Rashmi_Rekha_7777 12 днів тому

    ଓଡିଶାର ବିକାଶ କ୍ଷେତ୍ରରେ ଭିକେ ପାଣ୍ଡିଆନଙ୍କ ପଦକ୍ଷେପକୁ ପ୍ରସଂଶା କରିବା ସହ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି ଜନସାଧାରଣ ।

  • @Rashmi_Rekha_7777
    @Rashmi_Rekha_7777 12 днів тому

    ବିକାଶ ହିଁ ଏକ ମାତ୍ର ମୂଳ ଲକ୍ଷ୍ୟ ଆଉ ଉଦେଶ୍ୟ। ସାରା ଓଡିଶା ବାସୀଙ୍କ ଦୁଃଖ ନବୀନ ବାବୁ ବେଶ ଭଲ ଭାବେ ବୁଝୁଛନ୍ତି ସେଥିପାଇଁ ତ ବିଭିର୍ଣ୍ଣ ପ୍ରକାର ଯୋଜନା ଏବଂ ବିଭିର୍ଣ୍ଣ ସହଯୋଗ ଯୋଗାଇ ଦେଉଛନ୍ତି।ଯାହାକି ଆମ ଓଡିଶା ର ବହୁତ ବିକାଶ ହେଉଅଛି।

  • @SonaliParida-pc8ys
    @SonaliParida-pc8ys 12 днів тому

    Honourable CM Mr. Naveen Pattnaik and Biju Janda Dal, Their dedication and hard work are truly inspiring. Thank you for your relentless efforts in making a positive impact on our community.

  • @SonaliParida-pc8ys
    @SonaliParida-pc8ys 12 днів тому

    ଓଡ଼ିଶାରେ ଲୋକମାନଙ୍କ ଆବଶ୍ୟକତା ପୂରଣ କରିବା ପାଇଁ ଏବଂ ଲୋକମାନଙ୍କ ସମସ୍ୟା ସମାଧାନ କରିବା ପାଇଁ ଏକମାତ୍ର ସରକାର ବିଜେଡି ସରକାର।

  • @monalishasubudhi2662
    @monalishasubudhi2662 12 днів тому

    Sadhe chari koti janatanka gotie mata nabin Amara raja

  • @sunilpradhan-te3nz
    @sunilpradhan-te3nz 12 днів тому

    Naveen patnaik nka karjya pain Odisha basi khusi re achhanti

  • @SonaliParida-pc8ys
    @SonaliParida-pc8ys 12 днів тому

    ତୃଣମୂଳ ସ୍ତରରୁ ସହର ପର୍ଯ୍ୟନ୍ତ ସବୁ କ୍ଷେତ୍ରରେ ବିକାଶ କୁ ଗୁରୁତ୍ୱ ଦେଇ ଲୋକପ୍ରିୟତା ର ଶୀର୍ଷରେ ରହିଛନ୍ତି ଆମ ପ୍ରିୟ ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକ ମହୋଦୟ।

  • @SonaliParida-pc8ys
    @SonaliParida-pc8ys 12 днів тому

    ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ବିକାଶ ଓ ରୂପାନ୍ତର ପ୍ରକ୍ରିୟା କୁ ବହୁଳ ପରିମାଣର ଜନତା ପ୍ରଶଂସା କରୁଛନ୍ତି l ଯାହା କି ଖୁବ୍ ଚର୍ଚ୍ଚା ର ବିଷୟ।

  • @SonaliParida-pc8ys
    @SonaliParida-pc8ys 12 днів тому

    ଓଡ଼ିଶା ବାସୀଙ୍କ ସାଥିରେ ବିଜୁ ଜନତା ଦଳ ଅଛି ଓଡ଼ିଶା ବାସୀଙ୍କ ଭଲ ପାଇବା ଓ ଆଶୀର୍ବାଦ ସବୁ ସମୟ ପାଇଁ ରହିଛି ବିଜେଡି ସରକାର ଉପରେ।

  • @Rashmi_Rekha_7777
    @Rashmi_Rekha_7777 12 днів тому

    ରାଜ୍ୟରେ ଲୋକସଭା ଓ ବିଧାନଶୋଭା ନିର୍ବାଚନ ରେ ବିଜେଡି ସବୁବେଳେ ବିଜୟ ହାସଲ କରି ଆସିଛି ଏବଂ ଆଗକୁ କରି ଆସୁଥିବ.

  • @SonaliParida-pc8ys
    @SonaliParida-pc8ys 12 днів тому

    ମାନ୍ୟବର ମୁଖ୍ୟମନ୍ତ୍ରୀ ରାଜ୍ୟରେ ମହିଳା ମାନଙ୍କୁ ସ୍ଵଶୋକ୍ତ କରିବା ପାଇଁ ସବୁ ପ୍ରକାର ସୁବିଧା ଯୋଗାଇ ଦେଇଛନ୍ତି।

  • @SonaliParida-pc8ys
    @SonaliParida-pc8ys 12 днів тому

    ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କ ପାଇଁ ଓଡିଶା ସାରା ଭାରତ ବର୍ଷରେ ଏକ ନମ୍ବର ରାଜ୍ୟ ଭାବେ ପରିଚିତ ହୋଇପାରିଛି।

  • @sabyasachibarad
    @sabyasachibarad 12 днів тому

    ଦୀର୍ଘ ୨୫ ବର୍ଷ ର ଆଶା ଭରଷା ଭଲ ପାଇବା ଦେଇଛନ୍ତି ଓଡ଼ିଶା ବାସୀ ନବୀନ ପଟ୍ଟନାୟକଙ୍କୁ ଆଗାମୀ ଦିନରେ ମଧ୍ୟ ଆହୁରି ସମର୍ଥନ ଆଶୀର୍ବାଦ ଦେବେ

  • @Rashmi_Rekha_7777
    @Rashmi_Rekha_7777 12 днів тому

    ନବୀନ ବାବୁ ଜଣେ ନେତା ନୁହଁନ୍ତି ସେ ଓଡିଶାର ହଉଛନ୍ତି ଜନ ନାୟକ l ଲୋକମାନଙ୍କ ପାଇଁ କରାଯାଇଥିବା ତାଙ୍କର ପ୍ରତେକ ପ୍ରଦକ୍ଷପ ସ୍ୱାଗତଯୋଗ୍ଯ l

  • @Rashmi_Rekha_7777
    @Rashmi_Rekha_7777 12 днів тому

    ମୋ ସରକାର ତଥା 5T ମାଧ୍ୟମରେ ଓଡ଼ିଶାରେ ଯୁଗାନ୍ତକାରୀ ପରିବର୍ତ୍ତନ ଆଣିପାରିଛନ୍ତି ନବୀନବାବୁ। କୃଷି, ଶିକ୍ଷା ଓ ସ୍ୱାସ୍ଥ୍ୟ କ୍ଷେତ୍ରରେ ଓଡିଶା ଦେଶରେ ମଡେଲ ରାଜ୍ୟହିସାବରେ ପରିଗଣିତ।

  • @Rashmi_Rekha_7777
    @Rashmi_Rekha_7777 12 днів тому

    ଓଡ଼ିଶା ର ଶିକ୍ଷା ଠାରୁ ସ୍ବାସ୍ଥ୍ୟ ଓ କୃଷି ଠାରୁ କ୍ରୀଡା ସମସ୍ତ କ୍ଷେତ୍ରରେ ସମୀକ୍ଷା କରି ସବୁଥିରେ ଉନ୍ନତି ଆଣି ଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ l

  • @Rashmi_Rekha_7777
    @Rashmi_Rekha_7777 12 днів тому

    ଲୋକଙ୍କ ସ୍ୱାର୍ଥ ସାଧନ, ଲୋକଙ୍କ ସମସ୍ୟା ର ସମାଧାନ କରି ସେମାନଙ୍କ ସେବା କରିବା ହିଁ ବିଜେଡି ର ମୂଳମନ୍ତ୍ର। ଓଡିଶା ର ପ୍ରଗତି କୁ ଆଗେଇନେବା ପାଇଁ ନବୀନ ବାବୁ ଏବଂ ବିଜେଡି ର ଅନ୍ୟ ସଦସ୍ୟ ମାନଙ୍କ ଅନେକ ପ୍ରଚେଷ୍ଟା ଜାରିରହିଛି।

  • @Rashmi_Rekha_7777
    @Rashmi_Rekha_7777 12 днів тому

    ସମଗ୍ର ଓଡିଶାବାସୀଙ୍କର ପ୍ରିୟ ହେଉଛନ୍ତି ନବୀନ ସରକାର. ଦୀର୍ଘ 24ବର୍ଷ ଧରି ଓଡ଼ିଶାବାସୀ ନବୀନ ସରକାରଙ୍କ ସହିତ ଅଛନ୍ତି ଆଗକୁ ଆଉ ରହିବେ ମଧ୍ଯ l

  • @Rashmi_Rekha_7777
    @Rashmi_Rekha_7777 12 днів тому

    ଭି କେ ପାଣ୍ଡିଆନ ସାର ଓଡ଼ିଶାର ଜନସାଧାରଣ ଙ୍କ ସେବା ନିମନ୍ତେ ଅକ୍ଳାନ୍ତ ପରିଶ୍ରମ କରିଛନ୍ତି, ଓଡ଼ିଶାର ପ୍ରତ୍ୟେକ ଗ୍ରାମାଞ୍ଚଳ ଠାରୁ ଆରମ୍ଭ କରି ସହରଞ୍ଚାଳ ଯାଏ ସବୁଠି ଗସ୍ତ କରି ଲୋକଙ୍କ ଦୁଃଖ ସୁଖରେ ସାଥି ହୋଇଛନ୍ତି ।

  • @Rashmi_Rekha_7777
    @Rashmi_Rekha_7777 12 днів тому

    ଓଡ଼ିଶାର ବିକାଶ ରଥକୁ ପୁଣି ଆଗେଇ ନେବା ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କୁ ପୁଣି ଥରେ ଜିତେଇବେ ଓଡିଶା ବାସୀ l

  • @SonaliParida-pc8ys
    @SonaliParida-pc8ys 12 днів тому

    ରାଜ୍ୟର ସବୁ ଜିଲ୍ଲାକୁ ସବୁବେଳେ ବିକାଶ ର ଗୋଟିଏ ପରେ ଗୋଟିଏ ପ୍ରକଳ୍ପ ଭେଟି ଦେଇ ଚାଲିଛନ୍ତି ସେଥିପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏକ ନମ୍ବର ହୋଇ ପାରିଛନ୍ତି l

  • @sabyasachibarad
    @sabyasachibarad 12 днів тому

    ଓଡ଼ିଶା ବାସୀ ଙ୍କ ବିକାଶ ପାଇଁ ସବୁବେଳେ ଅକ୍ଲାନ୍ତ ପରିଶ୍ରମ କରୁଛନ୍ତି ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଓ ଭିକେ ପଣ୍ଡିଆନ ତାଙ୍କ ଅବଦାନ ଅତୁଳନୀୟ

  • @monalishasubudhi2662
    @monalishasubudhi2662 12 днів тому

    Odisha re ethara Jodi sankha bajiba auu Fula mauli jiba

  • @sabyasachibarad
    @sabyasachibarad 12 днів тому

    ନବୀନ ପଟ୍ଟନାୟକ ହେଉଛନ୍ତି ଦେଶରେ ନମ୍ୱର୍ ୧ ମୁଖ୍ୟମନ୍ତ୍ରୀ ସେ ମଧ୍ୟ ଓଡ଼ିଶା କୁ ୧ ନମ୍ୱର୍ ରାଜ୍ୟ ବନେଇବାକୁ ସମସ୍ତ ପ୍ରକାର ପ୍ରସ୍ତୁତି ଜାରି ରଖିଛନ୍ତି

  • @monalishasubudhi2662
    @monalishasubudhi2662 12 днів тому

    Amara darkar nahi double engine Amara Jodi sankha bikasa karuchhi Ghana ghana

  • @SonaliParida-pc8ys
    @SonaliParida-pc8ys 12 днів тому

    Honorable Chief Minister Naveen Patnaik wants to became a leader to lead again Odisha on the path of progress and growth of odisha after achieving 24 years of success

  • @sunilpradhan-te3nz
    @sunilpradhan-te3nz 12 днів тому

    Odisha ku nua Odisha re parinata karichhanti naveen patnaik, tanku sahajya karichhanti vk pandyan

  • @Rashmi_Rekha_7777
    @Rashmi_Rekha_7777 12 днів тому

    ଓଡ଼ିଶାବାସୀ ଆଜି ଗର୍ବିତ ନବୀନବାବୁଙ୍କ ଭଳିଆ ଜଣେ ମୁଖ୍ୟମନ୍ତ୍ରୀ ଓଡ଼ିଶାରେ ଅଛନ୍ତି। ଯିଏକି ବାରମ୍ବାର ଦେଶରେ ଶ୍ରେଷ୍ଠ ମୁଖ୍ୟମନ୍ତ୍ରୀର ଆସନ ଜିତିପାରିଛନ୍ତି ଓ ପ୍ରଶଂସା ଲାଭକରିଛନ୍ତି।

  • @GuruChhotaray
    @GuruChhotaray 11 днів тому

    Ama bjd Babu anabini Babu se jha kahanti see karanti

  • @SonaliParida-pc8ys
    @SonaliParida-pc8ys 12 днів тому

    ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ନେତୃତ୍ୱ ରେ ବିଜୁ ଜନତା ଦଳ ଓଡିଶା ର ତିରିଶ ଟି ଜିଲ୍ଲା ରେ ସମସ୍ତ ଜିଲ୍ଲା ପରିଷଦ ଗଠନ କରିବାରେ ସକ୍ଷମ ହୋଇଛି ମନମୋହନ ବାଵୁ ଓଡ଼ିଶାରେ ସରକାର ଗଢିବା କଥା ଭୁଲିଯାଅ l

  • @monalishasubudhi2662
    @monalishasubudhi2662 12 днів тому

    Nabin engine vari majbhuta sethire odisha basinka bhala paiba heichhi misrita

  • @sabyasachibarad
    @sabyasachibarad 12 днів тому

    ଆଗାମୀ ଦିନରେ ନବୀନଙ୍କ ନେତୃତ୍ବରେ ଓଡ଼ିଶା ବିକାଶ ରେ ସ୍ୱର୍ଣୀମ ଅଧ୍ୟାୟ ଲେଖା ହେବ ଏଥିରେ ସନ୍ଦେହ ନାହିଁ ନୂତନ ଓଡ଼ିଶା ଗଠନ ହେବାକୁ ଯାଉଛି

  • @NiranjanSwain-rg4lx
    @NiranjanSwain-rg4lx 12 днів тому

    Rangas

  • @sunilpradhan-te3nz
    @sunilpradhan-te3nz 12 днів тому

    24 yr ra bhala paiba, biswas Odisha basinka naveen patnaik nka upare rahichi

  • @sunilpradhan-te3nz
    @sunilpradhan-te3nz 12 днів тому

    Vk pandyan nka parisrama kebe biphala heba nahin

  • @sunilpradhan-te3nz
    @sunilpradhan-te3nz 12 днів тому

    Odisha re bjd majbut stara re rahichhi

  • @shreemantachhotaray9690
    @shreemantachhotaray9690 12 днів тому

    Jay bjd

  • @monalishasubudhi2662
    @monalishasubudhi2662 12 днів тому

    Nabin ratha ra pandian sarathi auu odisha pain sabu bikasa karuchhi 5t

  • @trinathasahu9071
    @trinathasahu9071 10 днів тому

    Nabin engin madha re chaliba modi engine bikash re chaliba

  • @shreemantachhotaray9690
    @shreemantachhotaray9690 12 днів тому

    Maa manonk sakti bjd

  • @ramchandraacharya8408
    @ramchandraacharya8408 12 днів тому

    ନବିନମାନେ ପାଣ୍ଡିଏନ ଶାସନ।

  • @sunilpradhan-te3nz
    @sunilpradhan-te3nz 12 днів тому

    Naveen patnaik nka pain Odisha re samasta prakar bikash hoiparichhi

  • @keshababariha4039
    @keshababariha4039 10 днів тому

    ରେ ପାଣ୍ଡିଆନ ନବୀନ ର କାମ ତୁ କରୁଛୁ, ତୋର କାମ ନବୀନ କରୁ ନାହାନ୍ତି ତ ?

  • @sunilpradhan-te3nz
    @sunilpradhan-te3nz 12 днів тому

    Ethara nirbachana re madhya bjd ra nischitata bijaya heba

  • @sunilpradhan-te3nz
    @sunilpradhan-te3nz 12 днів тому

    Bjd ku vijaya kariba pain aklanta parisrama karuchhanti vk pandyan

  • @sunilpradhan-te3nz
    @sunilpradhan-te3nz 12 днів тому

    Odisha ra bikash re vk pandyan nka abadana atulaniya

  • @monalishasubudhi2662
    @monalishasubudhi2662 12 днів тому

    Jete saha asile b kichhi habani kahinki na nabin nka upare achhi jaga ra Baha.

  • @NiranjanSwain-rg4lx
    @NiranjanSwain-rg4lx 12 днів тому

    To bapa ku pachara

  • @ODISHA-KRUSHAK-SATHI-SANGA-OKS
    @ODISHA-KRUSHAK-SATHI-SANGA-OKS 12 днів тому +2

    କଳିଙ୍ଗ ଟିଭି bjd channal