ଘରେ ପଶିଗଲେ ୪୦ ଜଣ, ରାତିସାରା ଜୀବନ ପାଇଁ ହାତ ଯୋଡିଲେ ପରିବାର.. ଆସିଲାନି ପୋଲିସ...

Поділитися
Вставка
  • Опубліковано 2 лют 2025

КОМЕНТАРІ • 226

  • @shravankumarmishra5513
    @shravankumarmishra5513 10 днів тому +161

    ପୋଲିସ୍ ବାଳ ପହଞ୍ଚି ପାରୁନି ଚାଟୁଥିଲା କାହାର ବୋଧେ ଏ ବାଳ ଆମ ଓଡ଼ିଶା ପୋଲିସ୍ ହିଁ ଏମିତି

    • @goutammusic6358
      @goutammusic6358 9 днів тому

      Right

    • @kumarlipu9503
      @kumarlipu9503 9 днів тому +1

      ଭାଇ କିନ୍ତୁ ଆମ ରାଜନଗର ପୋଲିସ କୁକୁର ହେଇଯାଇଛନ୍ତି ଛି ପ୍ରସାସନ କଣ କିଛି ଜାଣିପାରୁନି

  • @tapimohapatra1142
    @tapimohapatra1142 9 днів тому +87

    ସେ ଥାନାର ସମସ୍ତ ଅଧିକାରୀ ଆଉ ସେ ଜିଲ୍ଲା sp ଙ୍କୁ ଚାକିର ରୁ ବହିଷ୍କାର କରା ଯାଉ

  • @JayBamanVeer04
    @JayBamanVeer04 10 днів тому +67

    Police ମାନେ କ'ଣ କରୁଥିଲେ, ଆମ୍ବୁଲାନ୍ସ ଆଉ police ଯଦି ଠିକ time ରେ ନ ପହଁଚିବେ ତେବେ ପରିସ୍ଥିତିକୁ କିଏ ସମ୍ଭାଳିବ ଆଉ ଆମେମାନେ କାହାକୁ ଭରସା କରିବୁ | ଜୟ ଜଗନ୍ନାଥ 🙏🏾

  • @laxmidharbehera629
    @laxmidharbehera629 10 днів тому +36

    ଓଡିଶା ପୋଲିସ ବସିକିରି ପେଟ ବଢ଼ାଉଛନ୍ତି

  • @SaniaMajhi-wh5gw
    @SaniaMajhi-wh5gw 10 днів тому +72

    ପୋଲିସ କାହିକି ଶୁପ ରହିଛି ଟଙ୍କା‌ଦେଲେ ଆସିଥାନ୍ତେ ମାଗିଆ ପୋଲିସ

  • @Fdhhyr-v6w
    @Fdhhyr-v6w 9 днів тому +17

    ତୁମେ ଖାଲି ଘର ଲୋକଙ୍କର ବୟନ ନେଉଛ,ତାଙ୍କ ଏରିଆ ର ଥାନା ଅଧିକାରୀଙ୍କୁ କିଛି ପଚାରିବାର ନାହିଁ

  • @Feelreaction9.9
    @Feelreaction9.9 9 днів тому +10

    ଆଗରୁ ପୋଲିସ ପ୍ରାଣ ଥିବା ଯାଏ ଦେଶ ରାଜ୍ୟ ଏବଂ ଲୋକ ଙ୍କ ସୁରକ୍ଷା ଦେବା ପାଇଁ ଶପଥ ନେଉ ଥାଆନ୍ତି ,, ଆଉ ଏବେକାର ପୋଲିସ ଚାକିରୀ ଥିବା ଯାଏ ଗୁଣ୍ଡା ,ଚୁର, ତସ୍କରୀ ,ନିଶାମାଫିଆ ଙ୍କୁ ସୁରକ୍ଷା ଦେବା ପାଇଁ ଶପଥ ନେଇ ଆସୁଛନ୍ତି ତାଙ୍କୁ ଦରକାର ଦରମା ଆଉ ମାସିକା ବଟି,,

  • @somechocolate
    @somechocolate 10 днів тому +57

    ଧିକ୍ bjp ସରକାର। Police ପ୍ରଶାସନ କୁ ଧିକ

    • @JAYAPRASADPANDA-fv3qe
      @JAYAPRASADPANDA-fv3qe 9 днів тому +4

      Tama BJD bhalathila

    • @mometamometa5594
      @mometamometa5594 9 днів тому

      Thik kathha BJP jeberu asila crime bodhhuchhi

    • @TheLifeVibes
      @TheLifeVibes 9 днів тому

      Sabu police ku bjd baneichi bjp sarkar pain asu nahanti

    • @PadmanSoura-js9zm
      @PadmanSoura-js9zm 9 днів тому

      Lajo bando tote badkau bjd pila saita janinu bjd pila ku hubka paisa milu no tila gadi char bjd pila mane 😅😅

    • @RanjeetRout-g4h
      @RanjeetRout-g4h 9 днів тому

      Bjd kn 24barshare kn ta karepaiethila

  • @sibasankarasabara164
    @sibasankarasabara164 9 днів тому +2

    ରାତିରେ ଏହି ବିଷୟରେ ପୋଲିସ ଅବଗତ କରାଗଲା, ରାତିରେ ନ ଆସି ସକାଳେ ଆସିଲେ, ସବୁ ସାରିଲା ପରେ, police station ଥାଇ ଲାଭ ନାହିଁ,ତେଣୁ ନ ଥିବା ସଙ୍ଗେ ସମାନ,ସଂକ୍ରାନ୍ତିରେ ରାବଣ କୁ ଯେମିତି ପୋଡ଼ାଯାଏ, ସେହିପରି ଛାରଖାର କରିଦିଅ, ସେତେବେଳେ ବୁଝିବେ l

  • @diamondmusic222
    @diamondmusic222 10 днів тому +28

    Police ଖାଲି ସାଲାରୀ ନବାପାଇଁ ଚାକିଟି କରନ୍ତି ଆଉ ତାଙ୍କ ବଡ ବାବୁ ର ସେବା କରିବେ ଆଉ କିଛି ନାହିଁ

  • @kaliakhura8441
    @kaliakhura8441 9 днів тому +8

    ଯେତେ ରାଜ୍ୟ ମୁଇ ବୁଲିଆସିଲିଣି ରହି ଆସିଲିଣି ଦେଖିଲି ଆମ ଓଡିଶା ପୋଲିସ ସବୁଠୁ ଗେଟିଆ ଆଉ ଲାଞ୍ଚୁଆ ଛି ଛି ପୋଲିସ ହେଇକି ଏମିତି. ଛାତି ରେ ଦାମ ନାଇଁ ତ ବରଦୀ ଖୁଲୀ କୀ ମାଇକିନା କାନି ପଣତ ରେ ଲୁଚି ରହିବ ଜ.... କିଛି ଲାଭ ନାଇଁ ତୁମର

  • @ManojBabuOfficial2047
    @ManojBabuOfficial2047 9 днів тому +25

    ଶେଷରେ ନିରୀହ ଲୋକ ଆତଙ୍କବାଦି ହେବେ

    • @kumarlipu9503
      @kumarlipu9503 9 днів тому +1

      ଆତଙ୍କବାଦୀ ବଢିବାର କାରଣ ପୋଲିସ

  • @sanyasibiswal3340
    @sanyasibiswal3340 9 днів тому +5

    ଛି ଛି ଛି ରେ ମୋହନ ମାଝୀ ଛି😅😅😅😅😅

  • @GoutamOjha-w8b
    @GoutamOjha-w8b 9 днів тому +8

    ଓଡ଼ିଶା ପୋଲିସ ଖାଲି ଲାଞ୍ଚୁଆ ପୋଲିସ କାମ ରେ zero

  • @ଓଡ଼ିଶାପରିବାର3469

    ଚାକିରି ତାଙ୍କର ପୋଲିସ୍, ଖାଆନ୍ତି ବସି ଇଲିସ୍।।ଚୋର, ଖଣ୍ଟ ସବୁ ଲୁଟି ନେଇଗଲେ, ପିଉଥାନ୍ତି ବସି ହଲିସି।। ଝିଅ, ବୋହୂ ସହ ମାଲିସ୍, ମାସକୁ ମାସ ଦରମା ନେବାକୁ ହୁଅନ୍ତି ଖାଲି ସାଲିସ୍।।🙏🏻

  • @rihanuddinkhan7765
    @rihanuddinkhan7765 9 днів тому +8

    Really very painful news 😢

  • @maakalitenthousesilandidilu
    @maakalitenthousesilandidilu 9 днів тому +10

    Suspended this police staff

  • @krushnasahoo7549
    @krushnasahoo7549 9 днів тому +1

    ସମ୍ପୂର୍ଣ୍ଣ ପଢନ୍ତୁ
    ଏହି ଥାନା ର ସମସ୍ତ କର୍ମଚାରୀ ଙ୍କ ସହ ତାଙ୍କ ପରିବାର ଲୋକଙ୍କୁ ଏହିପରି ସଙ୍ଘ ବଧ ଘେରାଉ କରାଯାଉ ଏବଂ ଡିଜି ,ମୁଖ୍ୟମନ୍ତ୍ରୀ ଆସିଲେ ଛଡ଼ାଯାଉ (ପ୍ରଥମେ କାରଣ ର ପଷ୍ଟି କରଣ କରାଯାଉ )

  • @KishorK-y3r
    @KishorK-y3r 9 днів тому +4

    ପୋଲିସ କୋଣ କରୁଥିଲେ ଏଥେ ସମୟ ଧରି ତା ହେଲେ ପୋଲିସ ରହି କୋଣ ମୁଲିୟ ତା ଅଛି
    ପୋଲିସ ରହିବାର ଉଚିତ ନାହିଁ

  • @kumarlipu9503
    @kumarlipu9503 9 днів тому

    ଏଇଟା କିଛି ନୂଆ ନୁହେଁ ରାଜନଗର ପୋଲିସ ଏମିତି ଠିକ ସମୟରେ ଆସିବେ ନାହିଁ ନେତା ମନ୍ତ୍ରୀଙ୍କର ଚାକର ସାଜିଛନ୍ତି ଛି ଛି ରେ ରାଜନଗର ପୋଲିସ କର୍ମଚାରୀ ଖାଲି ନାଁ କୁ ମାତ୍ର ରାଜନଗରରେ ରହି ସରକାର ପଇସା ଆଉ ଲୋକଙ୍କଠାରୁ ଲାଞ୍ଚ ଖାଉଛ ତମ ମୁହଁରେ ଗୋଇଠାଚାପୁଡା ମାରିବାକଥା ଏଇମାନଙ୍କ ପାଇଁ ମଧ୍ୟପଡା ଗାଁର ଦୁଇଜଣ ଲୋକ ଦୁଇ ବର୍ଷ ହେବ ଜେଲ ଭୋଗଉଛନ୍ତି ଛି ଛି ଛି ଶଳା କୁକୁରଠୁ ହୀନ ଛି ଥୁ

  • @biswacreativityxyz75
    @biswacreativityxyz75 8 днів тому +1

    Police ki6i kamo ku nuho

  • @sureshkumarsahu8240
    @sureshkumarsahu8240 10 днів тому +7

    Police ki dismis kor

  • @rabindrakumarbehera9518
    @rabindrakumarbehera9518 10 днів тому +11

    କେନ୍ଦ୍ରାପଡ଼ା ଜିଲ୍ଲା ବିଜେପି ଶାଶଦ ବୈଜୟନ୍ତ ବାବୁ କର ଏରିଆତ ସେଥି ପାଇଁ ପୋଲିସ ଆସିଲାନି.

  • @Logicloom0043
    @Logicloom0043 9 днів тому

    Odisha police ମାନଙ୍କ ପାଇଁ ହିଁ Odisha ଏତେ ପଛୁଆ ରେ ଅଛି 😊

  • @SatyabanRout-cj2oz
    @SatyabanRout-cj2oz 9 днів тому

    ଆଗେ କୁହ ଏମାନେ କି ଭୁଲ କରିଛନ୍ତି ଖାଲି ଟାରେ ୪୦ ଜଣ କାହିଁ ମାରିଵାକୁ ଆସିଛନ୍ତି ଏ ମାନେ😂କିଛି ଵଡ କାମ କରିଛନ୍ତି 😢😢😢😢😢😢

  • @cuty_mama9801
    @cuty_mama9801 9 днів тому +1

    ଜୟ ଜଗନ୍ନାଥ ପାପିକୁ ବିନାଶ କରିବ କେବେ

  • @VIJAYMAHAKUR-b8y
    @VIJAYMAHAKUR-b8y 9 днів тому +5

    Odisha Re Emiti Hei Din jiba Sabu Bele Durniti NO1

  • @TankadharBhatra-fz7jb
    @TankadharBhatra-fz7jb 9 днів тому

    Very nice sikhya to young .men.of to.day.

  • @bishnupriyapanda6672
    @bishnupriyapanda6672 9 днів тому

    ପୋଲିସ କେବେ ଠିକ୍ ସମୟରେ ପହଞ୍ଚେ କି, ସବୁ ସାରିଲା ପରେ ପହଞ୍ଚେ

  • @ajstar9049
    @ajstar9049 10 днів тому +16

    ଟଙ୍କା ଦେଲେ ଆସିତାନ୍ତେ

  • @deepakkumarsahoo4284
    @deepakkumarsahoo4284 9 днів тому

    ପୋଲିସ କଣ କରିବ ସିଏ ଗାଡି ହେଲମେଣ୍ଟ ଚେକିଗ୍ ରେ ବସ୍ତ ଥିବ

  • @07umesh
    @07umesh 9 днів тому

    ହିନ୍ଦୁ ମାନେ ହିଁ ହିନ୍ଦୁ ଙ୍କୁ ମାରୁଛନ୍ତି ଆଉ ଅନ୍ୟ ମାନଙ୍କୁ କେମିତି ଛାଡ଼ିବେ।

  • @maheswarseth8433
    @maheswarseth8433 9 днів тому

    ସେହି ପୋଲିସ ମାନଙ୍କୁ ନିଲମ୍ବିତ କରାଯାଉ।

  • @monalisashort11
    @monalisashort11 9 днів тому

    Suspend Karaa ଜଉ ସେଠୀ କା ପୁଲିସ କୁ
    ସବୁ ଠିକ୍ ହେଇ ଜୀବ 😢

  • @manishadigal123
    @manishadigal123 10 днів тому +4

    Dhik se sarkar nku

  • @b.samanta4148
    @b.samanta4148 9 днів тому

    Police ବାବୁ ଗାଡ଼ିରୁ horn ଖୋଲିବାରେ ବ୍ୟସ୍ତ ଅଛନ୍ତି, ସେଥି ପାଇଁ ସେ ଟାଇମ ରେ ପହଞ୍ଚି ପାରିଲେ ନାହିଁ ।

  • @RupNarayanMajhi
    @RupNarayanMajhi 9 днів тому

    ଲଜ୍ଜା ଲଜ୍ଜା, ସରକାରଙ୍କୁ କେବେ ଚେତା ପଶିବ ।
    ଘରୋଇ ସୁରକ୍ଷା ପାଇଁ ଲୋକଙ୍କୁ ବନ୍ଧୁକ ରଖିବାର ଅଧିକାର ଦିଆଯାଉ ।

  • @sadananddas7553
    @sadananddas7553 9 днів тому

    ଓଡିଶାର,,,ମାଗିଆ,,,ପୁଲିସ

  • @NIRANJANRout-bl6gk
    @NIRANJANRout-bl6gk 9 днів тому

    ଯେଉଁମାନେ ଆସି ଆତଙ୍କବାଦୀ ଭଳି କାର୍ଯ୍ୟ କରୁଛନ୍ତି ସରକାର ଗୋଟି ଗୋଟି କରି ଚି଼ହ୍ନଟ କରି ଉଗ୍ରବାଦୀ ମାନଙ୍କୁ ଗିରଫ କରି ସେମାନଙ୍କ ଠୁ ଯାହା ନୁକସାନ ହେଇଛି ସେମାନଙ୍କୁ ଚି଼ହ୍ନଟ କରି ଆଦାୟ କରାଯାଉ, ଯୋଗୀ ଷ୍ଟାଇଲ ରେ ନ ହେଲେ ଆତଙ୍କ ଏଭଳି ଆହୁରି ବଢିବ

  • @DipakkumarDipak-d9c
    @DipakkumarDipak-d9c 9 днів тому

    ମାଘିଆ ପୋଲିସ ମାଗଣାରେ ଟଙ୍କା ନେଉଛନ୍ତି

  • @felixnayak6317
    @felixnayak6317 9 днів тому

    ଓଡିଶା ଓ ଭାରତ ଆଉ ଶାଶନ କରିବା ପାଇଁ ଯୋଗ୍ୟ ନୁହଁନ୍ତି ପୁଣି ବ୍ରିଟିସ କୁ ସଶନ କରିବ ପାଇଁ ଅନୁରୋଧ କଲେ ଭଲ!

  • @achyutamajhi5509
    @achyutamajhi5509 9 днів тому

    ପୋଲିସ କ'ଣ ଲାଂଚ ଖାଇଛି କି ପହଞ୍ଚି ପାରି ନାହିଁ

  • @romanchakisan
    @romanchakisan 9 днів тому

    BJP ର କମାଲ

  • @S789matana
    @S789matana 9 днів тому +2

    ଓଡିଶା ପୋଲିସ ର salary କମ୍ କରିଦିଏ ସବୁ ଠିକ୍ ହେଇଯିବ କାହିକିଁ ନା ଅଧିକ ଚର୍ବି ହେଇଗଲାଣି

  • @KishorK-y3r
    @KishorK-y3r 9 днів тому +1

    ହାତୀ ଗୋଲାପରେ କୁକୁର ବୁକିବ କେମିତି
    ସେହି ପରି ପୋଲିସ ଆସୁଛନ୍ତି ଲୋକ ଧମକ ଦେଇ ଚାଲିଗଲା ପରେ

  • @ananda6789
    @ananda6789 9 днів тому

    ଦେଶ ପରାଧୀନ ଗଣତନ୍ତ୍ର ଶାସନ ମିଥ୍ୟା ପ୍ରହସନ
    ମହା ବିପ୍ଳବ ହେଉ

  • @Indianmoviemusicteacherreview
    @Indianmoviemusicteacherreview 9 днів тому

    ବାଡ ପୋଲିସ୍

  • @bideshbehera161
    @bideshbehera161 9 днів тому

    Respected CM of Odisha please take immediate action against the culprits and police 🙏

  • @hemantmalik1941
    @hemantmalik1941 9 днів тому +1

    🙏❤🙏❤🙏

  • @SameshPatel-b3r
    @SameshPatel-b3r 10 днів тому +8

    Odisha sarkar bekar with police

  • @SumantaYTchennal
    @SumantaYTchennal 9 днів тому +1

    police ଟଙ୍କା ନେଇଥିବ

  • @sureshdas7831
    @sureshdas7831 9 днів тому

    ଦରମା ଖାଇ ସୋଇ ଥିବେ

  • @SushantaPatra-gf4dc
    @SushantaPatra-gf4dc 9 днів тому

    କମେଣ୍ଟ ରେ ଲେଖିବା ପାଇଁ ଲାଜ ଲାଗୁଛି

  • @Astro2.16
    @Astro2.16 9 днів тому

    ଗାଁ ଲୋକେ କଣ କରୁଥିଲେ 🤨

  • @pankajtarei9203
    @pankajtarei9203 9 днів тому

    ପୋଲିସ ରାସ୍ତା ଭୁଲି ଯାଇ ଥିଲେ ପହଂଚିବ କଉଠୁ

  • @NiranjanBidika-of2cf
    @NiranjanBidika-of2cf 9 днів тому

    Palice କୁ ଟଙ୍କା ହେଲେ ଯେବେ

  • @baradakantatripathy972
    @baradakantatripathy972 10 днів тому +5

    Police kn karuchi....

  • @baradakantatripathy972
    @baradakantatripathy972 10 днів тому +5

    Police kama ku nuhe... phone kale 2 hour pare pahanchuchi

  • @chinmayakumarmohapatra697
    @chinmayakumarmohapatra697 10 днів тому +5

    Police kebe b thik samayare aseni 😅😅

  • @manamohanpati2771
    @manamohanpati2771 8 днів тому

    Lapses law and order.

  • @labannayak294
    @labannayak294 9 днів тому

    ଲଞ୍ଚ ଦେଲେ ଯିବେ ପୋଲିସ

  • @RdxDipu-h4g
    @RdxDipu-h4g 8 днів тому

    40 jans kn pai asile pura news kuha

  • @sanjaykumamarbehera4727
    @sanjaykumamarbehera4727 9 днів тому

    Lokalajya prasation

  • @golok3770
    @golok3770 9 днів тому

    Bhagwan aie kaliyug ku karidintu😮😮😮

  • @dhanurjoytudu3053
    @dhanurjoytudu3053 9 днів тому

    112 phone korithile ki nai.

  • @jibanketanpradhan2978
    @jibanketanpradhan2978 10 днів тому +5

    Jai odisha police 😂😂😂
    Jai Mohan sarakar

  • @E3ß0àñàl
    @E3ß0àñàl 9 днів тому +1

    Aur do BJP KO vote😂

  • @BiswanathJani-yy9te
    @BiswanathJani-yy9te 9 днів тому

    ପୋଲିସି ହେଉଛି ବିଜେପି ର ଲୋକ ବିଜେପି କହିଲେ ଯିବେ ନହିଁଲେ ନାହିଁ

  • @PrasantaKumarpradhan-l4x
    @PrasantaKumarpradhan-l4x 10 днів тому +1

    Dekhantu belajia kete kahiba ❤❤❤❤❤❤❤❤❤❤❤❤❤

  • @sasmitabehura2807
    @sasmitabehura2807 9 днів тому

    Up pari action heu

  • @santosh8803
    @santosh8803 9 днів тому

    Shame on you rajnagar police

  • @KrishnaNaik-hx5zf
    @KrishnaNaik-hx5zf 9 днів тому +1

    Samastanku.arest.kariki.ajibano.jail.karajau

  • @naraharidas1689
    @naraharidas1689 10 днів тому

    IMPACTS OF WINE .

  • @HariharaMohapatra-n8y
    @HariharaMohapatra-n8y 4 дні тому

    It is there is Home minister in odisha

  • @saumyaranjanmohapatra8414
    @saumyaranjanmohapatra8414 9 днів тому

    Jai bjp jai modi jai baijanta panda

  • @sarojsarojkumar2008
    @sarojsarojkumar2008 9 днів тому

    ସେମାନେ ଏମିତି କଣ ପାଇଁ କରିଲେ

  • @BikashMarndi-h1o
    @BikashMarndi-h1o 9 днів тому

    Kendrapoda police ku suspent kora jai😡😡😡

  • @patitapabanjena823
    @patitapabanjena823 9 днів тому

    Odisha crime no1 state

  • @jayhanuman788i8
    @jayhanuman788i8 10 днів тому +1

    Odisha police hinjida be tame

  • @sambalpuriallvideo963
    @sambalpuriallvideo963 9 днів тому

    Catciy mane hela semiti aka manisha pania nahi Catciy manankar

  • @manoranjanpadhan1703
    @manoranjanpadhan1703 9 днів тому

    Odisa sarkar up sasan karu

  • @thecommonman5169
    @thecommonman5169 10 днів тому

    What is story behind this.....

  • @laleswarnaik7514
    @laleswarnaik7514 10 днів тому

    🙏

  • @saritsagar9962
    @saritsagar9962 9 днів тому

    Se area Police S.P babu nku bahut dhanyawad debaku padiba ye pari case pain

  • @sarafatahemad
    @sarafatahemad 9 днів тому

    Police kn karuchhi..... SARKAAR jabaab dia.....

  • @jitendrabhatta4917
    @jitendrabhatta4917 8 днів тому

    Police agnest re rajyaya sarkar drudha Kariya anusthan nia ntu

  • @JharanaGahir-uy7pu
    @JharanaGahir-uy7pu 9 днів тому

    Odisha police chhi chhi au mohan majhi

  • @PremanandaSahoo-c1p
    @PremanandaSahoo-c1p 9 днів тому

    Jou police station ku phone karajaithila semana nku ati sighra saspend karajau police Mane basi khai kana aaram Kariba

  • @sitikanthamohanty188
    @sitikanthamohanty188 7 днів тому

    Police bhoji karu chanti khai ki asibe

  • @shyamsinghtiria2857
    @shyamsinghtiria2857 9 днів тому

    Police ku kuho drinks and drive check kariba pai dhain asibe

  • @dasrathmajhi95
    @dasrathmajhi95 9 днів тому

    Government kn karuchhi 💪lazy police

  • @AYUSHHARIPAL-s8q
    @AYUSHHARIPAL-s8q 9 днів тому

    ଓଡ଼ିରେ ବି ଆରମ୍ଭ ହେଇଗଲା ଗୁଣ୍ଡା ରଜ

  • @chakradharnayak3913
    @chakradharnayak3913 9 днів тому

    Police pai sabu hauchi sarkar jemiti police ahuriadhika

  • @jyotsnaraul1364
    @jyotsnaraul1364 9 днів тому

    Police kan pain achhi...se police adhikari o staff nku suspend karajau.
    .

  • @tularamminz246
    @tularamminz246 10 днів тому +1

    Police kebe aseni bala doable ingine sarkar

  • @sankarNahak-v9p
    @sankarNahak-v9p 9 днів тому

    Odisha police not strong 👎

  • @LaxmipriDas
    @LaxmipriDas 10 днів тому +2

    Ama sarakar jaha sarakar nka police bi seaya kahiba kahaku

  • @GobindaBehera-r2h
    @GobindaBehera-r2h 9 днів тому +1

    Kendrapada, raj nagar , aul police kana karuchha?

  • @gogoagone3114
    @gogoagone3114 10 днів тому +1

    Odisha police bada magia

  • @sadashivnayak9154
    @sadashivnayak9154 9 днів тому

    Kanun thik nahi...vai..ethi ta police Darila...