ମୁଁ ପୁଣି ଥରେ marriage କରିବାକୁ ଶେଷ ନିଷ୍ପତି କଣ ନେଇଛି😭ପୁଅ ପାଇଁ ବଞ୍ଚିଛି 😭।ଷ୍ଟେସନ ରେ କାହା ସହ ଦେଖା ହେଲା 😭।

Поділитися
Вставка
  • Опубліковано 21 гру 2024

КОМЕНТАРІ • 377

  • @puspitamohanty9831
    @puspitamohanty9831 5 місяців тому +70

    Second marrige kebe v karibeni,second husband kebe b accept karibeni se dukha ahuri kasta.❤❤

  • @RajibaDhal
    @RajibaDhal 4 місяці тому +28

    ଭଉଣୀ ତୁମେ ବଡ଼ ହେବ କି ସାନ କହିପାରିବିନି କିନ୍ତୁ 2 mrg କରନ୍ତୁନି

  • @omkarnathpatro2500
    @omkarnathpatro2500 26 днів тому +1

    ଆପଣଙ୍କ ପୁଅ କୁ ମୁଁ ଦେଖିଚି ଭଉଣୀ ସତ୍ୟସାଇ ମନ୍ଦିର ରେ ମୁଁ ହିଁ ଗଣେଶ ମନ୍ଦିର ପାଖରେ ଫଟୋ ଉଥେଇଥିଲି ତାଙ୍କ ସହ।ମାଉସୀ ଙ୍କ ସହ ବି ମିଶିଛି।🙏ସବୁ ଭୁଲି କି ନୂଆ ଜୀବନ ଆରମ୍ଭ କରନ୍ତୁ। ଭଗବାନ ଙ୍କୁ ସାଥୀ କରନ୍ତୁ Sairam🙏

  • @subasiniKuanar
    @subasiniKuanar 4 місяці тому +16

    ଝିଅ ଏମିତି ମନଭିତରେ ଭାଂଗି ପଡିଵ ତ ଦୁନିଆଁ ତୁମକୁ ଦୁର୍ବଳ ଭାଵି ଆହୁରି କଷ୍ଟ ଦେବାପାଇଁ ଆଗେଇ ଆସିଵେ।ଏ ଦୁନିଆରେ କେହି ଭଲ ନୁହନ୍ତି। ନିଜର ସମୟ ଠିକ ଥିଲେ ସଵୁଭଲ ଆଉ ସମୟ ଖରାପ୍ ପଡ଼ିଲେ ସଵୁଖରାପ। ତେଣୁ ନିଜକୁ ଷ୍ଟ୍ରଙ୍ଗ ରଖ କି ମୋ ପିଲାର ଭବିଷ୍ୟତ ଆଉ ତା ବାପାଙ୍କ ସ୍ବପ୍ନକୁ ମୁଁ ମୋ ଶକ୍ତି ଶମ୍ବଳରେ ତାକୁ ଗଢିଵି । ଅବଶ୍ୟ ଜୀବନରେ ବହୁତ କିଛି ସମସ୍ୟା ଦୁଃଖ କଷ୍ଟ ଆସିଵ। ହେଲେ ଭବିଷ୍ୟତରେ ତମ ଜୀବନରେ ସୁଖ ଶାନ୍ତି ପାଇବ। ମୁଁ ସତ କହୁଛି ଝିଅ। ମୁଁ ଵି ଆଜି ତମପରି ଜଣେ। ତମେ ତ ପାଠ ପଢିଛ । ମୋତେ ଯାହା ଠିକ ଲାଗିଲା ମୁଁ କହିଲି ତାପରେ ତମକୁ ଯଉଟା ଠିକ ଲାଗିବ କରିଵ। ସେଥିରେ କିଛି ଅସୁବିଧା ନାହିଁ। ଭଗବାନ ତମକୁ ଆଉ ତୁମ ଛୁଆକୁ ମଂଗଳରେ ରଖିଥାନ୍ତୁ ସବୁବେଳେ ସାହା ଭରଷା ହୁଅନ୍ତୁ।

  • @pithamajhiofficial6303
    @pithamajhiofficial6303 4 місяці тому +14

    ତୁମେ ନିଜେ income କର କିମ୍ବା ଚାକିରି କର ଓ ଛୁଆଙ୍କୁ ବଡ଼ ମଣିଷ କର। Second marriage କର ନାହିଁ, ନହେଲେ ବହୁତ କଷ୍ଟ ପାଇବ। ଶେଷରେ ତୁମ ଛୁଆ ବି ବହୁତ କଷ୍ଟ ପାଇବ। ଦୁନିଆରେ ବିକଳାଙ୍ଗ ମଣିଷ ବି ଏ ଧରା ପୃଷ୍ଠରେ କଷ୍ଟର ସହିତ ସଂଘର୍ଷ କରି ଅଛନ୍ତି । କାହା ପୁରୁଷ ଧନ୍ଦାରେ ରୁହନ୍ତୁ ନାହିଁ।କର୍ମ କରି ଚାଲ ଫୋଳର ଆଶା ରଖ ନାହିଁ। ଭଗବାନ ନିହାତି ଶାହା ହେବେ। ଧନ୍ୟବାଦ୍ ଏବଂ ଜୋହାର 🙏🙏🙏

    • @basantipujari4616
      @basantipujari4616 4 місяці тому

      Hnn chua nothile kn ki hele chua to ochi ta ku loko aponaele b monore bholo paiba daeparibeni

  • @omkarnathpatro2500
    @omkarnathpatro2500 26 днів тому +1

    ଅପା ମୁଁ ତମଠୁ ବହୁତ୍ ଛୋଟ। ତମକୁ ମୁଁ ଯେ କଣ ବା କହିବି ।ଭଗବାନ ଙ୍କ ଉପରେ କେବେ ଅଭିମାନ କରନି ଆପଣ ହିଁ କହିଲେ ଯାକୁ ଯିଏ ଯେତେ ଭଲ ପାଇଥାଏ ତା ଉପରେ ହିଁ ଅଭିମାନ କରନ୍ତି ଆପଣଙ୍କୁ ଭଗବାନ ବାଛି ସାରିଛନ୍ତି। ଭଗବାନ ଙ୍କୁ ନିଜର କରିନିଅନ୍ତୁ ଆଉ କିଏ ବି ଦରକାର ନାହିଁ। ଯାହା ହେଇ ଯାଇଛି କିଏ ବି ପରିବର୍ତ୍ତନ କରିପାରିବେନି। ନିଜକୁ ପରିବର୍ତ୍ତନ କରିବାକୁ ପଡ଼ିବ। କେତେ ଦିନ ଏମିତି ବଞ୍ଚିବେ ଭଉଣୀ?। ନିଜ ମନବଳ ବଢ଼ଅ। ଗୋଟେ ବଡ଼ ଜିନିଷ କହିବି ଭଗବତ ଗୀତା ପଢନ୍ତୁ ଦେଖିବେ କେତେ ବଡିଆ ଲାଗିବ।

  • @NABINPRADHAN-dc7wc
    @NABINPRADHAN-dc7wc 4 місяці тому +16

    ଭଉଣୀ 2nd marriage କରନି ତୁମ ପୁଅ ପାଇଁ ଭଲ ହବନି କାରଣ ଆଜିକା date re ନିଜ ଜନ୍ମ କରିଥିବା ଛୁଆକୁ ଦେଖିବାକୁ ବା ତାହାର care ନେବାକୁ ମଣିଷର ସମୟ ନାହିଁ । ଏକା ହିଁ ଲଢ଼ିବାକୁ ପଡ଼ିବ

  • @sunilbehura9010
    @sunilbehura9010 4 місяці тому +1

    ଜୟ ଜଗନ୍ନାଥ 🙏🙏 ମହାପ୍ରଭୁ ସବୁ ଶିଘ୍ର ଠିକ୍ କରିଦେବେ, ଭଉଣୀ ମହାପ୍ରଭୁ ଗୋଟିଏ ଦୁଆର ବନ୍ଦ କରିଦେଲି,, ବହୁତ୍ ଦୁଆର ଖୋଲିଦିଅନ୍ତି,,,,,,

  • @adds8322
    @adds8322 5 місяців тому +36

    One suggession. Get a job. Make yourself busy. Job should be your next husband. You see your life will change & you feel happy.

  • @JamunaTuduOfficial
    @JamunaTuduOfficial 4 місяці тому +14

    ଭଉଣୀ, ପୁଅ ପାଇଁ ଭଲ ମା ହେଇ ରୁହ | ସମସ୍ତଙ୍କ ପାଇଁ ଭଗବାନ ଅଛନ୍ତି

  • @aysuhys5829
    @aysuhys5829 4 місяці тому +1

    ଆପଣ ଧର୍ୟ ରଖନ୍ତୁ ବହୁତ୍ ବାଟ ଆଗକୁ ଯିବା ଅଛି ମୁ ସାରା ଜୀବନ ଆପଣ ଙ୍କୁ ଲଢି ବାକୁ ହେବ

  • @Santwanapradhan12
    @Santwanapradhan12 5 місяців тому +15

    Mo jhia 6 months heuthila se death hele mo sasu ghara loka gharu bahar karidele mu akutia jhia ku bada kali se Abe 10th sala.mu mo jhia pai banchichi .tume strong hua sister.mo marriage ra 18 months re mu sabu hareichi 😭😭😭😭😭😭😭😭😭

  • @puspanjalipradhan3336
    @puspanjalipradhan3336 4 місяці тому +9

    2nd marriage କରିବ ବିପଦକୁ dakucha

  • @Tridentthetruth
    @Tridentthetruth 4 місяці тому +1

    Prepare for competitive best' of luck you can

  • @bijubarik8312
    @bijubarik8312 2 місяці тому +1

    Tuma video dekhikibhutkandilage tuma puaku bhagaban bhalare rakhantu tumaku bahut sakti diantu

  • @pradiptparida8206
    @pradiptparida8206 5 місяців тому +43

    ଦ୍ଵିତୀୟ ମାରେଜ ଆଉ ଦରକାର ନାହିଁ ନିଜ fight ନିଜେ ଲଢ ଆଉ build କର ମଜା ଅଛି

  • @Lalatendubm
    @Lalatendubm 4 місяці тому +3

    ଭଉଣୀ ଆପଣ ଦ୍ୱିତୀୟ ବିବାହ କରନ୍ତୁ
    କାହିଁକି ନା ପୁଅ ର ଭବିଷ୍ୟତ ଅଛି କଲି ପୁଅ ବଡ଼ ହେଲେ ତାର ଭଲ ମନ୍ଦ ଖାଇବା ପିଇବା ଘର ଜଞ୍ଜାଳ ବୁଝିଲା ବେଳେ କୁ ତମ ପାଖରେ ସମୟ ନ ଥିବ ଆହୁରି tensan ବଢିବ ଆଗକୁ ତମର ଲମ୍ବା ଜୀବନ ଅଛି ସବୁଠୁ ଭଲ ଦ୍ୱିତୀୟ ବିବାହ କର

  • @sudhansunayak8128
    @sudhansunayak8128 5 місяців тому +5

    ଭଉଣି,ଆମ ଭଳିଆ ଲୋକ ପାଈଁ ଜିବନ ଟା ବହୁତ କଷ୍ଟକର।

  • @swapnasfamily4293
    @swapnasfamily4293 5 місяців тому +17

    ବୁଝୁଛି ମୁଁ ଭଉଣୀ ଏହି ନିଷ୍ପତି ତମପାଇଁ ପାଇଁ କଷ୍ଟକର l
    ମାତ୍ର ପୁଅର ଭବିଷ୍ୟତ ପାଇଁ ତମକୁ ଏ ଦିଗରେ ଭାଭିବାକୁ ହେବ l ମୁଁ କହୁନି ଯେ ଆପଣ ଦୁର୍ବଳା କି ଆପଣ ପୁଅର ଲାଳନପାଳନ କରିପାରିବେନି l ମାତ୍ର ସେ ବହୁତ ଛୋଟ ବେଳୁ ବାପା ସ୍ନେହରୁ ବଞ୍ଚିତ ହେଲା କେବଳ ତା ଖୁସି ପାଇଁ ଆପଣ ଥରେ ଭାବନ୍ତୁ l
    ଅପଣଙ୍କ ସ୍ୱାମୀ ମଧ୍ୟ ପୁଅ ଖୁସିରେ ଖୁସି ହେବେ l

  • @AdvNiharika
    @AdvNiharika 5 місяців тому +6

    Jai Jagannath 🙏
    Chua ku.play school re pathaye dia..Aau gote part time faculty painyee apply karantu..Sabu time anusare recover hei jiba 🙌 God bless you 🙌

  • @payalodiavlog9662
    @payalodiavlog9662 5 місяців тому +6

    ଭଉଣୀ ତମେ କନ୍ଧନୀ ମୁ ଆଜି ତମ ଭିଡିଓ ଦେଖିକି ବହୁତ୍ କନ୍ଧିଲି ତମ ପୁଅକୁ ମଣିଷ ପରି ମଣିଷ କର jetebi କଷ୍ଟ ହଉ ସେ ତମ ମାନଙ୍କ ନା ରଖିବ ଆମେ କହି ଦବୁ ତମକୁ କିଛି ତ ଦେଇ ପାରିବୁନି ହେଲେ ଏତିକି ଆଶ୍ରି ବାଦ କରିବୁ ତମ ପୁଅ ଦୁନିଆରେ ବହୁତ୍ ବଡ଼ ମଣିଷ ଟିଏ ହଉ ତା ବାବା ମା ଙ୍କର ନରଖୁ ପ୍ରଭୁ ଜଗନ୍ନାଥଙ୍କ ଏମିତି ଦୁଃଖ ଆଉ କାହାକୁ ନଦିଅ ନ୍ତୁ

    • @payalodiavlog9662
      @payalodiavlog9662 5 місяців тому +1

      ⭕❗⭕🙏🏻🙏🏻🙏🏻😭😭😭😭😭😭😭😭😭😭😭😭😭😭😭😭😭

  • @kumodinibhoi4938
    @kumodinibhoi4938 4 місяці тому +4

    ତୁମ ଲମ୍ବା ଜୀବନ n ତୁମ ପିଲା ର future pain 2nd marrige kariba thik but emiti jana ku marrige kariba jia tuma pua ku ଆପଣେଇ ପରୁଥିବ ସେଥିପ୍ରତି careful heba , hope bujhiparuthiba

  • @pariscorner8604
    @pariscorner8604 5 місяців тому +21

    Au thare baha hele life sattle haba yara kichi guarantee nhi ,bahut kam purusha achanti je para pila ku nijara karibe .Tame ete educated future ra tame bahut bhala kariba biswasa kara , karma kari chala prabhu jagannath tama pachare achanti.

  • @MaminaRana-el3yf
    @MaminaRana-el3yf 5 місяців тому +2

    Vagaban tamaku saha huantu . God bless beta😢😢😢😢😢 akhiru luha asijauchi didi . strong heiki pua ku manisa kara

  • @MerepapaTum
    @MerepapaTum 4 місяці тому +3

    Sabubele tuma pua ku dekhi khusi heijao.....

  • @AbhijitpatnaikSabitri
    @AbhijitpatnaikSabitri 4 місяці тому +5

    Mu personally gote suggestion debi didi pua abe mati kandhei jemti gadhiba semti haba sia tame tama pua bhala education dia vala patha padhao ta study ku dhyana dia future re pua ku IAS pai preparation karao i hope se pua hin tama bhagya

  • @nayanidutta7076
    @nayanidutta7076 4 місяці тому +1

    Sei puo ku aneiruha

  • @kamalakantapanda304
    @kamalakantapanda304 4 місяці тому +5

    Bhagwan nku jia bhala paiba sia taku hie kast dabe a katha pura sata kia bi michha kahi paribe ni

  • @MohanDas-g7p
    @MohanDas-g7p 5 місяців тому +13

    Nija ku bahut strong karantu kichi bi puar problem habani

  • @skbehera168
    @skbehera168 4 місяці тому

    So sad 😭😭😭

  • @aysuhys5829
    @aysuhys5829 4 місяці тому

    ଯନ୍ତ୍ରଣା କହିଲେ ଯୋଉ ସେଇତାସତ କହିଲେ କମ୍ ହୁଏ ସେଇଟା ସତ ନୁହ ମିଛ ବହୁତ୍ କଷ୍ଟ ଲାଗେ ଏକା ଜୀବନ

  • @SaritaPadhan-xr8tq
    @SaritaPadhan-xr8tq 4 місяці тому

    Sukha samayare samaste nijara kintu dukka samayare samaste para hele kichhi loka bhala bi paithanti dukka samayare thia hoithanti jeu mane tumaku kasta deuchhanti tanka katha sunani tume bahut strong hua bhauni atiki mora tumaku anurodha l love you kuni pua bhagaban tumaku khusire rakhantu ❤❤❤❤

  • @manonayak1452
    @manonayak1452 5 місяців тому +2

    ଭଉଣୀ ଭଗବାନଙ୍କ ଉପରେ ଦୃଢ ବିଶ୍ୱାସ ରଖ ଦୁଃଖ ଆସିବ ଯିବ ହେଲେ ସମୟ ଆଉ ଆସିବନି ସମୟ ସହ ତାଳ ଦେଇ ପୁଅକୁ ନେଇ ଚାଲ।

  • @Gungun143-creation
    @Gungun143-creation 5 місяців тому +3

    ନାରୀ ଥରେ ସିନ୍ଦୂର ଶଙ୍ଖା ପୋଛିଲା ପରେ ଦ୍ୱିତୀୟ ଥର 😢 କାହା ସହ ବି ସେ ବିଶ୍ୱାସ ଆଉ ରୁହେନି କିନ୍ତୁ ନିଜେ ନିଜେ ଜୀବନ ର ସଂଘର୍ଷ କରିଚାଲ ❤ ଭଗବାନ୍ ଅଛନ୍ତି

  • @uniqueofficialjeetu9030
    @uniqueofficialjeetu9030 4 місяці тому

    Second marriage kebe bi korontuni
    Bohut kosto sohibaku podibo apononko puo ku dekhi khusira jibono koti jibo😢😢😢

  • @ShrikantaBagartty
    @ShrikantaBagartty 5 місяців тому +1

    Bhagawan tumaku o tuma pua ku khusire rakhantu o sahas o dharya diantu

  • @supriyabehera6873
    @supriyabehera6873 4 місяці тому

    Jay Jagannath 🙏🙏🥰❤

  • @Smilebaliarsingh3056
    @Smilebaliarsingh3056 5 місяців тому +1

    Congratulations 60k di.God bless you

  • @rashmitapatra114
    @rashmitapatra114 4 місяці тому

    Kichhi darkar nahi didi 2 marriage karani please

  • @cksportsnews1748
    @cksportsnews1748 5 місяців тому +5

    ଆଉଥରେ ବିବାହ କର ଭଲ ହେବ, ପୁଅକୁ ସାଥିରେ ରଖିବ

  • @ritadash3480
    @ritadash3480 5 місяців тому +2

    God bless you jhia ❤️❤️ tuma pua bada manisa te hou ❤❤

  • @chandrakantasahoo9070
    @chandrakantasahoo9070 5 місяців тому

    ଭଉଣୀ ତମେ vedio କରି ଚାଲ ଆମେ ମାନେ ଦେଖିବୁ,ଜୟ ଜଗନ୍ନାଥ ସ୍ୱାମୀ❤

  • @sasmitabastia1985
    @sasmitabastia1985 4 місяці тому +1

    Life re jadi otherside ru kia ase,then plz accept him,he is best for you

  • @sambusahoo8205
    @sambusahoo8205 4 місяці тому

    Maa Naa 🕉️💩🕉️🔱🕉️🔱

  • @naturevideo029
    @naturevideo029 4 місяці тому +1

    ଦିଦି ଆପଣ କେବେ ବି ମନ ଦୁଃଖ କରନି ଭାଇ ସିନା ଦୁନିଆ ରେ ନାହାନ୍ତି ହେଲେ ଭାଇ ଆପଣ ଙ୍କ ପାଖରେ ଆପଣ ଙ୍କ ପୁଅ ରୂପ ରେ ଅଛନ୍ତି ବାସ୍ ଭଗବାନ୍ ଙ୍କ ଉପରେ ଭରସା ରଖ ସବୁ ଠିକ୍ ହେଇଯିବ ଆପଣ ଙ୍କ ମୁଁ ସାନ ଭାଇ ପରି କହୁଚି ମୁଁ ଆପଣ ଙ୍କ ସାଙ୍ଗରେ ଅଛି ଦିଦି ମୋର ଭଉଣୀ ନଥିଲେ ଆପଣ ମୋ ବଡ଼ ଭଉଣୀ ଦିଦି କେବେ ମନ ଦୁଃଖ କରନି 😢, ଜୟ ଜଗନ୍ନାଥ ❤

  • @tikinaswain9470
    @tikinaswain9470 5 місяців тому +4

    Apananku Pathar Tharu Hard habaku padiba vauni.... Don't worry jahaku kehi saath na dianti Jagannath tanku 100% Saath dianti kintu se dharya ra parikhya nianti Apananku sehi time asiba paryanta dharya re rahibaku padiba.....Jay jagannath 🙏🙏🙏

  • @SubhasishAchary-v4j
    @SubhasishAchary-v4j 4 місяці тому +2

    ମହାପ୍ରଭୁ ଜଗନ୍ନାଥ ଆପଣକଂ ପୁଅକୁ ଏବଂ ଆପଣ କୁଂ ଆଶିର୍ବାଦ କରନ୍ତୁ।

  • @arabindaswain9148
    @arabindaswain9148 5 місяців тому +1

    Pua ku val ra rakhantu God bless you

  • @milanpatnayak8814
    @milanpatnayak8814 4 місяці тому

    😭😭😭😭

  • @dipakkumarbal8318
    @dipakkumarbal8318 4 місяці тому +1

    ନିଜକୁ ଷ୍ଟ୍ରଙ୍ଗ କରନ୍ତୁ, ଆପଣଙ୍କୁ ଯାହା ଭଲ ହେବ ତାହା କରନ୍ତୁ ଭଉଣୀ l ପୁଅ ମୁହଁକୁ ଚାହିଁ ଆଗେଇ ଚାଲନ୍ତୁ 🙌🙌

  • @nabinajena722
    @nabinajena722 4 місяці тому

    Didi tame 2 marriage karatu bhala re rahibe😊😊😊

  • @KartikNayak-vk6hc
    @KartikNayak-vk6hc 5 місяців тому +9

    Bhauni tame kasta ku mun bujhiparuchi, God bhala manisa ku kahinnki ete kasta dianti ? Aji tama instgram re reels re sabu sad video dekhiki mun bahut kandichi , Please tame UA-cam re video kalabele kandanahin, tama akhire luha dekhile Mo akhire luha Automatic asijauchi😢

  • @jitum8689
    @jitum8689 4 місяці тому

    Aponko puo bohut cute taro jatna niontu patho podhantu bholo moniso tia hobo

  • @meerapattnaik2634
    @meerapattnaik2634 5 місяців тому +1

    God bless you both
    Love you so much

  • @rameshagouda7935
    @rameshagouda7935 4 місяці тому

    Tameta khusi re acha

  • @bijayamarandiofficial8738
    @bijayamarandiofficial8738 4 місяці тому

    2nd marriage kariba maane Huisil maari kila ku Dakiba Katha.....
    ମ ମତରେ ବିବାହ ନ କଲେ ଭଲ ହେବ 🙏🙏🙏
    ଆପଣଙ୍କ ସ୍ୱାମୀ ଜାଗା କେହି ବି ପୂରଣ କରି ପାରିବେ ନାହିଁ....

  • @manaswinimohapatra5863
    @manaswinimohapatra5863 4 місяці тому

    Life ku 2nd chance diantu vauni

  • @niranjanpatra84
    @niranjanpatra84 4 місяці тому +1

    If possible. Regulate your mind . I would suggest Please go for 2nd marriage ❤ life is precious 💞 So don't destroy it like this 👍

  • @ChinmayaSingh-ms6ug
    @ChinmayaSingh-ms6ug 5 місяців тому +9

    Bhala nispatineicha

  • @bijayalaxmipatra6986
    @bijayalaxmipatra6986 5 місяців тому +1

    Marrige karibara perfect time ebe nuhe.tow three years jau.time anujai mana paribartan hele.dekhajiba kaun haba.vagban jetebele kaste diatina sahibar sahasbi dianti.🙏🙏🙏🙏

  • @Phdlover138
    @Phdlover138 5 місяців тому

    2nd marriage karani didi nijaku strong heba pai try Kara sabu bele khusire rahiba pai try Kara sabu thik heba

  • @stylesboybalaram7933
    @stylesboybalaram7933 4 місяці тому

    Ta pua sabukichhi didi❤❤❤

  • @dushmanthjani3574
    @dushmanthjani3574 4 місяці тому

    god bless you didi ❤❤❤😂😂😂

  • @biswaranjanmohapatra7652
    @biswaranjanmohapatra7652 4 місяці тому

    Jay jagannath sister, appna nichinta bhabare second marriage karantu

  • @HantodoVlog
    @HantodoVlog 5 місяців тому +2

    Didi mereg kariniantu didi bhagban achanti apanaka sangare

  • @sambusahoo8205
    @sambusahoo8205 4 місяці тому

    Jibanananda sarija6i

  • @sujatasahoo8532
    @sujatasahoo8532 5 місяців тому +3

    You are a brave woman, don't break down, God bless you

  • @RoutSuperfast
    @RoutSuperfast 5 місяців тому

    Sahi bola didi second marriage karani apana strong ruhantu aau puaku manisa karantu

  • @laximipriyaswani-xk5lj
    @laximipriyaswani-xk5lj 5 місяців тому

    God bless you didi ❤❤❤❤❤👌❤❤👌👌

  • @abhinashsamaltatooartistsg172
    @abhinashsamaltatooartistsg172 5 місяців тому +1

    Satare didi vala haba pura bhabistya achi

  • @radhakar4705
    @radhakar4705 3 місяці тому

    ଭାଉଜ, ନମସ୍କାର,କଣ,ମତେ, ରାଗି ଛ

  • @SonyMishra-qn1tf
    @SonyMishra-qn1tf 5 місяців тому

    Didi Tam katha suniki bahutu kasta laguchi bhgwbn Tam ma pua ku sabu bale bhalre rakhantu😢😢❤❤

  • @reelsshort12346
    @reelsshort12346 4 місяці тому

    ❤❤❤❤❤

  • @prabirswain5383
    @prabirswain5383 4 місяці тому

    Pua ku dekhile bhala lage

  • @chitrasensethy6489
    @chitrasensethy6489 4 місяці тому

    2nd marriage କରନ୍ତୁ ଲମ୍ବା ରାସ୍ତା ପଡିଛି

  • @basantasahoo541
    @basantasahoo541 4 місяці тому

    Second marrrige kebe v karibeni second husband kabe B accept karibeni se dukha ahuri kasta❤❤

  • @niharsahoo8329
    @niharsahoo8329 4 місяці тому

    Jay Jagannath 🙏

  • @dashdash-g6c
    @dashdash-g6c 4 місяці тому

    Ebe kasta heba but 2send marej ta tharu adhika kasta

  • @DilipNayak-ip5xv
    @DilipNayak-ip5xv 4 місяці тому

    Jay jagannath🙏🙏

  • @bhimsenparida8242
    @bhimsenparida8242 4 місяці тому

    A he eata Laxmi bhainka bhabi ki
    Aame 2002 re Cricket match khelu thilu miski 😢😢😢😢

  • @motilalbagarti7680
    @motilalbagarti7680 4 місяці тому

    Didi tuma bhalia nari ki salute

  • @dheerajdemello8782
    @dheerajdemello8782 4 місяці тому

    Please dobara Sadi nahi kar na phool jai se bacha ke khatir Sadi nahi kar na🙏🙏🙏♥️♥️♥️

  • @jhithujhithu
    @jhithujhithu 4 місяці тому

    Bhagaban karantu apananku khusire rakhantu😢😢😢 jay jagannath

  • @SimaBadajena
    @SimaBadajena 5 місяців тому +7

    Problem ku samna Kara ❤❤❤

  • @Madhusmita_.Dixit._
    @Madhusmita_.Dixit._ 5 місяців тому +2

    ଆପଣଙ୍କ ଦୁଃଖ ଦେଖି ସତରେ ମନ କଣ ହେଇଯାଉଛି ଭଗଵାନ ଆପଣଙ୍କ ପୁଅ ଆଉ ଆପଣଙ୍କୁ ସାରା ଜୀବନ ପାଇଁ ଘଣ୍ଟ ଘୋଡେ଼ଇ ରଖନ୍ତୁ

  • @SwapnaJena-gd8kn
    @SwapnaJena-gd8kn 5 місяців тому +1

    Didi tame mora bada bhauni parika Tama kathha mote bahuta bhala laguchi love you didi ❤❤❤

  • @LaluPrasadDas-e1f
    @LaluPrasadDas-e1f 4 місяці тому

    Wright Katha 2nd marriage kale bohut kichhi distomance heba bhala nija parivaar lokanka sahita ruha pua ku bada manisa heba tuma dukha dura heba...

  • @Shrutihappyjourneyvlog143
    @Shrutihappyjourneyvlog143 5 місяців тому +2

    Bhangi padani dd tame taa maa au ta bapa bi hei pariba ❤❤❤❤ god bless you dd

  • @ParadesiSahoo-uk4io
    @ParadesiSahoo-uk4io 4 місяці тому

    Mu apanka kosto bujhi paruchi didi satare mote kaKanda laguchi to 😢

  • @RonalinjenaRonalinjena
    @RonalinjenaRonalinjena 4 місяці тому

    Khichi Chita karatuni bhagwan achati plz Mam❤

  • @dheerajdemello8782
    @dheerajdemello8782 4 місяці тому

    Please 🙏 bahan Rona mat bacha ko sambhal na ro apne ko khaya rakh na himmat rakhna bhagwan aap dono ke saath hai

  • @pravashsadangi8209
    @pravashsadangi8209 5 місяців тому

    ❤ ବାହା ହୁଅ ❤

  • @nayanidutta7076
    @nayanidutta7076 4 місяці тому

    Jama marriage karani

  • @HantodoVlog
    @HantodoVlog 5 місяців тому +1

    Ei pua hi apnaka etihas ku ulteideba didi apana bahut strong didi

    • @HantodoVlog
      @HantodoVlog 5 місяців тому +1

      Pua bahut sundar didi apanaka pan bhagaban achanti

  • @bapujipatra4837
    @bapujipatra4837 5 місяців тому

    Best decision of life.Life bahut lamba achhi.All the best

  • @RamMallik-up2ee
    @RamMallik-up2ee 5 місяців тому +2

    Jay jagantha laxmi bhai bhuta bhal

  • @Pradhangkstudy
    @Pradhangkstudy 4 місяці тому

    😭😭😭😭😭😭😭😭😭😭😭😭😭😭😭😭😭😭😭😭😭😭🙏🙏🙏

  • @monalisamohanty2214
    @monalisamohanty2214 5 місяців тому

    God bless you Dhana❤❤

  • @MerepapaTum
    @MerepapaTum 4 місяці тому

    Don't crying please 🙏🙏

  • @JhansiraniMohanty-ri8nq
    @JhansiraniMohanty-ri8nq 4 місяці тому

    Tumar e kharap samaya kebe b rahibani, Ama pain ama Jaga achho 😭😭