Розмір відео: 1280 X 720853 X 480640 X 360
Показувати елементи керування програвачем
Автоматичне відтворення
Автоповтор
ଯଦି ମୋହନ ସରକାର ନ ସୁଧୁରିବ ପଞ୍ଚାୟତ ନିର୍ବାଚନ ରେ ଫଳ ଭୋଗିବାକୁ ପଡିବ
A government chor hai
ଏହା ଆମର ଦୁର୍ଭାଗ୍ଯ, ସରକାର ଆପଣକୁଂ ପରାମର୍ଶଦାତା ନିଯୁକ୍ତି ଦେଲେ ଭଲହୁଅଂତା।
ଭାଜପା ସରକାରଙ୍କ ଅକ୍ଷମଣୀୟ ତ୍ରୁଟି ... ...
ସର୍ବମୋଟ ଉପରେ କହିବାକୁ ଗଲେ ଏକ ପଦରେ ନବୀନ ପଟ୍ଟନାୟକ, ପ୍ରତାପ ଜେନା, ଅରୁଣ ସାହୁ, ବିକ୍ରମ ଆରୁଖ, ଦିବ୍ଯଶଂକର, ଇତ୍ଯାଦି କଂ ଉପରେ ଆଖିଦୃଶିଆ ଆକସନ୍ ଯଦି ମୋହନ ସରକାର ନ ନିଏ ତେବେ ମୋହନ ସରକାର କୁ ଆଗାମୀ ଦିନ ମହଂଗା ପଡିବ।
Thanks Nirbhay Gumar.Katha ❤❤🎉🎉🎉🎉
ମୋହନ ସରକାର ଯେଉଁ ସବୁ ଭୁଲ କରୁଛନ୍ତି ତାର ଫଳ ତଳସ୍ତରର କାର୍ଯ୍ୟକର୍ତ୍ତା ଭୋଗିବେ ।
ସାର ପ୍ରଣାମ. ଅପଣଂକ ଉପସ୍ଥାପନା ଅତ୍ୟନ୍ତ ଉଚାକୋଟିର. ବିଜେଡି ଅମଳରେ ଯେଉ ଅଫିସର ମାନେ କେଳେଇଁକାରୀ କରିଛନ୍ତି ସେମାନଙ୍କ ବିରୁଦ୍ଧ ରେ ଆକ୍ସନ ନେବା ପରି ବର୍ତ୍ତେ ସୁରକ୍ଷା ଦେଉଛନ୍ତି ବିଜେପି ଭାବି ପାରୁନି ଜନତା ଦନାର୍ଦନ ଙ୍କ ହାତରେ ସବୁ କିଛି. ପଂଚାୟତ ଭୋଟ ରେ ସେମାନେ ଜଣିପରିବେ.
ଆସନ୍ତା ପଂଚାୟତ ଭୋଟ ରେ ବିଜେପି ବୁଝିବ ମୋହନ ଭଳିଆ ଓଡ଼ିଶାବାସୀ ମୂର୍ଖ ହାରାମି ନୁହନ୍ତି ଆପଣ ଏ ସବୁ ଯାଞ୍ଚ କରି ଆମମାନଙ୍କୁ ଜଣାଇବାରୁ ଆପଣଙ୍କୁ ଧନ୍ୟବାଦ ସାର
ସେବେ ନବୀନ ଏବେ ମୋହନ ସେବେ ଅଫିସର ଏବେ ଅଫିସର କେବଳ ଏତିକି ପାର୍ଥକ୍ୟ ନବୀନ ବାବୁ ଘରେ ରହୁଥିଲେ ମୋହନ ବାବୁ ଯାତ୍ରା ପେଣ୍ଡାଲ ଆଉ କର୍ମୀ ମାନଙ୍କ ଖାଇବା କଥା, ଚାରିଆଡେ ବୁଲିବା ଇତ୍ୟାଦି.ପ୍ରକୁତରେ ଓଡିଶା ରେ ନେତା ମନ୍ତ୍ରୀ ନାମକୁ ମାତ୍ର.
ସତ କଥା ଭାଇ। 😂😂😂😂
ଯାହା ହେଉ ରାଜ୍ୟ ଚଳାଇଛନ୍ତି , ଭଲ ନେତା କାହିଁ ବାହାରୁ ନାହୁଁ ।
ଏଥିରୁ ଜଣାପଡୁଛି ମୋହନ ସରକାର ଅପାରଗ ସରକାର ଖାଲି ସରକାର ବଦଳିଛି କିନ୍ତୁ ଶାସନ ବ୍ୟବସ୍ଥାରେ ଏପର୍ଯ୍ୟନ୍ତ ମଧ୍ୟ ପରିବର୍ତ୍ତନ ଦେଖିବାକୁ ମିଳିଲା ନାହିଁ ଯଦି ପାଣ୍ଡିଆନ୍ ପନ୍ଥି ଅଫିସରଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ବଦଳରେ ସେମାନଙ୍କୁ ପୁରସ୍କୃତ କରାଯିବ ଏହାଠାରୁ ବଡ଼ ଦୁର୍ଭାଗ୍ୟ ଆଉ କଣ ହେଇପାରେ ଏମିତି ଯଦି ଲାଗି ରହେ ତାହେଲେ ମୋହନ ସରକାର ଜନ ଆକ୍ରୋଶର ଶିକାର ହେବା ନିଶ୍ଚିତ😢😢
ମୋହନ ସରକାର ଭାବିଚିନ୍ତି ନିଷ୍ପତ୍ତି ନିଅନ୍ତୁ ନ ହେଲେ ଆଗାମୀ ଭବିଷ୍ୟତରେ ଆପଣଙ୍କ ସରକାରଙ୍କୁ ମହଙ୍ଗା ପଡିବ ଏଥିରେ ତିଳେମାତ୍ର ସନ୍ଦେହ ରହିବ ନାହିଁ, "ଭାବିଚିନ୍ତି କାର୍ଯ୍ୟ କଲେ ବିପଦ ନ ପଡଇ ଭଲେ" ନ ହେଲେ ନେଡିଗୁଡ଼ କହୁଣିକୁ ବହିଗଲା ପରେ ଯାହା ହେବ... 🙏🧿‼️🧿🙏🇮🇳🚩🕉️🏹🔱✡️🙏😄
ଖାଲି ପ୍ରଧାନମନ୍ତ୍ରୀ ଓ ରାଷ୍ଟ୍ରପତିଙ୍କୁ ବାରମ୍ବାର ଓଡ଼ଶା କୁ ନେଇ ଆସିଲେ ଉନ୍ନତି ହେବନାହିଁ।ମୋହନ ସରକାର ଯେ ଅପାରଗ ଲୋକେ ବୁଝିଗଲେଣି।ଆଠ ମାସ ର ସରକାର କିଛି ଲୋକମାନଙ୍କ କାମ କରିନାହିଁ। ଭାଷଣରେ ହିଁ ଏ ସରକାର ଚାଲିଛି।। ସାଧାରଣ ଜନତା ଯେଉଁ ଆଶା ନେଇ ସରକାର ବଦଳାଇଥିଲେ ତାହା ନିରାଶ କରିଛି।
Kana kama karithile lola khusi heithante lokamane span kahibeki? Khali ea pagal kathare samastamku suspend aau arrest karithsnte
🙏ନବୀନ୍ ଆଜ୍ଞାନବୀନ୍ ସର୍କାର୍ କୁ ବିଭିନ୍ନ ଅସୁବିଧା (ପରି ,ବେବୀନା, ମମିତା ମେହେର୍ ଓ ନବ୍ ଦାସ୍ ହତ୍ୟାକାଣ୍ଡ ରେ ଫସିଥିଲେ ସର୍କାର୍) ରୁ ବଞ୍ଚାଇଥିବା ଆରକ୍ଷୀ ଅଧିକ୍ଷକ ଅଧିକାରୀ ମାନଙ୍କୁ ମୋହନ୍ ସର୍କାର୍ ସମ୍ମାନିତ କଲେ ତ ନିଜର ଅସୁବିଧା ସମୟରେ ସାହାଯ୍ୟ ସହଯୋଗ୍ ପାଇବାର ରାସ୍ତା ସଫା ରହିବ । ମୋହନ୍ ସର୍କାର୍ ସୁଧୁରି ଯାଅ ନହେଲେ ଆଗକୁ ମହା ସଙ୍କଟରେ ପଡିବ ।
ଖାଲି ମୁଖ୍ୟମନ୍ତ୍ରୀ ଆସନରେ ବସି ଗଲେ ଶାସନ ଚାଲିଵନାହି ବୁଧି ଦରକାର
ମୋହନ ସରକାର ଥରେ UP ଯାଇ ଯୋଗୀ ଙ୍କ ଠାରୁ ଟ୍ରେନିଂ ନେଇ ଆସନ୍ତୁ ,ସରକାର କେମିତି ଚଳ। ଯାଏ
ମୋହନ ର ଆଖି ଫୁଟି ଯାଇଛି ନା ସେଇଟା ଅକର୍ମା ଟା। ଯୋଗୀ ଙ୍କ ଭଳି ହୁଅ
କାହିଁ ଯୋଗୀ ଆଦିତ୍ୟ ନାଥ କାହିଁ ମୋହନ ସରକାର।
@@brajakishorepadhi4022କାରଣ ସେ UP ରେ ଓ ଏ ଓଡ଼ିଶାରେ same କେମିତି ହେବେ । କେହି ଯଦି ହେବାକୁ ଚାହୁଁଛି ହୋଉନ କାହିଁକି । ତୁମର ତ ଆଖିଁ ଭଲ ଅଛି ।
1947 ପୂର୍ବରୁ ଦେଶ ପରାଧିନ ଥିଲାଆମ ଦେଶର ଅବସ୍ଥା କଣ ସମସ୍ତଙ୍କୁ ଜଣା ଅଛିକିନ୍ତୁ ବର୍ତ୍ତମାନ ଆମ ଦେଶର ଠକ,ଦଲାଲ, ଦେଶଦରୋହୀ ଲୋକ ର ଅଭାବ ନାହିଁ
Pranam sair
ଯଦି ଏହି ମାନଦଣ୍ଡରେ ରାଜ୍ଯପାଳ ପୁରସ୍କାର ଚୟନ ହେଉଛି,ତାହଲେ ବୋଥରା ପ୍ରଥମ ପସନ୍ଦ
CM O, କଣ କରୁଥିଲେ,ଆଉ କାହିଁ କି ବାକି ରହିଲା Rk Sharma, ତାଙ୍କ ନାଁ ରାଜ୍ୟପାଳ ପଦକ ପାଇଁ ସୁପାରିସ କରାଯାଉ
Very beautiful analysis sir thanks for awareness Jay Jagannath ❤🌹🙏
ଓଡିଶା ସରକାର କୁ ପ୍ରଧାନ ଚଳାଉଛନ୍ତି
ମୋହନ ଅପାରଗ କି😢😢
I enjoyed your presentation. Thanks.
ମୋହନ ସରକାର କିଛି କାମକୁ ନୁହେଁ। ଓଡ଼ିଶା ବାସୀ ଯେଉଁ ଉଦେଶ୍ୟ ରଖି ସରକାର ପରିବର୍ତ୍ତନ କଲେ ବିଜେଡି ର କେଲେଙ୍କରି ପାଇଁ, ଏ ସରକାର ଏବେବି ଲାଗୁଛି ଯେମିତି Pandian Babu ଙ୍କ ନିର୍ଦ୍ଦେଶ ଅନୁସାରେ ଚାଲୁଛି। ଓଡ଼ିଶା ର ଦୁଃର୍ଭାଗ୍ୟ ଛଡ଼ା ଆଉ କିଛି ନୁହେଁ...
ମୋହନ ସରକାରଙ୍କୁ ଯେଉଁମାନେ ପରାମର୍ଶ ଦେଉଛନ୍ତି ସେମାନେ ପାଣ୍ଡିଆନ ମହାଶୟଙ୍କର ଇଙ୍ଗିତରେ ଆଜିଯାଏ କାର୍ଯ୍ଯ କରୁଥିବାର ଜଣାଯାଏ ।
BJP ସରକାରକୁ ଲୋକେ ବାଛିଛନ୍ତି,ମାତ୍ର ମୋହନଙ୍କୁ ମୁଖ୍ୟମନ୍ତ୍ରୀ ଭାବେ ବାଛିଛନ୍ତି MLA ମାନେ। ଏହାହିଁ ଆମର ଦୁର୍ଭାଗ୍ୟ।
ଦୁର୍ଭାଗ୍ୟ ନୁହେଁ ଷୌଭାଗ୍ୟ ନ ହେଲେ ସେଇ ନବୀନ ପାଲୋ ରେ ଲୋକେ ଅଣ ନିଶ୍ୱଶି ହେଇଥାନ୍ତି ।
Becouse Mohan Majhi is leader of MLA
ଦିପକ କୁମାର ଯାଜପୁର ଜିଲ୍ଲାର ଏସ୍ପି ଥିଲେ ବିଜେଡିର ଚାମଚା।
Very nice criticism very very nice👍 thanks Sir namaskar.
If Corruption officers are qualified to get governer medal BJP wash out from odisha coming election
BJP ସରକାର ଏବେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କୁ ଭାରତରତ୍ନ ପୁରସ୍କାର ପାଇଁ ତାଙ୍କ ନାଁ ସୁପାରିଶ କରିବେ ଅପେକ୍ଷା କରନ୍ତୁ ।
Right Sir 🌹🌹🎉🎉🎉
ସାରେ ନମସ୍କାର ନବୀନ ସରକାରଙ୍କ ସମୟରେ ଯେଉଁ ଅଫିସର ମାନେ ଅପରାଧୀ ଥିଲେ ବର୍ତମାନ ମୋହନ ସରକାର ଙ୍କ ସମୟରେ ପଦବୀ ପାଇବାକୁ ଯାଉଛନ୍ତି ଏସବୁ ଭାରି ଲଜ୍ଜ୍ୟା ଜନକ କଥା ମୋର ନିବେଦନ ସରକାରଙ୍କୁ ଭାଜପା ସରକାର ଏଗୁଡ଼ିକୁ ତର୍ଜମା କରି ସୁଧାରି ନେବା ଦରକାର ନଚେତ୍ ନବୀନ ସରକାର ଝାହା ଥିଲା , e ନୂଆ ସରକାର ତଦୂର୍ପ ହୋଇଯିବ
WOW Jee, best findings...Thanks a lot jee
Dhonyobad.godblesyou.
It is a shame for Mohan Sarkar
ଏଇ ଅଳ୍ପ ଦିନ ତଳେ ଯେଉଁ ଦୁଇ ଜଣ ଆଇ ପି ଏସ୍ ଅଫିସର ଆରାମ ରେ ପ୍ରମୋସନ୍ ନେଇ ଗଲେ ସେହି ମାନଦଣ୍ଡ ରେ ଆଉ ଦୁଇ ଜଣ ପୁରସ୍କୃତ ହେବେ। ସରକାର ସେତେବେଳେ ଯେପରି ନୀରବ ସମର୍ଥକ ଥିଲେ ଏବେ ତାହା ହେବାକୁ ଯାଉଛି, ଅସୁବିଧା ଆଉ କ'ଣ? ପାନ୍ଡିଆନ ପନ୍ଥୀ ଯଦି ସରକାର ଚଳାଉଛନ୍ତି, ସେମାନଙ୍କୁ ନିଜ ନିଜ ସ୍ଥାନରେ କିଏ ରଖାଇଛନ୍ତି ? ପୂର୍ବର କାରନାମା ସବୁ କୁ ଫୁ କରିବାର ସୁଯୋଗ କିଏ ଦେଇଛନ୍ତି? ଅଫିସରମାନେ ଯଦି ସବୁ କରୁଛନ୍ତି ତେବେ ମନ୍ତ୍ରୀ ମଣ୍ଡଳର ଆବଶ୍ୟକତା କେତେ? ଲୋକେ ଜାଣିଲେଣି କ'ଣ ସବୁ କି ସମ୍ପର୍କ ରେ ଚାଲିଛି। ନିର୍ବାଚନ ପୂର୍ବର ଦୁର୍ନୀତି ବିରୋଧୀ ଭାଷଣ ଆଉ ନିର୍ବାଚନ ପରର ଆଭିମୁଖ୍ୟ ଅଲଗା ଅଲଗା। ଯେଉଁ ଅଣ ଓଡ଼ିଆ ଙ୍କୁ ମୁଖ୍ୟ ଟାର୍ଗେଟ କରାଯାଉଥିଲା ଏବେ ସେ ଦିଲ୍ଲୀ ରେ ଆଳାପ ଆଲୋଚନା କରୁଛନ୍ତି। ଆମେ ସତେ କେତେ ଉଦାର? ପଡୋଶୀ ଆନ୍ଧ୍ର ଠାରୁ ଆମେ ରାଜ୍ୟ ପାଇଁ ସତେ କେତେ ତତ୍ପର? ଆପଣଙ୍କର ସଠିକ୍ ଆଲୋଚନା ପାଇଁ ଅଶେଷ ଅଶେଷ ଧନ୍ୟବାଦ। ନମସ୍କାର ।
Very good. Tapik congratulations to you🙏🙏🙏
Ok sir
ଏଇଥିରୁ ପୁରା ଜଣା ପଡ଼ୁଛି ପାଣ୍ଡିଆନ ତ ପୁରା ସରକାର ଚଳାଉଛନ୍ତି।ମୁଖ୍ୟମନ୍ତ୍ରୀ ଙ୍କୁ ଧନ୍ୟବାଦ।ନବୀନ ଓଡ଼ିଶା ର ସରକାର ଓ ଓଡ଼ିଶା ର ଶାସନ କୁ ଠିକା ଦେଇ ଶାନ୍ତିରେ ଥିଲେ,ଏବେ ମୋହନ ସରକାର ସେହି ଠିକାଦାର କୁ ଶାସନ ଦେଇ ଚାଲିଛନ୍ତି।
ସାର ପ୍ରଣାମ 🙏🌹
Jay shree jagannath
ଜୟ ଶ୍ରୀ ଜଗନ୍ନାଥ 🙏🌹।
Jay Jagannath sir namaskar nice presentation.good journalist good person 🙏🙏🙏
Bjd-Bjp perfect example of coalition governments 😂😂😂
Excellent analysis. You have brought out the exact truth. Pandian is controlling this govt with his battery of faithful IPS officers
Agree with you bureaucrats controlling elected government. I can not say for entire Odisha but in West Odisha the Collector ,SP & lower bureaucracy is still continuing from BJD time.How this govt will deliver is best known to the present govt.
This party' will be a biggest joke in Odisha
Very nice observation.Thanks
Thanks nice presentation discussion and analysis .
ମୋହନ ସରକାର ଯଦି ଧୃତରାଷ୍ଟ୍ର ହେଇଯିବେ ଆଉ ଭରସା ନାହିଁ
ନବୀନ ଧୃତରାଷ୍ଟ୍ର ଥିଲେ ଆଉ ମୋହନ ଗାନ୍ଧାରୀ ଭଳି ଆଖିରେ ପଟି ବାନ୍ଧି ଶାସନ ଚଳାଇଛନ୍ତି ।
ଆପଣଙ୍କର ଆଜିର ଉପସ୍ଥାପନା ସ୍ପଷ୍ଟ ସୂଚନା ଦେଉଛି ଯେ "ସେହି ଜିନିଷ ସେହି କାମ ଏବେ କିନ୍ତୁ ନୂଆ ନାମ" ହେ ଜଗନ୍ନାଥ ଏପରି ପରିସ୍ଥିତିରେ ଆପଣ ଏକା ସାହା ଭରଷା।
ଶାର୍, ନମସ୍କାର, ଓଡ଼ିଆ ରେ ଗୋଟେ କଥା ଅଛି ଦେଉଳରେ କିଏ ନାଁ ମୁଁ କଦଳୀ ଖାଇନି ଅର୍ଥାତ୍ ମୋହନ ବାବୁ ସବୁ ଜାଣି ନଜାଣିଲା ଭଳି ଭଲ ଅଭିନୟ କରୁଛନ୍ତି। ସେଥିପାଇଁ ପାଇଁ ତ ଆଜି ପର୍ଯ୍ୟନ୍ତ ପାଣ୍ଡିଆନ ଇକୋଷିଷ୍ଟମ କୁ ଭାଙ୍ଗି ପାରୁନାହାନ୍ତି। ଏପରି ହେଲେ ଜନସାଧାରଣ ବିଜେପି ଦଳ ଠାରୁ ଦୁରେଇ ଯିବାକୁ ବାଧ୍ୟ ହେବେ କାରଣ ମୋହନ ସରକାର ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କୁ ଘଣ୍ଟ ଘୋଡେ଼ଇ ରଖୁଛନ୍ତି। ଯେତେ କାମ କଲେ ସୁଧା ହଣ୍ଡାଏ ଅମୃତ ରେ ଟୋପାଏ ବିଷ ସଦୃଶ। ଜୟ ଶ୍ରୀ ରାମ
Yes
Mr Bothra may receive Padmashree. ???
ଅମଲା ତନ୍ତ୍ର ଶାସନ ଯଦି ଚାଲିବ ମୋହନ ସରକାର ତ ବୁଡିବା ଥୟ,,,,,ଖାଲି ଦେଖିବା ପାଇଁ ପ୍ରବଳ ଉତ୍ସାହ,,,,,,,,,
ଛି ଛି ଛି 👌
❤ଓଡ଼ିଶାକୁ ଓଡ଼ିଆ ଜାତିକୁ କେବଳ ମହାପ୍ରଭୁ ହିଁ ଭରଷା ତ୍ରାହି ଅଚ୍ୟୁତ ଶରଣ ମହାପ୍ରଭୁ ଜୟ ଜଗନ୍ନାଥ
Sir, You are very greatful
🙏 Sir.
ମୁଖ୍ୟମନ୍ତ୍ରୀ କହିଥିଲେ ସେ ସବୁବେଳେ ନି୍ର୍ଭୟ ଗୁମରକଥା ସବୁବେଳେ ଦେଖନ୍ତି କିନ୍ତୁ ମୋତେ ଲାଗିଲା ସେ ମିଛ କହିଛନ୍ତି ।
ଜୟ ଶ୍ରୀ ଜଗନ୍ନାଥ ସ୍ବାମୀ 🅾️‼️🅾️🙏🏻🙏🏻🌹🙏🏻
ଜୟ ଜୟ ଶ୍ରୀ ଜଗନ୍ନାଥ ।
ଆଜ୍ଞା, ଅମଲା... ମାନେ ... ସିଏ କେବେ ମରିବେନି। ସରକାର ହାରୁ..., ଜିତୁ... ବଦଳୁ ସିଏ ମରିବେନି। ଆଉ ମୋହନ ଙ୍କ ଭଳି ଲୋକ ସରକାର ଥିଲେ, ସିଏ ମୁଷା ବିଷ ଟିକିଏ ବି ପକେଇ ବାକୁ ଡରିବେ।
ସମ୍ମାନଜନକ ରାଜ୍ୟପାଳ ପୁରସ୍କାର ନିର୍ବିବା ଦିୟ ବ୍ୟକ୍ତି ପାଇଲେ ଆଲୋଚନା ହୁଅନ୍ତା ନାହିଁ
Salute for your bravery journalism
ମୋହନ ସରକାର ଅନ୍ଧ ଭାବରେ ସ୍ୱୀକୃତି ନଦେଇ ଟିକେ ଦୟା କରି ପଢ଼ି ବିଚାରକରି ମତାମତ ଦିଅନ୍ତୁ ନଚେତ୍ ଫଳଭୋଗିବେ
ଦେଖିବାକୁ ଅପେକ୍ଷା ରହିଲା, କେବେ ବା କେଉଁ ସମୟରେ ତିଥି ବାର ନକ୍ଷତ୍ର ଦେଖି ବର୍ତ୍ତମାନର ସରକାର ପୂର୍ବ ସ୍ବାସ୍ଥ୍ୟ ମନ୍ତ୍ରୀ ନବକିଶୋର ଦାସଙ୍କ ତଥା କଥିତ ହତ୍ୟାକାରୀ ଗୋପାଳ ଦାସ ଏବଂ ତଦନ୍ତ କରି ଆଇନକୁ ତା'ବାଟରେ ଯିବାକୁ ସହଯୋଗ କରିଥିବା କ୍ରାଇମବ୍ରାଞ୍ଚ ଡିଜି ଶ୍ରୀଯୁକ୍ତ ଅରୁଣ ବୋଥ୍ରା ମହୋଦୟଙ୍କୁ ଭାରତର ମହାମହିମ ରାଷ୍ଟ୍ରପତି ମହୋଦୟାଙ୍କ ଦ୍ବାରା ପୁରଷ୍କୃତ କରୁଛନ୍ତି?
ଖାଲି ନିଜକୁ କହୁଛନ୍ତି ମୁଁ। ନର୍ଭୟ ରିପୋର୍ଟରେ
Sir Ultimately kahibaku gale Pura bhul hebani, VK Pandian hi Mohan Government ku Operate karuchanti.
ଲଜ୍ୟା ଲଜ୍ୟ
ମୋହନା ଟା ଗୋବର ଗଣେଶ, ସମ୍ପୂର୍ଣ ଅକର୍ମା ଓଡିଶା ବାସି ଦେବେ ପାନେ ଯେମିତ ଦେଲେ ବିଜୁ ନନ୍ଦନ ନୀଳବର୍ଣ ଶୃଗାଳ କୁ l
Jay Maa Durgatinasini ❤
🎉🎉🎉🎉🎉🎉🎉ଏ ଥିରୁ ଯାହା ଜଣାପଡ଼ୁଛି ପଞ୍ଚାୟତ ନିର୍ବାଚନ ବେଳକୁ ଓଡ଼ିଶା ବାସୀ ବିଜେପି କୁ ମୂଳପୋଛ କରିଦେଵେ ମୋହନ ସରକାର ପ୍ରତି ଲୋକ ବିତୃଷ୍ନା
100%Right
ମାନ୍ୟବର ମୁଖ୍ୟମନ୍ତ୍ରୀ ନିଜେ ନିଜର ମତପୋଷଣ କରନ୍ତୁ, ଜୟେ ଜଗନ୍ନାଥ୍ ସ୍ୱାମୀ
ମନ୍ତ୍ରୀ ମାନେ ଗଣ ପ୍ରତିନିଧି ଆଉ ମନ୍ତ୍ରୀ ଅମଲା କୁ guide କରିବେ action of morality when executive in execution of work। ତେଣୁ ସବୁ ଆସି ଗଣ ଓ ଗଣ ପ୍ରତିନିଧି ମାନଙ୍କ ଠି ।ଅମଲା ମାଲିକ ହେଉଛନ୍ତି ଗଣ ଓ ଗଣ ପ୍ରତିନିଧି ଙ୍କ ସମ୍ପର୍କ ଠିକ୍ ନାହିଁ
ଆମ ସରକାରୀ କର୍ମଚାରୀ ମାନେ ସେମାନଙ୍କ ନିଜତ୍ବ ହରେଇ ସାରିଲେଣି। ଏହା ରାଜ୍ୟ ପାଇଁ ମହା ବିପଦ।
Bjp ଜଦି bjd ଭଳି ଅଫିସର ଙ୍କ କଥାରେ ଚାଲେ bjd ଦଶା ଭୋଗିବ 29ରେ
ତାର ପରିଣାମ ବି ଆଗାମୀ ପାନ୍ଚ ବର୍ଷ ପରେ
ନବୀନ ବାବୁ ଉତ୍ତର ଦାୟୀ
Sir apanka voice ama cm daily suniba darkar
ସବୁ ସତ ହେଲେ ବି ପାଣ୍ଡିଆନ ଥିବା ପର୍ଯ୍ୟନ୍ତ କିଛି ହେବ ନାହିଁ
ହଂସିତା ଖବର ନୀରବିଗଲା
ଅତ୍ୟନ୍ତ ବିଡ଼ମ୍ବନାର ବିଷୟ।ରାଜ୍ୟପାଳ ପୋଲିସ ପଦକ ପ୍ରଦାନ ସମ୍ମାନ ଚୟନରେ ଅବକ୍ଷୟ।
ସାତ ମାସରେ ସାତ ହାତ
ବିଜେପିର କେନ୍ଦ୍ରୀୟ ନେତୃବୃନ୍ଦଙ୍କୁ ଅନୁରୋଧ ଦୟାକରି ଓଡିଶା ମନ୍ତ୍ରିମଣ୍ଡଳ ଶୀଘ୍ର ସମ୍ପ୍ରସାରଣ କରାଇ ଜୟନାରାୟଣ ମିଶ୍ରଙ୍କୁ ସେଥିରେ ସାମିଲ କରାଇ ଗୃହ ବିଭାଗର ଦଇତ୍ୟ ଦିଆଯାଉ / ଯାହା ରାଜ୍ୟପାଇଁ ହିତକର ଓ ଦଳପାଇଁ ମଧ୍ୟ ହିତକର /
We can not blame previous govt for present work
ଆମର ପଶ୍ଚିମ ଓଡିଶାର ଭାଷାରେ ଗୁଟେ କଥା ଅଛେ ଯେନ୍ ରାଆଁଡି କେ ସେ ଦୁଃଖ୍। ଆରୁ ଘଏଁତା କରା କାଏଁ ସୁଖ୍। ଲୋକେ ସରକାର ପରିବର୍ତ୍ତନ କରି ବହୁତ୍ ବଡ ଭୁଲ୍ କରିଦେଲେ। କାରଣ ପୁର୍ବ ସରକାର ଶାସନ ଯେମିତି ଧାରାରେ ଚାଲିଥିଲା ବର୍ତ୍ତମାନ ସରକାର ମଧ୍ୟ ସେହି ଧାରାରେ ଚାଲୁଥିବା ଜଳଜଳ ହୋଇ ଦେଖାଯାଉଛି। ଏଇ ଦଳ ବିରୋଧୀ ଦଳରେ ଥିବା ସମୟରେ ଯେଉଁ ଅଫିସର ମାନଙ୍କ ବିରୁଦ୍ଧରେ ଅଭିଯୋଗ ଆଣି ଗର୍ଜନ କରୁଥିଲା ବର୍ତ୍ତମାନ ଶାସନ କୁ ଆସିବା ପରେ ଏଇ ଅଫିସର ମାନଙ୍କ ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରି ପୁରସ୍କୃତ କରୁଛି କାହିଁକି?
ମନ ମୋହନ ସିଂ ପ୍ରଧାନ ମନ୍ତ୍ରୀଙ୍କୁ ଭଗବାନ ମାଟି କଣ୍ଢେଇ ହିସାବରେ ଯେପରି ସିଂହାସନରେ ବସାଇଥିଲେ, ସେପରି ମୋହନ ମାଝୀଙ୍କୁ ମଧ୍ୟ ମୁଖ୍ୟ ମନ୍ତ୍ରୀ ହିସାବରେ ଜଗନ୍ନାଥ ବସାଇ ଛନ୍ତି।ନିଜ ଇଚ୍ଛାରେ କିଛି କରି ପାରିବେ ନାହିଁ। ଜୟ ଜଗନ୍ନାଥ।
ହୁଏତ ସେ isolated ହୋଇଥିବେ
ସାମ୍ବାଦିକ ମହାଶୟ ଆପଣ ଯଦି ମୁଖ୍ୟମନ୍ତ୍ରୀ ଆସନରେ ଥାଆନ୍ତେ ଆପଣ ମଧ୍ୟ ଏହି ପ୍ରକାର ନିଷ୍ପତ୍ତି ନେଇଥାନ୍ତେ ଯାହା ମୋହନ ମାଝି ନେଇଛନ୍ତି। କାରଣ ଯେଉଁ ସବୁ ସରକାରୀ ନିଷ୍ପତ୍ତି ମୁଖ୍ୟମନ୍ତ୍ରୀ ନିଅନ୍ତି ସବୁ ସରକାରୀ ନଥି ରେ ଯାହା ଅମଲାତନ୍ତ୍ରୀ ମାନଙ୍କ ଦ୍ଵାରା ମୁଖ୍ୟମନ୍ତ୍ରୀ ପାଖରେ ପେଶ କରାଯାଇଥାଏ ।ନଥିରେ ପ୍ରଦାନ କରାଯାଇ ଦିଆଯାଇଥିବା ତଥ୍ୟ ଏବଂ ପ୍ରସ୍ତାବ ଭିତ୍ତିରେ ମୁଖ୍ୟମନ୍ତ୍ରୀ ନିଷ୍ପତ୍ତି ନିଅନ୍ତି ଏବଂ ଏକପ୍ରକାର ବାଧ୍ୟ କାରଣ ଆପଣ ଦର୍ଶକ ମାନଙ୍କୁ ଦେଖେଉଥିବା ଦସ୍ତାବିଜ ସବୁ ନଥିରେ ସମ୍ମିଳିତ ନାହିଁ ।ଜଣେ ମଣିଷ ମୁଖ୍ୟମନ୍ତ୍ରୀ ହିସାବରେ କୋୖଣସି ନିଷ୍ପତ୍ତି ନେଲାବେଳେ ତାଙ୍କର ସ୍ମୃତି ଶକ୍ତି କମ୍ପ୍ୟୁଟର ଭଳି କାମକରନି ଅତୀତରେ କିଏ କେଉଁ ଦୁଷ୍କର୍ମ ରେ ଜଡିତ । ଯାହା ନଥି ଲେଖା ତାକୁ ହିଁ ଆଖି ଆଗରେ ରଖି ନିଷ୍ପତ୍ତି ହୁଏ।ଯଦି ତଳ ଅଫିସର ବର୍ଗ ସତ୍ୟ କୁ ଚାପି ଦେଇ କାହା ସପକ୍ଷରେ ଭଲ ମନ୍ତବ୍ୟ ଦେଇଥିବେ ତାହେଲେ ମୁଖ୍ୟମନ୍ତ୍ରୀ ନାଚାର।
ଅରୁଣ ଵୋଥରା ନୁହେଁ ଅରୁଣ ଥୋଵରା ବୋଲି କୁହନ୍ତୁ। ତେଵେ ରାଜ୍ୟପାଳ ପଦକ ପାଇଁ ଏହା ବିଜେପି ସରକାରଙ୍କର ମସ୍ତବଡ ଭୁଲ
You are 100 💯🎉❤🎉❤😂
ସାର୍ ନିର୍ବାଚନ ରେ ସହଯୋଗ କରିଥିବାରୁ ପୁରସ୍କାର ସ୍ୱରୂପ ରାଜ୍ୟପାଳ ପଦକ ଦିଆଯାଉଛି କିଏ ଦୁଇ ଜଣଙ୍କୁ ମନୋନୀତ କରିଥିବେ ଆପଣ ଡି କୋଚିଙ୍ଗ କରିବେ ପ୍ରଣାମ
ଏ ଶଳା ମୋହନ ମାଝି ଗୋଟାଏ ମୁର୍ଖ। ତାକୁ କିଛି ଜଣା ନାହିଁ।
Home department ଦେବା କଥା କିନ୍ତୁ with proper mention of achievements
ମୋହନ ସରକାର ଗୋଟେ ଅଯୋଗ୍ୟ ସରକାର ତାହା ଆପଣଙ୍କର ତଥ୍ୟରୁ ଜଣାଯାଏ
କ୍ଷୀରରେ ଖଣ୍ଡରେ ମୋହିଲେ ନିମ୍ବ କି ମଧୁର ହୋଇବ, ଯେତେପରକାର ବୁଝାଇ ବୋଳିଲେ ପାଣ୍ଡିଆ ପନ୍ଥୀ କି ଆପଣା ହୋଇବ.
A sarakar badaliba
ଭା ଜ ପା ଭିତରେ ରହି ମେଣ୍ଟ ପ୍ରସ୍ତାବ ରେ ସହମତ ଥିବା ନେତୃତ୍ୱ ଙ୍କ ସମଝୋତାରେ ବର୍ତ୍ତମାନ ମୋହନ ସରକାର ଚାଲିଛି......ତା ନହେଲେ ଏମିତି କାମହୁଅନ୍ତା ନାହିଁ।
ଆପଣଙ୍କ ତର୍ଜମା ଅତୁଳନୀୟ, ଆପଣଙ୍କୁ ପ୍ରଭୁ ଜଗନ୍ନାଥ ସୁସ୍ଥ ରଖନ୍ତୁ l
ଯଦି ମୋହନ ସରକାର ନ ସୁଧୁରିବ ପଞ୍ଚାୟତ ନିର୍ବାଚନ ରେ ଫଳ ଭୋଗିବାକୁ ପଡିବ
A government chor hai
ଏହା ଆମର ଦୁର୍ଭାଗ୍ଯ, ସରକାର ଆପଣକୁଂ ପରାମର୍ଶଦାତା ନିଯୁକ୍ତି ଦେଲେ ଭଲହୁଅଂତା।
ଭାଜପା ସରକାରଙ୍କ ଅକ୍ଷମଣୀୟ ତ୍ରୁଟି ... ...
ସର୍ବମୋଟ ଉପରେ କହିବାକୁ ଗଲେ ଏକ ପଦରେ ନବୀନ ପଟ୍ଟନାୟକ, ପ୍ରତାପ ଜେନା, ଅରୁଣ ସାହୁ, ବିକ୍ରମ ଆରୁଖ, ଦିବ୍ଯଶଂକର, ଇତ୍ଯାଦି କଂ ଉପରେ ଆଖିଦୃଶିଆ ଆକସନ୍ ଯଦି ମୋହନ ସରକାର ନ ନିଏ ତେବେ ମୋହନ ସରକାର କୁ ଆଗାମୀ ଦିନ ମହଂଗା ପଡିବ।
Thanks Nirbhay Gumar.Katha ❤❤🎉🎉🎉🎉
ମୋହନ ସରକାର ଯେଉଁ ସବୁ ଭୁଲ କରୁଛନ୍ତି ତାର ଫଳ ତଳସ୍ତରର କାର୍ଯ୍ୟକର୍ତ୍ତା ଭୋଗିବେ ।
ସାର ପ୍ରଣାମ. ଅପଣଂକ ଉପସ୍ଥାପନା ଅତ୍ୟନ୍ତ ଉଚାକୋଟିର. ବିଜେଡି ଅମଳରେ ଯେଉ ଅଫିସର ମାନେ କେଳେଇଁକାରୀ କରିଛନ୍ତି ସେମାନଙ୍କ ବିରୁଦ୍ଧ ରେ ଆକ୍ସନ ନେବା ପରି ବର୍ତ୍ତେ ସୁରକ୍ଷା ଦେଉଛନ୍ତି ବିଜେପି ଭାବି ପାରୁନି ଜନତା ଦନାର୍ଦନ ଙ୍କ ହାତରେ ସବୁ କିଛି. ପଂଚାୟତ ଭୋଟ ରେ ସେମାନେ ଜଣିପରିବେ.
ଆସନ୍ତା ପଂଚାୟତ ଭୋଟ ରେ ବିଜେପି ବୁଝିବ ମୋହନ ଭଳିଆ ଓଡ଼ିଶାବାସୀ ମୂର୍ଖ ହାରାମି ନୁହନ୍ତି ଆପଣ ଏ ସବୁ ଯାଞ୍ଚ କରି ଆମମାନଙ୍କୁ ଜଣାଇବାରୁ ଆପଣଙ୍କୁ ଧନ୍ୟବାଦ ସାର
ସେବେ ନବୀନ ଏବେ ମୋହନ
ସେବେ ଅଫିସର ଏବେ ଅଫିସର
କେବଳ ଏତିକି ପାର୍ଥକ୍ୟ ନବୀନ ବାବୁ ଘରେ ରହୁଥିଲେ
ମୋହନ ବାବୁ ଯାତ୍ରା ପେଣ୍ଡାଲ ଆଉ କର୍ମୀ ମାନଙ୍କ ଖାଇବା କଥା, ଚାରିଆଡେ ବୁଲିବା ଇତ୍ୟାଦି.
ପ୍ରକୁତରେ ଓଡିଶା ରେ ନେତା ମନ୍ତ୍ରୀ ନାମକୁ ମାତ୍ର.
ସତ କଥା ଭାଇ। 😂😂😂😂
ଯାହା ହେଉ ରାଜ୍ୟ ଚଳାଇଛନ୍ତି , ଭଲ ନେତା କାହିଁ ବାହାରୁ ନାହୁଁ ।
ଏଥିରୁ ଜଣାପଡୁଛି ମୋହନ ସରକାର ଅପାରଗ ସରକାର ଖାଲି ସରକାର ବଦଳିଛି କିନ୍ତୁ ଶାସନ ବ୍ୟବସ୍ଥାରେ ଏପର୍ଯ୍ୟନ୍ତ ମଧ୍ୟ ପରିବର୍ତ୍ତନ ଦେଖିବାକୁ ମିଳିଲା ନାହିଁ ଯଦି ପାଣ୍ଡିଆନ୍ ପନ୍ଥି ଅଫିସରଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ବଦଳରେ ସେମାନଙ୍କୁ ପୁରସ୍କୃତ କରାଯିବ ଏହାଠାରୁ ବଡ଼ ଦୁର୍ଭାଗ୍ୟ ଆଉ କଣ ହେଇପାରେ ଏମିତି ଯଦି ଲାଗି ରହେ ତାହେଲେ ମୋହନ ସରକାର ଜନ ଆକ୍ରୋଶର ଶିକାର ହେବା ନିଶ୍ଚିତ😢😢
ମୋହନ ସରକାର ଭାବିଚିନ୍ତି ନିଷ୍ପତ୍ତି ନିଅନ୍ତୁ ନ ହେଲେ ଆଗାମୀ ଭବିଷ୍ୟତରେ ଆପଣଙ୍କ ସରକାରଙ୍କୁ ମହଙ୍ଗା ପଡିବ ଏଥିରେ ତିଳେମାତ୍ର ସନ୍ଦେହ ରହିବ ନାହିଁ, "ଭାବିଚିନ୍ତି କାର୍ଯ୍ୟ କଲେ ବିପଦ ନ ପଡଇ ଭଲେ" ନ ହେଲେ ନେଡିଗୁଡ଼ କହୁଣିକୁ ବହିଗଲା ପରେ ଯାହା ହେବ... 🙏🧿‼️🧿🙏🇮🇳🚩🕉️🏹🔱✡️🙏😄
ଖାଲି ପ୍ରଧାନମନ୍ତ୍ରୀ ଓ ରାଷ୍ଟ୍ରପତିଙ୍କୁ ବାରମ୍ବାର ଓଡ଼ଶା କୁ ନେଇ ଆସିଲେ ଉନ୍ନତି ହେବନାହିଁ।ମୋହନ ସରକାର ଯେ ଅପାରଗ ଲୋକେ ବୁଝିଗଲେଣି।ଆଠ ମାସ ର ସରକାର କିଛି ଲୋକମାନଙ୍କ କାମ କରିନାହିଁ। ଭାଷଣରେ ହିଁ ଏ ସରକାର ଚାଲିଛି।। ସାଧାରଣ ଜନତା ଯେଉଁ ଆଶା ନେଇ ସରକାର ବଦଳାଇଥିଲେ ତାହା ନିରାଶ କରିଛି।
Kana kama karithile lola khusi heithante lokamane span kahibeki? Khali ea pagal kathare samastamku suspend aau arrest karithsnte
🙏ନବୀନ୍ ଆଜ୍ଞା
ନବୀନ୍ ସର୍କାର୍ କୁ ବିଭିନ୍ନ ଅସୁବିଧା (ପରି ,ବେବୀନା, ମମିତା ମେହେର୍ ଓ ନବ୍ ଦାସ୍ ହତ୍ୟାକାଣ୍ଡ ରେ ଫସିଥିଲେ ସର୍କାର୍) ରୁ ବଞ୍ଚାଇଥିବା ଆରକ୍ଷୀ ଅଧିକ୍ଷକ ଅଧିକାରୀ ମାନଙ୍କୁ ମୋହନ୍ ସର୍କାର୍ ସମ୍ମାନିତ କଲେ ତ ନିଜର ଅସୁବିଧା ସମୟରେ ସାହାଯ୍ୟ ସହଯୋଗ୍ ପାଇବାର ରାସ୍ତା ସଫା ରହିବ । ମୋହନ୍ ସର୍କାର୍ ସୁଧୁରି ଯାଅ ନହେଲେ ଆଗକୁ ମହା ସଙ୍କଟରେ ପଡିବ ।
ଖାଲି
ମୁଖ୍ୟମନ୍ତ୍ରୀ ଆସନରେ ବସି ଗଲେ ଶାସନ ଚାଲିଵନାହି ବୁଧି ଦରକାର
ମୋହନ ସରକାର ଥରେ UP ଯାଇ ଯୋଗୀ ଙ୍କ ଠାରୁ ଟ୍ରେନିଂ ନେଇ ଆସନ୍ତୁ ,ସରକାର କେମିତି ଚଳ। ଯାଏ
ମୋହନ ର ଆଖି ଫୁଟି ଯାଇଛି ନା ସେଇଟା ଅକର୍ମା ଟା। ଯୋଗୀ ଙ୍କ ଭଳି ହୁଅ
କାହିଁ ଯୋଗୀ ଆଦିତ୍ୟ ନାଥ କାହିଁ ମୋହନ ସରକାର।
@@brajakishorepadhi4022କାରଣ ସେ UP ରେ ଓ ଏ ଓଡ଼ିଶାରେ same କେମିତି ହେବେ । କେହି ଯଦି ହେବାକୁ ଚାହୁଁଛି ହୋଉନ କାହିଁକି । ତୁମର ତ ଆଖିଁ ଭଲ ଅଛି ।
1947 ପୂର୍ବରୁ ଦେଶ ପରାଧିନ ଥିଲା
ଆମ ଦେଶର ଅବସ୍ଥା କଣ ସମସ୍ତଙ୍କୁ ଜଣା ଅଛି
କିନ୍ତୁ ବର୍ତ୍ତମାନ ଆମ ଦେଶର ଠକ,ଦଲାଲ, ଦେଶଦରୋହୀ ଲୋକ ର ଅଭାବ ନାହିଁ
Pranam sair
ଯଦି ଏହି ମାନଦଣ୍ଡରେ ରାଜ୍ଯପାଳ ପୁରସ୍କାର ଚୟନ ହେଉଛି,ତାହଲେ ବୋଥରା ପ୍ରଥମ ପସନ୍ଦ
CM O, କଣ କରୁଥିଲେ,ଆଉ କାହିଁ କି ବାକି ରହିଲା Rk Sharma, ତାଙ୍କ ନାଁ ରାଜ୍ୟପାଳ ପଦକ ପାଇଁ ସୁପାରିସ କରାଯାଉ
Very beautiful analysis sir thanks for awareness Jay Jagannath ❤🌹🙏
ଓଡିଶା ସରକାର କୁ ପ୍ରଧାନ ଚଳାଉଛନ୍ତି
ମୋହନ ଅପାରଗ କି😢😢
I enjoyed your presentation. Thanks.
ମୋହନ ସରକାର କିଛି କାମକୁ ନୁହେଁ। ଓଡ଼ିଶା ବାସୀ ଯେଉଁ ଉଦେଶ୍ୟ ରଖି ସରକାର ପରିବର୍ତ୍ତନ କଲେ ବିଜେଡି ର କେଲେଙ୍କରି ପାଇଁ, ଏ ସରକାର ଏବେବି ଲାଗୁଛି ଯେମିତି Pandian Babu ଙ୍କ ନିର୍ଦ୍ଦେଶ ଅନୁସାରେ ଚାଲୁଛି। ଓଡ଼ିଶା ର ଦୁଃର୍ଭାଗ୍ୟ ଛଡ଼ା ଆଉ କିଛି ନୁହେଁ...
ମୋହନ ସରକାରଙ୍କୁ ଯେଉଁମାନେ ପରାମର୍ଶ ଦେଉଛନ୍ତି ସେମାନେ ପାଣ୍ଡିଆନ ମହାଶୟଙ୍କର ଇଙ୍ଗିତରେ ଆଜିଯାଏ କାର୍ଯ୍ଯ କରୁଥିବାର ଜଣାଯାଏ ।
BJP ସରକାରକୁ ଲୋକେ ବାଛିଛନ୍ତି,ମାତ୍ର ମୋହନଙ୍କୁ ମୁଖ୍ୟମନ୍ତ୍ରୀ ଭାବେ ବାଛିଛନ୍ତି MLA ମାନେ। ଏହାହିଁ ଆମର ଦୁର୍ଭାଗ୍ୟ।
ଦୁର୍ଭାଗ୍ୟ ନୁହେଁ ଷୌଭାଗ୍ୟ ନ ହେଲେ ସେଇ ନବୀନ ପାଲୋ ରେ ଲୋକେ ଅଣ ନିଶ୍ୱଶି ହେଇଥାନ୍ତି ।
Becouse Mohan Majhi is leader of MLA
ଦିପକ କୁମାର ଯାଜପୁର ଜିଲ୍ଲାର ଏସ୍ପି ଥିଲେ ବିଜେଡିର ଚାମଚା।
Very nice criticism very very nice👍 thanks Sir namaskar.
If Corruption officers are qualified to get governer medal BJP wash out from odisha coming election
BJP ସରକାର ଏବେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କୁ ଭାରତରତ୍ନ ପୁରସ୍କାର ପାଇଁ ତାଙ୍କ ନାଁ ସୁପାରିଶ କରିବେ ଅପେକ୍ଷା କରନ୍ତୁ ।
Right Sir 🌹🌹🎉🎉🎉
ସାରେ ନମସ୍କାର ନବୀନ ସରକାରଙ୍କ ସମୟରେ ଯେଉଁ ଅଫିସର ମାନେ ଅପରାଧୀ ଥିଲେ ବର୍ତମାନ ମୋହନ ସରକାର ଙ୍କ ସମୟରେ ପଦବୀ ପାଇବାକୁ ଯାଉଛନ୍ତି ଏସବୁ ଭାରି ଲଜ୍ଜ୍ୟା ଜନକ କଥା ମୋର ନିବେଦନ ସରକାରଙ୍କୁ ଭାଜପା ସରକାର ଏଗୁଡ଼ିକୁ ତର୍ଜମା କରି ସୁଧାରି ନେବା ଦରକାର ନଚେତ୍ ନବୀନ ସରକାର ଝାହା ଥିଲା , e ନୂଆ ସରକାର ତଦୂର୍ପ ହୋଇଯିବ
WOW Jee, best findings...Thanks a lot jee
Dhonyobad.godblesyou.
It is a shame for Mohan Sarkar
ଏଇ ଅଳ୍ପ ଦିନ ତଳେ ଯେଉଁ ଦୁଇ ଜଣ ଆଇ ପି ଏସ୍ ଅଫିସର ଆରାମ ରେ ପ୍ରମୋସନ୍ ନେଇ ଗଲେ ସେହି ମାନଦଣ୍ଡ ରେ ଆଉ ଦୁଇ ଜଣ ପୁରସ୍କୃତ ହେବେ। ସରକାର ସେତେବେଳେ ଯେପରି ନୀରବ ସମର୍ଥକ ଥିଲେ ଏବେ ତାହା ହେବାକୁ ଯାଉଛି, ଅସୁବିଧା ଆଉ କ'ଣ? ପାନ୍ଡିଆନ ପନ୍ଥୀ ଯଦି ସରକାର ଚଳାଉଛନ୍ତି, ସେମାନଙ୍କୁ ନିଜ ନିଜ ସ୍ଥାନରେ କିଏ ରଖାଇଛନ୍ତି ? ପୂର୍ବର କାରନାମା ସବୁ କୁ ଫୁ କରିବାର ସୁଯୋଗ କିଏ ଦେଇଛନ୍ତି? ଅଫିସରମାନେ ଯଦି ସବୁ କରୁଛନ୍ତି ତେବେ ମନ୍ତ୍ରୀ ମଣ୍ଡଳର ଆବଶ୍ୟକତା କେତେ? ଲୋକେ ଜାଣିଲେଣି କ'ଣ ସବୁ କି ସମ୍ପର୍କ ରେ ଚାଲିଛି। ନିର୍ବାଚନ ପୂର୍ବର ଦୁର୍ନୀତି ବିରୋଧୀ ଭାଷଣ ଆଉ ନିର୍ବାଚନ ପରର ଆଭିମୁଖ୍ୟ ଅଲଗା ଅଲଗା। ଯେଉଁ ଅଣ ଓଡ଼ିଆ ଙ୍କୁ ମୁଖ୍ୟ ଟାର୍ଗେଟ କରାଯାଉଥିଲା ଏବେ ସେ ଦିଲ୍ଲୀ ରେ ଆଳାପ ଆଲୋଚନା କରୁଛନ୍ତି। ଆମେ ସତେ କେତେ ଉଦାର? ପଡୋଶୀ ଆନ୍ଧ୍ର ଠାରୁ ଆମେ ରାଜ୍ୟ ପାଇଁ ସତେ କେତେ ତତ୍ପର? ଆପଣଙ୍କର ସଠିକ୍ ଆଲୋଚନା ପାଇଁ ଅଶେଷ ଅଶେଷ ଧନ୍ୟବାଦ। ନମସ୍କାର ।
Very good. Tapik congratulations to you🙏🙏🙏
Ok sir
ଏଇଥିରୁ ପୁରା ଜଣା ପଡ଼ୁଛି ପାଣ୍ଡିଆନ ତ ପୁରା ସରକାର ଚଳାଉଛନ୍ତି।ମୁଖ୍ୟମନ୍ତ୍ରୀ ଙ୍କୁ ଧନ୍ୟବାଦ।ନବୀନ ଓଡ଼ିଶା ର ସରକାର ଓ ଓଡ଼ିଶା ର ଶାସନ କୁ ଠିକା ଦେଇ ଶାନ୍ତିରେ ଥିଲେ,ଏବେ ମୋହନ ସରକାର ସେହି ଠିକାଦାର କୁ ଶାସନ ଦେଇ ଚାଲିଛନ୍ତି।
ସାର ପ୍ରଣାମ 🙏🌹
Jay shree jagannath
ଜୟ ଶ୍ରୀ ଜଗନ୍ନାଥ 🙏🌹।
Jay Jagannath sir namaskar nice presentation.good journalist good person 🙏🙏🙏
Bjd-Bjp perfect example of coalition governments 😂😂😂
Excellent analysis. You have brought out the exact truth. Pandian is controlling this govt with his battery of faithful IPS officers
Agree with you bureaucrats controlling elected government.
I can not say for entire Odisha but in West Odisha the Collector ,SP & lower bureaucracy is still continuing from BJD time.How this govt will deliver is best known to the present govt.
This party' will be a biggest joke in Odisha
Very nice observation.Thanks
Thanks nice presentation discussion and analysis .
ମୋହନ ସରକାର ଯଦି ଧୃତରାଷ୍ଟ୍ର ହେଇଯିବେ ଆଉ ଭରସା ନାହିଁ
ନବୀନ ଧୃତରାଷ୍ଟ୍ର ଥିଲେ ଆଉ ମୋହନ ଗାନ୍ଧାରୀ ଭଳି ଆଖିରେ ପଟି ବାନ୍ଧି ଶାସନ ଚଳାଇଛନ୍ତି ।
ଆପଣଙ୍କର ଆଜିର ଉପସ୍ଥାପନା ସ୍ପଷ୍ଟ ସୂଚନା ଦେଉଛି ଯେ "ସେହି ଜିନିଷ ସେହି କାମ ଏବେ କିନ୍ତୁ ନୂଆ ନାମ" ହେ ଜଗନ୍ନାଥ ଏପରି ପରିସ୍ଥିତିରେ ଆପଣ ଏକା ସାହା ଭରଷା।
ଶାର୍, ନମସ୍କାର, ଓଡ଼ିଆ ରେ ଗୋଟେ କଥା ଅଛି ଦେଉଳରେ କିଏ ନାଁ ମୁଁ କଦଳୀ ଖାଇନି ଅର୍ଥାତ୍ ମୋହନ ବାବୁ ସବୁ ଜାଣି ନଜାଣିଲା ଭଳି ଭଲ ଅଭିନୟ କରୁଛନ୍ତି। ସେଥିପାଇଁ ପାଇଁ ତ ଆଜି ପର୍ଯ୍ୟନ୍ତ ପାଣ୍ଡିଆନ ଇକୋଷିଷ୍ଟମ କୁ ଭାଙ୍ଗି ପାରୁନାହାନ୍ତି। ଏପରି ହେଲେ ଜନସାଧାରଣ ବିଜେପି ଦଳ ଠାରୁ ଦୁରେଇ ଯିବାକୁ ବାଧ୍ୟ ହେବେ କାରଣ ମୋହନ ସରକାର ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କୁ ଘଣ୍ଟ ଘୋଡେ଼ଇ ରଖୁଛନ୍ତି। ଯେତେ କାମ କଲେ ସୁଧା ହଣ୍ଡାଏ ଅମୃତ ରେ ଟୋପାଏ ବିଷ ସଦୃଶ। ଜୟ ଶ୍ରୀ ରାମ
Yes
Mr Bothra may receive Padmashree. ???
ଅମଲା ତନ୍ତ୍ର ଶାସନ ଯଦି ଚାଲିବ ମୋହନ ସରକାର ତ ବୁଡିବା ଥୟ,,,,,ଖାଲି ଦେଖିବା ପାଇଁ ପ୍ରବଳ ଉତ୍ସାହ,,,,,,,,,
ଛି ଛି ଛି 👌
❤ଓଡ଼ିଶାକୁ ଓଡ଼ିଆ ଜାତିକୁ କେବଳ ମହାପ୍ରଭୁ ହିଁ ଭରଷା ତ୍ରାହି ଅଚ୍ୟୁତ ଶରଣ ମହାପ୍ରଭୁ ଜୟ ଜଗନ୍ନାଥ
Sir,
You are very greatful
🙏 Sir.
ମୁଖ୍ୟମନ୍ତ୍ରୀ କହିଥିଲେ ସେ ସବୁବେଳେ ନି୍ର୍ଭୟ ଗୁମରକଥା ସବୁବେଳେ ଦେଖନ୍ତି କିନ୍ତୁ ମୋତେ ଲାଗିଲା ସେ ମିଛ କହିଛନ୍ତି ।
ଜୟ ଶ୍ରୀ ଜଗନ୍ନାଥ ସ୍ବାମୀ 🅾️‼️🅾️🙏🏻🙏🏻🌹🙏🏻
ଜୟ ଜୟ ଶ୍ରୀ ଜଗନ୍ନାଥ ।
ଆଜ୍ଞା, ଅମଲା... ମାନେ ... ସିଏ କେବେ ମରିବେନି। ସରକାର ହାରୁ..., ଜିତୁ... ବଦଳୁ ସିଏ ମରିବେନି। ଆଉ ମୋହନ ଙ୍କ ଭଳି ଲୋକ ସରକାର ଥିଲେ, ସିଏ ମୁଷା ବିଷ ଟିକିଏ ବି ପକେଇ ବାକୁ ଡରିବେ।
ସମ୍ମାନଜନକ ରାଜ୍ୟପାଳ ପୁରସ୍କାର ନିର୍ବିବା ଦିୟ ବ୍ୟକ୍ତି ପାଇଲେ ଆଲୋଚନା ହୁଅନ୍ତା ନାହିଁ
Salute for your bravery journalism
ମୋହନ ସରକାର ଅନ୍ଧ ଭାବରେ ସ୍ୱୀକୃତି ନଦେଇ ଟିକେ ଦୟା କରି ପଢ଼ି ବିଚାରକରି ମତାମତ ଦିଅନ୍ତୁ ନଚେତ୍ ଫଳଭୋଗିବେ
ଦେଖିବାକୁ ଅପେକ୍ଷା ରହିଲା, କେବେ ବା କେଉଁ ସମୟରେ ତିଥି ବାର ନକ୍ଷତ୍ର ଦେଖି ବର୍ତ୍ତମାନର ସରକାର ପୂର୍ବ ସ୍ବାସ୍ଥ୍ୟ ମନ୍ତ୍ରୀ ନବକିଶୋର ଦାସଙ୍କ ତଥା କଥିତ ହତ୍ୟାକାରୀ ଗୋପାଳ ଦାସ ଏବଂ ତଦନ୍ତ କରି ଆଇନକୁ ତା'ବାଟରେ ଯିବାକୁ ସହଯୋଗ କରିଥିବା କ୍ରାଇମବ୍ରାଞ୍ଚ ଡିଜି ଶ୍ରୀଯୁକ୍ତ ଅରୁଣ ବୋଥ୍ରା ମହୋଦୟଙ୍କୁ ଭାରତର ମହାମହିମ ରାଷ୍ଟ୍ରପତି ମହୋଦୟାଙ୍କ ଦ୍ବାରା ପୁରଷ୍କୃତ କରୁଛନ୍ତି?
ଖାଲି ନିଜକୁ କହୁଛନ୍ତି ମୁଁ। ନର୍ଭୟ ରିପୋର୍ଟରେ
Sir
Ultimately kahibaku gale Pura bhul hebani, VK Pandian hi Mohan Government ku Operate karuchanti.
ଲଜ୍ୟା ଲଜ୍ୟ
ମୋହନା ଟା ଗୋବର ଗଣେଶ, ସମ୍ପୂର୍ଣ ଅକର୍ମା ଓଡିଶା ବାସି ଦେବେ ପାନେ ଯେମିତ ଦେଲେ ବିଜୁ ନନ୍ଦନ ନୀଳବର୍ଣ ଶୃଗାଳ କୁ l
Jay Maa Durgatinasini ❤
🎉🎉🎉🎉🎉🎉🎉ଏ ଥିରୁ ଯାହା ଜଣାପଡ଼ୁଛି ପଞ୍ଚାୟତ ନିର୍ବାଚନ ବେଳକୁ ଓଡ଼ିଶା ବାସୀ ବିଜେପି କୁ ମୂଳପୋଛ କରିଦେଵେ ମୋହନ ସରକାର ପ୍ରତି ଲୋକ ବିତୃଷ୍ନା
100%Right
ମାନ୍ୟବର ମୁଖ୍ୟମନ୍ତ୍ରୀ ନିଜେ ନିଜର ମତପୋଷଣ କରନ୍ତୁ, ଜୟେ ଜଗନ୍ନାଥ୍ ସ୍ୱାମୀ
ମନ୍ତ୍ରୀ ମାନେ ଗଣ ପ୍ରତିନିଧି ଆଉ ମନ୍ତ୍ରୀ ଅମଲା କୁ guide କରିବେ action of morality when executive in execution of work। ତେଣୁ ସବୁ ଆସି ଗଣ ଓ ଗଣ ପ୍ରତିନିଧି ମାନଙ୍କ ଠି ।ଅମଲା ମାଲିକ ହେଉଛନ୍ତି ଗଣ ଓ ଗଣ ପ୍ରତିନିଧି ଙ୍କ ସମ୍ପର୍କ ଠିକ୍ ନାହିଁ
ଆମ ସରକାରୀ କର୍ମଚାରୀ ମାନେ ସେମାନଙ୍କ ନିଜତ୍ବ ହରେଇ ସାରିଲେଣି। ଏହା ରାଜ୍ୟ ପାଇଁ ମହା ବିପଦ।
Bjp ଜଦି bjd ଭଳି ଅଫିସର ଙ୍କ କଥାରେ ଚାଲେ bjd ଦଶା ଭୋଗିବ 29ରେ
ତାର ପରିଣାମ ବି ଆଗାମୀ ପାନ୍ଚ ବର୍ଷ ପରେ
ନବୀନ ବାବୁ ଉତ୍ତର ଦାୟୀ
Sir apanka voice ama cm daily suniba darkar
ସବୁ ସତ ହେଲେ ବି ପାଣ୍ଡିଆନ ଥିବା ପର୍ଯ୍ୟନ୍ତ କିଛି ହେବ ନାହିଁ
ହଂସିତା ଖବର ନୀରବିଗଲା
ଅତ୍ୟନ୍ତ ବିଡ଼ମ୍ବନାର ବିଷୟ।
ରାଜ୍ୟପାଳ ପୋଲିସ ପଦକ ପ୍ରଦାନ
ସମ୍ମାନ ଚୟନରେ ଅବକ୍ଷୟ।
ସାତ ମାସରେ ସାତ ହାତ
ବିଜେପିର କେନ୍ଦ୍ରୀୟ ନେତୃବୃନ୍ଦଙ୍କୁ ଅନୁରୋଧ ଦୟାକରି ଓଡିଶା ମନ୍ତ୍ରିମଣ୍ଡଳ ଶୀଘ୍ର ସମ୍ପ୍ରସାରଣ କରାଇ ଜୟନାରାୟଣ ମିଶ୍ରଙ୍କୁ ସେଥିରେ ସାମିଲ କରାଇ ଗୃହ ବିଭାଗର ଦଇତ୍ୟ ଦିଆଯାଉ / ଯାହା ରାଜ୍ୟପାଇଁ ହିତକର ଓ ଦଳପାଇଁ ମଧ୍ୟ ହିତକର /
We can not blame previous govt for present work
ଆମର ପଶ୍ଚିମ ଓଡିଶାର ଭାଷାରେ ଗୁଟେ କଥା ଅଛେ ଯେନ୍ ରାଆଁଡି କେ ସେ ଦୁଃଖ୍। ଆରୁ ଘଏଁତା କରା କାଏଁ ସୁଖ୍। ଲୋକେ ସରକାର ପରିବର୍ତ୍ତନ କରି ବହୁତ୍ ବଡ ଭୁଲ୍ କରିଦେଲେ। କାରଣ ପୁର୍ବ ସରକାର ଶାସନ ଯେମିତି ଧାରାରେ ଚାଲିଥିଲା ବର୍ତ୍ତମାନ ସରକାର ମଧ୍ୟ ସେହି ଧାରାରେ ଚାଲୁଥିବା ଜଳଜଳ ହୋଇ ଦେଖାଯାଉଛି। ଏଇ ଦଳ ବିରୋଧୀ ଦଳରେ ଥିବା ସମୟରେ ଯେଉଁ ଅଫିସର ମାନଙ୍କ ବିରୁଦ୍ଧରେ ଅଭିଯୋଗ ଆଣି ଗର୍ଜନ କରୁଥିଲା ବର୍ତ୍ତମାନ ଶାସନ କୁ ଆସିବା ପରେ ଏଇ ଅଫିସର ମାନଙ୍କ ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରି ପୁରସ୍କୃତ କରୁଛି କାହିଁକି?
ମନ ମୋହନ ସିଂ ପ୍ରଧାନ ମନ୍ତ୍ରୀଙ୍କୁ ଭଗବାନ ମାଟି କଣ୍ଢେଇ ହିସାବରେ ଯେପରି ସିଂହାସନରେ ବସାଇଥିଲେ, ସେପରି ମୋହନ ମାଝୀଙ୍କୁ ମଧ୍ୟ ମୁଖ୍ୟ ମନ୍ତ୍ରୀ ହିସାବରେ ଜଗନ୍ନାଥ ବସାଇ ଛନ୍ତି।ନିଜ ଇଚ୍ଛାରେ କିଛି କରି ପାରିବେ ନାହିଁ। ଜୟ ଜଗନ୍ନାଥ।
ହୁଏତ ସେ isolated ହୋଇଥିବେ
ସାମ୍ବାଦିକ ମହାଶୟ ଆପଣ ଯଦି ମୁଖ୍ୟମନ୍ତ୍ରୀ ଆସନରେ ଥାଆନ୍ତେ ଆପଣ ମଧ୍ୟ ଏହି ପ୍ରକାର ନିଷ୍ପତ୍ତି ନେଇଥାନ୍ତେ ଯାହା ମୋହନ ମାଝି ନେଇଛନ୍ତି। କାରଣ ଯେଉଁ ସବୁ ସରକାରୀ ନିଷ୍ପତ୍ତି ମୁଖ୍ୟମନ୍ତ୍ରୀ ନିଅନ୍ତି ସବୁ ସରକାରୀ ନଥି ରେ ଯାହା ଅମଲାତନ୍ତ୍ରୀ ମାନଙ୍କ ଦ୍ଵାରା ମୁଖ୍ୟମନ୍ତ୍ରୀ ପାଖରେ ପେଶ କରାଯାଇଥାଏ ।ନଥିରେ ପ୍ରଦାନ କରାଯାଇ ଦିଆଯାଇଥିବା ତଥ୍ୟ ଏବଂ ପ୍ରସ୍ତାବ ଭିତ୍ତିରେ ମୁଖ୍ୟମନ୍ତ୍ରୀ ନିଷ୍ପତ୍ତି ନିଅନ୍ତି ଏବଂ ଏକପ୍ରକାର ବାଧ୍ୟ କାରଣ ଆପଣ ଦର୍ଶକ ମାନଙ୍କୁ ଦେଖେଉଥିବା ଦସ୍ତାବିଜ ସବୁ ନଥିରେ ସମ୍ମିଳିତ ନାହିଁ ।ଜଣେ ମଣିଷ ମୁଖ୍ୟମନ୍ତ୍ରୀ ହିସାବରେ କୋୖଣସି ନିଷ୍ପତ୍ତି ନେଲାବେଳେ ତାଙ୍କର ସ୍ମୃତି ଶକ୍ତି କମ୍ପ୍ୟୁଟର ଭଳି କାମକରନି ଅତୀତରେ କିଏ କେଉଁ ଦୁଷ୍କର୍ମ ରେ ଜଡିତ । ଯାହା ନଥି ଲେଖା ତାକୁ ହିଁ ଆଖି ଆଗରେ ରଖି ନିଷ୍ପତ୍ତି ହୁଏ।ଯଦି ତଳ ଅଫିସର ବର୍ଗ ସତ୍ୟ କୁ ଚାପି ଦେଇ କାହା ସପକ୍ଷରେ ଭଲ ମନ୍ତବ୍ୟ ଦେଇଥିବେ ତାହେଲେ ମୁଖ୍ୟମନ୍ତ୍ରୀ ନାଚାର।
ଅରୁଣ ଵୋଥରା ନୁହେଁ ଅରୁଣ ଥୋଵରା ବୋଲି କୁହନ୍ତୁ।
ତେଵେ ରାଜ୍ୟପାଳ ପଦକ ପାଇଁ ଏହା ବିଜେପି ସରକାରଙ୍କର ମସ୍ତବଡ ଭୁଲ
You are 100 💯🎉❤🎉❤😂
ସାର୍ ନିର୍ବାଚନ ରେ ସହଯୋଗ କରିଥିବାରୁ ପୁରସ୍କାର ସ୍ୱରୂପ ରାଜ୍ୟପାଳ ପଦକ ଦିଆଯାଉଛି କିଏ ଦୁଇ ଜଣଙ୍କୁ ମନୋନୀତ କରିଥିବେ ଆପଣ ଡି କୋଚିଙ୍ଗ କରିବେ ପ୍ରଣାମ
ଏ ଶଳା ମୋହନ ମାଝି ଗୋଟାଏ ମୁର୍ଖ। ତାକୁ କିଛି ଜଣା ନାହିଁ।
Home department ଦେବା କଥା କିନ୍ତୁ with proper mention of achievements
ମୋହନ ସରକାର ଗୋଟେ ଅଯୋଗ୍ୟ ସରକାର ତାହା ଆପଣଙ୍କର ତଥ୍ୟରୁ ଜଣାଯାଏ
କ୍ଷୀରରେ ଖଣ୍ଡରେ ମୋହିଲେ ନିମ୍ବ କି ମଧୁର ହୋଇବ, ଯେତେପରକାର ବୁଝାଇ ବୋଳିଲେ ପାଣ୍ଡିଆ ପନ୍ଥୀ କି ଆପଣା ହୋଇବ
.
A sarakar badaliba
ଭା ଜ ପା ଭିତରେ ରହି ମେଣ୍ଟ ପ୍ରସ୍ତାବ ରେ ସହମତ ଥିବା ନେତୃତ୍ୱ ଙ୍କ ସମଝୋତାରେ ବର୍ତ୍ତମାନ ମୋହନ ସରକାର ଚାଲିଛି......
ତା ନହେଲେ ଏମିତି କାମହୁଅନ୍ତା ନାହିଁ।