ସେବେ ଶ୍ରୀକାନ୍ତ ଜେନା ବିଜୁବାବୁଙ୍କୁ Who Are You କହିବା କଥା କେତେ ସତ କେତେ ମିଛ ? ପ୍ରତିକ୍ରିୟା ରଖିଲେ ଦାମ ରାଉତ

Поділитися
Вставка
  • Опубліковано 29 вер 2024
  • ସେବେ ଶ୍ରୀକାନ୍ତ ଜେନା ପ୍ରବାଦ ପୁରୁଷ ବିଜୁବାବୁଙ୍କୁ Who Are You କହିବା କଥା କେତେ ସତ କେତେ ମିଛ ? ପ୍ରତିକ୍ରିୟା ରଖିଲେ ଦାମ ରାଉତ
    #BijuPattnaik #ShrikantJena #DamaRout #Sunstartv
    ★★★
    SunstarTV Odia is one of the Odisha's leading 24x7 IP Tv channel covering the latest news , current affairs , Entertainment .
    ★★★
    SunstarTV pioneers the raga of revolution in Odisha. We promise to become the voice of voiceless marginalized. The truth will prevail and we will make it happen. Not just some vague assurances, we will fight alongside you till the justice is triumphed. SunstarTV is driven by the altruistic aim to catalyze the process of participatory and citizen centric development. Help us bolster the foundation of Odisha, we all have dreamt of. Stay tuned with us to experience the journey towards the future.
    ★★★
    “ସନ୍ ଷ୍ଟାର ଟିଭି” ଓଡ଼ିଶାର ସର୍ବଶ୍ରେଷ୍ଠ IP ଟିଭି ଚ୍ୟାନେଲ୍, ଯାହା ସଦା ସର୍ବଦା ସମସ୍ୟାଭିତ୍ତିକ ତଥ୍ୟକୁ ଗୁରୁତ୍ୱ ଦେବା ସହ ତୃଣମୂଳ ସ୍ତରର ସମସ୍ତ ସମସ୍ୟାର ସମାଧାନ ପାଇଁ ଲଢ଼ିବ। କେବଳ ପ୍ରତିଶୃତି ନୁହେଁ କାମରେ କରି ଦେଖାଏ “ସନ୍ ଷ୍ଟାର ଟିଭି”| ସାଧାରଣ ଲୋକର ହକ୍ ଓ ଅଧିକାର ପାଇଁ ସ୍ୱର ଉଠାଇବା ସହ ଦୁର୍ନୀତିର ପର୍ଦ୍ଦାଫାସ ମଧ୍ୟ କରିବ।
    ★★★
    “ସନ୍ ଷ୍ଟାର ଟିଭି” ସହିତ ଯୋଡ଼ି ହେବା ପାଇଁ ଆମ ୟୁଟ୍ୟୁବ ଚ୍ୟାନେଲ୍ ସବସ୍କ୍ରାଇବ୍ କରନ୍ତୁ, ଭିଡିଓକୁ ଲାଇକ୍ କରିବା ସହିତ ନିଜ ପ୍ରିୟଜନଙ୍କ ସହ ସେୟାର କରନ୍ତୁ। ନୂଆ ନୂଆ ଭିଡିଓ ସଂପର୍କରେ ନୋଟିଫିକେସନ୍ ପାଇବା ପାଇଁ ବେଲ୍ ଆଇକନକୁ ଦବାଇବାକୁ ଭୁଲନ୍ତୁ ନାହିଁ।
    ★★★
    SUBSCRIBE NOW !!!
    ➠Visit Our Website: sunstartv.com/
    ➠News in Odia: sunstartv.com/...
    ➠UA-cam: / sunstartvodia
    ➠Facebook: / sunstartvodia
    ➠Twitter: / sunstartvodia
    ➠Instagram: / sunstartvodia
    ★★★
    #Sunstartv

КОМЕНТАРІ • 20

  • @pitabashpadhy329
    @pitabashpadhy329 2 роки тому +1

    ନିଜେ କ୍ଷମତା ଉପଭୋଗ କରିବା ପାଇଁ ଓଡ଼ିଶାର ଅପୂରଣୀୟ କ୍ଷତି କରିଥବା ବ୍ଯକ୍ତିତ୍ବ ହେଉଛନ୍ତି ଶ୍ରୀକାନ୍ତ ଜେନା। ଓବିସି କୋଟାରେ ତାଙ୍କୁ ଓଡ଼ିଶାର ମୂଖ୍ଯମନ୍ତ୍ରୀ କରିଦେଲେ ସେ ହୁଏତ ଖୁସି ହେବେ। ନିଜେ (ସ୍ବାଧୀନ ଭାବେ)ସରପଞ୍ଚ ନିର୍ବାଚିତ ହୋଇ ତାଙ୍କ ପାଣ୍ଡିତ୍ୟ ଓ ରାଜନୈତିକ ପରିପକ୍ୱତା ପ୍ରମାଣିତ କରାନ୍ତୁ। ଚକ୍ରାନ୍ତ ଜେନା ନାମକରଣ ଯିଏବି କରିଛି ଭାବିଚିନ୍ତି କରିଛି।

  • @PrakashKumar-hc4eu
    @PrakashKumar-hc4eu 2 роки тому +1

    Mr raout chutia. Mr jena right. Examine. Jena congress ru out or raout bjd ru out "but 2022 re bjd rally re buluthila ???

  • @trilochanmohanty5915
    @trilochanmohanty5915 2 роки тому

    ନିଖିଳ ଉତ୍କଳ ଛାତ୍ର ଇଉନିୟନର ସଭାପତି ଥିଲେ ଶ୍ରୀଯୁକ୍ତ ନରେନ୍ଦ୍ର ପ୍ରଧାନ। ତାଙ୍କ ନେତୃତ୍ଵରେ ଶ୍ରୀକାନ୍ତ ଜେନା , ନଳିନୀ ମହାନ୍ତି ଓ ଉମେଶ ସ୍ବାଇଁ ପ୍ରଭୃତି କାମ କରୁଥିଲେ । ଯୁବ ବାହିନୀର ମୂଖ୍ୟ ଭାବେ ନରେନ୍ଦ୍ର ପ୍ରଧାନ କାର୍ଯ୍ୟ କରୁଥିଲେ ।1977 ରେ ଜନତା ପାର୍ଟିର ବିଜୟ ପରେ ଶ୍ରୀଯୁକ୍ତ ନରେନ୍ଦ୍ର ପ୍ରଧାନ ଓଡ଼ିଶା ଯୁବ ଜନତା ପାର୍ଟିର ସଭାପତି ଭାବେ ଅଧିଷ୍ଠିତ ହୋଇଥିଲେ । ଏଣୁ ଶ୍ରୀଯୁକ୍ତ ନରେନ୍ଦ୍ର ପ୍ରଧାନ ଥିଲେ ବିଜୁବାବୁଙ୍କର ଯୁବ ବାହିନୀର ମୂଖ୍ୟ । ଦାମ ବାବୁ ବାସ୍ତବ ତଥ୍ୟ ଉପସ୍ଥାପନ କରନ୍ତୁ ।

  • @srisaidesignvastu9209
    @srisaidesignvastu9209 2 роки тому

    ଏ ଲୋକର ନିଜତ୍ବ ନାହିଁ । ସତ କଥା ପାଇଁ ଏ ଡରୁଛନ୍ତି ।

  • @santoshdas2741
    @santoshdas2741 2 роки тому

    DAMA.BABU.TAME.JAHA.KAHUCHA.KICHISATA.KICHI.MICHA.TAMAKATHA.BARATMANE.PAGALAPARI.LAGUCHI.NAHELE.TAME.BJD.CHADI.BJP.KANPAYE.JAYETHILA..SEMANE.TAMAKU.JANIPARILE.TAME.PARIBATAN.HELA.AGAKU.PARADEEP.TMARA.KANHUCHI.TAME.DEKHIBAKU.CHATKARA.LOKE.TAMA.KATHASUNIBAU.CHAHUNAHANTI.

  • @santoshdas2741
    @santoshdas2741 2 роки тому

    JEYOU.MANE.DAMA.BABURA.KATHA.JANASADHARANKU.KAHUCHANTI.DAMABABU.MOBLE.NO.DIANTU.KETE.JANASADHARAN.DAMABABU.KU.PASADA.KARUCHANTI.PHON.NO.DELE.JANI.PARIBA.LOKE.SDHA
    DAMABABU.SANGARE.KSTHA.HEBE.APANA.JANIPARIBE.DAMABABU.KATHARE.DAM.ABE.ODISARE.KETEACHI.

  • @gyandaspattanaik5160
    @gyandaspattanaik5160 6 місяців тому

    Mr Jena has betrayed BIJU Babu therefore he can not be trusted in odisha politics
    .

  • @prasantkumarsahoo1054
    @prasantkumarsahoo1054 2 роки тому

    Dama aja biju babu Odisha ku madua karithiley,pua gharey gharey dokan kaleye ,Odisha rey ki unanti hoichi adhyamikta boli hajigala biju family dharma kn Odisha ru safh karideley ebeye bapa pua bashiki mada piuchanti all family rey ki devlop hoichi knehi devlop

  • @mukeshbahidar3841
    @mukeshbahidar3841 2 роки тому +1

    Absolutely right Mr rout.your memory is still available.

  • @ashoknanda1170
    @ashoknanda1170 2 роки тому

    Parbat Purusha Biju Babu
    Khali Odisha Nuha Biswa
    Jana Nayak 🙏🙏🙏🙏🙏🙏

  • @susantasahu5624
    @susantasahu5624 2 роки тому

    କେତେ କଥା ମନେ ରଖିଛ ହୋ।

  • @prakashharichandan4528
    @prakashharichandan4528 2 роки тому +1

    Strong leader

  • @prasantkumarsahoo1054
    @prasantkumarsahoo1054 2 роки тому

    Biju,biren,srikant,ey sabu godetye gotye bada bada chora ,nasta

  • @chittaranjanpandey6404
    @chittaranjanpandey6404 2 роки тому

    Legal or illgegal ,au apana?

  • @simanchalaswain5809
    @simanchalaswain5809 2 роки тому

    Dama Babu Jahaa kahuchhanti Niraata satya, kintu, Aau jane Biju Babu nka Nikatatra nka Nama Chhadidele Say heuchhanti Ashoka Das,(Aau jane Gelha Pua Dilip Raya)

  • @arabindmohapatra9685
    @arabindmohapatra9685 2 роки тому

    I think what Dama babu says about Srikant babu is true.

  • @milanpatra598
    @milanpatra598 2 роки тому

    Right

  • @khirodmohanty3629
    @khirodmohanty3629 2 роки тому

    Sri Kanta Jena is a notorious man of Odisha & he was not obedient child of Biju Baboo.

    • @laxmidharsrichandan9184
      @laxmidharsrichandan9184 2 роки тому +1

      Srikant Jena is strong voice of OBC fraternity that why You Karan cast people are strongly opposing to him. It is because of so called legend Biju Patnaik OBC reservation could not implemented in Odisha in letter and spirit. The most shocking and galling fact is that.the Karan cast population which just contain below five percent population is still ruling over the State.