Babu muthe bhika dia Title Castinng song - Full Title song by Budu and Minu Sahasapur Jatra Dhamaka

Поділитися
Вставка

КОМЕНТАРІ • 2,5 тис.

  • @jyotiranjanbhoi2655
    @jyotiranjanbhoi2655 3 місяці тому +175

    ବହୁତ ସୁନ୍ଦର କଣ୍ଠ❤❤
    କିଏ କିଏ ୨୦୨୪ ରେ ଦେଖୁଛ ଲାଇକ କର ❤❤

  • @jpatracreation6364
    @jpatracreation6364 Рік тому +38

    ଯାତ୍ରା ଗୀତଗୁଡ଼ା ଏବେ ବହୁତ ଭଲ ଲାଗୁଛି ଧନ୍ୟବାଦ ଭାଇ ଓ ଭଉଣୀ

  • @mitubiswal9973
    @mitubiswal9973 Рік тому +76

    ଭାଇ ... ଏହି ଠାରେ ଉପସ୍ଥିତ ଥିବା ସମସ୍ତ ସଙ୍ଗୀତ ବାଦକ,ସାଧକ,ଆଉ ସ୍ୱର ସଂଯୋଜନା କରିଥିବା ଉଭୟେ ସମସ୍ତେ ଅତି ନିପୁଣ ଶିଳ୍ପୀ... ସଙ୍ଗୀତ ର ଜlଦୁଗରି ଶିଳ୍ପୀ... ସମସ୍ତଙ୍କୁ ହୃଦୟରୁ ଭୂୟସୀ ପ୍ରଶଂସା ମୋ ତରଫରୁ....🙏🌷🌺🌹🌿

  • @user-ot5rm4kd9p
    @user-ot5rm4kd9p Місяць тому +3

    ଭାଇ ଭ‌‌‍‍ଉଣି ମୋର କଣ ଗାଇଲେ ମ ତା ପାଇଁ ଗୋଟିଏ। ଲାଇକ୍ କର ତନ୍ତୁ

  • @trinatharteducation881
    @trinatharteducation881 Рік тому +220

    ଆଜିବି ଓଡ଼ିଶା ଏହିଭଳି ମର୍ମ ତାତ୍ୱିକ ଗୀତକୁ ଚାତକ ପରି ଚାହିଁ ରହିଛି.
    ଅତି ସୁନ୍ଦର ❤️

    • @manoranjanpradhan4008
      @manoranjanpradhan4008 Рік тому +5

      Bhai thik kahicha

    • @alokbadatya7863
      @alokbadatya7863 Рік тому +2

      I like dis

    • @kajalpradhan2438
      @kajalpradhan2438 Рік тому +3

      Beautiful song❤️❤️

    • @bimalapradhan8121
      @bimalapradhan8121 8 місяців тому

      ​@@manoranjanpradhan40081p

    • @JatraDhamaka
      @JatraDhamaka  7 місяців тому +2

      ua-cam.com/video/IMcXi4KaivI/v-deo.htmlsi=OnSyrP_HOIgcXuMM
      ଭୋଳାସିଙ୍ଗି , ଚିକିଟୀ Full Jatra
      "ଅଧା ରାତିର ସାଥି" ତୁଳସୀ ଗଣନାଟ୍ୟ
      ରଚନା - ୟୁନିକ୍ ପ୍ରଦୀପ ବେହେରା
      ନିର୍ଦ୍ଦେଶନା - ଶ୍ରୀ କୁରେଶୁ ସାହୁ (ଚାନ୍ଦପୁର)

  • @nadekhlardukanbarpadar4588
    @nadekhlardukanbarpadar4588 Рік тому +47

    ବହୁତ ସୁନ୍ଦର ଗାଉଛ ଭାଇ 🎉 ଫୁନ୍ ନମ୍ବର ଟିକେ ମିଲନ୍ତା କି🙏

  • @deepakmohapatradeepakmohap190
    @deepakmohapatradeepakmohap190 9 місяців тому +12

    ସମସ୍ତି କ ସହଯୋଗ ଏକା ଥୀବାରୁ ଗିତ ଟି ଅତି ସୁନ୍ଦର ହେଇଚି ସତରେ ହୃଦୟକୁ ଛୁଇଁ ଯାଇଚି ପ୍ରଭୁ ଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା କରୁଛି ସେ ଗୀତ ଗାଇଥୀବା ଭାଇ ଆଉ
    ଭଉଣୀ ଏବଂ ତାଙ୍କ ଟିମ୍ ସଦା ସର୍ବଦା ଏକତା ଥାଉ ଆହୁରି ଆଗକୁ ବଢନ୍ତୁ

  • @balarampradhan8777
    @balarampradhan8777 Рік тому +10

    ବହୁତ ସୁନ୍ଦର ଗୀତ ମନ କୁ ଛୁଇଁ ଗଲା ପରି song 🎶🎶 bro and didi super 👌👌👌🥰🥰🥰

  • @jibardhandansana409
    @jibardhandansana409 Рік тому +58

    ସତରେ ଭାଇ ବହୁତ୍ ଭଲ କଣ୍ଠ ସ୍ୱର l ସଙ୍ଗୀତର ପରିଚାଳନା ବି ବହୁତ୍ ଭଲ ହୋଇଛି ।।

  • @Jitu22488
    @Jitu22488 Рік тому +118

    ଭାଇରଲ ହେଲା ସଂଗୀତ, ଅତି ସୁନ୍ଦର ମନକୁ ଛୁଇଁଲା

  • @m.padmanav3914
    @m.padmanav3914 Рік тому +163

    ଏଇଟା ହେଲା ପ୍ରକୃତ କଳା।ପ୍ରକୃତ ସଂଗୀତ।🥰🥰🥰♥️♥️♥️

  • @sambit5772
    @sambit5772 Рік тому +9

    ଭାଇ ଅତି ସୁନ୍ଦର ଗୀତ❤

  • @AmaOdishaSanskruti
    @AmaOdishaSanskruti Рік тому +28

    ବହୁତ୍ ସୁନ୍ଦର୍ ପରିବେଷଣ 👌👌

  • @nakulacharansethi7988
    @nakulacharansethi7988 Рік тому +142

    ବହୁତ ସୁନ୍ଦର୍ ଗାଇ ଥିବାରୁ ଧନ୍ୟବାଦ । ହୃଦୟକୁ ଛୁଇଁ ଗଲା ।

    • @iswarrana4105
      @iswarrana4105 Рік тому +2

      ବହୁତ ସୁନ୍ଦର ଗିତ ଗାଇ ଥିବାରୁ ଧନ୍ୟବାଦ ଭାଇ ତମକୁ ଧନ୍ୟବାଦ ଭଲ ଲାଗୁଛି ତେବେ ମୁଁ ଏ ଗିତକୁ ସୁଣିଛି

    • @kishoredamu
      @kishoredamu Рік тому +1

      WWE SW was d

    • @anantadas7344
      @anantadas7344 Рік тому

      Khub sundar dhanyabad❤

  • @anscreation6842
    @anscreation6842 11 місяців тому +10

    I love this Song So Much 'love From Nabarangpur ❤🎉😊😊❤❤❤❤

  • @GobindHarpal12
    @GobindHarpal12 10 днів тому +1

    ଅତି ସୁନ୍ଦର ଦୁଇଟି କଣ୍ଟ ସୁଳ୍ପୁ ଜୀବନ ଶାନ୍ତି ମିଳିଗଲା 😂😂😂

  • @gobindachhotaray2622
    @gobindachhotaray2622 Рік тому +68

    ଧନ୍ୟବାଦ୍ ଦେବୀ ସଙ୍ଗୀତ କାର ମହାଶୟ ଙ୍କୁ ଅତି ସୁନ୍ଦର୍ ଭାବେ ଗିତଟିକୁ ସଜାଇ ଥିବାରୁ, ମୁଁ ଜଣେ ଛୋଟ ଭଜନ କଳାକାର ହିସାବରେ ଗୀତିକାର, ସଙ୍ଗୀତ କାର ଏଵଂ ଗାୟକ ଗାୟିକା ସମସ୍ତଙ୍କୁ ହୃଦୟରୁ ଶୁଭେଛା ଓ ଶୁଭ କାମନା , ବେଶ୍ ହୃଦୟ ସ୍ପର୍ଶି, ଜୟ ଜଗନ୍ନାଥ

  • @Sikhyabharati
    @Sikhyabharati Рік тому +131

    ଆକ୍ଷିରେ ଲୁହ ଆସିଗଲା, ବହୁତ ଧନ୍ୟବାଦ ଏମିତି ଗୀତଟିଏ ପାଇଁ 🙏

  • @rajeshsahu1385
    @rajeshsahu1385 Рік тому +9

    ବହୁତ ସୁନ୍ଦର ଗିତ 🎉🎉❤❤ଆସିବ ଆମଗାଆକୁବଲାଗିର

  • @lopalipsanpr9261
    @lopalipsanpr9261 Рік тому +2

    ଅତି ସୁନ୍ଦର ଗୀତ ମନକୁ ଛୁଇଁଲି ଭଳି ଗୀତ ଓ ଲେଖା super song mind-blowing

  • @mahantakumar7306
    @mahantakumar7306 Рік тому +8

    ଭାଇ ବହୁତ ସୁନ୍ଦର ଗୀତ 🙏🙏🙏

  • @jayanttechhelp
    @jayanttechhelp Рік тому +14

    mAi ab tak 67 bar suna hu yeh song ...mind blyng.i like this song

  • @suchentakri9223
    @suchentakri9223 9 місяців тому +8

    ବହୁତ ମନଛୁଆଁ ଅତି ସୁନ୍ଦର ଗୀତ 🌹🌹🌹🌹🙏🙏🙏🙏

  • @chinusingh5369
    @chinusingh5369 10 місяців тому +7

    ❤🎉🎉 ଗୀତ ରଚନା ଏବଂ ଲେଖକ ବହୁତ ଭଲ🎉🎉🎉🎉 ହୋଇଛି ଓ ଗାୟକ ଗାୟିକା ଭଲ ଭାବରେ ଗାଇ ଛନ୍ତି❤❤❤❤

  • @akashayajena2692
    @akashayajena2692 Рік тому +73

    ଦୁଇ ଜଣଙ୍କୁ ହୃଦୟରୁ ଧନ୍ୟବାଦ 🌹🌹

  • @debendrakathar625
    @debendrakathar625 Рік тому +10

    Beautiful voice ...and heart touching song👍👍👍

  • @user-fm2gi7yt6g
    @user-fm2gi7yt6g 2 дні тому

    ବୁଡୁ ,ମିନୁ ଯାତ୍ରା ଜଗତ ପାଇଁ ସବୁଠୁ ଭଲ ସିଙ୍ଗର

  • @DayanidhiSabar-mm4kg
    @DayanidhiSabar-mm4kg 2 місяці тому +2

    ବହୁତ ସୁନ୍ଦର ଗୀତ ଗାଇଛନ୍ତି ଭାଇ ମୋ ମନକୁ ଛୁଇଁଲା

  • @mrutunjayagamango7387
    @mrutunjayagamango7387 Рік тому +65

    This song touched my heart... How old is this but new for me for every moment... Really you defined all about what is life.

  • @itsforu6077
    @itsforu6077 Рік тому +56

    ଗୀତଟି ପୁରା ହୃଦୟକୁ ❤ଛୁଇଁଗଲା 🙏ହୃଦୟରୁ ଅଶେଷ ଧନ୍ୟବାଦ🙏🙏

  • @prajendrareddy8836
    @prajendrareddy8836 Рік тому +23

    ହୃଦୟକୁ ଛୁଇଁ ଗଲା ❤❤❤ପରି ଗୀତଟିଏ ❤❤❤❤❤❤❤❤❤❤❤❤❤❤

  • @mrraja7889
    @mrraja7889 Рік тому +182

    ଭାଈ ଅତି ସୁନ୍ଦର୍ କଣ୍ଠଦାନ କରି ଛନ୍ତି ମନ କୁ ପୁରା ଝୁମେଇ ଦେଲା ଭାଇ ❤❤❤❤

  • @bishwaranjanmoharana2086
    @bishwaranjanmoharana2086 Рік тому +7

    ସବୁଠୁ ଭଲ ଯାତ୍ରା ଗୀତ

    • @JatraDhamaka
      @JatraDhamaka  Рік тому +3

      ବହୁତ ବହୁତ ଧନ୍ୟବାଦ
      ନିଜେ ଶୁଣନ୍ତୁ ଏବଂ Whatsup , Facebook, Instagram ରେ share କରି ଅନ୍ୟକୁ ଶୁଣାନ୍ତୁ ।

  • @jagabandhu686
    @jagabandhu686 Рік тому +127

    ଗୀତ ସାଙ୍ଗ କୁ ଦୁଇଜଣ ଙ୍କର କଣ୍ଠସ୍ବର ବହୁତ ବଢିଆ ଲାଗିଲା👌👌

  • @sailendranathkar3515
    @sailendranathkar3515 2 місяці тому +1

    ଗୀତ ସାଙ୍ଗରେ ମ୍ୟୁଜିକ ଟା ମଧ୍ୟ ଖୁବ୍ ସୁନ୍ଦର ହେଇଛି । କଳାକାର ଙ୍କୁ ଅଶେଷ ଧନ୍ୟବାଦ୍

  • @padhiyumasnakar1207
    @padhiyumasnakar1207 28 днів тому +1

    VaryNice. Songhey
    All kolakarko
    Bahut Bahut-Thanks
    JoyJaganatha

  • @odiainstantlearning2242
    @odiainstantlearning2242 Рік тому +4

    ହୃଦୟ ଟା ଥରେ ,ଜଳିଗଲା ପରେ...Oops what a patch👌👌

  • @satyakampanda6782
    @satyakampanda6782 Рік тому +11

    Compose is very beautiful fantastic.singing also absolutely right,Music is very nice

  • @TLSHORT6698
    @TLSHORT6698 11 місяців тому +8

    ସତରେ ଭାଇ ଆଖିରୁ ଲୋହ ଆସିଗଲା ବହୁତ ସୁନ୍ଦର ଗାଇଲ Music outstanding ... ❤ both are sweet voice. .. Beautiful song ❤❤.....

    • @JatraDhamaka
      @JatraDhamaka  11 місяців тому +1

      Thank you brother for your valuable comment.
      Please share this video in what's up to your Friends circle for more views.

  • @sanusing2134
    @sanusing2134 18 днів тому

    ମୁଁ ଏ ଗୀତ କୁ 100 ଥର ଶୁଣୀ ସାରିଲିଣୀ ଓତି ସୁନ୍ଦର୍ ଗୀତ

  • @bapu3052
    @bapu3052 Рік тому +3

    ବହୁତୁ ସୁନ୍ଦର Lyrics and very nice voice

  • @mkmmallick1355
    @mkmmallick1355 Рік тому +71

    ଏଇ ଗୀତକୁ ଥରେ ଶୁଣିଲା ପରେ ସବୁ ଦିନ ସଂଧିଆ ରେ ସୁଣୁଚି ଭାଇ ଭଉଣୀଙ୍କୁ ଧନ୍ୟବାଦ୍

    • @JatraDhamaka
      @JatraDhamaka  Рік тому +1

      ବହୁତ ବହୁତ ଧନ୍ୟବାଦ
      ଶୁଣନ୍ତୁ ଏବଂ share କରି ଅନ୍ୟକୁ ଶୁଣାନ୍ତୁ

    • @nareshsamal6674
      @nareshsamal6674 5 місяців тому

      ​@@JatraDhamakaa

    • @rdxranjan3066
      @rdxranjan3066 5 місяців тому

      ​@JatraDhamaka

    • @asishdash12345
      @asishdash12345 5 місяців тому

      ​@@nareshsamal6674aazz3esdssss

    • @budhiramsethy1997
      @budhiramsethy1997 5 місяців тому

      Hii To
      ​@@JatraDhamaka

  • @Anilkumar-zz5ds
    @Anilkumar-zz5ds 7 місяців тому +1

    Super Hits song recording lajawab yar anil kumar Chhattisgarh love you

  • @bipinbehera2665
    @bipinbehera2665 Рік тому +68

    the music is awesome!! and singer too.. I never heard such a nice voice and music..In last two weeks, I have heard this song almost 200 times

  • @OMMMusicTV
    @OMMMusicTV Рік тому +18

    I watched it for 1k time....realy good.....
    It's better than the original...

  • @bijaymantri8586
    @bijaymantri8586 Рік тому +41

    Both singer are fantastic,,, very nice congratulation to both of you,,,, pray to God and wish for your brighter future in this singing line

  • @rajibkumarparida6
    @rajibkumarparida6 10 місяців тому +17

    Mp3 should be published......nice voice ❤

  • @ajaysahoo4604
    @ajaysahoo4604 Рік тому +1

    ଗୀତ ଅତିସୁନ୍ଦର ହେଇଚି ମନକୁ ଛୁଇଁ ଗଲା

  • @amiyaganeshmishra2454
    @amiyaganeshmishra2454 Рік тому +15

    Most talented male singer

  • @tapasbarik121
    @tapasbarik121 Рік тому +86

    ବହୁତ ସୁନ୍ଦର ଗୀତ !! ଗାୟକ, ଗାୟିକା ଏବଂ ସମସ୍ତ ସଂଗୀତ ପରିଚାଳନା ର କର୍ମକର୍ତା ଙ୍କୁ ଧନ୍ୟବାଦ

  • @prajendrareddy8836
    @prajendrareddy8836 Рік тому +4

    ବହୁତ୍ ସୁନ୍ଦର ❤❤❤❤

  • @MangalPandey-bc6lt
    @MangalPandey-bc6lt 10 місяців тому +2

    ଏ ଗୀତ ମନ ଛୁଇଁ ଦେଲା ❤❤❤

  • @_milu_creation
    @_milu_creation Рік тому +8

    ମତେ କନ୍ଦେଇ ଦେଲ ଭାଇ ଗୀତଟା ବୋଲିକି 😭

  • @sanjibroji
    @sanjibroji Рік тому +43

    Both singers are amazing and also a great sound track........🔊

  • @sksahoo10
    @sksahoo10 11 місяців тому +2

    ଯାତ୍ରା ଦେଖିଲେ ମୋତେ ଆମ କଳା ଓ ସଂସ୍କୃତି ବଞ୍ଚିଥିଲା ପରି ଲାଗେ ।

  • @manojkumarnaik1316
    @manojkumarnaik1316 Рік тому +3

    ଅତ୍ୟନ୍ତ ହୃୟସ୍ପର୍ଶୀ ❤❤❤

  • @biswaranjan1999
    @biswaranjan1999 Рік тому +139

    ଅତି ସୁନ୍ଦର ଭାଇ ଆଉ ଭଉଣୀ ଗାଉଛନ୍ତି ମହାବାହୁ ତୁମକୁ ଖୁସି ରେ ରଖନ୍ତୁ

  • @MUKANTIODIAJIA365
    @MUKANTIODIAJIA365 Рік тому +6

    Nice voice 😊🙂🙂 bro 🙂🙂 you are lenient singar

  • @ManojDas-rm4cs
    @ManojDas-rm4cs 19 днів тому

    ଏଇ ଗୀତ ମୋ ମନକୁ ଛୁଇଁ ଗଲା... ମୋ ଜୀବନ ରେ ଏମିତି ଘଟିଛି 😢😢😢😢😢

  • @dayanidhisahu4163
    @dayanidhisahu4163 8 місяців тому

    Mind blowing...... History
    ହୃଦୟ କୁ ଛୁଇଁଗଲା

  • @raghunathmallick6354
    @raghunathmallick6354 Рік тому +18

    ବହୁତ ସୁନ୍ଦର ଗୀତ ଗାୟକ ଓ ଗାୟିକା ଏବଂ ସମସ୍ତ ସଂଗୀତ ପରିଚାଳନାର କର୍ମକର୍ତ୍ତାଙ୍କୁ ଧନ୍ୟବାଦ

  • @muireganja
    @muireganja Рік тому +6

    ବହୁତ ସୁନ୍ଦର voice

  • @user-hv8oj9om3w
    @user-hv8oj9om3w 28 днів тому

    Very beautiful song ମୋ ମନକୁ ଛୁଇଁଲା 😊😊😊😊😊

  • @thegaganbihari1265
    @thegaganbihari1265 10 місяців тому +22

    ବହୁତ ସୁନ୍ଦର ଗୀତ ହୃଦୟକୁ ଛୁଇଁ ଗଲା ଭାଇ ଭଉଣୀ ବହୁତ ସୁନ୍ଦର ଗୀତ ଗାଉଛି thanks Bhai bhauni ❤❤❤,😀😀😀

    • @nitishpradhan2550
      @nitishpradhan2550 8 місяців тому

      Q

    • @JatraDhamaka
      @JatraDhamaka  6 місяців тому +1

      ଆପଣଙ୍କୁ ଯାତ୍ରା ଧମାକା ପରିବାର ତରଫରୁ ବହୁତ ବହୁତ ଧନ୍ୟବାଦ । ଆପଣଙ୍କ ମତାମତ ଆମକୁ ଆଗକୁ ବଢ଼ିବାକୁ ପ୍ରେରଣା ଯୋଗାଇବ । ଆମର ଯାତ୍ରା ଧମାକା Channel ରେ Upload ହେଉଥିବା ପ୍ରତ୍ୟେକ ଭିଡ଼ିଓ ଦେଖନ୍ତୁ ଏବଂ ଆମକୁ ଉତ୍ସାହିତ କଲାଭଳି ନିଜର ସୁଚିନ୍ତିତ ମତାମତ ଦିଅନ୍ତୁ । ଧନ୍ୟବାଦ ।
      ଜୟ ଜଗନ୍ନାଥ

    • @SanjeetRajput-ms5hd
      @SanjeetRajput-ms5hd 6 місяців тому

      Vari nice song ❤❤❤

    • @user-qj5lq2xs1k
      @user-qj5lq2xs1k 2 місяці тому

      A

  • @harekrushnapal5460
    @harekrushnapal5460 Рік тому +4

    What a sweet voice. Excellent singar bhai & musician also. Song heb taa emiti. Jete thara sunile mana bujhuni. Bhai love you.

  • @sarojjena3125
    @sarojjena3125 Рік тому +3

    ହୃଦୟ କୁ ଛୁଇଁ ଗଲା ଜୟ ଜଗନ୍ନାଥ

  • @sureshmuduli1961
    @sureshmuduli1961 Рік тому +2

    Super singing both of you and lyrics nice sir

  • @Chillikavlogger
    @Chillikavlogger 3 місяці тому +1

    ସତରେ ଏହି ଗୀତ ଟି କୁ ଯେତେ ଶୁଣିଲେ ବି ମନ ଭରେ ନାହିଁ !

  • @ghanashyampandey9605
    @ghanashyampandey9605 Рік тому +46

    EXCELLENT MUSIC COMPOSITION & HEART TOUCHING VOICES.........

  • @PrahalladBhoi
    @PrahalladBhoi Рік тому +15

    Love from Padampur, Bargarh. ❤️❤️❤️ . Both are heart'❤️ touching ❤️❤️

  • @harikrushnasahu5340
    @harikrushnasahu5340 9 місяців тому +4

    Beautiful voice mind-blowing ❤❤

  • @chandanmoharana4364
    @chandanmoharana4364 4 дні тому +1

    Manash Nka Tharu A Bhai Nka Gaaiba Au Voice Ra Clarity Bhala Laaguchi ❤

  • @natabardasdas9876
    @natabardasdas9876 Рік тому +46

    ମତେ ବେଶି ଜାତରା ଗୀତ ଭଲ ଲାଗେ ବାରମ୍ବାର ମୁ ଶୁଣେ ❤️❤️❤️🙏🙏❤️🙏❤️🙏❤️

  • @angelmita8625
    @angelmita8625 Рік тому +6

    so sweet voice dear ♥️♥️♥️♥️
    congratulations 🥰 god gift your voice 🙏always god bless you 👍

  • @digambardhal9216
    @digambardhal9216 Місяць тому

    Nice song with beautiful tone of Budu. Already heard many times.

  • @ratikantabarik6311
    @ratikantabarik6311 Рік тому +1

    Bahut Sundar Sangita...♥️👌👍

  • @akashayajena2692
    @akashayajena2692 Рік тому +5

    ବହୁତ ସୁନ୍ଦର ଗିତ, ମନଛୁଆଁ, ଧନ୍ୟବାଦ 🌹🌹

  • @prabirbhujabal6836
    @prabirbhujabal6836 Рік тому +5

    Great song heart touching,thanks both of you for this song

  • @niranjankhatua743
    @niranjankhatua743 Рік тому +1

    Mast ହୋଇଛି ଦୁଇଜଙ୍କୁ ❤👍👍

  • @user-ld3tv2ly3d
    @user-ld3tv2ly3d 7 місяців тому +2

    Bohut bhalo gai chanti bhai 👌👌👌👌👌👌👌👌👌👌👌❤️❤️❤️👌👌❤️❤️❤️

  • @sahasransumahakul2177
    @sahasransumahakul2177 Рік тому +4

    Mind blowing 🙏 ଜୟ ଜଗନ୍ନାଥ 🙏

  • @pritikar5409
    @pritikar5409 Рік тому +82

    ମନଛୁଆଁ ଗୀତ କୁ ମନଛୁଆଁ ସଂଗୀତ, ମନଛୁଆଁ କଣ୍ଠସ୍ୱର । Super sound & recording awsm

  • @samirnaik798
    @samirnaik798 Рік тому +1

    ବୋହୁତ ଭଲ ଗାଈ ଥିବା ରୁ ବୋହୁତ ବୋହୁତ ଧନ୍ୟବାଦ୍

  • @jnanendrapanda994
    @jnanendrapanda994 10 місяців тому +2

    Kya gaana hey bhaiya pura dil jeet liya aur ap dono ka voice ❤

  • @basantakumarpradhan3891
    @basantakumarpradhan3891 Рік тому +54

    ସମସ୍ତ ବାଦକ ଭାଇ ଏବଂ କଣ୍ଠଦାନ କରିଥିବା ଭାଇ ଓ ଭଉଣୀଙ୍କୁ ମୋ ତରଫରୁ ଅନେକ ଅନେକ ଧନ୍ୟବାଦ

  • @sushantakumarsahoo5023
    @sushantakumarsahoo5023 Рік тому +6

    nice song.....nice voice too...keep it up...

  • @dharmanandamunachannel5150
    @dharmanandamunachannel5150 2 місяці тому

    ବହୁତ ବଢିଆ କଣ୍ଠଦାନ କରିଲ ଭାଇ

  • @prashantadas6669
    @prashantadas6669 Рік тому +4

    Nice singer
    God's gift
    Keep it up

  • @guruprasadmohapatra5470
    @guruprasadmohapatra5470 Рік тому +10

    Nyc voice.. Nd superb music❤

  • @tapasbehera5186
    @tapasbehera5186 Рік тому +3

    ବୁଡୁ ଭାଇଙ୍କର ସବୁ ଗୀତ ମସ୍ତ
    🥺🥺ଅଖିରୁ ଲୁହ ଖସେଇ ଦେଲେ

  • @yourfavorite6705
    @yourfavorite6705 19 днів тому

    ଓଡ଼ିଆ ଗୀତସଂଗୀତ ଏତେ ମଧୁର ଯେ ଶୁଣୁଥିବା ସେତେ ଭଲ ଓଡ଼ିଆ ଗୀତ ଟେ ହେଉବର୍ତ୍ତମାନର ଲୋକମାନଙ୍କ ପାଇଁ ଏକ ସୁନ୍ଦର ଗୀତ ଆଣିଥିବାରୁ ଆପଣଙ୍କୁ ଅଶେଷ ଧନ୍ୟବାଦ

  • @jagannathsahoo7533
    @jagannathsahoo7533 Рік тому +5

    ଏହି ଗୀତର ପ୍ରତେକ ଶବ୍ଦ ମୋ ସହ ଜଡିତ 🥺🥺🥺

    • @JatraDhamaka
      @JatraDhamaka  Рік тому +2

      ବହୁତ ବହୁତ ଧନ୍ୟବାଦ
      ନିଜେ ଶୁଣନ୍ତୁ ଏବଂ Whatsup , Facebook, Instagram ରେ share କରି ଅନ୍ୟକୁ ଶୁଣାନ୍ତୁ ।

  • @dosomegoodwork5286
    @dosomegoodwork5286 Рік тому +34

    ମା ଶାରଳା ଙ୍କ ବରଦାନ ।🙏

  • @rashmiranjanamat9405
    @rashmiranjanamat9405 3 місяці тому +1

    ମନକୁ ଛୁଇଁ ଗଲା ଭାଇ ❤😊😊

  • @mahadev8929
    @mahadev8929 2 місяці тому +1

    ବହୁତ ବହୁତ ସୁନ୍ଦର ଗୀତ ❤️ ମନ କୁ ଛୁଇଁଗଲାପରି ଗୀତ

  • @amulyasahoo8451
    @amulyasahoo8451 Рік тому +5

    ଗୀତଟି ପୁରା ହୃଦୟକୁ ଛୁଇଁ ଗଲା ଭାଇ ❤️👍

  • @klcreation3420
    @klcreation3420 Рік тому +3

    ଅତି ସୁନ୍ଦର ଗୀତ ଏବଂ ଗୀତିକାରଙ୍କ ସ୍ୱର , ମନ ମୁଗ୍ଧ କର .... 👍👌🙏💕💕💕💕

    • @kalingabehera6638
      @kalingabehera6638 11 місяців тому +1

      Ati sudnra😢💯

    • @JatraDhamaka
      @JatraDhamaka  11 місяців тому

      Thank you brother for your valuable comment.
      Please share this video in what's up to your Friends circle for more views.

  • @kalandidas9032
    @kalandidas9032 Рік тому

    ଏହି ଗୀତ ର ଲେଖା ଟି ବହୁତ୍ ଭଲ ହୋଇଛି 🙏

  • @pradeepsethipradeepsethi8552
    @pradeepsethipradeepsethi8552 3 місяці тому +1

    ଭାଇ ମନ ରହିଗଲା ❤ ତୁମଠାରେ 🙏🏻

  • @AdityagroupindustriesMD
    @AdityagroupindustriesMD Рік тому +4

    Both singer awesome voice...very heart feeling sad song..