ବାହାଘର ପରେ ମନୋଜ ମିଶ୍ର ଖୁସି ରେ ପାଗଳ ହେଇ ଗଲା ଭଳିଆ ଲାଗୁଛନ୍ତି, ତାଙ୍କର ଗୋଡ ଆଉ ତଳେ ଲାଗୁନାହିଁ ..

Поділитися
Вставка
  • Опубліковано 5 лис 2024

КОМЕНТАРІ • 894

  • @chitrasentv
    @chitrasentv Місяць тому +127

    ୟା କୁ କିଏ କିଏ ଗାଳି ଦେବାକୁ ଚାହୁଁଛ like କର

  • @IASaspairant
    @IASaspairant Місяць тому +113

    ଯିଏ ନିଜ ପ୍ରଥମ ସ୍ତ୍ରୀ ଆଉ ପିଲା ର ହେଲାନି ସିଏ ୟାର କଣ ହେବ , ସେ ଝିଅ ଟା ବି ବେଧ ଶଳା ,

    • @rudranarayanranasingh
      @rudranarayanranasingh Місяць тому +1

      Bahut bhala kama karucha bhia
      Gote nari kii apasabda kahiba ama sanatan dharma raa birodh jadi Tamara see kichi bii bhul karini

    • @rudranarayanranasingh
      @rudranarayanranasingh Місяць тому

      Ias aspirant muhan ruuu emiti sabda wah

    • @IASaspairant
      @IASaspairant Місяць тому +1

      @@rudranarayanranasingh ସୋଦା ସମସ୍ତ ଙ୍କୁ ଜଣା ଥାଏ IAS ପାଇଁ prepare ହେଉଛୁ ବୋଲି କଣ ଶୋଦା ଜାଣିନୁ ନା କଣ

    • @artisting-o4v
      @artisting-o4v Місяць тому

      Nisha Maharana b to kahari kichhi khyoti korini.... Support Her...😂😂😂​@@rudranarayanranasingh

  • @DillipKumar-zv5mw
    @DillipKumar-zv5mw Місяць тому +146

    ଭାଇ, well Analysis. ମନୋଜ ମିଶ୍ର ଭାଡୁଆ ଭଳି ହେଉଛି, ତା ଠୁ ତାର 2nd ସ୍ତ୍ରୀ ଆହୁରି କୁଲୁରୁଛି, ହଉ ଦେଖିବା, ଏ ରଙ୍ଗ ରହିଲେ ହେଲା😅😅😅😅😂😂😂

  • @IASaspairant
    @IASaspairant Місяць тому +139

    ମନୋଜ ମିଶ୍ର ବେଧୁଆ କୁ ସେ ଝିଅ ବେଧେଇ

  • @Ramachadra3639
    @Ramachadra3639 Місяць тому +180

    ଯୋଉ ବୟସରେ ଝିଅପାଇଁ ଯୋଇଁ ଖଜିବା କଥା ସେ ବୟସରେ ନିଜର ସ୍ତ୍ରୀ ଧରି media ଆଗରେ bite ଦିଆ ଚାଲିଛି, ଇଏ କାଳେ ଗୋଟେ senior କଳାକାର!ବିଗତ କିଛି ଦିନ ହେଲା ବହୁତ ଭାଷଣ ଦଉଥିଲା

    • @sunilkumarmallik547
      @sunilkumarmallik547 Місяць тому +3

      😂

    • @Ramachadra3639
      @Ramachadra3639 Місяць тому

      @@sunilkumarmallik547 😂

    • @RajeshSwain-3434
      @RajeshSwain-3434 Місяць тому +4

      Sie kadali kalakar

    • @jagatanti576
      @jagatanti576 Місяць тому +2

      Tome tmo tiponi tmo pkhe rokho broh Kaha personal life re tmku kohiba kiaa permission dela

    • @Ramachadra3639
      @Ramachadra3639 Місяць тому

      @@jagatanti576 personal life କୁ ଯଦି personal ରଖିବ ଠିକ ଅଛି, ଯଦିତମେ ତମ personal life କୁ ଆଣି media ଆଗରେ ସମାଲୋଚନା କରିବ ସମାଜ ବି ତମର ଆଲୋଚନା କରିବ

  • @klklklklklklklklklklkl7550
    @klklklklklklklklklklkl7550 Місяць тому +120

    ମୋନାଜ୍ ଭାଇ ନାଳୁଆଟା ହୋଊ । ରାଙ୍କୁଆ ତୁଣ୍ଡକୁ ଆମ୍ବିଳୀ ଆମ୍ବ

  • @SangitaSwain-i6v
    @SangitaSwain-i6v Місяць тому +451

    କାହା ବ୍ୟକ୍ତିଗତ ଜୀବନରେ ଆମର କିଛି କହିବାର ଅଧିକାର ନାହିଁ । ଆପଣ ମାନେ ଏହିପରି ମୂଲ୍ୟହୀନ ପ୍ରସଙ୍ଗ କୁ ଲୋକ ମାନଙ୍କର ଆଗରେ ରଖି କଣ ପାଇଁ କାହା ସମ୍ମାନ ରେ ହାନି ପହଁଉଛନ୍ତି । ଦୟା କରି ଏପରି କାମ କରନ୍ତୁ ନାହିଁ । 🙏

    • @MousumiDas-wk6hk
      @MousumiDas-wk6hk Місяць тому +30

      Right but semane Actress hoiki Ai Sabu koruchanti loko tanka thu kn Sikhya grahan karuchanti chii chii Amananku tk lajo nahi

    • @subashdalai8893
      @subashdalai8893 Місяць тому +16

      Semane Public Figure 😂 Tanakara Nijatwa Kichi Nahi

    • @samiranjanmohanty8013
      @samiranjanmohanty8013 Місяць тому +10

      Boycott this separatist. We can't tolerate

    • @tapasswain3231
      @tapasswain3231 Місяць тому +9

      @@SangitaSwain-i6v exactly sister Manoj Mishra nkara personal life re bohut loka benifit nauchanti vedio banei

    • @Subhas12552
      @Subhas12552 Місяць тому +2

      Thik katha

  • @itsSatyajeet__
    @itsSatyajeet__ Місяць тому +107

    ମନୋଜ ମିଶ୍ର ମୁହଁକୁ ଲଜ୍ଜା ଟିକିଏ ନାହିଁ।

  • @tapaswininayak2049
    @tapaswininayak2049 Місяць тому +71

    ଏ ଘର ଭାଙ୍ଗି ମମତା ତୋ ଉପରେ ନିଶ୍ଚୟ ମାନା madam ଆଉ ତାଙ୍କ ଝିଅ ର ଲୁହ ପଡ଼ିବ,, ଭଡୁଆ ମନୋଜ ମିଶ୍ର ଆଉ ତୁ ଘର ଭାଙ୍ଗି ନିଶ୍ଚୟ ଜଳି ପୋଡ଼ି ପାଉଁଶ ହେବ ।

  • @CreationOdia1234
    @CreationOdia1234 Місяць тому +88

    ମନୋଜ୍ ମିଶ୍ର ସମାଜ ରେ ଲୋକ ହସା ହେବା ଥୟ

  • @CreationOdia1234
    @CreationOdia1234 Місяць тому +132

    ଏ ବୁଢ଼ା କୁ ସେ ଟୋକି ପ୍ରେମ କରୁନି ଏ ବୁଢ଼ା ର ଟଙ୍କା କୁ ଏ ଟୋକି ପ୍ରେମ କରୁଛି 😂😂😂😂

    • @sibasisnayak-qp8dy
      @sibasisnayak-qp8dy Місяць тому

      Tame aau kebe budha hebani bodhe. sabu dina jawan heiki rahiba aau

    • @JamunaBeheruka
      @JamunaBeheruka Місяць тому

      ଏ ମମତା ନନ୍ଦ
      ଝିଅ ନୁହେଁ
      ବାହା ହୋଇଥିଲା
      ତାର
      Divorse ହୋଇଛି

    • @SPINFOTAINMENT
      @SPINFOTAINMENT Місяць тому

      @@CreationOdia1234 ଆଜି କାଲି ଦୁନିଆ ସେୟା ବା ଟଙ୍କା ଅଛି ତ ହାତୀ ଆସି ଗାଣ୍ଡୀ ଦେଖେଇବ ଯେମିତି କଥାରେ ଥାଏ ନା ସେଇ ଭଳିଆ ଆଉ ଏ ଟୋକି କଣ ଟଙ୍କା ପାଇଲା ଆଉ ଯାହା ପାଇଥିବ ଲେଖିଲେ ଖରାପ ହେଇଯିବ ବେଶୀ ଲେଖିବାକୁ ଇଚ୍ଛା ନାହିଁ ବୁଝିବା ଲୋକ ଠିକ୍ ବୁଝିବେ ଆଉ କଣ ପାଇଛି ।

    • @SPINFOTAINMENT
      @SPINFOTAINMENT Місяць тому

      @@JamunaBeheruka sethipain jodi jamichhi divorce ta may be Manoj Mishra pain heithiba tanka mrg life re ie interfere karithiba bodhe nija stree ku chhadiki ghara pakha pakhi rahuthile kichhi ta gote deal heithiba 2 jananka vitare

  • @BikashPatra-z7c
    @BikashPatra-z7c Місяць тому +56

    ମନୋଜ ମିଶ୍ର ❌
    ନାଳୁଆ ମିଶ୍ର ☑️

  • @tapaswininayak2049
    @tapaswininayak2049 Місяць тому +57

    ତୁମେ ମାନେ ଦୁନିଆଁ କୁ କହୁଚ୍ଛ ଏମିତି ଆମ ଭଳିଆ ଆଗ ସ୍ତ୍ରୀ ଆଉ ଛୁଆ କୁ ଛାଡି ପୁଣି ବୁଢ଼ା କାଳରେ ମାଇକିନା ଖୋଜ,,, ଏମିତି ହେଲେ କେତେ ଘର ସଂସାର ଭାଙ୍ଗିବ କେତେ ଛୁଆ ବାପ ଛେଉଣ୍ଡ ହେବେ । ବଢିଆ କଥା ଟେ ସମାଜ କୁ ସିଖାଉଚ୍ଚ,, ଛି ଦ୍ଧିକ ତୁମ ଜୀବନ କୁ,, ଆଉ କାହା ଜୀବନ କୁ ନର୍କ କରି,, ନିଜେ ଖୁସିରେ ଫାଟୁଛ,, ଏ ଖୁସି ରହିବନି ,, ମାନା ଆଉ ତାଙ୍କ ଝିଅ ର ଲୁହ ରେ ଭାସିବ

  • @sagarikadash5745
    @sagarikadash5745 Місяць тому +30

    Very good roasting 😂😂😂😂

  • @kunaldancefitness01
    @kunaldancefitness01 Місяць тому +1

    ମୁଁ ବହୁତ ଭଲପାଏ ମନୋଜ ମିଶ୍ର କୁ କିନ୍ତୁ ଏବେ ଆଉ ଭଲପାଇବା ନାହିଁ ତାଙ୍କ ପ୍ରତି

  • @niranjansahoo2024-j7i
    @niranjansahoo2024-j7i Місяць тому +43

    ଯାହା ହଉ କଂଗ୍ରେସ ର ଭାଗ୍ୟ ବଦଳି ଗଲା। ନିଜ ସ୍ତ୍ରୀ ଛୁଆ ଥାଉ ଥାଉ ଆଉ ଗୋଟେ ଝିଅ କୁ ବାହା ହେଇ ନାରେ ନାରେ ହେଲା। ଏମାନେ ସମାଜ ପାଇଁ କଣ କାମ କରିବେ ଆଉ ଆଜିର ଯୁବ ପୀଢ଼ି କଣ ଶିଖିବେ ସମୟ କହିବ।

    • @spofficialvlogs8308
      @spofficialvlogs8308 Місяць тому

      Sorry bro.😢😢 Congress ku ye personal matter re involve Karantuni...As a congress karmi we are very sad for this incident.... Best wishes to Bhavya for her 10th exam... Only concentrate on study...

  • @SURESHKUMARDALAI-k4d
    @SURESHKUMARDALAI-k4d Місяць тому +47

    ଶଳା naluaa ହିଷ୍ଟୋରିଆ ମନୋଜ. ବୁଢ଼ା ghaitaa ଦେଖି ଯାହା ହଉଚି ମମତା

    • @sujitmohanchaini201
      @sujitmohanchaini201 Місяць тому

      Bhai ea katkia manoj sir ku sahi parunahanti.

    • @Papu-qu1yp
      @Papu-qu1yp Місяць тому

      ​@@sujitmohanchaini201tate gandi maruchanti

  • @saraswatisahoo5171
    @saraswatisahoo5171 Місяць тому +15

    ବେଶି ଖୁସି ହୁଅନି ଏ ସବୁ ଅଢେଇ ଦିନ

  • @mr.saggie9419
    @mr.saggie9419 Місяць тому +22

    ମନୋଜ କୁଲୁରୁଚି 🤣🤣🤣🤣 ବୁଢ଼ା ଷୋଳ ବୟସୀ ପାଇଛି 😂

  • @bnmcreations4670
    @bnmcreations4670 Місяць тому +18

    ସବୁ ପଇସା ର ଖେଳ ଗୋ ନହେଲେ ଏ ବୁଢା ବୟଷରେ କାହିଁ ବାହା ହେଇଥାନ୍ତା କଣ ଟୋକା ଅଭାବ

  • @subratmajhi7207
    @subratmajhi7207 Місяць тому +8

    ଭାଇ ମନୋଜ ମିଶ୍ର ଯାଇକି ଭାସ୍କର ନେୱଜ଼ ନାଁ ରେ କେସ କରିଛି ତୁମେ କିଛି କୁହନି ନହେଲେ ତୁମ ଚାନେଲ ବନ୍ଧ କରିଦେବ

  • @manoranabehera-nq1ld
    @manoranabehera-nq1ld Місяць тому +15

    U are right Very good roasting se jhia ku lajya nahin Budha ku rasichi ❤❤❤

  • @rabindraswain9184
    @rabindraswain9184 Місяць тому +3

    muchmore thanks for your analysis

  • @pdlite4101
    @pdlite4101 Місяць тому +6

    4:06 ଓଡ଼ିଆ ବାହାରି ଯାଉଛି। କି କଥା। ବେଲେ 😄। ତମେ ଯୋ ସମ୍ବଲପୁରୀ ଟା କଉଚ ସିଟା ଆଉ କିଅଣ କିହୋ ?? ସିଟା ବି ଗୁଟେ ଓଡ଼ିଆ ଭାଷା ଆକା। ସିନ୍ତି ବୋଇଲେ ମୁଁ କଇ ଯେ, ଆମ ବ୍ରହ୍ମପୁରୀ ଭାଷା ଟା ଅଲଗା ଆକା ଆଉ ଆମୁକୁ କଳିଙ୍ଗ ରାଇଜ ଦିଅ। ବିଚ୍ଛିନ୍ନତାବାଦୀ ପାଗଳ

    • @Rit-dinar06
      @Rit-dinar06 23 дні тому

      😂 amaku kalinga rajya darkar 😂

  • @gourangasahu-sy1jk
    @gourangasahu-sy1jk Місяць тому +16

    Super news Bhai 😁😁😁😁😁

  • @rasmitakahali1376
    @rasmitakahali1376 Місяць тому +13

    U are right 👍

  • @poojaworld6715
    @poojaworld6715 Місяць тому +1

    ଏକଦମ୍ ଠିକ୍ କହିଛନ୍ତି ଭାଇ.. ଏ ସବୁ ମୋର ବି ଭାଷା ଥିଲା.. ଆପଣ ସବୁ କହିଦେଲେ.. ଦରକାର ଥିଲା ଏ ଦୁଇଟା ଟାକୁ ଏମିତି ରୋଷ୍ଟିଂ.. ଧନ୍ୟବାଦ ଭାଇ

  • @hemantakumar007
    @hemantakumar007 Місяць тому +3

    କାହାର ବ୍ୟକ୍ତି ଗତ କଥା କହିବାର ଆମର ନାହିଁ କିନ୍ତୁ ତମେ ଯୋଉ ବାଳ ରୋଷ୍ଟ କରୁଛ ତମକୁ ଖାଲି ସେକଣ ଦରକାର ସେ ବାହା ହେଲା ତୋର କଣ ହେଲା ଆଉ ତୁ ମନୋଜ ଠୁ ଦେଖିକି try ବି କରିବୁନୁ କାରଣ ତୋ ମୁହଁ ଦେଖିଲେ ମାଈ କୁକୁର ବି ପଟିବନି

  • @apurbadas8809
    @apurbadas8809 Місяць тому +46

    ବୃଧ କାଳେ ବାଲ୍ୟ ଲୀଳା କରୁଛି

  • @muodia2002
    @muodia2002 Місяць тому +8

    ତାଙ୍କ ବେକ୍ତଗତ କଥା ରେ ମୁଣ୍ଡରେ ପୂରେଇବା ଭଲ ନୁହଁ

    • @CHUNY999
      @CHUNY999 Місяць тому

      Kahinki...... E public figure....comments deba adhikara

  • @lifestyleofd.k318
    @lifestyleofd.k318 Місяць тому +2

    ସବୁ ହେଲା ଯେ, କିନ୍ତୁ ପଶ୍ଚିମ ଓଡିଶା ସବୁବେଳେ କାହିଁକି କହୁଛ 😭ଆମେ ସବୁ ଓଡ଼ିଆ ସମାନ

  • @Chinkuthevloger
    @Chinkuthevloger Місяць тому +3

    ଭାଇ ଆପଣଙ୍କ ଭିଡିଓ ଭଲ ଲାଗେ ମୋତେ , ମୁଁ ଦେଖେବି ।।
    କିନ୍ତୁ ଏ ଭିଡିଓ ରେ ଆପଣ ତାଙ୍କ personal life ରେ କହି ଦେଇଛନ୍ତି ।।
    ତାଙ୍କର right ଅଛି ସେ marriage କରି ପାରିବେ ।
    ସେଇଟା ତାଙ୍କର ନିଜ ଇଚ୍ଛା , ଆପଣ କାହା ବ୍ୟକ୍ତିଗତ ଜୀବନରେ କିଛିବି ଟିପ୍ପଣୀ ଦିଅନ୍ତୁନି । ଏଇଟା ଠିକ୍ କଥା ନୁହେଁ ।।
    ଯଦି ଆପଣ ଭାବୁଛନ୍ତି ସେ କିଛି ଭୁଲ୍ କରିଛନ୍ତି ଦ୍ୱିତୀୟ ବିବାହ କରି ତାହେଲେ ସେଇଟା ଆଇନ୍ ବୁଝିବ ।
    ଆପଣ କାହା ର ବି ବ୍ୟକ୍ତିଗତ ଜୀବନରେ କିଛି ବି କୁହନ୍ତୁନି ।
    ଖରାପ୍ ଭାବିବେନି ଭାଇ , ମୁଁ ଯାହାବି କହିଲି ଏଇଟା ମୋ ମତ ଥିଲା ।
    ଜୟ ଜଗନ୍ନାଥ ।।
    ବନ୍ଦେ ଉତ୍କଳ ଜନନୀ ।।
    ଭରତ ମାତା କି ଜୟ ।।

  • @lingarajpatra5242
    @lingarajpatra5242 Місяць тому +1

    ମନୋଜ ମିଶ୍ର ଯାଇ କରି ସାଇବାର ଥାନା ରେ fir ଦେଲାନ

  • @sunanamiofficial2820
    @sunanamiofficial2820 Місяць тому +4

    ଏ ପରି youtuber ମାନଙ୍କୁ ବିରୋଧ କରାଯାଉ। ଏପରି ସାମାଜିକଗଣମାଧ୍ୟମଗୁଡିକ ସମାଜ ପାଇଁ ବ୍ୟାଧି

  • @Basantapatra-r5m
    @Basantapatra-r5m 25 днів тому

    ମନୋଜ ର ପ୍ରଥମ ସ୍ତ୍ରୀ କଥା ଭାବିଲେ ଦୁଃଖ ଲାଗୁଛି ତାଙ୍କୁ କେତେ ଦୁଃଖ ଲାଗୁଥିବା

  • @PrakashNayak-xc7yc
    @PrakashNayak-xc7yc 19 днів тому

    ଭାଇ ତୁମ କଥା ଅତି ସୁନ୍ଦର 🙏

  • @gajendranaik1760
    @gajendranaik1760 Місяць тому +29

    Manoj Mishra Odisha pain Kalanka

  • @somsish.kanhar8025
    @somsish.kanhar8025 Місяць тому

    Waa 👍👍👍 nice

  • @mr.saggie9419
    @mr.saggie9419 Місяць тому +7

    Bhai heavy roast 😂

  • @PravakarJena-l5r
    @PravakarJena-l5r Місяць тому +15

    Bhai tame bohot bhala roasting karucha .bohot maja laguchi

  • @dillipkumarkumar1959
    @dillipkumarkumar1959 День тому

    Super se auper badhiya 😊😊

  • @pareshkumarbehera1483
    @pareshkumarbehera1483 Місяць тому +11

    ଜୟ ଶ୍ରୀଜଗନ୍ନାଥ*🙏Bro....👍

  • @sunilsethi9158
    @sunilsethi9158 Місяць тому +7

    Right big bro 👍👍👍👍 oooo

  • @deepakdeepu2646-t6p
    @deepakdeepu2646-t6p Місяць тому +1

    କାହା ବ୍ୟକ୍ତିଗତ କଥାରେ ମୁଣ୍ଡ ପୂରେଇବାକୁ ଅଭଦ୍ରାମୀ କୁହାଯାଏ।

  • @Hellokoraputia
    @Hellokoraputia Місяць тому +1

    1:12😂😂😂😂😂😂 bhai re 😂😂😂

  • @brpalai9015
    @brpalai9015 Місяць тому +4

    Last line was epic - CHIRA UPAKRUTA 😂😂😂

  • @satyajitbagha2972
    @satyajitbagha2972 Місяць тому +1

    ଆବେ ମାଗିଲା କାହାର ପରିସିନାଲ ଲାଇଫ ବିଷୟରେ ଆଲୋଚନା କରି ଭିଡିଓ ଵନାଉଛ

  • @deepikashah9440
    @deepikashah9440 Місяць тому

    Best jodi ❤❤❤❤❤

  • @Ishaan1312
    @Ishaan1312 23 дні тому

    ମୋନୋଜ୍ ର ବ୍ୟକ୍ତିଗତ ମାମଲା ଏଇଟା । ସେ ବାହା ହେଇଛି, ସେ ସମ୍ଭାଳିବ। ପୁରା ଓଡ଼ିଶା ତା ସ୍ତ୍ରୀ କୁ ସମ୍ଭାଳିବ ନ କଣ।

  • @lipinabarik1467
    @lipinabarik1467 Місяць тому +2

    Somu Bhai somu bhai 😂😂😂🙏🙏🙏🙏🙏..., bahut badhiya ❤️❤️ ❤️❤️

  • @sridhardas8509
    @sridhardas8509 Місяць тому +8

    ଆରେ ଭାଇ ଏ ଝିଅଟା କୁ କ,ଣ ଓଡ଼ିଶାରେ ପୁଅ ମିଳିଲେନି? ମୋନାକୋ ମିଶ୍ର ପରି ଗୋଟେ ଚରିତ୍ର ହୀନ ବୁଢ଼ା ଟାକୁ ଵାହାହେଲା

  • @RajalaxmiSwain-x1o
    @RajalaxmiSwain-x1o Місяць тому

    Right Bhai 👍😀😀

  • @kalpanavlogs5548
    @kalpanavlogs5548 Місяць тому

    Hmm bhai pura right kahuchanti❤❤

  • @marutirout335
    @marutirout335 Місяць тому

    ପାଶ୍ଚାତ୍ୟ ଦେଶ ର ସଂସ୍କୃତି .. Money power ରେ ଆଜିକାଲି ସବୁ ସମ୍ଭବ .. ହୋଉ ଦ୍ୱିତୀୟ ବିବାହ କରିଥିବାରୁ.... ତମ ଦୁଇ ଜଣକୁ ଅନେକ ଶୁଭେଚ୍ଛା ଆଉ....ଗୋଟେ ପୁତ୍ର ସନ୍ତାନ ପାଇଁ ଚେଷ୍ଟା ଚାଲୁ....😂😂😂

  • @pradeepkumarjena4162
    @pradeepkumarjena4162 Місяць тому +1

    ରୋଷଟ୍ ଭାଇ ଭଲ ଲାଗୁଛି ଧନ୍ଯବାଦ

  • @AlekhKumar-cn4ve
    @AlekhKumar-cn4ve Місяць тому +10

    Super video Bhai

  • @sheelapasayat7368
    @sheelapasayat7368 Місяць тому

    Badhia analysis

  • @smitavlogl8736
    @smitavlogl8736 Місяць тому +2

    ଆରେ ମୂର୍ଖ ନୂଆଖାଇ କେବଳ ପଶ୍ଚିମ ଓଡ଼ିଶା ରେ ପାଳନ କରାଯାଏ ସେଥି ପାଇ ପ୍ରଥମେ ପଞ୍ଚିମା ଓଡ଼ିଶା ର ନା ଆଗ ନେଲେ ଏତେ ଜଣ ନାହିଁ ଭିଡିଓ କରିବାକୁ ଆସିଲା

  • @rsfamed
    @rsfamed Місяць тому +3

    ଆମେ ବି ଟିକେ ଚିରୋଉପକୃତ ହୁଅନ୍ତୁ।🤣🤣

  • @anantabarik8769
    @anantabarik8769 Місяць тому

    Very good presentation, bro.

  • @abhijitparida6610
    @abhijitparida6610 Місяць тому

    Thik kahicho bhai

  • @MuVloggerk
    @MuVloggerk Місяць тому

    Very good ଆଉ ଟିକେ ହାର୍ଡ roost କରାନ୍ତୁ sir

  • @ksibarampatra6536
    @ksibarampatra6536 Місяць тому

    Pura Right 👍 Bhai

  • @prachisamal8990
    @prachisamal8990 29 днів тому

    mast roasting bhai

  • @GoMusicBeat
    @GoMusicBeat Місяць тому

    Right Katha bhai

  • @birodhidala
    @birodhidala Місяць тому +25

    ପିଲା ଛୁଆ ହବ ନା ନାହିଁ
    ବିଜ ବାହାରୁ ଚି ତ

  • @ANNAPURNANATH-
    @ANNAPURNANATH- Місяць тому

    Right 👍

  • @sampattimahananda8887
    @sampattimahananda8887 Місяць тому +13

    ତୁ ଶଳା ଅହଂ କାରି ଟା କେବେ ତୋର ସ୍ତ୍ରୀ କେ ମନୋଜ ମିଶ୍ର ନେଇ ଯିବ ମନେ ରଖିଥା

  • @rasmitakahali1376
    @rasmitakahali1376 Місяць тому +6

    Good morning Bhai have a good day

  • @biswalpapu8109
    @biswalpapu8109 Місяць тому

    Bahut badhiya kahila bhai

  • @Radhekrishna-e9k
    @Radhekrishna-e9k Місяць тому +12

    ତୁମେ ତା ଠୁ ଅଧିକ ବୁଢା ଦେଖା ଗଲଣୀ
    ନିଜ ବାହା ହେଇଛ କି ନାହିଁ ଯେ ନିଜ କଥା ଦେଖ ପର ର ଗୁହ ଖୁଳିବା ରେ bg😅
    ତା ଛଡା manoj ଠୁ ବି ଅଧିକ ବୟସ ର ଲୋକ 2nd mrg କରୁଛନ୍ତି। ସିଏ କଲା ହେଲେ ତୁମ ଗାଣ୍ଡି ଫାଟୁଛି କଣ ଲାଗି

  • @rajendrakumarnayak5023
    @rajendrakumarnayak5023 Місяць тому

    ବଢିଆ କଥା.

  • @suvransujena5310
    @suvransujena5310 Місяць тому +4

    ମମତା ବଲୁଗି ଟା ମନୋଜ ପାଗଳ ଟା

  • @anjananayak3971
    @anjananayak3971 Місяць тому

    Bahut sunder upasthapana thila

  • @jagankumar1263
    @jagankumar1263 Місяць тому +1

    ପଶ୍ଚିମ ଓଡ଼ିଶାର ର ମୁଖ୍ୟପର୍ବ ନୂଆଁଖାଇ ଜାଣିନୁ କି???

  • @sunilsethi9158
    @sunilsethi9158 Місяць тому +9

    Bhala kahucha bhai all' the best 👍👍👍👍👍👍😊

  • @lyricistsibilsikariyamurmu9390
    @lyricistsibilsikariyamurmu9390 Місяць тому

    Pura perfect 😂😂😂

  • @tsamantaray6541
    @tsamantaray6541 Місяць тому

    Thik kahucha soumya bhai

  • @BikramKumar-dh4zu
    @BikramKumar-dh4zu 28 днів тому +1

    Manoj Mishra vote election ru faida utheibaku jay koshal, paschim odisha boli kahanti.Amity mentality loka nku mu kukura kahe

  • @sangrammurmu55
    @sangrammurmu55 Місяць тому

    ଏମିତି କଷି ମାଲ୍ ମିଳିଲେ ମୁଁ କଣ ମୋ ଜେଜେ ମଧ୍ୟ ବାହା ହେବେ 😀😀😀😀😃😃😃😀😃😃😃

  • @biswaranjandora9211
    @biswaranjandora9211 Місяць тому

    ଭାଇନା ଅନ୍ୟ ଘରେ କଣ ହେଲା ନହେଲା ତୁମର କାଇଁ ଫଡଫଡ,ନିଜ ଘର କଥା ନିଜେ ଦେଖ।

  • @MohanJena-b7c
    @MohanJena-b7c Місяць тому

    Thank you bhai

  • @dkmdkm7480
    @dkmdkm7480 Місяць тому

    👌🏻

  • @sankarbhabaniroutray2125
    @sankarbhabaniroutray2125 Місяць тому

    ବହୁତ ଭଲ ଲାଗିଲା 👌👍

  • @itudhhxhfh-yk8oq
    @itudhhxhfh-yk8oq Місяць тому

    Right

  • @pareshenterprise7895
    @pareshenterprise7895 Місяць тому +1

    Wow bhai super roast

  • @rashmiranjan286
    @rashmiranjan286 Місяць тому

    ଭାଇ ସତ କଥା କହିଲ ତମ ପରି ଲୋକ ମାନେ ନୂଆଁଖାଇ କୁ ପଶ୍ଚିମ ଓଡ଼ିଶାର ପର୍ବ ବୋଲି କୁହ, ରଜ ପର୍ବକୁ ଓଡ଼ିଶାର ପର୍ବ କୁହ, ପୁଣି ପୂର୍ବ ଓଡ଼ିଶାର ଟୋକି/ମହିଳା ପଶ୍ଚିମ ଓଡ଼ିଶାର ଲୋକଙ୍କୁ କେମିତି ବାହା ହେଲା ?

  • @ttbehera6735
    @ttbehera6735 Місяць тому +3

    Bhai super

  • @abhayamishra3806
    @abhayamishra3806 Місяць тому +4

    Babunkara Para Sabu Bollywood Standard Ra.......😂😂😂😂😂

  • @DEEPAKKumar-yq1be
    @DEEPAKKumar-yq1be Місяць тому +1

    PURA THIK KACHHA BHAI....👍🏻

  • @Pramodkumar-kj4vw
    @Pramodkumar-kj4vw Місяць тому +3

    ଧନ୍ୟ ତ ଚାବି କି ରେ କି ଚାବି ତର 😂😂😂

    • @sandeepkumarnayak5600
      @sandeepkumarnayak5600 Місяць тому +1

      କମେଣ୍ଟ ପଢିକି ଖୁସି ଲାଗିଲା 😂😂😂😂😂😂😂

  • @arunchandrahota9072
    @arunchandrahota9072 4 дні тому

    ପଶ୍ଚିମ ଓଡିଶା ଉଗାଣ୍ଡା ନୂହେଁ। ଏଭଳି ରୋଷ୍ଟିଂ କରନ୍ତୁ ନାହିଁ

  • @dpnayak19
    @dpnayak19 Місяць тому +8

    Good. Jodi badhia. 😊😊😊

  • @DasDipanita
    @DasDipanita Місяць тому +10

    Ea ଝିଅ ଝିଅ କୁ ଲାଜ ନାହିଁ

  • @kanha_lenka
    @kanha_lenka Місяць тому

    ମନୋଜ ମିଶ୍ର ଓଡ଼ିଶାର ପପୁ 😂😂😂😂😅😅😅😅😂😂😂😂

  • @babulupadhan2916
    @babulupadhan2916 Місяць тому +15

    ତୋ ମାଁ କୁ ଗେହିଲା...କି ମନୋଜ ମିଶ୍ର

  • @biswashreepanda3948
    @biswashreepanda3948 Місяць тому +3

    Monoj mishra behaves like a Hollywood actor

  • @ramakantadikhit7245
    @ramakantadikhit7245 Місяць тому

    Don't turture Manoj Mishra... Let him progress.... Every one has the liberty

  • @RinkuDeheri-qh2nt
    @RinkuDeheri-qh2nt Місяць тому

    Only ManojMishra

  • @RahulDev-r4s
    @RahulDev-r4s Місяць тому

    Super jodi