ମର ଭୁଲ କଣ // ମୁ ଖ୍ରୀଷ୍ଟିଆନ ବଲି ମାରିବା ପାଇଁ ଦେଲେ ଧାମକୀ//odia video

Поділитися
Вставка
  • Опубліковано 6 лют 2025
  • ମର ଭୁଲ କଣ // ମୁ ଖ୍ରୀଷ୍ଟିଆନ ବଲି ମାରିବା ପାଇଁ ଦେଲେ ଧାମକୀ//odia video@Ajitaekka-88
    #odia
    #odia vlog
    #odia video
    #odia channel
    #rourkela vlogger
    #rourkela video
    #vlog video
    #vlog channel
    🙏 Subscribe 🙏

КОМЕНТАРІ • 592

  • @SamuelChallan-r9o
    @SamuelChallan-r9o 15 днів тому +32

    ବହୁତ ସୁନ୍ଦର ସହିତ କହିଲେ ଓ କହୁଛନ୍ତି ଭଉଣୀ ପ୍ରଭୁ ଆଶିର୍ବାଦ କରନ୍ତୁ ଆପଣଙ୍କ ମାନଙ୍କୁ ଆମକୁ ଆମେନ୍ ।

  • @abiramgamango-nv6hf
    @abiramgamango-nv6hf 16 днів тому +51

    ଭଉଣୀ ଖ୍ରୀଷ୍ଟିଆନମାନଙ୍କ ବ୍ୟବହାର ଆଚରଣ ବହୁତ ଭଲ ତେଣୁ ତୁମେ ବି ଭଲ ପ୍ରଦର୍ଶନ କରି ଆଶୀର୍ବାଦ ଅଂଶୀ ହୁଅ, ଧନ୍ୟବାଦ ଆମେନ ❤️🌹✝️👍

    • @hansdahpurudhul9160
      @hansdahpurudhul9160 13 днів тому +2

      Jadi Bhala tahele Mahatma gandhi bharat ku engrej kabala ru rakhya kale kahi ki..?

  • @maheswarsoren8566
    @maheswarsoren8566 15 днів тому +16

    ଜୟ ଯୀଶୁ ମାସି ଦିଦି ମୁଁ ମୟୂର ଭଞ୍ଜ ରୁ ଦେଖୁଛି। ମୁଁ ବି ଗୋଟାଏ କ୍ରିଷ୍ଟିଆନ୍ ପରି ବାର ରୁ ଦେଖୁ ଛି

    • @BaskeyAnanta
      @BaskeyAnanta 13 днів тому +1

      Kn extra paichho Cristian dharma re Sarna re kn problem ochhi

  • @arunakumarsethi3509
    @arunakumarsethi3509 14 днів тому +17

    ହିନ୍ଦୁ ଧର୍ମର କଣ କମି ଅଛି ଭଉଣୀ , ସନାତନ ଧର୍ମ ଆମ ଭାରତ ର ବହୁ ପୁରାତନ , ଆପଣ ମାନଙ୍କୁ motivate କରୁଛନ୍ତି ବିଦେଶୀ ଶକ୍ତି , ଭଗବାନ ଏକ ଇଶ୍ଵର ଏକ

    • @rajeshofficialnk4709
      @rajeshofficialnk4709 13 днів тому +1

      ବହୁତ୍ କମି ଅଛି କିମିତି ମୋତେ ପଚାର ମୁଁ କହିବି reply ଦିଅ

    • @santoshmallick8782
      @santoshmallick8782 13 днів тому

      Tu kiso janichu

    • @arunakumarsethi3509
      @arunakumarsethi3509 11 днів тому

      @@santoshmallick8782 ଆପଣ ଯେଉଁ ଭାଷା ପ୍ରୟୋଗ କରୁଛନ୍ତି ସେଥିରୁ ଜଣା ପଡୁଛି ଆପଣ ବହୁତ ଜାଣିଛନ୍ତି ,ଆର୍ଯ୍ୟ ସମାଜ ରେ ଯୋଗ ଦିଅନ୍ତୁ ,ଆମ ସମାଜ ସବୁ ଅଧିକାର ଦେବ ,ଆର୍ଯ୍ୟ ସମାଜ ରେ ,ଏଠି କେବଳ ମନୁଷ୍ୟ ଜାତି କୁ ଆମେ ଏକ ଜାତି ମାନୁ ।ଏକ ନିର୍ଦ୍ଧିଷ୍ଟ ସ୍ଥାନ ର ଉଦାହରଣ ଦିଅନ୍ତୁ ନାହିଁ । ଆପଣ ବେଦ କୁ ପଢି ଯୋଗ୍ୟତା ହାସଲ କରି ବ୍ରାହ୍ମଣ ହୁଅନ୍ତୁ ।
      ମୁଁ ଜଣେ sc କିନ୍ତୁ ମୁଁ ଆର୍ଯ୍ୟ ସମାଜ ରେ ହୋମ କରି ପାରୁଛି ।ବ୍ରାହ୍ମଣ ମୋ ଘରେ ଭୋଜନ କରନ୍ତି ।ନିଜକୁ ପ୍ରଥମେ ଯୋଗ୍ୟ କରି ଅନ୍ୟ କୁ ସମାଲୋଚନା କରନ୍ତୁ

    • @arunakumarsethi3509
      @arunakumarsethi3509 11 днів тому +1

      ଆପଣ ଙ୍କ ଧର୍ମ ରେ ବହୁତ ମିଥ୍ୟା ଘଟଣା କୁ ସ୍ଥାନ ଦିଆ ଯାଇଛି

    • @arunakumarsethi3509
      @arunakumarsethi3509 11 днів тому +1

      ଧର୍ମ ଆମକୁ କେଉଁ ଆଡକୁ ନେଉଛି ,ଶ୍ରେଷ୍ଠ ଆଡକୁ ନା ପରସ୍ପର ମଧ୍ୟରେ ଦ୍ଵେଷ ରଖି ଲଢେ଼ଇ କରିବା ପାଇଁ କୁହନ୍ତୁ ।

  • @ghasinathtukuruka
    @ghasinathtukuruka 16 днів тому +19

    ଆଗକୁ କରିଛାଲ ଏମିତିକା ଭିଡ଼ିଓ ଦେଖିବାକୁ ଅପେକ୍ଷାରେ ଅଛୁ ପ୍ରଭୁ ଯୀଶୁ ଆପଣଙ୍କୁ ଆଶିର୍ବାଦ କରନ୍ତୁ ଆମେନ

  • @ParameshwaŕnagNag-k6c
    @ParameshwaŕnagNag-k6c 4 дні тому +1

    ବହୁତ୍ ସୁନ୍ଦର୍ କଥା ତମେ ଯଦି ଖ୍ରୀଷ୍ଟିଆନ ତା ହେଲେ ହିନ୍ଦୁ ହବକି

  • @SamaraoPidisika
    @SamaraoPidisika 16 днів тому +26

    ଭୟ କରନାହିଁ ପ୍ରଭୁ ଆଶୀର୍ବାଦ କରିବେ🎉❤🎉

  • @dharanidharsenapati8082
    @dharanidharsenapati8082 16 днів тому +24

    ଭଉଣୀ ଯଦି ଖ୍ରୀଷ୍ଟିଆନ ହେଲଣି ତାହାହେଲେ ଭଲସେ ଖ୍ରୀଷ୍ଟିଆନ ହୁଅ ଚୁଡ଼ି ସିନ୍ଦୁର ବ୍ୟବହାର କରନି......

    • @VILLAGEBOYISAK
      @VILLAGEBOYISAK 15 днів тому +2

      ଚୁଡ଼ି ସିନ୍ଦୁର ରେ ଭଗବାନ୍ ନାହାନ୍ତି ହୃଦରେ ଅଛନ୍ତି

    • @sudeshdigal7026
      @sudeshdigal7026 15 днів тому

      This is 100% Wrong concept n unbiblical if someone says no to certain cultural aspects. This Sister can be a God's child irrespective of her cultural aspects.

    • @VILLAGEBOYISAK
      @VILLAGEBOYISAK 15 днів тому +4

      चूड़ी सिंदूर या कुछ भी पहनो आगर आप परमेश्वर का भय मानते हो तो और उनके बचानो पे चलते हो तो आप के अंदर में परमेश्वर है

    • @SoniaTirkey-sg6sy
      @SoniaTirkey-sg6sy 15 днів тому

      Kaun bola churi or sindoor nhi lagate tum jada Janwari bante ho.25 kisam ka christian hai .unka me lagate hai tumko kya pata yaha comment karne aagaye.unka marzi wo lagae ya na lagae.pehele knowledge badhao.fir gyan banto

    • @Sushmitaprasad-y2l
      @Sushmitaprasad-y2l 13 днів тому

      Parmeshwar jadi chudi sindur acha lagta to parmeshwar pahele se pahenke bhejta ​@@VILLAGEBOYISAK

  • @jayabpaska1022
    @jayabpaska1022 15 днів тому +11

    ଭଉଣି ଆପଣଙ୍କୁ ଅନୁରୋଧ କରୁଛି ଭୟ କର ନାହିଁ ପ୍ରଭୁ ଆଶିର୍ବାଦ କରନ୍ତୁ ଆମେନ

  • @bhanjamunda7299
    @bhanjamunda7299 16 днів тому +13

    Praise the Lord, Sister
    ସତ୍ଯ ଯେତେବେଳେ ପ୍ରକାଶ ପାଏ, ଏହି ଦୁନିଆଁ ସାମ୍ନାରେ ନିଜକୁ ଲଜ୍ଜିତ ହେବାକୁ ପଡେ, ସେଥିପାଇଁ ଏହି ମଣିଷ ପ୍ରମାଣ ନକରି ପାରିଲ ରାଗରେ ସମସ୍ତ ପ୍ରକାର କୁକର୍ମକୁ ଆପଣାଇଥାଏ, ଏଥିପାଇଁ ପ୍ରଭୁ ଯୀଶୁ ସମଗ୍ର ମାନବ ଜାତିକୁ କହନ୍ତି, 1-ତୁମେ ଆପଣାର ସମସ୍ତ ଅନ୍ତଃକରଣ 'ସମସ୍ତ ପ୍ରାଣ ଓ ସମସ୍ତ ମନ ଦେଇ ପ୍ରଭୁ, ଆପଣା ଈଶ୍ବରଙ୍କୁ ପ୍ରେମ କର 2-ଏହାର ସଦୃଶ, ତୁମ୍ଭେ ଆପଣା ପ୍ରତିବାସୀକୁ ଆତ୍ମତୁଲ୍ୟ ପ୍ରେମ କର।'ଏହି ଦୁଇ ଆଜ୍ଞା ଉପରେ ସମସ୍ତ ଧର୍ମ ବ୍ଯବସ୍ଥା ଓ ଭାବବାଦୀମାନଙ୍କର ଧର୍ମଶାସ୍ତ୍ର ନିର୍ଭର କରେ, ଆପଣ ନିରାଶ ଓ ହତାଶ ହୁଅନ୍ତୁ ନାହିଁ, ପ୍ରଭୁ ଯୀଶୁ ଆପଣଙ୍କ ସାଥିରେ ଅଛନ୍ତି ଏବଂ ସମସ୍ତ ଧାର୍ମିକ ଅନୁଷ୍ଠାନ ଆପଣା ସହଭାଗିତାରେ ଅଛନ୍ ଧନ୍ୟବାଦ, 💐💐💐💐💐💐💯

  • @jakhyamandal5118
    @jakhyamandal5118 11 днів тому +3

    ବଜରଙ୍ଗ ଦଳ ଯାହା କରୁଛନ୍ତି ଭୁଲ କଲେ ବି ଠିକ, ଠିକ କଲେ ବି ଠିକ ଏହା ବର୍ତ୍ତମାନ ର ଭାରତୀୟ ନୀତି 😅😂

  • @DASTURKARANG
    @DASTURKARANG 16 днів тому +11

    ଦିଦି ବହୁତ୍ ସୁନ୍ଦର video ହେଇଛି ପଭୁ ଅପଙ୍କ ସହିତ ଅଛନ୍ତି ମୁଁ ଖିଷ୍ଟିଆନ ହେଇନି କିନ୍ତୁ ମୁଁ bible କୁ ମୁଁ ବହୁତ୍ ବିଶ୍ୱାସ କରେ କିଛି ବାଇବଲ ରୁ ଲେଖି ଆପଣଙ୍କୁ send କରିଛି ଭୁଲ ଥିଲେ କ୍ଷମା କରିଦେବ.ଯୋହନ 1.9-13ରେ ଅଛି.ଯେଉଁ ସତ୍ୟ ଜ୍ୟୋତିଃ ପ୍ରତ୍ୟେକ ମନୁଷ୍ୟକୁ ଆଲୋକ ପ୍ରଦାନ କରନ୍ତି, ସେ ଜଗତକୁ ଆସୁଥିଲେ। 10 ସେ ଜଗତରେ ଥିଲେ ଓ ଜଗତ ତାହାଙ୍କ ଦ୍ୱାରା ସୃଷ୍ଟ ହେଲା, ତଥାପି ଜଗତ ତାହାଙ୍କୁ ଚିହ୍ନିଲା ନାହିଁ। 11 ସେ ଆପଣା ରାଜ୍ୟକୁ ଆସିଲେ, ତଥାପି ତାହାଙ୍କର ନିଜ ଲୋକମାନେ ତାହାଙ୍କୁ ଗ୍ରହଣ କଲେ ନାହିଁ। 12 ମାତ୍ର ଯେତେ ଲୋକ ତାହାଙ୍କୁ ଗ୍ରହଣ କଲେ, ଅର୍ଥାତ୍‍, ଯେଉଁମାନେ ତାହାଙ୍କ ନାମରେ ବିଶ୍ୱାସ କଲେ, ସେ ସମସ୍ତଙ୍କୁ ସେ ଈଶ୍ବରଙ୍କ ସନ୍ତାନ ହେବା ନିମନ୍ତେ ଅଧିକାର ଦେଲେ; 13 ସେମାନେ ରକ୍ତରୁ, ଶରୀରର ଇଚ୍ଛାରୁ ଅବା ମନୁଷ୍ୟର ଇଚ୍ଛାରୁ ଜାତ ହେଲେ ନାହିଁ, ବରଂ ଈଶ୍ବରଙ୍କଠାରୁ ଜାତ ହେଲେ।

  • @Indian-y2f
    @Indian-y2f 16 днів тому +8

    ଇଣ୍ଡିଆର 3% ଖ୍ରୀଷ୍ଟିଆନ୍ କୁ ଇଣ୍ଡିଆ ର ୩୦% ହିନ୍ଦୁ, ଖ୍ରୀଷ୍ଟିଆନ ସପକ୍ଷରେ ଅଛନ୍ତି ।

  • @amashkhara-ym6gi
    @amashkhara-ym6gi 15 днів тому +5

    ଧନ୍ୟବାଦ୍ ଭୋଉଣୀ ଆପଣ ବହୁତ ଭଲ କହିଲେ ଏମିତି ଆଉ କେତେଟି ଭୋଉଣି ଆମୋ ଅଡିଶାରେ ବାହାର ହେବ ତେବେ ଖ୍ରୀଷ୍ଟୀନ ମାନେ ରକ୍ଷା ପାଇଥାନ୍ତେ ଆପଣକୁ ବହୁତ ବହୁତ ଧନ୍ୟବାଦ ଭୋଉଣୀ ❤🎉

  • @JENERIYASH
    @JENERIYASH 4 години тому

    ବହୁତ ବହୁତ ଧନ୍ୟବାଦ ଦିଦି
    ଏମିତି ଖ୍ରୀଷ୍ଟୀୟାନ୍ ବିଷୟରେ ବହୁତ ଭଲ କହିଥିବାରୁ ଵହୁତ ଵହୁତ ଧନ୍ୟବାଦ୍
    ଯଦି ହିନ୍ଦୁ ମାନଙ୍କର ଯଦି ଭୁଲ୍ କମେଣ୍ଟ୍ କରନ୍ତି।
    ନିଶ୍ଚୟ ଦିନେନା ଦିନେ ସେମାନେ ଘଟଣା ପାଇଵେ
    ନିଶ୍ଚୟ

  • @ManasiSabar-x3k
    @ManasiSabar-x3k 16 днів тому +8

    ଭଉଣୀ ଭୟ କର ନାହିଁ ପ୍ରଭୁ ଆପଣଙ୍କ ସହିତ ଅଛନ୍ତି

  • @Gaint1234
    @Gaint1234 15 днів тому +6

    ଭଉଣୀ ବର୍ତମାନ ଲୋକେ ପାଗଳ କୁକୁର ଭଳି ହେଲେଣି ମୁଣ୍ଡ କାମ କରୁନି ମଣିଷ ହିଂସ୍ର ପାଲିଟିଲେଣି ଧର୍ମ କୁ ଆଖି ବୁଲେଇ ଦେଖ....
    ତୁମ ସାହାସିକତା ତୁମ ପରିଚୟ ତୁମ କୁ ବହୁତ ବହୁତ ଧନ୍ୟବାଦ

  • @bx6fx
    @bx6fx 15 днів тому +7

    ଦିଦିଲ ତୁମେ ଖ୍ରୀଷ୍ଟିଆନ ହେଇକି ସିନ୍ଦୁର କାହିଁକି ଲଗେଇଛ

    • @sushilkumar-do1hf
      @sushilkumar-do1hf 15 днів тому +1

      କିଏ କହୀଲାChristian ସିଂଦୁର ଲଗାନ୍ତୀ ନାହଁ ବଲୀ ତମେ କେତୋଟି ପ୍ରକାର୍ Christian କୁ ଯାଣ

    • @DhirendraNayak-y1s
      @DhirendraNayak-y1s 15 днів тому

      Tamaku jessi asubidha laguchi

    • @PrahalladPrahalladNaik
      @PrahalladPrahalladNaik 8 днів тому

      ​mu 200 ପ୍ରକାର ଦେଖିଛି

  • @KasamKumar-w4o
    @KasamKumar-w4o 16 днів тому +11

    ହିଁନ୍ଦୁ ଗୋଟେ ଧର୍ମ କି ଧର୍ମ ନୁହଁ ଗୋଟେ ଧର୍ମ କେବେ ବି ମାରିବା ପିଟିବା ଲଙ୍ଗଳl କରିବା କଥା କହେ କି ପ୍ରୋକୁର୍ତ ରେ ଏଇଟା ଗୋଟେ ଧର୍ମ ନୁହଁ ଯଦି ଧର୍ମ ହେଇଥାନ୍ତା ମାରିବା କାଟିବା ଲଙ୍ଗଳl କରିବା କଥା କହିନଥlନ୍ତେ

    • @saraswatadhar2467
      @saraswatadhar2467 15 днів тому +1

      Mariba katiba bhala nuhe manuchi Hele Nija Hindu dharma ku tyaga kari gote bahara desa ra dharma ku grahana kariba kete dur thik

    • @saraswatadhar2467
      @saraswatadhar2467 15 днів тому +1

      Lajya lagiba katha jeumane nija hindu dharma ku tyaga kari christian dharma grahana karucha Nija dharma re thai ki bhi sabu dharma ra deba devi nku manipariba taboli kana nija dharma ku tyaga kariba

    • @KasamKumar-w4o
      @KasamKumar-w4o 15 днів тому +4

      @@saraswatadhar2467 ଲାଜ ଲାଗିଲା ବୋଲି ତ ଧର୍ମ ଛାଡିଲୁ ଭାଇ ଗୋବର ଖାଇବାକୁ ମୁତ ପିଇବା କୁ ଲଙ୍ଗଳl ହେଇକି ରହିବା କୁ ବହୁତ ଲାଜ ଲାଗିଲା ସେଇଥିପାଇଁ ହିଁନ୍ଦୁ ଧର୍ମ ଛାଡିଲୁ, ଗଛ ମାଛ ହରିଣ ନଦୀ ସାପ ସବୁ କୁ ପୂଜା କରିବାକୁ ବହୁତ୍ ଲାଜ ଲାଗିଲା ସେଇଥିପାଇଁ ଧର୍ମ ଛାଡିଲୁ, ସlପ ଗୋଟେ ଭାଗବନ୍ କି କୁହ ସାପ ଚୋଟ ରେ ହଜାର ହଜାର ଲକ ମରୁଛନ୍ତି ଭଗବାନ୍ ର କାମ କି ଲୋକଙ୍କୁ ମାରିବା ଏସବୁ ପାଇଁ ହିଁନ୍ଦୁ ଧର୍ମ ଛାଡିଲୁ ଭାଇ

    • @saraswatadhar2467
      @saraswatadhar2467 15 днів тому +1

      @@KasamKumar-w4o Tame mane heucha gote dharmadrohi sethipaayin nija hindu dharma ku chadila Kalia tharu bada e jagatare kehi nahi Jay jagannath 🙏🙏🌺🌺

    • @KasamKumar-w4o
      @KasamKumar-w4o 15 днів тому +2

      @@saraswatadhar2467 ଭାଇ ଭୁଲ୍ କହିଲ ଗୋବର ଠାରୁ ବଡ ଆଉ କେହି ନାହିଁ, ଭାଇ ସିମ୍ପୂଲ୍ କଥା ଆମେ ଗୋବର ଖାଇ ପରିଲୁନି ସେଇଥିପାଇଁ ସତ୍ୟ ଧର୍ମ କୁ ଗଲୁ କାହିଁକି ନା ଜଉଠୀ ଗୁଅ ଖାଇବା ସିଷ୍ଟମ୍ ନଥିବ ସେଇଟା ଅସଲ ଧର୍ମ

  • @idmaraika8631
    @idmaraika8631 16 днів тому +6

    ଦିଦିଙ୍କ ପରି କିଏ ହେବରେ, ଧନ୍ୟବାଦ ଭଉଣୀ, ସlହସ୍ୟକୁ, କୁ ହିନ୍ଦୁ ଏହାଙ୍କ ଆଗରେ ଠିଆ ହେବରେ. ଧନ୍ୟ ଭଉଣୀ. ଏମିତି ଆଗକୁ ବଡ଼ନ୍ତୁ. ଆମେନ. 🙏🙏🙏

  • @TrilochanPradhan-hw9gu
    @TrilochanPradhan-hw9gu 14 днів тому +5

    ଭଉଣୀ ସବୁ ଭଲ massage ଯେ ଦୟାକରି ସିନ୍ଦୁର ଲଗାନ୍ତୁ ନାହିଁ । ଦୁଃଖ କରନାହିଁ । ଏହା ଖ୍ରୀଷ୍ଟିଆନ୍ ଙ୍କ ପାଇଁ ଭଲ ନାହିଁ

    • @aim467
      @aim467 12 днів тому

      😂 Christian is a cult, intolerant, jealous of others culture

    • @chaitanyachaitanya8651
      @chaitanyachaitanya8651 12 днів тому

      Bhauni tome bharatiya nari hisaba re sankha sindura lage pariba . Karana Prabhu manushya ra hrudaya re kebolo basa karanti.

  • @JashrajGundramajhi
    @JashrajGundramajhi 15 днів тому +4

    Very nice speaches dear beloved sister ji ❤❤♥️👍👍👍

  • @SanjeebSanjeeb-z3w
    @SanjeebSanjeeb-z3w 14 днів тому +1

    O O

  • @GONGADHARSANTA-ym1yx
    @GONGADHARSANTA-ym1yx 15 днів тому +2

    ଧନ୍ୟବାଦ ଭଉଁଣି ଆପଣଙ୍କ ମିଡିଆ ଦ୍ବାରା ବହୁତ ସୁନ୍ଦର ବିଷୟ କହୁଛନ୍ତି ବହୁତ ଧନ୍ୟବାଦ 🙏🙏🙏

  • @AscarSamad
    @AscarSamad День тому

    ବହୁତ ଭଲ

  • @SwapnaPangi-pp2ys
    @SwapnaPangi-pp2ys 13 днів тому +1

    God bless you sister and your family..❤❤❤ jagata ra loko kn kahile kharap bhabantu nahi..karana swarg re tame dhana sanchaya karucha..❤❤❤❤

  • @guddydigal98
    @guddydigal98 4 дні тому

    Praise the Lord 🙏ଆଉ ଯେଉଁମାନେ ଶରୀରକୁ ବଧ କରନ୍ତି, କିନ୍ତୁ ଆତ୍ମାକୁ ବଧ କରିପାରନ୍ତି ନାହିଁ, ସେମାନଙ୍କୁ ଭୟ କର ନାହିଁ; ବରଂ ଯେ ଶରୀର ଓ ଆତ୍ମା ଉଭୟକୁ ନର୍କରେ ବିନଷ୍ଟ କରିପାରନ୍ତି, ତାହାଙ୍କୁ ହିଁ ଭୟ କର।
    ମାଥିଉ 10:28

  • @damupadhi3246
    @damupadhi3246 12 днів тому

    😅😅😂😂😅😅ମେମେଡା

  • @Jakubsabara
    @Jakubsabara 12 днів тому

    😮😮😮

  • @SushantiBidika
    @SushantiBidika 15 днів тому +2

    ଜୟ ଯୀଶୁ ଭଉଣୀ ଆଗକୁ ବଢ଼ି ଚାଲ ପ୍ରଭୁ ତୁମକୁ ଆଶୀର୍ବାଦ କରନ୍ତୁ

  • @ranjanbehera239
    @ranjanbehera239 16 днів тому +11

    ପ୍ରଭୁ ଯୀଶୁ ଆପଣଙ୍କୁ ଆଶୀର୍ବାଦ କରନ୍ତୁ ସମସ୍ତଙ୍କୁ ଭଲ ଭାବରେ ବୁଝାଇ ଥିବାରୁ!

    • @subadpani1247
      @subadpani1247 16 днів тому

      ପ୍ରାର୍ଥନା କରନ୍ତୁ ଭଉଣୀ.... ପ୍ରଭୁ ଅଛନ୍ତି କିଛି ହେବନି

  • @jasobantadandsena2020
    @jasobantadandsena2020 13 днів тому +1

    Aare bhauni eta gote sensetive topic so plz aei sabu ku UA-cam re upload Kara ni aau direct hindu hindu e sabu kuhani plz tamara bhali dharmantarikarana murkha mananka pain aaji Christian community badbam

  • @liveforever6998
    @liveforever6998 14 днів тому +5

    ଭାରତ ସଂ୍ଭିଧାନ ରେ ଯେ କୌଣସି ଲୋକ ନିଜ ଇଚ୍ଛା ରେ ଧର୍ମ ପରିବର୍ତନ କରିପାରିବେ ପ୍ରଚାର ଓ ପ୍ରସାର କରିପାରିବେ .... ଜଣେ ଖ୍ରୀଷ୍ଟ ଙ୍କୁ ଜାଣିଲେ ବିନା ମୂଲ୍ୟ ରେ ସେ ଉଦ୍ଧାର ବା ପରିତ୍ରାଣ ପାଇବ

    • @Abcde-w8z
      @Abcde-w8z 9 днів тому

      ଭାରତ ସମ୍ବିଧାନ ରେ କଉଠି ଲେଖା ହୋଇଛି ଧର୍ମ କୁ ନେଇ ବିବାଦ ଭିଡ଼ିଓ କରି ଖ୍ରୀଷ୍ଟିଆନ ମାନେ ୟୁଟ୍ୟୁବ ରେ ଛାଡ଼ୁଛନ୍ତି। ମୁଁ ତ କାହିଁ ହିନ୍ଦୁ ମାନେ ବିବାଦ ଭିଡ଼ିଓ କରି ଛାଡ଼ୁନାହାନ୍ତି ସୋସିଆଲ ମିଡିଆରେ ତାମସା ଧର୍ମ କୁ ନେଇ କରିବେ

    • @Ajitaekka-88
      @Ajitaekka-88  9 днів тому

      Kouthi lekha heichi Christian manonku bandhiki maribe au youtube re chadibe tamsa Chida karibe boli ?

    • @Abcde-w8z
      @Abcde-w8z 9 днів тому +1

      @@Ajitaekka-88 ତମ ଖ୍ରୀଷ୍ଟିଆନ ମାନେ କାହିଁକି ଗାଁ ଗାଁ ବୋଲି ଲୋକଙ୍କୁ ଧର୍ମ ପରିବର୍ତନ କରିବାକୁ କହୁଛନ୍ତି। ସେଥିପାଇଁ ଏମିତି ମାଡ ମାରିଥିଲେ ଆଉ ଛାଡିଥିଲେ ଭିଡ଼ିଓ ବୁଝିଲ । କେରଳ ରୁ ଟଙ୍କା ଆସୁଛି ଦାନ ହିସାବ ରେ କହୁଛ ବହୁତ ଦାନ କଲା ଵାଲା ତମ ଖ୍ରୀଷ୍ଟିଆନ ଲୋକ ଠକ ଟାଉଟର ତମେମାନେ ତମେ ବି ଆଗରୁ ହିନ୍ଦୁ ଥିଲ ଲୋଭରେ ପଡି ଟଙ୍କା ନେଇ ଖ୍ରୀଷ୍ଟିଆନ ହେଇଛ ବୋଧେ ଯାହା ଜଣାପଡୁଛି

  • @padmankulesika1856
    @padmankulesika1856 14 днів тому +1

    Praise the loard sister uchit sikya pai God bless you🎉🎉🎉❤❤❤

  • @GambhirMandinga-o6y
    @GambhirMandinga-o6y 15 днів тому +1

    ଜୟ ଯୀଶୁ ଅମେନ୍ ✝️✝️✝️✝️✝️✝️✝️✝️

  • @madhabpradhan9333
    @madhabpradhan9333 14 днів тому +2

    ଭଲ କହିଛନ୍ତି ଭଉଣୀ କିନ୍ତୁ ସସିଆଲ ସାମନାରେ ଖ୍ରୀଷ୍ଟିୟାନ ହୋଇ ଆସୁଛନ୍ତି
    ତ ସିନ୍ଦୂର ଲଗାନ୍ତୁ ନାହିଁ,ଖରାପ ଭାବିବେ ନାହିଁ

    • @BaskeyAnanta
      @BaskeyAnanta 13 днів тому

      Tame b sampurna odia re message koro Tama na b odia re lekho 😅😅

  • @rohanmali9743
    @rohanmali9743 13 днів тому

    No problem 😊😊😊😂😂

  • @jirimiyaraita359
    @jirimiyaraita359 День тому

    Well

  • @bimagochhayat3100
    @bimagochhayat3100 14 днів тому +1

    Very god right answer God bless you

  • @SubaraoKumbrika-z9b
    @SubaraoKumbrika-z9b 16 днів тому +3

    ଯୀଶୁ ଙ୍କ ପାଇଁ କିଛି ବି କୁହନ୍ତି ଦିଦି ତଥାପି ଭୟ କର ନାହିଁ ପ୍ରଭୁ ଆପଣ ଙ୍କ ସହିତ ଅଛନ୍ତି

  • @parakhitamajhi5554
    @parakhitamajhi5554 14 днів тому +1

    Mashi Jebon Acha hi Jebon hi Mashi hi, Hallelujah Hallelujah , SisterThank you Grat , All the best is God blass you , Amen , Hirakud , 🎉🎉🎉🎉🎉🎉

  • @UttaraWadeka
    @UttaraWadeka 14 днів тому

    ଭଉଣୀ ଡରନି ସତକହିଲେ ସେ ମାନେ ରାଗିବେ କାହିଁକି ନା ସେମାନେ ସତ ଜାଣନ୍ତି ନାହିଁ। ହିନ୍ଦୁ ଧର୍ମ ଶାନ୍ତିର ଧର୍ମ କିଛି କିଛି ଲୋକ ମୂର୍ଖ ମାନେ ଅଛନ୍ତି ହିନ୍ଦୁ କୁ ଅପମାନ କରୁଛନ୍ତି ଏହି ମୂର୍ଖ ମାନଙ୍କ ପାଇଁ ଆମ ଓଡିଶା ର ଜଗନ୍ନାଥ ଙ୍କୁ ଅପମାନ କରୁଛନ୍ତି ପବିତ୍ର ଜଗନ୍ନାଥ ଙ୍କ ମାଟିରେ ଥାଇକି ଶାନ୍ତି ଶିଖୁ ନାହାନ୍ତି ଛି ଛି ।

  • @parakhitamajhi5554
    @parakhitamajhi5554 13 днів тому +1

    You are very good my sister , You are very nice sister , Jesus is Lord , Your femily God blass you , My sister tume kohibo ahu somoy nahi buhjijo boli cohibo ame tumo shagi achu , Amen , Odisha , Hirakud , 🎉🎉🎉🎉🎉

  • @IndanHembram-x5q
    @IndanHembram-x5q 9 днів тому

    Bahut sundar amen

  • @Nitish86858
    @Nitish86858 13 днів тому +1

    God with you❤ don't worry❤ sister

  • @NikolashBaa-i3w
    @NikolashBaa-i3w 12 днів тому

    Jayjisu didi don't fear କାରଣ ଏମାନେ କେବଳ ଆମର ଶରୀରକୁ ହିଁ ମାରି ପାରିବେ କିନ୍ତୁ ଆମ୍ଭ ଆତ୍ମାକୁ ନୁହେଁ ,ପ୍ରଭୁ ଆମ୍ଭମାନଙ୍କ ଆତ୍ମା କୁ ଅନନ୍ତ କାଳ ପାଇଁ ସୁରକ୍ଷା ଦେବେ ଯିଏ ଯାହା କହୁ ତାହାକୁ ପ୍ରଭୁ ଯିଶୁ ତାଙ୍କୁ ଉତ୍ତମ ପଥରେ କଢାଇ ନିଅନ୍ତୁ ସଦାପ୍ରଭୁଙ୍କ ଗୌରବ ହେଉ ଆମେନ୍

  • @AmrishPani
    @AmrishPani 16 днів тому +7

    ଜୀଏ ମାରିବା କହିଛି ତାଙ୍କୁ ଗଜପତି ଟିକେ ଜୀବାକୁ କୁହ

  • @surendraadkatia7848
    @surendraadkatia7848 14 днів тому +4

    ପ୍ରଭୁ ଆପଣଙ୍କୁ ବହୁତ ଆଶିର୍ବାଦ କରନ୍ତୁ l

  • @parakhitamajhi5554
    @parakhitamajhi5554 14 днів тому +1

    Hallelujah , Hallelujah , Thank you my sister , God blass you , Amen .. ODISHA , Sambalpur , Hirakud. Jesus is Lord is God , 🎉🎉🎉🎉🎉🎉✝✝✝✝✝✝✝🇮🇳🇮🇳🇮🇳🇮🇳🇮🇳Amen ,

  • @jyotirmoyajames2491
    @jyotirmoyajames2491 15 днів тому +3

    Sister,ତୁମର କଥା ଠିକ୍ ଅଛି, କିନ୍ତୁ ଖ୍ରୀଷ୍ଟିଆନ ଲୋକ ମଥାରେ ସିନଦୁର ପିନ୍ଧନ୍ତି ନାହି

    • @chaitanyachaitanya8651
      @chaitanyachaitanya8651 12 днів тому

      Bharatiya nari hisaba re sankha sindura lagei ta kaunashi bhul nahi . Karana ame bharatiya Christian.

    • @PradeepPradhan-d6p
      @PradeepPradhan-d6p 11 днів тому

      ତମକୁ କିଏ କହିଲା ସିନ୍ଦୁର ପିନ୍ଧନ୍ତିନି ବଲି

    • @PrahalladPrahalladNaik
      @PrahalladPrahalladNaik 8 днів тому

      ​ଯୀଶୁ କହିଲା

  • @Jihusayamahji
    @Jihusayamahji 13 днів тому +1

    ବଳ ବିଷୟରେ କହିଛନ୍ତି ଦିଦି ସେମାନେ ପ୍ରଭୁଙ୍କ ବିଷୟରେ ଜାଣି ନାହାନ୍ତି

  • @goribenia9146
    @goribenia9146 15 днів тому +2

    Praise the lord God bless you sister 💓❤❤❤❤

  • @AkashSabar-y8z
    @AkashSabar-y8z 12 днів тому +1

    ଆଗକୁ ମାଡ଼ି ଚାଲ ଦିଦି ,,,ହିନ୍ଦୁ ଭାଇ ମାନେ ଖ୍ରୀଷ୍ଟିଆନ ଲୋକମାନଙ୍କୁ ଯେତେ ବିରୋଧୀ କରିବେ ସେତେ ଖ୍ରୀଷ୍ଟିଆନ ଲୋକ ବଢ଼ିବ ଅର୍ଥାତ୍ ହିନ୍ଦୁ କୁ ଛାଡି ଖ୍ରୀଷ୍ଟଙ୍କୁ ଗ୍ରହଣ କରିବେ,,,,କିନ୍ତୁ ଆମେ ଖ୍ରୀଷ୍ଟିଆନ ଲୋକ ଜାଗ୍ରତରେ, ଧର୍ଯ୍ୟରେ ଏବଂ ହିନ୍ଦୁ ଭାଇ ମାନଙ୍କୁ ରାଗରେ replay ନ ଦେଇ ଭଲରେ replay ଦେଲେ ଭଲ ହୁଅନ୍ତା ,,,,thanks ଦିଦି

  • @RajibBagh-y6y
    @RajibBagh-y6y 11 днів тому

    Jai jisu

  • @pradeepdigal8901
    @pradeepdigal8901 7 днів тому

    ଝିଅ ଯାହା କହିଛ ଠିକ କଥା କିନ୍ତୁ ଗୋଟାଏ କଥା ଗାଇ ଗୁହାଳରେ ଯଦି ଛେଳି ଛୁଆ ଜନ୍ମ ହୁଏ ତେବେ ସେ କଣ ଗାଇ ବାଛୁରୀ ହେବ କି ? ଯିଏ ଯୀଶୁଙ୍କୁ ବ୍ୟକ୍ତିଗତ ତ୍ରାଣକର୍ତ୍ତା ରୂପେ ଗ୍ରହଣ କରେ ସେ ଖ୍ରୀଷ୍ଟଙ୍କ ର ହୁଏ । ତମେ କହି ପାରିବ ସିନ୍ଦୂର ଶଙ୍ଖା ଆଉ ଚୁଢି କାହିଁକି ପିନ୍ଦନ୍ତୀ କିଏ ପିନ୍ଦନ୍ତି ?

  • @SanjeebSanjeeb-z3w
    @SanjeebSanjeeb-z3w 14 днів тому

    Odisha

  • @KhristadanHarijan
    @KhristadanHarijan 14 днів тому +2

    Apananku bahut dhayabat god bless you

  • @jagatnayak9798
    @jagatnayak9798 15 днів тому +1

    Praise the lord amen sister God bless you 🙏🙏🙏

  • @SalkhuSoren-vx7wi
    @SalkhuSoren-vx7wi 15 днів тому

    Haleluya ❤️❤️❤️

  • @SanjitPatamajhi
    @SanjitPatamajhi 14 днів тому

    ❤❤❤❤❤

  • @rubanamondal6869
    @rubanamondal6869 10 днів тому

    ଭଉଣୀ ଆପଣ ପ୍ରଭୁଙ୍କ ବାକ୍ୟ ବହୁତ ଭଲ କହିଛ କିନ୍ତୁ ତୁମର ଆଚରଣ ଓ ଖ୍ରୀଷ୍ଟିଆନ ବ୍ୟବହାର ଠିକ କରନ୍ତୁ l ଯେହେତୁ ତୁମର ମଥାରେ ସିନ୍ଦୁର ଲଗାଇଛନ୍ତି l ଭଉଣୀ ତୁମେ କଣ ପ୍ରକୃତ ଖ୍ରୀଷ୍ଟିଆନ ବିଶ୍ୱାସୀ କି?

  • @Jashbantlimma-e9r
    @Jashbantlimma-e9r 3 дні тому

    Right answer, sester

  • @dancerusikaproduction8787
    @dancerusikaproduction8787 15 днів тому

    Joy jisu

  • @LJFIKMinistry
    @LJFIKMinistry 6 днів тому

    Hallelujah

  • @SanjaykumarBidika-e5o
    @SanjaykumarBidika-e5o 12 днів тому

    ବା କି ସତ୍ୟ ଆଉ ପବିତ୍ର ବାଇବେଲ ରୁ ଏହା ଶିକ୍ଷା ମିଳେ ଯେ ଆଗରୁ ଖ୍ରୀଷ୍ଟିଆନ ହୋଇକି ଆଜି ସିନ୍ଦୂର ପିନ୍ଦିକି ହିନ୍ଦୁ ଲକ ପରି ରଲ କଡ଼ି ସୋ କରୁଛ ଏହାହିଁ ବାଇବେଲ ର ପବିତ୍ର ଧର୍ମ 😄😄😄

  • @chaitanyachaitanya8651
    @chaitanyachaitanya8651 12 днів тому

    I am watching this video first time . Very nice

  • @MutaRay-v6b
    @MutaRay-v6b 12 днів тому

    Mu malkangiri jillaru nani bohut ବୋଲ କୋଉଛ ମୋର mano ବୋଲ ନାନୀ ମୁଁ ମାଲକାନଗିରି ଜିଲ୍ଲା ରୁ ମୋଟୁ ଥାନା କାଲିମେଳା ବ୍ଲକ ମାନ୍ୟମକୋଣ୍ଡା ପଞ୍ଚାଶାଇଁଥ village ପେଙ୍କୁରାଇ ଗାଁ ରେ ପିଲା ମୋତେ ବହୁତ ବୋହତ ବୋଲ କୋଉଛ ନାନୀ ବହୁତ ବହୁତ ଧନ୍ୟବାଦ ନାନୀ tankyou for lovili

  • @SumitraPradhanSumitra-m6t
    @SumitraPradhanSumitra-m6t 13 днів тому

    ❤❤❤❤❤❤❤

  • @Jashbantlimma-e9r
    @Jashbantlimma-e9r 3 дні тому

    Good

  • @jisayagamanga6404
    @jisayagamanga6404 14 днів тому

    କାରଣ ଈଶ୍ୱର ଜଗତକୁ ଏଡ଼େ ପ୍ରେମ କଲେ, ସେ ଆପଣ ଅଦିତ୍ୟ ପୁତ୍ରଙ୍କୁ ଦାନ କଲେ,ଯେ ପରି ଯେକେହି ତାହାଙ୍କ ଠାରେ ବିଶ୍ୱାସ କରେ,ସେ ଅନନ୍ତ ଜୀବନ ପ୍ରାପ୍ତ ହୁଏ!

  • @Rajibkumar-kc9ng
    @Rajibkumar-kc9ng 12 днів тому

    Jay jisu❤sister Dhanybad sebakarja re Prabhu jisu sahajay karantu ⛪God bless you ❤❤❤amen❤❤❤

  • @anilsabar28441
    @anilsabar28441 16 днів тому +3

    Thank you di di🎉🎉

  • @Ramesh-oy3sf
    @Ramesh-oy3sf 13 днів тому

    Praise the Lord Sister 🙏✝️🙏 ମାଡ଼ି ଚାଲ ମାଡ଼ି ଚାଲ ମାଡ଼ି ଚାଲ ତମ କାମରେ ତମେ ମାଡ଼ି ଚାଲ...।

  • @surendramajhi7834
    @surendramajhi7834 16 днів тому +7

    କିଏ ତତେ ମାରିବାକୁ ଚାହୁଚି ସିଏ ହିଁ ମୁର୍ଖ ଭଉଣି ଦୁଃଖ କର ନାହିଁ ଧନ୍ୟ ବାଦ ❤❤

  • @arunakumarsethi3509
    @arunakumarsethi3509 14 днів тому +3

    ଅହିଂଷା ପରମ ଧର୍ମ ,ହିନ୍ଦୁ ଧର୍ମ କହୁଛି । ରାମ ,କୃଷ୍ଣ ଏଠାରେ ଜନ୍ମ ନେଇଛନ୍ତି । ରାମ ,କୃଷ୍ଣ ଙ୍କ ବିଚାର କୁ ଗ୍ରହଣ କରନ୍ତୁ ।

  • @saemangagerangavideosmusic7209
    @saemangagerangavideosmusic7209 15 днів тому

    ଭଉଣି ବୟକର ନାହି ପ୍ରଭୂଯୀଶୁଙ୍କ ନିମନ୍ତ ଆଗକୁ ଚାଲ ପ୍ରବୁତମକୁ ଆଶ୍ରିବାଦ କରନୁ ❤❤🎉🎉

  • @damupadhi3246
    @damupadhi3246 12 днів тому

    😮😮ଳଟାଳଟୁ

  • @dauddeshmajhi3848
    @dauddeshmajhi3848 15 днів тому +1

    ଗୀତା, ଭାଗବତ, ରାମାୟଣ ପଢ଼ିଲେ ଲାଗୁଛି, ସନାତନୀ ହିନ୍ଦୁ ଧର୍ମ ଭଲ । କିନ୍ତୁ ସେ ଦୁଇ ଜଣଙ୍କର ମନ୍ତବ୍ୟ ଶୁଣିଲେ, ଦେଖିଲେ, ବିଶ୍ଵାସ ହେଉନି ସେମାନେ ହିନ୍ଦୁ ବୋଲି । କାରଣ ହିନ୍ଦୁ ଧର୍ମ ମାରିବା, କାଟିବା, ହାଣିବା, ଧମକେଇ ଧମକେଇ ଜୟ ଶ୍ରୀ ରାମ୍ ନାରା ଦେବା ଶିକ୍ଷାଏ ନାହିଁ । ହିନ୍ଦୁ ଧର୍ମର କଳଙ୍କ ଏମାନେ ।
    ଏ ମାନେ ଯେତେ ଚେଷ୍ଟା କଲେ ମଧ୍ୟ
    ଆଦିବାସୀ, ହରିଜନ, ଦଳିତ, ପଛୁଆ ବର୍ଗ,ଅଛୁଆଁ ଜାତିକୁ ହିନ୍ଦୁ ସନାତନୀ ନାମରେ ଦକ୍ଷିତ କରିପାରିବେ ନାହିଁ ।
    କାରଣ ଖାଦ୍ୟ,ପେୟ,ଧର୍ମ,ଜାତି ଅଲଗା । ଏ ମାନଙ୍କଠାରେ ତାଙ୍କର ପ୍ରେମ ହିଁ ନାହିଁ । ତାଙ୍କ ଦୃଷ୍ଟିରେ କଳଙ୍କିତ,ଅଛୁଆଁ ଜାତି, ଛୁଇଁବା ମନା, ମନ୍ଦିର ପ୍ରବେଶ ମନା, ଦେବଦର୍ଶନ ମନା,ସାଙ୍ଗରେ ବସିବା ମନା, ଘରେ ପଶେଇବା ମନା,ତାଙ୍କ ହାତରୁ ପାଣି ପିଇବା ମନା,ଖାଦ୍ୟ ଖାଇବା ମନା,ଛାଇଁ ପଡ଼ିଲେ ପାଦ ପଡ଼ିଲେ ମାରା ହୋଇଯିବେ । କିନ୍ତୁ ଆଦିବାସୀ, ଦଳିତଙ୍କ ଠୁ ଠକି ପାରିବେ, ଦାନ, ଦକ୍ଷିଣା, ଟଙ୍କା, ସୁନା,ନେଇପାରିବେ, ନବ ବଧୁର ଯୌନ ସୁଖ ତିନିଦିନ ନେଇପାରିବ, ସ୍ତନ କର ନେଇ ପାରିବେ , ଜମି ହଡପ ,ଶୋଷଣ କରିପାରିବେ । ଏହା କି ଆଦିବାସୀ, ହିନ୍ଦୁ...!

  • @arunakumarsethi3509
    @arunakumarsethi3509 14 днів тому

    ଯୀଶୁ ଦୟା ର ସାଗର ,ଆଉ ସନାତନ ଧର୍ମ କହୁଛି ସର୍ବେ ଭବନ୍ତୁ ସୁଖିନ ସର୍ବେ ସନ୍ତୁ ନିରାମୟ ଏହି ମନ୍ତ୍ର ହି ସାରା ବିଶ୍ୱ ପରିଚିତ ।

  • @Priyankabastia-u7q
    @Priyankabastia-u7q 4 дні тому

    You are true sister
    God bless you

  • @madhunayak1374
    @madhunayak1374 8 днів тому

    God bless you. Watching from Jamshedpur

  • @LebiyaGomango-xz2eb
    @LebiyaGomango-xz2eb 16 днів тому +1

    Jiyo kaku Daruna

  • @sunammanding2830
    @sunammanding2830 7 днів тому

    Tik kailo didi 👌

  • @ratiranjanpradhan8394
    @ratiranjanpradhan8394 12 днів тому

    sister your good Praise the lord

  • @Odiamstv
    @Odiamstv 15 днів тому +4

    ଅତି ସୁନ୍ଦର୍ ଉତ୍ତର ଦେଇଛ

  • @thomasmajhi9844
    @thomasmajhi9844 14 днів тому

    ବହୁତ ଭଲ ପ୍ରସଙ୍ଗ

  • @PrafullaKraska
    @PrafullaKraska 12 днів тому

    ଯେଉଁ ମାନେ ଶରୀରକୁ ନଷ୍ଟ କରନ୍ତି, ସେମାନଙ୍କ ସକାସୁ ଭୟ କରିନାହିଁ ।ଯିଏ ଉଭୟ ଶରୀର ଓ ଆତ୍ମା କୁ ବିନଷ୍ଟ କରି ପାରନ୍ତି ସେମାନଙ୍କୁ ଭୟ କର ।

  • @NarendraManhappatta
    @NarendraManhappatta 13 днів тому

    Jai shree Ram ❤❤❤❤

  • @HcjvChchcjlbj
    @HcjvChchcjlbj 13 днів тому

    Good topic

  • @SumitraPradhanSumitra-m6t
    @SumitraPradhanSumitra-m6t 13 днів тому

    Bahuth bhala kahuchanti didi God bless you didi

  • @BabulaMajhi-r3n
    @BabulaMajhi-r3n 13 днів тому

    Nice

  • @KhusiGadaka
    @KhusiGadaka 11 днів тому

    ମୁ ଜଣେ କ୍ରିଷ୍ଟିଆନ ମୁ ଯୀଶୁଙ୍କୁ ବିଶ୍ୱାସ କରିଛି ଯୋଉ ହିନ୍ଦୁ ବାଇବଉଣୀ କ୍ରିଷ୍ଟିଆନ ଦର୍ମରେ କୋରାପ କମେଣ୍ଟ କରନ୍ତି
    ସେମାନଙ୍କୁ ପ୍ରଭୁଯୀଶୁ ଆଶୀର୍ବାଦ କରନ୍ତୁ ମୁ ସାଗର ବାଇ

    • @PrahalladPrahalladNaik
      @PrahalladPrahalladNaik 8 днів тому

      Mu Cristian but abe ହିନ୍ଦୁ ଧର୍ମ କୁ ଅନୁସରଣ କରୁଛି. I love ରାମ

  • @RjChinmay07
    @RjChinmay07 11 днів тому

    ଆଜ୍ଞା ଆପଣଙ୍କର ଧର୍ମ ଗ୍ରନ୍ଥ କୁ ଇଂଲିଶ ଆଉ ଓଡ଼ିଆ ରେ କିଏ ଅନୁବାଦ କରିଥିଲେ ଆଉ କେଉଁ ମସିହା ରେ କହିବେ ? ସେହି ମହାନ ଅନୁବାଦକ ଙ୍କୁ ମୁଁ ଜାଣିବା ପାଇଁ ଇଛୁକ।🫸🫷

  • @AjithHo
    @AjithHo 15 днів тому

    ଦିଦି Amen 🎉🎉🎉

  • @MenakaBehera-of1mz
    @MenakaBehera-of1mz 15 днів тому

    God bless you sister 💕

  • @DebakiGanik
    @DebakiGanik 13 днів тому +1

    Jai mashihki sister God bless you 🥰🥰🙏🙏👏👏👏👏👏🫡🫡

  • @Suman-G3d7
    @Suman-G3d7 9 днів тому +1

    Aame bi chhristian hebaku chanhuchhu.aamo ku bi gote basta chaula dia plz......

  • @Odbloggerx9
    @Odbloggerx9 12 днів тому

    Good🎉🎉🎉

  • @JashebJageranga-v2o
    @JashebJageranga-v2o 13 днів тому

    ଭଉଣୀ ଥମେ ବ୍ୟସ୍ତ ହୁଅ ନାହିଁ ବେଳା ଯାହାର କରପ ଆସିବ ନା ସେ ଏମିତି କହିବ ଥମେ ଥମ କାମ କର god ଥମକୁ ଆଶୀର୍ବାଦ କରୁ amen

  • @RajkumarBisoi-m2q
    @RajkumarBisoi-m2q День тому

    ଆମେ ସବୁ ଧର୍ମକୁ ସମ୍ମାନ ଦେଉ ।
    ଜୟ ଜଗନ୍ନାଥ 🙏