Village of NDA's presidential candidate Droupadi Murmu in Odisha yet to get electricity

Поділитися
Вставка
  • Опубліковано 22 чер 2022
  • Village of NDA's presidential candidate Droupadi Murmu in Odisha yet to get electricity
    OdishaTV is Odisha's no 1 News Channel. OTV being the first private satellite TV channel in Odisha carries the onus of charting a course that behoves its pioneering efforts.
    Accordingly its charter objectives are FREE, FAIR and UNBIASED. OTV delivers reliable information across all platforms: TV, Internet and Mobile.
    Stay tuned for all the breaking news !
    Visit Our Website odishatv.in/
    News In Odia: otvkhabar.in/
    Android App: bit.ly/OTVAndroidApp
    iOS App: bit.ly/OTViOSApp
    Watch Live: odishatv.in/live-tv
    UA-cam: goo.gl/Ehz6OP
    Watch our latest news in English: bit.ly/3wTgKxc
    Facebook: / otvkhabar
    OTV English Facebook : / otvnews
    Telegram @otvtelegram @otvkhabar
    Twitter: / otvnews
    Instagram: / otvnews
    #OdishaTV #OTV

КОМЕНТАРІ • 284

  • @kabirajmandinga8307
    @kabirajmandinga8307 2 роки тому +60

    ରାଷ୍ଟ୍ରପତି ହେଲେ, କି ପ୍ରଧାନ ମନ୍ତ୍ରୀ ୫ଥର ହେଲେ ବି କିଛି ବଦଳିବା ଅନୁମାନ କରାଯାଉନାହିଁ। କାରଣ, ଦଳୀୟ ନେତାଙ୍କ ଚାପରେ ରହିଯିବେ।

  • @subalkumarswain1457
    @subalkumarswain1457 2 роки тому +78

    MLA, MINISTER, ତାପରେ GOVERNOR, ହେଲେ ଗାଁ କୁ କରେଣ୍ଟ ନାହିଁ, ଏଠି କାହାକୁ ଦୋଷ ଦେବା ?

  • @trptoneaboveall7627
    @trptoneaboveall7627 2 роки тому +35

    ଆହା ସବୁ ଉପୁରି ପ୍ରଶଂସା ଭିତରେ ପ୍ରକୃତ ଚିତ୍ର ମିଳିଲା।ମନ୍ତ୍ରୀ,ରାଜ୍ୟପାଳ ହେଲେ ବିଦ୍ୟୁତ୍ ଗାଁ କି ମିଳିନି।ଲୋକ ଭକ୍କୁଆ ହେଲେ କଣ ହେବ???

    • @SRP-creation
      @SRP-creation 2 роки тому

      Bhai line and supply is their
      Why supply is not available it's fault of their own
      They have to take step for their own

    • @SRP-creation
      @SRP-creation 2 роки тому +1

      If one can notice at 01:28 and pause there street light and pole can be seen why supply is not there it's their own fault

    • @bablupadhan794
      @bablupadhan794 3 дні тому

      P inna NMsz pa😅__​@@SRP-creation

  • @adityabarik2330
    @adityabarik2330 2 роки тому +17

    ମତେ ବହୁତ୍ ଖୁସୀ ଲାଗିଲା ଲାଇଟ୍ ନ ଥିବାରୁ ଏବେ ଆଉ କେବେ light aasiba ni j ଉପର chair re basila pare aau କାହାକୁ ଚିନୀବେ ନି

  • @Rinkukuni
    @Rinkukuni 2 роки тому +23

    ଯିଏ ଯାହା ହେବ ତାର ଓ ତାଙ୍କ ପରିବାର ର ଉନ୍ନତି ହବ ଅଓ କାହାର ଡେଭଲପମେଣ୍ଟ ନାହିଁ

  • @luckyprabhat4699
    @luckyprabhat4699 2 роки тому +17

    ନବୀନ ବାବୁ ବିଜେଡି ଦଳ 25 ବର୍ଷ ଶାସନ କାଳରେ ଓଡିଶା କୁ ବହୁତ ଆଗେଇ ନେଲେ ବୋଲି ମୁଁ ଭାବୁଥିଲି ଆମ ଓଡ଼ିଶା ରେ ଆଉ କିଛି ଅସୁବିଧା ନାହିଁ ବୋଲି ବୋଧେ ନବୀନ ବାବୁ ପିଠା ଯୋଜନା କରି ପଇସା ବର୍ ବାଦ୍ କରୁଛନ୍ତି ହେଲେ 2022 ରେ ବି ଲୋକଙ୍କ ପାଖରେ କରେଣ୍ଟ ପହଞ୍ଚେଇ ପାରିନାହାନ୍ତି ଭାଇ ଏ ନିଉଜ୍ ଭିଡିଓ କାହାକୁ ଦେଖେଇ ବ ନାହିଁ ନହେଲେ ପୁଣି କହିବେ ଆଜିବି ଓଡିଶା ବହୁତ ପଛରେ ଅଛି ଆମ ଓଡିଶା ର ଇଜ୍ଜତ ପଳେ ଇ ଇବ ଆମକୁ ଓଡ଼ିଆ କହିବା ପାଇଁ ଲାଜ ଲାଗିବ

  • @jambeswarbhoi2026
    @jambeswarbhoi2026 2 роки тому +17

    ମନ୍ତ୍ରୀ ଗାଁ ରେ ଲାଇନ୍ ନାହିଁ ଏ ଯାଏଁ ମିଡିଆ କୋଉଠି ଥିଲା

    • @blue_chamaeleon
      @blue_chamaeleon 2 роки тому +2

      ମିଡିଆ ରାଜଧାନୀ ନବୀନ ନିବାସରେ ଡେରା ପକେଇ ରହିଥିଲା, ଆଜ୍ଞା ।

    • @banamalihembram6448
      @banamalihembram6448 2 роки тому

      Ri8

  • @srikantabiswal7359
    @srikantabiswal7359 2 роки тому +10

    ବିକାଶର ପ୍ରକୃତ ସ୍ଵରୂପ। ଭଲ ଲାଗିଲା।

  • @chandrasekharkanhar7021
    @chandrasekharkanhar7021 Рік тому +8

    ଯିଏ ମନ୍ତ୍ରୀ ,ରାଜ୍ୟ ପାଳ ହେଇ ବି ଲୋକଙ୍କ ଦୁଃଖ କଣ ଜାଣି ପାରୁ ନ ଥିଲେ ସେ କେମିତି ରାଷ୍ଟ୍ରପତି ହେଲେ । ମନ୍ତ୍ରୀ ,ରାଜ୍ୟପାଳ ହେଇ ନିଜ ଗାଁକୁ ଏବେ ପର୍ଯ୍ୟନ୍ତ ଅନ୍ଧାରରେ ରଖି ଥିଲେ ରାଷ୍ଟ୍ରପତି ହେଇ ରାଷ୍ଟ୍ରକୁ ଅନ୍ଧାରରେ ରଖିବେ ନାହିଁ ତ ।

  • @rrr4162
    @rrr4162 2 роки тому +18

    ଭାଇ ଆମ ଦେଶରେ ରାଷ୍ଟ୍ରପତି ଖାଲି ଗୋଟେ ପଦ ତା ଛଡା ଆଉ କିଛି ନୁହଁ।ଆପଣଙ୍କ ମତ କଣ?

  • @geetarani_.panua123
    @geetarani_.panua123 2 роки тому +17

    Good plz show this type of news 👍

  • @byomakeshmishra4287
    @byomakeshmishra4287 2 роки тому +25

    This is our true Odisha. Odisha Atma is lying here.

  • @chandankumarnaik9899
    @chandankumarnaik9899 2 роки тому +32

    ରାଜ୍ୟପାଳ ହେଇକି ନିଜ ଗାଁ ରେ କିଛି କଛି କରି ପାରିଲେ ନାହିଁ,ରାଷ୍ଟ୍ରପତି ହେଲେ କରି ପକେଇବେ,ମତେ ଲାଗୁନି

    • @jugurammurmu7628
      @jugurammurmu7628 2 роки тому

      Watch the video again clearly. Electricity poll beside the road is seeing clearly. Only few people have no connection to their home. Otherwise electricity connection is there. Mostly Odisha News are blind. You people are also blind.

    • @footballdiwana6208
      @footballdiwana6208 2 роки тому +1

      Bjp ର ଗୁଣ ଗାଉ ଥିବା ଦଳିତ ପଛୁଆ ଆଦିବାସୀ ମାନଂକ ଅବସ୍ତା ଏଇଆ..... bjp ଏକ ବ୍ରାମ୍ହଣ ବାଦୀ party... ଆଉ ବ୍ରାମ୍ହଣ ମାନଂର କଥା ଆଉ ରାଜୁତି ହିଁ ଚାଲେ.....

    • @jugurammurmu7628
      @jugurammurmu7628 2 роки тому

      @@footballdiwana6208 we are Adivasi, but much better thinking power than you. Hard worker.
      You have such narrow thinking people 😡😡😡😡😡. You can't developed. I know. You are supporting racism. That means only narrow thinking people think such type. Dhik hei ..tumko...

    • @jugurammurmu7628
      @jugurammurmu7628 2 роки тому

      @@footballdiwana6208 and You are supporting false statements of News Channel. Actually there is electricity connection in her village. Go to ger her village and inspect the village and electricity connection. You are blind person like News Channel.

    • @footballdiwana6208
      @footballdiwana6208 2 роки тому +1

      @@jugurammurmu7628 ତୁ ତାଂକ ଗାଁ ରୁ ଆଇଛୁ ବୋଧେ... ତୁମେ ବୋଧେ ମୋଦୀ fan ସେଥିପାଇଁ mirchi ଲାଗୁଛି.... ଖାଲି ଏତିକି କହbjp ଭଳିଆ powerful party ରେ ଥାଇ ସାନ୍ତାଳି ସମ୍ପ୍ରଦାୟରୁ ଆସିଥିଲେ ମଧ୍ୟ ସାନ୍ତାଳି ମାନଂକ ଜଲ ଜଂଗଲ ଜାମିନ୍,ଅଧିକାର ପାଇଁ କେତେ କରିଛନ୍ତି.... ଖାଲି ଜେ ଗାଁ କୁ ବିଜୁଳି ଆଉ ପକ୍କା ରାସ୍ତା ଟିଏ ହେଇଗଲେ ହେଲା ନା କଣ..... ସାନ୍ତାଳ ଆଦିବାସୀ ପୁରା ଦେଶ ର ଆଦିବାସୀ ମାନଂକ ମଧ୍ୟରୁ ଏକ ପୁରାତନ ଆଦିବାସି... ହେଲେ କିଛି କରି ପାରିଛନ୍ତି...... bjp ଶାସିତ ସରକାରଙ୍କ ଏସଟୀ,ଏସସୀ,obc ପ୍ରତି ଥିବା ଦରଦ ଆଉ ଦିଆ ଯାଉଥିବା ଅଧିକାର କୁ ଦେଖ....

  • @geniuschild3329
    @geniuschild3329 2 роки тому +13

    Murmu madam ନିଜ gaon ପ୍ରତି abadan କଣ

    • @bankanidhimishra943
      @bankanidhimishra943 2 роки тому

      Where our chief minister no..1, It is the progress of Odisha., Wher nothing current after 75 years freedom of our country .

  • @royalrosanbarik1036
    @royalrosanbarik1036 2 роки тому +8

    Otv ରିପୋଟର ଭାଇ ଅସଲ କଥାଟି ଏଵେ ଜଣାଇଲ,ଵିଜୁଳି ନଥିଵା ଗାଁ

    • @jugurammurmu7628
      @jugurammurmu7628 2 роки тому

      You are wrong. There is electricity connection in Draupadi Murmu's village. Watch the video again clearly. Electricity poll beside the road is seeing clearly. Only few people have no connection to their home. Odisha News are blind. You people are also blind.

  • @madanmohantudu7413
    @madanmohantudu7413 2 роки тому +17

    Current nahin dukhara kotha . kintu Droupadi president heinothile OTV Reporter uperbeda village ekotha report korinothante.

    • @blue_chamaeleon
      @blue_chamaeleon 2 роки тому +1

      Bastava re ek bidambana ....

    • @Rmurmu132
      @Rmurmu132 2 роки тому

      Unfortunately sad..but latest native village is well developed by ..OTV plase report her husband village Pahadpur..

  • @sanjayjena9867
    @sanjayjena9867 2 роки тому +4

    MLA mp thila bele kan karu thila

  • @santilatanayak8427
    @santilatanayak8427 2 роки тому +8

    ଭାରତ ର ପ୍ରଥମ ନାଗରିକ କିନ୍ତୁ ସରକାର ଙ୍କ ରବର ଷ୍ଟାମ୍ପ ହେବ କଥା ନୁହେଁ

  • @kunamurmu3177
    @kunamurmu3177 Рік тому

    Thanks🙏❤

  • @user-ss3li9mu7s
    @user-ss3li9mu7s 2 роки тому +19

    ଆଦିବାସୀ ମନ୍ତ୍ରୀ ହୁଅ ବା ରାଷ୍ଟ୍ରପତି ହୁଅ ଆଦିବାସୀ ସେମିତି ହିଁ ରହିବେ ପରିବର୍ତ୍ତନ ର ସୁଜଗ ମିଳିବ ନାହିଁ l

    • @odiamentor7039
      @odiamentor7039 2 роки тому +1

      Tume sabu swarga Ku jaa.

    • @footballdiwana6208
      @footballdiwana6208 2 роки тому

      ବର୍ତମାନ ଯୁଗରେ ସୁଯୋଗ କୁ ଅପେକ୍ଷା କରନ୍ତୁ ନାହିଁ... ଜୋର୍ ଜବର୍ ଛଡ଼େଇ ଛଡ଼େଇ ଆଣିବା ପାଇଁ ହେବ...... ଖାଲି ଜେ କେବଳ ଚୌକି ରେ ବସି ଗଲେ କିଛି ହେଇ ଜିବ.. ତାହା ନୁହେଁ... ନିଜର power କୁ ମଧ୍ୟ ଉପଜଗ କରିବା ପାଇଁ ପଡିଥାଏ....

    • @kiskusouth9371
      @kiskusouth9371 2 роки тому

      To adivasi neta hinn... Kichhi kamo koruni kou sola olga caste bala neta kete kamo korichhi dekhha jau... Samato netanko gaanku jai survey koro... Dekhiba

  • @Subhendu_Vlogs
    @Subhendu_Vlogs 2 роки тому +7

    "ମା" ଏବେ ସବୁ ହେଇଯିବ!! ବ୍ୟସ୍ତ ହୁଅନା। ନ ଚାହିବା ଜିନିଷ ବି ମିଳିଯିବ ତୁମ ଗାଁ କୁ..

  • @ashishmamavlog2241
    @ashishmamavlog2241 2 роки тому +15

    ଏତେ ଦିନ ହେବ ମିଡ଼ିଆ କୁଆଡେ ଯାଇଥିଲେ

    • @sansarabag2972
      @sansarabag2972 2 роки тому +1

      Ete Dina heba draupadi murmu kauthi thile

    • @queendeevisha6010
      @queendeevisha6010 Рік тому

      ସମସ୍ତେ political ରାସ୍ତା କୁ bada ପଦବୀ ପାଇଲେ ସେମିତି ହିଁ କୁହନ୍ତି. ଯେମିତି ମୋଦୀ ଚାହା ବିକୁଥିବା କଥା........

    • @queendeevisha6010
      @queendeevisha6010 Рік тому

      ମିଡିଆ bala ପଲିଟିକ୍ସ ଲୋକଙ୍କ ପାଇଁ. ଦୁଃଖର ଜୀବନ ପାଉଥିବା ଲୋକଙ୍କ ପାଇଁ ନୁହେ. ତମେ ଠିକ୍ କହିଛ ପତି g......

    • @queendeevisha6010
      @queendeevisha6010 Рік тому

      @@sansarabag2972 ମୁର୍ମୁ ପା ଶୋଇଥିଲେ. ଏବେ ରାଷ୍ଟ୍ରପତି ହେବେ ବୋଲି ହଠାତ୍ jagi ଉଠିଲେ. ଏମିତି ଲୋକଙ୍କ ପାଇଁ ଦେଶ ta ପୁରା ପଛରେ ରହି ଯାଉଚି....

  • @hemantkumarroutray407
    @hemantkumarroutray407 Рік тому +3

    ଏତେ ପଦ ପଦବୀରେ ରହି ମଧ୍ୟ ମହାଶୟା ନିଜ ଗ୍ରାମକୁ ବିଜୁଳି ଆଲୋକ ପ୍ରଦାନ କରିବାରେ ସଫଳ ନ ହେବାର କାରଣ କ'ଣ ଥାଇପାରେ?

  • @FUNNYVERSION1
    @FUNNYVERSION1 2 роки тому +11

    MLA MP MINISTER PRESIDENT ସମସ୍ତେ ଗାଣ୍ଡିମରା

    • @adharamishra9173
      @adharamishra9173 2 роки тому

      Kichi kariba ate sahaja nuhen ,Raja kosa bojha helani

    • @sanjayabehera4355
      @sanjayabehera4355 2 роки тому

      GST Govt of Odisha Au Govt of India Kan Karuchi...Sabu Road jau karap SEI karap Kan Karuchanti je Raja kosa Khali Heijauchi

  • @romioniosridder8709
    @romioniosridder8709 2 роки тому +7

    Nijo gaonre electricity koreiparileni mantri heiki ...

    • @manojbiswal7967
      @manojbiswal7967 2 роки тому +1

      Bhai odisha ku asiba panyee bjp ra master stroke.... dekha jau kete dur kama kariba... sabu neta gote bhai nijara development kariba janichanti... loka katha pachare kiye... Khali politics.... nijara care niya au pakha padoshi ra bi....

  • @ritabarik6952
    @ritabarik6952 2 роки тому +6

    ଓଡ଼ିଶାରେ ଗୋଟିଏ ଗାଁରେ ଲାଇନ୍ ନାହି ଏଥିପାଇଁ ଓଡ଼ିଶା ସରକାର ଦାଇ

  • @debendranaik1877
    @debendranaik1877 2 роки тому +5

    Ethu jana paduchi se kete chesta karibe. ...nija gaon re electric te lagei pari nahanti. ..bidhayak Hoe ki. ...se puni minister b thile

  • @bikashbehera6438
    @bikashbehera6438 2 роки тому +14

    Jia mantri hoi nija gna ku sudhari parilani se rastapati hoi kn ta bala opadiba ,shame draupadi murmu 😡😡😡😡

  • @SumanKumar-vn9qw
    @SumanKumar-vn9qw 2 роки тому +3

    Good reporting

  • @jugurammurmu7628
    @jugurammurmu7628 2 роки тому +9

    There is electricity connection in Draupadi Murmu's village. See electricity poll beside the road.
    Only few people have no connection to their home. Are you blind news anchor? Go to Murmu's village again . And show whole village.
    Clearly electricity poll beside the road is seeing in this video.

  • @rameshchandrakisan7228
    @rameshchandrakisan7228 2 роки тому +5

    ଯିଏ ଗାଁ ର ଉନ୍ନତି କରି ପାରିଲା ନାହିଁ ଏ କ'ଣ କରିବ

  • @gopalvlogs7387
    @gopalvlogs7387 Рік тому +6

    ସତକଥା କହିବାକୁ ଗଲେ ଦ୍ରୌପଦୀ ମୁର୍ମୁଙ୍କର ଯୋଗ୍ୟତା ନାଇଁ ରାଷ୍ଟ୍ରପତି ହେବା କାରଣ ଯିଏ ନିଜ ଗାଁର ଉନତି କରିନାହାନ୍ତି ସେ କଣ ଦେଶର ଉନତି କରିବେ ଯିଏ ଗାଁ ର ନୁହେଁ ସେ କାହାର ନୁହେଁ ସେ ନିଜର ସ୍ୱାର୍ଥ ଦେଖୁଛନ୍ତି.

  • @ghasirammajhi9222
    @ghasirammajhi9222 2 роки тому

    Jay Jagannath...

  • @baidharhansda7741
    @baidharhansda7741 2 роки тому +4

    Dwipa tala andhara,aha sata katha.otv ku bahut bahut dhanyawad.

  • @biswajitmohanty5900
    @biswajitmohanty5900 2 роки тому +1

    ଯେ ନିଜ ଗ୍ରାମ ପାଇଁ କିଛି କରିନାହାନ୍ତି ସେ ଦେଶ ପାଇଁ କ'ଣ କରିବ

  • @susantkumar6544
    @susantkumar6544 2 роки тому +4

    MLA thaiki kichi kari nahanti

  • @hariharnayak3198
    @hariharnayak3198 2 роки тому +2

    Good news

  • @mangulusantananak6959
    @mangulusantananak6959 Рік тому

    Very nice👍

  • @handsomesatyabhai7569
    @handsomesatyabhai7569 Рік тому

    This is Proud of Odisha

  • @snbbariha251
    @snbbariha251 Рік тому

    ଆଶା କରୁଛ ବହୁତ୍ ଭଳ ହେବ ଜୟ ହେଉ

  • @satyadash7974
    @satyadash7974 2 роки тому

    This is what actual development of odisha state.

  • @bijaykumarsahoo5626
    @bijaykumarsahoo5626 2 роки тому +36

    Please send this video to our beloved
    Prime Minister and chief Minister of odisha. They have deployed thousands of officers to make their country and state developed .Hundred of Ministers are here to develop our land .History will not forgive us for our blind administration.

    • @srikantabiswal7359
      @srikantabiswal7359 2 роки тому

      ଠିକ୍ କଥା।

    • @jugurammurmu7628
      @jugurammurmu7628 2 роки тому

      You are wrong. Watch the video clearly again. Electricity poll beside the road is seeing clearly. Only few people have no connection to their home. Odisha News are blind. You people are also blind.

    • @sarojswain7397
      @sarojswain7397 Рік тому

      @@srikantabiswal7359 llllllllllllllllllllllllllllllllllllllllllllllllllllllll

  • @funnyrecationdunia1996
    @funnyrecationdunia1996 Рік тому +1

    MLA, mp, ta pare Governor ta pare b nija village prati kichi chinta nahin... Dhanya.... 🙏🙏🙏🙏

  • @bhartirajhans1863
    @bhartirajhans1863 2 роки тому +3

    Otv rioter nku thanks. ahi new dekhiba paai.

  • @bankanidhimishra943
    @bankanidhimishra943 2 роки тому +1

    We know, how much progress in rural areas, where no current,no road ,wher as our odisha No 1.

  • @darkprince5213
    @darkprince5213 2 роки тому +1

    Odisha is not only Cuttack and Bhubaneswar

  • @bhabanisankardas8641
    @bhabanisankardas8641 2 роки тому

    ନିର୍ବାଚନ ପରେ ନିର୍ବାଚନ
    ତତ୍ପର ହୁଅନ୍ତି ନେତା ଗଣ
    ଗାଁ ଟା ସାରାସବୁ ଅନ୍ଧକାର
    ପ୍ରତିଶୃତି ଏବେ ପାଣିରେ ଗାର
    କାହାର ନାହିଁ ଏଥିପ୍ରତି ନଜର
    ନିଶ୍ଚୟ ଏବେ ସଭିଏଁ ହୋଇଯିବେ ତତ୍ପର
    🙏ଜୟ ଜଗନ୍ନାଥ 🙏

  • @biswanathbaral2242
    @biswanathbaral2242 2 роки тому +2

    Draupadi murmu nka gramare samasta nka ghara chaala ghar, Abas jojana jaichhi kuade ? Chandanpur, puri.

  • @dhane139
    @dhane139 2 роки тому +2

    Bala heba

  • @laxmikantamajhi1342
    @laxmikantamajhi1342 2 роки тому +5

    Dipa tala andhara

  • @ashwinarya6773
    @ashwinarya6773 2 роки тому +4

    Shame on you both Naveen Patnaik and draupadi murmu

  • @rajeshagrawal901
    @rajeshagrawal901 2 роки тому

    Best.heichhee

  • @Dambaru51
    @Dambaru51 Рік тому

    ପୁରା Mayurbhanj ଅନ୍ଧାର

  • @swarnaprabhapattanaik7730
    @swarnaprabhapattanaik7730 2 роки тому +2

    Nij gaou r improve karini des r kn important keibe

  • @janme.jayanaik2111
    @janme.jayanaik2111 2 роки тому +1

    Ye hai odisha ka bat president hele bi corrent problem heba

  • @rameshchandrakisan7228
    @rameshchandrakisan7228 2 роки тому +2

    ଗାଁ ର ବିକାଶ କରିପାରିଲା ନାହିଁ ଇଏ କ'ଣ ବିକାଶ ଦେଶର କରିବ

  • @budhuramhembramofficial.9139
    @budhuramhembramofficial.9139 2 роки тому +5

    Anything is nothing only politics kehi chahun nahanti kariba pain only for dala only for ghara not for gariba jadi chahante kete dinaru gan, state, nation badali jai thanta.

  • @narendranathbaskey3673
    @narendranathbaskey3673 2 роки тому +2

    Nija GA pai kichi Kari parile nahi 😆 .... Desh lagi Kan Kari be...😫

  • @chandrasekharbehera7127
    @chandrasekharbehera7127 2 роки тому

    Oh

  • @puratanjena3311
    @puratanjena3311 Рік тому

    ରାଜେଶ ଶର୍ମା ଆଜ୍ଞା, ମ୍ୟାଡାମ ଦୁଇ ଦୁଇ ଥର ବିଧାୟକ ଏବଂ ଥରେ ରାଜ୍ୟପାଳ ହୋଇ ନିଜ ଗାଁ ରେ ବିଜୁଳି ବ୍ୟବସ୍ଥା କରିନାହାନ୍ତି ବହୁତ ଦୁଃଖ ଲାଗୁଛି । ପଦବୀରେ ରହିଥିଲେ କିନ୍ତୁ କରିନାହାନ୍ତି । ଯଦି ରାଷ୍ଟ୍ରପତି ପ୍ରାର୍ଥୀ ହେଇ ନ ଥିଲେ ସେ ଗାଁ ରେ ବିଜୁଳି ଯାଇ ନ ଥାନ୍ତି, ଆଜି ବି ଗାଁ ଲୋକେ ଅନ୍ଧାରରେ ରହିଥାନ୍ତେ।

  • @pratimabara8758
    @pratimabara8758 2 роки тому +2

    Murmu mam nija gan proti dhyano diyontu amo side probodo jungle tothapi congress line jogaithila au kichi oncholore kam jari thila but bjp aji soichi

  • @jagameher4129
    @jagameher4129 2 роки тому +1

    Light nei na bauchhe aaru sate light mane lagichhe

  • @vijayanp5342
    @vijayanp5342 2 роки тому

    Murmu congrats,from kerala

  • @itsbikram24
    @itsbikram24 2 роки тому +1

    ସ୍ଵାଧୀନତା 75 ବର୍ଷ ହେଲା ହେଇନି ଏଇ ଗୋଟେ କଥା ୧୦୦ ବର୍ଷ ପାଇଁ ଆହୁରି ୨୫ ବର୍ଷ ଅଛି ହେଇଯିବ ।୨୫ ଅଛି ଆପଣମାନଙ୍କ ହାତରେ ।

  • @prafullakumar321
    @prafullakumar321 2 роки тому +2

    A neta tahele gaon pani kichhi karini,kebala nijapani karichhi,amiti lokaku rastrapati karajauchhi,desa dhnya heijiba ?

  • @guliatudu4730
    @guliatudu4730 Рік тому

    Bholo katha aau tome supper michhua

  • @umakanta3852
    @umakanta3852 2 роки тому +1

    Aeithiru Jana paduchii..se gaon pai kete bhabuchantii 😂😂😂

  • @sankarsahu7123
    @sankarsahu7123 Рік тому

    Draupadi murm mantri hoi ganku bahuta subidha deithibaru aneka aneka dhanyabad dhanyare bharat

  • @prafullabarik7085
    @prafullabarik7085 2 роки тому

    Very sad .

  • @sampattypandey
    @sampattypandey 2 роки тому

    She was former MLA, MINISTER and Governor of a state but she couldn't do this for her village . What can she do ???

  • @premlalsahu6424
    @premlalsahu6424 2 роки тому +1

    ପୁରା ଭକୁଆ ରାଜ୍ୟପାଳ ଥିଲେ ନହେଲେ ପରିସ୍ଥିତି ଖରାପ ହେବା କଥା ନୁହେଁ ନିଜ ଗାଁ ରେ ଲାଇଟ୍ ନାହିଁ ସିଏକଣ ଅଳଗାଲୋକର ଆଲୋକ କରିବେ

  • @prabhatkumarjena4750
    @prabhatkumarjena4750 2 роки тому

    Praise the lord

  • @bijaybehera1725
    @bijaybehera1725 2 роки тому +3

    Droupadi kon karuthila

  • @ashrujagansamantasinghar2558

    😓😓😖😖

  • @jagannathswain4211
    @jagannathswain4211 2 роки тому +4

    Our honb'le CM shd feel proud by seeing this video nd devlopment work @Odisha!

  • @dhaneswarofficial7468
    @dhaneswarofficial7468 2 роки тому +2

    ଏ ପର୍ଯ୍ୟନ୍ତ ଲାଇନ ଆସିନାହିଁ

  • @santoshdas959
    @santoshdas959 2 роки тому +1

    Amiti ka kamika netri ?Samasta powerfull post Modi n Amit saha ki pocket re. Kia hele kana bikasa heba?

  • @sanadabhue4354
    @sanadabhue4354 2 роки тому +1

    ବିଜୁଳି ନ ଥିଲେ କଣ ହେଲା ସୂର୍ଯ୍ୟ ଆଲୋକ ତ ଅଛି

  • @mungihansda4455
    @mungihansda4455 2 роки тому +1

    Jiye nija gain ra urnati kariparuni siye phuni Rastra ra urnati kemiti kariba

  • @dillipkumarpatra5017
    @dillipkumarpatra5017 2 роки тому

    Setebele ganre rahuthile karenta nathila abeto dilhi chalijibe aou kan milibo

  • @skbehera3946
    @skbehera3946 2 роки тому +1

    Electric pole ta dekha jau chi mausi

  • @tapaswinipradhan1741
    @tapaswinipradhan1741 Рік тому

    Dist name?

  • @avisamalavisamal9179
    @avisamalavisamal9179 2 роки тому

    After becoming stamp prasident the village will be electrification

  • @yogitharanachandrasekhar4263
    @yogitharanachandrasekhar4263 19 годин тому

    Akka people rashtrawadi rashtra training 15.7.2024

  • @satyaprakashmishra5519
    @satyaprakashmishra5519 2 роки тому +2

    Jadi nija gaa ku bijuli nahi tahele desha ra kana heba

    • @curiosity9559
      @curiosity9559 2 роки тому

      Bijuli aachi bhai ...se mahila michha kahuchi

  • @chikusriram3621
    @chikusriram3621 2 роки тому +1

    Jia nija gna ku line ra bikash karuparuni se desa basi nkara kn seba Kariba😂🤣

  • @isudasmallickcreation
    @isudasmallickcreation Рік тому

    ରାଜ୍ୟପାଳ ହେଇକି କିଛି କଲେଣି ଏବେ କଣ ଉପାଡିବ ନିଜ ଗାଁ ରେ ବିଜୁଳି ନହିଁ

  • @trilochankhuntia979
    @trilochankhuntia979 2 роки тому

    ଦେଖନ୍ତୁ ଆମ ରାଜ୍ୟ ର ବିକାଶ । ବିଜୁଳି ବି ନାହିଁ ।

  • @niharjena4099
    @niharjena4099 2 роки тому +1

    Shame on you both Naveen And Draupadi

  • @satrughnaratai1556
    @satrughnaratai1556 Рік тому

    ଦୟାକରି କେଉ ଗାଁ କୁ light ଲାଗିନି ତାହେଲେ ଭାରତ ର ଭାଷଣ ମାରୁ PM କୁ ଭେଟି ନିଜ ଗାଁ ର ଜଣ ଙ୍କୁ ରାଷ୍ଟ୍ରପତି ପାର୍ଥି କରିବେ ତାହେଲେ ସେ ନିଜ ଗାଁ ଙ୍କୁ light ଆଣି ପାରିବ

  • @prakash.ppillai343
    @prakash.ppillai343 Рік тому

    Jai jai Hindusthan 🌹🌹🌹

  • @sadanandasahusahu6851
    @sadanandasahusahu6851 Рік тому

    ନବୀନ ସରକାର ତିବା ଏ ପରିସ୍ଥିତି ଲାଗି ରହିବ

  • @kumardeba5823
    @kumardeba5823 Місяць тому

    Ohh god agaru MLA,MP thaiki madya kichi karinahanti so very sad

  • @111-philipjibranthmandal7
    @111-philipjibranthmandal7 2 роки тому +2

    Agar me sach me murmu mam ki jaga hota to mere gaon ko sab log ka ghar new banwa ke dunga ,

  • @ramasir1504
    @ramasir1504 2 роки тому

    kete thara minister heithile electric connection heithanta.

  • @madanmohanpradhan5173
    @madanmohanpradhan5173 Рік тому

    ତା ନିଜ ପାଇଁ ସେ ରାଷ୍ଟ୍ରପତି ହୋଇଛନ୍ତି ଗାଁ ପାଇଁ ନୁହେଁ

  • @user-gw1kj9oc2l
    @user-gw1kj9oc2l 8 днів тому

    RAMESH

  • @princeyoutube4506
    @princeyoutube4506 2 роки тому

    Medam ta kebe chesta kari nahi AC re rahina kiye

  • @babuji2019
    @babuji2019 2 роки тому +1

    Uparbeda re bijudi nahi media no thile ame jalino thantu mote president bholo lagileni '

  • @satyanarayanmarndi4531
    @satyanarayanmarndi4531 2 роки тому

    Uper beda gaon ku 1985 ru electricity supply heichhi