Election Song । Santosh Kumar Bacha Kalyansingpur A ZP Candidate । MAA Majhighariani Entertainment

Поділитися
Вставка
  • Опубліковано 6 лют 2022
  • Panchayat Election Song 2022
    Kalyansingpur A ZP Candidate
    Santosh Kumar Bacha
    Singer - Tapan And Sasmita
    ହେ କଲ୍ୟାଣସିଂହପୁର କୋ ଜୋନ୍ ପାଇଁ
    ଜିଲ୍ଲା ପରିଷଦ ହେଉ ସନ୍ତୋଷ ଭାଇ
    ଭୋଟ୍ ଦେଇ ବିଜୟୀ କରିବା
    ତାଙ୍କୁ ହିଁ ଆମେ ଜିତେଇ ଦେବା
    ତାଙ୍କ ପରି ଭଲ ପ୍ରାଥି ଆଉ କିଏ ନାହିଁ
    ଟଙ୍କା ମଦ ପାଇଁ ଭୋଟ ବିକିବା ନାହିଁ
    ଭୋଟ ବିକିବା ନାହିଁ
    ଆମ ଚିହ୍ନ ତମ ଚିହ୍ନ ନାଗରା ଚିହ୍ନ
    ଟାମକ ବାଜା ଦେଖ ନିଶିଣି ଚିହ୍ନ
    Music
    ଆଦିବାସୀ ଗୀତକୁ ପରିଚୟ ଦେଲେ ସାମ୍ବାଦିକ ହୋଇ ଆମ ସାଙ୍ଗରେ ରହିଲେ
    ଜନ ସେବା ପାଇଁ ତାଙ୍କ ଜୀବନକୁ ସିଏ
    ସମର୍ପି ଦେଲେ
    ତାଙ୍କ ପରି ଭଲ ପ୍ରାଥି ଆଉ କିଏ ନାହିଁ
    କାହା କଥା ଶୁଣି ଭୋଟ ବିକିବା ନାହିଁ
    ଭୋଟ ବିକିବା ନାହିଁ
    ହେ କଲ୍ୟାଣସିଂହପୁର କୋ ଜୋନ୍ ପାଇଁ
    ଜିଲ୍ଲା ପରିଷଦ ହେଉ ସନ୍ତୋଷ ଭାଇ
    Music
    ଉନ୍ନତି ହେବ ଏଇ କଲ୍ୟାଣସିଂହପୁର
    ଖୁସି ହେବେ ଆମ ଚାଷୀ ପରିବାର
    ଜିଲ୍ଲା ପରିଷଦ ହେଲେ ଆମ ସନ୍ତୋଷ ଭାଇ ଭଲ ହିଁ ହେବ
    ତାଙ୍କ ପରି ଭଲ ପ୍ରାଥି ଆଉ କିଏ ନାହିଁ
    ଅବୁଝା ହୋଇ ଭୋଟ ବିକିବା ନାହିଁ
    ଭୋଟ ବିକିବା ନାହିଁ
    ହେ କଲ୍ୟାଣସିଂହପୁର କୋ ଜୋନ୍ ପାଇଁ
    ଜିଲ୍ଲା ପରିଷଦ ହେଉ ସନ୍ତୋଷ ଭାଇ
    _____
    Like || Share || Comment || Subscribe || Support ||
    TURN ON THE BELL ICON on the channel! 🔔 SUBSCRIBE to Maa Majhighariani Entertainment
    ................................................................................................................
    Gmail - multistarsuprit@gmail.com
    ................................................................................................................
    Our Social Links
    UA-cam - / maamajhigharianientert...
    Twitter- / supritsantoshbacha
    instagram- / supritsantoshbachaoffi...
    LinkedIn- / suprit-santosh-bacha-7...
    Facebook- / supritsantoshbacha
    Facebook Page- / maamajhighariaanienter...
    ...............................................................................................................
    ................................................................................................................
    ବିଶେଷ ସୂଚନା
    ଏହି ଭିଡ଼ିଓ କେବଳ ମା ମଝିଘରିଆଣୀ ଏଣ୍ଟରଟେନମେଣ୍ଟ ( MME Odia ) ୟୁଟ୍ୟୁବ ଚ୍ୟାନାଲ ପାଇଁ। ଏହାକୁ ଅନ୍ୟକେହି ଆମର ବିନା ଅନୁମତିରେ ତାଙ୍କ ୟୁଟ୍ୟୁବ (UA-cam) ଚ୍ୟାନାଲରେ ଛାଡ଼ି (Upload) ପାରିବେ ନାହିଁ। ଯଦି କେହି ଏହାକୁ ଅବମାନନା କରନ୍ତି ତାହାହେଲେ ଆମେ ବିନା information ରେ copyright strike କରିବୁ।
    ............................................................................................................
    #KalyansingpurZpA
    #SantoshKumarBacha
    #ElectionSong
    Suprit SantoshBacha
    #MmeOdia
    #MaaMajhigharianiEntertainment
  • Розваги

КОМЕНТАРІ • 13