KORAPUT LOCAL MANGO .

Поділитися
Вставка
  • Опубліковано 6 чер 2024
  • King Of Fruits Mango Gives An Identity To Koraput Tribal Community.
    The tribal community of Koraput district has made an identity for themselves by widely cultivating and Collecting mangoes, making them self-sufficient and empowered during the summer.
    କୋରାପୁଟ ଏଗ୍ରୋ ପ୍ରଡକ୍ଟସ୍ ପ୍ରଡ୍ୟୁସର କମ୍ପାନୀ ଲିମିଟେଡ ( କାପକୋ ) ସ୍ଥାନୀୟ କଳାନିକେତନ ଛକ ଠାରେ ଆମ୍ବର ପସରା ଖୋଲିଛି। ଏଠାରେ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଚାଷୀ ମାନେ ଉତ୍ପାଦିତ କରିଥିବା ଆମ୍ବ ଗୁଡିକୁ ବଜାର ଦରରେ ବିକ୍ରୟ କରାଯିବ। ଆମ୍ର ପଲ୍ଲୀ, ଲେଙ୍ଗଡା, ଦଶେରି, ମଲ୍ଲିକା, ବାଇଗଣପଲ୍ଲୀ, ସୁନ୍ଦରୀ, ହିମ୍ ସାଗର ଓ ଖଟା ମିଠା ପ୍ରଜାତିର ଆମ୍ବ ଏଠାରେ ରଖା ଯାଇଛି।

КОМЕНТАРІ •