ଗୁଆଘିଅ ଗୀତରେ ନାଚିଲେ AFRICA ଛୁଆ ||AFRICAN CHILDREN DANCE WITH ODIA SONG

Поділитися
Вставка
  • Опубліковано 20 вер 2024
  • ଗୁଆଘିଅ ଗୀତରେ ନାଚିଲେ AFRICA ଛୁଆ ||AFRICAN CHILDREN DANCE WITH ODIA SONG
    Original song link • Gua Ghia //Odia Viral ...
    Special thanks to bunty bhai
    Ghettokids Instagram link ...
    My  friend HANS UA-cam link • Santal is Back in Ugan...

КОМЕНТАРІ • 3,9 тис.

  • @FunnyAngulia
    @FunnyAngulia Рік тому +2779

    Thank You somuch bhai❤❤❤❤❤

  • @MuTraveller
    @MuTraveller  Рік тому +401

    Share this video all Odisha 😢😢 this video special dedicate by my subscriber

  • @santoshkumarsahoo2049
    @santoshkumarsahoo2049 Рік тому +86

    ଓଡ଼ିଶା ର ସବୁଠୁ No-1 ବ୍ଲଗର୍ ଲବ ଭାଈ,ତୁମକୁ ବହୁତ୍ ବହୁତ୍ ଧନ୍ୟବାଦ୍ ଓଡ଼ିଶା ର culture and Tradition କୁ ବାହାର ଦେଶ ବିଦେଶ ରେ ପ୍ରଚାର ପ୍ରସାର କରୁଥିବାରୁ। ମୁଁ ଭାଇ ତୁମର Biggest Fan , ତୁମର ସବୁ ଭିଡ଼ିଓ କୁ ମୁଁ ଦେଖେ ବହୁତ୍ ଭଲ ଲାଗୁଛି, ତୁମେ ସେମିତି ସବୁବେଳେ ଭଲ vlog କର ଓଡ଼ିଶା ର ନାମ କୁ ବଡ଼ କର। ପ୍ରଭୁ ଜଗନ୍ନାଥ ତୁମକୁ ସବୁବେଳେ ଭଲ ରେ ରଖନ୍ତୁ। ଜୟ ଜଗନ୍ନାଥ,ଜୟ ଓଡ଼ିଶା,ଜୟ ଭାରତ🇮🇳🇮🇳🇮🇳
    Love you Lav Bhai❤❤❤🤘🤘🤘

  • @tophanmallik2118
    @tophanmallik2118 Рік тому +11

    ଲବ ଭାଇ ଗୁଆ ଘିଅ dance ଏତେ ସୁନ୍ଦର ଥିଲାଯେ ମତେ ବହୁତ ଖୁସି ଲାଗିଲା ବା ଲବ ଭାଇ thank you

  • @Bhabanishankarmohanty-yy1ed
    @Bhabanishankarmohanty-yy1ed Рік тому +55

    ବହୁତ୍ ଖୁସି ଲାଗିଲା ଭାଇ ଓଡ଼ିଆ ଗୀତ କୁ ଆଫ୍ରିକା ରେ ବଜେଇ ସେଠି କାର ପିଲାଙ୍କ ସହ ନାଚିଲ ଈଆ ଠୁ ବଡ ଗର୍ବ ର କଥା କିଛି ନାହିଁ ❤ଖାସ କରି ତ୍ ବଣ୍ଟି ଭାଇ କୁ ଧନ୍ୟବାଦ ଏ ଗୀତ ପାଇଁ

  • @suryamishra4153
    @suryamishra4153 Рік тому +45

    ଭାଇ ତମେ ଏତେ ଦୁଃଖ କୁ ଛାତି ଭିତରେ ଚାପି ରଖି କେମିତି ଏତେ ଖୁସି ରେ ରହି ପାରୁଛ? ଭାଇ ସେ ଯାହା ହେଉ କିନ୍ତୁ ଆପଣ ଆମ ଓଡ଼ିଆ ଗୀତ କୁ ଆଉ ଓଡ଼ିଆ ଭାଷା କୁ ଆଫ୍ରିକା ରେ ଯାଇ ଦର୍ଶାଇ ଥିବାରୁ ବହୁତ୍ ବହୁତ୍ ଧନ୍ୟବାଦ୍🙏🏻 ମା ଭଣ୍ଡାର ଘରଣୀ ଆପଣଙ୍କୁ ସବୁବେଳେ ଭଲରେ ରଖିଥିବେ ବଲି ମୋହର ଭରସା 🙏🏻🇮🇳 ଜୟ ହିନ୍ଦ୍ ଜୟ ଜଗନ୍ନାଥ

  • @barshapriyadarshinii
    @barshapriyadarshinii Рік тому +93

    ଓଡ଼ିଶାରେ ଜନ୍ମ ହୋଇ ଜୋଉ ମାନେ ଗର୍ବ ଅନୁଭବ କରୁଚ ଗୋଟେ ଲାଇକ୍ କର

  • @Soumya_Mamun
    @Soumya_Mamun Рік тому +48

    ଆଫ୍ରିକାରେ ବି ଗୁଆ ଘିଅ 😍କି step ରେ ଭାଇ,, ପୁରା ମସ୍ତ ଡ୍ୟାନ୍ସ 😊ଦିଲ୍ ସେ ଧନ୍ଯବାଦ୍ ଭାଇ 👍ଭାଇ ଆମ ଓଡିଶା କୁ
    Proud feel କରେଇ ଥିବାରୁ ❤❤❤

  • @odiavlogbypinki2557
    @odiavlogbypinki2557 Рік тому +37

    ବହୁତ ଭଲ ଡାନ୍ସ 😊 ଭାଇ ଆଫ୍ରିକା ର ପିଲା ହେଇକି କେତେ ଭଲ ନାଚିଲେ ❤❤ love you all 😊

  • @chaitanyanaik9653
    @chaitanyanaik9653 Рік тому +17

    କମାଲ କରିଦେଲ ଲବ ଭାଇ ଜବରଦସ୍ତ ଡ୍ୟାନ୍ସ ହେଲା 👌👌👌👌👌👌👌👌👌ଭାରତ ମାତା କି ଜୟ 🇮🇳🇮🇳🇮🇳

  • @Djloverkalpes
    @Djloverkalpes Рік тому +83

    ଓଡ଼ିଆ ଭାଷାର ବିକାଶ ଏହାକୁ ହିଁ କୁହାଯାଏ ❤️❤️ କୈାଣସି ନେତା ଦିପଦ ଭାଷଣ ମାରିଲେ ତାକୁ ବିକାଶ କୁହାଯାଏ ନି ଧନ୍ୟବାଦ ଭାଇ❤️❤️❤️

  • @munu_odisha_vlog
    @munu_odisha_vlog Рік тому +31

    ଲବ ଭାଇ ପାଇଁ ଗୋଟେ Like ତ ହଉ 👍👍
    ଯୋଉମାନେ କମେଣ୍ଟ ଦେଖୁଛ ଗୋଟେ 👍👍
    ଜୟ ଜଗନ୍ନାଥ.. ଜୟ ଭାରତ.. ଜୟ ଓଡିଶା.. ଜୟ ଓଡ଼ିଆ.. 👍👍👍... ଗୋଟେ 👍

  • @Smartdilip785
    @Smartdilip785 Рік тому +909

    🇮🇳 flag କୁ ଯେଉଁମାନେ ଭଲ ପାଆନ୍ତି ଗୋଟିଏ 👍👍👍

    • @trilochananayak2590
      @trilochananayak2590 Рік тому

      🇮🇳

    • @NONAME-kt2gp
      @NONAME-kt2gp Рік тому +1

      Dillll khussss bhaiii❤❤❤❤❤

    • @iswarbarik5152
      @iswarbarik5152 Рік тому

      Tumor Khali like darkar flag ku nei mastani kariba.

    • @trilochananayak2590
      @trilochananayak2590 Рік тому +1

      @@iswarbarik5152 ସେ ଭାଇ ଏମିତିକା କହି କହି 596 like ନେଇସାରିଲଣି ଆମକୁ କେହି like କରୁନାହାନ୍ତି 🙏🚩🇮🇳🇮🇳🇮🇳

  • @abhaysahu5342
    @abhaysahu5342 Рік тому +55

    ସୁପରହିଟ ଗୀତ ସାଂଗକୁ ନାଚ 🎉🎉🎉🎉 ଆମ ଓଡ଼ିଶା ର ଗୀତ କୁ Africa ରେ ନେଇକି ସେମାନଙ୍କୁ ନଚାଇଵାରୁ ବହୁତୁ ଧନ୍ୟବାଦ ଭାଇ ତମକୁ ଜୟ ଜଗନ୍ନାଥ ଆଇ❤ ଓଡ଼ିଶା

  • @debashishparida7288
    @debashishparida7288 Рік тому +7

    ଅତି ସୁନ୍ଦର ଆଫ୍ରିକାର ପିଲାମାନଙ୍କ ନାଚ😊

  • @sinventedgirl4540
    @sinventedgirl4540 Рік тому +64

    ସେମାନେ ବହୁତ ମିଶାଣୀଆ ଏବଂ ଆମ ଭାଇ ବି , ତୁମ ଡାନ୍ସ ଆମ ସମସ୍ତଙ୍କୁ ବହୁତ ଭଲ ଲାଗିଲା, ଜୟ ଜଗନ୍ନାଥ ❤

  • @officialnaik_sanjay
    @officialnaik_sanjay Рік тому +62

    😍😍😍😍😍😍👌👌👌👌🥰🥰🥰🥰 ♥️ ଭଲ ଗୀତରେ ଭାଈ ନଚେଈଲ ମେତେ ଭଲ ଲାଗିଲା ଭାଈ welcome to odisha ♥️ଜୟ ଜଗନ୍ନାଥ

  • @sureshmajhi4280
    @sureshmajhi4280 Рік тому +6

    ଓଡ଼ିଆ, ଗୁଆ ଘିଅ ଗୀତ ରେ ପୁରା ଫୁଲ୍ ମସ୍ତିରେ ନାଚ କରିଥିବାରୁ ବହୁତ ବହୁତ ଧନ୍ୟବାଦ🎉

  • @ffshortsvideo6068
    @ffshortsvideo6068 Рік тому +7

    ଲବ ଦାଦା ଆପଣଙ୍କ ଡେନ୍ସ ଦେଖି ଫିଦା ହି ଗଲି very nice dance 👍 super bro 👌

  • @GokuliOdisha
    @GokuliOdisha Рік тому +1120

    ଆମ ଓଡ଼ିଶାର ଓଡ଼ିଆ ଗୀତ କୁ Africa ରେ ବଜେଇ ଥିବା ରୁ ଅନେକ ଅନେକ ଧନ୍ୟବାଦ ❤❤❤

    • @SankarMunda-u9k
      @SankarMunda-u9k Рік тому +4

      Odisha bhai odia song bazi bo na bhai...❤🎉🎉🎉❤❤❤❤❤😊

    • @Nilakarbhatra
      @Nilakarbhatra Рік тому +6

      Very very happy brother ❤❤ilove odisha ❤❤❤

    • @Labavaifanpage
      @Labavaifanpage Рік тому +1

      ଖାଲି ଧନ୍ୟବାଦ ନୁହ ଭାଇ ଅନେକ ଅନେକ ଶୁଭେଛା ❤❤❤❤
      God bless u vai
      Plz vai video starting re tikey date mention kara aguda jemiti tumara gote gote episode hei rahiba aga jeneration kichi sikhiba darkar plz plz

    • @Asim-xz2hp
      @Asim-xz2hp Рік тому +1

      Bhai lot's of love... 💓💯💓

    • @subashajani9852
      @subashajani9852 11 місяців тому +1

      Thank you,

  • @puspanjalinaik164
    @puspanjalinaik164 Рік тому +4

    ମୁଁ ବି ଏ ଛୁଆ ଙ୍କ dance video ଦେଖିଛି, ବହୁତ tallented d ଆଜି ଭାଇ ଙ୍କ ସହ ଛୁଆ ମାନକ ଙ୍କୁ ଦେଖି। ବହୁତ୍ ଖୁସି ଲାଗିଲା l ଧନ୍ୟବାଦ ଭାଇ🙏 ଜଗନ୍ନାଥ ଆପଣଙ୍କୁ ବହୁତ ଭଲ ରେ ରଖନ୍ତୁ l

  • @hemendratandi5441
    @hemendratandi5441 Рік тому +28

    ଲବ ଭାଇ ତମେ ଆମ ଓଡ଼ିଶାର ଗୀତ ରେ ନାଚ ଆଫ୍ରିକା ର ଛୁଆ ମାନଙ୍କୁ ନଚେଇ ଥିବାରୁ ବହୁତ୍ ବହୁତ୍ ଧନ୍ୟବାଦ୍
    ମୋ ଦିଲ ❤ ଖୁସ କରିଦେଲ ଭାଇ,,

  • @krglbskeyjbkz1004
    @krglbskeyjbkz1004 Рік тому +339

    Finally ଆମେ ଏଇ video ପାଇଁ ଅପେକ୍ଷାରେ ଥିଲେ ❤❤❤ ଲବ ଭାଇ ପାଇଁ ହେଇଯାଉ ଗୋଟେ 👍👍👍🇮🇳🇮🇳🇮🇳

    • @MR_BISWAJIT01
      @MR_BISWAJIT01 Рік тому +1

      Asiki kahithila kire 😅😅😅😅

    • @krglbskeyjbkz1004
      @krglbskeyjbkz1004 Рік тому +2

      ​@@MR_BISWAJIT01boka choda 2022 re dekhi thili yanko video boka choda 😂😂

    • @MR_BISWAJIT01
      @MR_BISWAJIT01 Рік тому +1

      ​@@krglbskeyjbkz1004 amiti ki mo bhabana thik au mu bhabili tu janilu kemiti hou hou kali Bhubaneswar asichhanti to baba bou ku neiki jibu hele pua 😅😅😅😅

    • @MR_BISWAJIT01
      @MR_BISWAJIT01 Рік тому +1

      @@krglbskeyjbkz1004 like nebe boli kn houcha kire alpangia sale

    • @krglbskeyjbkz1004
      @krglbskeyjbkz1004 Рік тому +1

      @@MR_BISWAJIT01 😂😂 bbsr re dekha to hobo aau 😂😂

  • @akshaykumarmukhi5245
    @akshaykumarmukhi5245 Рік тому +11

    I am proud of u bhai,,, ଓଡ଼ିଆ ଗୀତ ଆଫ୍ରିକା ରେ ,,,,song and dance very nice 👍👍👍

  • @sidhantnaik8700
    @sidhantnaik8700 Рік тому +106

    ଜୟ ଜଗନ୍ନାଥ 🙏🙏🙏 ଓଡ଼ିଶା ରୁ ହେଇଥିବାରୁ ମୁ ଗର୍ବିତ ❤❤🇮🇳🇮🇳🇮🇳

  • @sushilchakisushil557
    @sushilchakisushil557 Рік тому +36

    ଆଉ ଥରେ Africa ଗଲେ ଏହି ସବୁ ଦେଖେଇବ please ନୀଳ ନଦୀ, ସାହାରା ମରୁଭୂମି, ସୁଏଜ୍ କେନାଲ ଓ ମିସର୍ ପିରାମିଡ୍ ❤❤❤❤❤

  • @rameshchandradash4605
    @rameshchandradash4605 Рік тому +8

    Iam very happy for african people who talk a word jn odia language brother go ahead

  • @MajhiHruda
    @MajhiHruda Рік тому +95

    ଆପଣଙ୍କ ଓଡ଼ିଶା ଯାତ୍ରା ଶୁଭ ଓ ଆନନ୍ଦମୟ ହୋଇ ❤️❤️❤️

  • @itssangramvlogs952
    @itssangramvlogs952 Рік тому +391

    ଲବ ଭାଇଙ୍କ ଆସିବା ପାଇଁ କିଏ କିଏ ଖୁସି ଆଛ Like 👍🏻 କର. ❤️

  • @sudhakarbehera7844
    @sudhakarbehera7844 Рік тому +1

    ଆରେ ବାଃ। ତୁମେ ତ ବଢିଆ ନାଚୁଛ । Luv u my younger brother.

  • @Deepak-dv3wn
    @Deepak-dv3wn Рік тому +36

    କି ନାଚ ନାଚିଲ ଭାଇ 😆 ପୁରା ଧୂଳି ଉଡେଇ ଦେଲ ଦିଲ ସେ ଗୋଟେ ଲବ ଭାଇ ପାଇଁ ହେଇ ଯାଉ 👍👍

  • @PrasantKumar-nm9ox
    @PrasantKumar-nm9ox Рік тому +193

    ଗୁଆଘିଅ Africa Verson କାହାକୁ କାହାକୁ ଭଲ ଲାଗିଲା ଟିକେ like କର... Thank u Laba bhai....👍

  • @biranchinarayanbehera486
    @biranchinarayanbehera486 6 місяців тому +1

    ଜୟ ଜଗନ୍ନାଥ ଅତି ସୁନ୍ଦର ଲାଗିଲା ମୋତେ ଧନ୍ୟବାଦ୍ ଲଵ ଭାଇ ଆପଣଙ୍କ ସାହସିକତା ପାଇଁ ଆପଣଙ୍କୁ ପ୍ରଭୁ ଜଗତର ନାଥ ଜଗନ୍ନାଥ ଆପଣଙ୍କୁ ଆହୁରି ବୁଦ୍ଧି ଜ୍ଞାନ ଦିଅନ୍ତୁ ଆଉ ଆପଣଙ୍କ ର ମଙ୍ଗଳ ହେଉ କୋଟି କୋଟି ଆୟୁଷ ହେଉ ଏହା ହିଁ ଜଗନ୍ନାଥ ଙ୍କ ପାଖରେ ମୋର ପ୍ରାର୍ଥନା ଆଉ ଅଶେଷ ଅଶେଷ ଧନ୍ୟବାଦ୍ ଜୟ ଜଗନ୍ନାଥ ।

  • @hdcreation6443
    @hdcreation6443 Рік тому +23

    ଲବ ଭାଇ ପାଇଁ ଆମେ ଘରେ ଥାଇ ବାହାର ଦେଶ ଦେଖି ପାରୁଛୁ....କଣ କହୁଛ ଭାଇ ଭଉଣୀ ମାନେ ❤❤❤

  • @jitendrasahu9073
    @jitendrasahu9073 Рік тому +37

    ଭାଇ ଆଜି ତୁମେ ପୁରା ଜାଳି ଦେଲ , ଜଗନ୍ନାଥ ତୁମକୁ ଆହୁରି ଆଗକୁ ନିଅନ୍ତୁ ଜୟ ଜଗନ୍ନାଥ 🙏🙏🙏🙏

  • @ranimadhubarada814
    @ranimadhubarada814 Рік тому +1

    Bahuta khusi laguchhi dekhiki
    Amo odia gita bojeithibaru.
    Bhagban tamaku sabubele ghonta ghodei rakhithantu

  • @basantamalik6244
    @basantamalik6244 Рік тому +254

    ସ୍ଵାଧୀନତା ଦିବସ ଉପଲକ୍ଷେ ସମସ୍ତ ଭାରତୀୟ ଙ୍କୁ ଅଶେଷ ଅଶେଷ ଶୁଭେଚ୍ଛା ଏବଂ ଶୁଭକାମନା.. ଭାରତ ମାତା କି ଜୟ🙏🙏🙏

  • @HurshikeshBehera-uu4qd
    @HurshikeshBehera-uu4qd Рік тому +119

    ଆମେ ଓଡ଼ିଆ ଭାରି ବଢିଆ...😊
    ତେଣୁ ଗର୍ବରେ କହେ ମୁଁ ଓଡ଼ିଆ 🇮🇳😊
    ଜଜଗନ୍ନାଥ 🚩🙏

  • @dhirenpandaka2361
    @dhirenpandaka2361 Рік тому +13

    ଭାଇ ତମ ନାଚ ଦେଖି ମଜ୍ଜା ଲାଗିଲା ଏବଂ ଓଡ଼ିଆ ଗୀତ ଆଫ୍ରିକା ରେ ବଜେଇ ନାଚିଲ ତାହା ପାଇଁ ବହୁତ ବହୁତ ଧନ୍ୟବାଦ।🥳🥳

  • @DJDibya34
    @DJDibya34 Рік тому +398

    ❤ଆମେ ଗର୍ବରେ କହିବା ଓଡ଼ିଆ❤
    ଜୟ ଓଡିଶା❤❤

  • @KanhuGuru917
    @KanhuGuru917 Рік тому

    ଭାଇ realy salute for dacing with each other proud for baunty bhai

  • @BabuDasmba1995
    @BabuDasmba1995 Рік тому +15

    ଏମିତି ଆମ ଓଡ଼ିଆ ଗୀତ କୁ represent କର all over world ରେ .Love u Laba bro❤❤❤❤

  • @skcreation3020
    @skcreation3020 Рік тому +14

    ଭାଇ କୁ 1M subscribers କରି ଦିଅ ଜଲଦି 2023 ରେ ❤❤

  • @gouttamkumargochhayat4754
    @gouttamkumargochhayat4754 Рік тому

    ଲବ ଭାଇ ତୁମେ ବାହୁତ ବଡ dancer...superb bro..... Osm

  • @silusanwiyan4173
    @silusanwiyan4173 Рік тому +76

    ଜବରଦସ୍ତ ହେଇଛି ଲବ ଭାଇ ❤❤❤
    Welcome to ଓଡ଼ିଶା 🙏🙏🙏🙏🙏
    ସ୍ୱାଧୀନତା ଦିବସ ଉପଲକ୍ଷେ ଅନେକ ଅନେକ ଶୁଭକାମନା 🇮🇳🇮🇳🇮🇳🇮🇳🇮🇳

  • @Deva69795
    @Deva69795 Рік тому +91

    ଭଗବାନଙ୍କ ପାଖରେ ଏତିକି ପ୍ରାର୍ଥନା କରୁଛି ଆପଣଙ୍କୁ ଭଲରେ ଓଡ଼ିଶା ଆଣିବେ ଆଉ ବାଟରେ କିଛି ଅସୁବିଧା ନ ହେଉ ଜୟ ଜଗନ୍ନାଥ 🚩love from nbgpr

  • @bidyutlatabastia2227
    @bidyutlatabastia2227 Рік тому

    Bahut Vala lagila guaghia gitare Africa pilanka dance.
    Thanks a lot Laba.

  • @Radhakanta_Music_Official
    @Radhakanta_Music_Official Рік тому +71

    ଆମ ଓଡ଼ିଶା ର ଗୀତ South Africa re ବାଜି ବାରଟା ଆମ ଓଡ଼ିଶା ଲୋକଙ୍କର ଗୌରବ ର କଥା Jay Jagannath ମୁଁ ଓଡିଶା ରେ ଜନ୍ମ ହେଇଥିବାରୁ ମୁଁ ବହୁତ ଖୁସି ଆପଣ ମାନେ ଖୁସିତ ହୋ

  • @ashmannew9487
    @ashmannew9487 Рік тому +6

    ଆରେ ଭାଇ ଏତେ ସୁନ୍ଦର ନାଚୁଛ ଦେଖି ଖୁସି ଲାଗିଲା 😊😊

  • @bibhumallik8000
    @bibhumallik8000 Рік тому

    Very nice video bro 👍❤️❤️🇮🇳 Bhala dence bi karicha tame ଛୁଆ ଙ୍କ ସହ ମିଶି ଛୁଆ ମାନେ ବି ଭଲ dence karichaathi.👏👏👏❤️❤️

  • @BASANTAJENA-p8h
    @BASANTAJENA-p8h Рік тому +67

    Feeling very very proud to be an Odiya , Mayurbhanjiya and finally an Indian.

  • @mitumaharana437
    @mitumaharana437 Рік тому +7

    Love u bhai ❤❤❤❤❤❤❤❤❤❤❤❤❤❤
    ଓଡ଼ିଆ ବୋଲି ନିଜକୁ ଆଜି ଭାରି ଗର୍ବ ଲାଗୁଛି ଭାଇ thanks bhai
    ଜୟ ହିନ୍ଦ୍ ବନ୍ଦେ ମାତରଂ 🇮🇳🇮🇳🇮🇳🇮🇳🇮🇳🇮🇳🇮🇳🇮🇳🇮🇳🇮🇳

  • @Bisleri1435
    @Bisleri1435 Рік тому +10

    Proud of you bhai 🙏🏼❤️🙏🏼 You Make my Odisha proud🇮🇳🎉🇮🇳 Jaihind 🙏🏼❤️🙏🏼🎉🇮🇳🎉

  • @HarekrushnaMaity-y4h
    @HarekrushnaMaity-y4h Рік тому +27

    ଯେଉଁମାନେ ଲବ ଭାଇ ଙ୍କୁ ବହୁତ୍ ଭଲ ପାଉଛ ,ଗୋଟେ ଥର ଲବ ଭାଇ ପାଇଁ love you ❤bhai କହିଦିଅ
    Jay Jagannath 🙏

  • @saritascreativeart7043
    @saritascreativeart7043 Рік тому +8

    Hiii, ଲବ....Good morning 💚.
    ଏଇ କିଛି ଦିନ ତଳେ ତୁମ utube vedio ଦେଖିଲି, ସତ ରେ ବହୁତ ଖୁସି ଲାଗିଲା. Africa ର vloging vedio ତ କିଛି ଦେଖିଥିଲି, କିନ୍ତୁ ଓଡିଶା ଆଉ particularly ଆମ ମୟୂରଭଞ୍ଜ ରୁ ଜଣେ ପିଲା ସେ ବି ଆମ ଆଦିବାସୀ ପିଲା.... ଦେଖିକି ବହୁତ ହିଁ ଖୁସି ଲାଗିଲା।
    Really u r very brave, hard working, adventurous and intelligent...... ଯେତେ ବି degree ଧାରୀ ହୁଅନ୍ତୁ, ଯେତେ high educated ହୁଅନ୍ତୁ name, fame , success ଆଉ happiness brave, intelligent ଆଉ hard working person ହିଁ deserve କରନ୍ତି..... and u r one of them....
    Take care of your health.......

  • @tikibabu3889
    @tikibabu3889 Рік тому +1

    Laba bhai tamebi bhalo nachu cha i like you .
    Love you bhai😘

  • @dinabandhubiswal2710
    @dinabandhubiswal2710 Рік тому +25

    ଭାଇ ତୁମ କୁ ଜଗନ୍ନାଥ ତାଙ୍କ ଛାତ୍ର ଛାୟା ତଳେ ରଖିଥାନ୍ତୁ, ଜଗନ୍ନାଥଙ୍କ ପାଖରେ ମୁଁର ଏତିକି ପାର୍ଥନା, ଜୟ ଜଗନ୍ନାଥ

  • @JaiShreeRam-mv3my
    @JaiShreeRam-mv3my Рік тому +6

    Mind-blowing bro ❤ ବହୁତ୍ ବଢିଆ dance କରୁଛନ୍ତି ଆପଣ, ସତରେ ମନ ଖୁସି ହେଇଗଲା ଆଜି 🇮🇳😃

  • @IshaakandagariIshaa
    @IshaakandagariIshaa Рік тому +1

    ବହୁତ ଭଲ ହେଇଛି ଭାଇ ଆଜି ର video 👌👌💯👍👍💯💯

  • @subhamsinghrajput9792
    @subhamsinghrajput9792 Рік тому +30

    I am very happy our culture dance performance in africa well done big bro god blessed u

  • @Nilanchal673
    @Nilanchal673 Рік тому +503

    This man is ........
    0% -attitude
    0%Ego.......
    0%engry..........
    100%- Hard work
    100%- talent.........
    I'm proud of you lava Bhai ❤❤❤❤❤❤❤❤❤

  • @gajendrabehera1078
    @gajendrabehera1078 Рік тому

    Mind blowing Bhai
    Bahut badhiya
    All Odisha proud of you

  • @bulunayak3344
    @bulunayak3344 Рік тому +349

    କିଏ କିଏ ଲବଭାଇ ସାଙ୍ଗରେ ଗୁଆଘିଅ ଗୀତରେ ନାଚିବ କମେଣ୍ଟ କର😁😁

  • @pramodswain974
    @pramodswain974 Рік тому +12

    ଭାଇ ବହୁତ ବହୁତ ଖୁସି ଲାଗୁଛିସବୁ ବେଳେ ଖୁସିରେ ରହ ମୋରଠାକୁର ପାଖରେ ପ୍ରାର୍ଥନା❤❤❤

  • @radhesaraf1380
    @radhesaraf1380 Рік тому +1

    Africa ku Jai odia gita video banaicha bahut bhal lagila laba bhai love you❤

  • @sankarcoolboy6021
    @sankarcoolboy6021 Рік тому +31

    କାଲି କିଏ କିଏ ଲବଭାଇ ଙ୍କୁ ଦେଖା କରିବ ଚାହୁଛ କାଲି likes କର love you ଲବ ଭାଈ ❤️

  • @gayatrimoharana6378
    @gayatrimoharana6378 Рік тому +99

    Superb dance by very talented African children.... great achievement of Laba Bhai... proudly say that you are a true Odia

  • @lizabl3534
    @lizabl3534 5 місяців тому

    Very naic video dekhiki bahuta khusi laguchi ❤️❤️❤️😍👌👌👌👌

  • @mahaprabhuanubhuti
    @mahaprabhuanubhuti Рік тому +215

    ଭାଇ ର କି ନାଚ ଭାଇ ପାଇଁ ଗୋଟେ ଜବରଦସ୍ତ ଲାଇକ୍ ହେଇ ଯାଉ

  • @mrdas9004
    @mrdas9004 Рік тому +45

    ଗୀତ ରେ ନଚେଇ ମନ କିଣି ନେଲ laba ଭାଇ ❤❤

  • @subhashreesasmal9434
    @subhashreesasmal9434 Рік тому +1

    Omg ki dance 🎉🎉...laba bhai nka ki dance 🎉🎉🎉...mu bi dine apananka sahita video karibi🎉

  • @ajitkumarnaika9491
    @ajitkumarnaika9491 Рік тому +11

    Thank you brother for dancing the children of Africa to our odia songs🎉🎉
    ଆପଣ ଆମ ଓଡ଼ିଆ ପୁଅ ବୋଲି ମୁ ଗର୍ବିତ love you bro

  • @daitaricharansahoo5226
    @daitaricharansahoo5226 Рік тому +17

    The teacher and the students are so polite. They are also very expert in dancing like our Indians. Thanks a lot.

  • @creater2626
    @creater2626 Рік тому +2

    ଲବ ଭାଇ, ❤❤❤ thank you for odia culture କୁ ପ୍ରଚାର ଆଉ ପ୍ରସାର ଗୋଟେ international level re କରୁଛ

  • @sisirakantatripathy4546
    @sisirakantatripathy4546 Рік тому +10

    Indian culture in abroad found beautiful thanks to both children and organiser beautiful posting

  • @razzvlog08
    @razzvlog08 Рік тому +65

    ଲବ ଭାଇଙ୍କୁ କିଏ କିଏ ଭଲ ପାହାନ୍ତି। ସେମାନେ ତଳେ LOVE YOU LABA BHAI ଲେଖ। ଆଉ 1K LIKE ହେବାର ଅଛି।

  • @SisirTripathy-c3k
    @SisirTripathy-c3k Рік тому

    Super bhai badhia lagila odiagita africare suniki madi chala bhai ame tama sathire jaijaganath bande utkala janani

  • @santipriyasoumyakumar3578
    @santipriyasoumyakumar3578 Рік тому +5

    ଗୁଆ ଘିଅ ଗୀତ ଜିନ୍ଦାବାଦ.ଓଡ଼ିଆ ଭାଇ ଜିନ୍ଦାବାଦ.ଜୟ ଶ୍ରୀରାମ,ଜୟ ଜଗନ୍ନାଥ.ଜୟ ଓଡିଶା.

  • @gopalofficial3384
    @gopalofficial3384 Рік тому +12

    ମା ରାଣ ଲବ ଭାଇ ମଜା ଆସିଗଲା ନି ହତି ତମେ ଓଡ଼ିଶା No 1 youtuber ହେବ ଜୟ ଜଗନ୍ନାଥ 🎉😊😊😊😊😊😊😊❤

    • @TukuKumar-ul5wd
      @TukuKumar-ul5wd Рік тому

      Bhai pura thik kahicha no 1youtuber hebe❤❤❤

  • @rajeshkumarpatra2412
    @rajeshkumarpatra2412 Рік тому +12

    ଅଶେଷ ଅଶେଷ ଧନ୍ୟବାଦ ଭାଈ ଆମ ଓଡ଼ିଆ ଭାଷା କୁ ଆଗକୁ ନେଇଥିବାରୁ ❤ love you bhai ❤

  • @swadhinstatus7
    @swadhinstatus7 Рік тому +2

    Bhai Tama dance jabardaste

  • @dusmantaguruji
    @dusmantaguruji Рік тому +4

    ଯେତେ ପାର୍ଟ ଭିଡ଼ିଓ ଏହି ଭିଡ଼ିଓ ସବୁଠାରୁ ଭଲ ଲାଗିଲା । ଓଡ଼ିଶା ଗୀତ ଆଫ୍ରିକା ରେ fantastic 🎉😂🎉😂❤❤❤❤ Superb

  • @prasantadashpupu7853
    @prasantadashpupu7853 Рік тому +26

    Wow that's great and unbelievable performance that i can see...These kids are super talented... Proud moment for odisha... Getting goosebumps in each step...Have a safe flight bro 🫶

  • @chandrakantsutar2922
    @chandrakantsutar2922 8 місяців тому

    Excellent 👌 performance by the black kids...Jay Shree Jagannath ❤its great effort by in exchanging culture ❤❤

  • @odiavloggersipun2260
    @odiavloggersipun2260 Рік тому +8

    ଏମିତିକା ସବୁବେଳେ ଓଡ଼ିଶା କୁ ଉପରକୁ ନିଅ full support ❤❤❤❤ love you laba

  • @Adarsh_933-b1f
    @Adarsh_933-b1f Рік тому +16

    ଲବ ଭାଇ କାଲି ଆସିବେ ||ମୁଁ ଆଜିଠୁ bhubaneswar re ରହିଗଲି 😅 welcome odisha ମୋ ଭାଇ ❤

  • @Sibani737
    @Sibani737 Місяць тому

    Tama ku bohut bohut thank you laba Bhai ❤❤❤❤❤❤❤ you are a great bhagwan Tama ku sabu bele Khushi re rakhantu jay Jagannath 🙏

  • @debaranjankanharofficial
    @debaranjankanharofficial Рік тому +9

    ବହୁତ ଧନ୍ୟବାଦ ଭାଇ ତୁମୋକୁ ଓଡିଶା ର ଲୋକ ହୋଇ ବାହାର ଦେଶରେ ଭିଡ଼ିଓ ବନାଇ ଥିବାରୁ. ଆମେ ବହୁତ ଖୁସି ଅଛୁ

  • @gourisankarmohanty6761
    @gourisankarmohanty6761 Рік тому +11

    Wow! Amazing African children with their talent. Jay Jagannath Brother, Your really brave guy to do dance the African children with Odia language.

  • @Love-qq7jg
    @Love-qq7jg Рік тому +1

    Just wow .... Emiti vola vola vlog kara bhai... Au odisha ku world wide re represent kara... Vande mataram 🙏

  • @MR_BISWAJIT01
    @MR_BISWAJIT01 Рік тому +153

    I don't know whether you are the pride of Odisha or not, but one day we will definitely go to the national level in the name of Odisha

  • @ExMuslimAmir5030
    @ExMuslimAmir5030 Рік тому +14

    ପିଲାଙ୍କ dance ଦେଖିକି ମଜ଼ା ଆସିଗଲା😂😂

  • @truenaturegod9035
    @truenaturegod9035 7 місяців тому

    Nice , Thanks to you due to show Africa culture. I am very happy to see that.

  • @ayushnayaktukunu6787
    @ayushnayaktukunu6787 Рік тому +95

    ଯୋଉମାନେ ଚାହୁଁଛ ଲବ ଭାଇ ହିନ୍ଦୀ ରେ ବି ଏମିତି Vlog କରନ୍ତୁ ବୋଲି like କର ❤

    • @Mama...Marndi
      @Mama...Marndi Рік тому

      ua-cam.com/video/4zwgA7ESAuI/v-deo.htmlsi=ouWI92WlDQ6lE6FR

    • @tmb4974
      @tmb4974 Рік тому +1

      ଲବ ଭାଈ ର ମଧଂ ଆଗରୁ ହିଁ ହିନ୍ଦୀ ଚାନେଲ ଅଛି।traib travellar

  • @Veryfied_z7
    @Veryfied_z7 Рік тому +52

    Literally Laba Bhai is Born To Make a History ❤

  • @Arpitajena52029
    @Arpitajena52029 Рік тому

    Bhai apana nka dance re ete Josh dekhiki bahut khusi lagila .... ଧନ୍ୟବାଦ୍ ଭାଇ ଆମ ସଂସ୍କୃତି ପରମ୍ପରା କୁ ବଜାୟ ରଖିଥିବାରୁ ... ଆମେ ଓଡ଼ିଶାବାସୀ ବହୁତ୍ ଗର୍ବିତ ଆପଣଙ୍କୁ ନେଇକି...🙏

  • @HunsTheExplorer
    @HunsTheExplorer Рік тому +72

    Nice video bro. Thank you so much for visiting Africa. Hope to see you next time. Africa is your second Home always feel free to come 🤩🤩🤩.

    • @Danguakola370
      @Danguakola370 Рік тому +5

      Thank you bro and love you❤ from odisha, india

    • @PRALAYAZONE
      @PRALAYAZONE Рік тому +1

      Thank u 🙏❤❤❤🎉❤🎉❤

    • @bijayswain9157
      @bijayswain9157 Рік тому +1

      Thank you 🙏🙏🙏🙏🙏🙏

    • @sudhansughadai8990
      @sudhansughadai8990 Рік тому +3

      Thank u brother @HunsTheExplorer ...u r such a amazing person ❣️..not only laba vai felt like home but also we all felt that is our second home...u r sooo soo lovely person ❣️..love from odisha, India

    • @itheman1613
      @itheman1613 Рік тому +1

      Thank u so much brother. Lots of love from Odisha,Bhubaneswar (state caoital of Odisha)❤. Any time you can come Odisha,Bhubaneswar, I'll be happy to meet you. In my motherland India you will find love n love only . Lots of love n blessings

  • @m.pingua9993
    @m.pingua9993 Рік тому +10

    Great job laba. I thanks a lot for representing odisha and odia language in abroad. Keep it up.

  • @prasantanahak1380
    @prasantanahak1380 Рік тому

    Ati Sundar Bhai bahut bahut dhanyawad. Africar Culture ku dekhaithibaru

  • @kaminilatasahoo1384
    @kaminilatasahoo1384 Рік тому +10

    God bless them for their bright future and otherwise many many thanks for presents our Odia song with dance.