Odisha CM Naveen Patnaik cannot meet people alone: Assam CM Himanta Biswa Sarma

Поділитися
Вставка
  • Опубліковано 20 вер 2024
  • ନବୀନ ପଟ୍ଟନାୟକଙ୍କୁ ପାଣ୍ଡିଆନ୍ କ୍ୟାପଚର କରି ରଖିଛନ୍ତି #otv #election2024
    OdishaTV is Odisha's no 1 News Channel. OTV being the first private satellite TV channel in Odisha carries the onus of charting a course that behoves its pioneering efforts.
    Accordingly its charter objectives are FREE, FAIR and UNBIASED. OTV delivers reliable information across all platforms: TV, Internet and Mobile.
    Stay tuned for all the breaking news !
    Visit Our Website odishatv.in/
    News In Odia: otvkhabar.in/
    Android App: bit.ly/OTVAndr...
    iOS App: bit.ly/OTViOSApp
    Watch Live: odishatv.in/li...
    UA-cam: goo.gl/Ehz6OP
    Watch our latest news in English: bit.ly/3wTgKxc
    Facebook: / otvkhabar
    OTV English Facebook : / otvnews
    Telegram @otvtelegram @otvkhabar
    Twitter: / otvnews
    Instagram: / otvnews
    #OdishaTV #OTV

КОМЕНТАРІ • 24

  • @AshokBiswal910
    @AshokBiswal910 4 місяці тому +5

    ନବୀନ ଙ୍କ ଜିଲ୍ଲା ବିକାଶରେ bjp ଦଳ ବାଧକ ହେଉଛିନ୍ତି. ତଥାପି ନବୀନ ପଟ୍ଟନାୟକ ବିକାଶ ପରେ ବିକାଶ କରୁଛନ୍ତି l

    • @meinhunnaa8277
      @meinhunnaa8277 4 місяці тому

      Jadi bikash heichhi ta ama gaon re pani,bijuli, abash, school re gute teacher aau rasta rugudi heiki kan pain achhi eita bikash kahuchhanti ki sir, 24 year sir ame kemiti achhu kete ama vilge ku asichhanti ?

  • @RakeshDalai-x6p
    @RakeshDalai-x6p 4 місяці тому +5

    ଓଡିଶାବାସୀଙ୍କୁ ସୁଖଶାନ୍ତିରେ ରଖିବା ପାଇଁ ନବୀନ ସରକାର କଣ କଣ କରିଛନ୍ତି ତାହା ରାଜ୍ୟବାସୀ ଉଚିତ ଭାବେ ବୁଝିସାରି ଛନ୍ତି l

    • @ashutoshpujari9046
      @ashutoshpujari9046 4 місяці тому

      ବୋଧେ ତମ ପାଇଁ ସୁରଟ ଯିବା କୁ ଟିକେଟ କରି ଦେଇ ଥିଲେ ନବୀନ ବାବୁ 😂

  • @RaghunathMohanty-v4t
    @RaghunathMohanty-v4t 4 місяці тому +5

    ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ସ୍ବଚ୍ଛ ଦୁର୍ନୀତି ମୁକ୍ତ ଶାସନ ଏବଂ ବଳିଷ୍ଠ ନେତୃତ୍ବ ପାଇଁ ଓଡ଼ିଶାର ପ୍ରଗତି, ବିକାଶ ଓ ସମୃଦ୍ଧିର ବାସ୍ତବତା କୁ ଗ୍ରହଣ କରି ପାରୁନାହାଁନ୍ତି ରାଜ୍ୟ BJP ଦଳ.

    • @ashutoshpujari9046
      @ashutoshpujari9046 4 місяці тому

      କଣ ବିକାଶ ଆମ ଗାଁ ଆସି 3 ଦୀନ ରୁହ କେତେ ବିକାଶ ହେଇଚି ଦେଖିବା ବିନା ତଥ୍ୟ ରେ କୋଉ ଦଳ କୁ ଭୋଟ ଦିଅନି

  • @RaviPatel-187
    @RaviPatel-187 4 місяці тому +5

    ଓଡିଶାର ବିକାଶ ଏବଂ ରୂପାନ୍ତର ଆରମ୍ଭରୁ ରାଜ୍ୟ ବିଜେପି ଦଳ ସବୁବେଳେ ବାଧା ସୃଷ୍ଟି କରି ଅପ୍ରୀତିକର ପରିସ୍ଥିତି ସୃଷ୍ଟି କରିଛି। ନାଟକୀୟ ବିଜେପିକୁ ଉପଯୁକ୍ତ ଉତ୍ତର ଦେବାକୁ ରାଜ୍ୟବାସୀ ପ୍ରସ୍ତୁତ, ତେଣୁ ନିର୍ବାଚନ ଶେଷ ହେବା ପର୍ଯ୍ୟନ୍ତ ଅପେକ୍ଷା କରନ୍ତୁ।

    • @GAGANDASGAGANDAS-o6x
      @GAGANDASGAGANDAS-o6x 4 місяці тому

      Genda safaheijaichi aama kalahandire nabarangpur koraputre mp MLA only bjp

  • @Trupti-Animal
    @Trupti-Animal 4 місяці тому +5

    ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କ ଦୃଢ଼ ନେତୃତ୍ଵ ଏବଂ ଦୂରଦୃଷ୍ଟି ସମ୍ପନ୍ନ କାର୍ଯ୍ୟ ଦକ୍ଷତା ବଳରେ ଆଜି ଆମ ଓଡ଼ିଶା ଉନ୍ନତୀ ର ଶୀର୍ଷ ସ୍ଥାନରେ ଅବସ୍ଥାନ କରିସାରିଲାଣି ।

  • @SoliSethi-mq4tu
    @SoliSethi-mq4tu 4 місяці тому +2

    ଓଡିଶାର BJP ଦଳ କେବେବି ଉନ୍ନତି ଚାହିଁନାହାନ୍ତି କିମ୍ଵା କିଛି କାର୍ଯ୍ୟ କରି ନାହାନ୍ତି କିନ୍ତୁ ରାଜ୍ୟର ବିଜୁ ଜନତା ଦଳ ଲୋକଙ୍କ କଲ୍ୟାଣ ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ ସବୁବେଳେ ଉଚିତ ପଦକ୍ଷେପ ନେଇଛନ୍ତି।

    • @ashutoshpujari9046
      @ashutoshpujari9046 4 місяці тому

      ତା ହେଲେ ଆମ ଗାଁ ରେ ଭଲ ରୋଡ କି ବିଜୁଳି ପାଣି ର ଅସୁବିଧା ଠିକ୍ ହେଇ ନାହିଁ କାହିଁକି? ଆମେ ସବୁ ଗାଁ ରେ BJP କୁ ହିଁ ଭୋଟ ଦେଇଚୁ

  • @SonaliNanda-i3u
    @SonaliNanda-i3u 4 місяці тому +1

    ଓଡ଼ିଶାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡ଼ିଶାବାସୀଙ୍କର ସୁବିଧା ପାଇଁ ରାସ୍ତା ଘାଟ ସ୍ୱାସ୍ଥ୍ୟ ଶିକ୍ଷା ବିଜୁଳି ଏବଂ ଗମନାଗମନର ବିକାଶ କରିବା ସହିତ ଓଡିଶାର ପ୍ରତିଘରକୁ ପାଇପଯୋଗେ ପିଇବା ପାଣି ଯୋଗାଇ ଦେଇଛନ୍ତି।

    • @ashutoshpujari9046
      @ashutoshpujari9046 4 місяці тому

      କିଛି ଯୋଗାଇ ନାହାନ୍ତି ଅମୋ ଗାଁ ରେ ଆମେ ସବୁ ବିଜେପି କୁ ଭୋଟ ଦେଇଚୁ

  • @SumiKumari-vu5od
    @SumiKumari-vu5od 4 місяці тому +1

    ଅନ୍ୟାୟ, ଭାବରେ ଷଡ଼ଯନ୍ତ୍ର ଓ ଛଳନା ପ୍ରଦର୍ଶନ କରି ବିଜେପି ଆଗାମୀ ନିର୍ବାଚନରେ ପରିଣାମ ନିଶ୍ଚୟ ଭୋଗିବ ରାଜ୍ୟ ବିଜେପି ଦଳ

    • @ashutoshpujari9046
      @ashutoshpujari9046 4 місяці тому

      ସତ ତ କହିଲେ ନିଜ ଦଳ ର ନେତା ସଙ୍ଗେ ମିଶୁ ନାହାନ୍ତି ଜନତା ସଙ୍ଗେ ମିଶିବା ଟାତ ଦୂର ର କଥା

  • @sambhumahanty4495
    @sambhumahanty4495 4 місяці тому +1

    🤣🤣🤣🤣