ମୋହନ ସରକାରଙ୍କୁ ସାହାର୍ଯ୍ୟ କରିବ ନବୀନଙ୍କ ଯୋଜନା II ବାତ୍ୟା ମୁକାବିଲା ପାଇଁ ହେବ ସହାୟକ II MOHAN MAJHI II

Поділитися
Вставка
  • Опубліковано 23 жов 2024

КОМЕНТАРІ • 9

  • @RasmitaMohapatra-k6s
    @RasmitaMohapatra-k6s 15 годин тому

    Mahabatyara pruthamumi upare Biju Janata dala srusti hoithila
    Very good speech sir
    Thank you

  • @PravakarParamanik-u9k
    @PravakarParamanik-u9k 8 годин тому

    ❤Jay nabin babu ❤

  • @renubalamohapatra7437
    @renubalamohapatra7437 11 годин тому

    ସାର୍ ଆପଣ ସବୁବେଳେ କହିଲେ ନୂଆ ସରକାର ସେମାନେ ପୂରୁଣା କେବେ ହେବେ।

  • @pradipray6127
    @pradipray6127 9 годин тому

    ଆପଣ ଯେଉଁ ସରକାର କଥା କହୁଛନ୍ତି ବିଜେଡି ସମୟରେ ସରକାର କିଏ ଥିଲା ସବୁ ମୁଷ୍ଟି ମେୟ ଅଫିସର ମାନେ ସରକାର ଚଳାଉ ଥିଲେ ସେଠି ନବୀନ ବାବୁ କ କିଛି ଭୂମିକା ଥିଲା ନା ନେତା ମାନଂକର କିଛି ଭୂମିକା ଥିଲା ଏବେବି ସେହି ଅଫିସର ମାନେ ଅଛନ୍ତି

  • @sadanandasahoo3707
    @sadanandasahoo3707 13 годин тому

    କେବେ ପୁରୁଣା ହେବେ ଆଜ୍ଞା। ସରକାରଙ୍କ ଟ୍ରେନିଂ ସମୟ କେତେଦିନ

    • @UmakantMohanty-p8r
      @UmakantMohanty-p8r 11 годин тому

      Nabinbabusabugotirakhijaichantikhalipalirechalainebanamabineba?

  • @PabitramohanPradhan-g8h
    @PabitramohanPradhan-g8h 12 годин тому

    ବାତ୍ୟା ଦିଗ ବଦଳାଇଲା ଭଳି ମୋହନ ସରକାର ଙ୍କର ଦୟୀତୋ ନେଇଥିବା ମନ୍ତ୍ରୀମାନେ ମଧ୍ୟ ଦିଗ ବଦଳାଉଛନ୍ତି, କେନ୍ଦ୍ରାପଡ଼ା ଜିଲ୍ଲାର ଦାୟୀତ୍ଵ ରେ ଥିବା ମନ୍ତ୍ରୀ ମାନଙ୍କର ଘଟଣା ସ୍ଥଳରେ ଦେଖା ନାହିଁ

  • @UmakantMohanty-p8r
    @UmakantMohanty-p8r 11 годин тому

    Nuaheichantiuprakumunhaheicchanti?