Розмір відео: 1280 X 720853 X 480640 X 360
Показувати елементи керування програвачем
Автоматичне відтворення
Автоповтор
Jai jagannath 💐
Jay Sri Ram
ସୂର୍ଯ୍ୟ ପୂର୍ବ ଦିଗରେ ଉଦୟ ହୁଅନ୍ତି ପପୁ ବୁଦ୍ଧି ଲୋକ ବୁଝିବା ପାଇଁ। କିନ୍ତୁ ବୈଜ୍ଞାନିକ ଜାଣନ୍ତି ସୂର୍ଯ୍ୟ ଉଦୟ ଅସ୍ତ ଆମର ଇନ୍ଦ୍ରିୟ ବୁଦ୍ଧି ର ଭ୍ରମ ଅଟେ। ସୂର୍ଯ୍ୟ ଉଦୟ ରେ ତିଷ୍ଠି ରହନ୍ତି ଅସ୍ତରେ ମଧ୍ୟ ଠିକ୍ ସେମିତି ରହନ୍ତି କେବଳ ବିଭିନ୍ନ ସ୍ଥାନରେ ପରିବର୍ତ୍ତନ ଭଳି ଇନ୍ଦ୍ରିୟ ଅନୁଭବ କରେ। ବୁଦ୍ଧି ଜ୍ଞାନ ଏହା କୁ ଖଣ୍ଡନ କରେ। ଏଣୁ ଏହି ପପୁ ବୁଦ୍ଧି ରେ ପଶ୍ଚିମ ରେ ମଧ୍ୟ ଉଦୟ ହେବା ସାଧାରଣ କଥା। ଏହିଘଟଣା ସୂର୍ଯ୍ୟ ଙ୍କର ମହା ସୂର୍ଯ୍ୟ ଙ୍କୁ ପରିକ୍ରମା କରିବା ସମୟରେ ମହା ସୂର୍ଯ୍ୟ ଙ୍କର ନିକଟତର ହେଲେ ପୃଥିବୀ ର ଘୂର୍ଣ୍ଣନ ବିପରୀତ ହେବା ରୁ ଵର୍ତ୍ତମାନ ସମୟର ଲୋକଙ୍କ ପାଇଁ ପଶ୍ଚିମ ରେ ଉଦୟ ହେବା ଜାଣନ୍ତି। କିନ୍ତୁ ନୂତନ ଜନ୍ମ ଗ୍ରହଣ କରୁଥିଵା ନିର୍ବୋଧ ଶିଶୁ ମାନଙ୍କ ପାଇଁ ବର୍ତ୍ତମାନ ର ପଶ୍ଚିମ ଦିଗ ମଧ୍ୟ ପୂର୍ବ ଦିଗରେ ପରିଣତ ହେବ। ତମେ ପପୁ ରୁ ମହା ପପୁ ବୁଦ୍ଧି ଉପର ଜ୍ଞାନ ବୈଜ୍ଞାନିକ ପଦ୍ଧତିରେ ମହାକାଶ ବିଜ୍ଞାନର ଆଧାର ରେ ବୁଝିଲେ କିଛି ବଡ କଥା ନୁହେଁ ସୂର୍ଯ୍ୟ ପପୁ ବୁଦ୍ଧି ରେ ପଶ୍ଚିମ ରେ ଉଦୟ ହେବା।
Bandaku khali lokanku bhakua banei pandita heba katha