Family attacked by miscreants in Bhubaneswar in front of cops

Поділитися
Вставка
  • Опубліковано 3 лип 2022
  • Family attacked by miscreants in Bhubaneswar in front of cops
    OdishaTV is Odisha's no 1 News Channel. OTV being the first private satellite TV channel in Odisha carries the onus of charting a course that behoves its pioneering efforts.
    Accordingly its charter objectives are FREE, FAIR and UNBIASED. OTV delivers reliable information across all platforms: TV, Internet and Mobile.
    Stay tuned for all the breaking news !
    Visit Our Website odishatv.in/
    News In Odia: otvkhabar.in/
    Android App: bit.ly/OTVAndroidApp
    iOS App: bit.ly/OTViOSApp
    Watch Live: odishatv.in/live-tv
    UA-cam: goo.gl/Ehz6OP
    Watch our latest news in English: bit.ly/3wTgKxc
    Facebook: / otvkhabar
    OTV English Facebook : / otvnews
    Telegram @otvtelegram @otvkhabar
    Twitter: / otvnews
    Instagram: / otvnews
    #OdishaTV #OTV

КОМЕНТАРІ • 845

  • @sureshsireducationpoint8248
    @sureshsireducationpoint8248 Рік тому +131

    ପୋଲିସ ଡିପାର୍ଟମେଣ୍ଟର ଆଉ ଆବଶ୍ୟକତା ନାହିଁ । କାହିଁକି ଖାଲି ଦରମା ନେବା ପାଇଁ ସେ ଡିପାର୍ଟମେଣ୍ଟ ରହିବ । ଆବୋଲିସ୍ କରିଦିଆଯାଉ ଏହି ଡିପାର୍ଟମେଣ୍ଟକୁ ।

  • @Something970
    @Something970 Рік тому +130

    I think now Bhubaneswar is not safe City 💔

    • @JIT_BEHERA_47
      @JIT_BEHERA_47 Рік тому +3

      Bro city good but people bad

    • @satyanayak4271
      @satyanayak4271 Рік тому

      Right

    • @aspirant2830
      @aspirant2830 Рік тому +4

      Odisha hela deshara sabuthu safe jaga. Aama Police aau sarkar hele bada MG

    • @sukantaparida7587
      @sukantaparida7587 Рік тому

      @@satyanayak4271 rong

    • @sdash6242
      @sdash6242 Рік тому

      Too many uneducated and unemployed youth with khatti culture

  • @chaitanyabariki810
    @chaitanyabariki810 Рік тому +123

    ନମ୍ବର ୱାନ ସରକାର ଙ୍କ ନୂଆ ଯୋଜନା 🙏ମଦ ପିଇ ଶୋଦିଵା ଯୋଜନା 🙏

  • @kalyanpanda5885
    @kalyanpanda5885 Рік тому +44

    ଏହାହିଁ ସ୍ମାର୍ଟ ସିଟି ର ଉଦାହରଣ. ଓ 22 ବର୍ଷ ଶାସନ ରେ ହୋଇଥିବା ବିକାଶ ର ଚିତ୍ର

  • @geetum9387
    @geetum9387 Рік тому +65

    Bhubaneswar is not safe now 😭

  • @jitendrasahoo8141
    @jitendrasahoo8141 Рік тому +50

    ପୋଲିସ କେବଳ ଫାଇନ କାଟିବା ବେଳେ ସିଂହମ ପାଲଟି ଯାଏ.. ହେଲେ ଏପରି ପରିସ୍ଥିତି ରେ ଆମେ କଣ କରିପାରିବୁ... ଏହାଠୁ ବଡ ଦୁଃଖର କଥା ଆଉ କଣ ହେଇପାରେ..

  • @janmejaysingh3317
    @janmejaysingh3317 Рік тому +50

    ମୁଁ କହୁଛି ପୋଲିସ ଅକାତ ଲେସ ତାଙ୍କର କିଛି ବି ଅକାତ ନାହିଁ ସେଥିପାଇଁ ନିଜେ ବଞ୍ଚିଲେ ବାପ ର ନା ନିଁଏ ଗୋଟେ ଗୋଟେ ଅସ୍ତ୍ର ଯେମିତି ଭୁଜାଲି,ଲୁହା ରୋଡ,କତା ନିଜ ଘରେ ନିଜ ପାଖରେ ରଖନ୍ତୁ ସମସ୍ତେ ଆଉ ପରିସ୍ଥିତି ର ସାମ୍ନା କରନ୍ତୁ ପୋଲିସ ଆସିକି ପହଂଚିବା ଆଗରୁ ସେଲ୍ଫ ଡେ଼ଫେନ୍ସ is most 🙏🏻

    • @shreekrushnapanda1124
      @shreekrushnapanda1124 Рік тому

      Jadi otv ku police hairanakaribe madua sadharana lokanku hairana karibe

  • @neuvlgrudrashubhashree9420
    @neuvlgrudrashubhashree9420 Рік тому +36

    ଯେତେବେଳେ ନଙ୍ଗଲା ହେହି ମୋତି ଲେ ମଘୀୟା ଉପର ଙ୍କୁ ଗରମ ପାଣି କରିକି ତାଙ୍କ ବାଣ୍ଡ ଉପର କୁ ଢାଲି ଦେଇଥାନ୍ତୁ 🤣🤣ଆଉ ଜୀବନ ସାରା ମଦ କି କାହାରି ଘର ଆଗରେ ନଙ୍ଗଲା ହେହି ନଥାନ୍ତେ

  • @RAJESHpradhan01994
    @RAJESHpradhan01994 Рік тому +81

    ଓଡିଶା ପୋଲିସ କେବଳ ରାଜନେତା ମାନଙ୍କୁ ସୁରକ୍ଷା ଦେବା ପାଇଁ ରହିଛି।
    ଅନ୍ୟାୟ ବିରୋଧରେ ଯିଏ ସ୍ବର ଉତ୍ତୋଳନ କରିବ ସେମାନଙ୍କୁ ଦମନ କରିବା ହେଉଛି ପୋଲିସ ର ପ୍ରଥମ କାମ ..
    ବତ୍ତର୍ମାନ ର ଓଡିଶା ସରକାର ଏବଂ ସେଦିନର ବ୍ରିଟିଶ ସରକାର ମଧ୍ୟରେ କିଛି ଫରକ ନାହିଁ।

    • @sunilhati
      @sunilhati Рік тому

      Sata katha kahuchha bhai

    • @sunilkumarpatnaik6953
      @sunilkumarpatnaik6953 Рік тому +3

      Two wheeler checking & fine paain busy...Police .

    • @bulumuni5981
      @bulumuni5981 Рік тому

      ଆପଣ ଠିକ୍ କଥା କହି ଛନ୍ତୀ ଏକଦମ ରାଇଟ୍ 👍

  • @sweetchulbuli2999
    @sweetchulbuli2999 Рік тому +20

    ବାହା ବାହା ବାହାରେ କ୍ୟାପିଟାଲ ପୋଲିସ 👏👏👏

  • @chittaranjankabi2909
    @chittaranjankabi2909 Рік тому +10

    Salute the news Reporter

  • @jagabalia8481
    @jagabalia8481 Рік тому +19

    ପୋଲିସ department ଆଉ ଆବଶ୍ୟକ ନାହିଁ। ସମସ୍ତେ ଘରେ AK 47ରଖନ୍ତୁ।

  • @pradyumnakap945
    @pradyumnakap945 Рік тому +21

    ଦୟାକରି ଉତ୍ତରପ୍ରଦେଶ ର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟ ନାଥ ଙ୍କ ଭଳି କାର୍ଯ୍ୟାନୁଷ୍ଠାନ ନିଆ ଯାଉ.
    ଯୋଉ ଯୋଉ ଆଶାମୀ ଏଇ ସବୁ କୁକାର୍ଯ୍ୟ କରିଛନ୍ତି ସେଇ ମାନଙ୍କ ଠାରୁ ସବୁ ଟଙ୍କା ଆଦାୟ କରାଯାଉ ଏବଂ ଏଇ ଚୋର ମାନଙ୍କୁ କୋଠାର ଦଣ୍ଡ ଦିଆଯାଉ.

    • @dularamsoren4887
      @dularamsoren4887 Рік тому

      ତାଙ୍କ ଘରକୁ ଵୋଲଡୋଜର ମଡେଇ ଦିଅ ଆଉ ପିଡିତର ଘର ମରାମତି ପାଇଁ ଖର୍ଚ ଆଦାୟ କର ।

    • @pinkikumandal5190
      @pinkikumandal5190 Рік тому

      Sehi. Payment AAMAR SARKAR. DEBA. KAARANA. MO. SARKAR. 5T. ACHI. GUNDA. POLICE. AAMARA

  • @ganeswar5187
    @ganeswar5187 Рік тому +39

    ମଞ୍ଚେଶ୍ୱର ପୋଲିସ ର ବାଇଟ କାଇଁ ???????

  • @theweoponmaster2416
    @theweoponmaster2416 Рік тому +9

    ଛି ଛି...ସରକାର ଟିକେ ଶିଖ ଦୁବାଇ ରୁ ବୁଲିକି ଗଲ...ଦୁବାଇ ପୋଲିସ ଠୁଁ ଟିକେ ଶିଖ..ଛି ଛି

  • @deepakraul7321
    @deepakraul7321 Рік тому +14

    ମାଇଚିଆ ପୋଲିସ ଙ୍କ ଉପରେ ଆକ୍ସନ ନିଆ ଯାଉ

  • @harekrushnabehera5851
    @harekrushnabehera5851 Рік тому +18

    ଏଇତ ଆମ ଓଡ଼ିଶା ସରକାରଙ୍କ ସଫଳତା।ଏଥିପାଇଁ ଆମ ନବୀନ ସରକାର ନଂ ୧। ଯୋଗୀ ସରକାର ଥିଲେ । ଏପରି ହୋଇ ନଥାନ୍ତା ।

    • @chandrakantalenka4204
      @chandrakantalenka4204 Рік тому

      Kana Yogi Yogi hauchu be ....Yogi bala chodi pakauchi...up re ghare pasiki rape karithante au police rapist nku protection deithanta

  • @subashchandradas1638
    @subashchandradas1638 Рік тому +10

    ଧନ୍ୟ ରେ ପ୍ରଶାସନ, ଆମ ସରକାର ଧନ ଜୀବନ ଓ ଆତ୍ମ ସମ୍ମାନ କୁ ଏହିପରି ଭାବରେ ରକ୍ଷା କରୁଛନ୍ତି। ଏ ତ ପୁରା ରାମରାଜ୍ୟ। ଧିକ୍

  • @vimasendas4324
    @vimasendas4324 Рік тому +29

    Jogi sarkar is all right

  • @Ramesh-mi9mq
    @Ramesh-mi9mq Рік тому +21

    ସାର ସଳା ମଦୁଆଙ୍କୁ ତମଘରେ କଟୁରୀ ଠୁ ପନିକି ପର୍ଯ୍ୟନ୍ତ ଯେତେକ ଯିନିଷ ଥାଏ ସମସ୍ତେ ମିଶି ହାଣିଥାନ୍ତ ମଦୁଆଙ୍କୁ, police ଆସିଲା ବେଳକୁ ସବୁ ଖେଳ ସରିଥାନ୍ତା, ତମେ କଣଯାଣିନ police ର ଦି ପଟେ ଦାଢ଼🙏

  • @amareshdutta961
    @amareshdutta961 Рік тому +16

    No. 1- C M government re smart City & smart idea

  • @sabchangasi4580
    @sabchangasi4580 Рік тому +39

    Odisha Police fine recovery pain achi, kahar protection pain nuhon, try to understand.

    • @sabmohmayahe4813
      @sabmohmayahe4813 Рік тому +3

      Chodi pua mane lancha nebe au fine collect karibe.. Au maipa pakahre pureibe.. A sala sarkar hin kharap aku ae thara change kale thik haba

    • @ranjanswain5498
      @ranjanswain5498 Рік тому

      Right

    • @ranjanswain5498
      @ranjanswain5498 Рік тому

      Maderchhod sale sadharna loko nku hairana karuchanti.....

  • @mkpradhan2750
    @mkpradhan2750 Рік тому +13

    Bhai ... ଏଇଟା କଉଠି କାର ଘଟଣା 😂😂
    ଭୁବନେଶ୍ୱର ଟା କୁଆଡେ କି
    ରାଜଧାନୀ ବଦଳି ଗଲା କି ନାଁ ଭୁବନେଶ୍ୱର
    ଅଛି ଅଲଜ୍ୟା ପ୍ରଶାସନ 😭😭🙏🏻
    ରାଜଧାନୀ ରେ ଏମିତି
    ଅନ୍ୟ ଜିଲ୍ଲା କଥା କଣ କହିବା

  • @chandranarayandas7110
    @chandranarayandas7110 Рік тому +33

    ଏମିତି ଚାଲିଛି ଆମ ଶାସନ ବ୍ୟବସ୍ଥା କଣ କହିବା କାହାକୁ କହିବା ଓଡ଼ିଶା ରେ ଏମିତି ଜଣେ ମୁଖ୍ୟମନ୍ତ୍ରୀ ଅଛନ୍ତି ନା କିଛି ଜାଣନ୍ତି ନା କିଛି ଶୁଣନ୍ତୁ , ମଦ ତ ପୁରା ଗାଁ ଗାଁ ରେ ଖୋଲିଲେ ମୁଖିଆ

  • @OdishaGovernmentjobs
    @OdishaGovernmentjobs Рік тому +16

    😀 ପୋଲିସ ଅଧିକାରୀ ଡରିଗଲେ ବୋଧେ 😂

  • @bineshkumarnaik7303
    @bineshkumarnaik7303 Рік тому +8

    Odisha police
    Department କୌଣସି ବାଳ କୁ ମୁହଁ ।
    ମଦ ପାଇଁ ଖାଲି ଚାଲାଣ କରିବ ଆଉ କଣ !

  • @santoshbarik
    @santoshbarik Рік тому +42

    They spoiled the life of odisha youth by forming biju juba bahini, made them liquor addict just to win election. Now Odisha people are suffering.

    • @satyanayak4271
      @satyanayak4271 Рік тому +1

      ଠିକ୍ କଥା ଭାଇ ! ସେ ତ ବିଜୁ ଯୁବ ଗୁଣ୍ଡା ବାହିନୀ ଅଟନ୍ତି ! Power କୁ ଆସିବା ପାଇଁ ତ ଏମାନେ ଲୋଡା ! ନ ହେଲେ ଏମାନେ କେମିତି ଏତେ ବର୍ଷ ଜିତୁ ଛନ୍ତି ! ନବୀନ ପଟ୍ଟନାୟକ କୁ କଣ ଦିଶୁନି ନା ଜାଣି ପେଲା ଶଳା ! ସବୁବେଳେ power ରେ ରହିବାକୁ ହେଲେ ନବୀନ ପଟ୍ଟନାୟକ ଏମାନଙ୍କୁ ପାଳି ପୋଷି ରଖିବାକୁ ପଡିବ ! କାରଣ power ଗଲେ ନବୀନ ର death ହେଇଯିବ ! ସଂସାର ରୁ ବିଦାୟ ନେଇଯିବ !

  • @ranjitsbioconcept6264
    @ranjitsbioconcept6264 Рік тому +8

    ସେନା ବଦଳରେ ପୋଲିସ୍ ଚାକିରି କୁ ୪ ବର୍ଷ କରିଦେବା କଥା,,ଖାଲି ଖାଇ ପେଇକି ପେଟ ବଢାଇଛନ୍ତି,, ଛି ଛି ଓଡ଼ିଶା ପୋଲିସ୍,,shame on you

  • @dukhishyamdash357
    @dukhishyamdash357 Рік тому +10

    Suspend All PCR Van staff immediately,

  • @conceptking.
    @conceptking. Рік тому +7

    Good job pcr.......

  • @dineshk.mahanandia932
    @dineshk.mahanandia932 Рік тому +5

    Take strong action against the miscreant

  • @santoshbarik
    @santoshbarik Рік тому +10

    Request to the government to ensure safety first then development.

  • @goutamagoutama4565
    @goutamagoutama4565 Рік тому +3

    ଦୁଃଖଦାୟକ ଘଟଣା

  • @sureshchpainter.subscribe8578
    @sureshchpainter.subscribe8578 Рік тому +2

    ଯୋଗ ସରକାର ଦରକାର

  • @ranjitkumarsoreng
    @ranjitkumarsoreng Рік тому +14

    Now in India, Bhubaneswar is the most unsafe place.

  • @chinmayadalai5312
    @chinmayadalai5312 Рік тому +5

    ଗାଁ ଛାଡି ସହରରେ ରହିଲ। ଏ ପରିସ୍ଥିତିରେ କିଏ ଅଛି ସାଥ ଦେବାପାଇଁ। ଗାଁ ରେ ହୋଇଥିଲେ ସାହିପଡିଶା ଚାଲିଆସିଥାନ୍ତଜ
    ସାହାଯ୍ୟ କରିବାପାଇଁ। ସହରରେ ଆପେ ବଞ୍ଚିଲେ ବାପର ନାଁ।

  • @shinchan_am
    @shinchan_am Рік тому +4

    Smart city isn't safe city anymore 💔...

  • @localguys5297
    @localguys5297 Рік тому +3

    Police ର କିଛି କାମ ନାହିଁ।😏
    ତାଙ୍କ ପକେଟ୍ ଗରମ ହେଲେ ହେଲା।

  • @manishpanda641
    @manishpanda641 Рік тому +33

    ଓଡିଶା ରୁ ମଦ ବଦ କରାଯାଉ

  • @chittaranjan4132
    @chittaranjan4132 Рік тому +8

    PCR ବହୁତ ଫାଷ୍ଟ ଆସେ ଫୋନ୍ କଲେ ଲୋକ ଗୁଡା କିଛି ଜାଣି ନାହାତି ପୋଲିସ ଅଧିକାରୀ କହିଛନ୍ତି ଆମେ ସର୍ବ ସର୍ବଦା ଆପଣଙ୍କର ହିତ ପାଇ ଆଗେଇ ଆସୁ ସବୁ ମିଛ ପ୍ରତିଶ୍ରୁତି ଦିଅନ୍ତି 🙏👏👏🥺🥺👍👍👍👍👍👍

  • @dsdofficial8621
    @dsdofficial8621 Рік тому +4

    ଭୁବେଶ୍ବରଠାର ରେ ଇମିତି ହଉଚି ଅନ୍ୟ ଠାରେ ଆଉ କଣ କରି ହେବା

  • @deepakmohanty8759
    @deepakmohanty8759 Рік тому +11

    First helmet and Now Number Plate .. Sabu Check sarila pare Ae Case nebe Ama Police Baabu

  • @ajitkumarsamal1733
    @ajitkumarsamal1733 Рік тому +11

    Police should be responsible to arrest all those unsocial peoples for lifetime imprisonment and address press meet for this.

    • @balarammunda1516
      @balarammunda1516 Рік тому

      Police should be responsible to arrested all those unsocial peoples for lifetime imprisonment and address ... Very careless odisha police....

  • @deepaknayak6622
    @deepaknayak6622 Рік тому +4

    ଭୁବନେଶ୍ୱର ରେ ପୋଲିସ କେବଳ ନେତା ଓ ଅଫିସର ଙ୍କ ସେବାରେ...........

  • @krishnamohapatra3356
    @krishnamohapatra3356 Рік тому +5

    if strengthen action is not taken within next 48 hours then dismiss the iic mancheswar police station bbsr .
    Remove him from the service .
    Stop his salary etc
    Better kick him out of the service .

  • @kailashpanigrahi6705
    @kailashpanigrahi6705 Рік тому +2

    ଏମିତି ସମସ୍ୟା ହେଲେ ବଞ୍ଚିବା କଠିକର ପାଠ

  • @kartikchandradas1430
    @kartikchandradas1430 Рік тому +13

    Odisha police kukura

  • @swarajdey1173
    @swarajdey1173 Рік тому +5

    Shame to police dept !!!

  • @SwagatDashofficial
    @SwagatDashofficial Рік тому +2

    Only police ହିଁ ଦାୟୀ ଏ ସବୁ ଅସାମାଜିକ କାର୍ଯ୍ୟ ପାଇଁ

  • @premkumarpatnaik5062
    @premkumarpatnaik5062 Рік тому +56

    Very sad state of affairs in the smart City, hopefully necessary action would be initiated, thanks to OTV for telecasting the issue

  • @sushantabhuyan2810
    @sushantabhuyan2810 Рік тому +4

    Odisha police ku kuha ebe helmet check Kariba au road upare khali patrolling Karu ....shame on Odisha police

  • @ullashmaharana6320
    @ullashmaharana6320 Рік тому +2

    ଏଠି ସାଧାରଣ ଲୋକଙ୍କ ସ୍ଥାନ ନାହିଁ ,ଶାସନ ଓ ପ୍ରଶାସନ ସଂପୂର୍ଣ୍ଣ ଢିଲା

  • @tapanburman4707
    @tapanburman4707 Рік тому +1

    ମୁଁ ବହୁତ ଖୁସି ଆପଣ ମନେ ଖୁସିତ ..ଜୟ ନବୀନ ଜୟ ମଦ

  • @purnimasingh1182
    @purnimasingh1182 Рік тому +1

    Odisha sarkar🙏

  • @prasantpattnaik7343
    @prasantpattnaik7343 Рік тому +2

    PCR ରେ ଥିବା ସମସ୍ତ କର୍ମଚାରୀ ମାନଙ୍କୁ august15 ରେ ପୁରସ୍କୃତ କରାଯିବା ଉଚିତ

  • @sidharthmohapatra5110
    @sidharthmohapatra5110 Рік тому

    GOD BLESS YOU TAKE CARE 🙏

  • @biswaranjanswain4602
    @biswaranjanswain4602 Рік тому +5

    Government has failed to improve law and order situation in the state.
    I do remember there was a DCP in BBSR called Himanshu Lal.. He was a good cop during his time there was
    So many encounters happened. Truck owners were not feeling safe due to highway robberies under his supervision police shot Jubir khan a highway robber. We need strong and bold officers like him to control these criminals.

  • @biswabhusannanda694
    @biswabhusannanda694 Рік тому +5

    Bhubaneswar Police should give protection to the life and property of the law abiding citizens especially the senior citizens.

  • @ashokhota8687
    @ashokhota8687 Рік тому +1

    ଯୋଗୀ ଶାସନ ଦରକାର । ସବୁ ଖର୍ଚ୍ଚ ମଦ୍ୟପ ମାନଙ୍କ ଠାରୁ ଆଦାୟ କରିବା ଦରକାର୍ ଓ ଜେଲ୍ ପଠାଇବା ଦରକାର୍ ।

  • @SashankaSekharPatel00
    @SashankaSekharPatel00 Рік тому +7

    ୟୁପି ପୋଲିସ, ଦିଲ୍ଲୀ ପୋଲିସ୍ ମହାରାଷ୍ଟ୍ର ପୋଲିସ୍ ଆଦି ଗୋଟିଏ ଦେଶ ଗୋଟିଏ ଭାରତ ଦେଶର ସ୍ଥାନୀୟ ପୋଲିସ ନିଜ କାମ ପାଇଁ ସବୁବେଳେ ସାବାସୀ ପାଉଥିବାବେଳେ ସେହି ଦେଶର ରାଜ୍ୟ ଓଡିଶା ପୋଲିସର ଏଭଳି ନିତିଦିନିଆ କାର୍ଯ୍ୟକଳାପକୁ ବର୍ଣ୍ଣନା କରିବା ପାଇଁ ମୋ ପାଖରେ ଶବ୍ଦ ନାହିଁ।😡😡😡😡😡😡😡😡😡😡😡

  • @muralidharmajhi5548
    @muralidharmajhi5548 Рік тому +2

    ଏ ଶଳା ପୋଲିସ ଅଧିକାରୀ ମାନଙ୍କୁ ଜାମୁ କାଶ୍ମୀର କୁ ପଠାଇଦିଆନ୍ତୁ, ଏ ଶଳା ଙ୍କ ର କିଛି କାମ ନାହିଁ,ମିଲ୍ଟାରି ମାନଙ୍କୁ ଥାନା duty ଦିଅନ୍ତି, ତା ପରେ ଓ଼ିଶାରେ କାନୁନ ଠିକ୍ ରୂପେ ଚାଲିବ,

  • @baliyaraut2808
    @baliyaraut2808 Рік тому +2

    ଓଡ଼ିଶା ସରକାରଙ୍କୁ ମୋର ନିବେଦନ ଆମ ରାଜ୍ୟରୁ ମଦ ସହିତ ଅନ୍ୟାନ୍ୟ ନିଶାଦ୍ରବ୍ୟ ସଂପୂର୍ଣ୍ଣ ରୁପେ ଉଠାଇ ଦିଆଯାଉ କାରଣ ନିଶାସକ୍ତ ମନୁଷ୍ୟ ହିଂସ୍ର ପଶୁ ଭଳି ଆଚରଣ କରିଥାଏ ସେଥିପାଇଁ ଗ୍ରୀକ ଦାଶନିକ ଆରିଷ୍ଟୋଟଲଙ୍କ ମତରେ ମନୁଷ୍ୟ ହେଉଛି ସାମାଜିକ ପ୍ରାଣୀ ଯିଏ ସମାଜ ବିନା ଜୀବନ ଯାପନ କରେ ସେ ହୁଏତ ପଶୁ କିମ୍ବା ଦେବତା ହୋଇପାରେ

  • @sujatamohanty6713
    @sujatamohanty6713 Рік тому +2

    ଭୁବନେଶ୍ୱର crime re ମୁମ୍ବାଇ କୁ ବଳିଯିବ

  • @ManojKumar-ki9tm
    @ManojKumar-ki9tm Рік тому +2

    ଯେ ପ୍ରଯ୍ୟନ୍ତ ୟେ ଭଳି ଘଟଣାକୁ ଛୋଟ ନ ଭାବି ଦୃଢ଼ ପଦଖେପ ନ ନିୟା ଯାଇଛି, ୟେ ଘଟଣା ବାରମ୍ବାର ଘଟୁଛି।

  • @sunakarsahoo4070
    @sunakarsahoo4070 Рік тому +1

    ଏହି ଘଟଣା ପାଇଁ ସରକାର ଙ୍କୁ
    କେଉଁ ପୁରସ୍କାର ପ୍ରଦାନ କରିବା ଦରକାର
    ସ୍ମାର୍ଟସିଟି ନମ୍ବର ଓ୍ଵାନ ମୁଖ୍ଯମନ୍ତ୍ରୀ

  • @sibamishra639
    @sibamishra639 Рік тому +11

    Bhauni amo police manai smart police bhai manai abai helmet checking rai bg tanko mind helmet pai so bhauni kharap bhabane helmet checking sarila parai semani keche step nebai sai time jai please wait karantu. its high time smart city police ketai din aau amete helmet checking karibai ,normal lokonka help karantu 🚔

  • @anantamoharana6735
    @anantamoharana6735 Рік тому +4

    ଓଡିଶା ରେ ଦିନକୁ ଦିନ law and order ଖରାପ ହେଇଗଲାଣି, ଏଇଥିପାଇଁ ପୋଲିସ ପ୍ରଶାସନ ଏବଂ ରାଜ୍ୟ ସରକାର ଦାୟୀ.

  • @chidanandasingh5433
    @chidanandasingh5433 Рік тому +11

    Police should take action immediately

    • @prakashseth7890
      @prakashseth7890 Рік тому

      Vai police pakhare Thai amiti hela au police upere believe chiii....thuuuuu....

    • @amitt319
      @amitt319 Рік тому

      Nice joke 😄

  • @sonubiku5927
    @sonubiku5927 Рік тому +3

    Where is 5T sarkar?

  • @pratyushkumarnayak5624
    @pratyushkumarnayak5624 Рік тому +9

    shame on bbsr police

  • @rajeshbhubneshwar6929
    @rajeshbhubneshwar6929 Рік тому +7

    Bhubaneswar dcp is sleeping are what... please take action immediately....are else public will take action

  • @indianfoodslovers6908
    @indianfoodslovers6908 Рік тому

    Ooh beautiful case for a beautiful state

  • @krishna3437
    @krishna3437 Рік тому +4

    I 🤔 PCR also involves in this case

  • @Forestry-ok7dq
    @Forestry-ok7dq Рік тому +5

    Bhubaneswar the crime capital....

  • @shrabanisinghbhoi2520
    @shrabanisinghbhoi2520 Рік тому

    Wonderful Administration of Odisha Govt no defence how to living odisha people

  • @manjushreemukhi7715
    @manjushreemukhi7715 Рік тому +1

    ପୋଲିସ department ku privatisationକରିଦେଲେ ଭଲ ହୁଅନ୍ତା

  • @Peace-il2tg
    @Peace-il2tg Рік тому +7

    Bhubaneswar is safe?
    How our city will develop? What is the government doing?

  • @prakashchandraroutray8825
    @prakashchandraroutray8825 Рік тому +1

    ପ୍ରଥମେ ପୋଲିସ ମାନଙ୍କୁ ଆରେଷ୍ଟ୍ କରାଯାଉ ।

  • @sagarsamal2412
    @sagarsamal2412 Рік тому +43

    As far as i concern police is also involved in this case & not punishing to the people who are really spreading their goonism sheets...kindly request to odisha govt to take strong actions against these goons otherwise democracy will be goes down in odisha very soon

  • @manojkumarofficial6929
    @manojkumarofficial6929 Рік тому +1

    ଆରେ ଭୁଟ ଦବ କଉଠି ଶଙ୍ଖ ଚୀନ ଯଉଠି
    ଶଙ୍ଖ ଚୀନ ଯେବେ ରହିବ, ଓଡ଼ିଶାର ଗୁଣ୍ଡା ଗର୍ଦି ବଡ଼ି ଚାଲିବ
    ଶଙ୍ଖ ଚୀନ ଜିନ୍ଦାବାଦ ଯାହା ହଉ ଓଡିଶା , No,1👍 କିଛି ଅସୁ ବିଧା ନାହିଁ, ହଉ ଭାଙ୍ଗିଛିତ ପୁଣି ଭୁଟ ଟାଇମି ରେ ମିଳିବନି କାହାକୁ ଯଦି ଖରାପ ଲାଗି ଥାଏ 🙏🙏🙏🙏.

  • @djbabunentertainment8516
    @djbabunentertainment8516 Рік тому +1

    Police କୁ ସେମାନେ ମାଲ ଟିକେ ଦେଇଛନ୍ତି ପିଇବାକୁ... ସେଥି ପାଇ police ଆଗରେ ଏମିତି କରିଛନ୍ତି

  • @biswanathmuduli9097
    @biswanathmuduli9097 Рік тому +1

    ଏଥିପାଇଁ ଆମ ସରକାର ନବୀନ ପଟନାୟକ ଦାୟୀ କାରଣ ସେ ଗାଁଠୁ ସହର ଯାଏ ଅଧିକରୁ ଆହୁରି ଅଧିକ ମଦ ଦୋକାନ ଖୋଲିବାରେ ଜନସାଧାଣକୁ ସହଯୋଗ କରୁଛି

  • @manojoic
    @manojoic Рік тому

    Very sad

  • @bapunibarik2590
    @bapunibarik2590 Рік тому +2

    It is very shameful act for the so called smart City Bhubaneswar. I can't understand whether odisha police is actually have any power or they are only the order taker of bbsr gundas and politicians. The culprits should get arrested very soon.

  • @MrIndia-xs2ml
    @MrIndia-xs2ml Рік тому +1

    ପ୍ରଶାସନ ଏହା ପାଇଁ କିଛି action ନେଇଛି କି ନାହିଁ?

  • @sweetchulbuli2999
    @sweetchulbuli2999 Рік тому +1

    Clean city with best Crim City

  • @prakashkumarswain1843
    @prakashkumarswain1843 Рік тому

    That is the power of odisha police

  • @roseroy8031
    @roseroy8031 Рік тому

    Give Justice

  • @chandrasekharpanda8568
    @chandrasekharpanda8568 Рік тому +1

    very common in odisha
    # shame odisha administration

  • @jubinashbhuyan5433
    @jubinashbhuyan5433 Рік тому

    So sad

  • @harisankarpadhi9053
    @harisankarpadhi9053 Рік тому +1

    ସେମାନେ ଆଉ କେହି ନୁହନ୍ତି ଆମ ନବୀନ ବାବୁଙ୍କ ମଦ ପିଇ ସାଙ୍ଗମାନେ ଏଣୁ ପୁଲିସ
    ସେମାନଙ୍କୁ କିଛି କରିବ ନାହିଁ ଅରାମରେ ଖାଇପିଇ ସୋଇପଡ !

  • @dr.purnendutripathy5263
    @dr.purnendutripathy5263 Рік тому +1

    ଭୁବନେଶ୍ୱର କୁ ଏକ ଅପରାଧ ପ୍ରବଣ ସହର ରେ ଏହି ସରକାର ପରିଣତ କରିଛି।

  • @shyamalhaldar5884
    @shyamalhaldar5884 Рік тому +1

    ପୋଲିସ ମାନେ ଖାଲି ଲାଞ୍ଚ ନେବା ପାଇଁ ଆଗୁଆ ହୋଇଥାଏ ।

  • @dhirajgupta2575
    @dhirajgupta2575 Рік тому

    It's rlly shame fully.. Same happn in berhampur

  • @rememberourhistory4947
    @rememberourhistory4947 Рік тому +2

    Police job 5 year karajau au 5 year pare performance dekhhiki select karaju

  • @krushnachandrasahoo8050
    @krushnachandrasahoo8050 Рік тому +1

    ଆଇନ ଶୃଙ୍ଖଳାକୁ ଯିଏ ବି ଅବମାନନା କରିଛନ୍ତି ସେମାନଙ୍କୁ କଠୋର ଦଣ୍ଡ ଦିଆଯାଉ ।

  • @sangeetdas7577
    @sangeetdas7577 Рік тому +1

    Please terminate these irresponsible police immediately

  • @PintuDas-mf5wh
    @PintuDas-mf5wh Рік тому +3

    3 police phone kari daki parithantea ta stap manaku amana aga saspent kariba katha

  • @anandachandradash4232
    @anandachandradash4232 Рік тому +1

    ଏ ହେଉଛି5ଟି ସରକାର ର କମାଲ, ଭଲସେ ଗୋଟିଏ ସରକାର କୁ25ବର୍ଷ ପର୍ଯ୍ୟନ୍ତ ରଖିଲେ ଏହାହିଁ ହେବ ୍

  • @manojpradhan361
    @manojpradhan361 Рік тому

    ଆଉ ଏମାନେ ରୁଚିକାକୁ ନ୍ୟାୟ ଦେବେ😠