@@KISHOREJATRA bhai tma jukti b thik but aguda ku puni hajar hajar darshak agare portray kriba artha kouthi na kouthi ra lok ku uskauchi ae sabu maha papa kribaku...
Mgya e bahi ta sbauthu best bahi bhabuthil hele sabu baje bala jatra... bhgban nka naa nei ki a bala story lekhichi writer... Puni bhgban nka naa nei ki bikruta sanlapa chiii sibani thu eya asha nthila 👎👎👎👎👎👎👎
ନାଟକ ଭଲ କିନ୍ତୁ ଗୋଟେ କେବଳ ଏହି ସି ନ ପାଇଁ ନାଟକ ତଳକୁ ଖସେଇ ଯିବ
ଏ ନାଟକ ପାଇଁ ପିୟୂଷ ଦରକାର ଥିଲା
Piyush jadi sabu kariba au samste kan mula ra chopa chhodeibe.
Jay, jaganth
Nice jatra
କେନମାଗିହା,ଏନାଟକଲେଖିଛି, ଗୋଟିଏ ନିରିହ ବାଳିକାକୁ,ରେପମଡର, ସମାଜକୁ ପ୍ରଭାବ ପଡ଼ିବ,,,,,,,😂😂😂😂😂
Vai thika katha ame natak karuche avinay last re kn hue dekhichanti ki nahin
@tahiacreationsentertainmen9696 ଭାଈ 🙏,
ଯିଏ ଯାତ୍ରା ଦେଖନ୍ତିନି ସେମାନେ ଯାତ୍ରା କୁ ନେଇ ବହୁତ୍ ଖରାପ ମତ ମନ୍ତବ୍ୟ ଦିଅନ୍ତି,
କେତେ ବିଚାର ବିମର୍ଶ ପରେ ଗୋଟେ ସଂଲାପ୍ ତିଆରି ହୁଏ ସେମାନେ ଜାଣନ୍ତିନାହିଁ, ତାଙ୍କ କଥା ରେ କଣ ଯାତ୍ରା ପାର୍ଟି ଚାଲିବ,
Best ଯାତ୍ରା 24-25 ହା କୃଷ୍ଣ ବୋଲି ଯାଉ ଯିବ 🙏🙏
TUME KAHUCHA A PARI SCENE RAHIBA ETA THIK@@KISHOREJATRA
Bhai baki sabu bhala kintu ye seen ta tike kharap lagila 😢😢😢😢
B
ନାଟକରେ ଏହିଭଳି scene ପାଇଁ ସମାଜରେ ଆଜି ଖରାପ୍ ପ୍ରଭାବ ପଡୁଛି।ଲୋକ ମାନେ ଖରାପ୍ ଟିକୁ ଜଲଦି ଗ୍ରହଣ କରୁଛନ୍ତି।
@@amitkumarnayak8605 ଭାଈ ଠିକ୍ କହିଲେ, କିନ୍ତୁ ଓଲଟା କହିଲେ,
ସମାଜ ରେ ଘଟୁଥିବା କୁତ୍ସିତ ଘଟଣା କୁ,କାହାଣୀ ମଧ୍ୟମ ରେ ନାଟକରେ ସ୍ଥାନ ଦିଆ ଯାଇଛି,
ଆପଣ ଦେଖିଥିବେ ବିଗତ ଦୀନ ମାନଙ୍କରେ ପରୀ, ପିହୁ ଭଳି ଛୋଟ ଛୋଟ ଝିଅ ମାନଙ୍କ ଅବସ୍ଥା କଣ ହେଇଛି,
ଆପଣଙ୍କୁ ଖରାପ ଲାଗିଛି ମାନେ ନାଟକର ପରିଶ୍ରମ ସାର୍ଥକ ହେଇଛି,
ଏହି ସିନ ଦେଖିଲେ କେତେ ଖରାପ ଲାଗୁଛି ଆମ ଦର୍ଶକ ମାନଙ୍କୁ, କିନ୍ତୁ ଜାହା ଘରେ ପ୍ରକୃତରେ ଏହି ଘଟଣା ଘଟିଥିବ ତଙ୍କ ଅଵସ୍ଥା କଣ ହେଇ ଥିବ,
ଆମ ମନରେ ଘୃଣା ଆସିବା ଅର୍ଥ ଆମ୍ଭେମାନେ ସଚେତନ ଅଛେ ଏହି ଭଳୀ ଭଳି ସମାଜରେ ଘଟୁଥିବା ନୀଷ୍ଠୁର କାମକୁ ବିରୋଧ କରିବା ପାଇଁ .
ମତାମତ ପାଇଁ ଧନ୍ୟବାଦ୍ ଭାଈ
@@KISHOREJATRA bhai tma jukti b thik but aguda ku puni hajar hajar darshak agare portray kriba artha kouthi na kouthi ra lok ku uskauchi ae sabu maha papa kribaku...
@@akshaykumar786-y4f ଆପଣ ଯେମିତି ଘୃଣା କରୁଛନ୍ତି, ସମସ୍ତେ ଆଜ୍ଞା ସେମିତି, ଏମିତି କାମ କଲେ କେତେ ଯେ ଖରାପ ସେଇଟା ଦର୍ଶାଇ ଦିଆ ଯାଇଛି,
କିନ୍ତୁ ଭାଈ ଯାତ୍ରା ଦେଖନ୍ତୁ ବହୁତ୍ ସୁନ୍ଦର ଦୃଶ୍ୟ ଅଛି, ଆପଣ ଙ୍କ ଆଖି ଆଉ ଆପଣଙ୍କ କଥା ମାନିବନି, ନିଶ୍ଚିତ ୨ ଟୋପା ଲୁହ ଗଡି ପଡିବ,ସେ ଅଭିନୟ, ସେ ଆଳାପ, ସେ ସଂଲାପ, ସେ ବାଦ୍ୟଯନ୍ତ୍ର, ସେ ଲାଇଟ୍ ସତେ ଯେମିତି ସଙ୍ଗୀତର ସାତ ସୁରେ ବନ୍ଧା
Hollywood Bollywood South re jmt scene sabu rahuchi jaunu tanku aga kahibu band Kariba pai
@@akshaykumar786-y4fau danda bidhan ku dekhunahanti ki
Chhi chhi emiti seen jatra ru kota jau
❤❤❤❤❤
Aeta jatra nuhe
E bhali seen samaj pain kharap
Right
This is jatra! Bad very bad. Wher odisha government - wher jatiya child and woman comition? This jatra to be band immidetly
Eita ref sen habani modur seen haba
Jadi thiki katha like please😔
😮
Mgya e bahi ta sbauthu best bahi bhabuthil hele sabu baje bala jatra... bhgban nka naa nei ki a bala story lekhichi writer... Puni bhgban nka naa nei ki bikruta sanlapa chiii sibani thu eya asha nthila 👎👎👎👎👎👎👎
Bala jatra
Aeta jatra nuhr
Faltu Natak
Sibani vilion thik nuha
Upload delete kariontu bhai. Nua nataka emiti viral kari jone fasichhi Sibani Hatare.
@@Santanukumar0143 ହଜାରେ vdo chadilebi loka house full dekhibe ହା କୃଷ୍ଣ ବୋଲି ଯାଉ ଯିବ,
Vdo Just ଯାତ୍ରା ର ପ୍ରଚାର ପାଇଁ, ଅସଲ ମଜା ତ stage ଉପରେ
@@KISHOREJATRA Ok. As u like best😄😄
Thahia.roll.is.not.goog
Magia riter ku Mariba katha
😡😡😡😡
Bal jatea
Chhota pilanku nei khel
fail.vilien.aya i sibani gananatya .khana past.kai.nae.asha
Ea ki khela
Ea. Sapa khela