ଥାନା ବାବୁ ମୁଖ୍ୟ ମନ୍ତ୍ରୀ ଙ୍କୁ କଲେ ଖରାପ ବ୍ୟବହାର, କିନ୍ତୁ କାହିଁକି ? ଜାଣନ୍ତୁ ପ୍ରକୃତ କାରଣ

Поділитися
Вставка

КОМЕНТАРІ • 1,5 тис.

  • @santoshdakua6698
    @santoshdakua6698 4 місяці тому +123

    ଏଭଳି ଅଫିସର ଙ୍କ ବିରୋଧ ରେ ଦୃଢ଼ କାଯ୍ୟନୁଷ୍ଠାନ ନିଆଯାଉ

  • @PramodSamal-se6ke
    @PramodSamal-se6ke 4 місяці тому +29

    ମାନ୍ୟବର ବିଧାୟକଙ୍କୁ ଏ ଭଳି ବ୍ୟବହାର ପାଇଁ ତାଙ୍କୁ ତାଙ୍କର ତଳ ପୋଷ୍ଟକୁ ଖସାଇ ଦିଆଯାଉ, ଫଳରେ ସମସ୍ତଙ୍କୁ ଉଚିତ୍ ଶିକ୍ଷା ମିଳିବ.

  • @shishirkumarhembram6960
    @shishirkumarhembram6960 4 місяці тому +613

    ବିଧାୟକଙ୍କୁ ଯଦି ଏମିତି ବ୍ଯବହାର କରାଯାଉଛି ତାହା ହେଲେ ସାଧାରଣ ଲୋକଙ୍କୁ ନ୍ୟାୟ କେମିତି ମିଳୁଥିବ ଅନୁମାନ କରନ୍ତୁ

    • @Ramachadra3639
      @Ramachadra3639 4 місяці тому +9

      Yes 👍👍👍

    • @bijaylaxmipanda6402
      @bijaylaxmipanda6402 4 місяці тому +4

      👍👍💯

    • @BhagirthiBiswal
      @BhagirthiBiswal 4 місяці тому +2

      Bhagirathibiswal

    • @kanda2810
      @kanda2810 4 місяці тому +2

      Right

    • @bisukumar4647
      @bisukumar4647 4 місяці тому +3

      Bhai mu jaithili hele gariba loka Boli kehi kichhi sunile nai kahile 2000 de au Jane kahila na hele mase pore asiba kahila mu ma ghara keonjhar ukhunda re kn karibi gariba loka na au Kia suniba jaha heba sei Kalia bujhiba Jay jagannath

  • @prafullamohanty5557
    @prafullamohanty5557 4 місяці тому +16

    ଦୁର୍ନୀତି ମୁକ୍ତ ଓଡ଼ିଶା ଆମର ଲକ୍ଷ୍ୟ। ଏବଂ ଦୁର୍ନୀତି ଗ୍ରସ୍ତ ଅଧିକାରୀ କର୍ମଚାରୀ ମନେ ଜେଲ୍ ଯିବା ନିତ୍ୟାନ୍ତ ଆବଶ୍ୟକ

  • @anilbahubalendra1640
    @anilbahubalendra1640 4 місяці тому +477

    ସେ ଶଳା କୁ ମୁଖ୍ୟ ମନ୍ତ୍ରୀ ଙ୍କ ଘର ଲାଟିନ ସଫା କାମରେ ଲଗାଇ ଦିଆଜଉ

  • @manoranjandas4046
    @manoranjandas4046 4 місяці тому +23

    ଦୃଷ୍ଟାନ୍ତ ମୂଳକ କାର୍ଯ୍ୟାନୁଷ୍ଠାନ ହଉ

  • @NikhilAdhya-k9f
    @NikhilAdhya-k9f 4 місяці тому +81

    ମାଆ ଗିହା ପୋଲିସ । ବହୁତ୍ ହାରାମି ପୋଲିସ ଏମିତି ଓଡ଼ିଶାରେ ଅଛନ୍ତି

  • @aayushagarwal-xn6or
    @aayushagarwal-xn6or 4 місяці тому +7

    Kendujhar pila mane like kara

  • @maxxbrocreation
    @maxxbrocreation 4 місяці тому +37

    ଧର୍ମର ଜୟ ହେଲା.... ଜୟ ଶ୍ରୀ ରାମ 🙏🙏🙏 ଦେଖ ଆଗକୁ କଣ ହେଉଛି 👍👍👍Love from Keonjhar ❤️❤️❤️

  • @susantamallik7104
    @susantamallik7104 4 місяці тому +2

    ଏମିତି ଦଣ୍ଡ ଦିଆଯାଉ ଯେ କି ସାରା ଓଡ଼ିଶା ର ସମସ୍ତ ପୋଲିସ ବାଲାଙ୍କ ନିଦ ହଜିଯିବ

  • @AbhyaPradhan-v3y
    @AbhyaPradhan-v3y 4 місяці тому +123

    ସଳାକୁ ପାନେଦିଅ ଏଵେ ସମୟ ଏଇଛି ।

  • @Shradhashok
    @Shradhashok 4 місяці тому +3

    ଯାହା ହଉ ଆମ ମୁଖ୍ୟ ମନ୍ତ୍ରୀ ନହେବା ଆଗରୁ ଲୋକଙ୍କ କଥା ବୁଝି ବାକୁ ଆସୁଥିଲେ ଯାହା ଜାଣିବାକୁ ପାଇଲୁ
    ଏବେ ସେ ଗାଁ ର ପାଣି ସୁବିଧା ହେଇଯିବ ନା କଣ କହୁଛନ୍ତି

  • @sarojsethi4197
    @sarojsethi4197 4 місяці тому +239

    ସେ ଥାନା ବାବୁ ଙ୍କୁ ଟିକେ ପଚାର ସେ କ'ଣ କହୁଛି ,ତାର ଟିକେvieo ଦେଖିବାକୁ ମନ ହଉଚି

    • @spsproduction8514
      @spsproduction8514 4 місяці тому +4

      ସେ IIC ର ମୁହଁ ଟିକେ ଦେବାକୁ ଇଚ୍ଛା ହୋଉଛି ସେ କୋଉଠି ଅଛି ସେ ଆରମି ପୋଲିସ iic

    • @rsbaskey123
      @rsbaskey123 4 місяці тому +2

      news ଭାଇ ମାନେ ଟିକେ IIC ଙ୍କଠାରୁ ମତାମତ ନିଅନ୍ତୁ

    • @premanandasahoo4259
      @premanandasahoo4259 4 місяці тому

      Chora bjd karmachari

  • @GabardhanGagarai
    @GabardhanGagarai 4 місяці тому

    ମୁଖ୍ୟ ମନ୍ତ୍ରୀ କୁ ମାନୁ ନି ସାଧାରଣ ଲୋକ କୁ କଉ ବେଭହାର ମିଳିବ ବୋଲି ଆଷା ପୋଲିସ ଅଧିକାରୀ ବହିକାର କରାଜାଉ

  • @duryodhanmahanta7766
    @duryodhanmahanta7766 4 місяці тому +63

    ସମ୍ପୃକ୍ତ ପୋଲିସକୁ ଦୃଷ୍ଟାନ୍ତ ମୂଳକ ଦଣ୍ଡ ଦିଆଯାଉ।

  • @srimantadalai9944
    @srimantadalai9944 4 місяці тому +1

    ସରକାରୀ କର୍ମଚାରୀ ଜଣେ ଜଣେ ସେବକ ହିସାବରେ କାମ କରିବା ଦରକାର। ଯେହେତୁ ସେମାନେ ଯେଉଁ ମୋଟା ଅଙ୍କର ଦରମା ପାଉଛନ୍ତି ତାହା ସର୍ବ ସାଧାରଣ ଙ୍କ ଧନ।

  • @SantanukumarSantanu
    @SantanukumarSantanu 4 місяці тому +101

    ସେ ମାଘିଆ କୁ ସିବିଆଇ ତା ଘର ରେଡ କରନ୍ତୁ ବିଜେଡି ରେ ଥିଲା ଯେହେତୁ କିଛି ମାଲ ରଖି ଥିବ

  • @jayshreebrahma6097
    @jayshreebrahma6097 4 місяці тому +1

    ଥାନା ବାବୁଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯାଉ.... ନୂଆ ସରକାର ନୂଆ ଓଡିଶା 💪

  • @Ramachadra3639
    @Ramachadra3639 4 місяці тому +96

    ଭାଇ ଅଭିନେତା ରାଇମୋହନ ଙ୍କ ଗୋଟେ dialogue ଆଇନୀକାନୁନ ଠିକଅଛିନା,😜😜😜 ସୋମ ଭାଇଙ୍କୁ ଧନ୍ୟବାଦ ପ୍ରଥମଥର କେନ୍ଦୁଝର ବିଷୟରେ channel ରେ କହିଥିବାରୁ!କେନ୍ଦୁଝର ପିଲା like କର ଭାଇକୁ ❤❤❤

  • @krushnachandradash7387
    @krushnachandradash7387 4 місяці тому

    ଆଜି ଦେଖୁଛି, ମୁଖ୍ୟମନ୍ତ୍ରୀ ତାଙ୍କୁ କ୍ଷମା କରିଛନ୍ତି ନିଜର ଉଦାର ଗୁଣରେ,

  • @SakIsmail
    @SakIsmail 4 місяці тому +86

    ଏମିତି କର୍ମଚାରୀ ବ୍ଲକ ଠୁ ନେଇ ସବୁ ଲେବୁଲ ରେ ଅଛନ୍ତି ଏମାନଙ୍କ ପଦକ୍ଷେପ ସରକାର ନିଅନ୍ତି ହେଲେ ଏମାନେ ଠିକ ଶାସନ ହୁଅନ୍ତେ

  • @SwarnalataBehera-nq6zt
    @SwarnalataBehera-nq6zt 4 місяці тому +2

    ସଵୁ ଥାନାରେ ଏଇ ଭଳି ସମସ୍ୟା 😭😭🙏🙏🙏

  • @SurendraPadhy-i8f
    @SurendraPadhy-i8f 4 місяці тому +177

    ସେ iic କୁ ମୁଖ୍ୟ ମନ୍ତ୍ରୀ ନିଜ ଘର ପାଇଁ hataru ପରିବା ଶୋଉଦା ଆଣିବା ପାଇଁ duty ଦିଅନ୍ତୁ

  • @kailashrana5396
    @kailashrana5396 4 місяці тому +1

    ଏହିଧାନା ବାବୁକୁ ଆମ ରାଜ୍ୟରୁ ବାହାରକରି ଦେବା ଉଚିତ।

  • @KumarCreative-r4n
    @KumarCreative-r4n 4 місяці тому +289

    ମା ଗିହା iic କୁ ଲଗଂଳା କରି ବୁଲାଅ...

  • @kamalsahoo07
    @kamalsahoo07 4 місяці тому

    Bidhyaka ଙ୍କୁ ଯଦି ଏମିତି ବ୍ୟବହାର ସାଧାରଣ ଲୋକଙ୍କୁ କେମିତି ବ୍ୟବହାର କରୁଥିବେ

  • @PriyabrataBehera-f5w
    @PriyabrataBehera-f5w 4 місяці тому +41

    ଏ କଥା ଭାବି ଭାବି ତା ପେଳ ପୁରା ସୁଖି ଯାଇ ଥିବ ସୁନିଶ୍ଚିତ .

  • @sijannayak4407
    @sijannayak4407 4 місяці тому +1

    ଏ ଭଳି ସବୁ ଅଫିସର କୁ ଖୋଜି ଖୋଜି ବାହାର କରାଯାଉ ଏବଂ ଏମାନଙ୍କୁ ଉଚିତ୍ ଶାସ୍ତି ଦିଆଯାଉ

  • @ganeshpanigrahi4808
    @ganeshpanigrahi4808 4 місяці тому +24

    ସେ ଅବାଞ୍ଛିତ ଓ ଅନୈତିକ ଅପରାଧୀ ଛୁଆ IIC ତ୍ରିନାଥ ସେଠୀକୁ ରାସ୍ତା ଦାଣ୍ଡରେ ଯଥୋଚିତ ଶାସ୍ତି ଅପରିହାର୍ଯ୍ୟ ହୋଇଛି...
    🇮🇳ବନ୍ଦେ ଉତ୍କଳ ଜନନୀ🚩...
    🇮🇳ଭାରତ ମାତା କି ଜୟ🚩...

  • @ajitkumarsagaria8204
    @ajitkumarsagaria8204 4 місяці тому

    ଯୋଦି ବ୍ୟବହାର ଦେବା ଜାଣିନି ସେ ଆଉ କି ଚାକିରୀ କରିବ, ତା ଘରକୁ ବେଗ ବସ୍ତା ଧରି ଘରକୁ ପଠାଇବା କଥା.

  • @manoranjanmullick3487
    @manoranjanmullick3487 4 місяці тому +26

    ❤️ଜୟ ମୋହନ ଭାଇ cm 🙏ଓଡିଶା

  • @bidyadharpadhan9532
    @bidyadharpadhan9532 4 місяці тому +79

    ସେ ଶଳା କୁ ଭଲ ଭାବେ ପାନେ ଦେବା କଥା,

  • @nilamaniyoutubechannel3160
    @nilamaniyoutubechannel3160 4 місяці тому +67

    ସେ ଆଇଆଇସି କୁ ଉତ୍ତମ ମାଧ୍ୟମ ନିହାତି ଦରକାର ନହେଲ ସୁଧୁରି ବେନି

    • @rajupanda765
      @rajupanda765 4 місяці тому

      Sospend.karNtu

    • @AkashNayak-dv4yx
      @AkashNayak-dv4yx 4 місяці тому

      ସେ ଶଳା ପୋଲିସ କୁ ପାଇଖାନା ଟାଙ୍କିରେ ପୁରାଇ 2 ଘଣ୍ଟା ଛାଡ଼ି ଦିଆଯାଉ....😅😅

  • @bvijaykumar-z6e
    @bvijaykumar-z6e 4 місяці тому

    ଭାଇ ଆମ ଓଡ଼ିଶା ରେ ସବୁ ଥାନରେ ବଡ଼ବଡ଼ ଅଫିସିରେ ଏହିଭଳି ଲୋକ ଅଛନ୍ତି

  • @pradepnayak5122
    @pradepnayak5122 4 місяці тому +79

    A ଗୁଡାକୁ ସାବାଡ କରା ଜାଉ

  • @ujalsenapati5451
    @ujalsenapati5451 4 місяці тому

    କୋଠାର ପଦକ୍ଷେପ.... ତାର ସମ୍ପତି ହିସାବ କରି ଦଣ୍ଡ... ଆଉ ଯେପରି ପୋଲିସ କୋଣସି ପାର୍ଟ ର ନ ହୋଇ ଜନତା ର କାମ କରିବେ....

  • @susantanaik-ks7so
    @susantanaik-ks7so 4 місяці тому +18

    ଥାନା ବାବୁ କୁ ରୋଡ କାମରେ ଲଗାଇ ଦିଅନ୍ତୁ....

  • @sureshchandranayak4358
    @sureshchandranayak4358 4 місяці тому

    ଆଗ ସେହି ଥାନା ବାବୁଙ୍କୁ ଅପାଣିଆ ଗୋଟିଏ ସପ୍ତାହ ରଖାଇ ପିଇବା ପାଣି ଅଭାବ ରୁ ସେ ନିଜକୁ ଥାନା ମାଧ୍ୟମରେ ନିଜେ ସମାଧାନ କରଦିଅନ୍ତୁ

  • @Sushsushant
    @Sushsushant 4 місяці тому +26

    କାହାର ଖରାପ ସମୟ ରେ ଏମିତି କିଛି କରିବା ନାହିଁ କି ପଛରେ ତାକୁ ମୁହଁ ଦେଖେଇବା କୁ ଲାଜ ଲାଗିବ❤

  • @rameshpradhan8772
    @rameshpradhan8772 4 місяці тому +15

    ଏହି ଶଳା I.I.C କୁ କଠୋର ରୁ କଠୋର ଦଣ୍ଡ ଦିଆଯାଉ, ଠିକ୍ ହୋଇଯିବ । ଆଉ କାହାକୁ ମଧ୍ୟ ଏମିତି ବ୍ୟବହାର କରିବ ନାହିଁ ।

  • @khirodpatra7809
    @khirodpatra7809 4 місяці тому +1

    ଲଙ୍ଗଳା କରି ଚଡି ପେନ୍ଧେଇ ବୀଚ ରାସ୍ତା ଚଲାଇବ

  • @anupsinghmajhi8616
    @anupsinghmajhi8616 4 місяці тому +44

    ଶିକ୍ଷା ଦିଆଯାଉ

  • @gajendrasahoo1970
    @gajendrasahoo1970 4 місяці тому +44

    ସେ ଶଳା କୁ ମୁଖ୍ୟମନ୍ତ୍ରୀ କ ଗେଟ ଜଗୁଆଳି ରଖାଯାଉ

  • @BISWANATHJENA-uc1pc
    @BISWANATHJENA-uc1pc 4 місяці тому

    ମାଇଘିଆ ତୋର ଆଉ କିଛି ନାହିଁ,କିଏ କାହାକୁ ଗେହିଁଲା କିଏ କାହାକୁ ପୁରେଇଲା ତୋର ସବୁ ଏଇ କାମ

  • @sagarkumarbindhani1997
    @sagarkumarbindhani1997 4 місяці тому +80

    ତାକୁ ବିନା ଦରମା ରେ ପାଞ୍ଚ ବର୍ଷ ଖଟାଓ.... ଲାଇନ କୁ ଆସିଯିବ... ଛାଡନି

  • @ratanjagat5374
    @ratanjagat5374 4 місяці тому

    ବିଧାୟକ କାହିଁକି ଥାନା ରେ ଯାଇ ଥିଲେ ଥାନା ଦାର କଣ ପାଣି କଣ ଯୋଗାଇ ଦେବ କି ବିଧାୟକ ଜଣେ ହେଇଛେ ବେଳେ ତୋ ସେ ନିଜେ ପାଣି ର ସୁବିଧା କରି ଥାଆନ୍ତା ଆଉ ଥାନା ରେ ଅଭି ଯୋଗ କଲେ କଣ ହେବ ବାବୁ ତମେ ଟିକେ ଚିନ୍ତା କର ବାୟା ବାବୁ

  • @niharpatra07
    @niharpatra07 4 місяці тому +33

    Malkangiri transfer karajau.

    • @prasanthantal8300
      @prasanthantal8300 4 місяці тому

      ମାଲକାନଗିରି ସୁନା ଜାଗା ପରା ସେଠି କାହିଁକି ??

  • @pramodjagadev774
    @pramodjagadev774 4 місяці тому

    ବିଧାୟକ ଙ୍କୁ ଦୁର୍ବ୍ୟବହାର କରିଥବାରୁ IIC କୁ ଉଚିତ ଦଣ୍ଡ ଦିଆଯାଉ...

  • @kamalgochhayat3996
    @kamalgochhayat3996 4 місяці тому +19

    Thik kahila bhai...sei polish ra nida haji jaithiba

  • @JayamangalRohidas
    @JayamangalRohidas 4 місяці тому +1

    Police babuku anya Jilla ku transfer Kariba darkar

  • @duryodhanparida8260
    @duryodhanparida8260 4 місяці тому +32

    କ୍ୟାମେରା ପଛକୁ ନେଇ ଖୋବି ଦେବ ଯେ ସବୁ ଗଲୁ ମରିବ,

  • @ChandanKumar-zs2rn
    @ChandanKumar-zs2rn 4 місяці тому

    ଏମିତି ଅନେକ ସରକାରୀ କର୍ମଚାରୀ ଅଛନ୍ତି ଜଉମାନେ ଗୋଟେ ଜାଗାରେ 15 ,20ବର୍ଷ ହେଲା ବଦଳି ହୋଇନାହାନ୍ତି ସେ ସମସ୍ତଙ୍କୁ ସମସ୍ତଙ୍କୁ ବଦଳି କରାଯାଉ।

  • @pareshkumarbehera1483
    @pareshkumarbehera1483 4 місяці тому +7

    ଜୟ ଶ୍ରୀଜଗନ୍ନାଥ*🙏
    Happy Rajo💐Bro.....👍

  • @LaxmidharSamal-ji1rm
    @LaxmidharSamal-ji1rm 4 місяці тому

    ସବୁ ଭୁଲ୍ ର କ୍ଷମା ଥା ଏ ରଜା ସବୁ ବେଳେ ରଜା

  • @sagarcreation0101
    @sagarcreation0101 4 місяці тому +15

    କେତେ ସମ୍ପତ୍ତି ଅଛି ଏହା ସମସ୍ତେ ଜାଣିବା

  • @sashikantanayak4639
    @sashikantanayak4639 4 місяці тому

    RIGHT. ........

  • @sorenbabu6743
    @sorenbabu6743 4 місяці тому +16

    IIC ତ୍ରିନାଥ ସେଠି କୋଉଠି, ଦେଖ ତାକୁ ରାତିରେ ନିଦ ହୋଇଛି କି ନାହିଁ,

    • @yashobantamohanta5480
      @yashobantamohanta5480 4 місяці тому

      Champua police station re

    • @sorenbabu6743
      @sorenbabu6743 4 місяці тому

      @@yashobantamohanta5480 ନାମ ନେବ ଏଥର

    • @Maaduatoka
      @Maaduatoka 4 місяці тому

      ​@@yashobantamohanta5480 satare na kn ?

  • @vinayadas9604
    @vinayadas9604 4 місяці тому

    Vai apnka rost vahut vala lage,sabutharu niara

  • @indukumar3004
    @indukumar3004 4 місяці тому +14

    ସେଟାକୁ ଘର ବାରି ସଫା କରିବାରେ ଲଗାଯାଉ

  • @rabiprosadpanigrahi7945
    @rabiprosadpanigrahi7945 4 місяці тому

    କଠୋର ପଦକ୍ଷେପ ନେବା କଥା।କାରଣ ଯେଉଁ ସରକାର ହେଉ ବିଧାୟକ ଯେଉଁ ଦଳର ହୁଅନ୍ତା ନା କାହିଁକି ସମ୍ମାନର ସହକଥାବାର୍ତା ହେବା ଉଚିତ୍

  • @milankarna1215
    @milankarna1215 4 місяці тому +16

    Love you brother,love from boudh

  • @umasankarsahu301
    @umasankarsahu301 4 місяці тому +15

    ଶୁଣ ଭାଇ, ଆପଣ ବ୍ୟବହାର ଆଶାରେ ଥାନା ଯାଉଥିଲେ ?
    ଖରାପ ବ୍ୟବହାର ପାଇଁ ଆପଣ ସ୍ୱର ଉଠାନ୍ତୁ କିନ୍ତୁ ଭଲ ବ୍ୟବହାର ଆଶା ରଖନ୍ତୁନି

  • @studiodsarkar143
    @studiodsarkar143 4 місяці тому

    Bhailo abika mun bujhi gali 👍 good job bro😍

  • @bhagabanbhatra7440
    @bhagabanbhatra7440 4 місяці тому +20

    IIc ର ବୁଦ୍ଧି ଆଉ ଦୁଶୁନାହିଁ

    • @bhagabanbhatra7440
      @bhagabanbhatra7440 4 місяці тому +1

      ମାଲକାନଗିରି ବୋଡର କୁ ପଠା ଇ ଦିଅନ୍ତୁ,
      ଜଙ୍ଗଲ ଜଗିବ

  • @SudambhuyanSudam-k7m
    @SudambhuyanSudam-k7m 4 місяці тому

    ନୁଆ ମୁଖ୍ୟ ମନ୍ତ୍ରୀଙ୍କୁ ମର ଅନୁ ରୁଧ ସେ ଥାନ ବାବୁଙ୍କୁ ସସପେଟ କରି ଦିଅ

  • @raghunathdehury6864
    @raghunathdehury6864 4 місяці тому +11

    ଚମଚାଗିରିକୁ ମାଲକାନଗିରି ଦରକାର

    • @hemantakumar9294
      @hemantakumar9294 4 місяці тому

      Malkangiri gale ganjei bepar karibo taku keonjhar re hi mada darkar

  • @nenapradhan7851
    @nenapradhan7851 4 місяці тому

    ଥାନା ବାବୁଙ୍କୁ ପିଛା ରେ ଗୋଇଠା ମାରିକି ସସ୍ପେଣ୍ଡ କରିବା ଦରକାର

  • @pradeeptpradhan451
    @pradeeptpradhan451 4 місяці тому +7

    ଆଇଆଇସି କୁ ମୋଟୁ ଥାନା କୁ ପଠାଇବା କଥା

  • @manuelnayak4001
    @manuelnayak4001 4 місяці тому

    ଏହି ପରି ଅଫିସର ମାନଙ୍କୁ ଘରେ ବସାଇବା ଦରକାର

  • @bulasahu7680
    @bulasahu7680 4 місяці тому +18

    Jo govt officer misbehave or lancha na hela karantini, immediately suspend karantu....that's heartly request to CM.

  • @Charamrajesh
    @Charamrajesh 4 місяці тому

    Badhiaa editing

  • @RamachandraPanigrahi-g9s
    @RamachandraPanigrahi-g9s 4 місяці тому +10

    ଯେସାକୁ ତେସା ହରମ୍ ଜଡ଼ାକୁ କୁରାଢି ପୋଷା

  • @dilipminz7537
    @dilipminz7537 4 місяці тому

    ନ୍ୟାୟ ବିରୁ ଧ ଲୋକ ଙ୍କୁ ବହିଷ୍କାର କରା ଯାଉ

  • @BasantakumarRaul
    @BasantakumarRaul 4 місяці тому

    ସେହି ଥାନାବାଲାକୁ ଘୋସାରି ଆଣି ପିଟ ଆଉ ଚାକିରିରୁ ବାହାର କରି ଦିଅନ୍ତୁ। ନ ହେଲେ ଏ ରୋଗରେ ସବୁ ଥାନାବାଲା ଆକ୍ରାନ୍ତ ହେବେ।

  • @AshokPatel-vz1qp
    @AshokPatel-vz1qp 4 місяці тому +6

    ଦୃଷ୍ଟାନ୍ତ ମୂଳକ ପଦକ୍ଷେପ ନିଆଯାଉ ଯାହାକି ଅନ୍ୟ ପୋଲିସ ଅଫିସର ଦେଖି ଥରେ ଭାବିବେ।

  • @khalnayak1504
    @khalnayak1504 4 місяці тому

    ମାଗିଆ ବିଜେଡ଼ି ସଳେ ସବୁ ଖାଈଗଲେ

  • @pradeepkumarmajhi6504
    @pradeepkumarmajhi6504 4 місяці тому +4

    Punishment ଦିଆ ଜାଉ

  • @Padmalochan-w3w
    @Padmalochan-w3w 4 місяці тому

    ସେ ଠି ପୋଲିସ ପାଇଁ ଯୋଗ୍ୟତା ହରାଇ ସାରିଛି,ତାକୁ ହୋମଗାର୍ଡ ଡ୍ୟୁଟି ଦିଆଯାଉ,

  • @dillipkumarbarad1177
    @dillipkumarbarad1177 4 місяці тому +11

    Dekhare navina pelia mane

  • @trinathpalaka3493
    @trinathpalaka3493 4 місяці тому

    Super nice video bhai

  • @dhaneswarnayak48
    @dhaneswarnayak48 4 місяці тому

    ଯେହେତୁ ଥାନା ଅଧିକାରୀ s,c ପର୍ଯ୍ୟିୟର ତେ ତୁ ତାଙ୍କ ପାଇଁ ସବୁକିଛି ମାଫ। ତାଙ୍କର କିଛି ହେବନି ସେମାନେ ବେକରେ ଜାତିର ବ୍ୟାଚ ଝୁଲାଇ ଥୀବେ ଭାବୁଥିବେ ଆମେ ପିମ୍ପୁଡ଼ି ଲୁଗା ଉପରକୁ ଚଢ଼ିଗଲା ଭଳି ।

  • @prasantakumarswain3419
    @prasantakumarswain3419 4 місяці тому +5

    ଥାନା ବାବୁ ଏବେ ନାମ ନେବ 😮

  • @ajaypattnaik6311
    @ajaypattnaik6311 4 місяці тому

    ସେ ଥାନା ବାବୁଙ୍କୁ CM ଙ୍କ କ୍ୱାଟର ଜଗୁଆଳି ଡ୍ୟୁଟି ଦେବା ଉଚିତ୍

  • @laxmidharsaiyan2419
    @laxmidharsaiyan2419 4 місяці тому +6

    Jay Bhai 😮

  • @chakradhardas6461
    @chakradhardas6461 4 місяці тому +1

    ତ୍ରିନାଥ ହେବ ଅନାଥ

  • @BasantaPanda-s7v
    @BasantaPanda-s7v 4 місяці тому +6

    God bles you.bhai

  • @NabaKishoreSatapathy-m9d
    @NabaKishoreSatapathy-m9d 4 місяці тому

    ମୁଖ୍ୟ ମନ୍ତ୍ରୀଙ୍କର ଲୁଗା ସଫା କରୁ

  • @Djboys199
    @Djboys199 4 місяці тому +6

    Tq for the video ❤

  • @balaramkumargouda1488
    @balaramkumargouda1488 4 місяці тому

    ମହନ୍ ଭାଇ ଜିନ୍ଦାବାଦ
    ଗରିବ ଲୋକଙ୍କ ଦୁଃଖକୁ ଦୟାକରି ବୁଝି ଵେ

  • @Saudamima
    @Saudamima 4 місяці тому +9

    IIC ku arrest kara😂😂😂😂

  • @narendranaik6973
    @narendranaik6973 4 місяці тому

    ପୁଳିଶ ବାବୁ ମାଲକାନଗିରି ବଦଳି ଦିଆଯାଉ

  • @amarendradash533
    @amarendradash533 4 місяці тому +8

    Mala athara

  • @patrasamrat7345
    @patrasamrat7345 4 місяці тому +1

    I.I.c ନାମ ଦବା ଉଚିତ

  • @rameshsubudhi8864
    @rameshsubudhi8864 4 місяці тому +4

    ବହିଷ୍କାର

  • @MoheswarRetta
    @MoheswarRetta 4 місяці тому

    ଏମିତି ସମସ୍ତ କର୍ମଚାରୀ ତଳ ରୁ ଉପର ପର୍ୟ୍ଯନ୍ତ ଏମିତି ଚାଲିଥିଲା।

  • @mr.babunabehera429
    @mr.babunabehera429 4 місяці тому +7

    Full nama naba

  • @binodkujur6694
    @binodkujur6694 4 місяці тому

    ଉଚିତ କାର୍ଯ୍ୟନୁଷ୍ଠାନ ନିଆଯିଵା ଆବଶ୍ୟକ

  • @SatyaParida-hb6wy
    @SatyaParida-hb6wy 4 місяці тому +4

    Taku Sikha Milu

  • @niharanjanmohapatra2466
    @niharanjanmohapatra2466 4 місяці тому

    iic ଭାବିନିଅନ୍ତିଯେ ପୋଲିସ ଚାକିର ପାଇଛୁ ଆମେ ହେଉଛୁ। SP ନଚେତ collector

  • @santoshsenapati1447
    @santoshsenapati1447 4 місяці тому +6

    Kere kera