The achievement in various sectors as you have stated in this episode is justified and I think the criteria required for Varat Ratna is quite sufficient for the judges. Good analysis.
In the meeting from which Giriraj Singh came out,in that meeting sasmit patra was sitting beside him.I think there must be some foul play behind the statement.
ଏ ମହାଶୟ କୁ ଓଡ଼ିଶା ବିକ୍ରୟ ରତ୍ନ, ମିଳିବା ଦରକାର,🇮🇳🇮🇳🇮🇳🇮🇳🇮🇳🇮🇳🇮🇳🇮🇳🇮🇳🇮🇳🇮🇳🇮🇳🇮🇳
ଉପସ୍ଥାପନା ବହୁତ ସୁନ୍ଦର। ଧନ୍ୟବାଦ୍।
ନମସ୍ତେ , ସୁନ୍ଦର , ଯୁକ୍ତିସିଦ୍ଧ ,ଅକାଟ୍ୟ ଓ ବାସ୍ତବତା ଉପରେ ଆଧାରିତ ଆପଣଙ୍କ ବିଶ୍ଳେଷଣ ଏଥିପାଇଁ ବିଶେଷ ଧନ୍ୟବାଦ ।
Fine comments thanks a lot proceed on
ସେ/ସେମାନେ ଭାରତ ପାଇଁ କ'ଣ କରିଛନ୍ତି ?
Thank.u.Sir..❤
Odisa pulse ର ବିଶ୍ଳେଷଣ ଅତି ସୁନ୍ଦର। Pandian କୁ ଭାରତ ରତ୍ନ ଦେଲେ ମଧ୍ୟ ଚଳିବ କାରଣ ତା ପାଇଁ ନବୀନ ବାବୁ ଏତେ ବର୍ଷ ଶାସନ ରେ ରହି ଓଡିଶାର ବହୁତ ବିକାଶ କରିଛନ୍ତି।
ସୁନ୍ଦର ବିଶ୍ଳେଷଣ
Good news sir
ନବୀନ ନୋବେଲ ପାଇବା କଥାନା
A factual presentation.
ମତିଭ୍ରମ ଘଟିଛି, କେନ୍ଦ୍ରମନ୍ତ୍ରୀଙ୍କର !
Apatrare ଦାନ is equal to Bharat Ratna to ନବୀନ ପଟ୍ଟନାୟକ।
Right
ପାଣ୍ଡିଆନ ଓ ବବି ଦାସ ଙ୍କୁ
ଭାରତ ରତ୍ନ ଦେବାପାଇଁ
ବିଜେଡି ଦାବି କରିବା ଉଚିତ,
ନିର୍ବାଚିତ ବିଧାୟକ ମାନଙ୍କୁ ଜଣେ ସଚିବ ର କ୍ରୀତଦାସ କରେଇ ପାରି ଥିଲେ। ଏଥି ପାଇଁ ସେ ଶ୍ରେଷ୍ଟ ମୂଖ୍ୟମନ୍ତ୍ରୀ।
ନତୀଶ କୁ ନବିନା ନାଁରେ ଥୋପ bjp ଦେଇଚି,, ନବୀନ କୁ ନୋବେଲ ଦିଅ, ଏବେ କଣ ଭାରତରତ୍ନ ର ଗୁଣାତ୍ମକ ମାନ ବଦଳିଛିକି, ଜିଏ ଦୁର୍ନୀତି ଗ୍ରସ୍ତ ଲୁଟେରା ମିଛୁଆ ଡ଼କାୟତ ଜାଲିଆ, ମର୍ଡରର, ଜଗନ୍ନାଥ ଙ୍କୁ ଭିକ ମଗାଏ ଓଡ଼ିଆଙ୍କୁ ମୂର୍ଖ ବେକାର, କଳକାରଖାନା ବନ୍ଦ କରେ ତାକୁ ମିଳେ କି ତେବେ bjd ର ସବୁ ଚୋରଙ୍କୁ ମିଳିବାକଥା
ରାଜନୀତି ଅଛି-ନବୀନଙ୍କୁ ତାସ୍ଛଲ୍ଯ କରିବା-ବିଜୁବାବୁଙ୍କ ନାମ କହିଥିଲେ ଭଲ ହୋଇଥାନ୍ତା
ଆପଣଙ୍କ କଥା ଅନୁସାରେ ନବୀନ ଙ୍କୁ ପୃଥିବୀ ରତ୍ନ ପୁରସ୍କାର ପାଇଁ ସୁପାରିଶ କରାଯାଉ
ନବୀନ ବାବୁ ଓ BJD ଦଳ କୁ ଖୁସି କରିବା ପାଇଁ।
The achievement in various sectors as you have stated in this episode is justified and I think the criteria required for Varat Ratna is quite sufficient for the judges. Good analysis.
ବିଶ୍ବସ୍ତରୀୟ ନେତାଙ୍କ ବିଶ୍ବସ୍ତରୀୟ ଶାସନ ଓ ରୂପାନ୍ତରଣ ପାଇଁ ବିଶ୍ୱରତ୍ନ ପୁରସ୍କାର ଆରମ୍ଭ କରାଯାଇ ପ୍ରଥମେ ବିଶ୍ୱନେତା ନବୀନଙ୍କୁ ମିଳୁ 😜😜😜😜😜😜
ଗାଦିରେ ବସିବା ପାଇଁ କାହାର ଲୋଭ ନାହିଁ ଭାରତରେ ଯଦି କାହାକୁ କୁହାଯାଏ " ତୁ ଯଦି ତୋ ବୋପା କୁ ହତ୍ୟା କରିଦେବୁ ତେବେ ତତେ ମନ୍ତ୍ରୀ କି ବିଧାୟକ କରି ଦିଆଯିବ ସେ ପୁଅ ଅବିଳମ୍ବେ କାମ ସଫା " ତେବେ ଏଠି ସତକଥା ନିର୍ବାଚନ ସମୟରେ ବିଜେଡି ଆଉ ବିଜେପି ଭିତରେ କି ଡିଲ ହେଇଛି ଟିକେ ମୋଦି ବାବୁ ଆଉ ଶାହ ବାବୁ ଓଡିଶା ବାସୀଙ୍କୁ ଜଣାଅ
Nabin..and.Nitis.nku.Novel.puraskar.diajau
Biju babu fit for varat ratna
ନବୀନ ବାବୁ ଏମିତି କଣ ଦେଶ ପାଇଁ କରିଛନ୍ତି ବହୁ ମୁଖ୍ୟ ମନ୍ତ୍ରୀଙ୍କର ଅବଦାନ ତାଙ୍କ ଠାରୁ ବହୁ ଅଧିକ କେବଳ ବିହାର ନିର୍ବାଚନକୁ ଦୃଷ୍ଟିରେ ରଖି ଭାରତ ରତ୍ନ କଥା ଉଠୁଛି
ଏ ଭଳି ପାଗଳ ବୃଦ୍ଧା ମାନଙ୍କୁ ମୋଦି ମହାଶୟ କାହିଁକି ତାଙ୍କ ମନ୍ତ୍ରୀମଣ୍ଡଳ ରେ କାହିଁକି ରଖିଛନ୍ତି,ତାହା ହିଁ ମୋଦିଜୀ କହିପାରିବେ?
ଗିରିଜା ସିଂ ଗୋଟିଏ ପାଗଳ ନା ଭଲ ଜଣାପଡ଼ୁନାହିଁ
A standard guidelines is fixed by Union Government for the selection. Is he fulfilled?
ଚଡ଼ିଖୋଲ୍ ବାଡି ପଡା ଉପାଧି ତ ତାଙ୍କ ପାଇଁ ଅଛି।
S tendulkar bal chhoduthila
In the first place,there must not be BR award in our poor nation.
🤔🤔🤔🤔
ଭାରତରତ୍ନ ଟା କଣ ଆଳୁ ଟମାଟର କି ବାପା କୁ ନଦେଲେ ପୁଅକୁ ଦିଅ କିନ୍ତୁ ଦିଅ
Jadi Naveen patnayak ku bharat ratna diajai. Eha bujhibaku haba j bharat ratna choose karibar criteria ku revise kariba darkar
Is it managed!
In the meeting from which Giriraj Singh came out,in that meeting sasmit patra was sitting beside him.I think there must be some foul play behind the statement.
Negative or Destructive
BIJU PATTNAIK SHOULD GET BHARAT RATNA. NABIN PATTNAIK IS NOT FIT FOR THAT.
It is not wise to give Bharat Ratna those who was no contribution to the nation not state will not give Bharat Ratna .
ଗଣମାଧ୍ୟମ ପାଗଳ ସେ ଗିରିରଜ୍ ବି ibharat ପାଈଁ nabiñra କଣ ଅବଦାନ ଆଚି ki,
Modiji.Nabin nka Bina sarta re sarmathan pai Bharat Ratna milib
Odisha re bahut plant achi hele odisa loka job paunahanti e bisaya re tike kahile bhala lagiba
This is not true Giriraj Singh has told wrong Both of them does not deserve zBharat Ratna
Nabin babu said No idea,why.It means perhaps Nabin babu thinks he has done so much for which he is illegeable to get Bharat Ratna.
Biju h mahatab nabin fit
Amar Patnaik is godania neta
ଗିରିରାଜ ସିଂ କୁ ଗୋଟିଏ ବିହାରି ଟାଉଟର ରତ୍ନ ଦିଆଯାଉ
ଆରେ ସେ କହିଲା ବୋଲି କଣ ତୁମେ ଭାବୁଛ କି ନବୀନl ସେହି ପୁରସ୍କାର ଟl ପାଇଗଲl ଓ ଆନନ୍ଦ ରେ ଗଡିଗଲl ?
Kau pagala kahuchhi, Nabin... Bharat ratna. Balana..