ବିବାଦରେ ରାଜ୍ୟପାଳଙ୍କ ପୁଅ || ରାଜନୀତି ମାହୋଲ ସରଗରମ ||newsroom ||

Поділитися
Вставка
  • Опубліковано 27 жов 2024

КОМЕНТАРІ • 146

  • @dharanidharbarik151
    @dharanidharbarik151 3 місяці тому +9

    ରାଜ୍ୟପାଳଙ୍କ ଇସ୍ତଫା ଶ୍ରେୟସ୍କର।

  • @pramodbehera607
    @pramodbehera607 3 місяці тому +47

    ସରକାର କାହିଁକି ରାଜ୍ୟପାଳ ପୁଅଙ୍କୁ ଗିରଫ କରୁନାହାନ୍ତି,, ତମର ସେଇ ଓଡ଼ିଆ ଅସ୍ମିତା କୁଆଡେ ଗଲା ସେ ଅନ୍ଧ ଭକ୍ତମାନେ

  • @BibhutiDalei-hz7xs
    @BibhutiDalei-hz7xs 3 місяці тому +33

    ରାଜ୍ୟ ସାରା ଆନ୍ଦୋଳନ ହେଉ

  • @biswaranjanmohapatra2518
    @biswaranjanmohapatra2518 3 місяці тому +21

    ରାଜ୍ୟପାଳ ଙ୍କୁ ଓଡ଼ିଶା ରୁ ବିଦା କରାଯାଉ🎉 ନହେଲେ 🎉 ଏ ସରକାର 🎉 ଙ୍କୁ ବିଦା ହେବାକୁ ପଡିପାରେ ଆଗକୁ 🎉 🎉 🎉
    ଓଡ଼ିଶା ବାସୀ କଡ଼ା ଜବାବ୍ ଦେବେ 🎉🎉🎉

  • @pramodkumarnayak2720
    @pramodkumarnayak2720 3 місяці тому +5

    ରାଜ୍ୟପାଳକୁ ବହିଷ୍କାର କରାଯାଉ

  • @jagannathsethi8557
    @jagannathsethi8557 3 місяці тому +17

    ଆଇନି ମନ୍ତ୍ରୀଙ୍କ ପାଟି ଖୋଲୁନି

    • @kalandibhoi1467
      @kalandibhoi1467 3 місяці тому

      Se kichi kahi paribeni tanku paisa sis heichi 😂

  • @MNDIGITALSARAKANA
    @MNDIGITALSARAKANA 3 місяці тому +43

    ମୋହନ ବାବୁ କହୁଥିଲେ ଲୋକଙ୍କ ସରକାର ବୋଲି, ଚୁପ୍ କାହିଁକି ?
    କୁକୁର TV ଆଉ ବେଲଜ୍ୟା TV ରିପୋର୍ଟର କୁଆଡେ ଗଲେ

  • @ranjannayak7751
    @ranjannayak7751 3 місяці тому +6

    ଆଉ BJP କୁ ଭୋଟ ଦେବିନି ବହୁତ ବଡ ଭୁଲ ହୋଇଗଲା

  • @SudhirPradhan-e2i
    @SudhirPradhan-e2i 3 місяці тому +4

    ବିଜେପି ସରକାର କୁ ଭୋଟ ଦେଲେ ଏମିତି ଅବସ୍ଥା ହୁଏ

  • @TankunaBhai
    @TankunaBhai 3 місяці тому +6

    ଓଡ଼ିଶା ବନ୍ଦ ଡାକରା ଦିଆଯାଉ

  • @amulyakumarsahoo3896
    @amulyakumarsahoo3896 3 місяці тому +13

    ଆମେ ଓଡ଼ିଆ ନୁହେଁ ଆମେ ହେଉଛୁ ଓଡ଼ିଶା କଙ୍କଡ଼ା, ଗୋଡ଼ ଟଣା ଟଣି ନୀତି ଆମର ଅଭ୍ୟାସ,, ଧନ୍ୟ ଆମର ଚିନ୍ତାଧାରା ।

  • @pravakarbarik7900
    @pravakarbarik7900 3 місяці тому

    ଓଡ଼ିଶା ଛାଡ ରାଜ୍ୟପାଳ ମହୋଦୟ

  • @santoshpadhykumar9418
    @santoshpadhykumar9418 3 місяці тому +19

    ମୋହନ ମାଝୀ ସରକାର ଗୋଟେ ଗୁଣ୍ଡା ରାଜ୍ ସରକାର ମୂଖ୍ୟମନ୍ତ୍ରୀ ଜଣେ ଅହଂକାରୀ ଅପାରଗ ତମଓଡ଼ିଆ ଅସ୍ମିତା କୁଆଡେ ଗଲା

  • @SatyamebaJayate-ml8qx
    @SatyamebaJayate-ml8qx 3 місяці тому +6

    ଯିଏ ଦୋଷ କରିଛି ସେ ଇନ୍ଦ୍ର ପୁଅ ହେଉକି ଚନ୍ଦ୍ର ପୁଅ ତାକୁ ଦଣ୍ଡିତ କରାଯାଉ...
    ନହେଲେ ଜଣାଯିବ ଯେ ଆଇନ ସମସ୍ତଙ୍କ ପାଇଁ ସମାନ ନୁହେଁ.... ଆଇନ ତା ବାଟରେ ଯାଏ ନାହିଁ, ପଦବୀ, କ୍ଷମତା, ବାହୁବଳ ତାକୁ ନିଜେ ଚାହୁଁଥିବା ବାଟରେ ଅଡ଼େଇ ନେଇ ପାରନ୍ତି...

  • @aravindapattanayak2966
    @aravindapattanayak2966 3 місяці тому

    Thank you, Manoranjana Babu for raising your voice seriously against this issue.

  • @rabijena4494
    @rabijena4494 3 місяці тому +10

    Naveen sir good

  • @dharanidharbarik151
    @dharanidharbarik151 3 місяці тому +1

    ଯଥା ପୂର୍ବମ୍ ତଥା ପରମ

  • @Manu-nz8gx
    @Manu-nz8gx 3 місяці тому +3

    Where is the Mohan sarkar?

  • @keshrihans
    @keshrihans 3 місяці тому +6

    ଏଇଟା ନୁଆ ଆଇନ sir july 1 ରୁ ଆରମ୍ଭ ହୋଇଛି bjp ସରକାର ରେ

  • @subashnayak4653
    @subashnayak4653 3 місяці тому

    💯 Right

  • @KhageshKhagesh-d3o
    @KhageshKhagesh-d3o 3 місяці тому

    ମହନବାବୁଶ୍ରରକାର

  • @SudhirPradhan-e2i
    @SudhirPradhan-e2i 3 місяці тому +3

    ହିନ୍ଦୁ ମାନେ ହିଂସା ହିଁ କରନ୍ତି, sir

  • @bikramkesharidas3917
    @bikramkesharidas3917 3 місяці тому

    ରାଜ୍ୟପାଳ ପୁଅକୁ କାହିଁକି ସରକାର ଗାଡ଼ି ଦେବେ।

  • @biranchinarayanmohanty4699
    @biranchinarayanmohanty4699 3 місяці тому

    ନ୍ୟାୟ ଆଶା କରିବା ବୃଥା ଏଥିପାଇଁ ଜନ ଆନ୍ଦୋଳନ ଆବଶ୍ୟକ

  • @basantakumarpanda9022
    @basantakumarpanda9022 3 місяці тому +2

    ଏକ କ୍ରିମିନାଲ ପରିବାର ଭମଦ୍ରାମିଆଶା କଣ କରିଵ।

  • @madhusudanparida4161
    @madhusudanparida4161 3 місяці тому +9

    Very unfortunate & dirty politics by BJP govt.

  • @Prakash-gq4tc
    @Prakash-gq4tc 3 місяці тому +2

    କୁଆ ଡେ ଗ ଲେ ମୋହନ ଵାବୁ

  • @jyotiranjansahoo8128
    @jyotiranjansahoo8128 3 місяці тому +6

    Shame on bjp govt......
    So, BJP hatao desh bachao........

  • @dilipgouda3887
    @dilipgouda3887 3 місяці тому +3

    ମନୋରଞ୍ଜନ ରାଜ୍ୟପାଳ ସିନା ଅଣ ଓଡିଆ କହିବେନି କିନ୍ତୁ ତାଙ୍କ ପୁଅ କୁ ଆମେ ଅଣ ଓଡ଼ିଆ କହିବେନି କାହିଁକି କହିବନି ଓଡ଼ିଆ ଅସ୍ମିତା କଥା

  • @biswanathbiswal6016
    @biswanathbiswal6016 3 місяці тому

    ଅଭିଯୁକ୍ତ କୁ ଶିଘ୍ର ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଆମେ ଦାବି କରୁଛୁ,

  • @SamiraPalai-rp9gl
    @SamiraPalai-rp9gl 3 місяці тому

    କୁଆଡେ ଗଲେ ମୋହନ ମାଝି ଓ ବିଜେପି ସରକାର କୁଆଡେ ଗଲେ ମୋଦି କେନ୍ଦ୍ରର ନେତାମାନେ କୁଆଡେ ଗଲେ ଓଡ଼ିଆ ଅସ୍ମିତା କୁଆଡେ ଗଲା

  • @kailashchandra870
    @kailashchandra870 3 місяці тому

    ଏ ବଜ୍‌ମାସକୁ ଆରେଷ୍ଟ କରାଯାଉ। କଠୋର ଦଣ୍ଡର ବ୍ୟବସ୍ଥା କରାଯାଉ। ଆରେ ମୂର୍ଶ ଅନ୍ତତଃ ଆମର ପୂର୍ବତନ ରାଷ୍ଟ୍ରପତି ଶ୍ରୀଯୁକ୍ତ ଅବଦୁଲ କାଲାମଙ୍କ ଉଦାହରଣ ନିଆଯାଉ । ସେ ତାଙ୍କ ବଂଧୁ ମାନଙ୍କୁ ନିଜ ଆୟରେ ରାଷ୍ଟ୍ରପତି ଭବନରେ ଆପ୍ୟାୟିତ କରିଥିଲେ । 7:35

  • @ajitkumarpanda6388
    @ajitkumarpanda6388 3 місяці тому +1

    ଆପଣଙ୍କ ସନ୍ଦେଶ ସରକାର ଙ୍କ କାନ ରେ ପଡୁ ନାହିଁ କି,,,,,,,ରାଜ୍ୟପାଳ କାହିଁକି ଚୁପ୍ ବସିଛନ୍ତି,,,,ନିଜ ପଦବୀ ର ଗାରିମା ହଜି ଯାଉଛି,,,,ଭିତରେ ଭିତରେ କିଛି deal ହେଉ ନାହିଁ ତ,,,,,,,

  • @SubashMishra-l2p
    @SubashMishra-l2p 3 місяці тому

    Rajya Pala pua odisha government bhai...

  • @priyabrataojha8939
    @priyabrataojha8939 3 місяці тому +3

    Argos tv kuade gala

  • @sorotoka9717
    @sorotoka9717 3 місяці тому

    ଓଟିଭି ଆଉ ଅର୍ଗସ କୋଉଠି ଗଲା ଆଉ ସେ ଦୁର୍ଗାଶିଷ କୋଉଠି news ଟିକେ ଚଲାଅ ଦେଖି ବା ତୁମେ କେଡେ ବଡ ସାମ୍ବାଦିକ... ଛି ଛି ବୟକଟ ଓଟିଭି ଆଉ ଅର୍ଗସ ଜଗନ୍ନାଥ ସବୁ ଦେଖୁ ଛନ୍ତି..

  • @charansebaksatpathy9041
    @charansebaksatpathy9041 3 місяці тому +4

    Congress bikhyobh karuchhi. Good. Odia ashmita ra sarakar.

  • @jagadanandapal248
    @jagadanandapal248 3 місяці тому +5

    THIS IS THE ADMINISTRATION

  • @arjunbarik1858
    @arjunbarik1858 3 місяці тому

    ଅର୍ଗସ୍ କୁଆଡେ ଗଲା

  • @RameshChandraSwain-cf8ty
    @RameshChandraSwain-cf8ty 3 місяці тому

    କେହି ବି ଆଇନର ଊର୍ଦ୍ଧ୍ଵରେ ନୁହନ୍ତି।

  • @arjunbarik1858
    @arjunbarik1858 3 місяці тому

    ଅର୍ଗଶ ସେ ଦଲାଲ କୁଆଡେ ଗଲା

  • @sudhakarrout5324
    @sudhakarrout5324 3 місяці тому +3

    Dhanyawad Manoranjan Mishra 🙏
    Shame on Media & TV channels 😔
    M-Mishra & Kanak News ku chhadile au kou channel awaz uthauni 😮

  • @GyanendraSatapathy-b8c
    @GyanendraSatapathy-b8c 3 місяці тому +2

    OMG

  • @swapnasundarswain5211
    @swapnasundarswain5211 3 місяці тому +2

    କଣ ଏତେ ପାୱାର ସାରେ ଙ୍କ ପାଖରେ ଆଇନ କାନୁନ୍ ବି ସେ ବୁଝିବେ ଆଉ ଚୋର ଧରିବାକୁ ସେଇ ଯିବେ।।।। କାନୁନ ର ତ ତାହେଲେ ଛୁଟି ଆଉ ବଢିଆ ହେଲା ଆମ ରାଜସ୍ବ ପଇସା କେତେ ବଞ୍ଚିବ ।।।।।ସାରେ ତା ଭିତରେ କିଛି ସଲା ସୂତରା ବି କରି ପାରନ୍ତି ।।।।।କାରଣ ପୁରା ପାୱାର ।।।।।।ଆଉ ସତରେ ମାଡ଼ ଖାଉଥିବା ଭାଇ ଆ ଭିତରେ କିଛି ଲଡୁ ଖାଇ ଦେଇ ରାଜ୍ୟପାଳଙ୍କ ପୁଅ ବୋଲି ତାଙ୍କ ମନ ପରିବର୍ତ୍ତନ କରିଦେଇ ପାରନ୍ତି ।।।।।। ଏଇତ ଆମର ।।।।। ଉଠ କଙ୍କାଳ ।।ଆ ହା ହା ଆ ହା ହା ଆଉ ।।।।।ହେ ଛାଡ ଆମେ ଉଠିକି କିଛି ଲାଭ ନାହିଁ ।।।।।।।କଡ ଲେଉଟେଇକି ଟିକେ ପେଟେଇକି ଶୋଇପଡିବା ଚାଲ

  • @santoshnanda8793
    @santoshnanda8793 3 місяці тому +1

    Governor ku odisha ru out kariba katha , Nahele BJP Govt Badnam hoijina

  • @bikramkesharidas3917
    @bikramkesharidas3917 3 місяці тому

    ସାଧାରଣ ଲୋକ ଏ କାମ କରି ଥିଲେ କଣ ପୋଲିସ ତାକୁ ଗିରଫ କରି ଥାଆନ୍ତା କି ନାହିଁ। ଟିକେ ଜଣାନ୍ତୁ

  • @sudhansumohanty478
    @sudhansumohanty478 3 місяці тому +1

    The property of Odisha doesn't belongs to the son of Governor. This is Odia Asmita.

  • @bishnupriyapradhan1152
    @bishnupriyapradhan1152 3 місяці тому +9

    Odia asmita

  • @sachitradas6257
    @sachitradas6257 3 місяці тому +6

    Lajya

  • @TheSayeed2009
    @TheSayeed2009 3 місяці тому

    Family court ra head is Governor

  • @jyotiranjansahoo8128
    @jyotiranjansahoo8128 3 місяці тому +1

    Odia Asmita by BJP only for voting otherwise they doing gundaraj.....

  • @SabitaBarik-wg2hk
    @SabitaBarik-wg2hk 3 місяці тому +5

    Bjp down down odisha strike heu

  • @babyadyasha143
    @babyadyasha143 3 місяці тому

    Direct gone case

  • @narayandalai8414
    @narayandalai8414 3 місяці тому

    ରାଜ୍ୟ ପାଳ ଏମିତି ଚୁପ କାହିଁକି?

  • @prabhatkumardas4856
    @prabhatkumardas4856 3 місяці тому +6

    Bjp gundaraj karuchhi

  • @nrupeshnayak8232
    @nrupeshnayak8232 3 місяці тому

    Jogya netank ajogya pua mane...

  • @pradeepkumarjena4162
    @pradeepkumarjena4162 3 місяці тому

    ବିବାଦ ସୃଷ୍ଟି କରୁଛନ୍ତି ରାଜନିତି କରୁଛନ୍ତି
    ଭ୍କିଟିମି ତ ସମାଧାନ ପାଇଁ ରାଜି େହାଇ ଗଲେ

  • @nidhiramjena2398
    @nidhiramjena2398 3 місяці тому

    Governor ku odisha ru bahar karajau o taa puaku arest kari marda mari jharaparda jail ku pathajau.

  • @jagadishchandradas4425
    @jagadishchandradas4425 3 місяці тому +3

    Bha Bha re Rajyapal Mada khaila Au Badali karagala A ODIYA ASMITA ❤ Rajyapala nka salaka Jadi Hoi thante se bi Tanka paribar sadasya

    • @rnayak4u
      @rnayak4u 3 місяці тому

      Badali nuhe. He has returned to his original place of posting.

  • @aravindapattanayak2966
    @aravindapattanayak2966 3 місяці тому

    C.M. should take immediate action. Otherwise People of Odisha will never believe him.
    Mohan govt.should impartial in this matter to give justice to the people of Odisha.
    Where is Odia Asmitaa ?

  • @MukundaShoo
    @MukundaShoo 3 місяці тому

    ମନୋ ରଞ୍ଜନ ବାବୁ, ରାଜ୍ୟପାଳ ଙ୍କ ପୁଅ ମାଡ ଘଟଣା ର ସିସିଟିଭି ଫୁଟେଜ୍ ଅଛି କି? ଆପଣ ବରିଷ୍ଠ ସାମ୍ବାଦିକ ବୋଲି ଘଣ୍ଟ ବାଜୁଛି, କିଛି ସତ୍ ଦେଖାନ୍ତୁ? ସମ୍ବଲପୁର ଧର୍ମେନ୍ଦ୍ର ଙ୍କ ବିରୋଧ ରେ ମିଛ ସାକ୍ଷୀ ନୁହଁ ତ୍?

  • @bcdas9247
    @bcdas9247 3 місяці тому

    Indirectly Governor is involved in this case

  • @sushantsingh2166
    @sushantsingh2166 3 місяці тому

    5 month purbaku pherantu ama aine kemiti thila

  • @brajakishorkhilar47
    @brajakishorkhilar47 3 місяці тому

    Dandamalurajyapalapuyanku

  • @harashchandraswain
    @harashchandraswain 3 місяці тому

    Vvv bad , what a administration. Shame , shame, shame. Ek desh ek kanoon kuade gala.....?

  • @chittaranjan3168
    @chittaranjan3168 3 місяці тому

    Rajyapala gote Burma Sankar chhua janma deichhanti

  • @Ramakant-vb2tw
    @Ramakant-vb2tw 3 місяці тому

    Ardharatreere gadi lagi maada abishwashya laaguchhi aau kichhi khojuthileki

  • @arupkumardas7632
    @arupkumardas7632 3 місяці тому

    Koti koti lokanka asare ehi sarkar tiari heini kichi bikalia news channel nka asare ehi sarkar tiari heichi

  • @siladityasukumar5123
    @siladityasukumar5123 3 місяці тому

    jaha hau aapana e bisayare episode kale. chaatukaara sambadika maane ebe bi chup. Dhanyabaad aapananku

  • @bijayparida8085
    @bijayparida8085 3 місяці тому

    ଏ କଣ ଓଡିଆ ଅସିମିତା

  • @laxmidharmuni4832
    @laxmidharmuni4832 3 місяці тому

    Cheif minister kuadegale.action kanhiki neu nanhanti.

  • @satyadas6658
    @satyadas6658 3 місяці тому

    BJP ku tike banchei banchei kahuthibe....

  • @BijayaMartha-p5w
    @BijayaMartha-p5w 3 місяці тому

    R g bar DSA nku Badalre kara

  • @adityanarayanapradhan9382
    @adityanarayanapradhan9382 3 місяці тому

    4:28 4:30

  • @biswajitswain8961
    @biswajitswain8961 3 місяці тому

    E rajyapala ku Bida kara.

  • @prabhatkumarpradhan3370
    @prabhatkumarpradhan3370 3 місяці тому +1

    CM and Governer both are Bjp so action nai

  • @rajeshbehera8116
    @rajeshbehera8116 3 місяці тому

    SIBU SOREN PUA JAMSHEDPUR RU GODEIDELA KI GOVERNOR PUA KU MAYURBHANJ, BALESWAR, BHUBANESWAR CUTTUCK (ODISHA)

  • @pramodkumarparida4575
    @pramodkumarparida4575 3 місяці тому

    Let us now examine our new state govt 's Odia Asmita.

  • @purnachandrapradhan2399
    @purnachandrapradhan2399 3 місяці тому

    Why PM is silent on Odisha Rajbhavan issue. Why President Draupadi Murmu being an Odiya is silent on this issue. Please have take action otherwise BJP will lose its mandate after 5 years.

  • @BabanBagh-f8d
    @BabanBagh-f8d 3 місяці тому

    Abhijuktaku luchaiba. Aparadha bapa o pua b9th arest heba darkar

  • @rabindrakumarsahoo1595
    @rabindrakumarsahoo1595 3 місяці тому

    Governor who is unable to control his own son then how will he control odisha?

  • @chittaranjan3168
    @chittaranjan3168 3 місяці тому

    Saswat mishra Jane nilajia IAS officer.Saswat mishra bodhe odia chhua nuhanti. Anya adu asichhanti

  • @sticky1490
    @sticky1490 3 місяці тому

    Mo bopa hela, odiss ra rajya pal. Odisa loko mo das,.,,. ra bala modi BJP mohan mo sarkaar. Durgasis orgus mo pada tala.

  • @sanjeevpaikray977
    @sanjeevpaikray977 3 місяці тому

    We are astonished how a Governor is
    in favor of his Criminal son 😢
    So Mr Governor should resign 😮

  • @HemantaDas-v2y
    @HemantaDas-v2y 3 місяці тому

    Raghu Babu mohan babu kn pai chup hoi basi chanti a kn odisha ashmita total both touter😢

  • @sudhakarrout5324
    @sudhakarrout5324 3 місяці тому

    Laza lagiba katha entire Prashanan & Govt ku. Nahale semananka pain new Ayin banajau @ Jetika Choro Dalal Ku support kariba Sarkar ku ame nije elect karichhanti . Bhul ta amara. Okay Puni Samay asiba , Udeiki phingaheba ai Sarkar ku 😔 Odia Asmita kahibaku laza laguni BJP ku.... Chhiiii@ 😔😔😔😔

  • @nilamanisethi9211
    @nilamanisethi9211 3 місяці тому

    Rajyapal bahaduridekhei buluthele vote painbartamankuadegale

  • @pramodmalik7917
    @pramodmalik7917 3 місяці тому

    Odia asmita kanhiki kuhajeebanahi

  • @abhijitmohanty8284
    @abhijitmohanty8284 3 місяці тому

    Bjp asila bahut asha thila kichi odisha pain kariba,but bjp emiti criminal manakun support kariba jadi 2029 re bala thiba je sunpamdi khaiba

  • @S__NVolg
    @S__NVolg 3 місяці тому

    Odisha Loko eko huntu bjp ku niyo mangontu

  • @babajicharanparida161
    @babajicharanparida161 3 місяці тому +1

    Odia asmita due to governer ji is governer but son is not governer

  • @arupkumardas7632
    @arupkumardas7632 3 місяці тому

    Tanka pua kie? Sabu thi uthiba odia asmita

  • @pabi94
    @pabi94 3 місяці тому

    Jumla party

  • @anandamishra1238
    @anandamishra1238 3 місяці тому

    Arestkar

  • @Pramod-v1s
    @Pramod-v1s 3 місяці тому

    Sir, your channel is real channel. Argus and O TV are tame dogs of BJP.

  • @SureshgoutamPanda
    @SureshgoutamPanda 3 місяці тому

    Law badalai diantu .sarkar .

  • @priyabrataojha8939
    @priyabrataojha8939 3 місяці тому

    Michua sarakar

  • @smitaranipradhan5245
    @smitaranipradhan5245 3 місяці тому

    Raghubar morality drustiru estapa deba niscita rajyapal ki nya deba pradhan wife ku esabu calak jamshedpur re ame oriya achu se raghubar das oriya ku dekhiba ku mage nahi khymata bala re BJP haware se lokamana lu gruna karanti

  • @santalitraditionalproducti7891
    @santalitraditionalproducti7891 3 місяці тому

    Tankor puo putra dui jan jako criminal

  • @rupanandachand5494
    @rupanandachand5494 3 місяці тому

    E bishayre ayu 8 din nachaba senu suiba,