"ଜଗନ୍ନାଥଙ୍କ ଭଜନ ଗାଇବାକୁ ହ୍ୟୁମାନ ସାଗରଙ୍କ କୁଣ୍ଠାବୋଧ କାହିଁକି? ଏତେ ଛୋଟ ପ୍ରକୃତି ତୁମର..."

Поділитися
Вставка
  • Опубліковано 3 гру 2024

КОМЕНТАРІ • 1,7 тис.

  • @fu7h676
    @fu7h676 2 роки тому +317

    ହ୍ୟୁମାନ ସାଗର ଠୁ ବି ବହୁତ ସୁନ୍ଦର ଶାସ୍ତ୍ରୀୟ ସଙ୍ଗୀତରେ ପାରଦର୍ଶିତା ହାସଲ କରିଥିବା ଗାୟକ ‌ଅଛନ୍ତି ।ଏଭଳି ଶସ୍ତା ଗାୟକ ଙ୍କୁ ଖୋସାମତ ଆଦ୍ୟୈ ଦରକାର ନାହିଁ । ଜଗତର ନାଥ ମହାପ୍ରଭୁ ଶ୍ରୀଜଗନ୍ନାଥ ବିଶ୍ବ ବିଦିତ, ବନ୍ଦନୀୟ । ସେ ଅନନ୍ତ, ଅକ୍ଷୟ , ଅବ୍ୟକ୍ତ, ନିରାକାର ପରମବ୍ରହ୍ମ ଅନ୍ତର୍ଯ୍ୟାମୀ ନାଥ ।

    • @jibansethy3683
      @jibansethy3683 2 роки тому +7

      Bhai Tamara comment pani thanks
      Satre taku kan pani kosha Manta
      Kete legend singar jaganath nka Gita gaichanti.se jisu nka bda bhakta ta Sethi pani ranga dekhauchi.

    • @glorytogod6739
      @glorytogod6739 2 роки тому +1

      Satare anek gayaka achhhanti but jahaku jaha ichhha se taha kala,kahaku Force kariba bita bhala katha nuha.

    • @Bapunsingh143
      @Bapunsingh143 2 роки тому +1

      ଠିକ୍ କଥା l ଜୟ ଜଗନ୍ନାଥ 🙏🙏

    • @marvelactions2761
      @marvelactions2761 2 роки тому +1

      କେତେ ଗାୟକ ଥିଲେ ବି ହ୍ୟୁମାନ ସାଗର ପରେ ହି

    • @prakashghose7518
      @prakashghose7518 2 роки тому +2

      ସ୍ନିତି ମିଶ୍ର..ତାଙ୍କ ଭଲି ଚମତ୍କାର ଶାସ୍ତ୍ରୀୟ based ଗାୟିକାଙ୍କୁ ନେଇ ଗୀତ କର..ଚମତ୍କାର ଗାୟିକା..ମୁଁ ସବୁବେଳେ ଶୁଣେ..ତାଙ୍କଠାରୁ ଅଧିକ ଭଲ ଆଉ ଭାବରେ ଆଉ ଓଡ଼ିଶାରେ କେହି ଭଜନ ଗାଇ ପାରିବେ ନାହିଁ..ତା ଛଡା bishunumohan କବି human ଠାରୁ ଭଲ ଗାୟକ..ତାଙ୍କୁ ସୁଯୋଗ ଦେବା ଉଚିତ୍ ହେବ..

  • @bibhutibhusanbrahma1108
    @bibhutibhusanbrahma1108 2 роки тому +128

    ସେ ଲୋକକୁ ଭଜନ ଗାଇବାକୁ ଦିଆ ନ ଯାଉ
    କହିଙ୍କିନା ଯାହା ହୃଦୟରେ ଜଗନ୍ନାଥଙ୍କ
    ପାଇଁ ଦୁର୍ବଳତା ନାହିଁ ପ୍ରଭୂର ନା ଧରିବାକୁ ସେ
    ଅଯୋଗ୍ୟ । ଜୟ ଜଗନ୍ନାଥ ,🙏🙏🙏....🧎

  • @asutoshacharya1597
    @asutoshacharya1597 2 роки тому +243

    ଆମର ଅନ୍ୟ ସିଙ୍ଗର ଅଛନ୍ତି। ସେ ନବୀନ ବାବୁ ଫ୍ୟାନ ଗୀତ ଗାଉ

    • @sanghamitradas371
      @sanghamitradas371 2 роки тому +10

      Se bjd chamcha singer

    • @Rajatkumar-ps1bs
      @Rajatkumar-ps1bs 2 роки тому +3

      Jay Jagannath

    • @srikanta671
      @srikanta671 2 роки тому +2

      @@sanghamitradas371 ଭାଇ ତମେ ମ ମନ
      କଥା କହିଲ

    • @mohanmallik7700
      @mohanmallik7700 2 роки тому +1

      Right Bhai

    • @Rockmadhu11
      @Rockmadhu11 2 роки тому +5

      ଯଦି ସେ କଣ୍ଠ/ସ୍ୱର ଭକ୍ତି ଜଣାଣ ନ ଗାଏ, ସେ କଣ୍ଠ ରଖି କେଉଁ ପୁଣ୍ୟ କରୁଚ,

  • @BarikiSir
    @BarikiSir 2 роки тому +56

    ଜଗନ୍ନାଥଙ୍କୁ ଅସମ୍ମାନ କରୁଥିବା ବ୍ୟକ୍ତି ଅଳ୍ପଦିନ ମଧ୍ୟରେ ଲକ୍ଷ୍ମୀଛଡା ହୋଇଯିବ. ଜୟ ଜଗନ୍ନାଥ.....🙏🌹🙏🌹🙏🌹🙏🌹🙏🌹🙏🌹🙏

  • @feelmydil
    @feelmydil 2 роки тому +172

    Md Aziz is the best Bhajan singer of odisha.

    • @tulukandi2680
      @tulukandi2680 2 роки тому +1

      Kumar dilip odisa md aziz vaec

    • @cksahu7832
      @cksahu7832 2 роки тому +1

      Yes 👍👍👍👍👍

    • @parsantakumar3132
      @parsantakumar3132 2 роки тому +1

      my favourite singer

    • @prakashghose7518
      @prakashghose7518 2 роки тому +1

      ଭିକାରୀ ବଳ

    • @cksahu7832
      @cksahu7832 2 роки тому +7

      @@tulukandi2680 Bhai se hele ସଙ୍ଗୀତ ସମ୍ରାଟ୍ 🙏.ଭିକାରୀ ବଳ 🙏 ତାଙ୍କ ସହ କହାକୁବି ତୁଳନା କରିବା ମୂର୍ଖାମି ହେବ 🙏

  • @s.kiskurajgraphics7701
    @s.kiskurajgraphics7701 2 роки тому +2

    HUMAN SAGAR WE SUPPORT YOU VERY MUCH

  • @sekhar3262
    @sekhar3262 2 роки тому +68

    The "Lord of Chords" Sonu Nigam the recently Padma Shri awardee has also sung so many heart touching Odia Jagannath bhajan...

    • @Pritam_888-j2x
      @Pritam_888-j2x 2 роки тому +2

      So what happened brother, Sonu Nigam is Sonu Nigam and human Sagar is human Sagar, they are not same, are you thinking they are same, then u r Wrong, just find out the reason, why he was not singing.

    • @sekhar3262
      @sekhar3262 2 роки тому +1

      @@Pritam_888-j2x Yes bro you are right. I am not comparing here both bcoz everyone is unique according to his quality and brilliance. I just commented in the sense that everyone was saying about other singers but didn't mention the name of Sonu Nigam. Secondly Human Sagar didn't sing the song which is completely his personal view but if his reaction towards the matter would have been like that what the media is saying that should be noticeable

    • @Pritam_888-j2x
      @Pritam_888-j2x 2 роки тому +1

      @@sekhar3262 yes brother ❤️

  • @nagumandal8122
    @nagumandal8122 2 роки тому +35

    Sura sir is the best postive minded leader

  • @hiradharsuna3756
    @hiradharsuna3756 2 роки тому +15

    St, SC ଲୋକଙ୍କୁ ଜଗନ୍ନାଥଙ୍କ ସେବାୟତ କରିବାକୁ କାହିଁକି ବାଧ୍ୟ କରୁନାହାନ୍ତି। ଗୀତ ଗାଇବାକୁ ବାଧ୍ୟ କରୁଛନ୍ତି।

  • @manashrgdavlogs
    @manashrgdavlogs 2 роки тому +12

    ସିଏ ତୋ ଖ୍ରୀଷ୍ଟିଆନ ଆଉ କୋଉଠୁ ସେ ଜଗନ୍ନାଥ ଭଜନ ଗାଇବେ.

  • @angadabaliarsingh4917
    @angadabaliarsingh4917 2 роки тому +214

    ଓଡିଶା ରେ କଣ ଓଡ଼ିଆ singer ର ଅଭାଵ ଅଛିକି | ଯେ କୌଣସି ଗୀତ ଗାଇବା ପାଇଁ ଖାଲି human sagar କୁ ଖସାମତ ହେଉଛ | ତମ ଆଖିରେ କଣ କାଠ ଚଷମା ପିନ୍ଧିଛ କି | ଆମ ଓଡିଶା ରେ ଅନେକ ଭଲ ଭଲ singer ମାନେ ଅଛନ୍ତି | ସେ ମାନଙ୍କୁ ବି ଭଜନ କିମ୍ବା ଗୀତ ଗାଇବା କୁ ସୁଯୋଗ ଦିଅନ୍ତୁ ଥରେ | ଏହାବ୍ୟତ ନୁଆଁ ନୁଆଁ singer ମାନଙ୍କୁ ବି ଗୀତ ଗାଇବା ପାଇଁ ସୁଯୋଗ ଦିଅନ୍ତୁ (ମୋର ବିନୀତ ଅନୁରୋଧ ଆପଣ ମାନଙ୍କୁ )

  • @jyotimallick9728
    @jyotimallick9728 2 роки тому +81

    ନ ଗାଇଛି ଭଲ ହୋଇଛି କାରଣ ଏ ଗୋଟିଏ ଖ୍ରୀଷ୍ଟିଆନ।

    • @timepasswithguruji3636
      @timepasswithguruji3636 2 роки тому +5

      ଓ ସେଥି ପାଇଁ ସେ gauni ନବୀନ ପରା ତା bhgban deli ନବୀନ ପାଦ ଧୋଇ ସେ ପାଣି ପିଉଛନ୍ତି ହ୍ୟୁମାନ ସାଗର ଆଉ jaghantha କନ୍ ତାଙ୍କ ଆଗରେ ନବୀନ ପଟ୍ଟନାୟକ jhghanatha ଠୁ ବି ବଡ଼ ଭୋଟର ମାନକ ପାଇଁ ଆଉ ଏପରି sasta କୁଜି ନେତା ମାନକ ପାଇଁ

    • @Mining143
      @Mining143 2 роки тому +4

      Right brother he is a chirstyan....god bless you human sagar

    • @anitasa7509
      @anitasa7509 2 роки тому +4

      @@Mining143 praise the Lord brother

    • @SubashKumar-kc4lb
      @SubashKumar-kc4lb 2 роки тому +2

      Nae bhai etaa michha se hindu loka mu thhik se taanku jaanichhi

    • @Mining143
      @Mining143 2 роки тому +4

      @@SubashKumar-kc4lb are sia chirstyan boli ta adikansa Jesus' song gahi6i....

  • @ranjankumarsahu4219
    @ranjankumarsahu4219 2 роки тому +133

    Japani Bhai No-1 Singer Kumar Bapi nku nei Bhajan kara

    • @s.kiskurajgraphics7701
      @s.kiskurajgraphics7701 2 роки тому

      No impossible

    • @thebharatglobalpower6411
      @thebharatglobalpower6411 2 роки тому +5

      @@s.kiskurajgraphics7701 କଣପାଇଁ ? ସେ ବଂଗୋପସାଗରକୁ ତାଳସ୍ବର ଜଣାନାହିଁ ସେ କଣ ଗାଇବ

    • @sartodisha14
      @sartodisha14 2 роки тому +5

      @@thebharatglobalpower6411Bhai se Odisha mati pain....kalanka .Human sagar

    • @thebharatglobalpower6411
      @thebharatglobalpower6411 2 роки тому +6

      @@sartodisha14 ଆତଂକବାଦୀ ସିଏ, ତାକୁ ଓଡିଆ ସଂଗୀତରୁ ବହିସ୍କାର କରାଯାଉ

    • @adibaba3744
      @adibaba3744 2 роки тому +1

      Right bro

  • @rajkishoredas2507
    @rajkishoredas2507 2 роки тому +40

    ହ୍ୟୁମାନ ସାଗର ବହୁତ୍ ଗର୍ବ କରେ ଆଉ ରାଗି ଗଲେ ଅଭଦ୍ର ଭାଷା ରେ ଗାଳି ଦିଏ। ହେଲେ ଗର୍ବ କାହାର ରହିନାହିଁ

  • @subratjana8563
    @subratjana8563 2 роки тому +36

    ସେ ପରା ନବୀନବାବୁ କଂ ଗୀତ ଗାଇବା ରେ ଧୁରଂଧର, ସେ କାହିଁକି ଭଜନ ଗାଇବେ ?????? କଳାକାର ନା........

  • @bireswarbishi7980
    @bireswarbishi7980 2 роки тому +96

    ଆପଣମାନେ ଜାଣିନାହାନ୍ତି ହୁମନ ସାଗର ଜଣେ ଖିଷ୍ଟିଆନ ଲୋକ ସେ କେମିତି ଓଡ଼ିଆ ଭଜନ ଗୀତ ଗାଇବ ସେ ଜିସୁ ଭଜନ ଗାଏ ସେ ଜଗନ୍ନାଥଙ୍କ ଭଜନ ଗାଏ ନାହିଁ । ତାକୁ କୈଣସି ଓଡ଼ିଆ ଚଳଚ୍ଚିତ୍ର ଏବଂ ଓଡ଼ିଆ ଆଲବମ ଗୀତରେ ଗାଇବା ପାଇଁ ସୁଯୋଗ ଦିଅନ୍ତୁ ନାହିଁ ତେବେ ଜାଣିବ ମଣିଷ ଗର୍ବ କଲେ ଖର୍ବ ହୋଇଯାଏ ।

  • @rajeebkumar7096
    @rajeebkumar7096 2 роки тому +2

    Human Sagar is a good person.

  • @babupatnaik9767
    @babupatnaik9767 2 роки тому +7

    ହ୍ୟୁମାନ ସାଗର ଜଣେ ଶସ୍ତା ଲୋକପ୍ରିୟତା ଗାୟକ

  • @sankarnathmaharana7859
    @sankarnathmaharana7859 2 роки тому +20

    ତାକୁ ବିଜେଡ଼ି ଗୀତ ଦିଅ ଭଲ ଗାଇବ ରାଜନୀତି ଗୀତ ପାଈଁ ଯୋଗ୍ୟ

  • @rahulk934
    @rahulk934 2 роки тому +84

    All best Odia singers and musicians are from West odisha...late saroj nanda was jewel of odia bhajan

  • @bhagabanjani7291
    @bhagabanjani7291 2 роки тому +26

    କିଛି ଦରକାର୍ ନାଇଁ ସେ ଖ୍ରୀଷ୍ଟିଆନ ,
    ସେଥିପାଇଁ ଜଗନ୍ନାଥ ନାମ ନେଇ ପାରିବେନି

    • @angel_hearts6372
      @angel_hearts6372 2 роки тому +3

      Tahele hindu desa re se kain rahuchanti

    • @angel_hearts6372
      @angel_hearts6372 2 роки тому +2

      Dirty mind😡

    • @angel_hearts6372
      @angel_hearts6372 2 роки тому +1

      @Hgffh heijiba don't worry but thila ta hindu desha au ete jadi se vabichi tahele hindu majority re kn pain rahuchi

    • @angel_hearts6372
      @angel_hearts6372 2 роки тому

      @Hgffh be sala harami madarchod Tu kie kahibu jagannath nka hata goda nhi sala harami he sune to bopa ma bodhe tate thik se education deinahanti Tu jou mati re pada deichu se matira satya ta janinu jaha pura world janichi bharata re kou mane rahuthile ae mati kahara au kou kou mane baharu asi ethi rahuchanti jou Cristian kahunu semane b asichanti british hei au jou achanti ae mane tanka oulad Tu kn be janibu.jisu ra 2 ta goda thai sabu teki dharichi au. Ja dekhibu puri re kemiti to jisu desha ru 1000 10000 foreigner asi jagannath prema re pagala hei desa chadi achanti semane b Cristian ok....... 👆🤬🤬👆

    • @niranjanmallick431
      @niranjanmallick431 2 роки тому +1

      Odisaru tame sabu bahariki pala

  • @01Bharatiya
    @01Bharatiya 2 роки тому +5

    ଚମଚା ଙ୍କ ର ଗୋଟିଏ ଠାକୁର "ନବୀନ"

  • @Bapunsingh143
    @Bapunsingh143 2 роки тому +1

    HUMAN SAGAR ଯଦି ଜଗନ୍ନାଥ ଙ୍କ ପାଇଁ ଗାଇ ଦେଇଥିଲେ କଣ ଟା ହୁଅନ୍ତା ହ୍ୟୁମାନ ସାଗର ନିଜକୁ ବହୁତ୍ ବଡ଼ ସିଙ୍ଗର ଭାବୁଚି ନା କଣ l ଆରେ ଆମର ଭାରତ ରତନ ପାଇ ଥିବା ବହୁତ୍ ବଡ଼ ସିଙ୍ଗର ଯାହାଙ୍କ ନା ହେଲା ଲତା ମଙ୍ଗେସକର ସେ ଆମ ଜଗନ୍ନାଥ ଙ୍କ ଭଜନ ଗାଇବେ ବଲି ବାହାରି ଥିଲେ କିଛି କାରଣ ବଶତ ସେ ଗାଇ ପାରିଲେନି ବଲି ବହୁତ୍ ଦୁଖ କରୁ ଥିଲେ ତୁ ହ୍ୟୁମାନ ସାଗର ଓଡ଼ିଶାରେ ରହି ଆମ ଜଗନ୍ନାଥ ଙ୍କ ମାଟିରେ ରହି ତୁ ମନା କରୁଛୁ ଜଗନ୍ନାଥ ଙ୍କ ଭଜନ ଗାଇବୁନି ବୋଲି ଘର୍ କଳି ଯୁଗରେ He ଜଗନ୍ନାଥ ଏମାନଙ୍କୁ ଭଲ ରାସ୍ତା ଦେଖାଅ ହେ l ଜୟ ଜଗନ୍ନାଥ 🙏🙏

  • @sanatanmajhi9760
    @sanatanmajhi9760 2 роки тому +4

    Praise the lord

  • @nirmalachannel8848
    @nirmalachannel8848 2 роки тому +13

    ବାଳ ଯୋଉ ଗୀତ ଗାଉଛି ସିଏ

  • @rishikesh4340
    @rishikesh4340 2 роки тому +47

    ମହମ୍ମଦ ଅଜିଜ , ସିକନ୍ଦର ଆଲାମଙ୍କ ଭଳି ଆହୁରି ଅନେକ ମୁମ୍ବାଇ ଅଣହିନ୍ଦୁ ସିଙ୍ଗର ଜଗନ୍ନାଥଙ୍କ ଭଜନ ଗାଇ ଅନେକ ସଫଳତା ଅର୍ଜନ କରିଛନ୍ତି । ଆଉ ଇଏ ଏମିତି କି ସିଙ୍ଗର କି ?
    ଅତି ଗର୍ବେ ହତ ଲଙ୍କା
    ବହୁତ୍ ପଇସା ହେଇଗଲା ବୋଧେ
    ଗର୍ବ ପାଇଁ ଏଥର ଖର୍ବ ହେବାର ବେଳ ଆସିଗଲା

  • @thecollection2902
    @thecollection2902 2 роки тому +87

    ବବୁଲୁ ତ ଷଣ୍ଢ ମାଗିହା .... ଏମିତି ହେବ ଯଦି ସେ ଶଳା ଯୋଉଠି ପ୍ରୋଗ୍ରାମ କରିବ ସେଇଠି ଟମାଟୋ ପଚା ଅଣ୍ଡା ମରାହେବ

  • @HarishTradingworld3
    @HarishTradingworld3 2 роки тому +1

    right 👍

  • @roshnimohapatra1523
    @roshnimohapatra1523 2 роки тому +8

    Joy Jagannath 🙏

  • @munapati786
    @munapati786 2 роки тому +1

    Jay Jagannath ji ki jai ho

  • @sanjayabagh8656
    @sanjayabagh8656 2 роки тому +16

    ଜଣେ ସଂଗୀତକାର ଭଜନ ଗାଇବା କଣ ବାଧ୍ୟତମୂଳକ କି?

  • @trilochanswain3201
    @trilochanswain3201 2 роки тому

    ଜୟ ଜଗନ୍ନାଥ. ଜୟ ଶ୍ରୀରାମ .

  • @bikramnayak9698
    @bikramnayak9698 2 роки тому +3

    Praise the Lord human sagar bhai kebe bi bhajana gaiba nahi jadi gaiba prabhu Jishu nka ra gita hi gaiba praise the Lord
    Amen

    • @chandrasekharsingh3243
      @chandrasekharsingh3243 2 роки тому +1

      To purbapurusa hindu thile na Christian...

    • @chandrasekharsingh3243
      @chandrasekharsingh3243 2 роки тому +1

      Paisa lobhare Christian heicha pachariki bujha Tama purba kete purusha hela Christian heicha???

    • @bikramnayak9698
      @bikramnayak9698 2 роки тому

      @@chandrasekharsingh3243 ହଉ ଭାଇ ପ୍ରଭୂ ଯୀଶୁ ଖ୍ରୀଷ୍ଟ ତମକୁ ଆଶୀର୍ବାଦ କରନ୍ତୁ ଏବଂ ଆପଣଙ୍କ ଜୀବନରେ ପ୍ରଭୂ ଯୀଶୁ ଙ୍କୁ ଗ୍ରହଣ କରନ୍ତୁ ଏବଂ ଅନନ୍ତ ଜୀବନ କୁ ଆପଣା ନ୍ତୁ. କାରଣ ଯୀଶୁଙ୍କ ବିନା ଏହି ଜଗତରେ କିଏ ବି ପରିତ୍ରାଣ କରିପାରିବ ନାହିଁ.
      ଆପଣଙ୍କ ଜୀବନରେ ପ୍ରଭୂ ଯୀଶୁ ଆସନ୍ତୁ ଏବଂ ଅନନ୍ତ ମୟ ଅଗ୍ନିକୁଣ୍ଡ ନରକରୁ ଉଦ୍ଧାର କରନ୍ତୁ.
      ଆମେନ.
      Praise the Lord.

    • @chandrasekharsingh3243
      @chandrasekharsingh3243 2 роки тому

      @@bikramnayak9698 Bhai Tama biswasa ku mu birodha karuni kintu chinta Kara jisu nka janma ra koti koti barsa purbaru hindu dharma thila au Tama purbapurusa madhyan hindu thile....

    • @chandrasekharsingh3243
      @chandrasekharsingh3243 2 роки тому

      Tama name hin kahuchi tame kn thila.....

  • @ditubagha
    @ditubagha 2 роки тому +4

    Jay Jagannath

  • @sunilratha1532
    @sunilratha1532 2 роки тому +15

    ଯଦି କୌଣସି ଖ୍ରୀଷ୍ଟିଆନ କିମ୍ବା ମୁସଲିମ ସମ୍ପ୍ରଦାୟର ବ୍ୟକ୍ତି ହିନ୍ଦୁତ୍ବକୁ ସହ୍ୟ କରିପାରିବେନି ତାହା ହେଲେ ହିନ୍ଦୁ ଧର୍ମର ବ୍ୟକ୍ତିବିଶେଷ କାହିଁକି ଧର୍ମନିରପେକ୍ଷବାଦର ଡିଣ୍ଡିମ ପିଟି ନିଜ ଧର୍ମ ଓ ସଂସ୍କୃତିକୁ କୁଠାରାଘାତ କରିବେ? ଏମିତି ସବୁ ଘଟଣା ହିଁ ଆମକୁ ଶିକ୍ଷା ପ୍ରଦାନ କରୁଛି ଯେ, ହିନ୍ଦୁ ଧର୍ମ ବର୍ତ୍ତମାନ ଜାଗ୍ରତ ହେବା ଜରୁରୀ। ଜୟ ଶ୍ରୀ ରାମ।

    • @kacharya779
      @kacharya779 2 роки тому

      Right 👍

    • @stevensonpradhan3921
      @stevensonpradhan3921 2 роки тому

      ହଁ ଭାଇ

    • @sunilratha1532
      @sunilratha1532 2 роки тому

      @@Bashu554 ଶୁଣିବା,ଦେଖିବା, ଅନୁଭବ କରିବା ସବୁ ଘଟିଯାଇଛି। ସେ ପୁରୁଣା କଥା ମନେ ପଡ଼ିଲା ମାତ୍ରେ ଘୃଣା ଭାବ ସୃଷ୍ଟି ହେଇଯାଉଛି।

    • @sunilratha1532
      @sunilratha1532 2 роки тому +1

      @@Bashu554 ମୋ କମେଣ୍ଟ ଖରାପ ଲାଗୁଛି ଆଉ ଯେତେେଳେ ତମ ଜାତି ଭାଈ ଆମ ଦେବୀଙ୍କୁ ଖରାପ ଭାଷାରେ ମନ୍ତବ୍ୟ ଦେଉଛନ୍ତି, ତାହା ଠିକ୍ କି? ପ୍ରଥମେ ନିଜକୁ ସଜାଡି ଅନ୍ୟ କୁ କୁହ

    • @sunilratha1532
      @sunilratha1532 2 роки тому

      @@Bashu554 ମୁଁ କିମ୍ବା ମୋ ଭଳି କିଛି ବ୍ୟକ୍ତି ମୁସଲିମ କିମ୍ବା ଖ୍ରୀଷ୍ଟିଆନ ଧର୍ମ ବିଷୟରେ କିଛି ମତ ପ୍ରକାଶ କରିଲୁ। ଆମ ଭାରତ ବର୍ଷରେ ବୌଦ୍ଧ, ଜୈନ, ଶିଖ ଧର୍ମର ଲୋକମାନେ ମଧ୍ୟ ରୁହନ୍ତି କିନ୍ତୁ ତାଙ୍କ ଚିନ୍ତାଧାରାକୁ ନେଇ କେବେ କୌଣସି ବ୍ୟକ୍ତି ଅଙ୍ଗୁଳି ଉଠାନ୍ତି ନାହିଁ କାରଣ ସେମାନେ ହିନ୍ଦୁ ମାନଙ୍କ ଭଳି ସହିଷ୍ଟ୍ନୁତା ଅଟନ୍ତି। ଭାଇଚାରା ମାଧ୍ୟମରେ ରୁହନ୍ତି। ତେଣୁ ସେମାନେ ସମସ୍ତେ ନମସ୍ୟ। ପ୍ରତ୍ୟେକ ମଣିଷ ଗୋଟିଏ ଜିନିଷ ଉପରେ ବିଶ୍ୱାସ କରନ୍ତି, ତାହା ହେଉଛି ଯେସାକୁ ତେସା।

  • @chandanbehera7359
    @chandanbehera7359 2 роки тому

    ଆରେ ଭଗବାନଙ୍କୁ ଟିକେ ମାନରେ 🙏🙏

  • @sankarmohanty6613
    @sankarmohanty6613 2 роки тому +238

    ହୋଇ ହୋ ଓଡିଶା ସୀମା ଡେଇଁଲେ ହୁମାନ ସାଗର କୁ କେହି ଜାଣନ୍ତି ନାହିଁ, ସେ ପୁଣି ବିଶ୍ୱ ପ୍ରସିଦ୍ଧ........🤣🤣🤣🤣🤣🤣🤣🤣🤣🤣🤣🤣🤣🤣🤣🤣🤣🤣🤣🤣🤣🤣🤣🤣🤣

    • @movishub182
      @movishub182 2 роки тому +2

      🤣🤣🤣

    • @bikashsahoo7942
      @bikashsahoo7942 2 роки тому +3

      Very good

    • @imtiajsidique499
      @imtiajsidique499 2 роки тому +5

      Odisha re v take samaste chinhanti nahi

    • @agrajparhi3
      @agrajparhi3 2 роки тому +1

      H ha ha

    • @blogs4904
      @blogs4904 2 роки тому +5

      Odisha bahar me bhi vo bahat famous hai ok.. Chhattisgarh.Punjab Delhi Bihar ke log unke gano ka reels bana rahe hain..aise wese mat bolo kuch bhi

  • @subashchandranayak6683
    @subashchandranayak6683 2 роки тому +15

    ଯିଏ ଶ୍ରୀ ଜଗନ୍ନାଥ ଙ୍କୁ ଭଲପାଆନ୍ତିନି ସେ ସଙ୍ଗୀତ କୁ କିପରି ଭଲ ପାଇଲେ ଭାବିଲେ ଆଶ୍ଚର୍ଯ୍ୟ ଲାଗୁଛି। ମହମ୍ମଦ ଅଜିଜ, ସିକନ୍ଦର ଆଲାମଙ୍କ ଠାରୁ ଏ କଣ ଏଡେ ବଡ କଣ୍ଠଶିଳ୍ପୀ?? ଆତ୍ମବଡିମା ଛାଡ଼ି, ନମ୍ରତା ଶିଖ। ବିଶ୍ଵ ର ଦେବତା ଶ୍ରୀ ଜଗନ୍ନାଥ ଏକଥା ଜାଣିବା ଦରକାର।

  • @mahendrajagdala4613
    @mahendrajagdala4613 2 роки тому +4

    Bahut vl kahichha sura bhai

  • @firoznayak5101
    @firoznayak5101 2 роки тому +4

    ...ନମିତା ଅଗ୍ରୱାଲ ଙ୍କୁ କହୁନାହାନ୍ତି ଖ୍ରୀଷ୍ଟୀୟାନ୍ ଭଜନ ଗାୟିବା ପାଇଁ ସେ କ'ଣ କହିବେ ଶୁଣିବା..।
    କାହିଁକି କାହା personal life ରେ interview କରୁଛନ୍ତିି ।

  • @adarshalimma7124
    @adarshalimma7124 2 роки тому +5

    Praise the lord human sagae bhai

  • @dkmdipu736
    @dkmdipu736 2 роки тому +1

    You are right sura babu 👍

  • @sambitkumar4807
    @sambitkumar4807 2 роки тому +33

    ହୁମାନ ସାଗର ବିଜେଡି ପାଇଁ ଗାଇବା ଅଧିକ ଟଙ୍କା ପାଇବ ନାଁ

  • @sekharkumar5338
    @sekharkumar5338 2 роки тому

    Praise the lord human bhai be strong

  • @adibaba3744
    @adibaba3744 2 роки тому +20

    ଆଗରୁ ଭଲ ସିଙ୍ଗର ଥିଲେ demand bi thila, ଏବେ କିଏ ମାଂସ ଟିକେ ଦେଲେବି ଖାଇକି ଗୀତ ଟେ ଗାଇଦେଉଛି |

  • @pkdlovesmilecreation
    @pkdlovesmilecreation 2 роки тому +4

    ମିଡ଼ିଆ ଭାଇ ମାନେ... ଯାହା ଘଟଣା ହେଉ ଯାହା କିଛି ସମସ୍ୟା ହେଉ... ଆପଣ ମାନେ କାହିଁକି ସୁର ଭାଇ ପାଖକୁ ଯାଉଛ.. ସେ କଣ.. ସବୁ ସମାଧାନ ର ବିଚାର ପତି କି?
    ଅନ୍ୟ ମାନେ ବି ତ ଅଛନ୍ତି.. କାହିଁ ତାଙ୍କ ପାଖକୁ ତ ଯାଉନ

    • @subhaprasadjena982
      @subhaprasadjena982 2 роки тому

      Chal mg

    • @pkdlovesmilecreation
      @pkdlovesmilecreation 2 роки тому

      @@subhaprasadjena982 କଣ type କରିଛ ହୈ ବନ୍ଧୁ.. ଭଦ୍ରାମି ତ ବହୁତ ଅଛି ତମ ପାଖରେ 😂..

  • @FFGaming007
    @FFGaming007 2 роки тому +29

    ଯେଉଁ ଦିନଠୁ ବହୁସଂଖ୍ୟକ ହିନ୍ଦୁସମାଜ ଏମିତି ହିନ୍ଦୁ ବିରୋଧି ମାନଙ୍କ ଗୀତ ଶୁଣିବା ଓ ଦେଖିବା ବନ୍ଦ କରିବ ଏମାନେ ଭିକ ମାଗିବେ।
    କେବଲ ହିନ୍ଦୁ ହିଁ ଉଦାର, ବାକି ସମସ୍ତେ ନିଜର ରିଲିଜନ କୁ ସବୁଠାରୁ ବଡ ଭାବନ୍ତି। he is ricebag.

    • @gayatrisabar7135
      @gayatrisabar7135 2 роки тому +1

      Ama hindu mane hi murkh bhai mu toh bhai abe bhajan chada au kichi dekuni mote mo dharm priya ae bhali lok ku mu ghruna kare

  • @sarojagouda1979
    @sarojagouda1979 2 роки тому +2

    Suraa Bhai Jindabad

  • @bharatmohapatra8932
    @bharatmohapatra8932 2 роки тому +3

    ଯଦି ତୁମ ଧର୍ମରେ ନାହିଁ ତେବେ ତୁମେ ତୁମ ଧର୍ମଥିବା ଦେଶରେ ବସବାସ କର।

    • @Puala_18
      @Puala_18 2 роки тому

      Thik kohicha

    • @stevensonpradhan3921
      @stevensonpradhan3921 2 роки тому

      ଏ ଖ୍ରୀଷ୍ଟିଆନ ମାନଙ୍କୁ କ'ଣ ଜଣା ବାଇବଲ ......

  • @niranjanpatra84
    @niranjanpatra84 2 роки тому +1

    Sura Aja 100% perfect katha kahile ❤🙏💖

  • @surendrasuro3126
    @surendrasuro3126 2 роки тому

    ଓଡିଶା ରେ ଏତେ ଭଲ ସିଙ୍ଗର ଥାଉ ଥାଉ ମଧ୍ୟ ହୁମାନ ସାଗର ଙ୍କୁ କାଇଁ ଖୁସାମତ ଓଡିଶା ଡେ଼ଇଲେ ତାକୁ କିଏ ଜାଣିନାହାନ୍ତି, ସିଏ ଗାଇବା ଦରକାର ନାଇଁ ଜଗନ୍ନାଥ ଭଜନ,ତପୁ ଭାଇ ଜାପାନୀ ଭାଇ ମାନଙ୍କ ପାଇଁ ଆଜି ହୁମାନ ସାଗର ସିଙ୍ଗର ଭାବେ ପରିଚିତ ପୁଣି ତାଙ୍କ ଉପରେ ଜବାବ, ଜଗନ୍ନାଥ ଭଜନ ଗାଇବା ଦରକାର ନାହିଁ ହୁମାନ ସାଗର, ସିଏ ଖାଲି ଯୀଶୁ ଗୀତ ଆଉ ନବୀନ ବାବୁ ଗୀତ ଗାଉ,,

  • @Prashantlimaoffial
    @Prashantlimaoffial 2 роки тому +11

    ହୁମାନ ସାଗର ଗୀତ ଗାଇ ଲେ କେତେ ନୋ ଗାଈ ଲେ କେତେ ଭାଇ,ଏହା ଭୁଲ ଜବରଦସ୍ତ କରିବା

    • @dhananjayanagofficial4564
      @dhananjayanagofficial4564 2 роки тому

      Right bro

    • @Arrsoubhagya
      @Arrsoubhagya 2 роки тому

      କଥା ଗୀତ ଗାଇବାର ନୁହେଁ ଧମକ ଦବାର।
      ଗିତଗାଇବାକୁ force କରିବାରୁ murder ଧମକ ଦବାର

  • @RahulRahul-lc5yn
    @RahulRahul-lc5yn 2 роки тому

    God bless you human sagar

  • @abhayakumardash8565
    @abhayakumardash8565 2 роки тому +5

    ଠିକ କଥା କହିଲେ ଆପଣ ଜଗନ୍ନାଥ ଙ୍କ ଭଜନ ନିହାତି ବୋଲିବା ଦରକାର

  • @ammusic8350
    @ammusic8350 2 роки тому

    My Favorite Singer Human Sagar

  • @prasantasing771
    @prasantasing771 2 роки тому +8

    ମେଲୋଡି ପାର୍ଟି ଓ ସିନେମା କଳାକାରମାନେ ଯଦି ଗିତ ଗାଇବାକୁ ଦେବେନି ତାହାଲେ ହ୍ବିମାନ ସାଗର ଭାଇ ଙ୍କ ଅବସ୍ଥା କଣ ହେବ ।

  • @foridiots2577
    @foridiots2577 2 роки тому

    ଆବେ‌ ତା ଇଚ୍ଛା ସିଏ ଗାଇଲେ ଗାଇବ ନହଲେ ନାଇ। ତମେ ମନେ କହିବାକୁ କିଏବେ ।ତା ଇଚ୍ଛା ତମେ ବାଧ୍ୟ କରିବାକୁ କିଏ । ହୁମନ୍ ଭାଇ ତମେ ବିନ୍ଦାସ ରୁହ ।I love you bhai we are with you ...

  • @sangitaranipanda7811
    @sangitaranipanda7811 2 роки тому +4

    ଆରେ ଚରଣ ଭାଇଙ୍କୁ ଗୀତ ଦିଅନ୍ତୁ, ବହୁତ୍ papular ହେବ।

  • @sanjayrout978
    @sanjayrout978 2 роки тому +2

    ଓଡ଼ିଶା ଛାଡି ଦେଲେ ହୁମନ୍ ସାଗର କୁ ଆଉ କିଏ ଜାଣିଛି,ସେ ପୁଣି ସାରା ବିଶ୍ଵ ପ୍ରସିଦ୍ଧ ପୁରୀ ଶ୍ରୀଜଗନ୍ନାଥଙ୍କ ପାଇଁ ଗୀତ ଟିଏ ଗାଈ ବାକୁ ମନା କରୁଛି.

    • @nsutejkumar1959
      @nsutejkumar1959 2 роки тому

      Tamaku odisha re jane kie janichhanti ki kuha. Tanku atleast Odisha re janichhanti

  • @ମୋପ୍ରଭୁଜଗନ୍ନାଥମୋରପରିଚୟଜୟଜଗନ୍ନା

    ଜିଏ ଯୀଶୁ ସେହି ଆଲ୍ଲା ସେହି ଜଗନ୍ନାଥ।ଯାହାର ପବନରେ ଏହାର ଜୀଵନ ଦୀପ ଜଳୁଛି ସେ ପଶୁ କହୁଛି ଜଗନ୍ନାଥଙ୍କ ଭଜନ ଗାଇବ ନାହିଁ ଏ ଯାତ୍ରା ପାଟି ଗାୟକଟାକୁ ଲଜ୍ଜାନାହିଁ ଏଇ ଗାଇଆଳଟା କହୁଛନ୍ତି ବଡ଼ ଗାୟକ।

  • @mrutyunjayasingh9703
    @mrutyunjayasingh9703 2 роки тому

    Jai Jagannath

  • @KAVYANSI5196
    @KAVYANSI5196 2 роки тому +4

    100% Right Uncle

  • @sibasahoo30
    @sibasahoo30 2 роки тому +1

    Jay jaganatha

  • @PaagalKhopdi
    @PaagalKhopdi 2 роки тому +5

    ଆରେ ତାଙ୍କ ମୁହଁରେ ଖାଲି ଆବାରା,ବଂଜାରା,ସରଫିରା ଶବ୍ଦ ଶୋଭା ପାଇବ, ଜଗନ୍ନାଥ ଙ୍କ ଭଜନ ଗାଇଲେ ମେଣ୍ଢା ରଡି ଭଳି ସୁଭିବ

  • @prabhudattajena638
    @prabhudattajena638 2 роки тому

    Jay Jagannath Swami

  • @thebharatglobalpower6411
    @thebharatglobalpower6411 2 роки тому +30

    ଏ ବଂଗୋପସାଗର ଟା ଗୋଟେ ଖ୍ରିଷ୍ଚିୟାନ ବେଧଛୁଆ । ଓଡିଆ ସଂଗୀତକୁ ନଷ୍ଟ କରିଦେଲା । ଶୀଷ୍ର ବହିଷ୍କାର କର ଏ ବଂଗୋପସାଗରକୁ । ବେଧଛୁଆ କୁ ଗୀତ ଗାଇବା ଜଣାନାହିଁ ଆଉ ଆମର ଆବସଶ୍ଯକତା ନାହିଁ । ଆବଶ୍ଯକ ନାହିଁ ସେ ବେଧଛୁଆର । ମହାବାହୁଂକ ସଂଗୀତ ପାଇଁ ଆମ ଲୋକ ବହୁତ ଅଛନ୍ତି

    • @manaskandimanaskandi4076
      @manaskandimanaskandi4076 2 роки тому +2

      100%right

    • @saratchandramallick6671
      @saratchandramallick6671 2 роки тому

      ତୁ ବେଧଛୁଆ ତାକୁ ମନ୍ଦିରେ ପୁର଼୍ଉଛୁକିବେ ସିଏ କାହ଼ିକି ଗାଇବ

    • @thebharatglobalpower6411
      @thebharatglobalpower6411 2 роки тому

      @@saratchandramallick6671 କି ରେ ଖ୍ରିଷ୍ଟିୟାନଂକ ଅବୈଧ ସନ୍ତାନ ମନ୍ଦିର ସିଏ କାହିଁକି ପସିବ । ସେଟା ମ୍ଲେଛଟା , ଓଡିଶାର ପବିତ୍ର ମାଟିକୁ କନଭର୍ଟ ଖ୍ରିଷ୍ଟିୟାନଂକ ସ୍ଥାନ ନାହିଁ । କିନ୍ତୁ ଓଡିଶା ମାଟି ହେଉଛି ଜଗନ୍ନାଥଂକର ତେଣୁ ଯିଏ ରହିବ ସିଏ ଜଗନ୍ନାଥଂକ ଭଜନ ଗାଇବାକୁ ବାଧ୍ଯ । ନହେଲେ ଜମା ଗୀତଗାଇବା ଆବଶ୍ଯକତା ନାହିଁ । ଦେଖ ଏ ବାଳମୁହାଁ ସାଗରକୁ ବହିଷ୍କାର କରାହବ

    • @saratchandramallick6671
      @saratchandramallick6671 2 роки тому

      @@thebharatglobalpower6411 ଧର୍ମ ଯୈଠି କଳି ସେଇଠି

    • @thebharatglobalpower6411
      @thebharatglobalpower6411 2 роки тому

      @@saratchandramallick6671 ନା ଧର୍ମ କେବଳ ହିନ୍ଦୁ ସନାତନ ଆଉ ବାକି ମଜହବ , ରିଲିଜିୟନ ବା ପନ୍ଥ ହୋଇପାରନ୍ତି । ଯାହା ଧାରଣ କରେ ସେ ହଉଛି ଧର୍ମ । ରିଲିଜିନ , ମଜହବ ଦ୍ବାରା ଧର୍ମକୁ ପ୍ରକାଶ କରାଯାଇନପାରେ । ତମ୍ବାର ଦ୍ବାରା ତିଆରି କରାଯାଇଥିବା କୌଣସି ବସ୍ତୁ ତମ୍ବା ର ଗୁଣ ବିନା ତମ୍ବା କୁହାଯାଇନପାରେ । ଥଣ୍ଡା ଜଳର ଧର୍ମ ଶିତଳତା ଦେବା ଯଦି ଜଳ ଶିତଳତା ନ ଦିଏ ତାକୁ ଜଳ ବାଚ୍ଯ କରାଯାଇପାରିବ ନାହିଁ । ସନାତନ ହିନ୍ଦୁ ଧର୍ମ ଠିକ ସେମିତି ସର୍ବ କାଳିନ ସର୍ବ ସମୟ ଅନୁପଯୋଗୀ । ବାକି କୁ ବିଧର୍ମ , ମ୍ଲେଛ ବା ଅଧର୍ମ କୁହାଯାଏ ।।

  • @jagannaththakur1407
    @jagannaththakur1407 2 роки тому +1

    Thik katha sura bhai

  • @rkpradhanpradhan1152
    @rkpradhanpradhan1152 2 роки тому +20

    ସେ ମାଗିହା ପରା ପାଣ ଟା କେମିତିକା ଗାଇବ ମାଗିହା

    • @biswajitmallik4768
      @biswajitmallik4768 2 роки тому +3

      Bhai re hasei hasei maridaba 😁😁😁😁

    • @smartboy5505
      @smartboy5505 2 роки тому

      Na se pradhan ta khali paduchi pu pa

    • @Pabitra_kumar_Jena
      @Pabitra_kumar_Jena 2 роки тому

      ହଇରେ ମାଟିଆ ତୁ ଗୋଦି ଖାଉନ ଗୋଧି ଗନ୍ଦିଆ କଙ୍କଡା ଯାହା ପାଉ ଖାଉଛୁ. ତାର ଭଲ ଲାଗିଲା ନାହିଁ ସେ ଗାଇଲା ନାହିଁ ତମେ ସବୁ ଏମିତି ହୋଉଛ କାହିଁକି.ନିଜେ ଗାଇ ଦେଖାଉନ ଦମ ଅଛି ଯଦି.. ତୁ ଯୋଉ ଜିନିଷ ଖାଉନୁ ତୋତେ ଜୋରଦାର ଖୁଆଇ ବି ଖାଇବୁ ନା.. ମଣିଷ ଯଦି ବୁଝିବୁ

    • @Uma682
      @Uma682 2 роки тому

      Hare magiha pana mane tor maa k gehichan tar pare tui janam heichu bujhlu 😠😠😠😠😠😠😠 sala biha hele pana mane hin bajasan,puja parbare b pana mane hin bajasan tui nain jani bhal re sala chur pudi 😠😠😠😠😠rendi maikina ra chhua

    • @iamforyou4673
      @iamforyou4673 2 роки тому

      RK Pradhan
      ତୁ ମାଗିଆ ପାଣର ଗାଣ୍ଡି ଚାଟିବା ଲୋକ , ତ ମାଇକିନାକୁ ଧରି ଶୀବଲିଂଗକୁ ଚାଟି ଚାଟି ପୂଜା କରିବୁ .....
      ଯା. ..... ବେ ......

  • @rameshchandradash4605
    @rameshchandradash4605 2 роки тому

    Sura Babu you are 100 percentage correct

  • @pkmusic8695
    @pkmusic8695 2 роки тому +9

    ଭଜନ ଯଦି ନ ଗାଉଚି ଆଧୁନିକ ଗୀତ ଗାଇବାକୁ ନ ଦିଆ ଯାଉ

    • @ushiyapradhan9942
      @ushiyapradhan9942 2 роки тому

      Mo bala na tu kia be kahibaku tu na gai baku mu debi

  • @Chinmaynayak879
    @Chinmaynayak879 2 роки тому

    କାରଣ ତୁମ୍ଭେମାନେ ଯେପରି ପବିତ୍ର ହୁଅ, ଏହା ହିଁ ଈଶ୍ୱରଙ୍କ ଇଚ୍ଛା, ଅର୍ଥାତ୍, ତୁମ୍ଭେମାନେ ଯେପରି ୟୌନଗତ ପାପଗୁଡ଼ିକରୁ ପୃଥକ୍ ରୁହ ।

  • @Anilkumarrath
    @Anilkumarrath 2 роки тому +5

    Jay Jagannath🙏🙏🙏🙏

  • @Always-n3t
    @Always-n3t 2 роки тому

    ହୁମାନ୍ ସାଗର ଜଣେ ଛୋଟ ମାନସିକତାର ବ୍ୟକ୍ତି । ଜୟ ଜଗନ୍ନାଥ 🚩🚩🚩

    • @saratchandramallick6671
      @saratchandramallick6671 2 роки тому

      ତୋର ଯଦି ବଡମାନଶିକତା ତାକୁ ମନ୍ଦିରେ ପୁରା

  • @locusmunda1045
    @locusmunda1045 2 роки тому +8

    Jay jesus

  • @smm9356
    @smm9356 2 роки тому

    Ekdam Right sir

  • @balaramstatuscreation8206
    @balaramstatuscreation8206 2 роки тому +6

    Right👉✔

  • @vijigamers9670
    @vijigamers9670 2 роки тому +2

    Ek number Jay shree ram

  • @promadamishra1397
    @promadamishra1397 2 роки тому +58

    ବହୁତ୍ ଉଚ୍ଚ କୋଟୀର ଗାୟକ ଓଡ଼ିଶାରେ ଅଛନ୍ତି।ତାକୁ ବାଧ୍ୟ କରିବା କଣ ଦରକାର ସୁରଭାଇ।ଜଗନ୍ନାଥ ଙ୍କ ଦୟା ନ ହେଲେ ଯିଏ ନା ସିଏ ତାଙ୍କ ଭଜନ ଗାଈ ପାରିବନି।ତା ଉପରେ ଜଗନ୍ନାଥ ଙ୍କ କୃପା ନାହିଁ।ସୁକୁଟି ସାହୁ ଗୀତ ଗାଇବା ଲୋକ ସଂସ୍କୃତି ସଂପନ୍ନ ଭକ୍ତି ଗୀତ କେମିତି ଗାଇବ।ସେ ନ ଗାଉ।ତାକୁ ଗିଳି ଦେଲା ଭଳି ଗାୟକ ଅଛନ୍ତି।

    • @sanjaybiswal1669
      @sanjaybiswal1669 2 роки тому +1

      kumar bapi nka bhajan sunile e human ku kn pain approach karucha ...kumar bapi is the best

    • @gspallrounder3298
      @gspallrounder3298 2 роки тому

      Right

    • @seemamohanty6277
      @seemamohanty6277 2 роки тому

      🐄

    • @gayatrisabar7135
      @gayatrisabar7135 2 роки тому

      😂😂😂😂 sata katha se khali chati ta ragdi dela , chilika jiba, puata bigidila jhia bigdila sukuti mukuti nonsense gita gaiba dekhila bhai mane abe tank dharm re kn sikha jaye tanka dharm re ama bhagwan au Ame mane gote saitaan ama dharm amiti kichi kuha jaini semane kn boli hele amane ama hindu rastra rahiki khai pee ama dharm ra apmaan karuchanti

    • @seemamohanty6277
      @seemamohanty6277 2 роки тому

      @@gayatrisabar7135 abe tama rastra jadi tama rastra ra lokamane kana paen jaiki foreign countries re job karuchhanti aau bopa maa mane chhati fulai kahuchhanti ama pua ama jhua( jhia ) USA /UK /ITALY/GERMANY etc etc re achhanti job /study karuchhanti
      Abe tama rastra ra bahut educated pila USA based company re kama kari life katuchhanti more than 1000 company
      Aau adhhika bakena koutthu asila kahila baje kathha
      Sunila belaku bajari gita sunibaku mana chhana chhana heuthhiba
      Abe se human saga bolila se gita lekhila kie be ????

  • @kishanbehera9993
    @kishanbehera9993 2 роки тому

    Jay shree Jagannath swami 🙏🏿❣️

  • @manojofficial.6649
    @manojofficial.6649 2 роки тому +99

    PRAISE THE LORD... HUMAN SAGAR BHAI... PRAISE THE LORD....🙏🎼🎹🎺⛪

    • @bidmerit
      @bidmerit 2 роки тому +7

      Praise the Lord

    • @susantananda18
      @susantananda18 2 роки тому +6

      Praise the lord

    • @jaihind8472
      @jaihind8472 2 роки тому +12

      Loda the lord

    • @bidmerit
      @bidmerit 2 роки тому +4

      @@jaihind8472 bando Jagarnath

    • @rajeshbehera7294
      @rajeshbehera7294 2 роки тому

      @@bidmerit Tor ayar pudi k lot si jaggarnnat .....bhakudada mg bando jagarnath kon kohuchu be,pusymunda

  • @jagamohanjena2314
    @jagamohanjena2314 2 роки тому

    ଏଇଟା ଭୁଲୁ ହିଉମାନ ଭାଈ ଜଗନ୍ନାଥ ଙ୍କ ଭଜନ ରେ କଣ ଅସୁବିଧା....

  • @satyabhau69
    @satyabhau69 2 роки тому +8

    ହ୍ୟୁମାନ ନୁହେଁ ସେ ଏନିମଲ

  • @ratanchand561
    @ratanchand561 2 роки тому +1

    ଜଗନ୍ନାଥ ଭଜନ ଗାଇବା ନ ଗାଇବା ଜଣକର ବ୍ୟକ୍ତିଗତ ବିଷୟ ତାକୁ ସମ୍ନାନ ଦିଆଯାଉ ା

  • @sahebshrambutika6778
    @sahebshrambutika6778 2 роки тому +11

    ଜଣେ ସଂଗୀତକାର ଭଜନ ଗାଇବା ବାଧ୍ୟତା ମୂଳକ କି ସୁର ରାଉତ ସେ ଜଣେ ଭାଲୁ ବଲି ନିଜେ କହୁଚନ୍ତ ଆଜି କଣ ଗାୟକାର ମାନଙ୍କୁ ମଦ୍ୟ ନିନ୍ଦା ଅପମାନ ଦେଇ କଥା କହୁଛନ୍ତି

  • @satyasingh3148
    @satyasingh3148 2 роки тому +8

    କାହିଁକି ଗାଇବ ହେ। ସେ ଯଦି କିଛିବି ଜଗନ୍ନାଥ ବିସୟ ରେ ଗାଇଦେଲେ ତମ ମାନଙ୍କୁ ମୌକା ମିଳିଯିବ ସେ ଗୀତ ଉପରେ ପଲିଟିକ୍ସ କରିବା ପାଇଁ କି ଏମିତି ଗାଇଲା , ସେମିତି ଗାଇଲା , ଭୂଲ୍ ଗାଇଲା ଆଉ ତା ଉପରେ ବିଭିନ୍ନ ଦଫା ଲଗେଇ ଟଙ୍କା ଆଦାୟ କରିବ ଏଇଆ ନା ? ତମ ମାନଙ୍କୁ ଆଉ କେହି ମିଳୁନାହାନ୍ତି ।

    • @ramachandra5075
      @ramachandra5075 2 роки тому

      ତୁମେ ଖ୍ରୀଷ୍ଟିୟାନ ନ ହେଲେ ମୁସଲମାନ ହୋଇ ଥିବ ଏମିତି କଥା କୁହନ୍ତ ନାହିଁ

    • @satyasingh3148
      @satyasingh3148 2 роки тому

      @@ramachandra5075 ମନେ ମନେ ନିଜକୁ ଜଗନ୍ନାଥ ଭାବନି ହେ , ଯେ ତମେ ଭାବୁଛ ତମେ ସବୁକିଛି ଜାଣିଛ 😋। ସତ କଥା କହିଲାରୁ ତମକୁ ବହୁତ ବାଧିଲା ନା , ତମେ ଠିକ୍ ଓଡିଆ ଲୋକ କାହିଁକି ନା ସତ କଥା ଶୁଣିଲେ ତମ ଦେହକୁ ଯାଉନି । ଆଉ ସେମିତି ବି ମୁଁ ତମ ଭଳିଆ ମୂର୍ଖ ଗଣ୍ଡ ନୁହେଁ ଯେ ମୁସ୍ଲିମ୍ ,ଖ୍ରିଷ୍ଟିଆନ୍ ୟାକୁ ତାକୁ କହିବୁଲିବି।

    • @stevensonpradhan3921
      @stevensonpradhan3921 2 роки тому

      @@satyasingh3148 ତୋତେ ମାଁ ଗିଆ ମାନେ ହିଁ ହିନ୍ଦୁ ଖ୍ରୀଷ୍ଟିଆନ କହିକି ଭେଦଭାବ ସୃଷ୍ଟି କରୁଛ ଶଳେ ଖ୍ରୀଷ୍ଟିଆନ ମାନେ

    • @satyasingh3148
      @satyasingh3148 2 роки тому

      @@stevensonpradhan3921 ତୁ ଶଳା ଘୋଡାଗେହିଁ ପୁଅ ତୋର୍ ବାଣ୍ଡ କାଇଁ ବଥଉଛି ବେ , ତୁ ମଝିରେ କାଇଁ ପସୁଛୁ ।

    • @stevensonpradhan3921
      @stevensonpradhan3921 2 роки тому

      @@satyasingh3148 ତୋର ବଥଉ ଥିବ ବେ ବଦମାସ୍ ପେଳେଶ୍ୱର ପୁଅ

  • @kalashreea6031
    @kalashreea6031 2 роки тому +1

    ସବୁ ଧର୍ମ କୁ ସମ୍ମାନ ଦେବାରେ ହ୍ଯୁମାନ୍ ସାଗର ଯତ୍ନବାନ୍ ହୁଅନ୍ତୁ l ଅତିତରେ ଅନ୍ଯ ଧର୍ମର ବହୁତ କଳାକାର ଜଗନ୍ନାଥଙ୍କ ଭଜନ ଗାଇଛନ୍ତି ଏବଂ ସୁନାମ ମଧ୍ଯ ଅର୍ଜନ କରିଛନ୍ତି l ତେଣୁ ସେମାନଙ୍କୁ ଅନୂକରଣ କରନ୍ତୁ l ଅନ୍ଯକୁ ସମ୍ମାନ ଦେବା ହିଁ ନିଜର ସମ୍ମାନ ସାଉଁଟିବା l

  • @debabratamishra9633
    @debabratamishra9633 2 роки тому +8

    ଅହଙ୍କାର ଆରମ୍ଭ......

  • @humanjsingh1656
    @humanjsingh1656 2 роки тому +4

    Human Sagar Best Singer Odisha Of BJD 🎉🔥🙏

  • @rjdmusic6206
    @rjdmusic6206 2 роки тому

    I love human Sagar

  • @FFGaming007
    @FFGaming007 2 роки тому +3

    ଅସଲ ଭାଇଚାରାଟା ବଧେ ଏହା l ହିନ୍ଦୁମାନେ ସେଥିପାଇଁ ଧର୍ମ ଆଉ ରିଳିଜନ ମଧ୍ୟରେ ପାର୍ଥକ୍ୟ ଜାଣ l

    • @gayatrisabar7135
      @gayatrisabar7135 2 роки тому +1

      Ama Hindu bhai mane hi murkh besi bhaichara secular dekhi haichanti semane secular heiparinahanti hele amathu asha rakhuchanti ki ame secular hebu

    • @FFGaming007
      @FFGaming007 2 роки тому

      ua-cam.com/video/v1NDV1aLe4E/v-deo.html

  • @mukeshmahakhud8691
    @mukeshmahakhud8691 2 роки тому

    Jay ସୁର ଅଜା

  • @marketdivyanshi9844
    @marketdivyanshi9844 2 роки тому +13

    Dharma and society both are part of life
    Being a social animal we should respect public demand

  • @jaydevbadatya9533
    @jaydevbadatya9533 2 роки тому

    This is a very nice true speech sir

  • @biswajitpatra6699
    @biswajitpatra6699 2 роки тому +14

    If human Sagar not intending to sing then where is the problem?Our lord is in the heart of all Odiya.

  • @jagannathjena9465
    @jagannathjena9465 2 роки тому +6

    ଏଟା ଶଳା ମଦୁଆ ଟା ଜଗନ୍ନାଥ ଙ୍କ ଭଜନ ଗାଇବା ପାଇଁ ଏ ଶଳା ର ଓକାତ୍ କାଇଁ ।

    • @jibansethy3683
      @jibansethy3683 2 роки тому

      Bhai tame tikh kahi thibaru thanks.
      Se sala ta madua ta satre

  • @mahuntasahu193
    @mahuntasahu193 2 роки тому

    Sir thank you very much.

  • @dasndas2535
    @dasndas2535 2 роки тому +5

    Human Sagar gote Christian pila se odia vajana kemiti gaiba

    • @pramodkumarpanda1151
      @pramodkumarpanda1151 2 роки тому +1

      ଖ୍ରୀଷ୍ଟିଆନ ହେଲେ କଣ ହେଲା,ଓଡ଼ିଆ ନା ନାହିଁ? ମଧୁବାବୁ ଖ୍ରୀଷ୍ଟିଆନ ହେଲେ ବି ସେ ଜଗନ୍ନାଥଙ୍କ ପରମ୍ପରାର ପ୍ରତିଷ୍ଠା ପାଇଁ ଇଂରେଜ ମାନଙ୍କ ବିରୁଦ୍ଧରେ କୋର୍ଟ ରେ ଲଢି ଥିଲେ। ଇ ଏ କି ହୀନ ମାନସିକତାର Christian

  • @patitapabanpanda446
    @patitapabanpanda446 2 роки тому

    Sura bhai next cm great 👍 💗 man

  • @binodbinod9077
    @binodbinod9077 2 роки тому +5

    ସେ ଜ୍ଞାନ ନାହି ତା ପାଖରେ.. ଆକୁତ କେବଳ ଭାଡୁଆ ଗୀତ ଗାଈବା ଜଣା ଅଛି.. ଗାଈକି ଦଖା ଗୋଟେ ଜଗନ୍ନାଥ ଭଜନ..

    • @Puala_18
      @Puala_18 2 роки тому +1

      ନାହିଁ କେବଳ copy kori ଗାଈବାଟା ଜଣା ତେଲୁଗୁ song ।

  • @lkjena4407
    @lkjena4407 2 роки тому

    Sura bhai , Baragachhaa jindabad..