BJD MP Bhartruhari Mahtab Quits BJD | Bhartruhari Mahatab's Reaction & Reason Behind Resignation

Поділитися
Вставка
  • Опубліковано 21 бер 2024
  • Kanak News is Odisha's leading 24x7 news and current affairs TV channel from Eastern Media Limited. Odisha's largest media house that also publishes daily 'Sambad'. Get latest updates on news, politics, sports, business, current affairs, entertainment, technology, health updates from Kanak News.
    Join us on WhatsApp to get latest updates : whatsapp.com/channel/0029Va9q...
    For the latest Odisha News Follow us:
    Website :- kanaknews.com/
    Instagram :- / kanaknewsofficial
    LinkedIn :- / kanak-news
    Facebook :- / kanaknews
    App Kanak :- play.google.com/store/apps/de...
    Twitter :- / kanak_news
    Telegram :- t.me/kanaknewsofficial
    WhatsApp: whatsapp.com/channel/0029Va9q...
    #KanakNews #Odisha #BhartruhariMahatab

КОМЕНТАРІ • 165

  • @ajitkumarpanigrahi6516
    @ajitkumarpanigrahi6516 Місяць тому +31

    ଭଲ ହେଲା, ଵିଜେପି ର ମିଶ୍ରଣ ହେବ। ଶେଷରେ ରାଜ୍ୟପାଳ କେଉଁ ରାଜ୍ୟରେ ହେବେ । ଖବର ଅଛି ।

  • @mishrabisudhananda3551
    @mishrabisudhananda3551 Місяць тому +8

    ବି ଜେ ଡି ର କଟକ ଲୋକସଭା ସଦସ୍ୟ,ବିଧାନସଭା ସଦସ୍ୟ ଉଭୟ ଙ୍କ ଜନସାଧାରଣ ଙ୍କ ସହ କେବେ ବି ସମ୍ପର୍କ ନଥିଲା,କେବଳ ନବୀନ ଓ ବିଜେଡି ଦଳ ଯୋଗୁଁ ଜିତିଥିଲେ।ଏବେ ଯଦି ପଞ୍ଚାୟତ ସଦସ୍ୟ ପାଇଁ ଲଢ଼ିଲେ ନିଜ ବଳରେ,ପରାଜିତ ହେବା ନିଶ୍ଚିତ।ଏମାନେ ସବୁ କାଗଜ ବାଘ।

  • @iloveodisha6003
    @iloveodisha6003 Місяць тому +34

    ମୋ ପିଲା ଦିନୁ MP ହେବାର ଦେଖିଛି କିନ୍ତୁ ଇଲେକ୍ସନ ପରେ କେବେ ଆମ ଗାଁ କୁ ଆସିବାର ଦେଖିନି କି mp fund ରୁ ଟଙ୍କାଟେ ଦେଇନାହାନ୍ତି

    • @munamishra9760
      @munamishra9760 Місяць тому

      Tebe barambar vote deuthile kahinki?

    • @anuraj2772
      @anuraj2772 Місяць тому +1

      Yaku ta pila dinu mun dekhini se ama mp hei b

    • @rudraprasadsarangi6644
      @rudraprasadsarangi6644 Місяць тому

      Sata Katha bhai... Kana uthila dinu ea ama MP, hele election pare Gote dina ama area Re Yaku dekhinu

    • @YouthTalkSibaram
      @YouthTalkSibaram Місяць тому +1

      BJD sabu MP emiti kie bi dekha diyantu nanhi ex anuvabhab mohanty bi same

    • @PMKumar_classes
      @PMKumar_classes Місяць тому +1

      ଚୋର ଟା
      କେବେ b ଆମ khandapada କୁ ଆସିନି
      ଏଥର ବିଜେଡି ତରଫ ରୁ mp ରେ ଠିଆ ହେଇଥିଲେ ହାରିବ ବୋଲି ଜାଣି ପାରି ଓହରି ଗଲା
      କୋଉ ଦିନ b sala ta ମୁହଁ b dekheini khandapada assembly ଲୋକଙ୍କୁ

  • @sudhansusekhardash9010
    @sudhansusekhardash9010 Місяць тому +27

    ଛାଡି ପଳେଇଲେ ଭଲ ହେଲା। ଲୋକେ ଚର୍ଚ୍ଚା କରୁଛନ୍ତି କୋଡ଼ିଏ ଜଣ କର୍ମୀଙ୍କ ନାଁ କହି ପାରିବେ ! ଆଉ କେତେ ଥର ଜିତିଥାନ୍ତେ? ନେତା ପଳେଇବା ଭଲ କର୍ମୀ ଆବଶ୍ୟକ।

  • @pkpanda1371
    @pkpanda1371 Місяць тому +2

    ସୁଧାଂଶୁ ଶେଖର ଦାସ ଭଲ କଥା ଟିଏ ତାଂକ comment ରେ ଲେଖିଛନ୍ତି। ସେ ଲେଖି ଛନ୍ତି.... କଟକ ସାଂସଦ ଭାତୃହରି ମହତାବ ବିଜେଡି ଦଳ ରୁ ଇସ୍ତଫା ଦେଇ ଚାଲି ଗଲେ। ଭଲ ହେଲା। ଏହି ସାଂସଦ ଦୀର୍ଘ ବର୍ଷ ହେଲା MP ରହିଲେ କିନ୍ତୁ ୨୦ଜଣ କର୍ମୀ ଙ୍କ ନାମ କହି ପାରିବେ ନାହିଁ। କର୍ମୀ ରୁହନ୍ତୁ କିନ୍ତୁ ଏମିତି ନେତା ନ ରହିବା ଭଲ। ଖୁବ୍ ସୁନ୍ଦର ବାର୍ତ୍ତା।

  • @satyabratadas6409
    @satyabratadas6409 Місяць тому +1

    କଟକ ରେ ବିକାଶ ର ବିରୋଧୀ, ନିଜ ସ୍ଵାର୍ଥ ପୂରଣ ପାଇଁ ବିଜେପି କୁ ଗଲେ,ଏଥିରେ ନୂଆ କିଛି ନାହିଁ l ପଦପଦବୀ ଆପଣଙ୍କ ସ୍ୱପ୍ନ, ଆଗରୁ ସବୁ ଖେଳ ବିଜେପି ସହିତ ମିଶି କରିଛନ୍ତି ତାହା ସମେସ୍ତେ ଜାଣନ୍ତି l

  • @bimalendubehera5798
    @bimalendubehera5798 Місяць тому +6

    Good decision sir

  • @sarojasatapathy1455
    @sarojasatapathy1455 Місяць тому

    Right decision 👍, Tqu sir 🙏

  • @user-no5be7ls1q
    @user-no5be7ls1q Місяць тому +22

    ଭଲ ହେଲା,, ତୁମ ଭଳି,, ନେତା ଦଳ ରୁ, ବାହାରି ଯିବା ଉଚିତ୍ l କାରଣ ତୁମେ କଣ ବାଇମୁଣ୍ଡି,, ସବୁବେଳେ,, ଟିକେଟ ନେବ

  • @sanjuktamohanty9668
    @sanjuktamohanty9668 Місяць тому +3

    You are right ✅️ 😌 👌

  • @bidyutkesharikar1611
    @bidyutkesharikar1611 Місяць тому

    ଆପଣଙ୍କ ଭଳି ଲୋକ କେମିତି ସେ ରାକ୍ଷସ ଙ୍କ ଦଳରେ ଥିଲେ ଡେରିରେ ହଉପଛେ ବୁଝିଲେତ, ଧନ୍ୟବାଦ

  • @user-nw8ue9pz1v
    @user-nw8ue9pz1v Місяць тому +1

    ଯେତେକ ଚୋର ଦଳ ଛାଡିବେ ବିଜେଡି 25ବର୍ଷ ସାଂସଦ କଲା କିଛି କରି ପାରିଲୁ ନାହିଁ କଟକ ପାଇଁ ଆଯି ଖାଲୁଆ ମାରୁଛୁ ବ‌ଇଜୟନ୍ତ ପରି ତୋ ପରିସ୍ତିତି ହେବ ଆମେ ଯାଣିଛୁ ବିଜେପି କୁ ଯିବ

  • @sashiprasadsethy7464
    @sashiprasadsethy7464 Місяць тому

    କଟକ ଲୋକୋସଭା ପାଇଁ କିଛି ବି କରି ନାହାନ୍ତି । ଏ ନେତା କାହା ପାଇଁ କିଛି ବି କରିନାହାନ୍ତି ।

  • @user-no5be7ls1q
    @user-no5be7ls1q Місяць тому +12

    ଭଲ ହେଲା,, ତୁମେ ବାହାରି ଗଲ

  • @sahadevsahoo2933
    @sahadevsahoo2933 Місяць тому +1

    Right decision to quit the party.

  • @pkpanda1371
    @pkpanda1371 Місяць тому +6

    ଭତୃହରି ମହତାବ ବିଜେଡି ଦଳରେ ରହି ଭଲ କ୍ଷମତା ଭୋଗ କଲେ ଦୀର୍ଘ ବର୍ଷ ଧରି। ବିଜେଡ଼ି ଦଳ ଆଉ ଟିକେଟ ଦେବ ନାହିଁ ଜାଣି ଇସ୍ତଫା ଦେଲେ। ପୁଣି ଡେଇଁବେ ଅନ୍ୟ ଏକ ଦଳକୁ। ଯେମିତି ହେଲେ ନିର୍ବାଚନ ପାଇଁ ଟିକେଟ ଦରକାର।

  • @prasantakumardas2115
    @prasantakumardas2115 Місяць тому +7

    Now Mr. Mahatab will getting more time for revive Prajatantra paper.

  • @niranjansahu6654
    @niranjansahu6654 Місяць тому +18

    ବିଜେପିକୁ ଯିବାର ଅଛି ଯିବ ଏତେ ଗପୁଛ କ'ଣ

    • @KingofBharat.24
      @KingofBharat.24 Місяць тому

      Haire to gandi Kai fatuchi....😂😂😂

  • @ritandhal2238
    @ritandhal2238 Місяць тому

    Thank u

  • @bimalagrawal9314
    @bimalagrawal9314 Місяць тому

    ମହତାବଙ୍କ ପୁଅ ନ ହୋଇଥିଲେ ଏ ମହାଶୟ କେଉଁଠି କିରାନିଟିଏ ହୋଇପାରିଥାନ୍ତେ। ବିଜୁ ଜନତା ଦଳର ଟିକଟ ନ ପାଇଥିଲେ ଏ ମହାଶୟ କର୍ପୋରେଟର ବି ବୋଧହୁଏ ହୋଇପାରି ନଥାନ୍ତଜ । ଏଥର ଟିକେଟ ପାଇବାର ଆଶା କ୍ଷୀଣ ଥିବାରୁ ଜାହାଜ ବୁଡିବା ସମୟର ମୂଷା ଭଳି ପ୍ରଥମେ ପାଣିକୁ ଡେଇଁ ଆତ୍ମହତ୍ୟାର ରାସ୍ତା ବାଛନ୍ତି।

  • @user-ib9ch8kw8t
    @user-ib9ch8kw8t Місяць тому +1

    ପୋଲିସ କେସରେ ନିଜର ଚରିତ୍ରର ପର୍ଦାଫାଶ ହେବାରୁ ଲୋକ ଜାଣିଲା ପରେ ଏହା ବୋଧେ ଠିକ ପଦକ୍ଷେପ? ତା ଛଡ଼ା କଟକ ସାଂସଦ ଭାବେ କିଛି କରିଛ ଯଦି କଟକ ଜିଲ୍ଲା ବାସିଙ୍କୁ ଜଣାଇବେ କି?

  • @pramod.965
    @pramod.965 Місяць тому +4

    100%

  • @user-jf6hy3qs2j
    @user-jf6hy3qs2j Місяць тому

    Good news.

  • @user-fb8fb5qc2n
    @user-fb8fb5qc2n Місяць тому

    ବିଜୁ ଜନତାଦଳ ତମକୁ ରାଜନୀତିକ ପରିଚୟ ଦେଇଛି।ତମେ ଶରୀର ବିଜେଡିରେ ଥିଲା କିନ୍ତୁ ତୁମ ଆତ୍ମା ବିଜେପିରେ ଥିଲା।

  • @Badrinath_807
    @Badrinath_807 Місяць тому

    Good 🎉

  • @parthsamal3903
    @parthsamal3903 Місяць тому +2

    ସ୍ୱାର୍ଥପର ଲୋକ

  • @kalucharanpaikray7238
    @kalucharanpaikray7238 Місяць тому +10

    ସମୟ ହେଇଗଲାଣି, ଏଣୁ ତେଣୁ ନ କହି ଅପଦସ୍ତ ନ ହେଇ ଯୁବ ପ୍ରତିଭା ଙ୍କୁ ସୁଯୋଗ ଓ ତାଲିମ ଦିଅନ୍ତୁ ପ୍ରଶଂସନୀୟ ହେବେ. ଚିର ସମ୍ମାନିତ ନେତୃତ୍ୱ ର ଉପମା, ପାଇବେ.. ଆପଣଙ୍କ କଥା ରୁ ସ୍ୱାର୍ଥ ଓ ଅସୂୟା ର ଗନ୍ଧ ସ୍ପଷ୍ଟ. ବାରି ହେଉଛି

  • @khusirajalaxmidiptiexpress5041
    @khusirajalaxmidiptiexpress5041 Місяць тому

    କିଛି ନୂଆ କଥା ଲାଗିଲାନି ଇଲେକ୍ସନ ବେଳେ ଦଳ ଡିଆଁ ସମସ୍ତେ ଜନସାଧାରଣ ଜାଣନ୍ତି । ଆଗକୁ କେମିତି ଲୋକଙ୍କୁ ବୋକା ବନାଇ ହେବ ସେଇ କଥା ଭାବନ୍ତୁ ନା କଣ...

  • @chaitanyabiswal2832
    @chaitanyabiswal2832 Місяць тому

    ଆପଣଙ୍କର ବର୍ଧକିୟ ଅବସ୍ଥା ହେଲାଣି ଆଉନୁଆ କେହି ହେବ ।

  • @BikuCreations972
    @BikuCreations972 Місяць тому +1

    ମୁଁ ଯାହା ଦେଖୁଛି ଓଡ଼ିଶାରେ ଅପରାଜିତା ମ୍ୟାମ୍ ଙ୍କୁ ଛାଡ଼ିଦେଲେ ଆଉ ଜଣେ ସାଧାରଣ ଜନତା ତା ନିଜ ଅଞ୍ଚଳର କୌଣସି ସାଂସଦ ଙ୍କୁ ନିର୍ବାଚନ ପରେ ଦେଖି ନଥିବେ । ମୋ ଆଖି ଖୋଲିବା ଦିନଠୁ ୟେ ମହସୟ ଆମ କଟକର ସାଂସଦ ହୋଇ ରହିଛନ୍ତି,କିନ୍ତୁ ୟେ କିଏ,ନିର୍ବାଚନ ପରେ ୟାଙ୍କ ଦର୍ଶନ ମିଳେନି । କିନ୍ତୁ ସବୁଥର ଲୋକ ଜିତାନ୍ତି । କେମିତି ? କାରଣ ଓଡ଼ିଶା ରେ କମ୍ ଲୋକ ଭଲ ଯୋଉମାନେ ନିଜକୁ ବିକ୍ରି ନକରି ବୁଝି ସୁଝି ଭୋଟ ଦିଅନ୍ତି,କିନ୍ତୁ ଅଧିକ ଲୋକ ଲୋଭରେ ରେ ପଡ଼ି,ପଇସା, ମଦ ଖାଇ ଭୋଟ ଦିଅନ୍ତି । ସେଥିପାଇଁ ଗୋଟେ ନେତା କିଛି କାମ ନକଲାପରେ ବି ପୁଣିଥରେ ଜିତିଥାଏ । ଆଉ ଏଥିରେ ପୁଣି ହବ ଓଡ଼ିଶାର ବିକାଶ । ଅସମ୍ଭବ ✍️🙏

  • @debakantasahoo6694
    @debakantasahoo6694 Місяць тому

    Bhala hela

  • @nirmalendurout4244
    @nirmalendurout4244 Місяць тому +2

    Good

  • @snehalsnitik
    @snehalsnitik Місяць тому +3

    For join bjp

  • @user-qw8jq1zw7h
    @user-qw8jq1zw7h Місяць тому

    Harekrusna mahatab ra alajya putra

  • @anilsethi2403
    @anilsethi2403 Місяць тому +1

    Thank you sir

  • @arunkumarbehera9271
    @arunkumarbehera9271 Місяць тому

    TKU. SIR

  • @Pradip2282
    @Pradip2282 Місяць тому

    ବିଜେଡି ହାରିବ ଏଥର

  • @nirakarrout8260
    @nirakarrout8260 Місяць тому

    ମୂଖ୍ୟ କାରଣ ମନ୍ତ୍ରୀ ପଦ ମିଳିଥିବାରୁ ବାବୁ ଦୁଇବର୍ଷ ହେଲା ନିରବୀଗଲେ

  • @r.screationsodisha9256
    @r.screationsodisha9256 Місяць тому +4

    ୬ଥର କଟକ ରୁ ସାଂସଦ ହେବା ପରେ ଆପଣଙ୍କର କଟକ ଲୋକସଭା ଆସନ ପାଇଁ ଅବଦାନ କଣ ଟିକେ କହିବେ କି,ଆୟୁ କଟକ ଲୋକସଭା ଆସନରେ କେତେଟା ପଞ୍ଚାୟତ ର ନାମ କହି ପାରିବେ କି

  • @user-cx2lo8vr5g
    @user-cx2lo8vr5g Місяць тому

    ED ଭୟ େର

  • @kshyamanidhisahoo1248
    @kshyamanidhisahoo1248 Місяць тому

    Hariba

  • @Nilu382
    @Nilu382 Місяць тому +1

    ସାର୍ ଆପଣ ଯାହା କହୁଛନ୍ତି ଏକଦମ୍ ସତ୍ୟ

  • @birenpradhan4545
    @birenpradhan4545 Місяць тому +3

    Aneka jibe aneka asibe sabu dalate ahi abastha dala rahiba neta jibe asibe athire kichhi asubidha nahi.

  • @NirmalRout-
    @NirmalRout- Місяць тому

    The party's commitment to social harmony and inclusive governance has strengthened the social fabric of Odisha.

  • @It_Is_Indian_Era
    @It_Is_Indian_Era Місяць тому +2

    WELCOME TO BJP FAMILY 🌷.
    .JAI SHRI RAM 🚩🙏💪🇮🇳

  • @asutoshacharya1597
    @asutoshacharya1597 Місяць тому

    ନବୀନ କୁ ହଟାଅ। ଶଳା ଶୃଗାଳଟା

  • @pracheeart4262
    @pracheeart4262 Місяць тому

    Good Disition

  • @bikrambarik1422
    @bikrambarik1422 Місяць тому

    Right

  • @ajayanahak1581
    @ajayanahak1581 Місяць тому

    Harekrishna mahatab apananku adopt son karithile tenu tanka bless+nabin bless tuma upare thila boli bahubar mp hoithila but Abe sarapancha heba muskil heba

  • @user-ky9ww9sz7k
    @user-ky9ww9sz7k Місяць тому

    अपन ठिक कथा कहिचानती

  • @ashokbehera4874
    @ashokbehera4874 Місяць тому

    Write sir

  • @pdsangrampradhan5240
    @pdsangrampradhan5240 Місяць тому

    Under the visionary leadership of the Chief Minister, Odisha has emerged as a shining example of progress and prosperity.

  • @birakishoresahoo3080
    @birakishoresahoo3080 Місяць тому +4

    Best personality.Excellent Parliamenterian.

  • @biswanathbiswal6016
    @biswanathbiswal6016 Місяць тому

    ବିଜୁବାବୁଙ୍କ ଆର୍ଶୀବାଦ ରୁ ଅନେକ ୱାର୍ଡ ମେମ୍ବର ହୋଇନଥିବା ଲୋକ ସାଂସଦ ଓ ବିଧାୟକ ହୋଇ ସମାଜ ରେ ସମ୍ମାନ ଓ ସମ୍ପତ୍ତି, ଲାଭ କରି ଆଜି ଭଦ୍ର ଲୋକ ସାଜିଛନ୍ତି, ଲୋକଙ୍କ ପାଇଁ କ'ଣ କରିଛ ?ମୋଦି ପ୍ରେମ ବହୁତ ଆଗରୁ ତୁମକୁ ଭା ଜ ପା ରେ ମିଶିବା ପାଇଁ କବାଟ ଖୋଲା ରଖିଛି,

  • @rabindranayak7616
    @rabindranayak7616 Місяць тому

    Perfect decision

  • @pradoshrath1035
    @pradoshrath1035 Місяць тому

    Dession b lated 🎉🎉🎉🎉🎉

  • @manoranjandas8812
    @manoranjandas8812 Місяць тому

    ଆପଣ ନୂଆ party kariba କଥା bjp ରେ ବି bandhana ରେ rahibaku padiba.

  • @ArobindaGhosh-fd1hr
    @ArobindaGhosh-fd1hr Місяць тому

    Bhala candidate thile kana pan ..chadile amaku jana nahi kintu BJD ra kichi farak padiba nahi odisha re only Naveen brand chaliba ajika date re 👍

  • @ullasakumarjena9573
    @ullasakumarjena9573 Місяць тому +2

    Great parsanality

  • @odishabasi257
    @odishabasi257 Місяць тому

    The party's ability to secure such a vast majority of seats in both rural and urban areas showcases its wide-ranging appeal and inclusive approach.

  • @birenpradhan4545
    @birenpradhan4545 Місяць тому +2

    All comment against you .

  • @upendranayak3699
    @upendranayak3699 Місяць тому

    Bhartuhari nabin babu ka pai jituthile abe cuttack re ward member re thia hele jitiparibeni

  • @krushnabalabantaray9660
    @krushnabalabantaray9660 Місяць тому +1

    Jay shree ram

  • @prafullakumarraut8835
    @prafullakumarraut8835 Місяць тому

    ବିଶ୍ୱାସଘାତକ

  • @sahadebsahu4110
    @sahadebsahu4110 Місяць тому +2

    Tubi BJP re misibu

  • @user-wt5ee8hj2q
    @user-wt5ee8hj2q Місяць тому +6

    It was expected. Nothing new

  • @ajentertainment6798
    @ajentertainment6798 Місяць тому

    Only pandian so resign. Okk

  • @Bishalsethi-
    @Bishalsethi- Місяць тому

    The party's success in Zilla Parishad Elections is a reflection of its tireless efforts to address the needs and concerns of every section of society.

  • @user-te1sd1qw4k
    @user-te1sd1qw4k Місяць тому

    Bjd ହାରିବ ବୋଳି ଜାଣିକି bjp କୁ ଜିଉଛ ଜଦି ମେନଟ ହୋଇଥିଲେ ଦଳ ଛାଡି ନ ଥାତଂ

  • @chandrakantamishra8745
    @chandrakantamishra8745 Місяць тому +2

    Tu chadi dele cho hoiejiba.taku tiket miluni sethipain

  • @subham3920
    @subham3920 Місяць тому

    ED ର ଭୟ

  • @prasantkar7181
    @prasantkar7181 Місяць тому

    Bhala. Karicha😮 bharasa..nahi tumaku

  • @user-bh4yc7vl9x
    @user-bh4yc7vl9x Місяць тому

    Well said sir,I salute u sir

  • @jaydebjena5200
    @jaydebjena5200 Місяць тому

    Power love

  • @NirakarBiswal-zg4tn
    @NirakarBiswal-zg4tn Місяць тому +4

    ହନୁ ମଲାବେଳକୁ ସତ କହିଲା ଭଳି ଭର୍ତୁହରି ଦଳଛାଡିଲା ପରେ ଦଳ ବିରୋଧରେ କହିଲେ ।

  • @It_Is_Indian_Era
    @It_Is_Indian_Era Місяць тому +1

    BJD🍌

  • @JayShib808
    @JayShib808 Місяць тому

    The party's consistent electoral success is a reflection of its deep understanding of the needs and aspirations of the people it serves.

  • @BiswajitMohanty-
    @BiswajitMohanty- Місяць тому

    Through proactive disaster management strategies, the BJD has minimized the impact of natural calamities and safeguarded lives and property.

  • @sabitamohanty4383
    @sabitamohanty4383 Місяць тому

    You may go. We know you are with baijayanta panda. Go go.

  • @prasantakumardas2115
    @prasantakumardas2115 Місяць тому +5

    Bhartuhari Mahatatab is not a asset of BJD is a burden of BJD. Welcome

    • @munamishra9760
      @munamishra9760 Місяць тому

      Sethipain apana eibhali lokanku vote diantu?Jepari Pinaki MISHRA

  • @ganeshKiD
    @ganeshKiD Місяць тому

    Very Good

  • @bibhudattamishra2471
    @bibhudattamishra2471 Місяць тому

    Manuvadi lok juade jiba rule Karib BJP heu ku congress heu ki BJD heu Khali SC St obs neta Mane gotia hele bhi sudhar party Kari nahanthi

  • @debabratamohanty4567
    @debabratamohanty4567 Місяць тому

    When he is convinced that BJD ticket will not be given to him, he is leaving the party. He was in contact with BJP since long.

  • @AnjanaMishra141
    @AnjanaMishra141 Місяць тому

    The party's commitment to transparency and accountability has bolstered public trust in the government and its institutions.

  • @AnishaMantri
    @AnishaMantri Місяць тому

    Through effective implementation of welfare schemes and programs, the BJD has uplifted marginalized communities and empowered the vulnerable.

  • @patnaikarpit
    @patnaikarpit Місяць тому

    By prioritizing education, healthcare, and infrastructure development, the BJD has laid the foundation for a brighter future for all citizens.

  • @udiptagarnaik2129
    @udiptagarnaik2129 Місяць тому

    Beiman

  • @bhagyaranjantripathy377
    @bhagyaranjantripathy377 Місяць тому

    Tumar kichi darkar nahi

  • @ranjankumarmahapatra7467
    @ranjankumarmahapatra7467 Місяць тому

    Ebe Kan samarthan nahin Bhai Kan power lova thila ki

  • @prasantamahapatra3479
    @prasantamahapatra3479 Місяць тому

    Bahu purbaru BJD chhadi sarichha Abe official y declare kala agaku ticket milibar nanhi

  • @riyazahmed7855
    @riyazahmed7855 Місяць тому

    Right sir bjd abe bjp heai che

  • @surajo96
    @surajo96 Місяць тому

    Ja hAu finally ethr ama cuttack re new m.p hebe 😂 sala yaku pila beluu dekhiasichi mp hbar so boar heiglini😂

  • @ajaykumarbehera3259
    @ajaykumarbehera3259 Місяць тому

    I know that u have self respect

  • @gyandaspattanaik5160
    @gyandaspattanaik5160 Місяць тому

    No political base and unfortunate he does not deserved to get any vote of his own .

  • @amitabsamal4118
    @amitabsamal4118 Місяць тому

    Bhaut dina ru setting ra thila BJP saha aji finally karidala. Samundhi Tomar abasta jha BJP sa bhali abasta thu khrap haba BJP gala.
    Party pain 6 thara MP kintu party pain kichi abadan nahi.
    BJD dala pain bhala hela jeta Bibishana achanti gala bhala.
    Pandiyan ta bada Bibishana taku bhata karila au bhala huanta.

  • @MrMaya05
    @MrMaya05 Місяць тому

    SABU TA KHAIBA AAU PAISAAA

  • @kamakalantamohapatra4015
    @kamakalantamohapatra4015 Місяць тому +11

    ତୁମ ଭଳି ନେତା ଆଗରୁ ବିଦା ହେବାର ଥିଲା, ଖିଆ ପିଆ ସାରିଲା ପରେ ଏମିତି କରନ୍ତି ,,, ଏବେ ୱାର୍ଡ ନେତା ହେବା ତୁମ ପାଇଁ ଅସମ୍ଭବ

  • @jitubenia4030
    @jitubenia4030 Місяць тому

    Sir aponoko party congress

  • @DebiprasadSahoo-re5yg
    @DebiprasadSahoo-re5yg Місяць тому

    With a focus on sustainable development and inclusive growth, the BJD has set a benchmark for governance that other states aspire to emulate.

  • @tanakadhardalai2899
    @tanakadhardalai2899 Місяць тому

    Kichi habani 2024 bjd hi asiba