Balasore People Reacts On Pratap Sarangi's Resignation | NandighoshaTV

Поділитися
Вставка
  • Опубліковано 16 вер 2024

КОМЕНТАРІ • 477

  • @bhagirathimohapatra3604
    @bhagirathimohapatra3604 3 роки тому +17

    ବିଜେଡି ଵାଲା ଖାଲି ଦିଲ୍ଲୀ ଯିବେ ପଛ ସିଟରେ ବସି ଆସିବେ ଶଳା କିଏ ତାଙ୍କୁ ବସି ବାଳରେ ପଚାରେନା 😄😄🙏

    • @niranjandas1953
      @niranjandas1953 3 роки тому +2

      ବିଜେପି ନେତା ଓଡ଼ିଶା ରେ ଥାଇ କଣ ସବୁ ଓଲଟାଇ ଦେଉଛନ୍ତି କି ଭାଇ ଦେଖୁନ, ଖାଲି ଭାଷଣ ରେ NO 1, କାମରେ................. ।

  • @suryamanisamal3793
    @suryamanisamal3793 3 роки тому +67

    ଜୀବନଶୈଳୀ ଅଉ କାମ ଅଲଗା କଥା , ଲୋକେ କଣ ପାଇଁ ଭୋଟ ଦେଇଥିଲେ, କଣ ନିମ୍ବ ଦାନ୍ତକାଠି କୁ. ପାଗଲା ଚୋଦା.

  • @santoshkumardash3543
    @santoshkumardash3543 3 роки тому +63

    ମନ୍ତ୍ରୀ ହେଲା ପରେ ମଣିଷ ଚିହ୍ନି ପାରନ୍ତି ନାହିଁ।

    • @nonsense1334
      @nonsense1334 3 роки тому +1

      ଶଳା କଣ କାମ କରିଛି ଯେ।।ପୋଷ୍ଟ ଦିନା କତେ ଖାଲି କରିଲା।।ଆଉ କହିଲା ନୋକଙ୍କୁ ପୋଷ୍ଟ କର ।।ପଇସା ନେଇ ଭୋଟ ଦିଅନା।। ପାଗଲା

    • @superfastcreation3594
      @superfastcreation3594 3 роки тому

      Right

  • @hemantasamantaraya115
    @hemantasamantaraya115 3 роки тому +41

    ପ୍ରତାପ ନନା ଆମେରିକା ଜିବେ ସେଠି ଖଲି ଗୋଟେଇବେ

  • @ranjankumarprusty6304
    @ranjankumarprusty6304 3 роки тому +68

    ପ୍ରତାପ ନାନା କର କାମ କିଛିନାହିଁ ପ୍ରବଳ ଗର୍ଵ

  • @ashokdas9613
    @ashokdas9613 3 роки тому +105

    ପ୍ରତାପ ନନା ଏବେ ଚାଇନା ର ମନ୍ତ୍ରୀ ହେବ😀😀😀

  • @rashmiranjanparida7957
    @rashmiranjanparida7957 3 роки тому +47

    ଯେମିତି କର୍ମ,,ସେମିତି ଫଳ,,ଆଉ କିଛି କହିବାର ନାହିଁ,,ଜୟ ଜଗନ୍ନାଥ 🙏🙏🙏🙏

  • @babudash1336
    @babudash1336 3 роки тому +38

    ପ୍ରତାପ ନନା ଛୁଁଛି କମ୍ପାନୀ ଗୋଟେ କରିଥିଲେ ଓଡ଼ିଶା ବାସି ଖୁସି ହୋଇ ଥାନ୍ତେ ଗର୍ବ ଅହଙ୍କାର ଖାଇଗଲା ।

  • @santoshkumardash3543
    @santoshkumardash3543 3 роки тому +76

    ବହୁତ ଗର୍ବ ହୋଇଗଲା ପ୍ରତାପ ବାବୁଙ୍କରର। P

  • @d.rajeswarpatra5043
    @d.rajeswarpatra5043 3 роки тому +1

    Many many thanx for analysis 👍

  • @samirnaik4754
    @samirnaik4754 3 роки тому +12

    ଓଡ଼ିଆ ପୁଅ ହେଇକି ସେମିତି ମନ୍ତବ୍ୟ କରିବା ଠିକନୁହେଁ , ଆମେ ଆମ ଗାଁ ର ଆଗ ସୁପୁତ୍ର ହେଇ ପରେ ଦେଶ ପାଇଁ ଜୀବନ ଦେବା

  • @RM-nz3wj
    @RM-nz3wj 3 роки тому +19

    ପ୍ରତାପ ନନାର କାମ ଟିକା ସେଣ୍ଟର ରେ ମୁଖ୍ୟମନ୍ତ୍ରୀଙ୍କ ଫଟୋଚିତ୍ର ଚିରିବା କଣ ବଡ କାମ ନୁହଁ ?😇😄🙃😊😊😉😄😄😄😄😄

  • @mastermaneesee2581
    @mastermaneesee2581 3 роки тому

    Thanks.

  • @Odisha_News_Live
    @Odisha_News_Live 3 роки тому

    Best channel. Best videos

  • @ashutoshbarik5330
    @ashutoshbarik5330 3 роки тому +20

    ମୁଖ୍ୟ କଥା ଟି ହେଲା ପତା ନା ସଫା ସୁତୁରା ନହେଇକି ଗନ୍ଧିଆ ମନ୍ଧିଆ ହେଇ କି ଦିଲ୍ଲି ଗଲେ ତାଙ୍କୁ ନରେନ୍ଦ୍ର ମୋଦୀ ଅମିତ୍ ଶା ଦୁଇ ଚାରି ଥର କହିଲେ ସଫା ସୁତର ହେଇ କି ଆସ ଶିଏ ଶୁଣିଲେ ନାହିଁ ପୋଖରୀ ରେ ଗାଧେଇକି ପାଙ୍କୁଆ ପଙ୍କୁଆ ଗନ୍ଧେଇଲେ ମୋଦି କୁ ଏଇସବୁ ଜିନିଷ ଭଲ ନଲାଗିବାରୁ ତାଙ୍କୁ ମନ୍ତ୍ରୀ ପଦରୁ ବାହାର କରି ଦେଲେ ।

  • @chiranjibsahoo7783
    @chiranjibsahoo7783 3 роки тому +15

    ତୁମେ ଯଦି Minister ହୋଇଥାନ୍ତା
    Balesor. Airport କରି ଦେଇଥାନ୍ତା
    ସିଏ କରିପାରିଲେନି
    ସବୁ ଗୋଟିଏ ନାଉର ମଞ୍ଜି

  • @hariharbarik3729
    @hariharbarik3729 3 роки тому

    Right word.

  • @Ojhabhai24
    @Ojhabhai24 3 роки тому +17

    ଫୁଟାଣୀ ପ୍ରବଳ ନନା ର

    • @smilesasmita8267
      @smilesasmita8267 3 роки тому +1

      Hm thik kahilo au bahut garba bi

    • @Ojhabhai24
      @Ojhabhai24 3 роки тому +1

      @@smilesasmita8267 ହଁ 😀😀😀

  • @satyabhau69
    @satyabhau69 3 роки тому +20

    ଶୁନ୍ୟ କାମ କରିଛନ୍ତି 😁

  • @nalinikantaacharya9741
    @nalinikantaacharya9741 3 роки тому +11

    ଖାଲି କଥା ବଡ ବଡ, କୋଉ କାମକୁ ନୁେହେଁ .....Central minister ହେଲାପରେ ବାଲେଶ୍ଵର ପାଇଁ କଣ କରିଛ... ଫାଲତୂ କାମ କରି ନିଜର value ନିଜେ ହରଉଛ.... ହଲ ହେଇଛି ବିଦା ହେଇଛ...

  • @kaushalbhoi3180
    @kaushalbhoi3180 3 роки тому +20

    ଯେଉଁ ମାନେ କହୁ ଛନ୍ତି ସେମାନେ ଭୋଟ ଦେଇ ଛନ୍ତି ????

  • @sanjibsahoo3805
    @sanjibsahoo3805 3 роки тому +1

    Aati sundear 👌👍

  • @dillipswain9741
    @dillipswain9741 3 роки тому +33

    Nana parliament Rey sloka boli... parliament Ra Vikas karithyley

  • @neuvlgrudrashubhashree9420
    @neuvlgrudrashubhashree9420 3 роки тому +38

    ବେଶେଷ କରି news 7 ଆଉ ଓଟିଭି mg ତା ପେଲ କୁ ବେଶୀ ଟେକି ଧରିଲେ

  • @ashutoshpanigrahi3573
    @ashutoshpanigrahi3573 3 роки тому +4

    Sir rabindra Jena Kan karithile tike kahantu

    • @childrencreativecenter2619
      @childrencreativecenter2619 3 роки тому

      bhai rabi jena kichhi kala ni boli nana asila .. ebe puni rabi jena ku kai khujucha ..bhai tk janata public voter boli nijaku bhabantu

  • @pharmaaim1960
    @pharmaaim1960 3 роки тому

    Right

  • @ashishkumarpanda3063
    @ashishkumarpanda3063 3 роки тому +2

    ବିଜେଡ଼ି ଚାମଚା channel ଆଉ କଣ କରିବ ବେ
    ଭଲ ଲୋକଙ୍କୁ କେବେ ରହିବାକୁ ଦେବନାହିଁ।

  • @authenticodishawildlife
    @authenticodishawildlife 3 роки тому +24

    Balasore people are politically very literate

  • @AMAODISHAAMASAHITYA
    @AMAODISHAAMASAHITYA 3 роки тому +2

    Great pratap nanaa.
    Great m p

  • @tapaskhandai
    @tapaskhandai 3 роки тому

    Badhia heichhi

  • @manaswinisatapathy6176
    @manaswinisatapathy6176 3 роки тому +6

    Let's see what the rly minister,ex collector of Bala sore aswini is doing for Bala sore

  • @niranjandas1953
    @niranjandas1953 3 роки тому +2

    ବାଲେଶ୍ୱର ବାଟ ଦେଇ daily Train ଆସୁଛି bhubaneswar କୁ, ଆଉ କଣ special train ଆସି ଥାଆନ୍ତା

  • @meditationmusic3278
    @meditationmusic3278 3 роки тому +2

    Naveen au ta ra mp mane kn alua karuchanti odisha re je....???

  • @susant...3674
    @susant...3674 3 роки тому +3

    ଅତି ଗର୍ବେ ହତାଲଙ୍କା
    MP ରୁ ବିଦା କର
    ସେ ଗୋ ମାତା ର ସେବା କରୁ 😂😂😂

  • @sakuntala3604
    @sakuntala3604 3 роки тому +9

    ନାନା ଙ୍କ ର ଗର୍ଵ ର level 101% ରହିଲା
    ଆଉ ମର୍ତ୍ୟ ରେ ନରହି ସ୍ୱର୍ଗ ରେ ରହିବା ପାଇଁ ସେ ଚେଷ୍ଟା କଲେ।
    ନାମ ନେଲେ....

  • @SanatanchattarChattar
    @SanatanchattarChattar 8 місяців тому

    ଗୋ ଚାଲାଣ ରେ ଏକ ନମ୍ୱର୍ ଚାନ୍ଦା ନେଉଛି,,,ନାମକୁ ମାତ୍ର ଜୟ ଶ୍ରୀ ରାମ

  • @Vijaymalik-c5g
    @Vijaymalik-c5g 3 роки тому

    It’s true

  • @kalipadadinda1006
    @kalipadadinda1006 3 роки тому +10

    Bjp କଥା ବଡ଼ କିନ୍ତୁ କାମରେ କିଛିବି ନାହିଁ ନନା ପରେ ଯିଏ ମନ୍ତ୍ରୀ ହେବେ balasor ରେ କେବେ ଉନ୍ନତି ହେବ ନାହିଁ

  • @dambarudharsethi1071
    @dambarudharsethi1071 3 роки тому +1

    Bhala heichi

  • @sushitkumarparida7388
    @sushitkumarparida7388 3 роки тому +5

    22 year mukhya mantri ta odisha ra devlopment kariparunahanti .nana kan karithante balesor baasi jaanti sabu

  • @sankarsanpradhan7391
    @sankarsanpradhan7391 3 роки тому +9

    Realky Pratap babu is an honest man.It doesn't matter he is a minister or not.

  • @nirmalgiri2641
    @nirmalgiri2641 3 роки тому

    Bhalo heichi

  • @sarojsamal164
    @sarojsamal164 3 роки тому

    Bhaimane sabu thick kahila👍🏻👍🏻👍🏻💯💯

  • @laxmidhara9261
    @laxmidhara9261 3 роки тому

    Very good 👍👍 kichhu kamo na karile amity hua

  • @cukacademy8813
    @cukacademy8813 3 роки тому

    Bhala haichi

  • @biswamberbhutia3280
    @biswamberbhutia3280 3 роки тому +7

    ଏଠି ସତ କହିଲେ ଓ କାମ କଲେ ଦେଶ ପାଇଁ ନିଲମ୍ବିତ ହେବାକୁ ପଡେ। ସେ ନୁଆ ନୁଆ। କେତେ ଦିନ ଭାଷଣ ଦେଵ ମୋଦି ସରକାର ସବୁ ନିଜେ କରୁଛନ୍ତି। ତେଲ ମିନିଷ୍ଟର, ଖଣି ମିନିଷ୍ଟର ଓ ରେଲ ମିନିଷ୍ଟର ସଵୁ ନାମକୁ। ନୀତିନ ଗଡକରି କୁ ଛାଡି ଦେଲେ ଵିଜେପି ରେ ସଵୁ ମୋଦି ର ଚାକର ସତ କହୁ ନାହାନ୍ତି

  • @prasantadas7051
    @prasantadas7051 3 роки тому

    Perfect analysis

  • @Anita.santosh
    @Anita.santosh 3 роки тому

    Right Decision👍👍👍☝️☝️

  • @jyotiradityamohapatra1214
    @jyotiradityamohapatra1214 3 роки тому +11

    ଏ ଶଳା ଗୁଡାକ ପଇସା ଖିଆ ,ଭଲ ଲୋକଟା କୁ ମନ୍ତ୍ରୀ ରୁ ହଟେଇ ଭାଷଣ ଦଉଛ । ଭିତର କଥା ନା ବାହାର କଥା , ତମେ ଶଳା ତ ପଶ୍ଚିମବଙ୍ଗ ରେ ଡେରା ପକାଇଲା ହାରିଲ କାହିଁକି ?

  • @rolex..lover.9375
    @rolex..lover.9375 3 роки тому

    Nice report 👌

  • @sushantakumarpradhan6758
    @sushantakumarpradhan6758 3 роки тому

    Be optimistic .

  • @M_Alisha_R
    @M_Alisha_R 3 роки тому +8

    ନନା କିଛି କାମ କରିନାହାନ୍ତି । ସିଏ ତ କହିବେ ଖାଲି , ମୁଁ ଭାରତ ର ମନ୍ତ୍ରୀ । ଓଡ଼ିଶାର କି ବାଲେଶ୍ଵର ର ନୁହେଁ । 😂😂😂

    • @babudash1336
      @babudash1336 3 роки тому +2

      ପ୍ରଥମେ ବାଲେଶ୍ଵର ପୁଅ ଜନ୍ମ ଭୂମିର ସେବାଜିଏ କରିପାରୁନି ଭାରତର କି ସେବାକରିବ।

  • @kanhanayak2687
    @kanhanayak2687 3 роки тому +1

    ନନା ବିଜେଡି କୁ ପଳା କଣ ହେଲେ ଗୋଟେ ମିଳିବ

  • @bamadevpanigrahi6378
    @bamadevpanigrahi6378 3 роки тому +1

    କଥା କୁହା କପିଳା .....ଯୋଉ ଲୋକ ବାପା ଓ ଭାଇ ର ନୁହେଁ ସେ କାହାରି ନୁହେଁ .....Balasore is shame to him.

    • @sambitpatra3706
      @sambitpatra3706 3 роки тому

      ମାଆକୁ ଆଣି ତାଙ୍କ ପାଖରେ ରଖିଥିଲେ।ଆଉ ଭାଈ କ'ଣ ସ୍ୱାର୍ଥ ପାଇଁ ଅଲଗା.. ତାହା ବାଲେଶ୍ବର ବାସୀ ଭଲ ଭାବରେ ଜାଣନ୍ତି। ତୁ କିଏ ---

    • @bamadevpanigrahi6378
      @bamadevpanigrahi6378 3 роки тому

      @@sambitpatra3706 ମୁଁ ବି ବାଲେଶ୍ବର ବାସୀ ....ଆଉ ତାର ଭାଇ ଘର ପାଖ ଅଙ୍ଗାରଗଡିଆ ମୋ ଘର .....ତୁ ଟିକିଏ ଶୋଇବା ପୂର୍ବରୁ ମୋତିକି ଶୋଇବୁ ....

  • @bunuchhotary3965
    @bunuchhotary3965 3 роки тому +12

    Nana bhasana adhika dele so bad hele....

  • @arobindaroutray745
    @arobindaroutray745 3 роки тому +10

    When the entire central government is in a failed state under the leadership of Narendra Modi, how a state minister can perform well ?

  • @ahammadrajaking2749
    @ahammadrajaking2749 3 роки тому +1

    Petrol diesel 100 helani ethi neta change karuchi modi... Sabu drama

  • @sitakantabehera3564
    @sitakantabehera3564 3 роки тому +4

    Nandighos tv pakhare kichhi New nahin??

  • @jitendracool256
    @jitendracool256 3 роки тому

    He was not capable for the post...... should he punished 👍👍👍and at last...... punished

  • @jyotiranjan5489
    @jyotiranjan5489 3 роки тому +4

    Nana
    Governor hebe
    Chhatishgarh ru

  • @obeyr8232
    @obeyr8232 3 роки тому +8

    Modern , educated leaders can do a lot ..l like u modi for your smart decision#.
    Nana was good on words but not in any developmental work . he has arrogant Nature, behavioural problems

  • @abhijitdigal1113
    @abhijitdigal1113 3 роки тому

    Ok

  • @sbsuppliers7201
    @sbsuppliers7201 3 роки тому +1

    ବାଲେଶ୍ୱର ରେ msme ର ଇଣ୍ଡଷ୍ଟ୍ରି କିଛି ହେଇନି. ନନା ଭଲ ଲୋକ. Bank ସାଥୀରେ ଯୋଜନା କରି ପ୍ରତି ଗାଁ ରୁ ପାଞ୍ଚ ରୁ ଦଶ ଜଣ ଙ୍କୁ loan ଦିଅନ୍ତୁ. ଟୋକା ଡେଇଁଲେ ସବୁ ହେବ.

  • @sambitpatra3706
    @sambitpatra3706 3 роки тому +7

    ମୟୂରଭଞ୍ଜର m.p ଙ୍କୁ ମନ୍ତ୍ରୀ କରାଗଲା...ଧର୍ମେନ୍ଦ୍ର ପ୍ରଧାନଙ୍କ ସହ ଭଲ ପଡେନି...still we r proud of NANA

    • @ashoksahoo4152
      @ashoksahoo4152 3 роки тому

      Nana nka feedback kana dei parile Sethi rahichhi katha

  • @pradeepkumarmallik4819
    @pradeepkumarmallik4819 3 роки тому

    Vala hoichi

  • @adityacreative1005
    @adityacreative1005 3 роки тому

    Nice job

  • @iam____satya
    @iam____satya 3 роки тому +3

    ନନ୍ଦିଘୋଷ ଚେନାଲ ହେଉଛି ବିଜେଡିର ଭାଇ । ପ୍ରତାପ ନାନଙ୍କ ପୂର୍ବରୁ ବାଲେଶ୍ଵର ରେ ଜଉ ବିମାନ ବନ୍ଦର କିଏ କରିଥିଲା?

  • @Anita.santosh
    @Anita.santosh 3 роки тому

    Right 👍👍👍👍👍

  • @MT_ALL_iN_ONE_2004
    @MT_ALL_iN_ONE_2004 3 роки тому

    Bhala

  • @karunakarbiswal8570
    @karunakarbiswal8570 3 роки тому +8

    ପୁରା ଠିକ୍.

  • @BahadurSoren
    @BahadurSoren 3 роки тому +5

    Budha heigola rest noba dorkar. ....

  • @shibaram605
    @shibaram605 3 роки тому

    Full right

  • @ashoklakra6209
    @ashoklakra6209 3 роки тому

    Pura right bhai 🙊👍👍👍

  • @anantaak5712
    @anantaak5712 3 роки тому

    Bhala heichhi

  • @ersudhansusatpathy3770
    @ersudhansusatpathy3770 3 роки тому

    Due to his prouding

  • @ShyamSundar-yu8hu
    @ShyamSundar-yu8hu 3 роки тому

    Bhai thik katha kahicha

  • @manoranjansahoo3825
    @manoranjansahoo3825 3 роки тому

    Thik katha

  • @youtubermm1821
    @youtubermm1821 3 роки тому

    😂😂😂 thik katha bhaina kahila

  • @sibunxgaming1517
    @sibunxgaming1517 3 роки тому +2

    Bhala hela 😂😂

  • @sanky_insan
    @sanky_insan 3 роки тому

    ଆଛା, ଯେତକ ଟ୍ରେନ କାମ କହିଲ ତାହା ନନା କଲେନି ଦୁଇ ବର୍ଷ ମନ୍ତ୍ରୀ ହେଇକି ଠିକ ହେଇଚି. ସେ ଯାହା ହୋଉ ଆଖି ଦୁଶିଆ କିଛି କାମ ହେଲାନି, ତାଙ୍କ ମନ୍ତ୍ରୀ ପଦ ଗଲା ଠିକ ଅଛି. କିନ୍ତୁ ତା ଆଗରୁ ବାଲେଶ୍ୱର ରେ କଣ କେହି ନଥିଲେ? ନନା ଦୁଇ ବର୍ଷରେ କଣ ରାମ୍ପି ପକେଇଥାନ୍ତେ?

  • @rajalaxmi-
    @rajalaxmi- 3 роки тому +2

    କର୍ମ ହିଁ ଭଗବାନ

  • @meprincess3386
    @meprincess3386 3 роки тому +2

    Yes...point is no performance and no achievement for you own area Balasore... so kick out..

  • @bhabanishankarash3358
    @bhabanishankarash3358 3 роки тому +4

    ବାକ୍ୟ ବୀର ହେବା ସହଜ, ମାତ୍ର କର୍ମ ବୀର ହେବା ସହଜ ନୁହେଁ।

  • @AjitKumar-ix2re
    @AjitKumar-ix2re 3 роки тому +4

    Nana nka ra kama nahin .. khali Dhana mondi re dhana dekhiba chhada aau kichhi kama nahin 😁😁

  • @satyanarayanjena964
    @satyanarayanjena964 3 роки тому +7

    No work in his constituency. Performance nil .2024 he is 3rd position.

  • @narendranathpati6706
    @narendranathpati6706 3 роки тому +1

    ବର୍ତ୍ତମାନ ଏ ବାକବିତଣ୍ଡା ବେକାର l ସେ ମନ୍ତ୍ରୀ ଥିବାବେଳେ ତାଙ୍କ କାର୍ଯ୍ୟ କଳାପ ବିଷୟରେ ଗଣମାଧ୍ୟମମାନେ କାହିଁକି ନିରବ ଥିଲେ l

  • @bibekanand3579
    @bibekanand3579 3 роки тому

    Vala hela

  • @debendradas7303
    @debendradas7303 3 роки тому

    Vai right katha kahi la

  • @narayandas369
    @narayandas369 2 роки тому

    ମୋଦି ବୁଝି ପାରିଲେନି,ନନା ରାଗି ଲୋକ

  • @bapunubehera5970
    @bapunubehera5970 3 роки тому

    Thik haichi

  • @SudhirKumar-sv6cm
    @SudhirKumar-sv6cm 3 роки тому +3

    2 years hela corona chhadiki jauni bikas kuadu haba..,...

  • @akashkumarsinha6924
    @akashkumarsinha6924 3 роки тому

    Thik

  • @chittachandanrout1498
    @chittachandanrout1498 3 роки тому

    Nothing happened in 15 years. You are not able to say anything about those people and you are talking about them that you have not done anything in 2 years.

  • @upsudayplayschool5205
    @upsudayplayschool5205 3 роки тому

    ସେ ଖାଲି କଥା କୁହା ମହନ୍ତ ଆଓ କାମ କରିବା ଢୋ

  • @manoranjansahoo3825
    @manoranjansahoo3825 3 роки тому +1

    Balesore basi bahut asa varasa re
    Thanku jiteeele kintu lava kana
    Phanpa mathia

  • @smartcitybhubaneswar4269
    @smartcitybhubaneswar4269 3 роки тому

    Bhala heichi gote khusi khabar milila covid time re

  • @sagarbarik6783
    @sagarbarik6783 3 роки тому

    ବାଳ କରିବ ନା😀😀😀😀😀😀

  • @gadadharbhoi2842
    @gadadharbhoi2842 3 роки тому

    Bhal hoichhi

  • @justinodisha6447
    @justinodisha6447 3 роки тому +1

    କଥା ରେ ରେଳ
    କାମ ରେ ବାଳ......

  • @ajitkumardasdas9935
    @ajitkumardasdas9935 3 роки тому

    Nana ko sandas mein problem hoa is still a problem we're is a very funny clarity to him