kalanka libhichi krusapare ll କଳଙ୍କ ଲିଭିଛି କୃଶ ପରେ ll amit pani

Поділитися
Вставка
  • Опубліковано 6 жов 2024
  • kalanka libhichi krusapare ll କଳଙ୍କ ଲିଭିଛି କୃଶ ପରେ ll amit pani #pkgospelmusic ll Prakash କ୍ରେପୁଟିକା
    ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ଅତୁଳନୀୟ ନାମରେ ଆପଣ ସମସ୍ତଙ୍କୁ, PK GOSPEL MUSIC ଚେନେଲ ତରଫରୁ ହାର୍ଦ୍ଧିକ ଅଭିନନ୍ଦନ ଓ ପ୍ରେମଭରା ନମସ୍କାର🙏, ମୁଁ ଆପଣଙ୍କ ସାନ ଭାଇ, ପାଳକ ପ୍ରକାଶ କ୍ରେପୁଟିକା, ପୁଣି ଥରେ ଆପଣ ମାନଙ୍କ ଭଲ ପାଇବା ଯୋଗୁ ଆଜି ଆଉ ଗୋଟିଏ, ଜଗତର ଉଦ୍ଧାର ନିମନ୍ତେ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ବଳିଦାନ ଉପରେ ଆଧାରିତ ଗୀତ ପ୍ରସ୍ତୁତ କରିଅଛୁ l ଯାହାକୁ କି ଖ୍ରୀଷ୍ଟିୟ ଜଗତର ସୁନାମ ଧନ୍ୟ ସୁସମାଚାର ଗାୟକ ଅମିତ ପାଣି କଣ୍ଠ ଦାନ କରିଛନ୍ତି l
    ସତରେ ବନ୍ଧୁଗଣ ପବିତ୍ର ବାଇବଲ ରେ ଲେଖାଯାଏ ......ସେ ଅବଜ୍ଞାତ ଓ ମନୁଷ୍ୟର ତ୍ୟକ୍ତ; ଦୁଃଖୀଲୋକ ଓ ଶୋକପରିଚିତ,
    ପୁଣି ମନୁଷ୍ୟମାନେ ଯାହାଠାରୁ ମୁଖ ଆଚ୍ଛାଦନ କରନ୍ତି, ଏପରି ଲୋକ ତୁଲ୍ୟ ସେ ଅବଜ୍ଞାତ ହେଲେ, ଆଉ ଆମ୍ଭେମାନେ ତାହାଙ୍କୁ ମାନ୍ୟ କଲୁ ନାହିଁ।
    ନିଶ୍ଚୟ ସେ ଆମ୍ଭମାନଙ୍କର ଯାତନାସବୁ ଧାରଣ କରିଅଛନ୍ତି ଓ ଆମ୍ଭମାନଙ୍କର ବ୍ୟଥାସବୁ ବହନ କରିଅଛନ୍ତି।
    ତଥାପି ଆମ୍ଭେମାନେ ତାହାଙ୍କୁ ଆହତ ଓ ପରମେଶ୍ୱରଙ୍କ ଦ୍ୱାରା ପ୍ରହାରିତ ଓ ଦୁଃଖଗ୍ରସ୍ତ ବୋଲି ମଣିଲୁ।
    ମାତ୍ର ସେ ଆମ୍ଭମାନଙ୍କ ଅଧର୍ମ ନିମନ୍ତେ କ୍ଷତବିକ୍ଷତ ହେଲେ ଓ ଆମ୍ଭମାନଙ୍କର ଅପରାଧ ନିମନ୍ତେ ଚୂର୍ଣ୍ଣ ହେଲେ;
    ଆମ୍ଭମାନଙ୍କର ଶାନ୍ତିଜନକ ଶାସ୍ତି ତାହାଙ୍କ ଉପରେ ବର୍ତ୍ତିଲା ଓ ତାହାଙ୍କ ପ୍ରହାରରେ ଆମ୍ଭେମାନେ ସୁସ୍ଥ ହେଲୁ।
    ଆମ୍ଭେମାନେ ସମସ୍ତେ ମେଷଗଣ ତୁଲ୍ୟ ବିପଥଗାମୀ ହୋଇଅଛୁ; ଆମ୍ଭେମାନେ ପ୍ରତ୍ୟେକେ ଆପଣା ଆପଣା ବାଟ ଆଡ଼େ ଫେରିଅଛୁ;
    ଆଉ, ସଦାପ୍ରଭୁ ଆମ୍ଭ ସମସ୍ତଙ୍କର ଅପରାଧ ତାହାଙ୍କ ଉପରେ ବର୍ତ୍ତାଇଅଛନ୍ତି।
    (ଯିଶାଇୟ 53:1, 3-6)
    ବାସ୍ତବ ରେ ଏକ ହୃଦୟ ବିଦାରକ ଘଟଣା ଉପରେ ଏହି ଗୀତଟି ପର୍ଯ୍ୟବେଷିତ ହୋଇଛି l ନିଶ୍ଚୟ ଏହି ଗୀତ ଦ୍ୱାରା ପ୍ରଭୁଙ୍କର ଗୌରବ ହେଉ l
    ଆଶା କରୁ ଏହି ଗୀତ ଆପଣ ମାନଙ୍କୁ ଭଲ ଲାଗିବ ଆପଣ ମାନେ ଶୁଣନ୍ତୁ ଓ ଅନ୍ୟ ମାନଙ୍କୁ share କରନ୍ତୁ
    SONG : KALANKA LIBHICHI KRUSAPARE
    କଳଙ୍କ ଲିଭିଛି କୃଶ ପରେ
    SINGER : AMIT PANI
    LYRICS & MUSIC : PRAKASH KREPUTIKA
    MUSIC ARREANGE: SUBHAM SAMAL
    DOP & EDIT.: AMBRAM GHANA
    POSTER: SUNAYAN SABAR wtsp no.7608983595
    RECORD: PRATIVA STUDIO CTC
    SPECIES THANKS : SALEM LIMA & LABA KIMBA
    Contact no. 9438037761
    9861547571
    #amitpanichristiansongs
    #amitbadanayakchristiansongs
    #humansagarchristiansong
    #newchristiandevotionalsongs
    #kuichristiansong
    #amitpaniofficial
    #ananyasritamnandachristiansongs
    #christmassongs
    #goodfridayspecial
    #hearttouchingchristiansongs
    #amitpanigospelsinger
    #kalankalibhichikrusapare
    #pkgospelmusic
    #prakashkreputika
    #sunatech
    #salemlimasongs
    #prativastudioctc
    !! ANTI-PIRACY WARNING !!
    ===================
    this content is copyright to PK GOSPEL MUSIC, any authorised reproduction, redistribution, re- upload,(audio or video ) is strictly prohibited of this material legal action will be taken against those who violent this copyright material presented
    stay connected to pk gospel music UA-cam channel #pkgospelmusic
    another songs link👇
    • Anadi ananta,ଅନାଦି ଅନନ...
    • jisu nitya jibita ଯୀଶୁ...
    • janamile jisu iswara, ...
    • tara chomkila ତାରା ଚମକ...
    • ଭଙ୍ଗା ନାବ BHANGA NABOl...
    • ମାସେ ଆନ୍ଦାରୀ,Mase anda...
    • ଇନ୍ତାତିଞ୍ଜି ଇନ୍ତା ଉଣ୍ଡ...
    • MONO BHONGA BINA ll ମନ...
    • New Song 2022 ଅ ଯୀଶୁ ର...
    • ରେ ମୃତ୍ୟୁ, Re mrityu, ...

КОМЕНТАРІ • 192

  • @suryamusicalband
    @suryamusicalband Рік тому +17

    ଯେଣୁ ଆମ୍ଭମାନଙ୍କୁ ଈଶ୍ବରଙ୍କ ନିକଟକୁ ଆଣିବା ପାଇଁ ଖ୍ରୀଷ୍ଟ ମଧ୍ୟ ଧାର୍ମିକ ହୋଇ ଅଧାର୍ମିକମାନଙ୍କ ନିମନ୍ତେ ପାପ ହେତୁ ଥରେ ମୃତ୍ୟୁଭୋଗ କଲେ। ସେ ଶରୀରରେ ମୃତ୍ୟୁଭୋଗ କଲେ ସତ, କିନ୍ତୁ ଆତ୍ମାରେ ଜୀବିତ ହେଲେ; 😭😭😭🙏🙏✝️

  • @joshmitabrother6637
    @joshmitabrother6637 Рік тому +2

    Praise the lord again

  • @pitarbehera275
    @pitarbehera275 Рік тому +2

    Praise the lord 🙏

  • @parsuramsagariaofficial1408
    @parsuramsagariaofficial1408 Рік тому +2

    Praise the lord 😭🙏✝️

  • @mojeshnilapu3180
    @mojeshnilapu3180 Рік тому +2

    Praise the lord 🙏 sir thank you very much 🙏👍💐

  • @sagarpradhan5724
    @sagarpradhan5724 Рік тому +2

    Praise the lord.

  • @rajatangaranga788
    @rajatangaranga788 Рік тому +2

    Praise the lord sir

  • @kailashnayak9212
    @kailashnayak9212 Рік тому +1

    Praise the lord

  • @ajaymusical9133
    @ajaymusical9133 Рік тому +2

    Praise the Lord singers sir

  • @kailashmajhi6131
    @kailashmajhi6131 Рік тому +3

    ✝️Praise the lord sir 🙏🙏

  • @kiranbagh1415
    @kiranbagh1415 Рік тому +1

    Very very nice song praise the Lord

  • @u.kgodblessyou742
    @u.kgodblessyou742 Рік тому +1

    Nice song 🙏🏼🙏🏼🙏🏼👌🏻👌🏻💐💐💐

  • @susajitmanohar6263
    @susajitmanohar6263 Рік тому +5

    ବହୁତ ସୁନ୍ଦର ଏବଂ ଅର୍ଥପୂର୍ଣ ଗୀତ..
    ଅତି ସୁନ୍ଦର ଗାୟନ ଶୈଳୀ ଏବଂ ବହୁତ ସୁନ୍ଦର ଗୀତ ଲେଖା..
    ପ୍ରଭୁ ଏହି ଗୀତ ଦ୍ୱାରା ଗୌରବ ପାଉନ୍ତୁ..
    ଧନ୍ୟବାଦ 🙏

    • @pkgospelmusic6872
      @pkgospelmusic6872  Рік тому

      ଆମେନ....
      ଆମକୁ ଉତ୍ସାହିତ କରିଥିବାରୁ ଆପଣଙ୍କୁ ମଧ୍ୟ ଧନ୍ୟବାଦ 🙏

  • @jitendramajhi7463
    @jitendramajhi7463 Рік тому +2

    Meaning full song

  • @fakirdasanandaananda7979
    @fakirdasanandaananda7979 Рік тому +1

    Heart touching very beautiful song god bless all music group

  • @RathodDigal-bl2ie
    @RathodDigal-bl2ie Рік тому +1

    Nice Beautyful song

  • @isakkreputika8650
    @isakkreputika8650 Рік тому +3

    Hoo mining full song. praise the Lord

  • @krishnasabar8754
    @krishnasabar8754 Рік тому +1

    Super song

  • @dibyabagha64
    @dibyabagha64 Рік тому +5

    ବହୁତ ସୁନ୍ଦର ଗୀତ ଯେତେ ଶୁଣିଲେ ମଧ୍ୟ ପୁଣିଥରେ ଶୁଣିବାକୁ ଇଚ୍ଛା ଲାଗୁଛି ଆମେନ 🙏🙏

    • @pkgospelmusic6872
      @pkgospelmusic6872  Рік тому

      ଧନ୍ୟବାଦ, ପ୍ରଭୁଙ୍କର ଗୌରବ ହେଉ

  • @premchandbagh8109
    @premchandbagh8109 Рік тому +1

    Sir PREAIS the Lord. So. Veri. Veri. Naic. Soing singnging liriks🎤

  • @beautymallick6153
    @beautymallick6153 Рік тому +1

    Praise the lord 🙏🙏🙏

  • @subashmajhiofficial8641
    @subashmajhiofficial8641 Рік тому +2

    Mamu pravunka mahirthe bahuta vala heichhi God bless you

  • @akbsyoutubemedia4681
    @akbsyoutubemedia4681 Рік тому +1

    Achha hai song 👍👍👍

  • @epriyambhuyan5899
    @epriyambhuyan5899 Рік тому +1

    Very nice songs god bless you ♥️♥️🌹👍

  • @rajendrapatamajhi5287
    @rajendrapatamajhi5287 Рік тому +1

    Very very nice song and voice priase tha lord

  • @rangalifestyle143
    @rangalifestyle143 Рік тому +4

    ବହୁତି ହୃଦୟ ସ୍ପର୍ଶି ହେଇଛି ଆଜ୍ଞା ଆଗକୁ ଚାଲନ୍ତୁ (ଆମେନ)

  • @kapilmajhi6586
    @kapilmajhi6586 Рік тому +3

    ଗୀତ ବହୁତ୍ ଭଲହେଇଛି ସାର ପ୍ରଭୁ ଆଶିର୍ବାଦ କରନ୍ତୁ

  • @sushantkumarkimbaka-tn2yp
    @sushantkumarkimbaka-tn2yp Рік тому +3

    Praise the lord 🙏 ଗୀତ ଟି ବହୁତ ସୁନ୍ଦର ଏବଂ ହୃଦୟସ୍ପର୍ଶୀ ହୋଇଛି ଏହାକୁ ଯେତେ ଶୁଣିଲେ ସେତେ ବେଶୀ ଭଲ ଲାଗୁଛି । କାରଣ ଲେଖା କଣ୍ଠ ଦାନ ଏବଂ ସଙ୍ଗୀତ ବହୁତ ବଢ଼ିଆ ହୋଇଛି l 👌✍️ ଆଗକୁ ଆହୁରି ଏପରି ଭଲ ଭଲ ହୃଦୟସ୍ପର୍ଶୀ ଗୀତ ରଚନା କରିବା ନିମନ୍ତେ ପ୍ରଭୁ ଆପଣଙ୍କୁ ସାହାଯ୍ୟ କରନ୍ତୁ ଧନ୍ୟବାଦ୍ ✍️👌👍💯

    • @pkgospelmusic6872
      @pkgospelmusic6872  Рік тому +1

      ଉତ୍ସାହ ଦେଇ ଥିବାରୁ ଆପଣଙ୍କୁ ଧନ୍ୟବାଦ

  • @sanjaygaradia7279
    @sanjaygaradia7279 Рік тому +1

    Wah a lyrics

  • @ଭାଈଗୀତଭଲଅଛିନାଚିବାରଠିକିନାହିଁ

    ପ୍ରଭୁ ଏହି ଗୀତ ଲେଖକକୁ ଓ ଗାଇଥିବା ସାର୍ କୁ ଆଶ୍ରୀବାଦ କରୁ

  • @BekarPilaa-fi5pc
    @BekarPilaa-fi5pc Рік тому +1

    ଗୀତ ତ ବହୁତ ଭଲ ହେଇଛି ସତରେ ଆମ ପାଇଁ କେତେ ଯେ କଷଣ ସହିଛନ୍ତି 😭😭😭😭😭😭😭😭

  • @sidhalaldongri3929
    @sidhalaldongri3929 Рік тому +2

    Praise the Lord 🙏ହାଲେଲୁୟା 🙏

  • @rajsangramsingh223
    @rajsangramsingh223 Рік тому +1

    Nice song

  • @paschimodalbehera6161
    @paschimodalbehera6161 Рік тому +1

    God bless you very nice voice good song 🎵 🙏

  • @ayubamajhi2110
    @ayubamajhi2110 Рік тому +3

    ଆଜି ଅତ୍ୟନ୍ତ ଆନନ୍ଦିତ ଏକ ନୂଆ ଗୀତଟି ଖ୍ରୀଷ୍ଟ ଯୀଶୁ ଙ୍କର କ୍ରୁଶର ଯତ୍ରଣା
    ଉପରେ ଆଧାରିତ ଗୀତ ମଧ୍ୟମରେ ଆମ୍ବମାନ ଙ୍କୁ ସଚେତନ କରୁଥିବାରୁ ପ୍ରଭୁ
    ଆପଣଙ୍କୁ ଆଶିର୍ବାଦ କରନ୍ତୁ ଆମେନ୍

  • @ajayamajhiofficial8175
    @ajayamajhiofficial8175 Рік тому +1

    Amen

  • @bihunu.khillo3470
    @bihunu.khillo3470 Рік тому +3

    Praise God amen amen amen amen hallelujah hallelujah..

  • @mithunranasingh-vb7oe
    @mithunranasingh-vb7oe Рік тому +1

    Very nice song God bless you sir

  • @smjadingi143
    @smjadingi143 Рік тому +3

    ସାର ଏହି ଗୀତ ମୋର ଅତି ପ୍ରିୟ ହୋଇଛି,ତେଣୁକରି ଏହି ଗୀତର koraoke ଆବଶ୍ୟକ plz uploud କରନ୍ତୁ

  • @sunamajhiofficial8703
    @sunamajhiofficial8703 10 місяців тому +1

    Praisethe Lord 🙏🙏👍👍👌👌

  • @dillipkumar-vz3jt
    @dillipkumar-vz3jt Рік тому +1

    JESUS save you. .....Amen

  • @praiseofficiel1853
    @praiseofficiel1853 Рік тому +1

    Parise the Lord 🙏🙏❤️👌👌

  • @simankimbaka5406
    @simankimbaka5406 Рік тому +2

    Praise the lord sir heart touching so beutiful devotional song God blesse you ✝️ 👍👍👍

  • @raghabapradhan7088
    @raghabapradhan7088 Рік тому +1

    Very nice song

  • @KOBITA5559
    @KOBITA5559 Рік тому +2

    ମୋର ପାପ ଅଗଣିତ ବୋହି ନେହିଛି 😢😢😢😢😢My Lord Jesus

  • @prasantduburkaofficial2318
    @prasantduburkaofficial2318 Рік тому +1

    Good lyrics &completion

  • @sunitkumarnayakofficial466
    @sunitkumarnayakofficial466 Рік тому +3

    So nice... Praise the lord...

  • @BathuelNayak12
    @BathuelNayak12 Рік тому +1

    ଅତି ସୁନ୍ଦର ପ୍ରେରଣା ଦାୟକ ଗୀତ। ପ୍ରଭୁଙ୍କର ଗୌରବ ହେଉ 🎉

  • @sklgospelmusickvishal6250
    @sklgospelmusickvishal6250 Рік тому +1

    Verry nice song god bles you

  • @Lovelypradhan2258
    @Lovelypradhan2258 Рік тому +1

    Thank Jesus

  • @hemantiharijan2653
    @hemantiharijan2653 Рік тому +1

    Bahut bahut sundar hechi gita God bless you all amen halleluya 🙏

  • @samuelmajhi2258
    @samuelmajhi2258 Рік тому +2

    God bless you Amit pani sir...Nice song 🙏🙏🙏🙏🙏🙏🙏🙏

  • @padmanhanu3401
    @padmanhanu3401 Рік тому +2

    Praise the Lord🙏🙏🙏 nice song

  • @sudammajhi1769
    @sudammajhi1769 Рік тому +1

    Prabhunkara mahima heu jai masih ki🙏🙏🙏🙏

  • @pradeepmajhi8
    @pradeepmajhi8 Рік тому +3

    Nice song 👌👌👌👌👌 God bless you sir

  • @ramahikakaramahikaka8848
    @ramahikakaramahikaka8848 Рік тому +1

    Thank you sri ଗୀତ ବୋଉତ ସୁନ୍ଦର ହେଇଚି

  • @rakeshroshannayak7533
    @rakeshroshannayak7533 Рік тому +2

    Very heart touching devotional song. Thank you sir.

  • @SurendraSurendra-ym8mi
    @SurendraSurendra-ym8mi 2 місяці тому +1

    God bless you Amit Pani sir

  • @sangitakerketta7049
    @sangitakerketta7049 Рік тому +3

    Beautiful heart touching song , voice is super . Congratulations ❤🎉❤

  • @Amit-qz5xl
    @Amit-qz5xl Рік тому +1

    Mora priy singer

  • @sudishtechnical9527
    @sudishtechnical9527 Рік тому +2

    Very nice heart touching song praise the LORD 🙏🙏🙏

  • @tangadakradika6153
    @tangadakradika6153 Рік тому +1

    ଏହି ଗୀତ ଦ୍ଵାରା ପ୍ରଭୁଙ୍କ ଗୈାରବ ହେବ ବୋଲି ବିଶ୍ବାସ ରହିଛି ଧନ୍ୟବାଦ ଅର୍ପଣ କରୁଛି

    • @pkgospelmusic6872
      @pkgospelmusic6872  Рік тому

      ନିଶ୍ଚୟ ପ୍ରଭୁଙ୍କର ଗୌରବ ହେବ.. ଆପଣଙ୍କ ସହଯୋଗ ଆବଶ୍ୟକ

  • @RanjeetGuntha-hb7ip
    @RanjeetGuntha-hb7ip Рік тому +1

    So nice song

  • @pkentertainmentinformative1712

    God bless you all the team

  • @RahulDangri-vs8je
    @RahulDangri-vs8je Місяць тому

    Very very heart' taching song hallelujah praise the lord 🙌

  • @kabirajbardhan2363
    @kabirajbardhan2363 Рік тому +1

    Excellent song May God bless you all.

  • @misael-hc9gf
    @misael-hc9gf Рік тому +2

    Praise the lord ,❣️♥️💞 Amen

  • @shyamjagaranga1103
    @shyamjagaranga1103 Рік тому +1

    Nice songa

  • @Rev545
    @Rev545 Рік тому +3

    Nice 👍 song, good voice and meaningful song.

  • @gibbsrao3284
    @gibbsrao3284 Рік тому +2

    Glory to God.

  • @sanchalitapani638
    @sanchalitapani638 Рік тому +6

    Praise be to God almighty.

  • @upendrasikaka-vq1ui
    @upendrasikaka-vq1ui Рік тому +1

    God bless u so nice song...

  • @estoripradhan6932
    @estoripradhan6932 Місяць тому +1

    ବହୁତ ସୁନ୍ଦର ହେଇଛି ସାର ପ୍ରେସ ଦାଲୋଡ୍

  • @andriyagorda6836
    @andriyagorda6836 Рік тому +1

    ଗୀତ ବହୁତ ସୁନ୍ଦର ହେଇଛି

  • @rock668
    @rock668 Рік тому +1

    Like 💖💖💖💖💖💖💯

  • @godisgoodofficial6972
    @godisgoodofficial6972 Рік тому +3

    What a song ...heart breaking ..so anointed voice ..love you...

  • @asishmuthamajhiofficial
    @asishmuthamajhiofficial Рік тому +2

    Nice

  • @janabilima8130
    @janabilima8130 Рік тому +1

    So nice heart touching 🎧

  • @koinoniasermon7965
    @koinoniasermon7965 Рік тому +1

    Beautiful song

  • @mahendrapm3228
    @mahendrapm3228 Рік тому +5

    Very beautiful song❤❤praise the lord.

  • @humanepatro9629
    @humanepatro9629 Рік тому +1

    Praise the lord 🙏🏾👌🙏🏾🙏🏾🙏🏾 bohuto bohuto Bhala haechhi song 🙏🏾 sang amen

  • @SaraBaliarsingh
    @SaraBaliarsingh 4 місяці тому

    Hallelujah Praise the Lord 🙏

  • @pramila7343
    @pramila7343 Рік тому +2

    So beautiful with heart touching
    Song sir... Amen

  • @japetpani4909
    @japetpani4909 Рік тому +1

    Jai mashi thank you

  • @asonisahoo1474
    @asonisahoo1474 Рік тому +1

    Manibaku,padila
    Very,very,nice

  • @sanjaygaradia7279
    @sanjaygaradia7279 Рік тому +1

    Keep it on..

  • @ifsanpani5866
    @ifsanpani5866 Рік тому +2

    Awesome Voice Amit Bhai,Mighty God be with u always, Praise God

  • @two20ankit8
    @two20ankit8 Рік тому +1

    He prabhu ashribad kara 🙏😭😭😭😭 mo pain kete Kosta sahi thilo
    Khyama kara prabhu 😭😭😭🙏

    • @pkgospelmusic6872
      @pkgospelmusic6872  Рік тому

      ବାସ୍ତବ ରେ.... ଆପଣ ଠିକ ଅନୁଭବ କରିଛନ୍ତି, ସେହି ପ୍ରଭୁ ଙ୍କ କୃଶୀୟ ଦାରୁଣ

  • @prafullanayak9579
    @prafullanayak9579 Рік тому +1

    ପ୍ରଭୁଙ୍କର ଗୌରବ ହେଉ 🙏

  • @sunititoppolyfstle4121
    @sunititoppolyfstle4121 Рік тому +1

    God bless you Bhai Amit.parameswara apanku ahuri adhika tanka mahima nimante bebahara korontu.❤❤

  • @AjitMallick2000
    @AjitMallick2000 Рік тому +2

    Prass tha Lord sir hallelujah✝️🙌 ବହୁତ ଭଲ ଗୀତ ଲୁକ=24-6-7 6 ସେ ଏଠାରେ ନାହାନ୍ତି, ମାତ୍ର ଉଠିଅଛନ୍ତି। “ମନୁଷ୍ୟପୁତ୍ରଙ୍କୁ ଯେ ଅବଶ୍ୟ ପାପୀମାନଙ୍କ ହସ୍ତରେ ସମର୍ପିତ ହୋଇ କ୍ରୁଶରେ ହତ ହେବାକୁ ଓ ତୃତୀୟ ଦିବସରେ ପୁନରୁତ୍ଥାନ କରିବାକୁ ହେବ,” 7 ଏହି ଯେଉଁ ବାକ୍ୟ ସେ ଗାଲିଲୀରେ ଥିବା ସମୟରେ ତୁମ୍ଭମାନଙ୍କୁ କହିଥିଲେ, ତାହା ସ୍ମରଣ କର /

  • @subarnamasih3779
    @subarnamasih3779 Рік тому +2

    Amazing lyrics and composition ✝🙏🙌

  • @SrihariRaita-ll3ms
    @SrihariRaita-ll3ms Рік тому +1

    Good and impression. Really attractive song..

  • @PurnimaBhuyan-p1j
    @PurnimaBhuyan-p1j 8 місяців тому +1

    God bleesyou

  • @biswanathkimbaka6510
    @biswanathkimbaka6510 Рік тому +1

    God bless you 🙏

  • @br.akpofficialchanneldarin2264

    ❤❤❤ ଅତି ସୁନ୍ଦର ହେଇଛି ❤❤ God bless you all...

    • @pkgospelmusic6872
      @pkgospelmusic6872  Рік тому

      ଧନ୍ୟବାଦ 🙏 ପ୍ରଭୁଙ୍କର ଗୌରବ ହେଉ

  • @Sumiofficial243
    @Sumiofficial243 Рік тому +3

    What a meaning full my Jesus song..... Amen 🙏🙏

  • @santanmajhi-nw4lq
    @santanmajhi-nw4lq Рік тому +1

    Ameen

  • @ranjeetharijan1047
    @ranjeetharijan1047 Рік тому +1

    Sir kono koibi, 😭😭😭😭
    Bohut Sundar gito...

  • @ananddigalofficial
    @ananddigalofficial Рік тому +1

    Nice song❤❤