Berhampur Gangrape Case | BJP accuses police of shielding BJD youth leaders

Поділитися
Вставка
  • Опубліковано 20 вер 2024
  • #ଘଟଣାକୁ_ନେଇ_ବିଜେପି_ଆଣିଲା_ସାଂଘାତିକ_ଅଭିଯୋଗ
    ବ୍ରହ୍ମପୁରରେ ଜଣେ ପ୍ଲସ୍ ଟୁ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣାରେ ନୂଆ ମୋଡ। ଗତ ସପ୍ତାହେ ଧରି ଲଗାତର ପ୍ରତିବାଦ ପରେ ପୋଲିସ ବିରୋଧରେ ସାଂଘାତିକ ଅଭିଯୋଗ ଆଣିଛି ବିଜେପି ମହିଳା ମୋର୍ଚ୍ଚା।
    #Berahampur #BJP #BJD #Student #OTV #OdishaTV
    OdishaTV is Odisha's no 1 News Channel. OTV being the first private satellite TV channel in Odisha carries the onus of charting a course that behoves its pioneering efforts.
    Accordingly its charter objectives are FREE, FAIR and UNBIASED. OTV delivers reliable information across all platforms: TV, Internet and Mobile.
    Stay tuned for all the breaking news !
    Visit Our Website odishatv.in/
    News In Odia: otvkhabar.in/
    Android App: bit.ly/OTVAndr...
    iOS App: bit.ly/OTViOSApp
    Watch Live: odishatv.in/li...
    UA-cam: goo.gl/Ehz6OP
    Watch our latest news in English: bit.ly/3wTgKxc
    Facebook: / otvkhabar
    OTV English Facebook : / otvnews
    Telegram @otvtelegram @otvkhabar
    Twitter: / otvnews
    Instagram: / otvnews
    #OdishaTV #OTV

КОМЕНТАРІ • 288

  • @Jigyanshoo
    @Jigyanshoo 4 місяці тому +175

    ଭ୍ରଷ୍ଟାଚାର ର ଶେଷ ସୀମା ପାରି କରିଗଲାଣୀ BJD। ଏ ଥର ଏ ମାନଙ୍କୁ ହଟାଇ ବାକୁ ପଡ଼ିବ

  • @krishnadash4569
    @krishnadash4569 4 місяці тому +83

    ଏମିତି ବହୁତ୍ କ୍ରାଇମ୍ ଫାଇଲ୍ ଅଛି ଓଡ଼ିଶା ରେ BJD ନେତା ମାନେ ସମ୍ପୃକ୍ତ କିନ୍ତୁ ପୋଲିସ୍ କିଛି କରିନାହିଁ, ବର୍ତ୍ତମାନ ସମୟ ଆସିଛି BJD hatao,ନହେଲେ ଏମିତି ଶିକାର ହୁଅ. ଆପଣ ମାନେ କୁଶିତ.

  • @ajayabehera155
    @ajayabehera155 4 місяці тому +139

    ଓଡ଼ିଶା ମାଗୁଛି ପରିବର୍ତ୍ତନ

  • @dcreative2544
    @dcreative2544 4 місяці тому +269

    ବିଜେଡି ହଟାଅ ଓଡିଶା ବଞ୍ଚାଅ

    • @Rohit39076
      @Rohit39076 4 місяці тому

      Bjp hatau desh bachau

  • @niranjanrout7717
    @niranjanrout7717 4 місяці тому +125

    ବିଜେଡି ସରକାର ହାତ ରହିଛି

  • @villegeboypintu87146
    @villegeboypintu87146 4 місяці тому +71

    ଏହା ପ୍ରଥମ ଘଟଣା ନୁହେଁ

  • @bidyadharpadhan9532
    @bidyadharpadhan9532 4 місяці тому +58

    ସବୁ ସତ କଥା, ତମ ବିଜେଡି କେଉଁଭଳି ଆଗରୁ ଜାଣିଛନ୍ତି ଲୋକ

  • @himanshuvlog8448
    @himanshuvlog8448 4 місяці тому +170

    BJD hatao odisha bachao

    • @Rohit39076
      @Rohit39076 4 місяці тому

      Bjp hatau desh bachau

  • @villegeboypintu87146
    @villegeboypintu87146 4 місяці тому +73

    ଓଡ଼ିଶାରେ ନ୍ୟାୟ ପାଇବା ବଡ କଷ୍ଟ

  • @artistfakirmohan9670
    @artistfakirmohan9670 4 місяці тому +22

    ଅନ୍ୟାୟ ଅନ୍ୟାୟ ଅନ୍ୟାୟ,,,,,
    ପରୀ, ବେବିନା, ପୀହୂ, ମମିତା, ଆଉ ଏବେ ପୁଣି ଆଉ ଗୋଟେ ନାରୀ, ଭଗବାନ୍ କେବେ ସହିବେନି ଏ ଅଧର୍ମ କୁ, ରାମାୟଣ ରେ ନାରୀ ପାଈଁ ରାବଣ ମଲା, ମହାଭାରତ ରେ ନାରୀ ପାଇଁ କୌରବ ସାମ୍ରାଜ୍ୟ ଧ୍ଵଂସ ପାଇଲା ଆଉ କଳି ଯୁଗରେ ଏହି ନାରୀ ମାନଙ୍କ ପାଇଁ BJD ସରକାର ଧ୍ଵଂସ ହେବ, ନୃପତି (ରାଜା) ହୋଇ ଯିଏ ନ୍ୟାୟ ରେ ଅନ୍ତର କରେ ସେ ନର୍କ କୁ ଯିବ, ଭୀଷ୍ମ, କର୍ଣ୍ଣ, ବି ଜ୍ଞାନୀ ଥିଲେ କିନ୍ତୁ ଅନ୍ୟାୟ ର ସାଥ ଦେଲେ ସେମାନେ ବି ଦଣ୍ଡ ପାଇଲେ, କିନ୍ତୁ ଦୁଃଖ ର କଥା ମଣିଷ ଜାଣିଛି ଏ କର୍ମ କଲେ ନିଜେ ବିନାଶ ହେବ, ହେଲେ ବି ଏ ଭ୍ରଷ୍ଟାଚାର ସରକାର ଏମିତି କୁକର୍ମ କରୁଛି, ଛି ରେ ଧୃତରାଷ୍ଟ୍ର ନବିନ ନିଜ ସିଂହାସନ ଲୋଭ ରେ ଏମିତି କେତେ ଦ୍ରୌପଦୀ ର ବସ୍ତ୍ର ହରଣ କରିବୁ, ତୋର ସାମ୍ରାଜ୍ୟ ଧ୍ଵଂସ ପାଇଯିବ ଏ ନାରୀ ମାନଙ୍କ ଲୁହ ରେ,,,,, ନୃସିଂହ ପୁରାଣ କହେ,, "କେଉଁ ମାନେ ନର୍କ କୁ ଯାଆନ୍ତି"- "" ନୃପତି ହୋଇ ଯେ କରେ ନ୍ୟାୟ ରେ ଅନ୍ତର, ପତି ତେଜି ପତ୍ନୀ ଯେବେ ଲଭେ ଅନ୍ୟ ନର,"" ଏ ଦୁର୍ନୀତି ସରକାର କୁ ବିଦାୟ କର ଓଡିଶା ବାସି ନହେଲେ ଆଗାମୀ 5 ବର୍ଷ ପର୍ଯ୍ୟନ୍ତ ଏହିପରି ଅନେକ ନାରୀ ଙ୍କ ଜୀବନ ଚାଲିଯିବ ହେଲେ ଦୋଷୀ ଦଣ୍ଡ ପାଇବନି, ହୁଏତ ଆପଣଙ୍କ ଝିଅ, ବୋହୁ, ମା, ଭଉଣୀ, ଙ୍କ ସହ ବି ହୋଇପାରେ, କିନ୍ତୁ ଏ ସରକାର ତାହାକୁ ଲୁଚେଇଦେବ, ସେତେବେଳେ 5 ବର୍ଷ ପର୍ଯ୍ୟନ୍ତ ଆପଣ ନ୍ୟାୟ ପାଇ ପାରିବେନି,,,, ଜୟ ଜଗନ୍ନାଥ ❤❤❤

  • @prateekmohanty8813
    @prateekmohanty8813 4 місяці тому +41

    ଆଇନ ଏଠି ପ୍ରଶାସନ ଓ ରାଜନୀତି ହାତରେ ବନ୍ଧା, ଜନତା ଏଠି ଖପା |

  • @ndr51
    @ndr51 4 місяці тому +38

    ସେହି ରେପିଷ୍ଟ କୁ ମଧ୍ୟ ପୁଣି ଥରେ ଗିରଫ କରାଯାଉ

  • @SusilSahu-yl3cn
    @SusilSahu-yl3cn 4 місяці тому +19

    ତମେ ପୋଲିସ ମାନେ ସବୁ କୁକୁର ହେଇଗଲାଣି ନେତା ଙ୍କର , ତମର ଆଉ ଇଜ୍ଜତ ନାହିଁ, ଆମ ଘର ଆଗରେ ଆଶା ଭୋକିବ ନହେଲେ ତମ ର କୋଉ ଝିଅ ଥିବ ବେଳେ ବିକ୍ରମ ଜେନା ପାଖକୁ ଛାଡ଼ି ଦିଆ ରାତି କଟେଇବା ପାଇଁ ତାହେଲେ ଗୋଟେ ବାପା ର ଦୁଃଖ ଜାଣିପାରିବ😢😢😢😢

  • @skscraftindia5127
    @skscraftindia5127 4 місяці тому +65

    Bjd thile amiti hi heba

  • @kunalbehera5028
    @kunalbehera5028 4 місяці тому +8

    ତାହେଲେ ସତ କଣ କହୁ ବିଜେଡି,, ତାମିଲ୍ ଶାସନ ରେ କେହି ବି ସୁରକ୍ଷିତ ନୁହେଁ, ଓଡ଼ିଶା ବଞ୍ଚାଅ ଓଡ଼ିଆ ଜାତି କୁ ରକ୍ଷା କର. ଜୟ ଜଗନ୍ନାଥ 🙏

  • @E_motivation_
    @E_motivation_ 4 місяці тому +7

    Bjd ହଟାଅ ଓଡ଼ିଶା ବଞ୍ଚାଅ ଆମକୁ Yogi Adityanath ଭଳି CM ଦରକାର ଜୟ ଜଗନ୍ନାଥ ❤🚩🙏🏻

  • @skmstorywriter6400
    @skmstorywriter6400 4 місяці тому +35

    ପୋଷା ପାଣ୍ଡୁ ପୁଅ ମାନେ ଦୋଷୀ, ଛି ଛି ରେ ହିଞ୍ଜଡା ମାନେ ଏଇ ପାଇଁ ପାଣ୍ଡୁ ପୁଅ ଘରେ ଘରେ

  • @chikuncollection440
    @chikuncollection440 4 місяці тому +8

    ବିଜେଡ଼ିର ଅଗଣତାନ୍ତ୍ରିକ କାର୍ଯ୍ୟକଳାପ ବଢ଼ିବାରେ ଲାଗିଛି ଓଡ଼ିଶା ବାସି ଏଥର ନିହାତି ଉଚିତ୍ ଦଣ୍ଡ ଦେବେ ବୋଲି ମୁଁ ଆଶା କରୁଛି

  • @litunmallik204
    @litunmallik204 4 місяці тому +22

    ଏପରି ଓଡ଼ିଆ ପୋଲିସ

  • @itsUmacreations
    @itsUmacreations 4 місяці тому +44

    BJD hatao Odisha banchao
    Jay Jagannath 🙏

  • @hiranmayisarangi4496
    @hiranmayisarangi4496 4 місяці тому +47

    ଓଡିଶା ପୋଲିସ କଳଙ୍କିତ

  • @lipsa263
    @lipsa263 4 місяці тому +38

    bjd hatao

  • @DIPAKKUMAR-zv9pp
    @DIPAKKUMAR-zv9pp 4 місяці тому +18

    BJD ହଟାଓ ରାଜ୍ୟ ବଞ୍ଚାଅ

  • @Vikash-r9u
    @Vikash-r9u 4 місяці тому +14

    No justice in odisha.

  • @pabitranath5075
    @pabitranath5075 4 місяці тому +30

    Sujogo asichi bjd hatao odisha banchao tamili hatao odisha banchao

  • @rajcreation9061
    @rajcreation9061 4 місяці тому +6

    ଓଡ଼ିଶାର ରେ up ସରକାର ଭଳି ଶାସନ ଦରକାର । ବିଜେଡ଼ି ହଟାଅ ଓଡ଼ିଶା ବଞ୍ଚାଓ ।

  • @kamalakanta.vlogging.channel
    @kamalakanta.vlogging.channel 4 місяці тому +21

    Bjd hatao

  • @khoditakumarpani1870
    @khoditakumarpani1870 4 місяці тому +9

    Yogi darkar sasan ..1day re Gunda nisadi badmash nku size karidebe..... Yogi sasana darkar police power re aasiba.... no arrest no jail.....only encounter ..no 🦜 talk ....

  • @brajeswarisingh909
    @brajeswarisingh909 4 місяці тому

    ହେ ପ୍ରଭୁ , କି ଚାଲିଛି ଏଇ ନୀତି ଝିଅ ବୋହୁ ବାହାର ଚାଲିବେନି, ପ୍ରଭୁ ନ୍ୟାୟ ଦେବ

  • @bishnuprasadsundara1641
    @bishnuprasadsundara1641 4 місяці тому +10

    😮😮😮he ପ୍ରଭୁ

  • @maheswarbehera6707
    @maheswarbehera6707 4 місяці тому +3

    Maa Giha nku Encounter karidia re

  • @tanishapradhan4228
    @tanishapradhan4228 4 місяці тому +1

    ମୋର ଓଡିଶାର ପ୍ରିୟ ଭାଇ ଓ ଭଉଣୀମାନେ....
    1) ମଣିପୁର, ଲାଦାଖ୍ ଭଳି BJP ଶାସିତ ରାଜ୍ୟରେ ଯେଉଁ ଲଜ୍ୟାକର ଅନୈତିକତା କାର୍ଯ୍ୟରେ BJP ପଦକ୍ଷେପ ନେବା ବଦଳେ ମୁଢ ହୋଇ ରହିଛି ତାହା କଣ ତୁମକୁ ଦେଖାଯାଉ ନାହିଁ କି!
    2)ବର୍ତ୍ତମାନ ଦେଶରେ କୋଉଠି ମଧ୍ୟ ନାରୀ ସମାଜ ସୁରକ୍ଷିତ ନାହିଁ। ଆଶ୍ଚର୍ଯ୍ୟ ଲାଗେ ଯେ, ସଦ୍ୟ ପ୍ରକାଶିତ ରିପୋର୍ଟ ଅନୁଯାୟୀ ବର୍ତ୍ତମାନ BJP ଶାସିତ ରାଜ୍ୟ ଗୁଡିକ ହିଁ ନାରୀ Rape Case ତାଲିକାରେ ସବା ଉପରେ ରହିଛି। ପୁଣି ଏହା ମଧ୍ୟ ଦେଖୁବାକୁ ମିଳିଛି ଯେ କେବଳ BJP ଶାସିତ ରାଜ୍ୟ ଗୁଡିକରେ ହିଁ ଅଶିକ୍ଷିତ ଓ ବେକାରୀ ମାନଙ୍କ ସଂଖ୍ୟା ସର୍ବାଧୂକ।
    3) ଓଡିଶାରେ ରୋଜଗାରର ସୁବିଧା ନାହିଁ ବୋଲି ଓଡିଶାବାସୀ ମାନେ ଯେଉଁ BJP ଶାସନ ଉପରେ ଆଶା ରଖୁଛନ୍ତି କେବେ ସେମାନେ ଜାଣିବାକୁ ଚେଷ୍ଟା କରିଛନ୍ତି କି, ଆମ ଦେଶର ବିହାର,ରାଜସ୍ଥାନ,ଛତିଶଗଡ ଭଳି ଅଧୂକାଂଶ BJP ଶାସିତ ରାଜ୍ୟର ଲକ୍ଷାଧୂକ ଶ୍ରମିକମାନେ ମଧ୍ୟ ଦାଦନ ଖଟିବାକୁ ବାହାରକୁ ଯାଆନ୍ତି! ସେମାନଙ୍କ ପାଇଁ ମଧ୍ଯ ନିଜ ରାଜ୍ୟରେ BJP ସରକାର ଭଲ ରୋଜଗାରଟିଏ ଯୋଗାଇ ପାରି ନାହିଁ।ତେଣୁ ଅଧିକତ ସେମାନେ ମଧ୍ୟ ଆମ ଭଳି ନିଜ ରାଜ୍ୟ ଛାଡି ତାମିଲନାଡୁ,କେରଳ, କର୍ଣ୍ଣାଟକ ଭଳି କଂଗ୍ରେସ ଶାସିତ ରାଜ୍ୟକୁ କାମ କରିବାକୁ ଯାଆନ୍ତି।
    4)କହିବାକୁ ଦୁଃଖ ଲାଗେ ଯେ,ଡଃ B R ଆମ୍ବେଦକରଙ୍କ ତତ୍ତ୍ବାବଧାନରେ ପ୍ରଣିତ ଭାରତର ସମ୍ବିଧାନ ଯାହାକି ବିଶ୍ବର ସର୍ବବୃହତ୍ ଗଣତାନ୍ତ୍ରିକ ସମ୍ବିଧାନ ରୂପେ ପରିଚିତ ତାହାକୁ ପ୍ରଧାନମନ୍ତ୍ରୀ ଅଲାଚ୍ଛୁକତାର ସହ ବଦଳେଇବାକୁ ଯୋଜନା କରୁଛନ୍ତି।
    5)ସମସ୍ତଙ୍କୁ ମୋର ଏତିକି ଅନୁରୋଧ ଯେ,ଯିଏ ଜାତି ଧର୍ମ ନାମରେ ଭୋଟର ପ୍ରଚାର କରନ୍ତି ତାଙ୍କୁ ଅନ୍ଧଭକ୍ତଙ୍କ ଭଳି ଭୋଟ ନଦେଇ ଯିଏ ଶିକ୍ଷା,ନ୍ୟାୟ, ରୋଜଗାର,ବିକାଶ ଆଦି କ୍ଷେତ୍ରକୁ ଗୁରୁତ୍ବ ଦିଅନ୍ତି ତାଙ୍କୁ ଭୋଟ ଦେବା ପାଇଁ ସଂକଳ୍ପବଦ୍ଧ ହେବା।
    ଏତଦବ୍ୟତୀତ...
    6)BJP ନେତା ମାନଙ୍କୁ ମୋର ଅନୁରୋଧ ଦୟାକରି ମୋର ଅଳ୍ପ କେତୋଟି ପ୍ରଶ୍ନଗୁଡିକର ଉତ୍ତର ଦିଅନ୍ତୁ...
    ୧ -୨ କୋଟି ନିଯୁକ୍ତି କୁଆଡ଼େ ଗଲା .. ??
    ୨ -୧୫ ଲକ୍ଷ କୁଆଡେ ଗଲା .. ??
    ୩ - ସବୁ କଳାଧନ କୁଆଡେ ଗଲା .. ??
    ୪ - ୧୦୦ ଟା ସ୍ମାର୍ଟ ସିଟି କୁଆଡେ ଗଲା .. ??
    ୫ - ପେଟ୍ରୋଲ ଦାମ କେତେ ଥୂଲା କେତେ ହେଲା ..??
    ୬ - ଡିଜେଲ ଦାମ କେତେ ଥିଲା କେତେ ହେଲା .. ??
    ୭- LPG ଗ୍ୟାସ ସିଲିଣ୍ଡର ଦାମ କେତେ ଥିଲା କେତେ ହେଲା .. ??
    ୮ - ଉଜ୍ଜ୍ବଳା ଯୋଜନା ପ୍ରହସନ ନୁହେଁ କି .. ??
    ୯ - ଦରଦାମ ଆକାଶ ଛୁଆଁ କ'ଣ ପାଇଁ ହେଲା .. ??
    ୧୦ - ରାଫେଲ ଦୁର୍ନୀତି କିଏ କରିଛି .. ??
    ୧୧ - Air india କୁ କିଏ ବିକିଲା ଓ କାହିଁକି .. ??

  • @anilKumara-eo8rf
    @anilKumara-eo8rf 4 місяці тому

    କଣ ହେଇଗଲା ରେପ କରିଦେଲ ଜେ,,,,,,, ସମସ୍ତେ ବଡ କୁ ଭୋଟ ଦେବା ଯେତେ ଇଚ୍ଛା ଏତେ ଝିଓଙ୍କୁ ରେପ୍ କରିବା

  • @hembramhembram1921
    @hembramhembram1921 4 місяці тому

    ବିଜେଡି ନହଟିଲେ ପରବର୍ତ୍ତୀ ସମୟ ପାଇଁ ଓଡ଼ିଶା ପାଇଁ ମହାଶଙ୍କଟ ଦେଖିବାକୁ ମିଳିପାରେ....

  • @satyabratamahalik
    @satyabratamahalik 4 місяці тому +6

    Please Brahmapur Basi BJD Ku Hatao 🙏🏻

  • @JayshriRam3604
    @JayshriRam3604 4 місяці тому +5

    Jodi police action neuni....to public action niyontu ....sobu ek huo.....

  • @Ttyilojg
    @Ttyilojg 4 місяці тому +2

    ହିଞ୍ଜିଡ଼ା ଙ୍କ ସୁଶାସନ 😢😢😢

  • @sadabehera697
    @sadabehera697 4 місяці тому +1

    ହେ ଓଡିଶା ଭାସି ଭୋଟ ଯାହାକୁ ଦଉଚ ଦିଅ ହେ ପପିଷ୍ଟ ନବିନକୁ ଦିହନି

  • @sknisan3377
    @sknisan3377 4 місяці тому +2

    ବିଜେଡି ହଟାଅ 😡😡😡🤬🤬🤬🤬

  • @kedarnathswain3288
    @kedarnathswain3288 4 місяці тому +13

    ଇଏ ଆମ ଓଡ଼ିଶା ପୋଲିସ୍ ର ପାୱାର

  • @rasmikantamalla6196
    @rasmikantamalla6196 4 місяці тому +7

    Only BJP

  • @kajaldas5841
    @kajaldas5841 4 місяці тому +2

    ଗୋଟେ ପଟେ ନ୍ୟାୟ ଆଉ ଗୋଟେ ପଟେ ଭୋଟ
    ନହେଲେ ଚପଲ ମାଳ ନେବା ଫୁଲ ନୁହେଁ

  • @saraswatisatapathey688
    @saraswatisatapathey688 4 місяці тому

    ଏଠି ବିଜେଡି ଆଉ ବିଜେପି ଦେଖନି,ଯିଏ ଭୁଲ୍ କରିଛି ତାକୁ ଦଣ୍ଡ ଦିଆଯାଉ, ସିଏ ବିଜେଡି ନେତା ହୋଉ କି ବିଜେପି ନେତା, ଗୋଟିଏ ପିଲା ପାଇଁ କୋଟିଏ ଲୋକ କଥା ଶୁଣି ବାକୁ ପଡୁଛି, ବିଜେଡି ଦଳରେ ଯଦି ଜଣେ ଭୁଲ୍ କଲା, ତା ପାଇଁ ଆଉ 5ଜଣ ଶୁଣିବାକୁ ପଡୁଛି, ଆଇନ୍ ସମସ୍ତଙ୍କପାଇଁ ସମାନ, ଏଠି ଆଇନ୍ ଅନୁଯାୟୀ କାମ କରାଯାଉ,

  • @kumarbapi9960
    @kumarbapi9960 4 місяці тому

    Michha କହୁଛନ୍ତି ଆପଣ କେବଳ ସତ୍ୟବାନ୍ ପୂରୁଷ ଓଡ଼ିଶାର ଲୋକ ସବୁ ଅନ୍ଧ କିଛି ଦେଖି ପାରୁନାହାନ୍ତି କି କିଛି ଶୁଣି ପାରୁ ନାହାଁନ୍ତି ,ଲାଜ ଲାଗିବା କଥା ଆପଣଙ୍କୁ କେତେ ମିଛ କହୁଛନ୍ତି, ଧୀକ ସେ ମଣିଷ ପଣିଆ,

  • @dilipmandi6949
    @dilipmandi6949 4 місяці тому +1

    BJD ଏବଂ ବିଜେପି ଙ୍କ ଭେଟ ଦିଅନ୍ତୁ ନାହିଁ

  • @Manas_Bhoi
    @Manas_Bhoi 4 місяці тому

    BJD ନବୀନ ହଟାଅ ଓଡ଼ିଶା ବଞ୍ଚାଅ👈👈👈

  • @LuluSamal-ke5zb
    @LuluSamal-ke5zb 4 місяці тому +6

    ବିଜେଡି ସାଥିରେ ଲାଗିଲେ ପାରିବନି

  • @Healthin2791
    @Healthin2791 4 місяці тому

    ଏ ହେଉଛି ବିଜେପି ଆଉ ମୋଦି ର ନେତା

  • @dasarathimunda8826
    @dasarathimunda8826 4 місяці тому +6

    Bjd bidha karo

  • @pabitragouda4781
    @pabitragouda4781 4 місяці тому +1

    ଓଡ଼ିଶା ପୋଲିସ୍ ହାଇ ହାଇ

  • @KanhaJena-i9g
    @KanhaJena-i9g 4 місяці тому +1

    ଖୁବ୍ ଶୀଘ୍ର ଏହାର ସମାଧାନ ଘଟିବ 😈😈😈

  • @user-rt9ej4ss6j
    @user-rt9ej4ss6j 4 місяці тому

    ପୁଲିସ ବିଯେଡି ପାଇଂ କାମ କରୁଚି

  • @santoshdakua6698
    @santoshdakua6698 4 місяці тому

    ସବୁ ଦୃନୀତି ର ମୂଳ ବିଜୁଜନତା ଦଳ

  • @deepakdas-s4v
    @deepakdas-s4v 4 місяці тому +1

    Jago odisha Jago. Kebe nida bhangib odisha basi.... Sarakara change haba nihati darakara odisha re...

  • @krutibashmohanta968
    @krutibashmohanta968 4 місяці тому

    ଓଡ଼ିଶାରେ ଯୋଗୀ ଭଳିଆ ମୁଖ୍ୟମନ୍ତ୍ରୀ ଜରୁରୀ

  • @SanjaySanjaykumarbehera
    @SanjaySanjaykumarbehera 4 місяці тому

    ନିହାତି ଖେଜିବାଦରକାର ଜୟ ଶୀରାମ

  • @Xyz1998-si7mu
    @Xyz1998-si7mu 4 місяці тому +4

    Bjd finally hatiba chee bjd

  • @rabindramarndi8470
    @rabindramarndi8470 4 місяці тому +2

    Bikram kubi dushkarma kara jau

  • @rjdmusic6206
    @rjdmusic6206 4 місяці тому

    ଓଡ଼ିଶାରେ ପୋଲିସ ମାନେ କିଛି କାମ କୁ ନୁହେଁ,,,, ଆକ୍ସନ କିଛି ନେଉନାହାନ୍ତି😞😞😞😞

  • @speedrider8415
    @speedrider8415 4 місяці тому +1

    😢😢😢

  • @rjdmusic6206
    @rjdmusic6206 4 місяці тому

    Bjd ଗୁଣ୍ଡା ଚାଲିଛି ବ୍ରହ୍ମପୁର ରେ କିଛି କରିପାରିବେନି ଜନତା,,,,,😞😞😞

  • @ajaysamal1195
    @ajaysamal1195 4 місяці тому

    ବିଜେଡି ହଟାଓ ଓଡିଶା ବଚାଅ

  • @jiban2031
    @jiban2031 4 місяці тому +1

    BJD ku odisha ru bahara kara

  • @SabitaRani-ef7ow
    @SabitaRani-ef7ow 4 місяці тому

    ବିନାଶ କାଳେ ବିପରୀତ ବୁଦ୍ଧି

  • @jiban2031
    @jiban2031 4 місяці тому +1

    Sabu job re corruption BJD bala ra karuchanti

  • @Loyal109
    @Loyal109 4 місяці тому

    Arrest kora jau

  • @satyaranjanbarik709
    @satyaranjanbarik709 4 місяці тому

    Direct encounter karajau please🙏

  • @rohanpal9526
    @rohanpal9526 4 місяці тому

    Iss bar Modi sarkar vote for bjp

  • @pramodmeher500
    @pramodmeher500 4 місяці тому +3

    BJP Jay Shri Ram ❤❤❤❤

  • @OmkarSwain-w1c
    @OmkarSwain-w1c 4 місяці тому

    ଫାଶୀ ଦଣ୍ଡାଦେଶ ଦିଆଯାଉ 😡😡😡

  • @biranchinarayanbehera3614
    @biranchinarayanbehera3614 4 місяці тому

    Odisha re Kebe Naarinku Nyaya milibani

  • @abhidas8340
    @abhidas8340 4 місяці тому +1

    Right

  • @gopinathgouda714
    @gopinathgouda714 4 місяці тому

    ସବୁ ସୀମା ଟପିଲାଣି BJD Dala
    BJD ହାରିବ

  • @prasantkumarparida5606
    @prasantkumarparida5606 4 місяці тому

    Otv chanel ku very very thank you

  • @01Bharatiya
    @01Bharatiya 4 місяці тому

    ବଳାତ୍କାରୀ BJD ଓଡ଼ିଆ ଲୋକଙ୍କ ଭାରି ପସନ୍ଦ

  • @tapanpradhan5788
    @tapanpradhan5788 4 місяці тому +2

    Pandian ku pacharajau

  • @Xyz1998-si7mu
    @Xyz1998-si7mu 4 місяці тому +3

    Get out bjd

  • @SATA421
    @SATA421 4 місяці тому

    BJP jindabad Narendra Modi jindabad

  • @rahilhans1385
    @rahilhans1385 4 місяці тому

    Dukha laguchi 1st manipur gatana😢
    And abe Amo Rajya😢

  • @vasundharaofficial
    @vasundharaofficial 4 місяці тому

    Please just one time bjd hatao odisha ku kichi na kichi nuva hebo please

  • @chandankumarmatia4761
    @chandankumarmatia4761 4 місяці тому +2

    BJD hatao

  • @Dharmadharmpappunya
    @Dharmadharmpappunya 4 місяці тому

    ଅବକି ବାର BJP🌷ସରକାର😮

  • @lipsitafranchis
    @lipsitafranchis 4 місяці тому +1

    BJD BJP rahile a sabu habo vote for congress ❤❤

  • @kumarmanas1894
    @kumarmanas1894 4 місяці тому

    Bjd jete dina jae odisha re thiba sete dina jae amiti heba ...

  • @SantoshKol-ix2dr
    @SantoshKol-ix2dr 4 місяці тому

    Police ku rep cess re bhorti korontu

  • @anupammahankud3308
    @anupammahankud3308 4 місяці тому

    Bikram Jena ku Encounter kari diya.. besi gandi masti aara aaghary hin

  • @padma_lochan355
    @padma_lochan355 4 місяці тому

    BJD ku jodi puni jiteibo…emity hin Odisha re ghotibo…onek borso ro power rohijaichhi bjd pakhore….indrachandra manunahanty…gundagiri b bodhijaichhi…au dhora podile kohibe ame party loko then chhadidebe doriki….belo asichhi sarkar bodolaoo..nohele gulam heijibo

  • @soubhagyasahoo3218
    @soubhagyasahoo3218 4 місяці тому

    Arrest kar cbi

  • @manojsahu6692
    @manojsahu6692 4 місяці тому

    Taku fasi hau

  • @Scrollingtime99767
    @Scrollingtime99767 4 місяці тому

    Khali comment box nuhain satare jadi paribartana chahan tebe samaste vote dia au bjd sarkar ku hatao . ବନ୍ଦେ ଉତ୍କଳ ଜନନୀ ❤

  • @sanam151
    @sanam151 4 місяці тому

    ଯଉ ମାଗିହା ଏ କାମ କରିଚି ତାକୁ ଫାସି ଦିଅ ନହେଲେ ମାଗିହା ଆମେ ଗାଣ୍ଡିଫଟେଇବୁ..

  • @rajeshjena2869
    @rajeshjena2869 4 місяці тому

    Bikram Bhai ra medical test re negative asithila sethipain chadithila police

  • @sisirsamal5477
    @sisirsamal5477 4 місяці тому +1

    500 lekhaye nei ki vote khande khande dia.....

  • @RabindranathPradhan-c5d
    @RabindranathPradhan-c5d 4 місяці тому

    Bhagaban thik bichara karibe

  • @sachinempire4543
    @sachinempire4543 4 місяці тому

    Anna gana sabu mg hela bikram panda sabu nata mg hela anna gang loka sabu sure

  • @jubarajpradhan299
    @jubarajpradhan299 4 місяці тому

    Bjd ku vote dianai branmapur basi

  • @sashibhusan1731
    @sashibhusan1731 4 місяці тому +1

    Chhi chhi . Odisa.. au ..bjd ..kete talaku jiba.... au e loka kemiti vote dauchhanti...😮

  • @rajcreation9061
    @rajcreation9061 4 місяці тому

    Mg କୁ ବ୍ଲେଡ ରେ କାଟିକି ଲୁଣ ଲଙ୍କା ଦେଇ ଦିଅ । ନ ହେଲେ କେଉଁଠାରେ ବାନ୍ଧିକି ଘିଅ ଆଉ ମହୁ ଦେହରେ ଢାଳି ଦିଅ ତା ପରେ ଜଣ ପଡିବ mg କୁ ।

  • @manojsahu6692
    @manojsahu6692 4 місяці тому

    Mu bjp ra berhampur mla hele diret fasi order rakhibi

  • @anantapanda5026
    @anantapanda5026 4 місяці тому

    Bjd ହଟାଇ ଓଡ଼ିଶା ବଞ୍ଚାଅ