ଆଳୁ ସମସ୍ୟା ନେଇ ମମତାଙ୍କୁ ଚିଠି ନିଜକୁ ମୁଖ୍ୟମନ୍ତ୍ରୀ ଭାବୁଛନ୍ତି କି ନବୀନ ପଟ୍ଟନାୟକ? | ତେରଛା ବାଣ |

Поділитися
Вставка
  • Опубліковано 7 вер 2024
  • Join this channel to get access to perks:
    / @terachhabaana

КОМЕНТАРІ • 92

  • @ManojPradhan-uv6fg
    @ManojPradhan-uv6fg Місяць тому +12

    ଆଳୁ ଖୋଳୁ ଖୋଳୁ ମହାଭାରତ ହେବ କି?? ED CBI ନବୀନ ନିବାସରେ ନିର୍ଧାରିତ ସମୟ ର ଆଗରୁ ପସିପାରେ

  • @swadhikarbetaj3768
    @swadhikarbetaj3768 Місяць тому +11

    ଦିନେ ନାହିଁ କି କାଳେ ନାହିଁ ଗହ୍ମା ପୁନେଇଁ ରେ ମାଇଁ ମାଇଁ।ଲାଜ ଲାଗୁନି ଅପାରଗ ନବୀନ କୁ। ପିଣ୍ଢା ମାମଲତି କରୁଛି।ସୁପର ଭଡୁଆ ମଣିଷଟା।

  • @subrataran
    @subrataran Місяць тому +14

    ନବୀନ ଗୋଟିଏ ବେହିଆ ତାକୁ ସରମ ନାହିଁ କାରଣ ସେ ଦଲାଲ

    • @jagannathpatnaik8409
      @jagannathpatnaik8409 Місяць тому +1

      ତୋତେ ବେଶୀ ସରମ ଅଛି, ଖଣି ଲୁଟି ଖାଇଛି ମାଝୀ।

  • @kishorechandratripathy8788
    @kishorechandratripathy8788 Місяць тому +13

    ନବୀନ ପଟ୍ଟନାୟକଙ୍କୁ,ନୋବେଲ ପୁରଷ୍କାର ଦେବାକଥା,ଆଳୁମିଶନ, ଶିତଳ,ଭଣ୍ଡାର, କୁଆଡେଗଲା

  • @trilochanpatnaik6321
    @trilochanpatnaik6321 Місяць тому +6

    ଲଙ୍ଗଳ କାହାକୁ କହନ୍ତି ସେ କଥା ପୂର୍ବତନ ମୁଖ୍ୟ ମନ୍ତ୍ରୀ ନବୀନ ବାବୁ ଜାଣିଛନ୍ତି କି? ଯଦି ଜାଣି ଥାଆନ୍ତେ ତେବେ ତାଙ୍କ ରାଜୁତି କାଳରେ କୃଷି ର କିଛି ବିକାଶ ହେଇଥାନ୍ତା। ନବୀନ ବାବୁ ଙ୍କ ରାଜୁତି କାଳରେ ଯାହା ବିକାଶ ହୋଇଛି ତାହା କେବଳ ତାଙ୍କ ଶିଷ୍ୟ କୁହ କି ଜୋଇଁ କୁହ ସେହି Pandian ର।

  • @samraytudu
    @samraytudu Місяць тому +4

    ନବୀନ ବାବୁ ଭୁଲିଯାଇଛନ୍ତି ସେ ଆଉ ମୁଖ୍ୟମନ୍ତ୍ରୀ ନାହାନ୍ତି

  • @kajalbrahma3822
    @kajalbrahma3822 Місяць тому +7

    ଏବେବି ନବୀନ ପଟ୍ଟନାୟକ ନିଜକୂ c.m ଭାବୁଚନ୍

    • @laxmansahoo4681
      @laxmansahoo4681 Місяць тому

      ଡାହାଣ ହାତ ଗାଣ୍ଡି ପଟେ ବୁଲିଲା ବେଳେ ଚୌକି ଟା ବାଜି ଗଲା 🎉

  • @chhabindramansingh73
    @chhabindramansingh73 Місяць тому +5

    24ବର୍ଷ ଶାସନ ରେ bjd କହିଲା ସ୍ୱତନ୍ତ୍ର ଆଳୁ ମିଶନ କରିବ କଲାନି, ଶୀତଳ ଭଣ୍ଡାର କରିବ କହିଲା କଲାନି, ଅନ୍ୟରାଜ୍ୟ ଉପରେ ନିତ୍ୟ ବ୍ୟବହାର୍ଯ୍ୟ ଜିନିଷ ଉପରେ ନିର୍ଭର ଶିଳ ଓଡିଶା, bjd ଖାଲି ଲୁଟିଲା bjd, ତେଣୁ କେମିତି ମମତା କେମିତି ବୁଦ୍ଧି ଶିଖିଵ ବ୍ୟବସ୍ତାକର, ଏବଂ ଓଡ଼ିଶା କେମିତି ସ୍ୱାବଲମ୍ବି ହେବ ପଦକ୍ଷେପ ନେଉ bjp

    • @rameshsethi1280
      @rameshsethi1280 Місяць тому

      ଧନ୍ୟବାଦ ଆଜ୍ଞା 👌👌

  • @maheswarparihari5189
    @maheswarparihari5189 Місяць тому +5

    ନବୀନ ପଟ୍ଟନାୟକ ଏକ ପ୍ରକାର ମାନସିକ ରୋଗ ଗ୍ରଥ ଲୋକ, ତାଙ୍କର ମମତା ପ୍ରେମ ଭାରୀ ଗମ୍ଭୀର। କିମ୍ବା ପାଣ୍ଡୁର ଭେଲିକ ଏମିତି।

  • @gobindapadhan145
    @gobindapadhan145 Місяць тому +6

    ନବୀନ ନିଜେ ବନ୍ଦ କରିବା ପାଇଁ ମମତା ଙ୍କୁ କହିଥିଲେ ଏବଂ ନିଜେ ଚିଠି ଲେଖି ବାଃ ବାଃ ନେବା ପାଇଁ ଚେଷ୍ଟା କରିଛନ୍ତି

  • @laxmidharapanda6086
    @laxmidharapanda6086 Місяць тому +2

    ଅଯୋଗା ଅପଦାର୍ଥ ନବୀନା ସୁଆଙ୍ଗ କରୁଛି ନୁଁଗୁରା ରାଜନୀତି କରି !

  • @user-tm1kk4sd3q
    @user-tm1kk4sd3q Місяць тому +3

    ନବୀନ ବାବୁ ଯଦି ଆଳୁ ପାଇଁ ମମତା ଦିଦି କୁ ଚିଠି ଦେଇଥାନ୍ତି, ତାହେଲେ ତାଙ୍କୁ ନେବେଲ ପୁରସ୍କାର ଦେବାକଥା । 24 ବର୍ଷ ରେ ଗୋଟିଏ ହେଲେ ଶୀତଳ ଭଣ୍ଡାର କରି ପାରିଲେନି। କେତେ ମିଶନ ସେ କରିଛନ୍ତି। ସବୁ ଫେଲ । ଶେଷରେ ନିଜେ ମୁଖ୍ୟମନ୍ତ୍ରୀ ନ ଥାଇ ଚିଠି ଦେବା ହାସ୍ୟସାପଦକଥା । ଦେବୀ ମିଶ୍ର ମଧ୍ୟ ନୋବେଲ ପୁରସ୍କାର ପାଇବା କଥା ।

  • @hemantkumarsingh1387
    @hemantkumarsingh1387 Місяць тому

    Very perfect reply by Minister Krishna Patra to Naveen Patnaik.

  • @user-xb5js1lj2r
    @user-xb5js1lj2r Місяць тому +6

    ଧନ୍ୟବାଦ ସାମ୍ବାଦିକ ମହାଶୟ , ନବୀନ ଗୋଟିଏ କ୍ଷମତାଲୋଭି ଧୃତରାଷ୍ଟ୍ର କ୍ଷମତା ଚାଲିଯିବା ପରେ ସେ ଏବେ ପାଗଳ କୁକୁର ।

  • @hemantkumarsingh1387
    @hemantkumarsingh1387 Місяць тому

    Perfect reply by Minister to Naveen Patnaik.Naveen Patnaik is no more in power in odisha.He should not interfere in administration.

  • @pabitramohandas6943
    @pabitramohandas6943 Місяць тому +1

    ଏ ସଙ୍କଟଜନକ ସ୍ଥିତି ପାଇଁ କେବଳ ନବୀନ ବାବୁ ହିଁ ଦାୟୀ l

  • @nabakishoresahoo5712
    @nabakishoresahoo5712 Місяць тому +1

    ନବୀନା ଡାହାଣୀ ହୋଇ ଲଗାଇଲେ, ଗୁଣିଆ ହୋଇ ଛଡାଇବାର ଅଭିନୟ କଲେ l ବେହିଆ ଅପାରଗ ବେଲଜ୍ୟା ନବୀନ l

  • @rameswar3765
    @rameswar3765 Місяць тому +1

    ଚିଠି ରେଜେଷ୍ଟ୍ରି ଡାକ ରେ ନବୀନ ପଠେଇଲେ କି?
    ନବୀନଙ୍କର ଆଳୁ ମିଶନ୍ ,ଆମର ଢୋ

  • @user-wj3lf4xi7n
    @user-wj3lf4xi7n Місяць тому +1

    We appreciate you sir

  • @FAKIRJENA-du2zs
    @FAKIRJENA-du2zs Місяць тому +1

    ଖୁବ୍ ଶୀଘ୍ର ପାଣ୍ଡୁ ନବିନ ଯୋଡ଼ି ଧରା ହେବେ।

  • @krushnasahoo155
    @krushnasahoo155 Місяць тому +1

    ଶୋଇଲା ଵେଳେ ମୁଖ୍ୟମନ୍ତ୍ରୀ ଉଠିଲା ପରେ ଵିଳିଵିଳେଇଛି ନଵିନା

  • @sanjaydash8643
    @sanjaydash8643 Місяць тому +1

    ଦୁର୍ନୀତିରେ ବୁଡି ରହିଥିବା ନେତା ମାନଙ୍କ ବିରୋଧ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ମୋହନ ସରକାରଙ୍କ ପ୍ରଥମ କାର୍ଯ୍ୟ ହେବା ସହିତ ଉଚିତ।

  • @user-me8vi1gi2c
    @user-me8vi1gi2c Місяць тому +1

    ବିଜେପି ଆଳୁ ମିଶନ ପାଇଁ ଟଙ୍କା ଦେଲେ ନବୀନ ସେଇ ଟଙ୍କାରେ ବଲେ ବଲେ ଢାବା କରି ରଂଗ ଶାଳା ବନେଇଲା ମଦପିଇ ଝୁମିଲା କି ବେହିୟା ମତିରି ନବୀନ କେଜାଣି

  • @RabindrachandraSahu
    @RabindrachandraSahu Місяць тому +2

    ଗେଣ୍ଡା ନବୀନା ଅଲଜ୍ୟା ଉପରେ ପଡା, ତତେ କିଏ କହିଲା ଚିଠି ଲେଖିବୁ,

  • @ajitkumarpanda6388
    @ajitkumarpanda6388 Місяць тому +1

    ଆଳୁ ମିଶନ କରି କୋଟି କୋଟି ଟଙ୍କା ତ ଖାଇଗଲେ,,,,,,,,,ସବୁ ଫେଲ ମାରିଲା,,,,,
    ଶୀତଳ ଭଣ୍ଡାର ବନ୍ଦ ହୋଇଗଲା,,,,,କଣ କରୁଥିଲେ ନବୀନ ବାବୁ,,,,,,,,,
    ଆଜି ବି ତାଙ୍କର ଚେୟାର ର ମୋହ ଲାଗିଛି,,,,ଏ ବେ ଭେଲିକି ଦେଖାଉଛନ୍ତି,,,,,,ଆମକୁ ତ ୨୪ବର୍ଷ ର ସରକାର କଥା ଭାବିଲେ ଲଜ୍ଜ୍ୟା ଲାଗୁଛି,,,,,

  • @sadanandmohanty3537
    @sadanandmohanty3537 Місяць тому

    Jay sriram Jay jagannath Jay Odia 🙏

  • @sunilrauto5923
    @sunilrauto5923 Місяць тому

    ନବୀନ ଏବେ ବି ନିଜକୁ CM ଭାବୁଛନ୍ତି

  • @babanathasahu1029
    @babanathasahu1029 Місяць тому +1

    ଲାଜ ନାହିଁ ୟା ମୁହଁକୁ ,ଚିଠି ଲେଖୁଛି ।

  • @Business-inodia
    @Business-inodia Місяць тому +1

    Odiya loka Naveen Patnaik nkra seva au darkar nahi.

  • @ranajitjena4668
    @ranajitjena4668 Місяць тому

    ଆରେ ଗାଲୁଆ ଟାଉଟର ଜଣେ ସାଧାରଣ ଲୋକ ମଧ୍ୟ୍ୟ ଚିଠି ଲେଖିପାରିବ ଆଉ ନବୀନ ପଟ୍ଟନାୟକ ଏବେ ବିରୋଧୀ ଦଳର ନେତା ଅଛନ୍ତି ଚିଠି ଲେଖିବାରେ ଅସୁବିଧା କୋଉଠି ହେଲା . ବିରୋଧୀ ଦଳର ନେତା ହିସାବରେ ଚିଠି ଲେଖିବାରୁ କେତେକ ଗୋଲାମଙ୍କ ଦେହରେ ଯାଉନାହିଁ

  • @k.nilamadhabapatro9085
    @k.nilamadhabapatro9085 Місяць тому +1

    ମୋହନ ସରକାର ଣୀତଳ ଭଣ୍ଡାର ତୁରନ୍ତ କରନ୍ତୁ।

  • @madhusudanparida4161
    @madhusudanparida4161 Місяць тому

    No,Naveen Babu has not created this problem. So many factors. He has done a lot of welfare works for the public.

  • @user-qn2qh6xv2j
    @user-qn2qh6xv2j Місяць тому

    Yes true 100%

  • @ParabirPanda-to3rh
    @ParabirPanda-to3rh Місяць тому

    NP is unwanted now itself.Shame on him

  • @trilochanpatnaik6321
    @trilochanpatnaik6321 Місяць тому +1

    ପଚିଶ ବର୍ଷ ରାଜୁତି କାଳରେ ନବୀନ ବାବୁ ଓଡ଼ିଶାରେ ଆଳୁ ଚାଷ ଅଧିକ କରିବାକୁ କଣ ଜମି ପାଇ ନ ଥିଲେ?

  • @piyushrajkumar15
    @piyushrajkumar15 Місяць тому

    ନିଶା ଛାଡିଲେ ତ ଜଣେ ଜାଣିପାରିବ ସେ କିଏ?
    ତାମିଲ ଚୋର ମଦ ସହିତ କିଛି କେମିକାଲ ମିଶେଇ ଓଡିଶା ଧୃତରାଷ୍ଟ୍ର କୁ ଫୁଲ ଚାର୍ଜ ରେ ରଖୁଛି ମୁଣ୍ଡରେ ପଶିଛି ସେ ସର୍ବେସବା ଏବେ ବି ଓଡିଶା ଟାକୁ ନିଜ ପୈତୃକ ସମ୍ପତ୍ତି ବୋଲି ଭାବୁଛନ୍ତି

  • @sadanandasahoo3707
    @sadanandasahoo3707 Місяць тому

    ଆପଣଙ୍କର ସାଧାରଣ ଜ୍ଞାନ ନାହିଁ। ଜଣେ ମୂଖ୍ୟମନ୍ତ୍ରୀ ଙ୍କୁ ଅନ୍ୟ ରାଜ୍ୟର ଅସୁବିଧାକୁ ଦୂର କରିବା ପାଇଁ ଯେ କୋୖଣସି ନାଗରିକ ଚିଠି ଲେଖିବାରେ ପ୍ରତିବନ୍ଧକ ଅଛି କି? ଯଦି ବିରୋଧି ଜଳର କୋଣସି ପ୍ରତିନିଧି ସମାସ୍ୟାର ସମାଧାନ ପାଇଁ ସହଯୋଗ କରିବା ଗଠନ ମୂଳକ ସହଯୋଗ।

  • @dr.surendranathdash
    @dr.surendranathdash Місяць тому

    Not chief food but maybe chiefvegatable

  • @biswanathpadhy8371
    @biswanathpadhy8371 Місяць тому

    ଅଲାଜୁକ ପଛପଟେ ଖଡାଗଛ ଉଠିଲେ ବଂଶ ଯାକକୁ ଛାଇ।

  • @jagannathpatnaik8409
    @jagannathpatnaik8409 Місяць тому

    କୃଷ୍ଣ ପାତ୍ର ପାଗଳ ଟା। ନା କଣ? ପାତ୍ର କରୁଛି କଣ?ଆଳୁ ୨୦ଟ ରୁ କମ ରେ ବିକ। ଶୀତଳ ଭଣ୍ଡାର ଖୋଲିଦେଲେ କଣ ପନିପରିବା କମ ଦାମରେ ବିକ୍ରି ହେଇଯିବ ଯଦି ଉତ୍ପାଦନ ନ ହେବ।

  • @sachikantasahoo6981
    @sachikantasahoo6981 Місяць тому

    ଧାନ ର ରେଟ କମାଅ
    ଚାଉଳ ରେଟ କମିବ

  • @prsdeeptamohanty8885
    @prsdeeptamohanty8885 Місяць тому

    Nalini trying to bag credit.Is it an anti zBJP propaganda.

  • @prafullachandramohanty7096
    @prafullachandramohanty7096 Місяць тому +1

    ନବୀନ ପାଗଳ ହୋଇଗଲାଣି ବୃଦ୍ଧ ବେହିଆ ଟେ

    • @sukantabaliarsingh9769
      @sukantabaliarsingh9769 Місяць тому

      ନବୀନ ପଟ୍ଟନାୟକ କେବେ ଜେଲ୍ ଯିବ ଆମେ ଅପେକ୍ଷା କରିଛୁ।

  • @user-ug7qc3yj9q
    @user-ug7qc3yj9q Місяць тому

    When potat will be brought from U.P? Government has failed to sell potato atRs 35.

  • @sanatanmaharana4727
    @sanatanmaharana4727 Місяць тому

    Bjd samayare bi alukilo 85 tanka hoithila

  • @satyabratatripathy7025
    @satyabratatripathy7025 Місяць тому

    E BJP au BJD ra praayojit Nataka kebala,,, ODIA VARASA KARI VASIGALA,,,, kebala KALIA varasa odia mananku,

  • @biranchinarayansatapathy4822
    @biranchinarayansatapathy4822 Місяць тому

    Nabin ku dariki mamata kana alu daba vikhya

  • @sanatanmaharana4727
    @sanatanmaharana4727 Місяць тому

    A sabu nabinachal....mahabehia nabina ...

  • @madhusudanparida4161
    @madhusudanparida4161 Місяць тому

    Naveen Babu is the LOP & he has democratic right to do needful for the welfare of public. We should thank him inspite of useless comments.

    • @dsharma6328
      @dsharma6328 Місяць тому

      Govt ku consult Kari thila ki naveen

    • @madhusudanparida4161
      @madhusudanparida4161 Місяць тому

      No need to consult with government. He is LOP in govt & has power to do needful for public.
      Modi guarantee & double Engine Power only to do color & name changing of Naveen plans.

    • @sukantabaliarsingh9769
      @sukantabaliarsingh9769 Місяць тому

      Navin Pattanaik has created such problems

  • @basantakumarsahu5398
    @basantakumarsahu5398 Місяць тому +1

    This is not right sir. As the leader of opposition Naveen Pattanayak has every right to do so.

  • @Ajohn-zy5yr
    @Ajohn-zy5yr Місяць тому +1

    ସେ ବି ଜଣେ ଜନ ପ୍ରତିନିଧି, BJP ରେ ବର୍ତ୍ତମାନ ମୂର୍ଖ ମନ୍ତ୍ରୀ ମଣ୍ଡଳ ଶାସନ କରୁଛି, ତୋର କାହିଁ ଫଟୁଛି....

  • @manjulataagarwalla2097
    @manjulataagarwalla2097 Місяць тому

    nabini. sir. birodhidalaneta. cm ka tharu. birodhidala neta. adhika. odisha pai. bhabanti

  • @dhaneswarmohanty268
    @dhaneswarmohanty268 Місяць тому

    Tora right achi bjp media boli nabinra nahin nabinra balaku sari

  • @prananathnayak6690
    @prananathnayak6690 Місяць тому

    Swadikar prastab anantu

  • @SKumar-rb1tz
    @SKumar-rb1tz Місяць тому

    Ebey bi Nabina nijaku CM bhabuchhi. Kanana Nabina ra bhauni Mamata. Nabina kathare , mamata truck truck aluuuu odisha ku pathei deba. Dekhajau ex CM ra ketey power.??? Coldstirage, Aluooo mission kuade gala.??? Behiyaaa, alajyaaaa keuthikara, nataka baji karuchhi.

  • @sarojkumarmohanty6139
    @sarojkumarmohanty6139 Місяць тому

    Nirlaja manisa ra Nirlaja pania ,

  • @nabakishoresubudhi2647
    @nabakishoresubudhi2647 Місяць тому

    ଏ ପର୍ଯ୍ୟନ୍ତ ସେ ମୋହନ ବାବୁ ଓ ବିଜେପି ଦଳକୁ ହୀନ ଚକ୍ଷୁରେ ଦେଖୁଛନ୍ତି...... ଏଥିପାଇଁ ବିଜେପି ଓ ମୋହନ ବାବୁଙ୍କ କୋହଳ ଓ କୋମଳ ନୀତି ହିଁ ଦାୟୀ.....

  • @pitamberparida8762
    @pitamberparida8762 Місяць тому

    Nabin ku mada darakar ,galua ta ,madua ta ,ta bopa madhya madua ,

  • @user-uw1yk3pk7c
    @user-uw1yk3pk7c Місяць тому

    Mahasaya apana o k patra naveen sir ka pada dhuliki jogya

  • @user-mr9wp7fm6g
    @user-mr9wp7fm6g Місяць тому

    Nabin Jane usasiaa lok

  • @user-uw1yk3pk7c
    @user-uw1yk3pk7c Місяць тому

    Are sitala bhandar achi mal nahi odisha claimet re alu bhala habani murkha bujhilu

  • @harihardhal1974
    @harihardhal1974 Місяць тому

    Nabina ahi alu natak lagaechi

  • @soumyaranjanswain8339
    @soumyaranjanswain8339 Місяць тому

    Bachpayee kmti jaithile foreign india ku represnt karibku....
    Naveen pattanayak re national politics ra value tame janina....ta contact ta relation with politics loka saha bhabiparibani....
    Kali v delhi jibe...mohan majhi naveen pattanayak....centre of attraction naveen hi rahibe......modi asiki namakskar haba mohan sir nku aneibeni v...
    Eta accept kar bhai

  • @saumyaranjan7112
    @saumyaranjan7112 Місяць тому

    Nabina kana mukhyamantri ki

  • @user-uw1yk3pk7c
    @user-uw1yk3pk7c Місяць тому

    Chora bhali disuchu

  • @abhiramacharya7574
    @abhiramacharya7574 Місяць тому

    Are magia chithi lekhiba pai kn adhikar darkar

  • @user-ot7vx9kn9e
    @user-ot7vx9kn9e Місяць тому

    Nije aaga nija pilanku ki bapa maanku pachare sange sange jai ODISHA ra Mukhyamantri kie,se kahibe - Manyabara Nabin patanayak.aau jeun 24barsa kahi pie banchinchhu se Nabin sarakarare,aau jeun jagare pahanchichhu sei nabin sarakar re,laja laguni je kahuchhu keun adhikarare aalu pain chithi lekhile nabin babu .

  • @user-bv3op9gv7b
    @user-bv3op9gv7b Місяць тому

    Nabina bal chhodichi letter bahana

  • @jagannathpatnaik8409
    @jagannathpatnaik8409 Місяць тому

    ବିପିନ ଦାସ ଗୋଟିଏ ପାଗଳ କି?

    • @sukantabaliarsingh9769
      @sukantabaliarsingh9769 Місяць тому

      ବିପିନ୍ ଦାସ ପାଗଳ ନୁହନ୍ତି। ଆପଣ ହୋଇ ଥିବେ।