ପତ୍ରିକା ଜାଳିଲେ, ଭୁଲ୍ ନା ଠିକ୍ || Jemes Mukunda || JMAM

Поділитися
Вставка
  • Опубліковано 12 гру 2024

КОМЕНТАРІ • 27

  • @asonisahoo1474
    @asonisahoo1474 11 місяців тому

    Thankus

  • @bhaskarailobira668
    @bhaskarailobira668 11 місяців тому +1

    ମାଥିଉ -5:10 ଧାର୍ମିକତା ନିମନ୍ତେ ତାଡ଼ନାପ୍ରାପ୍ତ ଲୋକେ ଧନ୍ୟ,
    କାରଣ ସ୍ୱର୍ଗରାଜ୍ୟ ସେମାନଙ୍କର।

  • @SidhalalDongri-pl4re
    @SidhalalDongri-pl4re 11 місяців тому +1

    Thenk you ଭାଇ ଉତ୍ତମ ଯବାବ ପାଇଁ ଯେଉଁ ଭାଇ ମାନେ ମିସ ବ୍ୟବହାର ମିସ କମେଣ୍ଟ ଲେଖୁ ଥିଲେ

  • @odiajesusmessage
    @odiajesusmessage 11 місяців тому +2

    ❤❤❤❤❤❤❤

  • @Mantubhesra
    @Mantubhesra 11 місяців тому

    First patrika podibara nathila

  • @SamirdigalSamirdigal
    @SamirdigalSamirdigal 11 місяців тому

    ସେମାନଙ୍କ ଠୁ କଣ ତମେ କମକି? ଭାଇ ପ ତ୍ରିକା ଜାଳିବା ଏତେ ବଡ଼ ବିଷୟ ନାହିଁ କିନ୍ତୁ ଆପଣ କେବେବି କୌଠି ଵି ନିଜ ଜୀବନ କୁ ଯାଳିଛନ୍ତି ସାର 🙏

  • @pintuboss3036
    @pintuboss3036 11 місяців тому +3

    ଯେଉଁ ପିଲାମାନେ ପତ୍ରିକା ବାଣ୍ଟୁଥିଲେ ସେମାନେ ଭକୁଆ ମାନେ
    କାରଣ ପତ୍ରିକା ପୁଡ଼ିବାର୍ ନ୍ ଥିଲା।

  • @MaheshKumar-le2lu
    @MaheshKumar-le2lu 11 місяців тому +2

    କିଏ ଅନ୍ୟର ଦୋଷ ଖୁଜୁଥାଇ (ଦେଖୁଥାଏ)

  • @JesusKing919
    @JesusKing919 11 місяців тому +2

    ଯାହାହେଉ ପ୍ରଭୁଙ୍କ ପ୍ରଚାର କରିବାକୁ ସେମାନେ ବାହାରି ଥିଲେତ । କିନ୍ତୁ କିଛି ଲୋକୋ ଅଛନ୍ତି କେବେ ତ ପ୍ରଚାର କରିବାକୁ ବାହାରନ୍ତି ନାହିଁ ପୁଣି ବାହାରି ଥିବା ଲୋକଙ୍କ ର ଦଶ ଖଜି ବୁଲନ୍ତି ଆଉ ତାଙ୍କର ନିନ୍ଦା କରନ୍ତି । ଯେମିତି କି ଏବେ କିଛି ଲୋକ ସେମିତି ହେଉଛନ୍ତି ।

  • @PinkiPinki-im1xt
    @PinkiPinki-im1xt 11 місяців тому +1

    Thank you brothers for your pricing the word of the God 🙏

  • @basudevkumbhar8607
    @basudevkumbhar8607 11 місяців тому +2

    Sabupapara kshyama achhi lokamane semiti kuhantunahi bhulakalebali

  • @JingiChatar-x5e
    @JingiChatar-x5e 11 місяців тому +1

    Bhul a gya sir ✝️✝️✝️

  • @SamirdigalSamirdigal
    @SamirdigalSamirdigal 11 місяців тому +2

    ଡବଲ ସାଧୁକି ଫାରୁଶୀ ତୋ ତମେ ଭାଇ 😅😅😅

  • @babulakharaofficial1821
    @babulakharaofficial1821 11 місяців тому +3

    ଭାଇ ପତ୍ରିକା କିଏ ଜାଳିଲେ?
    ପ୍ରଥମ କଥା କୁହନ୍ତୁ

  • @SarojMajhi-p1g
    @SarojMajhi-p1g 11 місяців тому +3

    James Mukunda bhai..ମୁଁ ତ ତମକୁ ଗାଳି କରି ନ ଥିଲି କିମ୍ଵା ମୁର୍ଖ ବୋଲି ମଧ୍ୟ କହି ନ ଥିଲି । ବାସ୍ କିଛି ଉପଯୁକ୍ତ ବିଷୟ ଅନୁଯୋଗ ପରି କହିଲି । କିନ୍ତୁ ଆପଣ ମୋତେ ମୁର୍ଖ କହିଲେ, ଅନ୍ଧ କହିଲେ ଆଉ ଗାଳି ମଧ୍ୟ କରିଛନ୍ତି । OK ମୁଁ ଏହି ସବୁ ଶବ୍ଦ ଗୁଡ଼ିକୁ ଯୀଶୁଙ୍କ ନାମରେ ଗ୍ରହଣ କରୁଛି । ଆପଣ ମୋତେ ରାଗିଛନ୍ତି ଓ ଗାଳି ମଧ୍ୟ ଦେଇଛନ୍ତି ମୁଁ କିନ୍ତୁ ଆପଣଙ୍କୁ ଗାଳି କରିବି ନାହିଁ କିମ୍ଵା ଅନ୍ଧ କହିବି ନାହିଁ କିମ୍ଵା ମୁର୍ଖ ବୋଲି ମଧ୍ୟ କହିବି ନାହିଁ । କାରଣ ଭାଇ ଆପଣଙ୍କୁ ମୁର୍ଖ ବୋଲି କହି ଦଣ୍ଡିତ ହେବାକୁ ମୁଁ ଚାହୁଁନାହିଁ । ପ୍ରଭୁ ମୋତେ ଏତେ ବି ତଳକୁ ଖସାଇ ନାହାଁନ୍ତି । ମୁଁ ମଧ୍ୟ ପ୍ରଭୁଙ୍କର ଜଣେ ସେବକ ଭାଇ , ପ୍ରଭୁ ମୋତେ ଏତେ ଅନୁଚିତ ବ୍ୟବହାରର ଶବ୍ଦ ଦେଇନାହାଁନ୍ତି । ପ୍ରଭୁ ଆପଣଙ୍କୁ ଆଶିର୍ବାଦ କରନ୍ତୁ ।

  • @Kishore-f5h
    @Kishore-f5h 11 місяців тому +1

    Right bisoya kohucha Bhai, God bless you,Jodi hebo jp odia ku bi Link chadi ଦିଅନ୍ତୁ

  • @SarojMajhi-p1g
    @SarojMajhi-p1g 11 місяців тому

    ହଁ James bhai..ଯଦି ଆପଣ ଅନ୍ୟମାନଙ୍କର କଥାକୁ କିମ୍ଵା comment କୁ ଦେଖିକି ନିଜ କ୍ରୋଧକୁ ଆଉ ନିଜ ଜିହ୍ଵାକୁ control ରେ ରଖିପାରୁ ନାହିଁନ୍ତି କିମ୍ଵା ଦୀର୍ଘସହିଷ୍ଣୁ ନୁହଁନ୍ତି ତେବେ ଦୟା କରି comment box କୁ off କରନ୍ତୁ । ଦୟାକରି ଏହି କଥାକୁ ମଧ୍ୟ ଭୂଲ୍ ବୁଝନ୍ତୁ ନାହିଁ । Praise the Lord.

  • @SarojMajhi-p1g
    @SarojMajhi-p1g 11 місяців тому +5

    ଭାଇ, ଏ ସବୁ ପଛରେ ତମର ହିଁ ଭୂଲ୍ ଅଟେ । ଆଉ ତମେ ହିଁ ଦାୟୀ ଅଟ । ତମେ ଏହି Vdo କୁ Social media UA-cam ରେ ଛାଡ଼ୁଥିଲ ହିଁ କାହିଁକି ? କ'ଣ ପ୍ରସଂଶା ମିଳିବ ଭାବିକି ଛାଡିଲ କି ନା ଆମ ଭାଇ ବଦନାମ ହେଲେ ହେଉ ପଛେ ଆମକୁ ତ ବରାବର Views ମିଳିବ ବୋଲି ଭାବିଲ । ଭାଇ, ଆମକୁ ତ ଦୁଃଖ ବି ଲାଗିଲା ଓ ଲାଜ ବି ଲାଗିଲା ଯେ, ଆମ ଭାଇମାନେ ଯୀଶୁଙ୍କ ଶତ୍ରୁମାନଙ୍କ ସମ୍ମୁଖରେ ହାର ମାନିଲେ ବୋଲି । ସେଇ ଭାଇ ମାନଙ୍କର ବଦନାମ ହେଉଛି ବୋଲି ଯଦି ଭାବୁଛ ତେବେ UA-cam ରେ ହିଁ Vdo ଛାଡ଼ି ନ ଥା'ନ୍ତ । କାରଣ ସମସ୍ତ ଲୋକ ତମ ମାନଙ୍କ ଠାରୁ ହିଁ ଏହି ଘଟଣାର ବିଷୟକୁ ଜାଣିବାକୁ ପାଇଲେ । social media ରେ ଘଟଣାଟିକୁ ନିଜେ ଭାଇରାଲ କରିଦେଲ, JP odia ଭାଇକୁ ୨୨/୨୩ ହଜାର Views ମିଳିଲା । ତୋତେ ମିଳିଲା ପାଖାପାଖି ୬ ହଜାର Views I ଆଉ ଏବେ ଅନ୍ୟମାନଙ୍କ ଉପରେ ରାଗିଲେ କି ଲାଭ ହେବ । ସେଇ ଭାଇମାନଙ୍କୁ ପୁରା ଦୁନିଆରେ ଲାଜ କରାଇ ଲାଭରେ ତ ଆପଣ ମାନେ ହିଁ ଅଛନ୍ତି । ତେବେ ଅନ୍ୟମାନଙ୍କୁ ରାଗିବା କୌଣସି କାରଣ ହେଉ ନାହିଁ । ଏଣୁ UA-cam social media ରେ ଯେକୌଣସି ବିଷୟ ଛାଡ଼ିବା ପୂର୍ବରୁ ୧୦୦ ଥର ଭାବନ୍ତୁ ।

    • @jemesmukundajmam2343
      @jemesmukundajmam2343  11 місяців тому +1

      Sune ... Kaano khaliki...
      Tu badhe aninu ehi bhai sabu aamo team ro... Se dina mu jai nathili..
      Aau tate laguchhi ...mu amo team ro bhai mananku badnam karibi....tike to laajo lagiba katha tu ehi pari chinta karuchhu...
      Aau sune jp odia bhai ku call kariki thumbnail change karibaku kahili...se bhai aamo bhaimananku badnam kalaa pori title aau thumbnail karichhanti ...tike dekhe tora aakhi khali ki! Kintu se kale nahi. (Views pai)
      Mu kana boli video karichhi aau tike dekhe mu amo bhai mananku support kalaa pari title aau thumbnail rakhiki video karichhi dekha jau nahi... Andha
      Aau gote katha tu janinu ..sune
      Ehi ghatana amo district ro ehi sabu video se christa biradhi mane editing kariki viral kale ....satya kana amo Christian luka mane janantu bali mu se Bhai mananku interview neli aau video baneili... views pai nuhe mind it blind man!
      Kichhi nojaniki comments karibaa luka mu Murka bali kahe tu aaji promaanita kalu tu gote murkha bali...
      Ethara 200 thara chinta kariki comments karibu
      #murkha

  • @pintuboss3036
    @pintuboss3036 11 місяців тому +1

    ଫେସନ୍ ପ୍ରଚାର୍ ଚଳିବ ନାହିଁ।
    ବାର ଜଣ ଶିସ୍ୟ୍ ବିଷୟରେ ଆପଣମାେନ ଟି କେ ବାଇବେଲ୍ ଭଲ ଭାବେ ପଡନ୍ତୁ।
    ଦମ ନାହିଁ ।କି ପ୍ରଭୂଙ୍କ ଶକ୍ତି ନ୍ ପାଇ ପାଇ ଆଗେ ଜାନ୍ତୁନହ୍ନି

    • @jemesmukundajmam2343
      @jemesmukundajmam2343  11 місяців тому

      Babure toro Fasion life chhade aago pare bhaasana maribu!😂

  • @nutanbagh5132
    @nutanbagh5132 11 місяців тому

    bhai bible apona aka padichanti bhai ok

    • @jemesmukundajmam2343
      @jemesmukundajmam2343  11 місяців тому

      Tame bi padhibaa sikha ...satya kana janiba... Khaali comments kale heba nhi!

  • @saptasinghmajhi
    @saptasinghmajhi 11 місяців тому +1

    ସମୟ ଅନୁକ୍ରମେ bible ଜଲନ୍ତୁ କି ପତ୍ରିକା ଜାଲନ୍ତି no ଅସୁବିଧା ଯେଉ ମନେକି ଅଣ୍ଡା ଉପରେ ବସି ଗରମ ନେଉଛନ୍ତି ସେମାନେ ଭକୁଆ ସୁସମାଚାର ପ୍ରଚାର କରୁଥିବା ଭାଇମାନେ ଯୀଶୁ ଙ୍କର ଵାକ୍ୟ ସଫଳ କରୁଛନ୍ତି,, ଯେଉ ମନେକି ସେଭଇମାନଙ୍କୁ ଭୁଲଭାବୁଛନ୍ତି ସେମାନେ no1 ମେଣ୍ଡା ବେଶ mane