Yes sir presently those young persons whose are working in Tahasil, R.I.and block office are completely unable to write odia language. This is the burning example at present.
Bhala katha agyan … mu sambalpur ru mor pain odia jete important Sambalpuri/koshli madhya sete important… mora question hela Sambalpuri ete popular hele madhya nijara dictionary,grammar au litreture hele madhya odisha re sambalpuri bhasha abahelita mate lage sambalpuri bhasha ra abhishap lagichi odia bhasha re odia au rahiba nahi
Madhu barnabodha School re padhajau apatti nahi kintu ame mane pilanku Odia School ku chhadile ta ? jenu dina Odia Film band helani se dinathu mu janichhi Odia bhasha prati bipada madiasila .
Mahasaya Tama nati natuni jou English medium school re padhuchhanti tanku advice daunahanti? Na gariba ra pila thika heichi bhaasa Sanskrit ku bancheiba au jibana Sara ghanti haba
Share this video as much as possible.
ପ୍ରଣାମ ମହାଶୟ... ଓଡ଼ିଆ ଭାଷା ସାହିତ୍ୟ.. କଳା ସଂସ୍କୃତି ପରମ୍ପରା ଐତିହର ସୁରକ୍ଷା ପାଇଁ ଆପଣଙ୍କର ନିରବଛୀର୍ଣ୍ଣ ପ୍ରଚେଷ୍ଟା ପାଇଁ ଓଡ଼ିଆ ଜାତି ତରଫରୁ ପୁନଃ ପ୍ରଣାମ କରୁଛି 🙏🙏🙏❤️
ବାସ୍ତବରେ ଏହା ଆମ ଶିକ୍ଷା ବ୍ଯବସ୍ଥାର ମେରୁଦଣ୍ଡ। ପ୍ରାଥମିକ ସ୍ତରରେ ଏହା ପଢାଯିବା ଏକାନ୍ତ ଆବଶ୍ଯକ।
ଜୟ ଶ୍ରୀ ଜଗନ୍ନାଥ ଭରସା... ଯଦି ଓଡ଼ିଆ ଅସ୍ମିତା ଓଡ଼ିଆ ଭାଷା ସଂସ୍କୃତି କୁ ବଞ୍ଚାଇବା ପାଇଁ ସରକାର ନାରା ଲଗାଉଛନ୍ତି... ତାହାଲେ ପ୍ରଥମେସତୁରି ଦଶକ ଭଳି ଯଦି ଛବିଳ ମଧୁ ବର୍ଣ୍ଣବୋଧ ବାଧ୍ୟତା ମୂଳକ ଶିକ୍ଷା ଦିଆଜୀବ ତାହେଲେ ଓଡ଼ିଆ ଭାଷା ବଂଚିବ... ହସ୍ତାକ୍ଷର ....
@@AshokKumar-qu5rf Jay Jagannath 💕
ସାର୍ ଆପଣଙ୍କର ଆଲୋଚନା ବାସ୍ତବିକ୍ ସତ୍ୟ ତଥା ପ୍ରଣିଧାନଯୋଗ୍ୟ 👍। ଆଜିର ଓଡ଼ିଆ ଭାଷାରେ ଯୁକ୍ତାକ୍ଷର ପୁରା ଉଠି ଗଲାଣି। ପ୍ରଣାମ ସାର୍ 🙏।ଜୟ ଶ୍ରୀ ଜଗନ୍ନାଥ 🙏🌹।
ନିହାତି ସତକଥା, ସାର୍। ଏହି ଚ, ଟ, ଗ ଇତ୍ୟାଦିରୁ ଆରମ୍ଭ କରି ଅକ୍ଷର ଶିକ୍ଷା ଦେବା କାରଣରୁ ପିଲାଏ ବର୍ଣ୍ଣମାଳାର ବର୍ଣ୍ଣକ୍ରମକୁ ଜାଣି ପାରନ୍ତି ନାହିଁ। ତେଣୁ ଅଭିଧାନରୁ ଶବ୍ଦାର୍ଥ ଖୋଜିବା ସେମାନଙ୍କ ପାଇଁ ନିତାନ୍ତ ଦୁରୂହ ବ୍ୟାପାର ହୋଇପଡ଼ିଛି।
ସମ୍ପୂର୍ଣ୍ଣ ଠିକ୍। ଜୟ ଜଗନ୍ନାଥ 🙏
🙏🙏🙏🙏 ଠିକ୍ କଥା ଆଜ୍ଞା ❤❤❤❤ଏହା ହେବା ଦର କାର
ସାର ନମସ୍କାର
ସୁନ୍ଦର କଥାଟେ କହିଛନ୍ତି।
ସାର୍ ଆପଣ ଙ୍କ କଥା ଅକ୍ଷରେ ଅକ୍ଷରେ ସତ । ଘଟିଚାଲିଛି , ଘଟିବ ମଧ୍ୟ । ବେଳହୁଁ ସଚେତନ କରାଇଥିବାରୁ ଆପଣ ଙ୍କୁ କୋଟି କୋଟି ପ୍ରଣାମ ।
ଅତି ସୁନ୍ଦର ଏହା ହେବା ଦରକାର
ଓଡ଼ିଶା ସରକାର ସରକାରୀ ଚାକିରିରେ କେବଳ ଓଡ଼ିଆ ମାଧ୍ୟମରୁ ଯୁକ୍ତ ଦୁଇ ଉତ୍ତିର୍ଣ୍ଣ ହୋଇଥିବା ସର୍ବ ନିମ୍ନ ଯୋଗ୍ୟତା ମାପଦଣ୍ଡ ରୂପେ ନିର୍ଧାରଣ କରାଯିବା ଆବଶ୍ୟକ.
ସାର୍,ଏକଦମ ଠିକ୍.
ବୈଷ୍ନବ ସାର ଙ୍କ କଥା ଖୁବ୍ ସୁନ୍ଦର
ଭାଇନା ପ୍ରକ୍ତତ ସତ୍ୟକଥା
ନମସ୍କାର ଆଜ୍ଞା ବହୁତ୍ ବହୁତ୍ ଧନ୍ୟବାଦ୍ ❤❤❤❤❤🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉😢😢😢
ନିହାତି ସାର୍ , କଥା ସବୁ ହୃଦୟକୁ ଛୁଇଁଲା
ବହୁତ ଜରୁରୀ । ୧ମ ୨ୟ ୩ୟ ଶ୍ରେଣୀ ପାଇଁ ବାଧ୍ୟତାମୂଳକ ବିଷୟ ହେବା ବହୁତ ଜରୁରୀ
ଆମର ଦାବି ପୂରଣ ହେଉ 🙏
Jay jagannath
ଆଜ୍ଞା ସାମ୍ବାଦିକ ମାନେ ଏବଂ ବଦଳେ କହୁଛନ୍ତି ଏବ ଙ୍ଗ ଓଡ଼ିଆ ଭାଷା କେତେଦୂର ଗଲାଣି ଦେଖନ୍ତୁ
ସରକାର ଆଦର୍ଶ ସ୍କୁଲ ଖୋଲିଲେ ଆଉ ସରକାରୀ ସ୍କୁଲ ରୁ ବଛା ହୋଇ ଭଲ ପିଲା ଚାଲିଗଲେ..ଆଉ କିଛି ଭଲ ପିଲା ଶିଶୁ ମନ୍ଦିର ରେ..ତେଣୁ ସରକାରୀ ସ୍କୁଲ ରେପିଲା ଆଉ ନାହାନ୍ତି କହିଲେ ଚଳେ ଗାଁ ଗହଳି ଛାଡିଲେ...ବହୁତ୍ ଉଚିତ୍ କଥା କହିଛନ୍ତି ଆପଣ..ଏବେ ଶିକ୍ଷାର ଢାଞ୍ଚା ଇଂଲିଶ ମିଡିୟମ ଭଲି କରିବାକୁ ଚେଷ୍ଟା ଚାଲିଛି ଅଫିସର ମାନଙ୍କ..ତେଣୁ ଓଡ଼ିଆ ଭାଷା ଭାରତର ଏକ କ୍ଲାସିକାଲ language ଯାହା ବଙ୍ଗାଳୀ ଆସାମ ଠାରୁ ପୁରାତନ ହୋଇ ମଧ୍ୟ ଓଡ଼ିଆ ଲୋକ ଓ officer ମାନଙ୍କର ଅବହେଳା ଯୋଗୁ ଲୁପ୍ତପ୍ରାୟ..ଏବେଠୁ ପ୍ରଚେଷ୍ଟା ନହେଲେ ଆମ ପରିଚୟ ମଧ୍ୟ ଲୋପ ପାଇଯିବ..
You are right sir 👍
🙏🙏
Absolutely rt..
Thik katha
Jay jagannath 🙏💕
Many many Thanks sir.
Sir 🙏. Your each and every words are very true.
Hea jagannath jaha heba odia vasara
ପ୍ରଣାମ ଆଜ୍ଞା, ପ୍ରାଥମିକ ଶିକ୍ଷା କୁ ସରକାର ନାନା ପ୍ରକାର ଯୋଜନା ଆଣି , ଶିକ୍ଷକ ମାନଙ୍କୁ ଅନ୍ୟାନ୍ୟ ଅଦରକାରୀ କାର୍ଯ୍ୟ ରେ ନିୟୋଜିତ କରି,ଯଥେଷ୍ଟ ପରିମାଣର ଶିକ୍ଷକ ତନ ଅନ ଶିକ୍ଷକ କର୍ମଚାରୀ ଅଭାବରୁ, ଶିକ୍ଷା ର ମେରୁ ଦଣ୍ଡ କୁ ଭାଙ୍ଗି ଦିଆ ଯାଇଛି।କୌଣସି ଶିକ୍ଷକ ସ୍ୱର ଉତ୍ତୋଳନ କରି ପାରିବେ ନାହିଁ ଅମଳ ତନ୍ତ୍ର ର ଚାପ ଯୋଗୁଁ।......କିଛି କରନ୍ତୁ ଆଜ୍ଞା।
Jay Jagannath
ବାସ୍ତବ ସତ କଥା
Yes sir presently those young persons whose are working in Tahasil, R.I.and block office are completely unable to write odia language. This is the burning example at present.
I love your all talks. Pranam sir
ବର୍ଣ୍ଣବୋଧ କେବଳ ଭାଷା ଶିଖିବାର ବହି ନୁହେଁ ।
ସେଥିରେ ସଂସ୍କାର ଆଉ ପରମ୍ପରା ଭରି ରହିଛି ।
❤ Jay Jagannath Jay maa hingula Saran ❤🎉
Apana gote darakari Barta deichanti sir... ama sarkar au parents ai katha bujhiba darkar...samastanku percentage darkar knowledge darkar nahi..🙏 samajaku bhala Barta daba pain dhanyabad sir...
Pura thik
Dhanyabad
💯💯 % right
This is true
ପରୀକ୍ଷା ମୂଳକ ଭାବେ ମୋ ଛାତ୍ର/ଛାତ୍ରୀ ମାନଙ୍କୁ ନିଆଯାଉ, ସମସ୍ତେ ପ୍ରାୟ ଓଡିଆ ପଢିଲେଖି ପାରିବେ।
@@swarnanjalimishra8715 Madam, take in to account the overall picture of Government primary education .
Education department kindly look into it.Baishnab sir may be requested n entrusted for the purpose .
Compulsory odia upto 10th irrespective medium of instruction.
🎉ଆମେ ଓଡ଼ିଆ ଭାଷା ପଢିବା ଲେଖିବା ପଢିବା କହିବା କିନ୍ତୁ ସରକାରୀ ଚାକିରି ପାଇଲା ବେଳେ ଅଣ ଓଡିଆ ମାନେ ପାଇବେ ଆଉ ଓଡିଆ ପଢୁଥିବା ଯୁବକ ଯୁବତୀ ମାନେ ଦାଦନ ଖଟିବାକୁ ସୁରଟ ବାଙ୍ଗାଲୋର ଯିବେ ତ!
ଆପଣ ବୁକୁ ଫଟାଇ ଏହି କଥା ବାରମ୍ବାର ବିଭିନ୍ନ ମଞ୍ଚରେ କହି ଆସୁଛନ୍ତି। କିନ୍ତୁ ଶୁଣୁଛି କିଏ? ମନେ ହେଉଛି ଆମ ରାଜ୍ୟର ନୂଆ ସରକାର ମଧ୍ୟ କମ୍ ବଧିର ନୁହେଁ। କେବଳ ମୁହଁରେ ଅସ୍ମିତା; ଏପଟେ ଆମର ଓଡ଼ିଆ ଶିକ୍ଷା ବ୍ୟବସ୍ଥା ଯେ ଧ୍ବସ୍ତ ହୋଇପଡ଼ିଲାଣି, ସେଥିପ୍ରତି କାହାର ନିଘା ନାହିଁ। ଲାଗୁଛି, ମହାବାହୁ ପୁଣି କଳ ମୋଡ଼ିବେ ଏ ଜାତିକୁ ବଞ୍ଚାଇବା ପାଇଁ।
Sir kuade gala amara asmita, right sir
ସ୍ଥିତି ଠିକ ନୁହେଁ !
Bhala katha agyan … mu sambalpur ru mor pain odia jete important Sambalpuri/koshli madhya sete important… mora question hela Sambalpuri ete popular hele madhya nijara dictionary,grammar au litreture hele madhya odisha re sambalpuri bhasha abahelita mate lage sambalpuri bhasha ra abhishap lagichi odia bhasha re odia au rahiba nahi
Madhu barnabodha School re padhajau apatti nahi kintu ame mane pilanku Odia School ku chhadile ta ? jenu dina Odia Film band helani se dinathu mu janichhi Odia bhasha prati bipada madiasila .
Challiche para.FLN
Mahasaya Tama nati natuni jou English medium school re padhuchhanti tanku advice daunahanti? Na gariba ra pila thika heichi bhaasa Sanskrit ku bancheiba au jibana Sara ghanti haba
@@trilochanbharati7625ଆପଣଙ୍କ ଅବଗତି ପାଇଁ ସବୁ ଅସୁବିଧା ସତ୍ତ୍ବେ ମୁଁ ମୋ ପିଲାଙ୍କୁ ଓଡ଼ିଆ ମାଧ୍ୟମ ବିଦ୍ୟାଳୟରେ ପଢାଇ ମଣିଷ କରିଛି। କାହିଁ ବଡଲୋକଙ୍କ ପିଲା ଓଡ଼ିଆ ପଢିବା କୋଉଠି ମନା ? ସେମାନଙ୍କ ଇଙ୍ଗ୍ରାଜି ମାଧ୍ୟମ ବିଦ୍ୟାଳୟରେ ଠିକ୍ ଓଡ଼ିଆ ପଢାଯାଉଛି କି ?