ଯାହା କହିନଥିଲେ, ସବୁ କହିଦେଲେ ମନ୍ତ୍ରୀ ପୃଥ୍ୱୀରାଜ |News7 Podcast with Law Minister Prithviraj Harichandan

Поділитися
Вставка
  • Опубліковано 29 лис 2024

КОМЕНТАРІ • 30

  • @satishchandrabehera7291
    @satishchandrabehera7291 Місяць тому +3

    ' ବିଶ୍ଵଭୁଷଣ ' ଙ୍କ ସୁପୁତ୍ର ' ପୃଥ୍ୱୀରାଜ ' ବର୍ତମାନ ସରକାର ର ଜଣେ ଲୋକପ୍ରିୟ ମନ୍ତ୍ରୀ।
    ଉଭୟ ପିତାପୁତ୍ର ନିଜ ନିଜ ନାମର ସାର୍ଥକତା ବଜାୟ ରଖିପାରିଛନ୍ତି ବୋଲି ଆମର ବିଶ୍ଵାସ।
    ଜୟ ଜଗନ୍ନାଥ!!!

  • @odiakingblog405
    @odiakingblog405 Місяць тому +2

    ତାପସ ଭାଇ ଜିନ୍ଦାବାଦ 🎉🎉🎉

  • @ashokpattanik6945
    @ashokpattanik6945 Місяць тому +1

    ରାଜ୍ୟପାଳ ଙ୍କ ପୁଅ ଜଣେ ଓଡ଼ିଆ ଅଫିସର ଙ୍କୁ ମାଡ଼ ଦେଲେ ଓ ଅପମାନିତ କଲେ ସେ ବିଷୟ କଣ ହେଲା ଦୟାକରି ଟିକେ ଆଇନ ମନ୍ତ୍ରୀ ମହୋଦୟ ଙ୍କୁ ପଚାରନ୍ତୁ।

  • @prakashkumarjena.babusan.n3760
    @prakashkumarjena.babusan.n3760 Місяць тому +1

    ଜୟ ଜଗନ୍ନାଥ ଜୟ ମୋହନ ସରକାର ❤️❤️❤️❤️

  • @geopolitics1772
    @geopolitics1772 Місяць тому +2

    Tapssss bro....

  • @BipinPattanaik
    @BipinPattanaik Місяць тому +1

    Jay Jagannath🙏Jay Nila Madhab🙏Omm🕉️Jay Maa Cuttack Chandi🙏Jay Maa Samalei🙏Jay Maa Tarini🙏Jay Maa Kalijai🙏Jay Maa Bhagbati🙏Jay BJP🙏Jay Modi ji🙏Jay Yogi ji🙏,Jay ABVP🙏Jay RSS🙏Respected former governor Biswabhusan Harichandan and welcome to new law minister Prithviraj Harichandan with three new criminal laws The Bharatiya nyaya sanhita,Bharatiya nagarika suraksha sanhita,Bharatiya sakshiya adhiniyam. SABKA SAATH SABKA VIKASH SABKA BISWAS SABKA PRAYAS MODI PARIVAAR.Double engine goverment .GPHKBG.

  • @kulamanigochhayat827
    @kulamanigochhayat827 Місяць тому

    ମନ୍ତ୍ରୀ ମହାଶୟ କହିବେ କି ଲାଇସେନ୍ସ ପ୍ରାପ୍ତ ମଦ ଦୋକାନ ଗୁଡିକ କଣ ପାଇଁ MRP ଠାରୁ ଅଧିକ ପଇସା ଗ୍ରାହକ ମାନଙ୍କ ପାଖରୁ ନେଉଛନ୍ତି

  • @pritimohanty7186
    @pritimohanty7186 Місяць тому +1

    The minister is arrogantly prejudiced.He needs to be tolerant.

  • @bidyadharmahanta1631
    @bidyadharmahanta1631 Місяць тому

    Great leader Jay Jagannath

  • @kalpatarusahoo2367
    @kalpatarusahoo2367 Місяць тому

    This interview of Sj. Pruthiraj Harirsh Chandra , Honourable Law Minister ,Govt. of odisha in support of smooth conduct of the administration of Lord Jagannath temple in puri is ,no doubt , wise for the better interest of the world wide devotees as Lord Jagannath is almighty in this inverse. 🙏⚘

  • @jssoumya
    @jssoumya Місяць тому +1

    👍👍🔥

  • @susantakar1991
    @susantakar1991 Місяць тому

    MLA WITHOUT FIR. MANY MANY THANKS

  • @Manoj-i1i8r
    @Manoj-i1i8r Місяць тому

    Great leader

  • @prafulasingh2267
    @prafulasingh2267 Місяць тому

    ଶ୍ରୀଯୁକ୍ତ ତାପସ ରଂଜନ ପଣ୍ଡାଙ୍କ ମାଧ୍ୟମରେ ମନ୍ତ୍ରୀ ମହୋଦୟ ଙ୍କ ଠାରୁ ଜାଣିବାକୁ ଚାହୁଁଛୁ ୬୦ ବର୍ଷରୁ ଅଧିକ ଓ ୮୦ ବର୍ଷରୁ କମ ବୟସ୍କ ଲୋକଙ୍କୁ ୩୦୦୦ ଟଙ୍କା କେବେ ମିଳିବ ?

  • @kedarbiswal4575
    @kedarbiswal4575 Місяць тому

    ଆଇନ୍ ବିଭାଗ - ତଳ କୋର୍ଟ ମାନଙ୍କରେ ସମସ୍ତ ସୁବିଧା ଥାଇ ଇଚ୍ଛାକୃତ ଭାବେ ଜାଣିଶୁଣି କେସ ଗୁଡ଼ିକ ବିଚାର କରାନଯାଇ ପକାଇ ରଖି ଲୋକଙ୍କୁ ହ‌ଇରାଣ କରାଯାଉଛି ମାନ୍ୟବର ମନ୍ତ୍ରୀ ତର୍ଜମା କରି ସମାଧାନ କରିଦେବେ ବୋଲି ଆଶା କରୁଛି।

  • @niranjanrout6358
    @niranjanrout6358 29 днів тому

    ଓଭରବ୍ରିଜ ପୁରୀ ଜିଲ୍ଲାପଳାଙ୍କ ରିପୋର୍ଟ ଗଣତି ମାଣତି ବାବଦ କିଛି କୁହ

  • @BipinPattanaik
    @BipinPattanaik Місяць тому

    Jay Jagannath 🙏Jay Nila madhab 🙏Omm🕉️Jay BJP 🙏 Jay Modi ji 🙏 Jay Yogi ji 🙏 Respected Mr Pandiyan time came to know about your trainer, coacher and professor who is the friend of former CM of Odisha. 4.4cr Odia' will see it.SABKA SAATH SABKA VIKASH SABKA BISWAS SABKA PRAYAS MODI PARIVAAR.

  • @sasmitaparida8926
    @sasmitaparida8926 Місяць тому

    balia super

  • @nirmalchandraray1859
    @nirmalchandraray1859 Місяць тому

    puri mandira bisrunkhala ra karana sebayata,suara ,dalal uthi paribaki

  • @anandamohakuda4943
    @anandamohakuda4943 Місяць тому

    Election istahar ra kama kahi nahi Khali faltu gopa

  • @rabindralakra7812
    @rabindralakra7812 Місяць тому

    😂😂😂😂😂😂

  • @amiyakumarswain578
    @amiyakumarswain578 Місяць тому

    Ratna bhandar Khali hele gana gani heba

  • @aryabhuminewspaper1851
    @aryabhuminewspaper1851 Місяць тому

    ଇତିହାସ ବଦଳିଗଲେ ଆମ ପରିଚୟ ବଦଳି ଯିବାର ଅସୁବିଧା କେଉଁଠି ରହିଲା

    • @parsuramsahoo7509
      @parsuramsahoo7509 Місяць тому +1

      ତୁମ ପରିଚ ୟ ରେ ବାପା ନାମ ଜାଗାରେ ସର୍ବସାଧାରଣ ଲେଖିବ ।

    • @parsuramsahoo7509
      @parsuramsahoo7509 Місяць тому +1

      ତୁମ ପରିଚ୍ୟୁୟ ବାପା ନାମ ରେ ସର୍ବସାଧାରଣ ଲେଖି ଦିଆ,ଇତିହାସ ବଦଳି ଯିବ ,