ମନ୍ତ୍ରୀମାନେ ଡିଲ୍ କରିବାରେ ବ୍ୟସ୍ତ, ବିଭାଗରେ କଣ ଚାଲୁଛି ଜାଣିପାରୁ ନାହାନ୍ତି: ଯୋଗାଣ ମନ୍ତ୍ରୀଙ୍କୁ BJDର ଟାର୍ଗେଟ

Поділитися
Вставка
  • Опубліковано 30 січ 2025

КОМЕНТАРІ •

  • @mahendramallick9753
    @mahendramallick9753 3 дні тому +5

    ମନ୍ତ୍ରୀଙ୍କର ବୁଦ୍ଧି ଶୁଦ୍ଧି ନାହିଁ, ପିଲା ଲିଆ କଥା କହୁ ଛନ୍ତି, ISA, officer ନାରେ କହିବା ଠିକ ନୁହେଁ.

  • @abhijitpattanaik671
    @abhijitpattanaik671 3 дні тому +6

    🥔 ମନ୍ତ୍ରି ଭଲ ଗପ କହୁଛନ୍ତି 😊

  • @rajatkumarsahoo3050
    @rajatkumarsahoo3050 3 дні тому +4

    ଆଉ କେତେ ଦିନ ଏଇପରିମନ୍ତ୍ରୀ ମହାଶୟ ଲୁଟିବେ।

  • @DhadubandhuLenka
    @DhadubandhuLenka 2 дні тому +1

    ଅଭୁଜା ରାଜାଙ୍କ ପାଳଚୁଟା ମନ୍ତ୍ରୀ ବିଜେପି ରେ ଅଛନ୍ତି

  • @basantakumarpanda9022
    @basantakumarpanda9022 3 дні тому +2

    ମିଲରଙ୍କ ସାଙ୍ଗରେ ମନ୍ତ୍ରୀଙ୍କ ବୁଝାମଣା ହୋଇଗଲା ବୋଧେ।

  • @GoluChandra-t6x
    @GoluChandra-t6x 3 дні тому +1

    ❤❤❤❤❤❤ dhanyavad ❤❤❤❤❤ganesh❤❤❤bhai❤❤❤

  • @satyapriyarout1339
    @satyapriyarout1339 3 дні тому

    Right sir

  • @SureshChandraSahoo-qs4bp
    @SureshChandraSahoo-qs4bp День тому +1

    BJP re jumula chalichhi🎉 dhik bjp sarakar 🎉

  • @rajendrapanda39
    @rajendrapanda39 2 дні тому +1

    ଏ ମନ୍ତ୍ରୀ ର କିଛିଔକାତ ନାହିଁ

  • @sachitradas6257
    @sachitradas6257 3 дні тому +3

    Satre Drubhagya

  • @sudamcharanprusty
    @sudamcharanprusty 3 дні тому +2

    ଅଯୋଗ୍ୟ ଅପାରଗ ସରକାର

  • @brajasundarsahoo1590
    @brajasundarsahoo1590 3 дні тому +1

    ଆଳୁ ମନ୍ତ୍ରୀକୁ ଲଜ୍ଜ୍ୟା ନାହିଁ ମିଡିଆରେ କହୁଛି । ଦମ୍ ଥିଲା ତ ସେ ଅଫିସର ଏମିତି କହିବା ମାତ୍ରେ ତୁରନ୍ତ ଆକ୍ସନ ନେଇଥାନ୍ତ । ତା ପରେ ମିଡିଆରେ କହିଥାନ୍ତ ।

  • @sishirkarna9418
    @sishirkarna9418 3 дні тому +1

    ଛିଛି ବିଜେପି

  • @baidyabiharigiri9439
    @baidyabiharigiri9439 3 дні тому

    ଓଜନ କଟୀନୀ ଛଟନୀ ଅଖା ସବୁ ତୀରେ ଦଲାଲ ଖାଉଛି ଚାଷୀ ଆତ୍ମହତ୍ୟା କରିବେ

  • @umakantabehera7734
    @umakantabehera7734 3 дні тому +2

    A matri janak kuhalia

  • @abhaytubeearthmovers9737
    @abhaytubeearthmovers9737 3 дні тому +1

    Bhala gapuchu nuha

  • @bhalanathhansdah3012
    @bhalanathhansdah3012 3 дні тому +1

    ମୁନ୍ତୀ କି ବହୁଛନ୍😅

  • @ajitsahu4949
    @ajitsahu4949 3 дні тому

    ହଇରେ ମାଗିଆ ଆଉ କେବେ ଆକ୍ସନ ନେବୁ କହିଲୁ, officer ମାନେ ଯଦି ଏମିତି କହୁଛନ୍ତି ତାହାହେଲେ ସେମାନଙ୍କ ଉପରେ ଆକ୍ସନ କଣ ପାଇଁ ନେଉନାହାନ୍ତି l ଅଲାଜୁକୁ ଶଳା ଏମିତି କହିବାକୁ ଟିକେ ଲାଜ ଲାଗୁନାହିଁ.... ଛି ଛି..... ଛି ଶଳା...... l

  • @KarunakarDhani-eo2sl
    @KarunakarDhani-eo2sl 3 дні тому

    ଅରୁଣ ସାହୁ ବଡ ପାଠୁଆ।

  • @sewanayak945
    @sewanayak945 3 дні тому

    ଓଡିଶାବାସୀ ଠିକ ଜାଣିଛନ୍ତି ସେଇଥିପାଇଁ ଚେର ଉପାଡିଦେଲେ ଯେତେ ଭୋକିବା କଥା ଭୋକ କିଛି ଲାଭ ହେବ ନାହଁ ରେ ନାରଣ 😜👍

  • @abhijitpattanaik671
    @abhijitpattanaik671 2 дні тому

    2029 Upcomming book "🥔 ର ଆତ୍ମକାହାଣି"😊😊
    Written by.....

  • @jawaharlalsethi6238
    @jawaharlalsethi6238 3 дні тому +1

    What is double engine. Michua BJP.

  • @satishchandrabehera7291
    @satishchandrabehera7291 3 дні тому

    ଅରୁଣ ସାହୁଙ୍କ କଥା କାହିଁକି ଶୁଣୁଛନ୍ତି!
    ସିଏ ଡାହା ମିଛୁଆ, ଆପଣ ଜାଣିଛନ୍ତି।।

  • @KedarPattnaik
    @KedarPattnaik 2 дні тому

    Than.than.dhan.than.than.paesa..chaci.vakuy😊😊😊

  • @sanatansahu5805
    @sanatansahu5805 3 дні тому

    Dhankina kshyetrare Mantri , Officer, auDiller samastemisi katni chhatni Bepar chaleichhantti khali choramuhan Tan nitire katnichhatni adaunahin boli futani karuchhanti

  • @dm0003
    @dm0003 3 дні тому

    mantri bada ki officer

  • @pramodpanda8976
    @pramodpanda8976 3 дні тому +2

    Bjd ra kahibara nahi karan se pandia kathare uthu basha heuthele bjp bele loka manrinka tharu chora officera katha janile babu Arun galua bjd

  • @dillippradhan3536
    @dillippradhan3536 3 дні тому

    PM murkha cm murkha

  • @AshokPal-ok1wm
    @AshokPal-ok1wm 16 годин тому

    Gaadyee chhadyee diyantu,janiba darakar padibani

  • @aanandrao2408
    @aanandrao2408 3 дні тому

    ବିଜେଡି କହିବା ସ୍ଵାଭାବିକ କାରଣ 25 ବର୍ଷର ଗୁମର ଖୋଲୁଛି ।ତେଣୁ ତ ଅରୁଣ ସାହୁ ଏ ପ୍ରକାର କହିବେ । ପୂର୍ବ ସରକାର 25 ବର୍ଷର ଘୋଟାଲା, ଖଣି,ପାଣି ଚାଷ,ଆଳୁ , ଅରୁଣ ବାବୁ ତମେ ଡବଲ କଟିନି ଛଟନି ବ୍ୟବସ୍ଥା କରିଥିଲା ବିଜେଡି ।