SARBA AATMA NANDI GHOSA | BAISHNAB KAILASH | JAGANNATHA BHAJAN

Поділитися
Вставка
  • Опубліковано 15 вер 2024
  • #BaishnabKailash #SanjibaniMusic #odiadevotional #odiabhajan #jagannath #jagannathbhajan
    Song - Sarba Aatma Nandighosa
    Singer: Bhikari Bal
    Album: Nabakalebara
    Music: Bhikari Bal
    Lyricis: Dr. Prasanna Samal
    Lyrics
    -------------------------------------------------------------------------------------------------------
    ସର୍ବ ଆତ୍ମା ନନ୍ଦିଘୋଷ ବିଜେ ତହିଁ ଜଗନ୍ନାଥ
    ଜୀବନ ବଡ଼ଦଣ୍ଡ ରେ ବିଜେ ତହିଁ ଜଗନ୍ନାଥ
    ଟାଣେ ସମୟ ଦଉଡ଼ି ରଥ ଚକ ଯାଏ ଗଡ଼ି
    ସୁଖ ଗୁଣ୍ଡିଚା ମନ୍ଦିର ଅଛି କାହିଁ କେତେ ଦୂର
    ଚାହିଁଲେ ପାଉନି ନେତ୍ର
    ହୃଦୟ ବଡ଼ଦେଉଳେ ନିତ୍ୟ ପଞ୍ଚଜନ୍ୟ ବାଜେ
    ମନ ଆନନ୍ଦ ବଜାରେ ବିବେକ କୈବଲ୍ୟ ବାଜେ
    ଛୁଇଁ ଆଶା କଳ୍ପବଟ
    ପାପ ମୋ ସାଗର ପରି ଲୁହ ମୋ ଫୁଲ ଚାଙ୍ଗୁଡ଼ି
    ତୁଣ୍ଡ ବଡ଼ପଣ୍ଡା ଡ଼ାକେ ଦୁଃଖ ଭୋଗ ଥାଳି ଧରି
    କହ ରେ କାଳିଆ (କହ) କହିବୁ କି ସତ
    କେବେ ମୋ ବାହୁଡ଼ା ଜାତ
    ସର୍ବ ଆତ୍ମା ନନ୍ଦିଘୋଷ ବିଜେ ତହିଁ ଜଗନ୍ନାଥ
    ଜୀବନ ବଡ଼ଦଣ୍ଡ ରେ ବିଜେ ତହିଁ ଜଗନ୍ନାଥ
    -------------------------------------------------------------------------------------------------------
    If you liked the video please do subscribe to my channel.
    Keep Supporting me so I continue to provide such quality content.
    Thank You for Watching!

КОМЕНТАРІ • 2