Srimad Bhagabat Mahapuran Prathama skanda Part-03 (ଶ୍ରୀମଦ୍ ଭଗବତ ମହାପୁରାଣ ପ୍ରଥମ ସ୍କନ୍ଦ ତୃତୀୟ ଅଧାୟ)

Поділитися
Вставка
  • Опубліковано 5 лют 2025
  • Srimad Bhagabat Mahapuran Trutiya Adhaya Full (ଶ୍ରୀମଦ୍ ଭଗବତ ମହାପୁରାଣ ପ୍ରଥମ ସ୍କନ୍ଦ ତୃତୀୟ ଅଧାୟ)
    ଶ୍ରୀ ଜଗନ୍ନାଥଙ୍କ ଅଶେଷ କୃପାରୁ ମୁଁ ଆଜି ଶ୍ରୀମଦ୍ ଭାଗବତ ମହାପୁରାଣ ପାଠ କରିଅଛି ଆଶାକରେ ଆପଣମାନଙ୍କୁ ଭଲଲଗିବ
    ଭଲ ଲାଗିଲେ ଲାଇକି ଟିଏ କରିବେ, କିଛି ଭୁଲୁ ଥିଲେ କ୍ଷମା କରିବେ ଜୟ ଜଗନ୍ନାଥ
    Enjoy this spiritual Srimad Bhagabat Mahapuran (odia) and subscribe this channel#odiayoutubersibun, share this video yours freands and family
    For Any query
    Sibunrath.10@gmail.com
    #odiayoutubersibun
    #odiayoutubersibunu
    #srimadbhagavatam
    #odiabhagabat
    #gitabhagabatastory #odiapurana #Bhagabatamohapurana #gitabhagabatapothi #shreemadbhagabatagitaodia #Bhagabatagitaodia

КОМЕНТАРІ • 93

  • @biswabhusanrath2814
    @biswabhusanrath2814 Рік тому +12

    ଚାତକ ପକ୍ଷୀ ପରି ଦୀର୍ଘ ଦିନ ଅପେକ୍ଷା କରିବା ପରେ ଆଜି ପୁଣି ମାଆ ସୁନୀତା ରାଣୀଙ୍କ କଣ୍ଠରୁ ଭକ୍ତି ଓ ମୁକ୍ତିପ୍ରଦାୟକ ପରମ ଶାସ୍ତ୍ର ଶ୍ରୀମଦ୍ ଭାଗବତ ମହାପୁରାଣ ୧ମ ସ୍କନ୍ଧ ତୃତୀୟ ଅଧ୍ୟାୟର ଅମୃତମୟ ରସ ପାନ କରି ଆତ୍ମତୃପ୍ତ ହେଲି । ଅତି ସୁନ୍ଦର ଏବଂ ମନଛୁଆଁ ସଂଗୀତ ସହ ମାଆଙ୍କର ଅତି ଚମତ୍କାର, ଆକର୍ଷଣୀୟ, ହୃଦୟସ୍ପର୍ଶୀ ଏବଂ ମଧୁମୟ କଣ୍ଠସ୍ଵରରେ ଭାଗବତ ବାଣୀ ଶ୍ରବଣ କରି ଶରୀରରେ ରୋମାଞ୍ଚ ସୃଷ୍ଟି ହେବା ସଙ୍ଗେ ସଙ୍ଗେ ମନପ୍ରାଣ ଅତ୍ୟନ୍ତ ପୁଲକିତ ହେଉଛି ଓ ହୃଦୟରେ ପରମାନନ୍ଦ ଜାତ ହେବା ସହ ଆଖିରୁ ଆନନ୍ଦାଶ୍ରୁ ଝରି ଆସୁଛି । ମନକୁ ପରମ ଶାନ୍ତି ମିଳୁଛି । ଏପରିକି, ମାଆଙ୍କ କଣ୍ଠରୁ ଭାଗବତ ବାଣୀ ପ୍ରତିଦିନ ନ ଶୁଣିଲେ ମୋତେ ଭଲ ଲାଗେ ନାହିଁ । ତେଣୁ, ଡାଉନ୍ ଲୋଡ କରି ରଖିଥିବା ୧ମ ସ୍କନ୍ଧର ୧ମ ଅଧ୍ୟାୟଟି ମୁଁ ପ୍ରତିଦିନ ଦୁଇ/ତିନିଥର ଶୁଣି ଆସୁଛି । ଓଡ଼ିଆ ୟୁଟ୍ୟୁବର୍ ସିବୁନ୍ ଚ୍ୟାନେଲଦ୍ଵାରା ପ୍ରସାରିତ ପ୍ରତ୍ୟେକଟି ଭିଡ଼ିଓ ମୁଁ ଦେଖିବା ସଙ୍ଗେ ସଙ୍ଗେ ସେସବୁ ମୋର ମିତ୍ରମାନଙ୍କ ପାଖକୁ ମଧ୍ୟ ପଠାଇଆସୁଛି । ମାଆ ସୁନୀତା ରାଣୀ ନିଶ୍ଚିତ ରୂପେ ଜଣେ ଦିବ୍ୟାତ୍ମା । ସେ ପ୍ରଭୁ ଶ୍ରୀକୃଷ୍ଣ ବା ଶ୍ରୀଜଗନ୍ନାଥଙ୍କର ଜଣେ ପରମ ଭକ୍ତ ବା ଅନ୍ତରଙ୍ଗ ଆତ୍ମୀୟ ସଖା ବୋଲି ମୋର ହୃଦ୍‌ବୋଧ ହୁଏ । ତେଣୁ, ତାଙ୍କ କଣ୍ଠରୁ ଧାରାବାହିକ ଭାବେ ଭାଗବତର ପ୍ରତ୍ୟେକଟି ଅଧ୍ୟାୟ ପ୍ରସାର କରିବା ପାଇଁ ମୋର ବିଶେଷ ବିନମ୍ର ଅନୁରୋଧ । ମହାନ୍ ଦିବ୍ୟାତ୍ମା ପ୍ରିୟ ସିବୁନ୍ ବାବୁଙ୍କ ଅମୃତମୟ କଣ୍ଠସ୍ଵର ପ୍ରତ୍ୟେକଟି ଦର୍ଶକର ମନ ଓ ପ୍ରାଣକୁ ସ୍ପର୍ଶ କରିଆସୁଛି । ତେଣୁ, ମଝିରେ ମଝିରେ ତାଙ୍କ କଣ୍ଠରୁ ଅନ୍ୟାନ୍ୟ ଆଧ୍ୟାତ୍ମିକ ବା ଧର୍ମ ଗ୍ରନ୍ଥ ପଠନର ସଂଗୀତମୟ ପରିବେଷଣର ପ୍ରସାରଣ ଜାରି ରଖିବେ ବୋଲି ଆଶା । ଉଭୟ ମାଆ ସୁନୀତା ରାଣୀ ଓ ପ୍ରିୟ ସିବୁନ୍‌ ବାବୁଙ୍କୁ ମୋର ଅଶେଷ ଆନ୍ତରିକ ଧନ୍ୟବାଦ ଓ କୃତଜ୍ଞତା ଜ୍ଞାପନ କରୁଛି । ପରିଶେଷରେ, ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନିକଟରେ ଓଡ଼ିଆ ୟୂଟ୍ୟୁବର୍ ସିିବୁନ୍‌ ପରିବାରର ସମସ୍ତ କର୍ମକର୍ତ୍ତା, ଶିଳ୍ପୀ , ଦର୍ଶକବନ୍ଧୁ ଓ ସଦସ୍ୟମାନଙ୍କର ସୁଦୀର୍ଘ ଜୀବନ ଏବଂ ଉତ୍ତରୋତ୍ତର ଉନ୍ନତି କାମନା କରୁଛି ।
    ଜୟ ଜଗନ୍ନାଥ । 🙏🙏🙏🙏
    ଜୟ ପଞ୍ଚସଖା । 🙏🙏🙏🙏🙏

  • @SandhyaraniGhosh-g5b
    @SandhyaraniGhosh-g5b Рік тому +2

    Bahut bhala. Dhanyabad

  • @BhaskarchadraPatra
    @BhaskarchadraPatra Рік тому +2

    Bahut sundar sumadhura ,amurtwa tharu bi adhika modhura jay shreekurushno bhagwan nomha

  • @Prabhunku-Khojiba-Asa
    @Prabhunku-Khojiba-Asa Рік тому +9

    ଅତି ସୁନ୍ଦର ଏବଂ ପ୍ରାଞ୍ଜଳ ଭାବରେ ଭାଗବତ ପାଠ କରିଛନ୍ତି 🤷🏻‍♂️🌹🙏
    ଓଁ ନମୋ ଭଗବତେ ବାସୁଦେବାୟ 🤷🏻‍♂️🛐
    🕉️ ଜୟଶ୍ରୀ ସତ୍ୟନାରାୟଣ ସ୍ୱାମୀଙ୍କର ସଦ୍ଦିଚ୍ଛାହିଁ ପୂର୍ଣ୍ଣହେଉ, ଆନନ୍ଦେ ଏକବାର ହରିବୋଲ 🤷🏻‍♂️🙏🕉️

  • @HaldharSuna-b1q
    @HaldharSuna-b1q Рік тому +2

    Om namo vagabate basudebay namah🎉bahut sundar vauni dasabidharupi pravu tumara koti koti mangala karantu🎉patanagarh blgr 🎉

  • @SimaTapan
    @SimaTapan Місяць тому +1

    Jay Radha Krishna ❤❤❤❤❤❤

  • @gobindasinghpurty4742
    @gobindasinghpurty4742 6 місяців тому +2

    ଅତି ସୁନ୍ଦର 🔔ବଚନ 🔔ଶୁଣି ଧନ୍ୟ 🌹ହୁଇଗଲା 🌹ମନ 🙏🏻ପ୍ରାଣ 🙏🏻 ଜୟ 🙏🏻 ଜଗନ୍ନାଥ 🙏🏻🙏🏻🙏🏻🙏🏻🌹💞💞👌🏻👌🏻👌🏻

  • @ramchandrabehera7723
    @ramchandrabehera7723 Рік тому +2

    ଓମ୍ ନମ୍ଃ ଭଗବତେ ବାସୁଦେବାୟ

  • @SarojParida-xv8lc
    @SarojParida-xv8lc 15 днів тому

    Jai shree Krishna Jai shree Ram 🙏 Jai shree jagannath Swami 🙏

  • @papunayak7855
    @papunayak7855 Рік тому +2

    ଜୟ ଶ୍ରୀ ରାଧା କୃଷ୍ଣ ହରେ ହରେ 🙏🙏🙏

  • @narayandalai9799
    @narayandalai9799 Рік тому +3

    ଜୟ 🚩🌴ଶ୍ରୀ 🌿🚩ଜଗନ୍ନାଥ 🚩
    ଜୟ 🚩🌴ଶ୍ରୀ 🌿🚩ବଳଭଦ୍ର 🚩
    ଜୟ 🌿🚩ମାଁ 🌿🚩ସୁଭଦ୍ରା 🚩
    ଜୟ🌿🚩 ଶ୍ରୀ🌿🚩 ହନୁମାନ 🚩🌿
    ଜୟ 🌿🚩ଶ୍ରୀ 🚩🌿ପତିତପାବନ 🌿🚩ବାନା 🌿🚩🙏🙏🙏

  • @KalucharanSahoo-ps9mm
    @KalucharanSahoo-ps9mm Рік тому +1

    Om namah bhagabate basudebaya

  • @pursatmrana4549
    @pursatmrana4549 Рік тому +2

    Jay Jagannath 🙏🙏🙏wowbhal bhajan

  • @smrutirekhabarik5146
    @smrutirekhabarik5146 Рік тому +1

    Om nama bhagabate basudebay 🙏🏻

  • @narayandalai9799
    @narayandalai9799 Рік тому +5

    ଜୟ ମାଁ ତାରା ତାରିଣୀ 🚩🚩🚩
    ଜୟ ମାଁ ଡାଳ ଖାଇ 🚩🚩
    ଜୟ ମାଁ ଅନ୍ନପୂର୍ଣ୍ଣା 🚩🚩
    ଜୟ ମାଁ ସୁଭଦ୍ରା 🚩🚩
    ଜୟ ମାଁ ଗ୍ରାମଦେବୀ 🚩🚩🚩

  • @narayandalai9799
    @narayandalai9799 Рік тому +4

    ହରେ କୃଷ୍ଣ ହରେ କୃଷ୍ଣ କୃଷ୍ଣ କୃଷ୍ଣ ହରେ ହରେ ହରେ ରାମ ହରେ ରାମ ରାମ ରାମ ହରେ ହରେ 🚩🌿ରାଧେ🚩🌿 ରାଧେ🚩🌿 ରାଧେ 🚩🌿🍀🌻

  • @DebasisRath820
    @DebasisRath820 Рік тому +2

    Om namo bhagabate basudebay 🙏🙏....

  • @Mrkaliabhai2
    @Mrkaliabhai2 Місяць тому

    ବହୁତ ସୁନ୍ଦର ଗୀତ

  • @bhaskarpatra2883
    @bhaskarpatra2883 Рік тому +4

    ଭଉଣୀ କଣ୍ଠ ରୁ ସୁଣିବା, ପାଇଁ ଅତି ସୁନ୍ଦର୍ ଲାଗୁଛି

  • @ramakantmallik7985
    @ramakantmallik7985 Рік тому +1

    ॐ ନମଃ ଭଗବତେ ବାସୁଦେବାୟ 🙏❤️👍

  • @Mr____Raju
    @Mr____Raju Рік тому +1

    Omm namah bhaga bate basu debaya 🙏🙏🙏

  • @BKPrabhu2
    @BKPrabhu2 Рік тому +2

    ସମ୍ପୂର୍ଣ ଭାଗବତ ଅଧ୍ୟାୟ ଗାଇବାପାଇଁ 🙏ଅନୁରଧ 🙏🙏🙏🙏

  • @MunaSahoo-ll6ou
    @MunaSahoo-ll6ou Рік тому +1

    ରାଧେ ରାଧେ 🙏❤👍

  • @BasantaRout-su5jh
    @BasantaRout-su5jh Рік тому +5

    ଚମତ୍କାର ଶ୍ଵର ଜୟ ଜଗନ୍ନାଥ

  • @pradiptanath7015
    @pradiptanath7015 Рік тому +1

    🌺🌺🌺ଜୟ ଗୁରୁଦେବ 🌺🌺🌺🙏🙏🙏

  • @sukantakumarpati9115
    @sukantakumarpati9115 Рік тому +2

    Joy Jaganath

  • @jagatrajdas9551
    @jagatrajdas9551 Рік тому +2

    🙏Jay shre krushna🙏

  • @BijayaBehera-jp3bk
    @BijayaBehera-jp3bk Рік тому +1

    Jay Jagannath 🙏🙏🙏

  • @swapnanayak6313
    @swapnanayak6313 Рік тому +1

    Jay radha Krishna 🙏🏽🙏🏽🙏🏽🚩🚩🚩❤❤❤🌺🌺🌺

  • @josodamallik1186
    @josodamallik1186 4 місяці тому

    Jay shree krushna 🙏om namo bhagabate basudebay namha 🙏dhanyabad didi 🙏

  • @pradeepnayaka5922
    @pradeepnayaka5922 Рік тому +1

    Jay jagannath

  • @bichitrsnandamallick4414
    @bichitrsnandamallick4414 11 місяців тому +2

    Jayprabhunarayan

  • @SuryakantaSamal-cy5ox
    @SuryakantaSamal-cy5ox Рік тому +2

    ❤ love bhagbt

  • @SurprisedBackpacker-sd6lg
    @SurprisedBackpacker-sd6lg 10 місяців тому +1

    Omm NamahhaBhagabate Basudebaya

  • @monalishamohapatra7586
    @monalishamohapatra7586 Рік тому +2

    Jay ramkrishna thanks for spiritual work

  • @bhramarbarsahoo7487
    @bhramarbarsahoo7487 Рік тому +1

    ଅତି ସୁନ୍ଦର କଣ୍ଠ

  • @HadibandhuRoul-ri3dk
    @HadibandhuRoul-ri3dk Рік тому +1

    JayMaaTarini👍👍🙏🙏🙏🙏

  • @LaxmanBarik-l5x
    @LaxmanBarik-l5x Рік тому +1

    Jay Jagannath jay Jagannath

  • @Krishna-qy6ny
    @Krishna-qy6ny Рік тому +1

    God bless you

  • @harischandradas478
    @harischandradas478 Рік тому +3

    ଭାଗବତ ମହାପୁରାଣ ହୃଦୟକୁ ଛୁଁଉଛି।
    ବହୁତ ମନଲୋଭା ହୋଇଛି।
    ଓଁ ନମଃ ଭଗବତେ ବାସୁଦେବାୟ 🙏🙏🙏
    ହରେ କୃଷ୍ଣ ପ୍ରଭୁ ଜୟ ଜଗନ୍ନାଥ ହରିବୋଲ 🙏🙏🙏

  • @ballabhabehera1026
    @ballabhabehera1026 Рік тому +2

    Jay Shree Jagannath

  • @santoshjoshi1314
    @santoshjoshi1314 Рік тому +5

    ଆଗାମୀ ଅଧ୍ୟାୟ ଶିଘ୍ର ରିଲିଜ କରିବାକୁ ଅନୁରୋଧ

  • @Bhagabatibehera-d4l
    @Bhagabatibehera-d4l Рік тому +1

    👌👌👌👌

  • @RameshKashyap-de9ls
    @RameshKashyap-de9ls 21 день тому

    Om namo narayana,,,,

  • @narayandalai9799
    @narayandalai9799 Рік тому +2

    ଜୟ🌿🚩 ଶ୍ରୀ🌴🚩 ପଞ୍ଚସଖା
    ଜୟ🚩🌱 ଶ୍ରୀ 🚩🌱ଅଚ୍ୟୁତାନନ୍ଦ🌿🚩 ଦାସ
    ଜୟ 🌱🚩ଶ୍ରୀ 🚩🍀ଜଗନ୍ନାଥ🌿🚩 ଦାସ
    ଜୟ 🌱🚩ଶ୍ରୀ 🌱🚩ଯଶବନ୍ତ 🌿🚩ଦାସ
    ଜୟ 🍀🚩ଶ୍ରୀ 🌱🌴ବଳରାମ 🌿🚩ଦାସ
    ଜୟ 🍀🚩ଶ୍ରୀ 🍀🚩ଶିଶୁ 🌿🚩ଅନନ୍ତ🌿🚩 ଦାସ 🙏🙏🙏

  • @rameshbehera9917
    @rameshbehera9917 Рік тому +1

    Jaya Jagannath

  • @sebafineartsacademy5881
    @sebafineartsacademy5881 Рік тому +1

    Best singar than other, continue regular than world ...

  • @basantabehera5781
    @basantabehera5781 4 місяці тому

    Om namah bhagavate vasudevai namah

  • @odishaculturetv3340
    @odishaculturetv3340 Рік тому +1

    Jay jagannath

  • @itzsubham231
    @itzsubham231 10 місяців тому

    Jay radhe krishna

  • @Sradhanjali_3582_
    @Sradhanjali_3582_ 11 місяців тому +1

    Sweet voice thanks mam. Sundar barnita bhagabata sunibaku bahut bhala laguchhi sradhanjali

  • @UmakantaBehera-me7dv
    @UmakantaBehera-me7dv 6 місяців тому

    Srirem. Super

  • @prakashachandrabiswal6198
    @prakashachandrabiswal6198 Рік тому +2

    ଏକାଦଶ ସ୍କନ୍ଧ

  • @BhanuJena-gj5tz
    @BhanuJena-gj5tz 8 місяців тому

    Jay guru

  • @SurprisedBackpacker-sd6lg
    @SurprisedBackpacker-sd6lg 8 місяців тому +1

    Jay Sri Ram

  • @kailsshswain8947
    @kailsshswain8947 Рік тому +1

    Jay Jagannath 🌷

  • @DukhabandhuNaik-g3x
    @DukhabandhuNaik-g3x Місяць тому

    Jay Jagannath

  • @ranjitkumarbehera1445
    @ranjitkumarbehera1445 Рік тому +2

    Jay Jagannath Jay Jagannath Jay Jagannath 🙏 🙏🙏🙏🙏🙏🙏🙏

  • @ajaysamal1195
    @ajaysamal1195 3 місяці тому

    Jay jagannath🙏🙏🙏🙏🙏🙏🙏🙏

  • @sadanandanayak5324
    @sadanandanayak5324 Рік тому +1

    Good

  • @AsishaDash
    @AsishaDash 11 місяців тому

    Jay shree Krishna

  • @ramchandrabehera7723
    @ramchandrabehera7723 Рік тому +5

    ଦିଦି ତୁମ ସ୍ବରରେ ଭାଗବତ ପୁରାଣ ଶୁଣିବାକୁ ଭଲ ଲାଗୁଅଛି

  • @bhaskarpatra2883
    @bhaskarpatra2883 Рік тому +1

    God bless you

  • @raghunathbag141
    @raghunathbag141 Рік тому +2

    Very Interesting voice Madam jay shreekrusna

  • @balabantaparida855
    @balabantaparida855 Рік тому +2

    Om shanti om shanti om shanti thanks🌹🙏🌹🙏🌹🙏🌹🙏🌹🙏🌹🙏🌹🙏🌹🙏🌹🙏🌹🙏🌹🙏🌹🙏🌹🙏🌹🙏🌹🙏🌹🙏🌹🙏🌹🙏🌹🙏🌹🙏

  • @bhaskarpatra2883
    @bhaskarpatra2883 Рік тому +1

    ଏକାଦଶ ଅଧ୍ୟାୟ ପଢ଼ିବା ପାଇଁଁ ଅନୁରୋଧ sister

  • @saratksatpathy666
    @saratksatpathy666 Рік тому +1

    Melodiously extraordinary

  • @rasikapadhan
    @rasikapadhan Рік тому +1

    Nice voice ❤❤❤❤❤❤❤

  • @rajaramsahu6104
    @rajaramsahu6104 Рік тому +1

    Really excellent 👏 sweet voice my SUNI MAMA Please forward in namo bhagabate basudebaya saranarthe line ,jay sri sachhitananda saranam.

  • @AjayNayak-oy7ut
    @AjayNayak-oy7ut 5 місяців тому

    Jaysheekrusnta

  • @ramchandrabehera7723
    @ramchandrabehera7723 Рік тому +2

    🙏🙏🙏

  • @krushnapatra6312
    @krushnapatra6312 Рік тому +26

    Jay radha krushna 🙏🙏🙏ଏକାଦଶ ସନ୍ଧ ପଢିବା ପାଇଁ ଅନୁରୋଧ ରହିଲା sweet 🙏🙏🙏👌👌👌🌺💐🌺💐

  • @HaldharSanta-og5yg
    @HaldharSanta-og5yg 6 місяців тому

    ଜୀବନରେ ଦୁଇ ଟି ଲୋକ ଙ୍କ ଆବଶ୍ୟକତା ।ବହୁତ ଜରୁରୀ ଅଟେ
    ଜଣେ shree କୃଷ୍ଣ ନ ଲଢି ମଧ୍ଯ ବିଜୟ ନିଶ୍ଚତ କରି ଦିଅନ୍ତି ।ଆଉଜଣେ Karna ଯିଏ ପରାଜୟ ସାମାନା ରେ ଦେଖୀ ମଧ୍ଯ ସାଥ୍ କେବେ ଛାଡ଼ନ୍ତି ନାହିଁ । ଓଁ ନମ ଭାଗବତ ବାସୁଦେବେ ନମଁ
    ❤❤❤❤❤❤❤🙏🙏🙏🙏🙏🙏🙏🙏

  • @rameshbehera9917
    @rameshbehera9917 Рік тому +1

    Prabha mangala karantu

  • @goutamasahu4041
    @goutamasahu4041 Рік тому +2

    Really sweety voice. God may bless you.

  • @nayanasathua7141
    @nayanasathua7141 Місяць тому

    Very nice voice madam

  • @rajeshkumarnaik6395
    @rajeshkumarnaik6395 Рік тому +1

    Part 2 chhadibaku chesta karantu

  • @bhanupratapr928
    @bhanupratapr928 Рік тому +1

    Nice voice ❤

  • @LalitMohanRana-wz7wj
    @LalitMohanRana-wz7wj 11 місяців тому

    Verisweet.voicethankyou😅

  • @prasannabehera1461
    @prasannabehera1461 10 місяців тому

    Jay jagarnatha swami nayana patha Gami good morning mam part 2chhadantu asuni kan pain

  • @SankarSankar-rj9bl
    @SankarSankar-rj9bl Рік тому +1

    Tu

  • @sibarammajhi1472
    @sibarammajhi1472 11 місяців тому +1

    Srimanbhagabatashibarammajhipracharkandhamaljillayes

  • @SanjayNayak-gk6ty
    @SanjayNayak-gk6ty Рік тому +2

    Maa sapurn bhaga padha ntu

  • @RanjanKumarMahananda
    @RanjanKumarMahananda 11 місяців тому

    ❤you😢 b w

  • @RameshChandraKhandual
    @RameshChandraKhandual Рік тому

    Bio in 9:38

  • @madhabasahoo6625
    @madhabasahoo6625 Рік тому +2

    Jay Jagannath 🌷🙏🙏🙏🌷

  • @akshaykumarpradhan3935
    @akshaykumarpradhan3935 5 місяців тому

    Jay jagannath

  • @nayanasathua7141
    @nayanasathua7141 Місяць тому

    Very nice voice madam

  • @nayanasathua7141
    @nayanasathua7141 Місяць тому

    Very nice voice madam