Modi’s Speech Decoded: Why PM Links Govt Incompetence To Public Fury Against Dharmendra

Поділитися
Вставка
  • Опубліковано 2 гру 2024

КОМЕНТАРІ • 386

  • @kishorechoudhury7844
    @kishorechoudhury7844 День тому +54

    ଆଜ୍ଞା ଧର୍ମେନ୍ଦ୍ର ବାବୁ ନିଜେ ଏକଥା ବୁଝି ଛନ୍ତି କି? ଯା ହେଉ ଆପଣ ବୁଝେଇ ଦେଲେ। ଧର୍ମେନ୍ଦ୍ର ଯଦି ନିର୍ଭୟ ଗୁମର କଥା ଶୁଣୁଥିବେ ବୁଝି ଯାଇଥିବେ।

  • @netajidash9367
    @netajidash9367 День тому +33

    ଆପଣଣ ମଞ୍ଜ କଥା ଟି ଠିକ୍ ଧରିଛନ୍ତି। ବୁଝିବା ଲୋକ ମୋଦୀଙ୍କ ସତର୍କ ବାଣୀଟି ବୁଝି ନିଜକୁ ସଜାଡ଼ିନେଲେ ତାଙ୍କର ମଙ୍ଗଳ ସାଙ୍ଗକୁ ରାଜ୍ୟ ପାଇଁ ମଙ୍ଗଳ। ନଚେତ୍ ବାଣ କୁଆଡ଼ୁ ଆସିବ ଜାଣିପାରିବେ ନାହିଁ।

  • @ajitkumarpanda6388
    @ajitkumarpanda6388 День тому +47

    Sir,,,ବହୁତ୍ ସୁନ୍ଦର୍ ବିଶ୍ଳେଷଣ,,,,,,,,,,
    ଶ୍ରେଷ୍ଠ ବ୍ୟକ୍ତିତ୍ୱର ପ୍ରତୀକ ହେଲେ ପ୍ରଧାନମନ୍ତ୍ରୀ ମୋଦି,,,,,,ଯାହା ଭାରତବର୍ଷ କୁ ଆଜି ଶୀର୍ଷ ରେ ପହଞ୍ଚେଇ ଛି,,,,,

    • @manju450
      @manju450 17 годин тому

      Satya

    • @himansudash9149
      @himansudash9149 17 годин тому

      ନିଜ କୁ ନିଜେ ଗାଣ୍ଡିରେ ଵାଉଂଶ ପୁରେଇ ଟେକୁଥା । ଯେମିତି ମମତା ଆଳୁ ନଦେଲେ ତମେ ମରୁଛ ସେମିତି ଚାଇନା ପେଳମଳି ଭାରତ ବଞ୍ଚିଛି।କେବଳ ନିର୍ବାଚନ ଜିତିବା ଛଡା ଦେଶ ର ଉନ୍ନତି ନାହିଁଁ।

    • @SubashMishra-h3v
      @SubashMishra-h3v 2 години тому

      Right katha

  • @Dr.HemantaKumar
    @Dr.HemantaKumar День тому +63

    ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜଣେ କର୍ମଠ , ସମୟାନୁବର୍ତ୍ତୀ, ବିଜ୍ଞ, ଦୂରଦ୍ରଷ୍ଟା । ବିଚକ୍ଷଣ ଧୀଶକ୍ତି ସମ୍ପନ୍ନ ବ୍ୟକ୍ତି। ଓଡ଼ିଶାକୁ ଗଭୀର ଭଲ ପାଉଥିବା ପ୍ରଥମ ପ୍ରଧାନମନ୍ତ୍ରୀ। ପ୍ରଭୁ ଶ୍ରୀଜଗନ୍ନାଥ ତାଙ୍କୁ ଦୀର୍ଘାୟୁ କରନ୍ତୁ।

  • @arogyaBira
    @arogyaBira 23 години тому +8

    ନିଶ୍ଚିତ ଭାବରେ ଧର୍ମେନ୍ଦ୍ର ପ୍ରଧାନ ମୋଦି ଜି ଙ୍କ good book ରେ ଆଉ ନାହାଁନ୍ତି। ଏହା ବୋଧେ ସେ ଜାଣିଛନ୍ତି କି ନାହିଁ ସନ୍ଦେହ। fantastic decoding format

  • @l.p.rajguru1681
    @l.p.rajguru1681 День тому +67

    ଧର୍ମ ପିତା ଧର୍ମେନ୍ଦ୍ର ବାବୁ କର ଯେତେଦିନ ଯାଏ ପ୍ରଭାବ ଥିବ ସେତେଦିନ ଯାଏ ଓଡିଶା ବିଜେପି ଉଠିପାରିବନି,ଫାୟାର ବ୍ରାଣ୍ଡଁ ନେତା ଓ ନେତ୍ରୀକୁ ଆଗକୁ ଆଣିବା ଦରକାର ଯଥା ଅପରାଜିତା ମାମ୍,ପ୍ରଦୀପ ପାଣୀଗ୍ରାହି,ଜୟ ନାରାୟଣ ମିଶ୍ର ଓ ପ୍ରଶାନ୍ତ ଜଗଦେବ ଇତ୍ୟାଦି ଇତ୍ୟାଦି

  • @gitanjalidas1460
    @gitanjalidas1460 День тому +22

    Best analysis sir.. 🙏ଏକଦମ୍ thhick ଧରିଛନ୍ତି..... ମୁଁ ବି thhick ଏଇୟା ହିଁ ଭାବିଥିଲି ❤❤❤

  • @sarojghosh1199
    @sarojghosh1199 23 години тому +7

    ପୁରା ହୃଦୟ ସ୍ପର୍ଶି, ବାସ୍ତବ ଓ ନିର୍ଭୀକ ଉପସ୍ଥାପନା ପାଇଁ କୋଟିଏ ପ୍ରଶଂସା କଲେ ମଧ୍ୟ ବହୁତ ଉଣା ପଡ଼ିଯିବ l ଯଥାର୍ଥରେ ଆପଣଙ୍କ ଚାନେଲର ନାମକରଣର ସାର୍ଥକତl ବଜାୟ ରଖିପାରୁଛନ୍ତି l ପ୍ରକୃତରେ ଆପଣ ଓ ଆପଣଙ୍କ ଚାନନେଲ ବର୍ତ୍ତ ମାନର ଭାରତୀୟ ଜନତା ପାର୍ଟିର ସରକାର ଓ ସାଧାରଣ ଜନତାଙ୍କର ବହୁତ ବହୁତ ହିତ ନିମନ୍ତେ ଦିନରାତି ଏକ କରୁଥିବାରୁ ଏହି ଓଡ଼ିଆ ଜାତି ଆପଣମାନଙ୍କ ନିକଟରେ ଚୀର ଋଣି ହୋଇ ରହିଥିବ l ବନ୍ଦେ ଉତ୍କଳ ଜନନୀ, ବନ୍ଦେ ନିର୍ଭୟ ପରିବାର l ଏମିତି ପ୍ରସାରଣ ଜାରି ରଖନ୍ତୁ, ଏ ଦୁର୍ବିସହଗ୍ରସ୍ତ ଆମ ଓଡ଼ିଆ ଜାତିଟା ସୁଧୁରଯିବ l ନରେନ୍ଦ୍ର ମୋଦିଜୀ ଏବଂ ଅମିତ ସାହାଜୀଙ୍କୁ କେବଳ ଓଡିଶା ବାସୀ ନୁହନ୍ତି, ସମଗ୍ର ଭାରତ ବାସୀ ଥରେ ଠିକରେ ବୁଝବାର ଅଛି l ବି. ଜେ. ପି. ନେତାମାନେ ଥରେ ବୁଝିବା ଦରକାର, କେତେ ଦୃଢ ଆଶା ଆକାଂକ୍ଷା ରଖି ଲୋକେ ତାଙ୍କୁ ସିଂହାସନ ଅର୍ପଣ କରିଛନ୍ତି l ତେଣୁ ସେମାନଙ୍କୁ ଦେଶମାତୃକା ପାଇଁ ଭୋଗୀ ନହୋଇ ତ୍ୟାଗୀ ହେବାକୁ ପଡିବ l ତାହେଲେ, ଲୋକଙ୍କ ଆଶା ପୂରଣ ହେବ ଓ ଏ ଜାତି, ଏ ଦେଶ ରକ୍ଷା ପାଇଯିବ l ଜୟ ଶ୍ରୀ ରାମ

  • @KishorPatel-c3n
    @KishorPatel-c3n 23 години тому +11

    ଧର୍ମେନ୍ଦ୍ର ପ୍ରଧାନ ମହାଶୟଙ୍କ ଆତ୍ମା ଟି ଓଡ଼ିଶାର ସଚିବାଳୟରେ ଵୁଲୁଛି ଶରିର ଦିଲ୍ଲୀ ରେ ଥିଲେ ଵି ମନ ଟା ଵୁଝୁନାଇ ଵହୁ ଇପ୍ସିତ ମନୋସ୍କାମନା ଥିଵା ଓଡ଼ିଶାର ମୁଖ୍ୟମନ୍ତ୍ରୀ ପଦବୀକୁ ନ ପାଇବାର କଷ୍ଟ କୁ ଭୁଲିପାରୁନାହାନ୍ତା। ଧର୍ମ ପିତା ହେଇ ଯେଉ କଟୋରି ଗଠନ କରି ରାଜ୍ୟ ସରକାର ସମସ୍ତ ପ୍ରକାର କାର୍ଯ୍ୟକ୍ରମ ରେ ଅଯଥାରେ ଅନ୍ତରାୟ ସୃଷ୍ଟି କରୁଥିବା ସେହି ମହାନ ବ୍ୟକ୍ତି ପୁର୍ବରୁ ସରକାର ର ସମସ୍ତ ଅପକର୍ମ ର୍ଦୁନିତି ର ଘଣ୍ଟ ଘୋଡାଇବାକୁ ଏ ସବୁ ଅପପ୍ରୟାସ ଚାଲୁଅଛି ଯାହାକି ଅପ୍ରିୟ ସତ୍ୟ ଅଟେ😂😂

  • @SurendraMishra-o6i
    @SurendraMishra-o6i День тому +19

    ସାଦର ପ୍ରଣାମ, ମୋଦିଜୀ ଜଣେ ବିଶ୍ୱସ୍ତରୀୟ ଅନୁଭବୀୟ ନେତା... ନେତାଙ୍କ ଦୋଷ ତ୍ରୁଟି ସ୍ୱୀକାର କରି ତାକୁ ସୁଧାରିନେବା ସମସ୍ତଙ୍କପାଇଁ ଗ୍ରହନୀୟ... ଜୟ ଶ୍ରୀରାମ 🙏🙏🙏

  • @sabyaspeaks9345
    @sabyaspeaks9345 День тому +45

    ମୋହନ ସରକାର ବହୁତ କିଛି କରିପାରିବ, ହେଲେ ଚାପମୁକ୍ତ ହେଲେ ହିଁ ଏହା ସମ୍ଭବ। ହେଲେ ଧର୍ମେନ୍ଦ୍ର ବାବୁ ଆଣ୍ଡ କୋ, ଏହାକୁ କରାଇଦେବେନି। କାରଣ ଧର୍ମେନ୍ଦ୍ର ବାବୁଂକର ନବୀନ ବାବୁଂକ ପ୍ରତି ମୋହଭଙ୍ଗ ହୋଇନି। ଏବେ ବି ବିଜେପିରେ କିଛି ବିଜେଡ଼ି ହୃତପିଣ୍ଡଧାରୀ ଲୁଚିକି ଅଛନ୍ତି।

  • @Vinood900
    @Vinood900 День тому +26

    ମୁଁ ସିନା ମୁଖ୍ୟମନ୍ତ୍ରୀ ହେଇ ପାରିବିନି ହେଲେ, ମୋ ଲୋକ, ମୋ ଅଧୀନ ରେ ମୋ ଇଙ୍ଗିତ ରେ ନାଚି ପାରୁଥିବା ଲୋକ ମୁଖ୍ୟମନ୍ତ୍ରୀ ହେଲେ ସବୁ କ୍ଷମତା ମୋ ପାଖରେ ରହିବ।BJP ର କଳଙ୍କ ଧର୍ମେନ୍ଦ୍ର। ସେ ଯେ ଯାଏଁ ଥିବେBJP ରେ,BJP ଆଗକୁ ଆସି ପାରିବନି।

  • @RanjanKumar-mx1ki
    @RanjanKumar-mx1ki День тому +16

    ଆଜ୍ଞା ଧର୍ମେନ୍ଦ୍ର ବାବୁ ଜଣେ ବଡ଼ ଶିକ୍ଷିତ ରାଜନେତା କିନ୍ତୁ ସେ ଯଦି ନ ସୁଧୁରୁ ଛନ୍ତି bjp ଦଳ ଓ ସେ ନିଜେ ଫସିବେ ଆଗାମୀ ଦିନରେ l ଧର୍ମେନ୍ଦ୍ର ବାବୁଙ୍କ poltical କ୍ୟାରିଅର କୁ ମୋଦି ସାହା ଯୋଡି damage ବି କରିଦେଇ ପାରନ୍ତି l

  • @simantinijena959
    @simantinijena959 23 години тому +14

    ବର୍ଷ ବର୍ଷ ର ହସ ଆଜି ଆପଣଂକ ମାହାତ୍ମ୍ୟ ଉପାଖ୍ୟାନ ଦେଖୁ ଦେଖୁ.. ସାରିଦେଲି.. ପ୍ରଭୁ ଆମ ଆୟୁଷ ଆପଣଂକୁ ଦେଉ 🙏🏻

  • @ramachandrapanipani7424
    @ramachandrapanipani7424 21 годину тому +18

    ପ୍ରଧାନମନ୍ତ୍ରୀ ଶ୍ରୀଯୁକ୍ତ ନରେନ୍ଦ୍ର ମୋଦୀ ଜଣେ ଯଥାର୍ଥ ନେତା ଯିଏ ବର୍ତ୍ତମାନ ସମଗ୍ର ପୃଥିବୀର ନେତୃତ୍ୱ ନେବାର ଦକ୍ଷତାର ଅଧିକାରୀ ।

  • @RanjanBehera-ge1kf
    @RanjanBehera-ge1kf День тому +36

    ☀️ ଆଜ୍ଞା , ତୃଣମୂଳ ସ୍ତରରେ ଆମେ ବିଜେପି କାର୍ଯ୍ୟକର୍ତ୍ତା ଆଗରୁ ଅତ୍ୟାଚାରିତ ହେଉଥିଲୁ.. ଏବେବି ହତାଦର ହେଉଛୁ...

    • @Godofwar-v1v
      @Godofwar-v1v День тому

      Aukaat 😅😂😂

    • @diptiskumarbal3778
      @diptiskumarbal3778 21 годину тому

      Haba kehi bi bijhibeni . Au ea Sia panda babu nka chela . Ea vala kamaku bi kharap baneichunei kahibe

    • @SubashMishra-h3v
      @SubashMishra-h3v 2 години тому

      Right katha sir

  • @dhansingnayak4509
    @dhansingnayak4509 22 години тому +7

    ଦଳିତ ବା ଆଦିବାସୀ ମୁକ୍ଷ୍ୟ ମନ୍ତ୍ରୀ ହେଲେ କିଛି ଲୋକ ଙ୍କ ଦେହକୁ ଯାଉନାହିଁ ଏହା ଅତୀତରେ ପ୍ରମାଣ ଅଛି,

  • @prafulasingh2267
    @prafulasingh2267 День тому +25

    ଠିକ ଆପଣ ମଞ୍ଜି କଥାଟିକୁ ଧରିଛନ୍ତି ।
    ମୋ, ଜାଣିଣିବାରେ ଏହିଗଭିର ତତ୍ତ୍ବ କୁ ଅନ୍ୟକେହି ଧରିପାରି ନାହାଁନ୍ତି ।
    ଯାହା କିଛି କର୍ମୀଙ୍କ ମନରେ ଅଛି
    ଯାହାକିଛି କର୍ମୀ କହି ପାରନ୍ତିନାହିଁ , ତାହା ଆପଣ ଆପଣଙ୍କ Decoding ରେ ବା ମୁହଁରେ କହିଦେଲେ । ଆପଣ ଜବରଦସ୍ତ ବିଶ୍ଳେଷଣ ମାଧ୍ୟମରେ ଲୋକଙ୍କୁ ସଚେତନ କରିଥିବାରୁ ବହୁତ ବହୁତ ଧନ୍ୟବାଦ ।

  • @ramachandrapanipani7424
    @ramachandrapanipani7424 21 годину тому +6

    ପ୍ରଧାନମନ୍ତ୍ରୀ ସବୁ ଜାଣନ୍ତି । ତାଙ୍କ ଭାଷଣର ବ୍ୟାଖ୍ୟା ଆପଣ ଠିକ୍ ଭାବେ କରିଛନ୍ତି ।

  • @BharatikrushnaRath
    @BharatikrushnaRath 23 години тому +7

    ବହୁତ ଆଗରୁ କୁହାଯାଇଛି ପ୍ରଧାନ ଙ୍କ ପ୍ରାଧାନ୍ୟ ନ କମିଲେ ଓଡିଶା ପାଇଁ ବହୁତ ଅସୁବିଧା ସୃଷ୍ଟି ହେବ.

  • @prakashkumarjena.babusan.n3760
    @prakashkumarjena.babusan.n3760 День тому +17

    ଜୟ ଜଗନ୍ନାଥ ଜୟ ମୋଦିଜୀ 🙏🙏❤️❤️🚩🚩

  • @BishnucharanRay-xy5ox
    @BishnucharanRay-xy5ox День тому +16

    ଓଡ଼ିଶାରେ ବହୁତ ଦିନପରେ ବିଜେପି ସରକାର ଆସିଛି. ବିଜେପି ସରକାର ଗଢିଛି ସତ. ମାତ୍ର ବିଜେପି ସରକାରରେ ଓ ସଂଗଠନରେ ବହୁତ ମତ ଭେଦରେ ଚାଲିଛି.
    ଏକ ମନ ପ୍ରାଣ ରେ ବିଜେପି ଦଳ ଗତି କରିବା ଦରକାର

  • @malaykumarpraharaj1864
    @malaykumarpraharaj1864 23 години тому +7

    ବାଃ ! ଅତି ଚମତ୍କାର ବିଶ୍ଳେଷଣ ଆଜ୍ଞା, ଆପଣଙ୍କୁ ମାନିବାକୁ ପଡ଼ିବ ❤️🙏❤️

  • @durgaprasadsamantaray7084
    @durgaprasadsamantaray7084 23 години тому +4

    ଅତି ସୁନ୍ଦର ମଞ୍ଜ କଥାଟିକୁ ଆପଣ ଧରି ପାରିଛନ୍ତି। ନିର୍ବାଚିତ ପ୍ରତିନିଧି ମାନେ ଦୃଢ ଭାବରେ ଗ୍ରହଣ କଲେ ଭଲ ହେବ।

  • @satyabansarangi7693
    @satyabansarangi7693 День тому +11

    ଆରମ୍ଭ ରୁ ପ୍ରଧାନମନ୍ତ୍ରୀ ଜାଗାରେ ମୁଖ୍ୟମନ୍ତ୍ରୀ କହିଦେଇଛନ୍ତି।
    ମୋତେ ଲାଗୁଚି, ପ୍ରଧାନମନ୍ତ୍ରୀ ମଧ୍ୟ ଆମ ନିର୍ଭୟ ଗୁମର କଥାର ପ୍ରତିଟି episode କୁ ଶୁଣିଛନ୍ତି। ଦେଖାଯାଉ ଧର୍ମେନ୍ଦ୍ର ପ୍ରଧାନ ଏଥର ଚେତୁଛନ୍ତି କି ନାଇଁ। ଧନ୍ୟବାଦ୍।

  • @kunjamohanmishra69
    @kunjamohanmishra69 17 годин тому +1

    ଖାଲି ହରି ବୋଲ ନୁହେଁ, ହରି ହରି ବୋଲ କହିଲେ ଅତ୍ୟୁକ୍ତି ହେବ ନାହିଁ।ଜୟ ଜଗନ୍ନାଥ।ନବୀନ ସର୍ ସବୁବେଳେ ନବୀନ ଆଉ ନିର୍ଭୟରେ ଥାଆନ୍ତୁ,ଏ ମୋର ଆଶା ଓ ଭରସା।ସର୍ ଯାହା ମୁଁ ଦେଖୁଛି କିଏ କଣ ଖାଇଲା ଆଉ କେତେ ଖାଇଲା ବର୍ତ୍ତମାନ ଏ ହେଉଛି ବଡ଼ ପ୍ରଶ୍ନ।।।।।।।

  • @manasdas5715
    @manasdas5715 22 години тому +3

    ଆଞ୍ଜା ଠିକ୍ ମାନ୍ୟବର ପ୍ରଧାନମନ୍ତ୍ରୀ ଙ୍କ ଉକ୍ତି ରୁ ଠିକ୍ ମଞ୍ଜ କଥାଟା ବାହାର କରିଥିବାରୁ ଧନ୍ୟବାଦ,ଗୋଟିଏ ସରକାର ରେ ଆଉଜଣେ ଧର୍ମ ପିତା ଲୁଚିକରି କିଛି କଲେ ସବୁ ଜଣାପଡିବ, ଶେଷରେ ଓଡ଼ିଶା ର ସନ୍ୟାସୀ ପରି ହେବା ଥୟ 👌🙏

  • @brundabanmandika5298
    @brundabanmandika5298 День тому +11

    ଆପଣଙ୍କ ଏକତ୍ରିତ ହେଲେ ବିଜେପି ନିଶ୍ଚିତ ରୁପେ ବିଜେପି ଦୀର୍ଘ ଦିନଧରି ଓଡ଼ିଶାରେ ଶାସନ କରିବ।

  • @binayakpaikaray8221
    @binayakpaikaray8221 День тому +5

    ଆପଣଙ୍କ ବିଶ୍ଳେଷଣ ଅତୀବ ମହତ୍ବପୂର୍ଣ୍ଣ।
    ଏହା ଆମ୍ଭମାନଙ୍କ ଚିନ୍ତାଧାରାରେ ଅକଳ୍ପନୀୟ
    ଓ ଅପହଞ୍ଚ। ବଦଳି ଓ ଥଇଥାନରେ ମାତିଥିବା ମନ୍ତ୍ରୀମାନେ ତ ଧର୍ମେନ୍ଦ୍ର ବାବୁଙ୍କ ଖାସ ଲୋକ। ତାଙ୍କ ଇସାରାରେ ଶାସନ।
    ମନ୍ତ୍ରିମଣ୍ଡଳ ନିନ୍ଦିତ ହେଲେ ଲୋକମାନେ
    କାହାକୁ କହିବେ?ଆପଣ ବାସ୍ତବରେ ପ୍ରମମ୍ଯ
    ସତ୍ଯଦ୍ରଷ୍ଟାର ଭୂମିକା ନିଭାଇଥିବାରୁ। ଧନ୍ଯବାଦ।

  • @chandipadapanda4707
    @chandipadapanda4707 День тому +4

    ମୋଦୀଙ୍କର ବ୍ଯକ୍ତିତ୍ବ ଅଦ୍ବିତୀୟ ଏବଂ ଆପଣଙ୍କର ବିଶ୍ଳେଷଣ ଅତି ଉଚ୍ଚ କୋଟୀର ।ଓଡିଶାରେ ବି ଜେ ପି ସରକାର ଚାପମୁକ୍ତ ହୋଇପାରିଲେ ସୁଶାସନ ନିଶ୍ଚିତ ହୋଇ ପାରିବ ।

  • @binayamishra3723
    @binayamishra3723 День тому +4

    Excellent analysis 👍

  • @bijayanandadash5344
    @bijayanandadash5344 День тому +2

    Extremely beautiful analysis.

  • @manjupravamishra8000
    @manjupravamishra8000 День тому +6

    ଜୟ ଶ୍ରୀ ଜଗନ୍ନାଥ 🙏🌹।

  • @ramachandrapanipani7424
    @ramachandrapanipani7424 21 годину тому +3

    ଧର୍ମେନ୍ଦ୍ର ପ୍ରଧାନ ଏତେ ବଡ଼ ପଦବୀରେ ଅଛନ୍ତି । ସିଏ ଏବେ ମୁଖ୍ୟମନ୍ତ୍ରୀ ହେବାକୁ ଚାହିଁ ମୋହନ ମାଝୀଙ୍କ ବିରୋଧରେ କିଛି କରିବା ଠିକ୍ ନୁହେଁ । ଘର ଢିଙ୍କି କୁମ୍ଭୀର କଥା ସତ ନ ହେଉ ଭାରତୀୟ ଜନତା ପାର୍ଟିରେ ।

  • @santoshbiswal6256
    @santoshbiswal6256 День тому +8

    ସୀର ଆପଣଙ୍କୁ ଅନ୍ତରରୁ ପ୍ରଣାମ କରୁଛି। ଆପଣଙ୍କ ବିସଲର୍ସନ ଉଚକୋଟରା. ପାନ୍ମୁ ଏକ ଧମକ ଦେଇ ଥିଲା. ଏହା ତାର ଧମକ ନଥିଲା. ମୋଦି ଆସୁ ଥିବାରୁ ଲୋକାଲ ଲୋକ ଏହି ହୀନ ଚକ୍ରାନ୍ତ କରି ଛନ୍ତି. ତାଙ୍କୁ ତୁରନ୍ତ ଧରି ଅରରେଷ୍ଟ କରାଯାଉ.

  • @laxmidharabarik2952
    @laxmidharabarik2952 18 годин тому +1

    ସାର୍ 🙏 ପ୍ରଥମେ ଆପଣଙ୍କ କଥା ଶୁଣି ମୋ ଦେହରେ ଶିହରଣ ଖେଳିଗଲା। ଆଜିର ଏପିଶୋଡରେ ପ୍ରଥମରୁ ଶେଷ ପର୍ଯ୍ୟନ୍ତ ମୋ ମନର କଥା କହିଛନ୍ତି। ପ୍ରଧାନମନ୍ତ୍ରୀଙ୍କ ଭାଷଣ ଆରମ୍ଭରୁ ଧମେନ୍ଦ୍ର ପ୍ରଧାନଙ୍କୁ ଟେକିବା ମୋତେ କାହିଁକି ଲାଗିଲା ପ୍ରଧାନମନ୍ତ୍ରୀ ତାଙ୍କୁ ଭଲରକମର ଟିୟୁସନ କରିବେ ବୋଲି। ଏହାଛଡା ତାଙ୍କ ବ୍ୟତୀତ ଦଳୀୟ କନ୍ଦଳରେ ଥିବା ଅନ୍ୟ ନେତାମାନଙ୍କୁ ମଧ୍ୟ ଟିୟୁସନ କରିଛନ୍ତି । ଯାହା ସେମାନେ ପଦାକୁ ଆସିବା ପରେ ଜଣାପଡ଼ିଥିଲା। ❤❤❤

  • @ganeshpanigrahi5258
    @ganeshpanigrahi5258 20 годин тому +2

    ମାନ୍ୟବର ପ୍ରଧାନମନ୍ତ୍ରୀ ପରାମର୍ଶ/ଉପଦେଶ ଦେଇଥିଲେ, ପ୍ରବଚନ ନୁହେଁ ...
    ପର୍ଯ୍ୟାଲୋଚନାରେ ମଧ୍ୟ ଅନେକ କିଛି ବାକି ରହିଗଲା...

  • @satyamishra8896
    @satyamishra8896 14 годин тому

    Great Analysis
    You are Genius.
    Best ever decoding , very minutely observey

  • @sushildas596
    @sushildas596 День тому +3

    ନବୀନ ଦାସ ଆଉ ଅକ୍ଷୟ ସାହୁଙ୍କ ଇମେଲ ‌କୁ କାହିଁକି ଖଲିସ୍ଥାନୀ ଆତଙ୍କବାଦୀ ଙ୍କ ର ଧମକ ପୂର୍ଣ୍ଣ ଚିଠି କାହିଁକି ଆସିଲା ।କାରଣ ଏମାନେ ପ୍ରତି କଥାରେ ବିଜେପି ଦଳର ପ୍ରଶଂସକ ଭାବରେ ଜଣାଶୁଣା । ତେଣୁ ଏମାନଙ୍କ ପାଖକୁ ଖବର ପଠାଇବା ଅର୍ଥ ବିଜେପି ସରକାରଙ୍କୁ ପଠାଇବା । ବିଜେପି ସରକାରଙ୍କୁ ଖବର ପଠାଇ ଭୟର ବାତାବରଣ ସୃଷ୍ଟି କରି ମୋହନ ସରକାର ଉପରେ ଚାପ ସ୍ରୁଷ୍ଠିକରି ସଫଳତାର ବାହାବା ବଖାଣିବା ଠାରୁ ଦୁରେଇ ରଖିବା ।

  • @debendrakumarsahoo9775
    @debendrakumarsahoo9775 День тому +4

    Last point is totally figured

  • @sabitamishra3732
    @sabitamishra3732 День тому +4

    Jay jagannatha

  • @gopalsamall8365
    @gopalsamall8365 День тому +8

    ହସ ହସ ରେ ଶାସନ କଲେ ମୋଦୀ l

  • @sudarsannayak356
    @sudarsannayak356 23 години тому +1

    Grateful thanks for today's qualitative discussion, we expect daily like this.

  • @debadattapattanaik2427
    @debadattapattanaik2427 День тому +3

    ପ୍ରଧାନମନ୍ତ୍ରୀ ଓଡ଼ିଶାକୁ ଆସନ୍ତୁ, ଡବଲ ଇଞ୍ଜିନ୍ ଶାସନ ଚାଲୁ, କର୍ମୀ ଉତ୍ସାହିତ ହୁଅନ୍ତୁ ଏସବୁ ଠିକ୍ କଥା ତେବେ ସାଧାରଣ ଓଡ଼ିଆଙ୍କ ପାଇଁ ସେ ଏବଂ ତାଙ୍କ ସରକାର ମଧ୍ୟ ଯତ୍ନବାନ ହୁଅନ୍ତୁ।
    ସାଧାରଣ ଖାଉଟି କେମିତି ଚଳିବେ ସେଥିପାଇଁ ବିଶେଷ ଧ୍ୟାନ ଦେଲେ ଭଲ ହୁଅନ୍ତା, ସମସ୍ତଙ୍କ ତେଲ ଲୁଣର ସଂସାର ବି ଚାଲୁ ।
    ନାଁ କ'ଣ କହୁଛନ୍ତି ?

  • @prabhasray675
    @prabhasray675 18 годин тому +1

    Jay Shriram

  • @SabitaKhuntia-ih5yq
    @SabitaKhuntia-ih5yq День тому +4

    Jay Jagannath sir namaskar very good presentation 🙏🙏

  • @samirnayak3768
    @samirnayak3768 День тому +4

    Dharmendra babu BJP ଦଳରେ devide rule implement କରିବାରେ ଦକ୍ଷ ଭୂମିକା ଗ୍ରହଣ କରିଲାଭଳି ଅନୁଭୁତି ହେଉଛି, ଯାହା ଭବିଷ୍ୟତ ପାଇଁ ଆଦୌ ରାଜ୍ୟ ତଥା ଦଳ ସ୍ୱାର୍ଥରେ ନୁହେଁ.

  • @shreenibasbhukta9356
    @shreenibasbhukta9356 2 години тому

    ଏହା ନିଶ୍ଚିତ ହୃଦବୋଧ ହୋଇଛି

  • @PRADEEPKUMARMOHAPATRA-c7d
    @PRADEEPKUMARMOHAPATRA-c7d День тому +4

    ଜୟ ଶ୍ରୀ ଜଗନ୍ନାଥ

  • @santoshpurohit8540
    @santoshpurohit8540 23 години тому +1

    🙏,Mr,PM... Thanks for.... man ki baat...

  • @Aditya.aditya.
    @Aditya.aditya. День тому +5

    ❤❤❤

  • @susantakumarbehera6297
    @susantakumarbehera6297 День тому +3

    Dhamendara ପ୍ରଧାନ ହାତରେ ଓଡ଼ିଶାର ଚାବି କାଠି

  • @adikandamishra2773
    @adikandamishra2773 20 годин тому

    Namaskar sir 🙏 very good information

  • @elizabehera6454
    @elizabehera6454 19 годин тому

    Nice analysis ❤.I am a die hard fan of nirbhaya gumara katha.

  • @SureshHarichandan-ye5pr
    @SureshHarichandan-ye5pr 20 годин тому

    Sudhiriba Loka Sudhir Jao.
    Perfect Analysis Sir.🙏

  • @babitapanda3467
    @babitapanda3467 День тому +4

    ମୁଁ ଆରମ୍ଭ ରୁ ହିଁ ଧର୍ମେନ୍ଦ୍ର ପ୍ରଧାନଙ୍କ ଉପରେ ଦାଉତ୍ କରୁଥିଲି କି ଏଇ ଲୋକ ହିଁ ସବୁ ଅନର୍ଥ ର ମୂଳ।

  • @ramachandrapanipani7424
    @ramachandrapanipani7424 21 годину тому +2

    ଆପଣ ଜଣେ ବିଜ୍ଞ ରାଜନୀତି ସମୀକ୍ଷକ । ଆପଣଙ୍କ ବିଚାରଧାରାର ତୁଳନା ନାହିଁ ।

  • @BhagyashreeJena-i2j
    @BhagyashreeJena-i2j День тому +2

    Jay Jagannath Very good Explanation

  • @bhabanemallick1801
    @bhabanemallick1801 19 годин тому

    Bilkul. Right. Sir

  • @diptikantmohapatra9580
    @diptikantmohapatra9580 День тому +1

    Yes,I agree with u

  • @bsmishra100
    @bsmishra100 22 години тому +1

    Good decoding bhai 🙏

  • @santoshpattnayak2589
    @santoshpattnayak2589 22 години тому +1

    ଲକ୍ଷ୍ମଣ ନାୟକ ହତ୍ୟା ମାମଲା ଘଟଣା, ପାରାଦ୍ବୀପ ବନ୍ଦରର ବଢୁଥିବା ମାଙ୍ଗନିଜ୍ ଜାହାଜ ଘଟଣା, ସୁପ୍ରିମକୋର୍ଟର ରାୟ ଅନୁଯାୟୀ ଖଣିଜ ରୟାଲଟି ପ୍ରସଙ୍ଗ , ଆଦାନୀକୁ ଜଙ୍ଗଲ ଜମି ଲିଜ୍ ପ୍ରସଙ୍ଗ କେବେ ସମାଧାନ ହବ ଆଉ କେତେ ଦିନ ସମୟ ଲାଗିବ ? ଆପଣ ଟିକେ ପଚାରନ୍ତୁ ସରକାରଙ୍କୁ ।

  • @mihirdwivedi8843
    @mihirdwivedi8843 21 годину тому

    Excellent presentation.

  • @surendrasahu7839
    @surendrasahu7839 3 години тому

    ବହୁତ ଭଲ ଭାବରେ ତଥ୍ୟ ସହିତ ଉପସ୍ଥାପନ କରିଛନ୍ତି

  • @dhaneswardas7823
    @dhaneswardas7823 19 годин тому +2

    କେନ୍ଦ୍ର ଓ ରାଜ୍ୟ ବିଜେପି ନେତାମାନେ ନିର୍ବାଚିତ ହେବା ପରେ ଅହଂକାରର ସୀମା ଟପି ଯାଇଛନ୍ତି।
    ଶ୍ରୀକୃଷ୍ଣ ମହାଭାରତର ସବୁ କଥା ଜାଣୁଥିଲେ ମୋଦିଙ୍କ ପଛରେ ଦିବ୍ୟ ଶକ୍ତି କାମ କରୁଛି, ତେଣୁ ଓଡ଼ିଶାର କ'ଣ ଘଟୁଛି ଓ କିଏ ଘଟାଉଛି ତାହା ତାଙ୍କ ଦୃଷ୍ଟିରେ ରହିଛି, ଏହା ଥିଲା ଈସାରା ଏଥରୁ ଟିକେ ବ୍ୟତିକ୍ରମ ହେଲେ ସେ ନିଜ ଦଳର ଲୋକଙ୍କୁ ବି ଅଗ୍ରାହ୍ୟ କରି ବିତାଡିତ କରିବେ।
    ଅହଂକାରର ଶେଷ ପରିଣାମ କ'ଣ ହୋଇପାରେ ତାହା ୨୦୨୪ ନିର୍ବାଚନରୁ ସମସ୍ତେ ଜାଣିବା ଉଚିତ। ଆକାଶରେ ଉଡୁଥିବା ଲୋକଟି ତଳେ ବସିବାକୁ ବି ଜାଗା ପାଏନା।

  • @sarangadharbahalia2697
    @sarangadharbahalia2697 21 годину тому

    Decoding analysis is wonderful and excellent.

  • @skaifoundation8120
    @skaifoundation8120 19 годин тому

    Loved " incompetence " analysis. 🙏

  • @basantibalapanigrahi5289
    @basantibalapanigrahi5289 День тому +1

    You are correct

  • @SadanandaDebata-r7o
    @SadanandaDebata-r7o 21 годину тому

    Bahut. Sundar. Katha.

  • @unlimitedstatus7362
    @unlimitedstatus7362 23 години тому +2

    ଓଡିଶା ବିଜେପି ର କୁଣ୍ଡଳୀ ରେ ରାହୁ ଧର୍ମେନ୍ଦ୍ର

  • @drramamohanty5782
    @drramamohanty5782 19 годин тому

    Well Said Sir....Jai ho......

  • @atishray380
    @atishray380 Годину тому

    You are right

  • @rabiswain5026
    @rabiswain5026 День тому +1

    Exlent topic, jay shree ram jay jagannath

  • @LuluMohanty-c1d
    @LuluMohanty-c1d 21 годину тому

    Excellent observation

  • @suvashreeray5494
    @suvashreeray5494 17 годин тому

    Perfect decoding by nirbhaya🎉

  • @HrishikeshSamal
    @HrishikeshSamal 22 години тому

    Bahut bhala analysis, 🙏🙏🙏

  • @SureshPusti
    @SureshPusti 20 годин тому

    ଅତି ଚମତ୍କାର ବିଶ୍ଳେଷଣ ସାର୍ ,
    ଆପଣ କୁଂ ଅନେକ୍ ଅନେକ୍ ଧନ୍ଯବାଦ ,

  • @RabindraSahoo-qy3fg
    @RabindraSahoo-qy3fg 22 години тому

    Right. You. Are. Correct

  • @pramodpanda4674
    @pramodpanda4674 21 годину тому

    👌👌Your analysis is 100 % correct. 🙏

  • @ashokkumarbaral5667
    @ashokkumarbaral5667 20 годин тому

    Thanks

  • @prabhatsahoo2923
    @prabhatsahoo2923 21 годину тому

    Good decoding.

  • @santoshsethi-kl6qu
    @santoshsethi-kl6qu 18 годин тому +1

    ଧର୍ମେନ୍ଦ୍ର କିନ୍ତୁ ଆଦୋ ଭଲ ଲୋକ ଏବଂ ନେତା ନୁହେଁ

  • @ghasiramsing4216
    @ghasiramsing4216 21 годину тому

    Thank you nabiin das sir 🙏
    Right 👍 katha.

  • @ramachandrapanipani7424
    @ramachandrapanipani7424 21 годину тому

    ଜୟ ଶ୍ରୀ ଜଗନ୍ନାଥ !

  • @simantinijena959
    @simantinijena959 23 години тому +1

    ଧର୍ଯ୍ୟ ଅଛି ଆଜ୍ଞା... ଭାଈନା ପ୍ରଣାମ 🙏🏻😂

  • @basantapattnaik7812
    @basantapattnaik7812 День тому +2

    ସାର ପ୍ରଣାମ 🙏🌹

  • @satishchandrabehera7291
    @satishchandrabehera7291 17 годин тому

    ପ୍ରଧାନମନ୍ତ୍ରୀଙ୍କ ଭାଷଣକୁ
    ଡିକୋଡିଂ କରି କହିବାକୁ
    ' ନବୀନ ଦାସ ' ମହାଶୟଙ୍କ ପରି
    ଆଉ କିଏ ଅଛି ବୁଝିବାକୁ!?!
    ' ନବୀନ ଦାସ ' ଙ୍କୁ ଧନ୍ୟବାଦ
    ବହୁତ ବହୁତ ସାଧୁବାଦ
    ଓଡ଼ିଶା ' ବିଜେପି ' ସୁଧୁରି ଯିବାକୁ
    ପରୋକ୍ଷରେ ତାଙ୍କ ଆଶୀର୍ବାଦ।।

  • @prasantaroutraya4952
    @prasantaroutraya4952 23 години тому

    nice political analysis on current political situation of Odisha State.🎉

  • @brajabandhusahoo6043
    @brajabandhusahoo6043 21 годину тому +1

    ହଁ ପ୍ରକୃତ ଠିକ କଥା କହିଛନ୍ତି.

  • @maheswarprusty3043
    @maheswarprusty3043 День тому +2

    Very good✅ congratulations

  • @rajendramaharana9243
    @rajendramaharana9243 21 годину тому

    Good analysis

  • @debendrakumarsahoo9775
    @debendrakumarsahoo9775 День тому +2

    Modi ji the best Pracharak of Party 🎉.

  • @AlekhChandraDas-wh4pt
    @AlekhChandraDas-wh4pt День тому

    You are absolutely right

  • @fakircharanbehera7876
    @fakircharanbehera7876 21 годину тому

    Very very good

  • @atulkumarsahoo4086
    @atulkumarsahoo4086 21 годину тому

    Odisha will be the benchmark for development of all states of India as model .

  • @satyabanbiswal9897
    @satyabanbiswal9897 22 години тому

    Right answer Jay SriRam

  • @sibaprasadbehera9789
    @sibaprasadbehera9789 19 годин тому

    Sir you are great

  • @rabindrapatra8223
    @rabindrapatra8223 23 години тому

    Very nice sensitive presentation . Thanks sir for awareness of Bjp leaders.

  • @UdyanathSahoo-z6p
    @UdyanathSahoo-z6p 21 годину тому

    Right 100

  • @pallimadhuriodiafolksong2771
    @pallimadhuriodiafolksong2771 16 годин тому +1

    ସାରଙ୍କୁ ମୋର ଆନ୍ତରିକ ନମସ୍କାର ଗ୍ରହଣ କରିବେ | ଓଡିଶାରେ ପୂର୍ବ ସରକାର ଛାପ ଆଜିଯାଏ ଗଲା ନାହିଁ |ବିଜେପି କୁ ମୋର ଅନୁରୋଧ ଓଡିଶା କୁ ରାମ ରାଜ୍ୟ ପ୍ରତିଷ୍ଠା କରନ୍ତୁ | ଜନତା କୁ ସ୍ୱାଧୀନତା ଦିଆଯାଉ |