The incident of the appearance of a false Kalki avatar in Khandagiri ||

Поділитися
Вставка
  • Опубліковано 3 січ 2025

КОМЕНТАРІ • 60

  • @kamaladhawajapradhan6952
    @kamaladhawajapradhan6952 Місяць тому +6

    ପ୍ରଣାମ ଆଜ୍ଞା। ମାଳିକା ରେ ଅଛି ଅଗାଡି ଆଗ ଧରାହେବେ ଏମାନେ ସବୁ ବଛା ଚାଲିଛନ୍ତି।

  • @ଜୟଜଗନ୍ନାଥ-ଠ6
    @ଜୟଜଗନ୍ନାଥ-ଠ6 Місяць тому +2

    ଅଚ୍ୟୁତ ବଚନ ସତ୍ୟ ହେଲା... ଭିକ୍ଷା ଡ଼ଙ୍ଗା ଗୋଟା ବୁଡେଇ ଦେବେ,,, ମିଥ୍ୟା କଥା କହି ଶିଷ୍ୟ କରିବେ 2..ନାରୀ ଏ ନାରୀଙ୍କୁ ରମିବେ,, ପୁରୁଷ ପୁରୁଷେ ଭବିବେ.... ଆଦିତ୍ୟ ମହାରାଜ ସତ୍ୟ କହୁଛନ୍ତି...

  • @Aditya.aditya.
    @Aditya.aditya. Місяць тому +4

    ଠିକ୍ କହିଲେ ଯେ ସେ ବୁଦ୍ଧ ମଉସା ଛତା ଧରି କାହିଁ ଠିଆ ହୋଇଛନ୍ତି,ତାଙ୍କ ଠାରେ ବ୍ରହ୍ମ ନାହାନ୍ତି ତାଙ୍କ ବୟସ ଟା କିଛି କମ ନୁହଁ

  • @PradeepKumarmohanty-t7y
    @PradeepKumarmohanty-t7y 24 дні тому

    Jay ho

  • @bubunulusunulife2329
    @bubunulusunulife2329 Місяць тому +2

    Yes...

  • @Dinabandhu-m5k
    @Dinabandhu-m5k Місяць тому +1

    ମହାପୁରୁଷଙ୍କ ମାଳିକା କୁ ନେଇ ମନୁଷ୍ୟ ଭୟ ଭ୍ରାନ୍ତି ରେ ଥିଲେ ମଧ୍ୟ ଏଥିପାଇଁ ଦାୟୀ, ମାଳିକା ବର୍ଣ୍ଣିତ ପୀଠର ପିଥାଧିଶ। କଳଙ୍କିଦେବ ପାଇଁ କଳଙ୍କ।

  • @ArjunMahataray
    @ArjunMahataray Місяць тому +7

    ଆଜ୍ଞା 🙏 ଏ ଖବର ମିଥୁନ ବରାଳ ଶୁଣିଲା ପରେ ଆପଣଙ୍କୁ ଫୋନ ଆସିବ ।କେତେ ପଇଶା ନେବେ ଏ ଭିଡିଓ କୁ ବନ୍ଦ କରିଦିଅନ୍ତୁ।

  • @ଐତିହ୍ୟ
    @ଐତିହ୍ୟ Місяць тому +1

    ବାବା କିଛି ଗହନ କଥା କହିନାହାନ୍ତି। ସେ ସତ୍ୟ କହୁଛନ୍ତି। ମାଧିଆ କାଲ। ଆଉ ରତ୍ନାକର ସାହୁ କଥା କହିଲେ।

  • @NSkantKumar
    @NSkantKumar Місяць тому +2

    "ଈଶ୍ୱର" ଓ "ସତ୍ୟ" ଗାତ ଭିତରେ,ଅନ୍ଧାରୁଆ ଘରେ,ଗୁମ୍ଫାରେ,କ୍ରୋଡରେ, ପରିସୀମା ଭିତରେ,ଅନ୍ଧାର କୋଣରେ,ଲୁଚି ରହି ପାରନ୍ତି ନାହିଁ !! ଯାହା ଏପ୍ରକାର ରୁହେ ତାହା ଚୋର,ଠକ,ପ୍ରତାରକ,
    ବିଶ୍ବାସଘାତୀ,ବ୍ୟଭିଚାରୀ,ନଗ୍ନତା,ମିଥ୍ୟା, ଉପକାର ହୀନତା,କପଟତା...!!
    ସତ୍ୟ ପରମେଶ୍ଵର ଖ୍ରୀଷ୍ଟ ଯୀଶୁଙ୍କୁ ବିଶ୍ୱାସ କର ଅନନ୍ତ ଜୀବନ ପାଇବ !!"

    • @BanamaliBaba
      @BanamaliBaba Місяць тому +1

      କଣ୍ଟା ଫୋଡ଼ି ଛଟ ପଟ କରି ମାରିଲେ ଯିଏ ନିଜକୁ ରକ୍ଷା କରିପାରିନଥିଲେ ସେ ପୁଣି ପରମେଶ୍ବର 🫵 😜😜😜

  • @MrutyunjayaMahapatra-b3p
    @MrutyunjayaMahapatra-b3p 18 днів тому

    ❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤

  • @sabitamohapatra3230
    @sabitamohapatra3230 Місяць тому

    ଜୟ ଜଗନ୍ନାଥ🙏

  • @ManoranjanNayak-p2s
    @ManoranjanNayak-p2s Місяць тому

    ଜୟ ମହାପ୍ରଭୁ ଆଦି ମୂଳ 🙏🚩🚩🚩🚩

  • @BiswajitMahapatra-x8c
    @BiswajitMahapatra-x8c Місяць тому +1

    👏👏👏👏👏

    • @Umeshsankar-kw7of
      @Umeshsankar-kw7of Місяць тому +1

      ବାବା ଆମେ କାହାକୁ ଦୋଷ ଦେଲେ କଣ ହେବ ଆମେ ନିଜେ ଠିକ ନାହାନ୍ତି 🙏🙏🙏

    • @Umeshsankar-kw7of
      @Umeshsankar-kw7of Місяць тому

      ଆଜି ର ମଣିଷ ଠିକ ରାସ୍ତାରେ ଯାଉନାହାନ୍ତି ଭୁଲ ରାସ୍ତାରେ ଯାଉଛନ୍ତି ଠିକ ଟା ଭୁଲ ହେଉଛନ୍ତି 🙏🙏

    • @Umeshsankar-kw7of
      @Umeshsankar-kw7of Місяць тому

      ଆପଣଙ୍କ ବାର୍ତ୍ତା ଠିକ ବୁଝୁଲା ଲୋକ ବୁଝିବ 🙏

    • @ଜୟଜଗନ୍ନାଥ-ଠ6
      @ଜୟଜଗନ୍ନାଥ-ଠ6 Місяць тому

      ବାବା ଙ୍କ num ଅଛି ଭାଇ ​@@Umeshsankar-kw7of

  • @rajgamer3304
    @rajgamer3304 Місяць тому

    Jay jagannath baba nku koti pranam

  • @santilatamohanty9203
    @santilatamohanty9203 Місяць тому

    Right

  • @subodhkumarnaik5066
    @subodhkumarnaik5066 Місяць тому

    ଏ...

  • @ArtistBanitaMaharanaAashu
    @ArtistBanitaMaharanaAashu Місяць тому

    Jay Jagannath 🙏🥰🌸

  • @hareshchandranaik8065
    @hareshchandranaik8065 Місяць тому +1

    Which person not running after beautiful nari and money he is real Baba

  • @nitingupta8623
    @nitingupta8623 Місяць тому

    Jai Jagannath ...jai Panch sakha🙏🙏

  • @ShibanandSahu-kd5ck
    @ShibanandSahu-kd5ck Місяць тому

    Jay Shree Jagannatha Swami Jay Gurudev ❤❤❤❤❤

  • @mobhakti1286
    @mobhakti1286 Місяць тому

    Baba thanks 🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏

  • @mobhakti1286
    @mobhakti1286 Місяць тому

    ❤❤❤❤❤❤❤

  • @NSkantKumar
    @NSkantKumar Місяць тому +1

    🎉🎉🎉“ଯୀଶୁଙ୍କ ଛଡ଼ା ଆଉ କାହାଠାରେ ପରିତ୍ରାଣ ନାହିଁ; କାରଣ ଯାହା ଦ୍ୱାରା ଆମ୍ଭମାନଙ୍କୁ ପରିତ୍ରାଣ ପାଇବାକୁ ହେବ, ଆକାଶ ତଳେ ମନୁଷ୍ୟମାନଙ୍କ ମଧ୍ୟରେ ଆଉ କୌଣସି ନାମ ଦିଆଯାଇ ନାହିଁ।” 🎉🎉🎉
    ପ୍ରେରିତ 4:12

  • @RabiNarayanapallai
    @RabiNarayanapallai Місяць тому

    Moo GURUDEV KI Jay Jay.....

  • @grajuu369
    @grajuu369 Місяць тому +1

    09:01

  • @kumarranjandas9063
    @kumarranjandas9063 Місяць тому

    Jay Jagannath 🙏Jay Pancha sakha 🙏 Aaditya Baba apanankar malika analysis bahut uchhakotir 🙏🙏

  • @akhyayapanigrahi1273
    @akhyayapanigrahi1273 Місяць тому

    100%😢

  • @Anshumanpanda724
    @Anshumanpanda724 Місяць тому +1

    😂😂😂😂😂😂😂😂😂😂😂😂

  • @kanaksatapathy8486
    @kanaksatapathy8486 Місяць тому

    Bauria authare kalki hebaku chesta karuchi.

  • @kanaksatapathy8486
    @kanaksatapathy8486 Місяць тому

    Bauria baba nunhe gote biswasghataka tantrika.ebebi tantra sadhana karuchi niladribihar bhubaneswar re.

  • @sibaprasadmahapatra6908
    @sibaprasadmahapatra6908 Місяць тому

    Diabetes roga paai kahantu

  • @gobindabhoi1188
    @gobindabhoi1188 Місяць тому

    Kichhi janinu

  • @bhimasenmanik3753
    @bhimasenmanik3753 Місяць тому

    Hay baba tu kiyaba

  • @odishakhabar6164
    @odishakhabar6164 Місяць тому +1

    ଯିଏ ସମସ୍ତଙ୍କୁ ଖରାପ୍ କୁହେ ତାର ବେଶି କଣା.... ଏଇଟା toutar ଡହରା ଟା... ସାଧୁସନ୍ଥ ସ୍ଵଭାବ ରେ ନମ୍ର ଭକ୍ତି ପ୍ରେମ ବାଣ୍ଟନ୍ତି ସଦଭାବନା ବାଣ୍ଟନ୍ତି .... ସେସବୁ ନ କରି ଫାଲତୁ କଥା ଗପେନି.... ବାସ୍ତବ ସାଧୁ ଆତ୍ମଜ୍ଞାନ ବଣ୍ଟି ଥାନ୍ତି.... ଶାସ୍ତ୍ର ପୁରାଣ କହି ଟାଉ ଟରି କରନ୍ତିନି.... ବଦମାସ୍ ଚିତା କଟା ବେପାରୀ ଏଇଟା....

  • @roji2542
    @roji2542 Місяць тому

    Anadi baba bramha tenu ubhay purusa au nari ..tenu se purusa nka asha jugakarma karanti.eita leela prahu kuhanti..kichi murkha aha bujhi parunahanty ..ame kn dekhinu ki soumya bhai au prabhu ra lip kiss foto au sabu foto

  • @UpakulOdisha
    @UpakulOdisha Місяць тому

    ଏଇଟା ଭାଡୁଆ ଟା

    • @roji2542
      @roji2542 Місяць тому

      Somya bhai trahi anadi .a mane prabhu ra shakti ku janinahnty ..Sunya danda paibe .

  • @NSkantKumar
    @NSkantKumar Місяць тому

    🎉🎉🎉“ଯୀଶୁଙ୍କ ଛଡ଼ା ଆଉ କାହାଠାରେ ପରିତ୍ରାଣ ନାହିଁ; କାରଣ ଯାହା ଦ୍ୱାରା ଆମ୍ଭମାନଙ୍କୁ ପରିତ୍ରାଣ ପାଇବାକୁ ହେବ, ଆକାଶ ତଳେ ମନୁଷ୍ୟମାନଙ୍କ ମଧ୍ୟରେ ଆଉ କୌଣସି ନାମ ଦିଆଯାଇ ନାହିଁ।” 🎉🎉🎉
    ପ୍ରେରିତ 4:12

  • @NSkantKumar
    @NSkantKumar Місяць тому

    "ଈଶ୍ୱର" ଓ "ସତ୍ୟ" ଗାତ ଭିତରେ,ଅନ୍ଧାରୁଆ ଘରେ,ଗୁମ୍ଫାରେ,କ୍ରୋଡରେ, ପରିସୀମା ଭିତରେ,ଅନ୍ଧାର କୋଣରେ,ଲୁଚି ରହି ପାରନ୍ତି ନାହିଁ !! ଯାହା ଏପ୍ରକାର ରୁହେ ତାହା ଚୋର,ଠକ,ପ୍ରତାରକ,
    ବିଶ୍ବାସଘାତୀ,ବ୍ୟଭିଚାରୀ,ନଗ୍ନତା,ମିଥ୍ୟା, ଉପକାର ହୀନତା,କପଟତା...!!
    ସତ୍ୟ ପରମେଶ୍ଵର ଖ୍ରୀଷ୍ଟ ଯୀଶୁଙ୍କୁ ବିଶ୍ୱାସ କର ଅନନ୍ତ ଜୀବନ ପାଇବ !!"

  • @NSkantKumar
    @NSkantKumar Місяць тому

    🎉🎉🎉“ଯୀଶୁଙ୍କ ଛଡ଼ା ଆଉ କାହାଠାରେ ପରିତ୍ରାଣ ନାହିଁ; କାରଣ ଯାହା ଦ୍ୱାରା ଆମ୍ଭମାନଙ୍କୁ ପରିତ୍ରାଣ ପାଇବାକୁ ହେବ, ଆକାଶ ତଳେ ମନୁଷ୍ୟମାନଙ୍କ ମଧ୍ୟରେ ଆଉ କୌଣସି ନାମ ଦିଆଯାଇ ନାହିଁ।” 🎉🎉🎉
    ପ୍ରେରିତ 4:12