ପଶ୍ଚିମଓଡିଶା ବାସି ଙ୍କୁ ଧୋକା ଦେଉଥିବାର ନୁ ମନୋଜ୍ ମିଶ୍ର ସବ୍ୟସାଚୀ ମିଶ୍ର ଙ୍କୁ କହିଲେ ଏନ୍ତା କଥା l

Поділитися
Вставка
  • Опубліковано 20 жов 2024
  • ଅଧିକା ଜାନବାର୍ ଲାଗି ଆଉ ଆମର ସାଙ୍ଗେ ଯୁଡ଼ି ହେବାର ଲାଗି ଅମକେ CONTACT କରି ପାରବେ
    👇🏻👇🏻👇🏻
    ଆମର FACEBOOK PAGE -www.facebook.c...
    ଆମର INSTA PAGE - ...
    ଆମର what'sup ନମ୍ବର
    9777173935

КОМЕНТАРІ • 869

  • @basicmath5997
    @basicmath5997 2 місяці тому +43

    ମୁଁ ପ୍ରଥମେ ଭାବୁ ଥିଲି ଏ ନୋନୋଜ ମିଶ୍ର ପଶ୍ଚିମ ଓଡ଼ିଶା ପାଇଁ କିଛି କରିବ ବୋଲି କହୁଚି ହେଲେ ଏ ତାର politics କରୁଚି କଣ ଆଉ କହିବା ଏ ସ୍ୱାର୍ଥପର ଦୁନିଆ କୁ

    • @BiswaranjanNaik-if8mf
      @BiswaranjanNaik-if8mf 2 місяці тому

      Are Bhai nang nu he monaj misra

    • @rjsoy4432
      @rjsoy4432 2 місяці тому

      Politics ତୋ ପୁର୍ବତନ୍ Mp BJD ନେତା ଏବେ ର Bjp କର୍ମୀ ଆରମ୍ଭ କରି ଥିଲେ 😅 ହୋ ସେତେଭେଡେ Monj ମିଶ୍ର ରାଜନୀତି ରୁ bhaut ଦୂରେ ଥିଲେ କିନ୍ତୁ ଏହି ଘଟଣା ଅମାର ଦାଦା k Congress ପୋସବାକେ ପୋଡ଼୍ଳା

    • @basicmath5997
      @basicmath5997 2 місяці тому

      @@rjsoy4432 ନା ମ ଭାଇ ଏ ଲୋକ ରାଜନୀତି କରିବ ବୋଲି ଏମିତି ଯାତ୍ରା କଲେ ଠିକ୍ election ପୂର୍ବରୁ, କାହିଁ ଏକୁ କଣ ଆଗରୁ ଜଣା ନ ଥିଲା କି ଓଡ଼ିଆ ଇଣ୍ଡଷ୍ଟ୍ରି ରେ କଣ ଚାଲିଚି

  • @tapannaik1404
    @tapannaik1404 2 місяці тому +214

    ମୁଁ ଅନୁଗୋଳ ଟୋକା କହୁଛି ଏ କଥା ନିରାଟ ସତ୍ୟ ଓଡ଼ିଶାର ଫିଲ୍ମ କଳାକାର ମାନେ ଖାଲି କଟକ ଭୁବନେଶ୍ୱର ବାଲେଶ୍ଵର ମୟୁରଭଞ୍ଜ ଏବଂ ଯାଜପୁର ଜିଲ୍ଲା ମଧ୍ୟରୁ ଅଧିକାଂଶ ଲୋକ ଅଛନ୍ତି ଏମାନେ ଓଡ଼ିଶାର ସଵୁ ଜିଲ୍ଲାର ଲୋକଙ୍କୁ ଭକୁଆ ଭାବୁଛନ୍ତି

    • @litanbehera7951
      @litanbehera7951 2 місяці тому

      @@tapannaik1404 pura thik

    • @dhaneswarbagarti4973
      @dhaneswarbagarti4973 2 місяці тому +4

      You are right bro 👍💯

    • @mks5547
      @mks5547 2 місяці тому +2

      Angulia ବଣ୍ଟି ଆମେ angulia ଲୋକ ମଙ୍କେ କଟକିଆ କହେଶୁ ତମର୍ ଭାଷା ଆମର ଆଲଗା ଆଏ ଚାଲ୍ ଭାକ ବହୁତ୍ ଅଛେ ଅନୁଗୋଳ ଓଡିଆ ଫିଲ୍ମ୍ ରେ ଅସୀମା ପଣ୍ଡା ଶକ୍ତି ମିଶ୍ର ସିରିଆଲ ରେ ବି ଅଚନ ବୁଝୁଲୁ angulia

    • @KOSHALTAK
      @KOSHALTAK 2 місяці тому +2

      Rite bro

    • @tapannaik1404
      @tapannaik1404 2 місяці тому +4

      ଟି ସଉରି ଅନୁଗୋଳ ରୁ ତତେ ଜଣାନାହିଁ

  • @samirnayakbrahmani_______
    @samirnayakbrahmani_______ 2 місяці тому +233

    ଲଢ଼ୁଛୁ ଆଜ୍ଞା ଆମର ଭାଷା ଲାଗି ଆମର ସଂସ୍କୃତି ଲାଗି ଆମର ପରମ୍ପରା ଲାଗି.....ଜୟ କୋଶଳ..ଜୟ ମାଁ ସମଲେଇ

    • @sambalpuritv2445
      @sambalpuritv2445 2 місяці тому +1

      👍

    • @mks5547
      @mks5547 2 місяці тому

      @@samirnayakbrahmani_______ ସବୁ thakche ନିଜର ଫିଳିମ୍ ରେ90% ଓଡ଼ିଆ ଲୋକ

    • @mks5547
      @mks5547 2 місяці тому

      @@sambalpuritv2445 କାଳୀ ଗୀତା ଫିଲ୍ମ୍ ହେରୋନି ସମ୍ବଲପୁରୀ ନି jane

    • @bikashsahu3761
      @bikashsahu3761 2 місяці тому +2

      👍🏼

    • @sisutakara6298
      @sisutakara6298 2 місяці тому

      Right

  • @mr.sidhu...workcontinue
    @mr.sidhu...workcontinue 2 місяці тому +31

    ଆରେ ଭାଇ ଯାହା କରୁଛ କର ହେଲେ ଓଡିଶା କୁ ଭାଗ କରିଲା ପରି କଣ ପାଇଁ କଣ୍ଟେଣ୍ଟ ତିଆରି କରିକି veiw ନେଇ ଯାଉଛି ଆଉ ଯାହା କହୁଛି ପକୃତ ସତ କଥା କିନ୍ତୁ କାଲି ପଚ୍ଚ୍ଚିମା ଓଡିଶା ,ଦକ୍ଷିଣ ଓଡ଼ିଶା ପୁରୀ ବାଲେଶ୍ୱର ନଈ କର। ହୋ palese 😢❤❤❤

    • @Naughtyboy7972
      @Naughtyboy7972 2 місяці тому

      ଭାଇ ରେ
      ଯେତେ Hero Heroine ସେମାନେ ତାଙ୍କ ମନ ଇଚ୍ଛା ରେ ତିଆରି କରୁଛନ୍ତି tk ଦେଖ fast okk ଆଉ କହିବ

    • @KedarPaule
      @KedarPaule 2 місяці тому

      Bhag hele thik heba kanje ki katkiya mane amar western odisha sabu office manke kaam karuchhan amar enar lok takar katha bujhi nai parbar. Budha budhi lok au e katkiya mane amar bhasa ke gali karuchhan bi hethir lagi koshal rajya jaruri aye

    • @silunayak7361
      @silunayak7361 2 місяці тому

      Pura pagala heigalani ..ata ku mental hospital neiki Kia ja a re ..khali pachima odisha purba. Odisha hauchi ..sala amra athi ate odisa nahi ..amra athi gote odisha sethia am odisha..

  • @JagamohanMajhi-ps6xy
    @JagamohanMajhi-ps6xy 2 місяці тому +40

    Full support Manoj Mishra bhaiya Ham Aapke Sath Hain

  • @Kshyama_Suna
    @Kshyama_Suna 2 місяці тому +12

    Tame sabu bele right achha manoj daa👍

  • @swapnasundarswain5211
    @swapnasundarswain5211 2 місяці тому +13

    କିନ୍ତୁ ଏହି ବ୍ୟକ୍ତି ବିଲକୁଲ୍ ବି ସରଳ ନୁହନ୍ତି ।।।।ପଶ୍ଚିମ ଓଡ଼ିଶାର ନୁହନ୍ତି କି ।।।।।।ବୋଧ ହୁଏ ଏହି ବ୍ୟକ୍ତି କେବଳ ବେପାର ପାଇଁ ଲାଗି ପଡିଛନ୍ତି ।।।।। ବିଲକୁଲ୍ ବି ଭାଷା ପାଇଁ ନୁହେଁ ।।।।।କାରଣ ନିଃସ୍ଵାର୍ଥପର ଭାବେ କାମ କରୁଥିବା ବ୍ୟକ୍ତି କେବେ ବି ନିଜ advertise ନିଜେ କରନ୍ତି ନାହିଁ
    ଆଉ ଏମିତି ବି ସନ୍ଦେହ ବଢ଼ିବାରେ ଲାଗିବ ଧୀରେ ଧୀରେ ଏହି ବ୍ୟକ୍ତି ଙ୍କ ଉପରେ ଆଙ୍କ ହାଭ ଭାବ ଦେଖି ।।।।।।କ୍ଷମା କରିବେ ଆଜ୍ଞା କୌଣସି ଛୋଟ ଛୋଟ ଭୁଲ ପାଇଁ ଓଡ଼ିଶା କୁ କୌଣସି ବିପଦ ଆଦୌ ଗ୍ରହଣୀୟ ନୁହେଁ

  • @dksardarofficial888
    @dksardarofficial888 2 місяці тому +2

    ସତ କଥା ଆଜ୍ଞା.....
    ପଶ୍ଚିମ ଓଡିଶା ର ଗର୍ବ କେ ନୀଚ୍ଚ ନାଇଁ କରାଯାଉ... ଯେତେ ବି story writer, videographer, composers, acter/actress, Singer, Dancer, music director & everyone ନିଜର ନିଜର ଦକ୍ଷତା କେ sampurifilm industry କେ ସମର୍ପଣ କର... ଧନ୍ୟବାଦ କାଶୋଳ ବାସୀ...

  • @kailashnaik3357
    @kailashnaik3357 2 місяці тому +2

    Tq manoj dada🎉❤ your good massage and best information your jai koshal jai maa samlei 👍👌💪💯🚩🇳🇪🙏

  • @ManasRout-mv1wl
    @ManasRout-mv1wl 2 місяці тому +13

    ତୁଇ ଯେତେ ଫିଲ୍ମକରିଛୁ ପଚିମ ଓଡିଶା ର କେତେ ଜଣକେ ନେଇଛୁ ଖାଲି ରାଜନୀତି କରୁଛୁ

    • @Dhananjaykalo
      @Dhananjaykalo 2 місяці тому

      😂😂 sat Katha aye da

    • @KedarPaule
      @KedarPaule 2 місяці тому

      Heta nai se bo sambalpuri bhasa ke gali karle katkiya mane bele kena suie thila heta kaha

    • @KedarPaule
      @KedarPaule 2 місяці тому

      E kalakar mane sabya sachi hauki au acter mane

    • @HORRORKAHANIYATV1
      @HORRORKAHANIYATV1 2 місяці тому

      Tui Kia be sala Manoj daa k enta kahe bar lagi yor maa k j

  • @Sankarsunaofficial2018
    @Sankarsunaofficial2018 2 місяці тому +14

    I respect u Manoj sir dilse

  • @babuldalai3145
    @babuldalai3145 2 місяці тому +2

    Manoj Sir mu bi sambalpur aaaaa sabya sachi jadi kahuchi tame khusi hua amaaa panchima odisa like karuchantu jay sambalpur ❤❤❤

  • @rohitmeher1593
    @rohitmeher1593 2 місяці тому +13

    Bilkul sat katha kahuchha Manoj sir

  • @pksambalpuri3650
    @pksambalpuri3650 2 місяці тому +1

    Jay Maa Samlei 🙏 Jay Koshal 🚩

  • @dusmantapatra8929
    @dusmantapatra8929 2 місяці тому +14

    Jay Koshal... Jai Maa Samalei...

  • @arjunbag5441
    @arjunbag5441 2 місяці тому +32

    ସିଧା ନାଁ ନେଇକରି ଭିଡିଓ ବନାଶ ଭାଇ ତମର୍ ଇ ଷ୍ଟାଇଲ ବହୁତ ଭଲ୍ ଲାଗ୍ ସି,କମ୍ ସେ କମ୍ ତମେ କପ୍ଟି ନେଇ ସେ।

    • @mks5547
      @mks5547 2 місяці тому

      @@arjunbag5441 ସବ୍ୟସାଚୀ କରୋନା ବେଲେ ଯେତେ ହେଲ୍ପ କରିଛେ ମନୋଜ ମିଶ୍ର ତୁଇ କଣା କରିଚୁ

    • @Dhananjaykalo
      @Dhananjaykalo 2 місяці тому +2

      Nijar Film re kete jan paschim Odisha ra nechhan j pachra tk

  • @TusharMajhi-uc8vx
    @TusharMajhi-uc8vx 2 місяці тому +45

    ପଶ୍ଚିମ ଓଡ଼ିଶାର ଗୋଟେ ଭାଷା
    ସମ୍ବଲପୁରୀ ମୋର ମାତୃ ଭାଷା
    କୋଶଲ ରାଏଜ ହେବା ବୋଲି କେତେ ଦିନୁ କରିଛେ ଆଶା
    ସମ୍ବଲପୁରୀ ମୋର ମାତୃ ଭାଷା
    ଜୟ କୋଶଲ 🙏

  • @sudhirbehera1702
    @sudhirbehera1702 2 місяці тому +45

    ମନୋଜ ଦାଦା ତମେ ସବୁବେଳେ ରାଇଟ୍ କଥା କହେସ ଜୟ କୋଶଳ ଜୟ ମାଁ ସମଲେଇ 🙏

    • @status4u267
      @status4u267 2 місяці тому

      E Bhakua Banauchhe re e nije to kichhi nai kari pare lokke bhi kichhi karbake nai die

    • @mks5547
      @mks5547 2 місяці тому

      @@sudhirbehera1702 corna ଟାଇମ ରେ ସବ୍ୟସାଚୀ ବହୁତ୍ ହେଲ୍ପ କରିଛେ ମନୋଜ ମିଶ୍ର kana କରିଛେ anhkaria

  • @indianfactsinfo
    @indianfactsinfo 2 місяці тому

    Correct kahela daa Full support Manoj daa ❤❤❤❤❤

  • @RAKESHPADHAN-em9tr
    @RAKESHPADHAN-em9tr 2 місяці тому +13

    Bilkul sat katha ay dada

  • @bulupadhan9686
    @bulupadhan9686 2 місяці тому +55

    ମନୋଜ ସାର୍ ସତ୍ କହୁଛନ୍❤

    • @status4u267
      @status4u267 2 місяці тому

      Bhakua Banauchhe re e nije kichhi nai kari pare lokke bhi kichhi karbake nai die

  • @Manishbhai234
    @Manishbhai234 2 місяці тому +26

    ଯାହା କହୁଛ ସତ୍ କଥା କହୁଛ ଦାଦା ❤❤❤

  • @KshirodraKetaki
    @KshirodraKetaki 2 місяці тому

    Thik kahucha manoj da jay maa samalei

  • @rabindra4986
    @rabindra4986 2 місяці тому

    Manoj Dada you r great for our koshal state

  • @BhupenBhupen-e3b
    @BhupenBhupen-e3b 2 місяці тому +19

    Manoj Mishra sir Jen mul katha k dharichan heta jadi sat katha aye ,tahele Manoj Mishra jindabad❤

  • @jasmirnaik7980
    @jasmirnaik7980 2 місяці тому +7

    Sat Katha a Dada

  • @BibekSahu-q9i
    @BibekSahu-q9i 2 місяці тому +1

    Jay maa samalei Jay koushal 🙏🙏🙏🚩🚩🚩

  • @skmodernbeat9715
    @skmodernbeat9715 2 місяці тому +15

    ସବ୍ୟସାଚୀ ମିଶ୍ର ଙ୍କୁ ମୁଇଁ କହୁଛେଁ
    ଶୁଭେଚ୍ଛା ଜଣାବାର୍ ଅପେକ୍ଷା ଭାଷା ସଂସ୍କୃତି କେ ସମର୍ଥନ୍ କରିବାର ଥିଲା...

    • @gbcreation8190
      @gbcreation8190 2 місяці тому

      କେତେ ସରଳ ତମେ ପଶ୍ଚିମ ଓଡିଶାବାସୀ, ଇଏ ଶଳା ଭାଷା ସଂସ୍କୃତି ନାଁ ରେ କଂଗ୍ରେସର ଚାଟୁକାରିତା କରୁଛି ତମକୁ ଲାଗୁଚି ଇଏ ତମ ଭାଷା ସଂସ୍କୃତି ବଞ୍ଚାଉଛି |
      ଗୋଟେ କଥା କୁହ କିଏ ମରି ଦେଇଛି ତମ ସଂସ୍କୃତିକୁ?
      ଆଉ ରହିଲା ଫିଲ୍ମି କଥା ଯାଜପୁରର କେତେ ଅଭିନେତା ଅଭିନେତ୍ରୀ ଟିକେ ଗଣିତ କରିପାରିବେ. ଆମେ ଯାଜପୁର ପିଲା ଯାଇପାରୁନୁ, ନା ଆମ ପିଲାମାନେ ଯିବାକୁ ଫିଲ୍ମି କୁ ଇଛୁକ, ଯୋଉ ତ ବାଳ ଫିଲ୍ମି industry!

  • @Yadavbhai-b5e
    @Yadavbhai-b5e 2 місяці тому +95

    ଠିକ୍ କହୁଛ ଦାଦା ମନୋଜ୍ ମିଶ୍ର ଜ‌ଏ କୋଶଳ 🚩🚩

    • @status4u267
      @status4u267 2 місяці тому +2

      Pagal hi gala ne e Bhai Khali Controversy create karbar kam

    • @KedarPaule
      @KedarPaule 2 місяці тому

      ​@@status4u267mate bhal lagla amar bhasa ke jenta karichhan katkiya kahi jibe ayen kari kahichhan Manoj Mishra

    • @Sandhaofficial
      @Sandhaofficial 2 місяці тому

      Odisha kaha boughia ghare pasiki sekibi mg bopa banda dhanda chaleicha bedha chuuaa gote gote

    • @KedarPaule
      @KedarPaule 2 місяці тому

      @@Sandhaofficial tu ta kahuchhu toh muhare bedha chhua mu kahiki😂😂

    • @mks5547
      @mks5547 2 місяці тому

      @@Yadavbhai-b5e ତମେ ମାନେ ଭାଷା ନେ଼ଇ କରି ଲଢ଼ୁଥା ବାଂଲାଦେଶୀ ଅନୁପ୍ରବେଶକାରୀ ମାନେ ଓଡ଼ିଶା ଭରି galena

  • @bikashbarik5794
    @bikashbarik5794 2 місяці тому

    thanks Manoj sir love u ❤❤

  • @MANAS-SIR-24
    @MANAS-SIR-24 2 місяці тому +6

    ତୁ କେବେ ଭାଷା ଓ ସଂସ୍କୃତି ଲାଗି ଲଢୁନୁ, ତୁ ଲଢୁଛୁ ତୋ ନିଜ ସ୍ଵାର୍ଥ ପାଇଁ । ସାବ୍ୟସାଚୀ ର ନୂଆ ଫିଲ୍ମ ରିଲିଜ ହେଲେ ତୋ ଫିଲ୍ମ ନଚାଲିବ ସେଥିପାଇଁ ତୁ ଆଗୁଆ ଲୋକଙ୍କ ମନରେ ଭାଷା ଆଉ ସଂସ୍କୃତିକୁ ନେଇ ମହା ବିବାଦ ତିଆରି କରୁଛୁ । ଏସବୁ ହୀନ ଲୋକଙ୍କ ପ୍ରକୃତି । ଏମିତି ଲୋକଙ୍କ ମନରେ ହିଂସା ଖେଳେଇବା ଅନୁଚିତ୍।
    ଯଦି ପାରୁଛ ଭଲ ସିନେମା କର ଆପେ ଲୋକ ଦେଖିବେ , ଭଲ ପାଇବେ

    • @KedarPaule
      @KedarPaule 2 місяці тому

      @@MANAS-SIR-24 se bhasa sanskruti lagi ladhei karuchhu au agke bi karbe au karmu bi jaha apman niya heichhe badla nemu

  • @kedardharua1314
    @kedardharua1314 2 місяці тому +5

    Sat katha Manoj sir ❤

  • @rjsoy4432
    @rjsoy4432 2 місяці тому

    ଧନ୍ୟବାଦ ମୋର ସମିୟା ❤

  • @kunujanikunujani8347
    @kunujanikunujani8347 2 місяці тому +1

    ଦେଖାଇ ହଉଛି ଏ ଗୋଟେ ହାରାମି ମିଶ୍ର କାହିଁକି ହାରିଛି,ଜାଣି ପାରିନାହିଁ,ତ ଆଧାର କାର୍ଡ ରେ ଦେଖେ କୁ ଭାଷାରେ ଲେଖିଛି,।

  • @Trekkrider
    @Trekkrider 2 місяці тому +8

    ମନୋଜ ଭାଇ ଓଡିଶା କୁ ଭାଗ କରି ଭଲ ନାଇଁ କରୁଛ

  • @guleknag1033
    @guleknag1033 2 місяці тому +9

    Very good Manoj sir jai koshal

  • @BholaBhoi-gh8oc
    @BholaBhoi-gh8oc 2 місяці тому +1

    Right Katha kahu cha dada jay koshal jay maa samlei 🚩🚩🙏🙏

  • @badamashtoka9995
    @badamashtoka9995 2 місяці тому +1

    ଜୟ କୋଶଳ ❤

  • @subratsk99
    @subratsk99 2 місяці тому +7

    ମନୋଜ ଦାଦା.. ତମେ ଚିନ୍ତା ବିଲକୁଲ ନେ କର.. ଆମେ ତମର ସାଙ୍ଗେ ସବୁ ବେଲେ ଅଛୁ.. ମୁଇଁ ବରଗଡ଼ ଜିଲ୍ଲା ଭଟଲି ନୁ ଆଏ...ଜୟ ମାଁ ସମଲେଇ 🙏🙏

  • @RAJKUMARMEHER-in6sp
    @RAJKUMARMEHER-in6sp 2 місяці тому +3

    Thank you manoj dada video kar bar ru

  • @SuryaP489
    @SuryaP489 2 місяці тому

    କାହିଁକି ଏମିତି ହୋଇଛନ୍ତି sir ???
    ଆପଣ ଗୋଟେ ଫିଲ୍ମ କଲେ,,,,କେତେ ଜଣ ଓଡ଼ିଆଙ୍କୁ lead character ଦେଇଛନ୍ତି ।ସେ ଫିଲ୍ମ୍ ଆଉ ଭାଷାଗତ ଅଲଗା କଥା ଉପରେ କୁହନ୍ତୁ ନାହିଁ । No doubts ଆପଣ ଜଣେ ଭଲ କଳାକାର ।
    କାହିଁକି ଏମିତି ହୋଉଛନ୍ତି ।ଆମେ ସମସ୍ତେ ଏକ୍। ସମସ୍ତେ ସମସ୍ତଙ୍କ ପାଇଁ ଜରୁରୀ ।
    ମୋ ଓଡ଼ିଶା ରାଜ୍ୟ ବହୁତ୍ ବଢିଆ ରାଜ୍ୟ ।🙏

  • @Sankarsunaofficial2018
    @Sankarsunaofficial2018 2 місяці тому +8

    Right kahu6 Manoj sir tume hi only one j ki pashim odisha industry lagi laduhchhan

  • @pitabashswain4118
    @pitabashswain4118 2 місяці тому

    Jay jagannath 🙏🙏🙏🙏🙏 manoj bhai apana kahaku vakua banau chhanti janichhanti only for sambalpuri basi nku.karana tuma pakhare aau kichhi income ra bata hi nahi. Na south achhi film na odia re achhi .emiti vasana dauchhanti tuma vasana suni gote film kariba aau tume heba se film ra mukhya nayak. Aau pai jibe income ra rasta. WoW ki idea khateile ma .👌👌👌👌👌👌👌 jabardasth. Odia re gote katha achhi Manoj bhai " munda khhata hele khhata mudaoni ''. Jou ta ki tume Sambalpuri bhai o vauni mananka upare prayago karucha tume.👏👏👏👏👏👏👏👏👏👏👏👏👏👏 Super super . Sesaku gote katha kahibi ....tume heucha para ghara bhanga loka...chhi chhi .chapal kebe munda upare rahilani .tumara jaga seipari. Jay jagannath 🙏🙏🙏🙏
    Jay maa samlei 🙏🙏🙏🙏

  • @Nita143b-yi8zm
    @Nita143b-yi8zm 2 місяці тому +7

    ସଭେ ପଇସା ର ଲାଗି ପଛେ ଦୌଡୁଛନ 😢 ଆମେ ଖାଲି ଦେଖ ବାର ଲୋକ ଖାଲି ଦେଖୁଚୁ ❤❤❤

  • @Kailashyadav-s6z
    @Kailashyadav-s6z 2 місяці тому

    Sat katha dada

  • @maruti2016
    @maruti2016 2 місяці тому

    Odisha heuchi odisha no west odisha no East Odisha only odisha Jai jagannath

  • @sunilkumarnaik2693
    @sunilkumarnaik2693 2 місяці тому +1

    You are right Manoj da

  • @pramod...tarbha8864
    @pramod...tarbha8864 2 місяці тому +4

    ବହୁତ୍ ବଢିଆ କହିଛନ୍ ମୋନଜ sir ପୂର୍ବ ଓଡିଶା actor ମାନେ ଯେତେ ବି ଫ୍ଲେମ୍ କରୁଛନ୍ ଆମର ପଞ୍ଚିମ୍ ଓଡ଼ିଶାର ଲୋକ ମାନେ ଦେଖେଲେ ଦୁଇ ପଇସା ପାଉଛନ୍ ଅହଙ୍କାର ନାଇଁ କର.....

  • @pramodsahu4459
    @pramodsahu4459 2 місяці тому +65

    ସବ୍ୟସାଚୀ ବାବୁ ପେଟ ରେ ଦାନ୍ତ

    • @bandeodisha5702
      @bandeodisha5702 2 місяці тому +14

      Corona time re Tate Manoj Mishra kete help karithila kaha ta
      Mu chati badeiki kohuchi sabyasachi bargarh basi nku corona time re help karichi
      Sabyasachi gote real hero

    • @kumarchandan3045
      @kumarchandan3045 2 місяці тому +3

      Bhai Korona bele Sabyasachi bhai hi loka nku help karuthile Au aji b karanti
      Segudaka bhuli gala waah re

    • @dksardarofficial888
      @dksardarofficial888 2 місяці тому

      ବାବୁ ରେ public intention ଲାଗି ସବୁ କରବେ...... ଏବେ ଦେଖା ଦେଖି କରୁଛ କି ଦୟା ଧରମ ସେବା?? କି ତମେ ମାଜନ ହି ଗୋଲ?? ସବୁ ମାୟା ରେ ବାୟା

    • @achyutakumarmodi1999
      @achyutakumarmodi1999 2 місяці тому

      ଭାଇ ତମେ କହିବା କଥା ବି ଠିକ୍ କିନ୍ତୁ ଏମାନେ କୁଆଡେ ଥିଲେ କରୋନା ସମୟରେ! ଓଡିଶା ଭିତରେ ସମ୍ବଲପୁର ନା ସମ୍ବଲପୁର ଭିତରେ ଓଡିଶା!! ରାଜ୍ୟ ଦରକାର କହିଦେଲେ କେବେ ହେଇ ନି କି ହବନି ​@@dksardarofficial888

  • @musicmukesh2295
    @musicmukesh2295 2 місяці тому +5

    We are with monoj mishra

  • @pradyumnabag2770
    @pradyumnabag2770 2 місяці тому

    💯 right kahuchha monoj sir jai koshal jaimaa samnei ❤🚩🚩🚩

  • @anmolmuna2352
    @anmolmuna2352 2 місяці тому +1

    Maghia କଣ ଭାବୁଛି eie ଶଳା ନିଜକୁ natyakar

  • @PrashantaBajeni-hc3jg
    @PrashantaBajeni-hc3jg 2 місяці тому

    Thank you manoj dada ❤❤❤❤❤❤

  • @Madhavofficial-ik1vo
    @Madhavofficial-ik1vo 2 місяці тому +6

    Good news ❤❤

  • @Antarla_Memorial
    @Antarla_Memorial 2 місяці тому +18

    ସଭ୍ୟସଚି ଆମର କୋଶଲ ମାଟିରେ ଥାଇକରି କବେ ସମ୍ବଲପୁରୀ ରେ ଦେଖେ ହେଲେନ କେ ଖାଲି ଓଡ଼ିଆ

  • @PrashantSankhua
    @PrashantSankhua 2 місяці тому +14

    Mor samiya 🤟👉🙏🙏

  • @prasantsaan3799
    @prasantsaan3799 2 місяці тому +1

    Ekdam right katha,Manoj Dada🙏🙏

  • @RajanikanthBhoi-o7g
    @RajanikanthBhoi-o7g 2 місяці тому

    Jai koshal Jai maa samalai love from Bangalore

  • @basudevkalsai6074
    @basudevkalsai6074 2 місяці тому +7

    Manoj sir right katha kahu6n

  • @Itsariyan58
    @Itsariyan58 2 місяці тому +14

    Monja sir 🙏 great ❤️ jay maa samaleswari manikewsari 🙏 kosal

  • @KanhuMurmu-gy8gd
    @KanhuMurmu-gy8gd 2 місяці тому +1

    ଉତ୍ତର ଓଡ଼ିଶା ଜିନ୍ଦାବାଦ

  • @Antarla_Memorial
    @Antarla_Memorial 2 місяці тому +70

    ମନୋଜ ଦା ତମେ ସବୁବେଳେ ରାଇଟ ଥିସ 🙏🙏

    • @mks5547
      @mks5547 2 місяці тому +3

      @@Antarla_Memorial sabyaschi corona ରେ ଯେତେ ହେଲ୍ପ କରିଛେ ମନୋଜ ତାର ପାଦ ର ଧୂଳି ଚଟବୁ

    • @KedarPaule
      @KedarPaule 2 місяці тому

      @@mks5547 tor dum nhi gandi mara

  • @motilalbagarty7740
    @motilalbagarty7740 2 місяці тому +16

    Pura sat aye ମନୋଜ ମିଶ୍ର ଦାଦା

  • @kishorkarna5461
    @kishorkarna5461 2 місяці тому +19

    ଜୁହାର ମାଁ ସମଲେଇ 🙏🙏🙏

  • @prakashbehera9712
    @prakashbehera9712 2 місяці тому +1

    Namaskar apanaku tume jane bhala actor ଯଦି ଆପଣ ଙ୍କ ପାଖରେ କିଛି କରିବାର ଇଚ୍ଛା ଅଛି ତାହେଲେ କିଛି କର ଏହି ସୋସିଆଲ ମିଡିଆ ରେ ଖାଲି କହିଲେ କିଛି ହବନାହିଁ ଆପଣ କାହାଣୀ ଲେଖନ୍ତୁ ଏବଂ ସିନେମା ଜଗତରେ କିଛି ଅଲଗା କରନ୍ତୁ ଆପଣ କାହିଁକି ଅନ୍ୟ ମାନଙ୍କ କଥା କହୁଛ କଥା ରେ ଅଛି (କଥା କମ କୁହ କାମ ଅଧିକ କର) okay manoj bhai my self (bls)

  • @gautam_rout
    @gautam_rout 2 місяці тому +1

    Cheap mindset Manoj Sir
    Used to be a fan but this is enough 🙏

  • @bagartibabuentertainment2194
    @bagartibabuentertainment2194 2 місяці тому

    Right katha manoj Dada

  • @extraordinary_09
    @extraordinary_09 2 місяці тому

    Salute dada ❤

  • @OdishaSIaspirants
    @OdishaSIaspirants 2 місяці тому +1

    ମୋର ଗୁଟେ ପ୍ରଶ୍ନ ଅଛେ ମନୋଜ ଦାଦା ତୁମେ ଜେନ MIND GAME ଫିଲ୍ମ ଟେ ବନାଳ ସେନେ କେତେ ଟା ପଶ୍ଚିମ ଓଡ଼ିଶା ର actor actores ଅଛନ ଟିକେ କହତ। ଆମର ପଶ୍ଚିମ ଓଡ଼ିଶା ରେ ଏକ ସେ ଏକ actor ଅଛନ୍ ହେଲେ ତୁମେ South wale କୁ ଡାକି କି ଫିଲ୍ମ ବନାଳ ଆଉ ଏବେ ଅଲଗା ଲୋଗ୍ କୁ କହୁଛ

  • @dillipsuna1993
    @dillipsuna1993 2 місяці тому +2

    ମନୋଜ ଭାଇ ଠିକ୍ କହୁଛଁନ୍ ଆମର ପଶ୍ଚିମ ଓଡିଶାର ଲୋକମାନେ ଆଖିଖୋଲି ବାଟ ଚାଲ

  • @nityanandabhoi-qt7tz
    @nityanandabhoi-qt7tz 2 місяці тому

    Jai maa samalei jai koshal thank you mishra babu

  • @b.samanta4148
    @b.samanta4148 2 місяці тому

    Absolutely right Manoj Dada, Odia cinema Khali Cuttack au Bhubaneswar laka ku neiki.

  • @tapasranjansahu9635
    @tapasranjansahu9635 2 місяці тому +12

    Right katha! Manoj Mishra thik chinhi chhan. Lot of love.💕

  • @thabiradeep709
    @thabiradeep709 2 місяці тому

    Right sir u r great 🙏

  • @baidyanathjani6095
    @baidyanathjani6095 2 місяці тому

    Jai Congress Jai koshal 👍👍👍

  • @mrkcb3668
    @mrkcb3668 2 місяці тому +1

    ମନୋଜ ମିଶ୍ର ନିଜର ସ୍ୱାର୍ଥ ପାଇଁ ଏ ସବୁ ଡ୍ରାମା କରୁଛନ୍ତି , ଓଡ଼ିଶା କୁ ଆମେ ଅଲଗା ଅଲଗା କରିପାରିବୁ ନାହିଁ ।

  • @Ajsikaofficial
    @Ajsikaofficial 2 місяці тому

    Mui gote paschim odisha ra band kalakar, singing karsi , Jete bele purba odisha jaisu kiye b purba odisha ra gitare nai nachan. Sabu Khali, rangabati, rasabati Bilasa, lachakamani, bijli wali, nalia tale balia jhuri, sabu pashim odisha Gita eka demand for enjoy and manoranjan..sambalpuri k bahut big banamu. Eta mor pashchim odiasha ra kalakar hebara garba and gaouraba.jay kosal, Jay Maa samlei..Dhol, lisan , Tasha, jetebele misbe. Sara Dunia ke pagal banabe. Its called pashchim odisha ...Maa samlei Khali sange thaun Amar kalakar bhai mankar lagi. Duniar Ken jadu b Amar pase kaaam nai kare ..Jay Maa samlei, Jay kosal, Jay sambalpuri bhasa ..gote bahut chhot kalakar , band singing kalakar, lokar marriage aru deba debi nkara pujare kala paribesana karsi...Jay Maa samlei

  • @Pramanandabagartti
    @Pramanandabagartti 2 місяці тому +24

    ଜୟ କୋଶଳ

  • @SarupanaKetki
    @SarupanaKetki 2 місяці тому +4

    You are right sir

  • @soumyofficialyoutubechanne8979
    @soumyofficialyoutubechanne8979 2 місяці тому

    You are right Dada ❤❤

  • @PrashantSankhua
    @PrashantSankhua 2 місяці тому +6

    Good news

  • @bishwanag8185
    @bishwanag8185 2 місяці тому

    Full support manoj Mishra daa muhu k muhu k kahebar lagi..

  • @imanbag6246
    @imanbag6246 2 місяці тому

    Ek number katha kahela daa

  • @pintuputel7257
    @pintuputel7257 2 місяці тому +1

    Right Manoj Sir

  • @dibyaranjanmajhi9255
    @dibyaranjanmajhi9255 2 місяці тому +20

    ଏକଦମ right କଥା କହେଲ ମନୋଜ ଦା ❤️🙏

  • @sbstatus3846
    @sbstatus3846 2 місяці тому +14

    ସବ୍ୟସାଚୀ ମିଶ୍ର ଆମର ବୁର୍ଲା ର ଆୟେ କି କଟକ ର ମୁଇ ଜାଣି ନାଇ ପାରବାର ମତେ ଲଗୁଛେ ସବ୍ୟସାଚୀ ମିଶ୍ର କଟକିଆ ଆଏ

    • @Debashishbagarty1053
      @Debashishbagarty1053 2 місяці тому

      Mui vi confused bhai amar sambalpuri keve kavebarta nai sunbar

  • @MsjayadevRana
    @MsjayadevRana 2 місяці тому

    ମନୋଜ ମିଶ୍ର ଗୁଟେ ପାଗଳ ଆୟ ସବୁବେଳେ ଖାଲି ପୂର୍ବଓଡ଼ିଶା ଆରୁ ପଶ୍ଚିମଦିଶା କରି ଝଗଡ଼ସୃଷ୍ଟି କରୁଛେ କଂଗ୍ରେସର ଗୁଲାମୀକରୁଛେ ଆରୁ ଓଡ଼ିଶାରାଜ୍ୟରେ ଆସନ୍ତି ସୃଷ୍ଟିକରୁଛେ ହାରାମି ଆମର ଓଡିଶା ଗୁଟେହେଇ ରେହେମୁ ଶଳା ଗାଂଡୁ ମନୋଜମିଶ୍ର 🤣😪😪😪😪🥵🥵🥵🥵🥵

  • @Sambalpurgobind
    @Sambalpurgobind 2 місяці тому +1

    ସବ୍ୟ ଦାଦା ....ଆପଣ ବହୁତ୍ ଉପୁର୍ କେ ଯାଇଚନ୍🎉... ଉପୁରୁ ଥାଇ କରି ଆମର ତଲ୍ ତଲ୍ଲିଆ ଲୁକ୍ ମାନକୁ ଆରୁ କଲା ସଂସ୍କୃତି କେ ଆଗକେ ନେବାର କେ ଟିକେ ଚେଷ୍ଟା କରୁନ୍ 1% ହେଲେବି ❤❤

  • @GarudaMeher-wc7bn
    @GarudaMeher-wc7bn 2 місяці тому

    Right katha monoj dada ame tumar support re achhun

  • @MNDIGITALSARAKANA
    @MNDIGITALSARAKANA 2 місяці тому

    ମଝିରେ ମଝିରେ ଏ ବାବୁ ଘର ଭଙ୍ଗl କଥା ଗୁଡିଏ କହନ୍ତି
    ଏ ଓଡିଶା ଆମ ସମସ୍ତଙ୍କ ର
    ଏ ଓଡିଶା ଆମ ପରିବାର

  • @Ramsunani
    @Ramsunani 2 місяці тому

    Manoj dada aapana right katha kahuchha amor paschim odishake bhakua banauchan

  • @ashokrout1506
    @ashokrout1506 2 місяці тому

    We support Manoj Mishra dada

  • @SubhamTandi-z3p
    @SubhamTandi-z3p 2 місяці тому

    Right katha da jay koshal❤❤❤

  • @Ganrangamancha
    @Ganrangamancha 2 місяці тому

    0:07 mg 🤬 monaj mishra ପୁଣି ଥରେ ପୂର୍ବ ଓଡ଼ିଶା ପଶ୍ଚିମ ଓଡ଼ିଶା କହିଲୁ 🤬
    ଓଡ଼ିଶା ଗୋଟିଏ ରେ mg 🤬
    ଓଡ଼ିଶା ର ପୂର୍ବ ଭାଗ ଏବଂ ଓଡ଼ିଶା ର ପଶ୍ଚିମ ଭାଗ
    ଓଡ଼ିଶା ର ଦକ୍ଷିଣ ଭାଗ ଓ ଓଡ଼ିଶା ର ଉତ୍ତର ଭାଗ ଏମିତି କହିବୁ । ଓଡ଼ିଶା କୁ ଭାଗ କରୁଛୁ mg sala 🤬

  • @hariharmeher9670
    @hariharmeher9670 2 місяці тому

    Thanks monoj mishra.... love you.....

  • @UmakantaBariha-yl5iy
    @UmakantaBariha-yl5iy 2 місяці тому

    Sat katha kahela dada God👍

  • @Ritexff
    @Ritexff 2 місяці тому +1

    Emiti kariki Odisha ku 2 bhaga karidia sabu 😶

  • @SayTruthX
    @SayTruthX 2 місяці тому

    I respect bro.

  • @manbhulamagar9777
    @manbhulamagar9777 2 місяці тому

    Right Katha aye Dada

  • @Songforever-k2l
    @Songforever-k2l 2 місяці тому +12

    You are Right sir ❤❤❤❤Jay koshallll....🚩🚩🚩🚩🚩🚩