REALITY OF LADIES UDANDA KIRTAN!!😮SUNYA MANDIRE BIHARA SONG❤️DEBAKI SAHU INTERVIEW PIPLIPALI GAHAK
Вставка
- Опубліковано 12 вер 2024
- REALITY OF LADIES UDANDA KIRTAN!!😮SUNYA MANDIRE BIHARA SONG❤️DEBAKI SAHU INTERVIEW PIPLIPALI GAHAK
#debakisahu
#piplipaliladiesgahak
#ladiesudandakirtan
#debakisahupiplipaliudandagahak
#siddhantapurohit
#siddhantapurohityoutuber
#sambalpurmatirkalakar
#sambalpurinewschannel
#sambalpurivlogsvideo
#sambalpuriinterview
ବହୁତ୍ ଭଲ କିନ୍ତୁ ଆମେ ଯେନ୍ ଭି ମହିଳା କିର୍ତ୍ତନ ଦେଖୁଛୁ ଶୁଣୁଛୁ ସବୁ ଗାୟିକା ବାୟକ ଭାଇ ଭଉଣୀ ମାନେ ଆତ୍ମ ଘୋଷିତ ଶ୍ରେଷ୍ଠ ମନେମନେ ଭାବୁଛନ୍ତି କିହେ କାର୍ ଠାନୁ କମ୍ ନାଇଁ ଭାବ୍ ବାର୍ ମୁଇଁ ଏକା ବଡ୍ ବୋଲି ଭାବୁଛନ୍ ।
ବହୁତ ବହୁତ ସୁନ୍ଦର ଦେବକୀ ନାନୀ 🙏💐💐💐
Jay kala
SABYARANI TRIPATHI NO 1 AND DEBAKI SAHU NO 2 GAYIKA
ଦେବୀ ରୁ ଦେବକୀ 🙏🙏🙏🙏ତାକୁ କେହିବି ପାରିବେନି, ଦେବକୀ ନାଁ ଆଗେ ସବୁ ଫେଲ, voice the brand
Right
Bahut hi bhal lagla bhai. Gita sunikari bhaki bhab asi jauchhe
Sat aae
Bahut sundar kirtan karsan ,,pure kirtan gayika ,radhe radhe
Radhe radhe
Voice of ଗଡ଼ ଗିଫ୍ଟ ପ୍ରେମ୍ କୀର୍ତ୍ତନ ଓ ପାରାୟଣ ଜଗତର ଜଣାଶୁଣା ନମ୍ବର ୱାନ ଗାୟିକା ଦେବକୀ ସାହୁ pure କୀର୍ତ୍ତନ ଗାୟିକା ତାଙ୍କ କଣ୍ଠ ରେ ସୂୟୁମ୍ ମା ସରସ୍ୱତୀ ବାସ କାରିଛନ୍ତି
Jay kala
ମହିଳା କୀର୍ତ୍ତନ ଗାୟିକା ସର୍ବଶ୍ରେଷ୍ଠ ରଞ୍ଜିତ। ସାହୁ ଲହଣ୍ଡ। କୀର୍ତ୍ତନ ଦଳ । ରାଧା ପ୍ରେମ ଯଦି ପାଇବାର ଅଛି ଥରେ ତାଙ୍କର କୀର୍ତ୍ତନ ଶ୍ରବଣ କରନ୍ତୁ ।
Debaki nani tumar porgam bahut sundar
No.1 kirtan¶yan gayika debaki Sahu.
Right
ମହିଳା କୀର୍ତନ ର ଗାୟିକା ମାନଙ୍କୁ ଭଜନ ବଦଳରେ ଗୋଟିଏ ବିଷୟ କିମ୍ବା ଚରିତ୍ର କୁ ନେଇ କୀର୍ତନ କରିବା ପାଇଁ କୁହନ୍ତୁ ଦେଖିବେ ଗାୟିକା ମାନଙ୍କର ଝାଳ ବାହାରି ଯିବା ଧନକଉଡା ଭଳିଆ କୀର୍ତନ କୌଣସି ଗାୟିକା ମାନେ କରିପାରିବେ ନାହିଁ କୀର୍ତନ ନାଁ ରେ ଗାୟିକା ଏବଂ ତାଙ୍କର ବାହାକ ମାନେ ପାପ ସଂଗ୍ରହ କରୁଛନ
Sat aae
Right
Very nice great kirtan gayika
Right
ଦେବକୀ ଆରୁ ଶବ୍ୟାରାନି କୀର୍ତ୍ତନ ସମାଜ କେ ଭଲ ନାଇଁ ଲାଗବାର୍ ଟା ବହୁତ୍ ଦୁଃଖର୍ କଥା।
ଇହାଦେ ଟୁକେଲ ଡଣ୍ଡ୍ ଆର୍ ଟୁକେଲ କିର୍ତନ ଲୁକ୍କୁ ଭଲ୍ ଲାଗୁଛେ
ବହୁତ ବହୁତ ଶୁଭେଚ୍ଛା ବାର୍ତ୍ତା ଭାଇ ଦେଉଛନ୍ତି
Tqq
Veri nice didi voice brand
Good
Bahut val laaguchhe....real kirtan aae
Tqqq
You are very good singir dhanya .
Tukel kirtan chhi chhi chhi
Debaki beutiful singar
Tq
ଦେବକୀ ସାହୁର କୀର୍ତ୍ତନ ଭଲ ଲାଗସି ,କାନଞେ ତାକର କୀର୍ତ୍ତନ ପୋରାଣୀକ ହିସାବରେ କରସନ
Right
ଏକ୍ଚଳି କୀର୍ତ୍ତନ କୀର୍ତ୍ତନ ହିସାବରେ ହେବାର କଥା ।ଦେବକୀ ଦିଦି ତୁମେ କାହାର କଥା ନାଇ ସୁନିକିରି ନିଜର ରାସ୍ତାରେ ନିଜେ ଚାଲ।
ନିଶ୍ଚିତ ରୂପେ, ଏନ୍ତା କୀର୍ତ୍ତନ କଲେ କିହେ ବି ଲେଡିସ୍ କୀର୍ତ୍ତନ କେ ବିରୋଧ ନାଇଁ କରନ୍।
Sat aae
ଯେତେ କୀର୍ତ୍ତନ କରୁଛନ୍ତି, ସସ୍କାର ଟିକେ ବି
ନାଇଁନ
Debaki sahu r sabyaranitripathy best best best tankabhaliaa kirtan kihy karibaribe nahi
Right
Radhe radhe
Radhe radhe
Debaki Sahu,Anjana Dehuri,Sabyarsni Tripathy,aau Tihikipali ra gayika aehi manakar kirtan dekhbarlagi bhal lagsi aau baki ladies kirtan bekar aay
Tankar bapa maa Mane saskarsikheikarinai chhadbar kusaskar sikheikari chhadichhan
baki lokar kirtan dekhbar ke bha nai lage manare git bahut bhl lagsi 👌
କଥା ଶୁଣା କୀର୍ତ୍ତନ କରୁଛ ଅନ ସୁନୀତା ଅାରୁ ଲଳିତା ଏଟ୍ଟାକର୍ ଲାଗି ବଦନାମ୍ ରାଦ୍ଧେ ରାଢ଼େ
ଭଲ କୀର୍ତ୍ତନ କରନ୍ତି ।
Yes
Sabyarani didi k bi aana dine
Kana Kahuchan j sunma dekhma
Ok
କିଟ ପତଙ୍ଗ ଖଗ ମ୍ରୁଗ। , ସାଧୁ ସଙ୍ଗତେ ମୋକ୍ଷ ଯୁଗ।
S.Dumberpali . pipilipali
Bhala lagala sabyarani Tripathi ke aana Bhala heba
Chesta karma
Sir badgoan kirtan gahak Raju padhan ra enterview neun tike barpali pakhe achhi
ଶବ୍ୟାରାଣୀ ତ୍ରିପାଠୀ ଦେବକୀସାହୁ ଭଳିଆ କୀର୍ତ୍ତନ୍ୟ କରୁନୁ
Didi ke sath kirtan karne ke liye sabyarani tripathi bahan hai na
Ok
JAY DADHIBAMAN.BHATLI DHAM
Jay kala
କାଲି ଦେବକୀ ସାହୁ ସୁବଲୟା ଆସିଥିଲେ ଝୁଲନ ଯାତ୍ରା କେ
Prem udanda kirtanra jalanta udaharan boile jana purohit angya se hauchhanti s tripathi kharmunda baki sabu fail
Jay koshal dada
Debaki sahu ke mor ketini kete asirbad 🎉 buhen sabu bele dharmar rasta re jibu, bhagaban aasirbada karun
Tq
I debaki ta pura barugien te aae chalan ne na itar
Dhankauda(sbp)kirtan party ra vdo ana ho dada.. dhankauda ra hari bhakta mane hi reall kirtan karu 6an....
ଦିଦି ସାଙ୍ଗେ କୀର୍ତନ କରବାର party ନାଇଁ ନ
Dada ken pipli pali
Bijepur nu bargarh road gale bijepur nu 9/10 km gale dumberpali padba. Dumberpali high school tare tare road achhe
@@dipfragnant il
Daa Pardeep panigrahi video ke daka
Chala juga saha tala milae
Ohhh
Udanda kirtanare dailag maribamana
Ok
You are a controversy creature , innocent are appreciate you, please be a secular