VK Pandian's Full Speech | Assurance Of BJD Govt During Campaign In Patkura

Поділитися
Вставка
  • Опубліковано 19 тра 2024
  • Delve into VK Pandian's comprehensive speech, outlining the assurances of the BJD government during the campaign in Patkura. This video provides insight into the promises and commitments made to the electorate, shaping the political landscape in the region.
    Kanak News is Odisha's leading 24x7 news and current affairs TV channel from Eastern Media Limited. Odisha's largest media house that also publishes daily 'Sambad'. Get latest updates on news, politics, sports, business, current affairs, entertainment, technology, health updates from Kanak News.
    Join us on WhatsApp to get latest updates : whatsapp.com/channel/0029Va9q...
    For the latest Odisha News Follow us:
    Website :- kanaknews.com/
    Instagram :- / kanaknewsofficial
    LinkedIn :- / kanak-news
    Facebook :- / kanaknews
    App Kanak :- play.google.com/store/apps/de...
    Twitter :- / kanak_news
    Telegram :- t.me/kanaknewsofficial
    WhatsApp: whatsapp.com/channel/0029Va9q...
    #KanakNews #Odisha #OdishaElections2024 #LokSabhaElections2024 #GeneralElections2024 #Electionwithkanaknews

КОМЕНТАРІ • 36

  • @AshokBiswal910
    @AshokBiswal910 13 днів тому +6

    ନା କେବେ ଥକିଛନ୍ତି, ନା କେବେ ଅଟକିଛନ୍ତି। ନୂଆ ଓଡ଼ିଶା ନିର୍ମାଣର କାରିଗର ସାଜି ଦିନରାତି ଓଡିଶାବାସୀଙ୍କ ସେବାରେ ନିଜ ଜୀବନକୁ ସମର୍ପି ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

  • @Purna-GaonTOKA
    @Purna-GaonTOKA 13 днів тому +5

    ଜନତାଙ୍କ ପାଇଁ ଯାହାଙ୍କ ଜୀବନ ଉତ୍ସର୍ଗୀକୃତ । ଜନକଲ୍ୟାଣ ପାଇଁ ସେବାରେ ଯିଏ ସମର୍ପିତ... ସିଏ ହିଁ ଜନନେତା, ଜନନାୟକ ।

  • @user-el5gg8tg
    @user-el5gg8tg 13 днів тому +5

    ଲୋକସେବା କରି ଆଜି ସେ ଲୋକପ୍ରିୟ। ଜନତା ତାଙ୍କ ଜୀବନ। ଲୋକଙ୍କ ସେବା ପାଇଁ ସବୁବେଳେ, ସବୁ ସମୟରେ ସଜାଗ ନବୀନ ସରକାର...

  • @Deepali2024
    @Deepali2024 13 днів тому +5

    ଓଡିଶାର BJP ଦଳ କେବେବି ଉନ୍ନତି ଚାହିଁନାହାନ୍ତି କିମ୍ଵା କିଛି କାର୍ଯ୍ୟ କରି ନାହାନ୍ତି କିନ୍ତୁ ରାଜ୍ୟର ବିଜୁ ଜନତା ଦଳ ଲୋକଙ୍କ କଲ୍ୟାଣ ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ ସବୁବେଳେ ଉଚିତ ପଦକ୍ଷେପ ନେଇଛନ୍ତି।

  • @Trupti-Animal
    @Trupti-Animal 13 днів тому +5

    ଓଡ଼ିଶାର ଜନତା ସୁଖରେ ରୁହନ୍ତୁ, ସୁସ୍ଥରେ ରୁହନ୍ତୁ। ଓଡ଼ିଶାବାସୀଙ୍କୁ ଭଲରେ ରଖିବାକୁ ମାନ୍ୟବର ମୁଖ୍ୟମନ୍ତ୍ରୀ ସବୁବେଳେ କରନ୍ତି ଚେଷ୍ଟା।

  • @user-gs4zd2ww7w
    @user-gs4zd2ww7w 13 днів тому +5

    ଉନ୍ନତିର ଆଶାଟିଏ, ବିଶ୍ୱାସର ଘର... ଭରସାର ନେତାଟିଏ, ସଭିଙ୍କ ନିଜର... ନବୀନ ! ପ୍ରତିଟି ଓଡିଆଙ୍କ ସାହସ, ଶକ୍ତି ଓ ଉନ୍ନତିର ଉର୍ଜା ।

  • @Purna-GaonTOKA
    @Purna-GaonTOKA 13 днів тому +5

    କଥା ନୁହେଁ କାମରେ ବିଶ୍ବାସ କରୁଥିବା ବଳିଷ୍ଠ ବ୍ୟକ୍ତିତ୍ୱ। ଉନ୍ନତି ପାଇଁ ତାଙ୍କ ଭିତରେ ଉଦ୍ୟମର ଅସୀମ ଉର୍ଜା... ନୂଆ ଓଡ଼ିଶା ନିର୍ମାଣ, ଲୋକସେବା ପାଇଁ ନିରନ୍ତର ପ୍ରୟାସ ଜାରି ରଖିଥିବା ଆମ ପ୍ରିୟ ମୁଖ୍ୟମନ୍ତ୍ରୀଙ୍କୁ କେବେ ସ୍ପର୍ଶ କରିପାରେ

  • @user-pv9yi1td6h
    @user-pv9yi1td6h 13 днів тому +5

    ତାଙ୍କ ଉଦ୍ୟମ ପାଇଁ ଓଡିଶା ଆଜି ବିଶ୍ୱବିଦିତ, ସାରା ଦେଶରେ ଶ୍ରେଷ୍ଠ । ଓଡିଶା ଆଜି ଅଭାବୀରୁ ପ୍ରଭାବୀର ପରିଚୟ ପାଇଛି କେବଳ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଅଦମ୍ୟ ଉଦ୍ୟମ ପାଇଁ... ତେଣୁ ତ ତାଙ୍କ ମଥା ଉପରେ ଆଶିର୍ବାଦ ଅଜାଡି ଦେଉଛନ୍ତି

  • @user-zm9co3jn7e
    @user-zm9co3jn7e 13 днів тому +4

    ସେ ସେବାରେ ବିଶ୍ୱାସୀ, ସମୃଦ୍ଧିରେ ବିଶ୍ୱାସୀ । କଥା କମ୍, କାମରେ କରି ଦେଖାଉଥିବା ସଫଳ ପୁରୁଷ, ନୂଆ ଓଡିଶା ଗଢିବାରେ ନିମଗ୍ନ ନିର୍ମାତା...

  • @SujataRani-rh6lp
    @SujataRani-rh6lp 13 днів тому +3

    ଶାସନ ନୁହେଁ ସେବାରେ ବିଶ୍ୱାସୀ ଆମ ପ୍ରିୟ ମୁଖ୍ୟମନ୍ତ୍ରୀ । ଭୋକ୍ ହେଉ କି ଭୟଙ୍କର ବିପତ୍ତି, ସବୁଥିରେ ମୁକାବିଲାରେ ମାଷ୍ଟର ନବୀନ ସରକାର ।

  • @SoliSethi-mq4tu
    @SoliSethi-mq4tu 13 днів тому +2

    ଦକ୍ଷ ଦୂରଦୃଷ୍ଟି ଓ ସ୍ୱଚ୍ଛ ଶାସନ ପାଇଁ ଆଜି ସାରା ବିଶ୍ୱରେ ନବୀନଙ୍କ ବିକାଶର ମଡେଲ୍ ଅନୁକରଣୀୟ । ଓଡିଶା ଆଜି ଅନେକ କ୍ଷେତ୍ରରେ ଅଗ୍ରଣୀ ।

  • @user-wg7ql5bg5x
    @user-wg7ql5bg5x 13 днів тому +1

    ନବୀନ ସରକାରରେ କୃଷକଙ୍କର ହେଉଛି କଲ୍ୟାଣ, ବିନା ସୁଧରେ ମିଳୁଛି ଋଣ । ଚାଷୀ ଭାଇ ଓଠରେ ହସ ଦେଖିବାକୁ ଆମ ମୁଖ୍ୟମନ୍ତ୍ରୀ କରିଛନ୍ତି ପଣ ।

  • @user-wg7ql5bg5x
    @user-wg7ql5bg5x 13 днів тому +1

    ନବୀନଙ୍କ ରାଇଜରେ, ସାଢେ ୪ କୋଟି ଓଡିଶାବାସୀ ରହିଛନ୍ତି ଖୁସିରେ । ପରିବାର ଭଳି ପାଳୁଛନ୍ତି, ସଭିଙ୍କ ଭଲମନ୍ଦ ବୁଝୁଛନ୍ତି ପ୍ରିୟ ମୁଖ୍ୟମନ୍ତ୍ରୀ ।

  • @SumiKumari-vu5od
    @SumiKumari-vu5od 13 днів тому +1

    ପ୍ରତିଟି ଜୀବନ ମୂଲ୍ୟବାନ । ସମସ୍ତଙ୍କ ଯତ୍ନ ନେଉଛନ୍ତି ନବୀନ । ସାଢେ ୪ କୋଟି ଓଡିଶାବାସୀଙ୍କୁ ନିଜ ପରିବାର ଭାବି ସେବା ଯୋଗାଉଛନ୍ତି ମାନ୍ୟବର ମୁଖ୍ୟମନ୍ତ୍ରୀ ।

  • @GitaPadhy
    @GitaPadhy 13 днів тому +1

    ଉନ୍ନତିର ନବୀନ ମଡେଲକୁ ନେଇ ସାରା ବିଶ୍ୱରେ ଚର୍ଚ୍ଚା । ଶିକ୍ଷା ଠାରୁ ସ୍ୱାସ୍ଥ୍ୟ ସବୁଥିରେ ଅଗ୍ରଣୀ ଥିବା ଓଡିଶାକୁ ଅନୁକରଣ କରୁଛନ୍ତି ଦେଶର ଅନେକ ରାଜ୍ୟ ...

  • @GitaPadhy
    @GitaPadhy 13 днів тому +1

    ବେକାରୀ ହାତରେ ଚାକିରୀ । ନିଯୁକ୍ତିର ନୂଆ ସୁଯୋଗ ଆଣିଛି ଯୁବପିଢିଙ୍କ ମୁହଁରେ ଖୁସିର ଲହରୀ ।

  • @rjsoy4432
    @rjsoy4432 13 днів тому +4

    ଏଥର ସମୂଦ୍ର୍ ବାତ୍ୟା ରେ ବାସି ଯିବୁ ତାମିଲନାଡୁ 🖕ବୁଝିଲୁ ଟି

  • @moodoffbhubaneswar5486
    @moodoffbhubaneswar5486 13 днів тому

    BJD ର ଅପପ୍ରଚାର ରୁ ଦୁରେଇରହି.... ପାଣ୍ଡୁ ଜି ଙ୍କୁ ଜେଲ୍ ପଠାଅ

  • @simanchalpanda331
    @simanchalpanda331 13 днів тому

    Pandia put glasses.samudra dishiba.

  • @BabuluRudra
    @BabuluRudra 13 днів тому +1

    Ta maa bia karechanti

  • @BabuluRudra
    @BabuluRudra 13 днів тому

    Eia magia kia kire 😂

  • @SubhashreeMohanty-eh4jp
    @SubhashreeMohanty-eh4jp 13 днів тому

    Love you pandian sir❤

  • @soumyaranjangjn
    @soumyaranjangjn 13 днів тому

    Ei mg tamil ku sunibaku asicha ?
    Munha re laja tike nahin…

  • @SanjayKumarMishra-er1cv
    @SanjayKumarMishra-er1cv 13 днів тому

    Bala tu Tamil jibu

  • @dhirenmovies6771
    @dhirenmovies6771 13 днів тому

    😂

  • @pramodsahoo4744
    @pramodsahoo4744 13 днів тому

    ତମେ ସବୁ ଚୋର

  • @sbcreations4427
    @sbcreations4427 13 днів тому

    Boycott BJD

  • @user-el5gg8tg
    @user-el5gg8tg 13 днів тому +3

    ଓଡ଼ିଶାର ଜନତା ସୁଖରେ ରୁହନ୍ତୁ, ସୁସ୍ଥରେ ରୁହନ୍ତୁ। ଓଡ଼ିଶାବାସୀଙ୍କୁ ଭଲରେ ରଖିବାକୁ ମାନ୍ୟବର ମୁଖ୍ୟମନ୍ତ୍ରୀ ସବୁବେଳେ କରନ୍ତି ଚେଷ୍ଟା।

  • @BabuluRudra
    @BabuluRudra 13 днів тому

    Ta maa bia karechanti