'ବବି ଦେଇଥିଲେ 4 ଅଗଷ୍ଟକୁ ଅଲ୍ଟିମେଟମ' || Mamata Mohanta's Exclusive Interview || BJP || Odisha Reporter

Поділитися
Вставка
  • Опубліковано 22 жов 2024

КОМЕНТАРІ • 383

  • @nalinpravamisra8439
    @nalinpravamisra8439 2 місяці тому +32

    ଧନ୍ୟବାଦ ତୁମ ରାଜନିତିଆ ମାନଙ୍କୁ.
    ...ଲାଭ ହିଁ ଲାଭ

  • @jchoudhury274
    @jchoudhury274 2 місяці тому +71

    ବହୁତ୍ ବଢିଆ ହେଇଛି BJD ରେ କ୍ରୀତଦାସ ହେଇ ରହିବା ଅପେକ୍ଷା ଅନ୍ୟ ଦଳ ରେ ଯିବା ଭଲ

    • @rdx_world32
      @rdx_world32 2 місяці тому

      Magiha comments koru6u

  • @narayanparida5469
    @narayanparida5469 2 місяці тому +41

    ଓଡ଼ିଶାର ମହିୟସୀ ମହିଳା ସମ୍ମାନରେ ସମ୍ମାନିତ କରାଯାଉ।

    • @sriharash-j3i
      @sriharash-j3i 2 місяці тому +5

      ଏମାନଙ୍କୁ କୁହାଯାଏ ବହୋ ରୁପି ଏଣ୍ଡୂଅ

    • @TituMohakud-ed6lo
      @TituMohakud-ed6lo 2 місяці тому

      bjp zindabad🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉​@@sriharash-j3i

    • @prasantasatapathy3318
      @prasantasatapathy3318 2 місяці тому +1

      ​@@sriharash-j3i.Andua haba darkar bjd gote chora sarkar.bjd re au kehi rahibeni sabu bjp re misibe wait wait

    • @PrasantBehera-b1u
      @PrasantBehera-b1u 2 місяці тому

      BJP ta gote Bala sarkar
      Dekhiba tu BJP re Rahi ward member te b hoiparibuni

  • @TruptiRanjan1802
    @TruptiRanjan1802 2 місяці тому +36

    ବବି ଦାସ ହାରାମି

    • @ersadshaikh9148
      @ersadshaikh9148 2 місяці тому

      To gandi maila ki

    • @bapujidas3604
      @bapujidas3604 2 місяці тому

      ​@@ersadshaikh9148 ତୋ ବୋଉ କୁ ଘେଁଇଁଲା କି

    • @BiswaranjanPadhi-s4m
      @BiswaranjanPadhi-s4m 2 місяці тому

      😂😂​@@ersadshaikh9148

    • @sahadebsahu4110
      @sahadebsahu4110 2 місяці тому

      Boby das BJP re misiba setebele kn kohucha tume Mane dekhiba

  • @babunamallick5594
    @babunamallick5594 2 місяці тому +18

    ଆପଣ ଏଇ କଥା, ନିର୍ବାଚନ ପୂର୍ବରୁ ଅଭିଯୋଗ କରିଥିଲେ ଆମେ ବିଶ୍ବାସ କରିଥାନ୍ତୁ, କିନ୍ତୁ ଏବେ ସରକାର ବଦଳିଲା ପରେ ଆପଣ, ନୂଆ ସରକାର ଙ୍କ ପାଖରେ ବିକ୍ରି ହୋଇ ଏ ଅଭିଯୋଗ କରିଲେ କେହିବି ବିଶ୍ବାସ କରିବେନି, ଆପଣ ନିଜ ସ୍ଵାର୍ଥ ପାଇଁ, ଦଳ ପରିବର୍ତ୍ତନ କରିଛନ୍ତି

  • @kshirodchandramall3834
    @kshirodchandramall3834 2 місяці тому +39

    ଇଲେକ୍ସନ ପୂର୍ବରୁ ଇସ୍ତଫା ଦେଲନି. ସରକାର ବଦଳିଲା ବୋଲି ଆଜି ଏ ନାଟକ. ତୁମେ ଯେଉଁ ଦଳକୁ ଗଲେବି ଲୋକମାନଙ୍କର କି କିଛିବି ଉର୍ନତି କରିବନି. ନିଜ ସ୍ୱାର୍ଥ କଥା ଦେଖିବ

    • @sanjaybarik9365
      @sanjaybarik9365 2 місяці тому

      Right

    • @jnanranjanswain6504
      @jnanranjanswain6504 2 місяці тому

      Tumaku bacha jaechii....Vote pai jaena...Nahale ete sahas karibani...

    • @sankarnathmaharana7859
      @sankarnathmaharana7859 2 місяці тому

      @@kshirodchandramall3834 ଅନ୍ୟ ଦଳରୁ ଯେଉଁମାନେ ବିଜେଡିକୁ ଯାଉଥିଲେ ସେମାନେ କାହାର ସ୍ୱାର୍ଥ ଦେଖୁଥିଲେ, ସେତେବେଳେ କୁତୁକୁତୁ ଲାଗୁଥିଲା ବିଜେଡିକୁ ନେତାମାନେ ସବୁ ଚୋର ଇଏ ଚୋର ହେଇଗଲା ପାଣ୍ଡୁ ନବିନ କଣ ଭଦ୍ର ସେଇ ଦୁଇ ଜଣ ଚୋରଙ୍କ ସର୍ଦ୍ଦାର

    • @_mr___rajput
      @_mr___rajput 2 місяці тому

      Emiti katha jadi dala diaa nete kichhi kari paribeni tebe 25yr bjd kemiti govt re rahila ? 25 yr bjd kete nua nete tiari karichhi kete nete nku bjd bjp & congress ru anichhi

  • @srikantakumarhota6134
    @srikantakumarhota6134 2 місяці тому +33

    ଘର ବଦଳାଈଲ।
    ଘଈତା କେବେ ବଦଳାଈବ।
    ଜଣେ ସାଂସଦ କଥା ବି ଠିକ୍ ସେ କହି ପାରୁନାହାଁନ୍ତି।

    • @Harshit_Gamorz
      @Harshit_Gamorz 2 місяці тому

      Tumara khandan re ghara badala kale ghaita badala karanti ?

    • @pramodkumarpradhan4751
      @pramodkumarpradhan4751 2 місяці тому +7

      First behave your language. This type language is not good for any human being. Lack of ' Sanskar ' .

    • @santilatapanda1386
      @santilatapanda1386 2 місяці тому

      New New kutukutia tike lagiba tapore jesa ku tesa new pore kn je sehi puruna agoru thiba BJP neta mane kn tuni podibe kn deitwa miliba khada miliba khada

    • @elizabehera6454
      @elizabehera6454 2 місяці тому

      ​@@pramodkumarpradhan4751right.

    • @sktahirhusssen6343
      @sktahirhusssen6343 2 місяці тому

      Ghaita change heba apeskha kar

  • @ChristadanKhara
    @ChristadanKhara 2 місяці тому +12

    ମମତା ଦିଦି ଆପଣ ଯାହା କରିଛନ୍ତି ଭଲ କରିଛନ୍ତି। କ୍ରିତ ଦାସ ର କ୍ରୀତଦାସ ହେବ ଲୋକ ଙ୍କ ବିଶ୍ୱାସ ରେ ବିଷ ଦେବା ହୋଇଥାନ୍ତା।

  • @arunmohanty4703
    @arunmohanty4703 2 місяці тому +44

    ଏତେ ମିଛ କାହିଁକି କହୁଛ ଯଦି ଦମ ଥିଲା ଆଗରୁ ଇସ୍ତଫା ଦେଲନି ଦିଲ୍ଲୀ ରୁ ପୁରା ଟ୍ୟୁସନ ହୋଇ ଆସିଛ 😂ନିଜ ନାଁ ଓଡିଶା ନାଁ ଓ ନିଜ ଜାତି କୁ ଦିଲ୍ଲୀ ଦରବାର ବିକ୍ରି କରିଦେଲ କିଛିଟା ସ୍ୱାର୍ଥ ଲାଗି 🤔

    • @santilatapanda1386
      @santilatapanda1386 2 місяці тому +3

      Right 👍👍👍

    • @learningcentre3672
      @learningcentre3672 2 місяці тому +1

      ତୁମେ କ'ଣ ଜାଣିଛ କହିଲ ଏ ବିଷୟରେ, କିଛି ଆଇଡିଆ ଅଛି? କିଛି ନାହିଁ , ତେଣୁ ଆମ ମମତା ଠିକ୍ ଅଛି ।

    • @sanghamitradas371
      @sanghamitradas371 2 місяці тому +1

      Bjd chadichi bhala karichi boycott bjd😂

    • @sanghamitradas371
      @sanghamitradas371 2 місяці тому +2

      Nabin Babu kn micha kuhantiniki

    • @srisaidesignvastu9209
      @srisaidesignvastu9209 2 місяці тому

      ପ୍ରତ୍ୟେକ ରାଜନୀତି ବାଲା ଯାହା କରନ୍ତି ଆପଣ ତାହା କରିଛନ୍ତି ! ବହୁତ ଭଲ କରିଛନ୍ତି !ଅନ୍ୟ ବିଜେଡ଼ି ନେତାମାନେ ଭ୍ରଷ୍ଟାଚାର ରେ ବୁଡି ରହିଛନ୍ତି !କମ୍ ସେ କମ ଭ୍ରଷ୍ଟାଚାର ଛିଟା ତ ଲାଗିବ ନାହିଁ !

  • @arjunpradhan5615
    @arjunpradhan5615 2 місяці тому +29

    ସସ୍ମିତ ପାତ୍ର ଏହି ଘଟଣା ନେଇ କୌଣସି ବିବୃତି ନ ଦେଇ ନୀରବ ରହି ଲେ କିପରି

  • @santoshmajhi2129
    @santoshmajhi2129 2 місяці тому +2

    ଲୋକ ଜାଣିଛନ୍ତି ତୁମେ କଣ ଭବିଷ୍ୟତରେ ଆଉ ତମେ election ରେ stand କଲେ ଲୋକ ମାନେ ଜବାବ ରଖିବେ

  • @srisaidesignvastu9209
    @srisaidesignvastu9209 2 місяці тому +11

    ଗୋଟେ ପ୍ରାଇଭେଟ୍ କମ୍ପାନୀରେ ରହିବା ଅପେକ୍ଷା ନିଜେ ପ୍ରୋପାଈଟର ହବା ଭଲ

  • @AnnandaChandraPanda
    @AnnandaChandraPanda 2 місяці тому +3

    Your decision is judicious and rational.

  • @suryamaninayak4300
    @suryamaninayak4300 2 місяці тому +2

    Thanks sister

  • @kunujanikunujani8347
    @kunujanikunujani8347 2 місяці тому +3

    ଲାଜ ଲାଗୁନାହି କି ବିଜେପିରେ ଆସିଛୁ,ବିଜେପି ଡାକିଲେ ଯିବୁ,ତ ସ୍ବାମୀ କୁ ଚାଳି ଆଉ ଗୋଟେ ହାତ ଧରେ,।

  • @ashwinisahu6584
    @ashwinisahu6584 2 місяці тому +1

    Jaha kale bhala kale Mamata mam

  • @azubizu2534
    @azubizu2534 2 місяці тому

    ♥️♥️♥️ଧନ୍ୟବାଦ ମେଡ଼ମ ♥️♥️♥️
    ♥️♥️♥️ଉଚିତ ବିଚାର ଧାରା ♥️♥️♥️

  • @deepaksatpathy5604
    @deepaksatpathy5604 2 місяці тому

    ସବୁଠାରୁ ଭଲ ନିଷ୍ପତ୍ତି

  • @CaptainMithun10
    @CaptainMithun10 2 місяці тому +3

    ବେଲଜ୍ୟା ଛି କେଡେ ଅଲାଜୁକ

  • @DhrubacharanSahu-cx4wn
    @DhrubacharanSahu-cx4wn 2 місяці тому +1

    ତୋତେ ଯେ କଲା. ତୋର ଭଗବାନ ବେଡି ❤

  • @sobhasundarpatra4824
    @sobhasundarpatra4824 2 місяці тому +3

    BJD ଜିତିଲେ ଅମଘରକୁ ଗଲୁ କୁହାଯିବା କାଲି କୁ କଂଗ୍ରେସ ଅସିବ ସେଠାକୁ ଯିବୁ ଲୋକଙ୍କ ସେବା କରିବା ଆମ ଧର୍ମ

  • @sorotoka9717
    @sorotoka9717 2 місяці тому +11

    ସମୟ କହି ବ କିଏ କାହାର 😀😀

  • @prasantamohanta7837
    @prasantamohanta7837 2 місяці тому +10

    Very good

  • @LiLi-5h
    @LiLi-5h 2 місяці тому +2

    ଅତି ଲଭେ ତନ୍ତି ମରେ

  • @chhabilalenka1106
    @chhabilalenka1106 2 місяці тому

    Very Good steps and thanks

  • @Mr.Sourabha
    @Mr.Sourabha 2 місяці тому +1

    Aaya Ram Gaya Ram Politics, is Denger for Society, Every Politician have Join A party only For Special Previlages and her own Profits, Not for Social Work?

  • @budhiramnahak3209
    @budhiramnahak3209 2 місяці тому +4

    ଏତେ ଟଙ୍କା ପାଇଲୁ ଖୁସି ନହେବୁ କେମିତି

  • @ajayakumarb957
    @ajayakumarb957 2 місяці тому +7

    ଠିକ୍ ସମୟରେ ଠିକ୍ ପଦକ୍ଷେପ 🎉

  • @sanatanbankira9754
    @sanatanbankira9754 2 місяці тому +5

    କୁଳମି ସମାଜ ଆଦିବାସୀ ହେବା ପାଇଁ ବିଜେପିରେ ମିଶିଲେ ମାହାନ୍ତାଣି

  • @santanudey2803
    @santanudey2803 2 місяці тому

    ଆମ ମୟୁରଭଞ୍ଜ ଜିଲ୍ଲାର ମହାମୋହିମୋ ରାଷ୍ଟ୍ରପତି Drapati Murmunko ଅବସ୍ତା ବି ସାଙ୍ଘାତିକ... ମୋଦିଜୀ ଉଠ ବୋଷ କରଉଛନ୍ତି... ତାଙ୍କ କଥାଟିକେ ବୁଝୋନ୍ତୁ...

  • @udaymohanta8192
    @udaymohanta8192 2 місяці тому

    ନିଜ ଜାତିର ଲୋକଙ୍କ ସମସ୍ୟା କଥା BJP ପାଖରେ ରଖନ୍ତୁ

  • @bijayprakashpanda6583
    @bijayprakashpanda6583 2 місяці тому +1

    ରବର୍ ଷ୍ଟାମ୍ପ ଭଳି ରହିବା ଠାରୁ, ଜଣେ ସ୍ୱାଭିମାନୀ ବହୁତ୍ ଗୁଣରେ ଭଲ। ବାକି ରହିଲା ଅହଂକାରୀ ପ୍ରଣବ ଦାସ୍ କଥା। ତାର କଳା କାରନାମା ଓଡ଼ିଶାବାସୀ ଦେଖୁଛନ୍ତି। ତାର ହିସାବ ନିଶ୍ଚୟ ହେବ ଓ ଓଡ଼ିଶାବାସୀ ଶୀଘ୍ର ଦେଖିବେ।

  • @balaramjhankar9002
    @balaramjhankar9002 2 місяці тому +1

    Thik karichha...👍👍👍👍

  • @jivanpattanayak6120
    @jivanpattanayak6120 2 місяці тому

    ପ୍ରଥମେ ଭିଡିଓ ଦେଖୁ ଦେଖୁ ମୂଲିଆଣି ଟା ଵୋଲି ଭାବିଲି ପରେ ଜାଣିଲି ଏ କିଏ?

  • @sibashankarparida4548
    @sibashankarparida4548 2 місяці тому

    ଯାହାକୁ ତାହାକୁ ରାଜ୍ୟସଭା ପଠେଇଲେ ଏମିତି ହୁଏ 😂

  • @subrataran
    @subrataran 2 місяці тому +1

    ବିଜେଡି ଦଳ କ୍ରୀତଦାସ ଦଳ

  • @PurnachandraPanda-vx2nj
    @PurnachandraPanda-vx2nj 2 місяці тому +1

    ମମତା ଭଳି ନେତ୍ରିକୁ ବି ଜେ ପି ନେଇ ସ୍ଵଦେହରେ ସ୍ୱର୍ଗକୁ ଯିବା ,କାରଣ ଜନ୍ଥା ନେତ୍ରୀ।

  • @sibachhualsingh7256
    @sibachhualsingh7256 2 місяці тому

    ବାବୁ ଜିଲ୍ଲା ପରିସଦରୁ ରାଜ୍ୟ ସଭା ।ସେ ନବୀନ ବାବୁ ବହୁତ୍ ବଡ଼ ଭୁଲ କରିଛନ୍ତି।ଇସ୍ତଫା ଦେବା କଥା ବିଧାନ ସଭା ଭୋଟ ଆଗରୁ ଦେଲେନି।ତମେ ସବୁ ସ୍ୱାର୍ଥ ବାଦି ତମେ ସବୁ ନାରୀ ଜାତି ପାଇଁ କଳଙ୍କ।ତମ ସମର୍ଥକ ଭଲ ପାଉଥିଲେ ତ ତୋ ଏରିଆରେ କୁଶପୁତ୍ତଳିକା ଦାହ କଣ ପାଇଁ କରୁଥିଲେ।କାଇଁ ଦଳରୁ ଇସ୍ତଫା ଦେଲ ଠିକ୍ ଅଛି ତମେ ରାଜନୀତି ଛାଡ଼ିଦେବ କହୁଥିଲେ ବସିଗଲନି ଘରେ।ତମେ ସବୁ ଗୋଟେ ଗୋଟେ ଚିକଣ କୁହା G ମରା ପିର

  • @dambarubagh8557
    @dambarubagh8557 2 місяці тому

    Good step mam
    Everyone neglected by some person,

  • @ambarishswain3233
    @ambarishswain3233 2 місяці тому

    Babi Das June 4th counting date pare bujha heba kahithila

  • @mrbapigaming876
    @mrbapigaming876 2 місяці тому

    ପ୍ରତି 5ବର୍ଷ ରେ ସବୁ ନେତା ବଦଳିବା ଦରକାର।

  • @uttamsethy2832
    @uttamsethy2832 2 місяці тому

    Great 👍

  • @durgeshpatra4498
    @durgeshpatra4498 2 місяці тому

    ମମତା ମହନ୍ତ କୁ ଦେଖଲେ ଭଲ ଲାଗୁନି ଭିଲିୟାନ

  • @pradeeppardia7333
    @pradeeppardia7333 2 місяці тому

    ମମତା ଦିଦି ୧୦ କୋଟି ବିକ୍ରି ହେଉଥିବା ଜଣାପଡ଼ିଛି

  • @ganeshdhal135
    @ganeshdhal135 2 місяці тому

    ଏ ମହିଳା ଜଣେ ବହୁରୂପୀ ଏଣ୍ଡୁଅ କେତେ ବେଳେ ରଙ୍ଗ ବଦଳେଇବ କିଏ ଜାଣି ପାରିବେ ନାହିଁ

  • @microiteducation
    @microiteducation 2 місяці тому

    Good decision

  • @sankar143music6
    @sankar143music6 2 місяці тому

    ଡାଳ ଡିଆଁ ମାଙ୍କଡ ବହୁତ Danger 😮

  • @sudhirkumarpadhi462
    @sudhirkumarpadhi462 2 місяці тому

    ତୁମେ ସେମିତି ଭଲ ମାଇକେନା ଟି 🙏🏻

  • @Raaj832
    @Raaj832 2 місяці тому

    ନୁଆଁ ନୁଆଁ ରେ ସବୁ ଭଲ ଲାଗେ ପୁରୁଣା ହେଲେ ସବୁ ଖଟା ଲାଗିଯିବ ବିଜେଡି ରେ ତିଲା ବେଳେ କିଛି କରିପାରିଲେ ନାହିଁ ବିଜେପି ରେ ଯାଇକି କଣଟା ଉପାଳି ଦେବୁ କୁକୁର ହଇ ରହିବୁ

  • @upendrakumarmohanty6320
    @upendrakumarmohanty6320 2 місяці тому +1

    ସୁବିଧା ବାଦୀ ରାଜନୀତି

  • @AJAYA220
    @AJAYA220 2 місяці тому

    ତୁମ କଥା 100% ସତ. ଜଦି ଅଣଦେଖା ରେ ଥିଲ ଇଲେକ୍ସନ ଆଗରୁ କାହିଁକି ତୁମେ ପାର୍ଟି ଛାଡିଲନି? ଏବେ ବିଜେପି ସରକାର ଆସିବା ପରେ ବିଜେପି ରେ ମିଶିବାର ମାନେ ଲୋକମାନେ ବୁଝିପାରୁଛନ୍ତି.

  • @NarandraGiri-or4dq
    @NarandraGiri-or4dq 2 місяці тому

    ଏଇଟା ତ ଚରଣୀ ଭଳିଆ ଦେଖା ଯାଉଛି ।

  • @shivaprasadsamal8665
    @shivaprasadsamal8665 2 місяці тому +13

    Mamata Mohanta jite raho

  • @prakash35b
    @prakash35b 2 місяці тому

    ମହାନ୍ତ ସମାଜ କୁ ଧକା ଦେଲ ।

  • @SidharthPrasadDas
    @SidharthPrasadDas 2 місяці тому +1

    ଏ ଲୋକ ର ଓଉକାତ ନଥିଲା ଆ ଜୀବନରେ ଯୋଉ ଜାଗାକୁ ଯାଇଛି ତାକୁ ବିଜେଡି ହିଁ ଦେଇଛି ବେଈମାନ ଆଉ ଆର ଦରକାର ସେବା ଏ କରିବ ବେଈମାନ କାର ସେବା କରିବ,

  • @ChikuPradhan-kx1lr
    @ChikuPradhan-kx1lr 2 місяці тому +2

    2020 Pare Navina Budha hei
    Gale aau gehipari bani Sethi
    Pai alaga ghaita kalu😢😢😢

  • @sridhardas8509
    @sridhardas8509 2 місяці тому

    ତୁମକୁ ଦଳ ନିଶ୍ଚିତ ରାଜ୍ୟପାଳ ସିଟ୍ ରେ ଵସାଇଵ

  • @basantinaik8924
    @basantinaik8924 2 місяці тому

    Very good 👍👍👍

  • @JayJagannath0307
    @JayJagannath0307 2 місяці тому +3

    To katha God bujhibe

  • @himansudash9149
    @himansudash9149 2 місяці тому

    ଜଣେ ବିଶ୍ୱାସ କରି ବାହା ହେଲା ତାପରେ ଆଉଜଣଂକ ସାଂଗରେ ଚାଲିଗଲ। ତାପରେ ପଲ୍ଟିକାଲ୍ ଡେଡ୍ ହେଇଯିବ।କେତେରେ ବିକ୍ରୀ ହେଲ?

  • @radheradhe515
    @radheradhe515 2 місяці тому

    Congratulations 🎉🎉🎉🎉🎉🎉🎉🎉🎉🎉🎉🎉

  • @prakashkumarjena.babusan.n3760
    @prakashkumarjena.babusan.n3760 2 місяці тому

    ଅତି ସୁନ୍ଦର ପଦକ୍ଷେପ ନେଇଛ ମାଡାମ 👍👍👍

  • @JayramMohanta-ni4zo
    @JayramMohanta-ni4zo 2 місяці тому

    👍

  • @SukurHasdah
    @SukurHasdah 2 місяці тому

    Didi tume bhala karicha👍

  • @sibashankarparida4548
    @sibashankarparida4548 2 місяці тому

    ପଇସା ଖାଇ 😂... ମାଲେମାଲ ହେଇଯିବୁ ଏବେ

  • @ArunKumarNayak-t3j
    @ArunKumarNayak-t3j 2 місяці тому

    ନିଜ ସ୍ୱାର୍ଥ ପାଇଁ ସବୁ କେତେ ରେ ବିକ୍ରି ହେଲୁରେ

  • @pramodkumarrout7641
    @pramodkumarrout7641 2 місяці тому +2

    You have taken right decision for the dignity of Mayurbhanj District.
    Jay Droupadi murmu
    Jay mamata mohanta.
    Jay Mayurbhanj.

  • @udaytakrinofficial9773
    @udaytakrinofficial9773 2 місяці тому

    ପଇସା ସବୁ ପଇସା ର ଖେଳ

  • @bhimakuasi3657
    @bhimakuasi3657 2 місяці тому

    କେତେ କୋଟି ମିଳିଛି BJP ରୁ

  • @RanjanBeura-h5z
    @RanjanBeura-h5z 2 місяці тому +7

    ନାରୀ ଜାତି ପାଇଁ ତୁ କଳଙ୍କ
    କେତୁଟା ଟଙ୍କା ପାଇଁ ତୁ ଜୁମଲା ପାର୍ଟି ପାଖରେ ବିକ୍ରି ହେଇଗଲୁ

  • @dipaknayak4394
    @dipaknayak4394 2 місяці тому

    ଆଗରୁ ଗଲୁନି bjd ହାରିଲା ପରେ କାହିଁକି

  • @NarandraGiri-or4dq
    @NarandraGiri-or4dq 2 місяці тому

    ଓଟିଭି ତ ବିଜେପି ର ଦଲାଲ ମିଡିଆ,

  • @unnesanews
    @unnesanews 2 місяці тому

    ବିଜେଡିରେ କେତେଜଣ ମାଲିକ ,ନବୀନବାବୁ ,v k pandian ?
    ବିଜେଡିରେ ଧମକ ଚମକ ଦେଉଥିବା ନେତା ହାରିଗଲେ, ମାଡ଼ମ ଆପଣ ବିଜେଡି ଛାଡି ଠିକ୍ କରିଛନ୍ତି ।

  • @BanalataMohanty-bf2ue
    @BanalataMohanty-bf2ue 2 місяці тому +7

    Beimani ledy...

    • @sankarnathmaharana7859
      @sankarnathmaharana7859 2 місяці тому +2

      ଅନ୍ୟ ଦଳରୁ ଯେତେବେଳେ ବିଜେଡି ଆଣୁଥିଲା ସେତେବେଳେ ସେମାନଙ୍କୁ ବେଇମାନ କୁହାଯିବ ନା ଆଉ କଣ କୁହାଯିବ ଟିକେ କହିବେ

    • @jitupradhan6888
      @jitupradhan6888 2 місяці тому

      😆😆​@@sankarnathmaharana7859

    • @BanalataMohanty-bf2ue
      @BanalataMohanty-bf2ue 2 місяці тому

      @@sankarnathmaharana7859 Delhi kea patheithila bjp

    • @sankarnathmaharana7859
      @sankarnathmaharana7859 2 місяці тому

      @@BanalataMohanty-bf2ue 2014ରେ କେମିତି ବେଇମାନ କାମ କରି କଂଗ୍ରେସର ବିରୋଧୀ ଦଳର ନେତାଙ୍କୁ ନେଇ ବିଜେଡ଼ିରେ ମିଶେଇଲେ ସେକଥା ଜାଣିଛନ୍ତି କି ନାହିଁ ଏମିତି ହେଲେ ତାଙ୍କୁ ବିରୋଧୀ ଦଳର ନେତା କଣ ବିଜେଡ଼ି କରିଥିଲା କି ଭୁପିନ୍ଦର ସିଂଙ୍କୁ, ପ୍ରଥମେ ବିଜେଡି ଗୋଟେ ବେଇମାନ ଦଳ ତେଣୁ ଅନ୍ୟ ଦଳକୁ ଭାଙ୍ଗି ଯେଉଁ ସବୁ କୁକର୍ମ କରିଛି ତାହାର ଫଳ ଭୋଗୁଛି ଆଗକୁ ବି ଭୋଗିବ ଆଉ ଟିକେ ସମୟକୁ ଅପେକ୍ଷା କର ବହୁତ ଜଲଦି ଆସୁଛି

    • @BanalataMohanty-bf2ue
      @BanalataMohanty-bf2ue 2 місяці тому

      @@sankarnathmaharana7859 kichi habani odisha re bjd ra Abe b adhik vote ..bodhe janina tume

  • @pratapkumarjena1310
    @pratapkumarjena1310 2 місяці тому

    ଯିଏ ଦେଶସେବା କରିବାକୁ ଚାହିଁବ ସେ ଯେକୌଣସି ଦଳରେ ରହିକିବି କରିପାରିବ, ଟଙ୍କା ଲୋଭରେ ଦଳଛାଡିକି ବହୁତ ଗପିବାକୁ କେମିତି ଭଲଲାଗୁଛି, Bjp ର ସାଂସଦ କମିଯିବାରୁ bjp କିଛି କରିଛି

  • @suryagoes
    @suryagoes 2 місяці тому +3

    She is true

  • @karunakarmohanty89
    @karunakarmohanty89 2 місяці тому +2

    କିଛି ଫରକ ପଡିବ ନାହିଁ

    • @shivaprasadsamal8665
      @shivaprasadsamal8665 2 місяці тому

      Nabin Babu ete disheartened, confused, serious kahinki.. Bobi idiot n Pandu useless, Nabin expressed

  • @kamallochannayak9660
    @kamallochannayak9660 2 місяці тому +1

    BJD Sampurna Odisha Ru Lop Paijiba Agoku Dekha .

  • @KoramaniPanda-cg1vr
    @KoramaniPanda-cg1vr 2 місяці тому

    ୟେ ବିକ୍ରି ହୋଇ ଯାଇଛି ଏହାର ମୂଲ୍ୟ ମନମୋହନ ସାମଲ ଜାଣିଛି

  • @ArchanaNayak-cq3we
    @ArchanaNayak-cq3we 2 місяці тому

    ମିଡ଼ିଆ ମାଗିଲା ତୁ ବାଇକ୍ ହେଉଛୁ ନା ନିଜେ ବାଇକ୍ ଦେଉଛୁ, ଶଳା କୁକୁର ବିଜେପି ମିଡ଼ିଆ, ବାଲା ଓଟିଭି

  • @balarampadhi9832
    @balarampadhi9832 2 місяці тому

    Madam, ତମେ କଣ ଏତେ ଯୋଗ୍ୟଥିଲ ତମକୁ ଲୋକ ଏତେ ଭଲ ପାଉଥିଲେ ତମକୁ ଖରାପ ଲାଗିଲା , ସେକଥାନୁହେ ଯେଉଁ ନବୀନ ବାବୁ ତୁମକୁ ମାଟିତଳୁ ଉଠାଇ ଆକାଶରେ ଥୋଇଥିଲେ ତୁମେ ତାଙ୍କୁ ସୁଯୋଗ ଦେଖି ଗାଣ୍ଡୀ ମାରିଲା ,ଭଳକଲ ।ନବୀନ ବାବୁଙ୍କ ଆଉ ଯୋଗ୍ୟ ମିଳିଲେ ନାହିଁ ତୁମକୁ ପଠାଇଥିଲେ ଏହାହିଁ ତାଙ୍କୁ ଶ୍ରେଷ୍ଠ ପୁରସ୍କାର ।ଧନ୍ୟବାଦ୍ ଆପଣଙ୍କୁ ।କିନ୍ତୁ ମନେରଖ ବେଇମାଙ୍କର କେବେ ମଙ୍ଗଲାହେବ ନାହିଁ,ଲୋକ ଆପଣଙ୍କୁ ଠିକ୍ ଜବାବ ଦେବେ ।

  • @saratmishra7100
    @saratmishra7100 2 місяці тому +1

    Great talk ❤
    How ungrateful BJD is?
    Simply cheat.
    BJD will be finished soon.

  • @kirttanmahanta9806
    @kirttanmahanta9806 2 місяці тому +4

    Mamata mahanta has a best leader of kudumi samaj.

  • @hiranyasahoo3548
    @hiranyasahoo3548 2 місяці тому

    ଲଜ୍ୟା ଲାଗୁନି ମମତା ମହନ୍ତ ବେଈମାନ କଲ

  • @ashishranjannayak5655
    @ashishranjannayak5655 2 місяці тому +1

    2029 re mamata Congress ku jiba

  • @jagatkumarnayak2742
    @jagatkumarnayak2742 2 місяці тому

    ଅପାତ୍ର ରେ ଦାନ

  • @PratapchadraDas
    @PratapchadraDas 2 місяці тому

    କେତେ କୋଟି ମିଳିଛି କି ଏତେ ଖୁସି

  • @niranjansahoo2807
    @niranjansahoo2807 2 місяці тому

    Kete tanka re sell hela seita tk kuhantu madam

  • @BeHappy-fn6qh
    @BeHappy-fn6qh 2 місяці тому

    ମହାନ୍ତ ମଦମ୍ bjp ପାଇଁ କାମ କରୁଥିଲା।
    Bjd ଛଡିଲ ଭଲ ହେଲା।
    ବହୁତ୍ ଗପୁଚ।

  • @naikvlogsnaik9688
    @naikvlogsnaik9688 2 місяці тому +5

    Mam thik karichhanti

  • @Butterfly07697
    @Butterfly07697 2 місяці тому

    Heyyy heyy hoyee hoyee badubati badubati..

  • @sarojpanigrahi3574
    @sarojpanigrahi3574 2 місяці тому +2

    Bjd definitely grow

  • @AchintyaBiswal
    @AchintyaBiswal 2 місяці тому

    Mrs. Mohanta u have done fantastic job. Best of luck.Go ahead.

  • @basantakumar97
    @basantakumar97 2 місяці тому

    କେତେ ଟଙ୍କା ରେ ଡିଲ୍ କଲ କି 😅

  • @bibratpatra3233
    @bibratpatra3233 2 місяці тому +3

    ଆଗରୁ କଉଟି ମରେଇ ହେଉଥିଲୁ

  • @PrakashkumarPradhan-eb4fl
    @PrakashkumarPradhan-eb4fl 2 місяці тому +1

    Aji dina ka pachuti anile baki 365 dina tu pachuti habu tu bali kete galeni Eudahan bahubali neta prasant gagdev ta pare pradep Panigahe tapare sabu sabu odia hero mane tankar ou dekhanahi😂😂😂🎉

  • @sobhasundarpatra4824
    @sobhasundarpatra4824 2 місяці тому

    ପାର୍ଟି ହାରିଲା କିଏ ପଚା ରୁଚି bjd କୁ ନବୀନ କୁ

  • @kshyamasagardash2188
    @kshyamasagardash2188 2 місяці тому

    Nida ru uthike asicha mam.....Kouthi soiethila ki

  • @bhimakuasi3657
    @bhimakuasi3657 2 місяці тому

    ସବୁ ମିଛ

  • @rabindraswain9184
    @rabindraswain9184 2 місяці тому +5

    Looking as a courpted lady getting more money

    • @aswinidas8895
      @aswinidas8895 2 місяці тому +2

      Au bjd..... Ra neta sabu...

    • @prakasrout2636
      @prakasrout2636 2 місяці тому

      Vupindar singh kete tankare bikri bikiri hoithile