ଛି ଛି ଛିରେ ନନୀ...ସିଙ୍ଗର ଅଚିହ୍ନା କିନ୍ତୁ ଗୀତ ଭାରି ମନଜିଣା | Viral Koraputia Song | Odisha Reporter

Поділитися
Вставка
  • Опубліковано 16 січ 2025

КОМЕНТАРІ • 9

  • @talcherprasant619
    @talcherprasant619 5 годин тому +8

    ଏ ଗୀତ କୁ ଯିଏ ପ୍ରଥମେ ରିଲ୍ସ କରି ବର୍ତମାନ ଆଗକୁ ଆଣିଲେ ତାକୁ ହିଁ ଧନ୍ୟବାଦ

  • @lightingseven5492
    @lightingseven5492 Годину тому +2

    ସିଙ୍ଗର "ସତ୍ୟ ଅଧିକାରୀ" ଅମର୍ ରହେ 🙏🙏🙏🙏🙏

  • @jaydevadha488
    @jaydevadha488 3 години тому +1

    Super👌

  • @padmagouda7692
    @padmagouda7692 Годину тому

    #ସଫଳତାର_କୌଣସି_ସମୟ_ନଥାଏ । ସମୟର କେତେବେଳେ କିଛି ବି ଉପହାର ଦେଇପାରେ । ଜୀବନର ଗାଡି କେତେବେଳେ କୋଉ ଷ୍ଟପେଜରେ ପହଞ୍ଚିବ, କେଉଁ ମୋଡ ରେ ପହଂଚିବ ତାହାକୁ ସମୟ ହିଁ ନିର୍ଦ୍ଧାରଣ କରୁଛି, କରିବ ।
    ପ୍ରାୟ ହଜିଯାଇଥିବା ଗୋଟିଏ ଗୀତ ଯଦି ୨୪ ବର୍ଷ ପରେ ହଠାତ୍ ହିଟ୍ ହୋଇପାରୁଛି ।
    #ଜୀବନରେ_କିଛି_ବି_ହୋଇପାରେ...କେବଳ ବୁଝିବାକୁ ପଡିବ- ସବୁକିଛି ପାଇଁ ନିର୍ଦ୍ଦିଷ୍ଟ ସମୟ ଥାଏ.. ସେ ଧର୍ଯ୍ୟ ସମସ୍ତଙ୍କର ରହି ନଥାଏ। ସବୁବେଳେ ନିଜ କର୍ମ ଉପରେ ଭରସା କର ନିଶ୍ଚେ ସଫଳତା ପାଇବ ଜୟ ଜଗନ୍ନାଥ 🙏

  • @babitapattnayak7299
    @babitapattnayak7299 7 годин тому

    Very nice ❤

  • @SaishaktiBehuria
    @SaishaktiBehuria Годину тому

    ଏଥିରୁ ଆମେ ଜାଣିବାକୁ ପାଇଲୁଯେ କିଏ କେତେବେଳେ କୋଉ ଜାଗାରେ ପହଞ୍ଚିବ କହିହେବନି | ନବେ ଦଶକର Song ହଟାତ Viral ହେବ କେହି ବିଶ୍ୱସବି କରିନଥିଲୁ 😊❤

  • @Bhagabatpujari1
    @Bhagabatpujari1 6 годин тому

    ପ୍ରକୃତରେ ଯଦି ଭାଗ୍ଯଦେବି ପ୍ରସନ୍ନ ହୋଇଥାନ୍ତି କେବଳ ଭିନ୍ନ ସ୍ବର ନାଚୁରାଲ ମୂଜିକ ବେଷ୍ଟ ଆକ୍ଟର ତାପରେ ଗିତ ର ଅର୍ଥ ।

  • @ManmathaBihari98
    @ManmathaBihari98 5 годин тому

    ବାଲି ଫୁଲର ମ୍ୟୁଜିକ ସତ୍ଯଅଧିକାରି ଦେଇଥିଲେ

  • @anirudhadash2130
    @anirudhadash2130 5 годин тому

    Dhana ku chinilu banda ku chinilu pela ku chinilu nai dhani chhi chhi re na ni chhi