ତୋରି ସ୍ତ୍ରୀ କଥା ଲକ୍ଷ୍ମୀ ପୁରାଣରେ ଲେଖା ହେଇଛି ...| Laxmi Purana | Odia Comedy | Shankara Bakara
Вставка
- Опубліковано 28 лис 2022
- #odiacomedy #comedyvideo #odianewcomedy
#manabasagurubar #laxmipurana
ତୋରି ସ୍ତ୍ରୀ କଥା ଲକ୍ଷ୍ମୀ ପୁରାଣରେ ଲେଖା ହେଇଛି ...| Laxmi Purana | Odia Comedy | Shankara Bakara
Nandighosha TV is the fastest growing television channel in Odisha and delivers reliable information across all platforms including Television, Internet and Mobile.
Visit Our Website: nandighoshatv.com/
Watch Live: nandighoshatv.com/live/
UA-cam: / nandighoshatv
Facebook: / nandighoshatv
Twitter: / nandighoshatv
Instagram: / nandighoshatv
#odiacomedy
Nandighosha TV Is Available On Following DTH Channels
* DishTV Channel No: 1367
* Airtel Digital TV Channel No: 611
* TATASky Channel No: 1779
* hathw@y Channel No: 731
* Ortel Channel No: 707
* Videocon d2h Channel No: 840
* SITI Channel No: 17 & 458
* GTPL Channel No: 719
* SUN Direct Channel No: 667
* Asianet Channel No: 219
#NandighoshaTV #ShankaraBakara #odiacomedy #viralvideo #margasiragurubara #workingwoman #couple #OldAge #Viral #odiaculture #odishaCulture #OdiaFestival - Комедії
ମାଆ କମଳିନୀ ସଦା ହୋଇଥାନ୍ତୁ ସାହା ।
ଯୁଗେ ଯୁଗେ ଜିଇଥାଅ ହେ ପହଲା ମାଆ ।।
ମାଆ ପୁଅ ମିଶି ଅଭିନୟ କଲେ ଯାହା।
ସମାଜ ପାଇଁକି ବେଶୀ ଶିକ୍ଷଣୀୟ ତାହା।।
ଆମ୍ଭ ପରମ୍ପରା ବିଧି ଉତ୍କଳ ସଂସ୍କୃତି।
ସାରା ବିଶ୍ବରେ ଆଦର୍ଶ ରହିଅଛି ଖ୍ୟାତି।।
ବୋଉଲୋ ବାଆଲୋ କେଡ଼େ ସୁଆଦିଆ ଡାକ।
ଡାକିଲା ମାତ୍ରକେ ହଜିଯାଏ ଶୋଷ ଭୋକ।।
(Excellent Comedy)🏆🏆🏆🏆
🙏 ଜୟ ଜଗନ୍ନାଥ ସ୍ଵାମୀ 🙏
ଅତି ସୁନ୍ଦର କଥା ଆମ ଅତୀତ ଓଡ଼ିଆ ର ପରମ୍ପରା ମାନି ଚଳିବା ଆମ୍ଭେମାନେ
ବହୁତ୍ ସୁନ୍ଦର୍, ଆମ ସଂସ୍କୃତି ଓ ପରମ୍ପରା ପ୍ରତି ଯୁବ ପୀଢ଼ି ଙ୍କ ଜାଗ୍ରତ ହେବା ଦରକାର ।
ଏ ପହଲା ତୁ କ'ଣ ମଣିଷ ଅବସ୍ଥାରେ ନାହୁଁ,
Super comedy 🤣🤣
Nice
👌
😂😂😂😂
ବହୁତ ସୁନ୍ଦର👌। ଏମିତି ଛୋଟ ଛୋଟ ଏପିସୋଡ଼ ମାଧ୍ଯମ ରେ ଜନ ସଚେତନ କରି ଆମ ପ୍ରଥା ପରମ୍ପରା ବଚାଇବାକୁ ଚେଷ୍ଟା କରୁଥିବା ରୁ ଧନ୍ଯବାଦ
Tomo intense thick mo pori mu thick eamite mo mono ro Rani tia khoju thili
@@niteshkumarsahu2078 1
@@niteshkumarsahu2078 noor
Jeje maa Pura perfect
Gaan re continue achhi
ପ୍ରଜ୍ଞା ଭାଇ ଙ୍କ Acting 👌👌👌👌
2
ସୁନ୍ଦର୍ ଅଭିନୟ ।ଆମ୍ ପରମ୍ପରା କୁ ବଞ୍ଚେଇ ରଖିଥିବାରୁ ବହୁତ ବହୁତ୍ ଧନ୍ୟବାଦ୍ ।
Pahala to au habuni...that line makes whole vdo intersting 🤩🤩
ଜୟ ପ୍ରଭୁମାଆ ଲଷ୍ମୀନାରାୟଣ🙏❤️🌺🇮🇳🙇
ବହୁତ ଭଲ ଲାଗୁଛି ଆପଣ ମାନଙ୍କ comedy.
ହେଇ ପହଲା ତୁ କଣ ମଣିଷ ହବୁନି 😂😂
🤣🤣🤣🤣🤣😂😂😁😁 ସାଙ୍ଗାତିକ ଲୋକ ପ୍ରଜ୍ଞା ।
Bahut ବଢିଆ , ଜୟ ଜଗନ୍ନାଥ.
Satare ame ଓଡ଼ିଆ ଅମୋ ପ୍ରଥା ଭାରି ବଢିଆ 🙏
Pahala tu kn manisha habuni 😂😂😂😂
Best dilogue
🤣🤣🤣
ପ୍ରଜ୍ଞାନ ର କମେଡି ଓଡ଼ିଶାର ସମସ୍ତଙ୍କ ଠୁଁ ଭିନ୍ନ। ବହୁତ୍ ସୁନ୍ଦର୍ ଅଭିନୟ।
ହରେ କୃଷ୍ଣ ହରେ କୃଷ୍ଣ କୃଷ୍ଣ କୃଷ୍ଣ ହରେ ହରେ ହରେ ରାମ ହରେ ରାମ ରାମ ରାମ ହରେ ହରେ 🚩🌿ରାଧେ🚩🌿 ରାଧେ🚩🌿 ରାଧେ 🚩🌿🍀🌻
ବହୁତ ବହୁତ ବହୁତ ବଢିଆ ଉପସ୍ଥାପନା ...ବହୁତ .....ଭଲ ଲାଗିଲା ...
ପହଲା ତୁ କଣ ମଣିଷ ଅବସ୍ଥାରେ ନାହୁଁ।
😄😄😄😄😄😄😄😄😄😄😄
super dilok
Best comedy 😂😂😂😂
ପ୍ରଜ୍ଞା ଭାଇ ସତରେ ବୁଢୀ ଓ ବୁଢା ରୋଲ୍ ଭଲ କରୁଛ💯💯💯
⁶⁶I will will u u bye bye morning dear dear to do that for you and I I I u u bye bye bye dear have have do do for you and ⁷
Sata
ପହଲା ତୁ ଆଉ କଣ ମଣିଷ ହବୁନି... 😃😃😃🤣🤣🤣🤣🤣🤣
ଓଡ଼ିଆ ଘରର ପରମ୍ପରା ରୀତିନୀତି ଚଳଣି ବହୁତ ସୁନ୍ଦର ଭୁଲିବା ଅନୁଚିତ
ua-cam.com/video/k1q047F8x-g/v-deo.html
Pragyan Bhai & Shankar Bhai ,
Excellent comedian
ଏ ପହଲା ତୁ କଣ ମଣିଷ ହବୁନୁ 😂😂😂Superb comedy
କଣ କହିବି ଦୁଇ ଜଣଙ୍କୁ....ONLY SALUTE...SALUTE & SALUTE କରୁଛି ...
ଆମ ଓଡ଼ିଆ ସଂସ୍କୃତି ସବୁଠୁ ବଢିଆ ଏ ହେତୁବାଦୀ ଙ୍କୁ କିଏ ବୁଝାଇବ ଶଳା ଆମ କୁ ଆମ ସଂସ୍କୃତି ଆଉ ଆଉ ବିଜ୍ଞାନ କୁ ନେଇ ବଢିବା
ଆପଣ ମାନେ ଅତି ସୁନ୍ଦର ଭାବରେ ଅଭିନୟ କରି ମୋର ଭକ୍ତ ମାନଙ୍କ ମନୋରଞ୍ଜନ କରି ଥିବାରୁ ମୁଁ ଆପଣଙ୍କ ଋଣ ସାତ ଜନ୍ମ ରେ ବି ସୁଝି ପାରିବି ନାହିଁ।
😂
What a talent pragyan Shankar🙏
Jai jagannath 🙏 jai maa laxmi 🙏
ପ୍ରଜ୍ଞା ଭାଇ 😂😂😂 କି କମେଡି 🙏🙏😂😂
ବହୁତ୍ ସୁନ୍ଦର୍ ଲାଗିଲା👍👌
The best dialogue " PAHALA TU KN MANISA HABUNI"🤣🤣🤣🤣🤣🤣🤣🤣🤣🤣🤣🤣
Really
Right
@@hemendratandi5441 azvb ì kb zko
ଆମ ଓଡିଆ ପରମ୍ପରା କୁ ନେଇ ଆମେ ସମସ୍ତେ ଗର୍ବିତ 😊😊
Bahut sundara❤
Ati Sundar Bhakti Episode 🎞️🎬🙏
🔔🌺Jay Maa Laxmi 🚩🔔🙏
Salute to pragyan bhai❤️🙏
Pahala...tu au Manisa abasta re nahu😄🤣😃...superb video🥰...
Pahala... Tu au manisa.. Habuni🤣🤣🤣🤣🤣🤣
🤣🤣🤣
😁😁😁😁😁
When i call my mother as 'boulooo'
Then my mother's replies 'oooolo'
That sound is like heaven for me
And i love to call bapa,bou❤️
😂😂👌✅
That's a good feeling in whole world ☺️.
Pragyan you actually look like a grandmother superb this duo is excellent...
✅
Hii jyosnarani
@@teachervloggerjunoon5867 aaqaaqaS
Pahala tu au manisa habuni😂😂
ଜୟ ମା ଲକ୍ଷ୍ମୀ
କମେଡି ମାଧ୍ୟମରେ ଆଜି କାଲି ଡାଡି ମମି ଝିଅ ଆଉ ଚାକିରିଆ ସ୍ତ୍ରୀ ମାନଙ୍କୁ ଙ୍କୁ ଆମ ପରମ୍ପରା ଆଉ ସଂସ୍କୃତି ବିଷୟରେ ଜଣେଇବାର ଭଲ ପ୍ରୟାସ..
Beautiful way to show our culture ..hats off
He is a perfect actor...☺️😦
Pragnya bai acting superb
Love from Odisha ganjam district
ପ୍ରଞା ଭାଇ କଣ କରୁଛ ମ ସତରେ 👍👍👍👍👍👍
ବହୁତସୁନ୍ଦର ଲାଗିଲା ଯୁବ ପିଡ଼ି ପାଇଁ ଶିକ୍ଷଣୀୟଅଟେ ଧନ୍ୟ ବାତ୍
ଏ ସବୁ ଦେଖିଲେ ବହୁତ୍ ଦୁଃଖ ଲାଗୁଛି, ଆଜିର ପଢ଼ି ଆମେ ମାନେ କେଉଁ ଦିଗ କୁ ଗତି କରୁଛୁ। ଗାଁ ର ବାସ୍ନା ଏହି ଶୋ ରେ ଅଛି। ହେ ପ୍ରଭୁ ଜଗନ୍ନାଥ ରକ୍ଷା କର। ଏ ସମାଜ କୁ ଗୋଟେ ସଦ୍ ମାର୍ଗ ଦିଅନ୍ତୁ। ଜୟ ଶ୍ରୀ କୃଷ୍ଣ 🙏
ଏହି episode କୁ ପାଖ ଆଖ ରେ ଥିବା ହେତୁବାଦୀ ମାନଙ୍କୁ ନିଶ୍ଚିନ୍ତ ଦେଖାନ୍ତୁ,
Ok
Hetu badi nku mada haba.
Tebe Prabhu nka nam Mane padiba
7i
ମୁଁ ବହୁତ ଖୁସି ଏ ପ୍ରୋଗ୍ରାମ ଦେଖିକି ସତରେ ହସି ହସି ପେଟ ବିନ୍ଧିଯାଉଛି ହେଲେ ମାଇଣ୍ଡ ଫ୍ରି ଲାଗୁଛି ଏମିତି କମେଡି ଦେଖିକି
My favourite shows 😊❤️
Awesome , original and superb creativity.
Keep it up man.
Pahala tu au manisa habuni the best funny 🤣 dialogue
😃
Yess
😃😃😃😃😃😃superb ...budhi roll paragyan sir pura suit karuchi
🙏ଜୟ ମା ଲକ୍ଷ୍ମୀ ନାରାୟଣ ନମଃ 🙏
Pragya woman rool very fantastic
ସତରେ ଆମ ପରମ୍ପରା କୁ ଏଇ କମେଡି ରେ ସବୁ ଦେଖା ଯାଉଚି,, ଖାଲି କମେଡି ତ ନୁହଇ ଆଜି କାଲି ସ୍ତ୍ରୀ manaka ପାଇ ଗୋଟେ ଶିକ୍ଷା,,,
ବେଷ୍ଟ୍ କମେଡି,,,,,,, ବହୁତ୍ ବଢିଆ ଲାଗିଲା ପ୍ରଜ୍ଞା ଭାଇ,,,
Pragyan, lady's vumikare perfect acting karanti. Se jane bahut vala kalakara👍👍
Bahut badhiya 🙏🙏
👌
Pahala tu au manisa habu nahi 🤣🤣🤣🤣
Tik kahichanti pragya bahi
Aji kali smiti hi haochi🙋👍
Jete comedy dekhile bi pragyan. Bhai nka comedy I love it 💋💋💋💋
Athi sundara❤❤❤❤❤😘😘😘😘😘😘😘😘😘😘😘😘⚘⚘⚘⚘⚘⚘⚘⚘⚘⚘⚘⚘⚘⚘💖💖💖💖💖💖💖💖💖💖💖💖💖💖💖💖
Luv u to all🙏🙏😘😘💗💗💗
ବହୁତ ମଜା ଏପିଶୋଡ 😊😊😊
ବହୁତ ସୁନ୍ଦର।🙏🙏
👌👌👌
Satara a video dakhili ata hasa laguchi 😂😂😂😂
Prajna and Shankar 👌👌
Prangya Bhai is the best actor all over the odia industry........ He is a all rounder in acting............
❤
,
Super acting.. Concept also super..
Superb expression 💞💞💞💞💞💞💞❣️❣️
ସବୁ କିଛି ଠିକ୍ ଠିକ୍ ।
Sabu sikhi chhanti prngya bhai comedy 1namer
ଲାଷ୍ଟ କୁ ଜଉ କଥା ଗୁଡାକ କହିଲ ଭାଇ ପୁରା ପୁରି ରାଇଟ କଥା,,,
କିଏ କିଏ ମୋ କଥା ରେ ସହମତ like କରନ୍ତୁ,,,,,
Excellent sir both of you🙏
The great learning concept for modern man and woman.A great congratulation to ur team from me
Pura natural super pragnya Bhai aau Sankar bhai
Very nice your grandmother activities 🙂👍 thank
Pragyan bhai comedy super
JAI MAA LAXMI
Sabuthu mazadar episode..❤😄😄
Jay Ganesh ji..ommmaa..
Script, Camera, Costume, Narration superb.....bahut badhia....now its comedy+educative+informative.
R8
ବହୁତ ବଢ଼ିଆ ଲାଗିଲା ଏ ଏପିସୋଡ଼୍ ଟା।
ପହଲା ତୁ କଣ ମଣିଷ ହବୁନି 🤣🤣
Best acting ...
pura odia budhi ra role same 2 same superb acting 🤣god bless u
marvelous acting by pragyan . very nice ,
Pragyan Bhai always best 👌👌👌👌
Pragyan vai comedy always best 👍🏻👍🏻 Such a versatile Actor😊👍🏻
ପହଲା ତୁ ଆଉ ମଣିଷ ଅବସ୍ଥା ରେ ନାହୁ 😆😆
Bahut Bhala
Too good ❤️
Bahut sundar
Prangya bhai Shankar Sir bobal karucha , olywood ku jie nuaa aasuchi sie aaga tamathu shikhibaa darkaar ... excellent all .......🙏👍 Respected comedy jodi🙏🙏
ବହୁତ୍ ଭଲ...👌👌👌
Pranyan outstanding acting l. God bless u.
He is a good artist too..wow
Jay🚩🌿 maa🚩🌿 laxmi🌿🚩🌱🌱🌿🚩
Super comedy mu,6,thara dekhilini hele bi bahut maja laguchi