ମହାପ୍ରସାଦ ଆଣିବା ହେଲା ଭୁଲ୍ ରାତିରେ car Accident
Вставка
- Опубліковано 6 жов 2024
- Topic -
Every day New Vlog Enjoy Friends
Motivation channel - / @rajkumartalk
Instagram -- www.instagram....
Tapan channel- / @ohhbhaina
Prem bhai -
/ @mrmotovlogss
Connect for More - rajkumarrvlogs@gmail.com
Topic -
Every day New Vlog Enjoy Friends
Motivation channel - / @rajkumartalk
Instagram -- www.instagram....
Tapan channel- / @ohhbhaina
Prem bhai -
/ @mrmotovlogss
Connect for More - rajkumarrvlogs@gmail.com
Copyright Disclaimer: - Under section 107 of the copyright Act 1976, allowance is mad for FAIR USE for purpose such a as criticism, comment, news reporting, teaching, scholarship and research. Fair use is a use permitted by copyright statues that might otherwise be infringing. Non- Profit, educational or personal use tips the balance in favor of FAIR USE.
ଅଭଡ଼ା ସହ ମସ୍ତି ,ଶ୍ରୀ ଜଗନ୍ନାଥଙ୍କ ସହ ମସ୍ତି । ଭବିଷ୍ୟତରେ ମହଙ୍ଗା ପଡ଼ିବ ।🔥🔥🔥
Thik Kahicha Bhai.
Bhala se Nama Nebe
Nai Bhai aama Prabhu jagannath keehi bi Masti karunahanti bass se dekheibaku chanhuchhanti je prakruta bhuta achhanti na nai Jai jagannath
@@hydrakillerhydrakiller1220 to bhali murkha Mane emiti Bala video ku support karuchha 😡😡😡😡😡
@@SUBHAM-.... Ete patha padhiki tu bhi murkha bhali support karuchhu
ବିନାଶ କାଳେ ବିପରୀତ ବୁଦ୍ଧି... ଜଗନ୍ନାଥ ଆଉ ମହାପ୍ରସାଦ ଙ୍କୁ ନେଇ ଯେଉଁ ପ୍ରକାର ଅପମାନ.. ଜଗନ୍ନାଥ ସହିଲେ ହେଲା.. ଆଉ ଗୋଟେ କଥା ମହାପ୍ରସାଦ, ଅଭଡ଼ା କୁ ଭାତ ବୋଲି ସମ୍ବୋଧନ କରାଯାଏନି... ଅତି ଦର୍ପେ ହତା ଲଙ୍କା.. କିଛି ଭିୟୁଜ ପାଇଁ ମହାପ୍ରଭୁଙ୍କୁ ଅପମାନ....
Are bhai raj kumar gote paka Tautor ta😂😂😂
L
ଭାଇମାନେ ଜଗନ୍ନାଥଙ୍କ ମହାପ୍ରସାଦକୁ ନେଇ ଏମିତି ମଜା କରନ୍ତୁ ନାହିଁ 🙏🙏🙏
ଯୋଉ ଆତ୍ମା ମାନେ ମୁକ୍ତି ପାଇ ନଥାନ୍ତି ସେମାନେ ମହା ପ୍ରସାଦ, ନିର୍ମାଲ୍ୟ ଏଇ ସବୁ ଜିନଷ ଖୋଜିଥାନ୍ତି
ସେମାନେ ଅତୃପ୍ତ ହେଇ ବୁଲୁଥାନ୍ତି
ମୁକ୍ତି ପାଇବା ପାଇଁ ସେମାନେ ଲୋକ ମାନଙ୍କୁ ଏମିତି ରାସ୍ତା ରେ ଅଟକେଇବା କୁ ଚେଷ୍ଟା କରିଥାନ୍ତି।
ମୋ କଥା ରେ ଯିଏ ଏକ ମତ like 👍 kara
Thiki Katha bhai
Right
Right 👍
Right
Ye sala chora video
ହେ ପ୍ରଭୁ ଜଗନ୍ନାଥ ଏଇ ମାନେ ଆପଣ ଙ୍କ ସହ ଖେଳି ଛନ୍ତି ଆପଣ ଙ୍କ ମହାପ୍ରସାଦ ସହ ଖେଳି ଛନ୍ତି ଅଙ୍କୁ ବହୁତ ଦଣ୍ଡ ଦିଅ ନ୍ତୁ ଜୟ jaganatha 🙏🥺💥
Totally sricpted ❤
ଭାଇ ରେ ଅଭିନୟ ଟା ଭଲ ଲାଗିଲା ଆଉ ଟିକେ ଭଲ ହେଇଥାନ୍ତା😂
Thik vai 😮
Are bhai tame ghare bashi au msg karibaku kete time lagila au jea video banauchhi kete kharchha sea janichhi au bindha ru katha kuhani
@@OM_SAI_RAM143mo bala na thike are ghare bashi bindha ru katha kuhani kariki dekhare bhai
Naic 🎉🥳 oao
@@malikbabamb81169Are murkha Bhai ea raj jaganath kain avada ku kmt kahuchi suna 1st then kuha
ଆମ ଗାଁ ରେ ଯେତେ ଲୋକ ସବୁ ମୃତ୍ୟ ବରଣ କରୁଛନ୍ତି ,ତାଙ୍କ ସୁଧଘର କାମ ରେ ପ୍ରଭୁ ଜଗନ୍ନାଥ ଙ୍କ ମହାପ୍ରସାଦ ଲାଗେ ,ଲୋକମାନେ ଯାଇକି ଆଣନ୍ତି,କେବେ ତ କାଇଁ ସେମିତି କିଛି ହବାର ମୁଁ ଜାଣିନି,ପ୍ରଭୁ ଙ୍କ ମହାପ୍ରସାଦ ଉପରେ ମିଛ ଭିଡିଓ ବନାନ୍ତୁ ନାହିଁ 🙏
Exactly bhai. Mo aie ra sudhaghara kama pain mu nije Puri ru gaan ku mahaparasad ani thili. Mo sahita khali driver thila au ame praya 40 km ra jungle, nichatiya, andhara au kharap road re asilu. Kichi tike bi unnatural incident helani.
Hm thik kahicha ama gnare bi seia Ankara kichi kama nahi khali faltu jinsha guda chadichanti
ପୁରୀ ଗଞ୍ଜେଇ ଆଉ ଭାଙ୍ଗ ଟା ଭଲ କାମ କରିଛି
Thik 😂😂😂
Ladies and Gentlemen BestActing Actor Oscar award goes to Raj and his Team
😂😂🎉🎉🎉🎉
😂😂😂🎉🎉🎉🎉
😂😂🎉🎉
best actor award goes to prem
@@srikantasahoo5556 ହଁ ଭାଇ ରାଜ ପ୍ରେମ୍ ଆଉ ତାଙ୍କ ଟିମ୍ ଆକ୍ଟିଂ ର ମାଷ୍ଟର
ସମସ୍ତେ ଭଲ ଆକଟିଂଗ କରୁଛ.....
ମହାପ୍ରସାଦର ଅପମାନ, କ୍ଷମା କରିବେନି ଭଗବାନ
ଯାହା role କରୁଥିଲା ମୁଁ ସବୁ ଦେଖୁଥିଲି କିଛି କହୁନଥିଲି but ଆଜି ଯାଉ ଶ୍ରୀ ଜଗନ୍ନାଥ ଙ୍କ ମହାପ୍ରସାଦ ସହିତ ଏମିତି ଖେଳ ଖେଳିଲ ବହୁତୁ ବାଧିଲା ମତେ... ଆରେ vdo କର but ମହାପ୍ରଙ୍କୁ mazak ବାନାଅନି plZ🙏🙏🙏 ବବୁତ ହେଇଗଲା
Raj ତୁମ video ame sabubele dekhu । ଆମ ଘର ପୁରୀ - କୋଣାର୍କ ଯିବା ବାଟରେ , ହେଲେ ଆପଣ ଅବଡା କୁ ଯୋଉ ଭଳି ଭାବେ ତଳେ ରଖିବାକୁ ଚେଷ୍ଟା କରିଥିଲେ ଠିକ୍ ନୁହେଁ! ମାନୁଚି ଖରାପ ଶକ୍ତି ଅଛି ,ହେଲେ ଯୋଉ ଯାଏ ପ୍ରଭୁ ଙ୍କ ପ୍ରସାଦ ପାଖରେ ଅଛି ସେ ଜା କିଛି ହେବନି , ଆଉ ଭୂତ ଭୂତ କହି ଲୋକ ଙ୍କୁ ମିଛ କୁହନ୍ତୁନି। ଭଗବାନ୍ ଙ୍କୁ ନେଇ କି ଆସୁଛ କିଛି ହବନି । ଏତେ ମିଛ acting କରିବା ଠିକ୍ କଥା ନୁହଁ । ଆମ area କୁ ବଦନାମ କରନି plz 🙏🙏। ଭୂତ ବୋଲି କିଛି ନାହିଁ ।
Dahara guda semane loko nku khali bhokua banauchanti
😮😢😢😅❤❤❤
Tamuku kahuchi kea dekhi Baku
Tame vali vadua na dakhile Amara chindi padi bani
Tame strre loko kaiki ate ratire jungale vitaraku jai thila ame janichu auu kuhani laja saram tike kara
ଦିନ କୁ ଦିନ ଚାନେଲ ଟା ଭାସ୍କର news heijauchi
❤❤❤ ଜଗନ୍ନାଥଙ୍କ ପାଖରେ ଅଧର ପଣା କାହିଁକି ହୁଏ ଅତୃପ୍ତ ଆତ୍ମା ଶାନ୍ତି ପାଇବା ପାଇଁ ଜୟ ଜଗନ୍ନାଥ
ମା ବିମଳାଙ୍କୁ କୈବଲ୍ୟ ଲୋଲୁପିନୀ ବୋଲି କୁହାଯାଏ, ଯୋଉଠି ମହାପ୍ରସାଦ ପାଇବା ପାଇଁ ମା ବିମଳା ମଧ୍ୟ୍ୟ ଲୋଭାସକ୍ତ ହୋଇ ପଡନ୍ତି ସେଠି ଏ ଅତୃପ୍ତ ଆତ୍ମା ବା କଣ. ମୁକ୍ତି ପାଇବା ଆଶାରେ ମହାପ୍ରସାଦ ପାଇବା ପାଇଁ କିଛି ବି କରିପାରନ୍ତି
ଏତେ ରାତିରେ ନିଛାଟିଆ ଜାଗାଟା ପୁଣି ଅବଢ଼ା ନେଇକି ଆସିବାଟା ବହୁତ କଷ୍ଟ,
Hee ea Mane juade jauchanti Khali 6 ku 9 roll karuchanti😂
Kichi heba ni
Thik kahila bhai@@biswaranjandas5509
@@biswaranjandas5509right bro
To G ru Pani bahari podithhila😂😂😂😂😂
ମହା ପ୍ରସାଦ ଖେଳ ମହା ଲକ୍ଷ୍ମୀ ଠାକୁରାଣୀ ତମ କୁ କେଳେଈବେ ଜୟ ମା ଆଦି ମାତା
ତମେ ମାନେ ଖାଲି ହାଉ ହାଉ ହେଇକି ଭୂତ ତଡିଦେଉଛ😢😢
ଯେଉଁମାନେ ଭଗବାନ ଙ୍କୁ ବିଶ୍ଵାସ କରୁଛ ତା' ହେଲେ ଭୂତ ପ୍ରେତ ଙ୍କୁ ବିଶ୍ୱାସ କରିବା ଉଚିତ୍❤🎉
Tm kothare ki
Bhuta v achi but emanakna ra tike over heijauchi jota reallity re nuha pura fake laguchi
Car rebasi kn dara 😂hatare chudi pindha au bhuta bhali dance kara
Kichni ni , baya mane salle fight haucha
@samuka5557 hm pora
Raj bhai tamaku tk kharp laguni amo pravu nka Prasad ku emiti kahucha 😢😢, se bujhibe wait kara ,😢😢😢
Sandha akhi jaluchi 😂😂😂😂😂
Best comedy series
😂😂😂😂
😂😂😂😂 Abe sale..
ଏକ୍ଟି ଭଲ ହେଇଚି। 😂 କେହି କୁଆଡେ ନାହିଁ ଖାଲି ହେଇ କିଏ ଆସିଲା ,ହେଇ କିଏ ଠିଆ ହେଲା, କିଏ ଉଡ଼ି ଗଲା 😂
Ahi tote kiye gandi marila
@@odiasurvivors2810 Bhai mane please over acting pain report mara channel ku
Hm para michha pura nilagiri pareijauchhanti jau raj bhai he prabhu kahuchhanti dine prabhu satare suniki bhuta dekheidebe ta pare janibe he prabhu ki kn au video baneiba au michha kahiba band heijiba😂😂😂
@@Prabhat.kumar6381michha boli se kahila
tu neiki ja janibu
vai neje diki kholi kahucha kia kholi daeichi boli chee😊😅😅😅😅😅😂😂😂mote pura hasa lagila😂😂😂😊😊😊❤❤
ହେ ପ୍ରଭୁ କି ଅଭିନୟ ଜଗନ୍ନାଥ ଦେଖେଇ ଦିଅ ସେମାନଙ୍କୁ
Heiti heiti heiti.
He pravu
Good acting bhai. Keep it up 🤘🤘
ମରିବ ସବୁ mG ମହାପ୍ରଭୁ ଜଗନ୍ନାଥ ଙ୍କ ପ୍ରସାଦ ସହ ଭୁତ କୁ ଯୋଡ଼ିଲ ❤😢😢😢
Oh my god... 😭😭😭
🙏ଜୟ ଜଗନ୍ନାଥ 🙏 ଭଲରେ ଭଲରେ ପ୍ରଭୁ ମୋ ଭାଇ ମାନଙ୍କୁ ଅଣିଥିବାରୁ ଶତକୋଟି ପ୍ରଣାମ 🙏🙏🙏🙏🙏🙏🙏🙏🙏🙏🙏🙏ଜୟ ଜଗନ୍ନାଥ 🙏
ଜୟ ଶ୍ରୀରାମ 🙏🙏🙏🙏🙏🙏🙏
Bhai hu kou dunia ra bandhu 😅😅😅😅
He prabhu
Bhai ki andha biswas tumara
Video start introduction 0:59 ☺️
Swarg dwara clip 2:28 😢
Talk about past story 3:49 😱
Over acting start 7:31😂
Raj Kumar kahile ladies story 9:35 😅
Over acting 10:15😮
Over acting start 13:45😂
Raj bhai new dekhile ete gai road re 18:58😂
Raj bhai prema bhai talk tabish 19:19 😂
Green colour light dekhi chhaniya 20:16 auto ta😂
Funny moment kukura nunha bilua 21:30 parallel ru raj bhai😂
Google time show 22:52 🫥
Road majhire gachha 24:20😂
Over acting 25:34 😂
Tapan bhai explain 27:00😱
Prema bhai story 27:32😅
Show jangal animals 28:37 😮
Over acting start 30:07 😂
Tapan bhai kandila au paban gapa 31:58 😂
Aamoku hin kukura bhokuchi 33:49 😂
Tapan bhai angry 36:50😱
Over acting start 41:04 😂
Kan hela mun nije bujhiparilini 42:25 😂
Car outdoor talk 45:20 😊
Kan gote thiaa heichi 49:10 😅
Again Dicky kholi gala 51:15😂
Dicky lock karibaku outdoor hele raj bhai 53:28 😮
Mahaprasad pain little argument 55:20😅
Mahaprasad daba pain car stop 56:07 😵
Funny moment ea bou gachha haluchi 57:42😂😂
Paban gapa from tapan 59:46 😂😂
Kacha sepate kan gala 1:00:51 😂
Zoom karuchi dekh jaluchi gote 1:02:41 😂😂😂
Over thinking 1:02:53 😂
Road majhire kan 1:03:06 😂😂
Raj bhai kahuchanti life re ete bada accident haba boli bhabinathile hele pura video mun dekhili semiti kichi spirit activities nathila raj bhai nku etiki anurodh emiti over acting karani 😂😂😂😂 hasa laguchi 1:07:49 end 46:50 re check kara laguchi pura team jaithile raj bhai kahuchanti tanku bi kahidia 😡 ..... mohaprasad ku neiki emiti mazak thik nunha #bhubaneswar_munda_reply
Right 👍😊
Right 👍
Attention all viewer Dicky unlock hela kan pain na Raj bhai nije kholithile taa pare acting kale kie kholila😂😂 second Dicky unlock hela camera sepata ku kala bele raj bhai nije kholiki role kale 😂😂😂
Correct 😅
Nd popular dialog e kn 😅hei baharila 😆but kichii b smt vlog r nothila
ରାଜ୍ ଭାଇବହୁତଭଲଭିଡିଠକର❤❤❤❤
ସବୁ ଭିଡ଼ିଓ ରେ ସେହି ଗୋଟେ କଥା ଏଟା କଣ be😄
😂
ପୁରା ଠିକ୍ 😂
@@JyotiprakashBal-ts8vd hm ଭାଇ କଣ କଣ 😂😂😂
😆😆😆😆😆🤭
Je tor kai phatuchi tu dekhe nahi
Prem ra kate acting roll mast
Adhika tike acting heijauchi bhai😂😂😂😂😂
bhubaneswar muda bhai jaha kahuthela sabu sata kahuthele
ଜଗନ୍ନାଥ ଙ୍କୁ ନେଇକି ଭଲ ସବୁ ବେପାର କରୁଛନ୍ତି ଆଉ
Right👍 bor
ରାସ୍ତା ଟା କେତେ ସଫା କ୍ୟାମେରା ରେ ଦେଖା ଯାଉଛି କହୁଛି ରାସ୍ତା କିଛି ଦେଖା ଯାଉନି 😁😁😁😁
Best Odia Actors Of This Year 😅😅😅
ବାପା ପ୍ରେମାନନ୍ଦ ତମେ କାହିଁକି ଯାଉଛ 😊😅
😂
😅🧐😅
😂😂😂😂😂😅😅😅
31:04 ରେ କେବିନ ଉପରେ ସଫା ସଫା ଦେଖା ଯାଉଛି ପତାକା ତଳ କୁ ଅଧା ପଡିଯାଇଛି ,କହୁଛି କେବିନ ଉପରେ ଭୁତ ବସିଛି 😄😄😄ଭଲ କମେଡି କରୁଛ ସମସ୍ତେ
ମହାପ୍ରଭୁ ଜଗନ୍ନାଥଙ୍କୁ ଧନ୍ୟବାଦ ଭାଇଙ୍କୁ ଭଲରେ ପହଞ୍ଚି ଦେଲେ 🙏🙏😊
Raj ଭାଇ ଜଗନ୍ନାଥଙ୍କ ମହାପ୍ରସାଦ କୁ ନେଇ ଏତେ
ଏମିତି ଅଭିନୟ ଭଲ ନୁହଁ
ଆଜି ଠୁ ତମ fan କହିବାକୁ ଖରାପ ଲାଗୁଛି
ମହା ପ୍ରସାଦ କୁ ନେଇ slang use କରୁଛ । (43:26) ଏହି clip ରେ slang use କରିଛି Raj ...ଏହି ଡହରା ଙ୍କୁ ମାଡ଼ ଦରକାର ମହାପ୍ରସାଦ କୁ ନେଇ slang use କରୁଛନ୍ତି ।
Views ପାଇଁ କିଛି ବି କରୁଛନ୍ତି ଏମାନେ ।
ଜଗା କୁ ଖାଲି ମୁ ଧନ୍ୟବାଦ୍ ଦଉଚି କି ତୁମ ପାଞ୍ଚ ଜଣକୁ ସିଏ ବହୁତ ଭଲ ରେ ଭୁବନେଶ୍ୱର ରେ ପହଞ୍ଚେଇ ଦେଇଛି ତେଣୁ ଆପଣ ଆଉ ଏତେ risk ନେଇ vlog କରନି 😢😢❤❤
ଭାଈ ଆକ୍ଟଙ୍ଗି ସୁପର
Right kahicha bhai over acting karuchanti sala mane
Tama nae gala dhakhiba@@jenasagar8536
ଯାତ୍ରାକୁ ପାଉଡର ବେଶୀ ହେଇଯାଉଚି😂😂
କାର ରେ ଏତେ ଆକଟିଙ୍ଗ ବାଇକ ହେଇଥିଲେ କଣ କରିଥାନ୍ତ 😂
@@odiyalegalservice se dala ku Lanka Dhuan Darkar
Bike re heithile mg hagiki road sara asithante😂
ରାଜ କୁମାର ର ୟୁଟ୍ୟୁବ ଚ୍ୟାନେଲ ବନ୍ଦ କରି ଦିଆଯିବା କଥା।
ଜଗନ୍ନାଥ ଙ୍କ ମହାପ୍ରସାଦ କୁ ଏମିତି କରୁଛୁ।
ମରିଯିବୁ ରେ ।
ହତଲଖ୍ମା
ମୁଁ ପ୍ରଥମ ଥର ପାଇଁ ଜାଣିଲି କି ମହାପ୍ରସାଦ ନେଇକି ରାତିରେ ଆସିଲେ ଏମିତି ହୁଏ 😅😅😅😅
Good Acting 😅😅
But Mahaprasad Ku Nei E Story Thik Nuhen ❌
Jay Jagannath 🙏🏻
ଭାଇ ଡରିବାର ଅକଟିଂଗ ମସ୍ତ କରୁଛ ସବୁ ଆମେ କେତେ ଥର ପୁରୀ ର nirmaliya ଆଣିଚୁ ନାଇଟ୍
Bhai nirmalaya alaga au abhada maha Prasad alga
Bhai seriously abhada anatini.yeita sata katha
@@ambikaswain9987 ମୋ ବାଳ କଥା
Tame sabu tadi pakeicha aniki
Maha Prasad aanuchhanti bhai
କଣ ପାଇଁ ଏମିତି ନାଟକ କରୁଛ ବେ ..... ଖରାପ ଲାଗୁନି ତୁମ ମାନଙ୍କୁ ....
Mu tama all video dekhe mate sabu video bhola lage ❤😊
Are andha vakta jaganath kun majak banauchi au tmr bhala kahucha
ଜୟ ଜଗନ୍ନାଥ ତମୋ ମାନଙ୍କୁ ସାହା ଭରଷା
ଭାଇ ଆପଣ ଭିଡିଓ ଯୋଠୁ ବନ୍ଦ କରିଲେ ଆମ ଗାଆଁ ଛକ ଗୋପ ❤
ପ୍ରେମ ଭାଇ 🗣️ : ପାଟି କରେନି ମୁଁ ଚାଳିଶା ଗାଉଛି 😅
ଭାଇ ମୁ ସତ କହୁଚି ମୁ ବହୁତ୍ ବହୁତ ଥର ଅଭଡ଼ା 🙏 ରାତି ରେ ଆଣିକି ଆସିଛି। ଭାଇ ଓଭର ଅକ୍ଟିଂ କଣ ପାଇଁ କରୁଛ
Aji mo akhi samnare dekhili 🙏jay jagannath
National winning actor sabu
Over acting ki dokan.
ଜଗନ୍ନାଥ ଙ୍କୁ ନେଇ ଖେଲୁଛ ।
ସବୁ ମାରିବ।କର୍ମ ଫଳ ରୁ କେହି ବର୍ଟି ନାହାନ୍ତି।
Tama tharu se jami badi nei jaichhanti ki
Bhubaneswar Munda bhala brainwash karichi tumara chi chi ghara bhitare rahiki faltu Katha kahiki roast Kariba too better 3am bele asiki night re vlog kariki dekhao
Tanko ro video karile jaha karile tamo ro kn heuchi tume dekho nahi na video au coment Kariba bi darkar nahi
Hebby reaction bhai ki vdio karucha
ଅନ୍ଧାରୁଆ ଡାକିକି ବହେ ପାହାର 😂
ଭାଇ ଏ ସବୁ ମନର ଡର ଆଉ ଭୟ / ମନ ର ଧାରଣ ଭାଇ ତମେ ଯାହା ଭଵିଵ ତାହା ଲାଗିବ
BHAi Jay jagannath 🚩🙏⭕‼️⭕
ଦୂରରୁ ଯେଉଁମାନେ ପୁରୀ ଆସନ୍ତି ଅଭଡ଼ା ନେଇ ଆସନ୍ତି ରାତି ତ ହୁଏ ଯେମିତି ବି ...ହେ ଆମେ ନେଇଛୁ ଥରେ ନୁହେଁ ବହୁତ ଥର ନେଇଛୁ ଆମର ତ କିଛି ହେଇନି... ପୁରୀ ରୁ ଗଜପତି 283 km ଦୀର୍ଘ ଛଅ ଘଣ୍ଟାର ରାସ୍ତା କେତେ ନିଛାଟିଆ ଘଞ୍ଚ ଜଙ୍ଗଲ ଅରଣ୍ୟ ଶୂନଶାନ ରାତିରେ କିଛି ହେଇନି ଆରାମ ରେ ଗଲୁ ପ୍ରଭୁଙ୍କ ମହା ପ୍ରସାଦ ପା କଣ ହେବ... ବହୁତ ବଡ ବଡ ନିଛାଟିଆ ଜଙ୍ଗଲ ଏରିଆରେ ନେଇକି ଆସନ୍ତି ରାତିରେ...କିଛି ତ ହୁଏନି.. ଆମେ ବି ନେଇ ଆସିଛୁ
Abadha masani re nele bhi kichi heba ni
ଅନ୍ୟ କୋଉ ଗ୍ରହରୁ ଆସି ଯାଇଛନ୍ତି ଏମାନେ
27:17 re ଯୋଉ ଗାଡ଼ି ଆସୁଥିଲା ସେ ଗାଡ଼ିରେ ଥିବା ଲୋକ ଙ୍କୁ ଭୂତ ଦେଖା ଯାଉନି ତମକୁ ଖାଲି ଦେଖା ଯାଉଛି
ଅଭଢା କୁ ଭାତ କହନ୍ତି ନାହିଁ। 😊
ଶଳା ଖାଲି ରୋଲ 😂😂
ମୋ ଜଗାର ଅଭଡ଼ାକୁ ନେଇ ଏମିତି କରୁଛନ୍ତି ଭଲନୁହେ ଯାହାକୁ ଲୋକେ ପାଇବା ପାଇଁ ଘୋଷଡା ଓଟରା ତମେ ଫୋପାଡିଵାକୁ ଘୋଷଡା ଓଟରା ହୋ ଉଛ ଜାହା କରିଛନ୍ତି ଭଲନୁହେ 😔🙏⭕‼️⭕ଜୟ ଜଗନ୍ନାଥ 🙏
ଭାଇ ଏ ସାଲା କୁ ଚପଲ ରେ ମାଡ ଡର୍କାର
Chhudi hauna magiya bau bia
Hnn mg ku
Tu MG ku sola bich rastare gadeiki ĺangala kariki Mada darkar
Khaibuna mada
ଭାଇ ମୁ ବି ଗାଡ଼ି ଚାଳକ ସେ ହଉଚି କାଳୀ ଗାଡ଼ି ଗାଡ଼ି ପାଖକୁ କେହି ଆସନ୍ତି ନାହିଁ। ତପନ ଯୋଉ ଷ୍ଟାଇଲ ରେ ରଙ୍ଗ ହଉଚି ସେ ଗୁରା ଭଲ ଲାଗୁନି। ମୁ ବହୁତ୍ ଥର ରାତିରେ ଏକା ଅଭଡ଼ା ଆଣିକି ଆସିଛି। ଶଳl ଲୋକ ମାନଙ୍କୁ ଚୂତିଆ ବନାଉଚ୍ଚ
Right Katha kahila bhai ama be driving janichu sala mg bahuta acting karuchnti.... youtube ru ban Kariba Katha...
Right bhai🎉
Tu dekhiba manisa dekh Kai bandaku chodi hauchu maghiya..... Madichala ❤❤
Ha sabu tadi deithibu
@@gamingshort4963to gan
ରାଜକୁମାର ଭାଇ ଅମାବାସ୍ୟା ରେ କିଛି ହେବନି but ପୁନେହି re ନିହାତି ହେବ sure 😮
Bhagaban mangala karantu bhai jay jagannath 🙏🙏🙏🙏🙏🙏👍👍👍👍
ଭଗବାନ ବି ଦେଖୁଛନ୍ତି ତମେ ଲୋକ ମାନଙ୍କୁ କେମିତି ବୋକା ବନାଉଛ.. ଯେମିତି କରୁଛ ସେମିତି ପାଇବ🙏🏻😄
Tame mane bodhe anya ku dekhi sahi parani sethipain emitia cmnt daucha kouthu kouthu chhaliasuchanti kejani para ra dosa kadhi baku nina ra kn dekhunu Tu jadi na dekhibaku chhahunchu dekhena para ku kahi ki kn lava pauchu
@@ChinmayeePradhan-lc1hbTu Dekh tu Saha Micha Acting karuchhanti bhala se Nama Nebe Jagannath jebe khelibe akha bhala se dhoibe Bujhila
Jananku ersa karibata bhala nuhe.
@@babitasoy thik kahicha didi
@@babitasoy isra Kainki karibe Micha Acting karuchhanti Sata re Bhuta nahi.Pura Micha re Bhuta ku Anu Chhanti
ଗାଲୁଆ ଦେଖିଚି କିନ୍ତୁ ତୁମ ଭଳିଆ ମହା ଗାଲୁଆ ମୁ କୋଉଠି ବି ଦେଖିନି . ସିଏ ଜାହା ବି ହେଉ . ମସ୍ତ ଅତି ସୁନ୍ଦର ଅଭିନୟ 😅
ଆରେ ଏଟା କଣ ଟା ଏଟା ପେଳ ଟା 😀😀😀😂😂😂😂😂
Kn bhai Prem Bhai jhaiyata , taku tanka team ru bahara Kara , ki balo acting re
Kn pain amiti kahuchho nije thore jaiki dekhao tapore kohibo@@Amarnathparida-dh8xc
ମିଛ କହିବାରେ ତୁମେ ମାଷ୍ଟର ଜୟ ଜଗନ୍ନାଥ ଅଭଡ଼ା ସହ ମସ୍ତି କରଣା କେହି ବହୁତୁ ଖରାପ
ଭାଇ ଆପଣଙ୍କ ଆଜିର ଭିଡିଓ ଦେଖିବାକୁ ଭଲ ଲାଗୁଚି 👌
ଭାଇ ପୁରା had ହେଇଯାଉଚି ଅଭିନୟ ଟିକେ ପାଣି ମିଶାଅ କିଏ ରେ😂
Treek rider amavasya ratire parda farsa karichi bramha rakhya radi😂
Raj Bhai mu Khali 3 thara full full video dekhisarileni very good ❤❤❤ very mora first time you tube channel bhitare Khali Raj Kumar vlog ei bhutia video first time 3 thara full video dekhisarileni very story 😮😮😮😮😮😮😮
ନିଜ ମନର ଡର ହେଉଛି ସବୁଠାରୁ ବଡ଼ ଭୂତ ।ତାକୁ ଆମେ ଯେତେ ଡ଼ ରିବା ସେ ଆମକୁ ସେତେ ଡ଼ରେଇବ।
Right ❤
😮😢😅😊
ଏତେ ସାହସ ଯଦି ଏକା ଯାଉନ ସମସ୍ତଙ୍କ ଯିବନ ସହିତ କାହିଁକି ଖେଳୁଛ
ଗୋଟେ ଖୁସି ଚାଲିଛି ଆଉ 😄😄
ଯାହା ହଉ ଭାଇ ଆପଣମାନେ ଭଲରେ ଭଲରେ ପହଞ୍ଚି ଗଲେ ସେଇଟା ବଡ କଥା... ପ୍ରଭୁ ଜଗନ୍ନାଥ ଆପଣଙ୍କୁ ବହୁତ ଭଲରେ ରଖନ୍ତୁ...🙏
ଭାଇ ଏଇଟା ରିୟଲ ଘଟଣା ହେଇଥିବ ଜଗନ୍ନାଥ ମହାପଭୂ ଭଲରେ ରଖନ୍ତୁ
😂😂😂😂😂
Mo Bala Real.To bhali bhandua pain ei Mane emiti Bala video karu chhanti Bujhilu re mgh
@@kingstar3109 kn mgh taro poduchi
Bala video
ଭାଇ ତମ video pura high quality shlow motion କରିକି ଦେଖିଲି କିଛି ତା ଦେଖା ଗଲାଣି।😅 ତମ ଭଳିଆ ଟା ଉ ଟ ର ଦେଖିନି
ଭଗବାନ ସମସ୍ତ ଙ୍କୁ ବଞ୍ଚାଇଲେ
Raj bhai pura galua 😮😮😮😮
Bedha pila
ରାଜ୍ ଭାଇଆମେକେଉଝରମେରକମେଟ୍ ପଢିଲେଆମପାଖକୁଆସିବେ❤🎉
ତମ ମାନଙ୍କର vlog ରେ କିଛି କାମ ନାହିଁ
ତମେ ସବୁ ଯାଇକି ଓଲିଉଡ ରେ ଆକ୍ଟିଂ କର
ତାହେଲେ ଯାଇକି ଓଲିଉଡ ଇଣ୍ଡଷ୍ଟ୍ରି ଆଗକୁ ଯିବ
ତମ ଭଳି କଳାକାର ଓଲିଉଡ ରେ ଦରକାର.
ଭଲ ଅଭିନୟ କରୁଛ,
Pagala bhalia coment dabaa purbaru 100 thara bhabiki cmnt kara au video tiku bhalse dekha sabu janipariba au etaara kichi bi fake nahi understand you better understand
Nonsense
@@JyotsnaBarik-yi7ny ଚେଇଁ ଶୋଇଥିବ ଯିଏ ତାକୁ ଉଠେଇବ କିଏ !
ଜୟ ଜଗନ୍ନାଥ 🙏
@@Itsabhhiii sitaa nija aadaku anguthi dei kuha tamar ta kichi talent nahi jie tankara talent dekhauchanti khali jealous kari samastanku kharap cmnt dia
Excited bahut thilu ajira vlog dekhiba pain
Finally finally
Jiska intezar tha wo agya ❤🎉
May lord Jagannath blessed to alll🎉❤
Jay Jagannath 🙏🙏🙏🙏🙏
Maagiha kalia vuann sodhiba pain kahar prabala Ichha like kara
ଭଲ ଲାଗିଲା ଭିଡିଓ।
ଭଲ ଏକ୍ଟିଂ ଥିଲା।
ମାଇଣ୍ଡ ବ୍ଲୋଇଂ 😂😂😂
ଅପେକ୍ଷାର ଅନ୍ତ ଘଟିଲା ❤❤
😅anta ghatila na phatila ba 😂
Tapan diki kholila
ଭାଇ ସେଟା କଣ ବେ 😂ଭାଇ ସେପଟେ କଣ ଗୋଟେ ସାଉଣ୍ଡ ହେଲା 🤣ଭାଇ ସେଟା କଣ ଥିଲା 😂ବେଷ୍ଟ ୱାର୍ଡ ଅଫ 2025😂😂
ଗାଡି ବାଡେଇ ହେଇନି କିନ୍ତୁ ଭଲ ଚିତ୍ର କରି ଲୋକ ମାନଙ୍କୁ ଦେଖାଇବା କ ଣ ଆବଶ୍ଯକ ପୁଣି ମହାପ୍ରସାଦ ପାଇଁ ହେଲା ବୋଲି ଲେଖା ହୋଇଛି, ଜଗନ୍ନାଥଙ୍କ ଆଶୀର୍ବାଦ ରୁ କିଛି ହୋଇ ନାହିଁ ତାକୁ ଅପମାନ କଲ କିନ୍ତୁ କ୍ଷମା କରିଦେଲା ଯେମିତି ହଉଥିଲ ନିଜେ କେଉଁଠି ବାଡେଇ ଦେଇ ଥାଆନ୍ତ
Over haejauchi bhai roll
Right
ଭାଇ ଆମେ ରାତି ରେ ପ୍ରସାଦ ଆଣିଲୁ କାଇଁ ଆମର ତ କିଛି ହେଲାନି
ରାଜ ଭାଇ ସତରେ କ'ଣ ତମେ ଯମା ଡରୁନ ଥିଲ😮😮 ଦିଲ୍ଲସେ ଲଭ ୟୁ 🎉🎉