Mamata Mahanta faces strong backlash after joining BJP | Nandighosha TV

Поділитися
Вставка
  • Опубліковано 20 жов 2024

КОМЕНТАРІ • 255

  • @rinkubarik2806
    @rinkubarik2806 2 місяці тому +99

    ବିଜେପି ଠାରୁ କେତେ ଟଙ୍କା ଖାଇଛି ତାକୁ ପଚାର ❓ ଆଉ ଯଦି ବିଜେପି ଦଳରୁ ପ୍ରାର୍ଥୀ ହେଲା ଚପଲ୍ ମାଡ଼ ଦିଅ ❓

    • @Ambassador_Christ
      @Ambassador_Christ 2 місяці тому +3

      Right

    • @rinkubarik2806
      @rinkubarik2806 2 місяці тому +5

      @@Ambassador_Christ ସେଇ ଭଳିଆ ନାରୀ ବି ଯଦି ଦଳରେ ରହିବ ଦଳ ବିରୋଧୀ କରି ଫାଟ ସୃଷ୍ଟି କରିବ

    • @Ambassador_Christ
      @Ambassador_Christ 2 місяці тому +2

      @@rinkubarik2806 exactly. Bahurupi andua

    • @rajkishoreguru9218
      @rajkishoreguru9218 2 місяці тому

      Purchased.....

    • @ramamohantripathy1358
      @ramamohantripathy1358 2 місяці тому +1

      ମମତା ମହାନ୍ତ ମୃତ୍ୟ ହେଲା

  • @santoshpadhykumar9418
    @santoshpadhykumar9418 2 місяці тому +107

    ବେଇମାନ ବିଶ୍ବାସଘାତକତା କରିଛି ମୟୁ ରଭଞ୍ଜ ବାସି ତାକୁ ଠିକ୍ ଜବାବ ଦେବେ

    • @DulceMaria25723
      @DulceMaria25723 2 місяці тому +3

      Mayurbhanj Loko already BJD Ku jawab dei sarichhnti

    • @reemamaohapatra9821
      @reemamaohapatra9821 2 місяці тому +6

      Jay Nabin patnayak

    • @deepess_deepu83
      @deepess_deepu83 2 місяці тому

      ​@@DulceMaria25723tu gujrati chamcha nuhe ta? To bopa Narendra khan beef supply kariki Muslim company pakhare electoral bond re paisa nauchi andha bhakt Khushi ta. ... Beef supplier Narendra khan

    • @mrsahuhk1972
      @mrsahuhk1972 2 місяці тому +3

      କୁତି ୧୦/୨୦ କୋଟି ପକେଇ ଦେଇଥିବ

    • @mdbd7675
      @mdbd7675 2 місяці тому +1

      BJD ଶୂନ୍ୟ ମୟୁରଭଞ୍ଜ jai jagannath

  • @bidyabhusanmohanty387
    @bidyabhusanmohanty387 2 місяці тому +54

    ଏଥିପାଇଁ ବହୁତ ବଡ ଅର୍ଥ କାରବାର ହେଇଥିବା ସନ୍ଦେହ, ତେଣୁ ଓଡ଼ିଶା ଆସିଲେ ତାଙ୍କୁ ବର୍ଜ୍ଜନ କରିବାକୁ ପଡ଼ିବ

  • @fatefaith5147
    @fatefaith5147 2 місяці тому +65

    ଏ ଭଳି ସ୍ତ୍ରୀ ଲୋକ ସମସ୍ତ ମହିଳା ଙ୍କ ପାଇଁ କଳଙ୍କ। ଭଗବାନ ତା ପରିବାରକୁ ଶ୍ରାପ ଦିଅନ୍ତୁ। ପାରାଲିଶି କରି ଦିଅନ୍ତୁ।

  • @pragyansutradhar6904
    @pragyansutradhar6904 2 місяці тому +43

    ମମତା କ୍ଷମତା ଲୋଭୀ। ଏପରି ନେତ୍ରୀ ମାନଙ୍କୁ କୌଣସି ଦଳ ନେବା ଉଚିତ ନୁହେଁ। ବିଶ୍ବାସଘାତକତା।

  • @durgeshpatra4498
    @durgeshpatra4498 2 місяці тому +67

    ମମତା ଠକ ଠକିଛି ନିଜ ଲୋକଙ୍କୁ ଏତେ ତଳକୁ କେମିତି ଖସିଲାମମତା ମହନ୍ତ

  • @rabinarayan2414
    @rabinarayan2414 2 місяці тому +26

    ବେଇମାନ ନେତ୍ରୀ କୁ ମୟୂରଭଞ୍ଜ ବାସି ପାନେ ଦେବା ଦରକାର... କେତେ ପଇସାରେ ବିକ୍ରି ହେଇଛି....

  • @pintupati8786
    @pintupati8786 2 місяці тому +11

    ଅତି ଲୋଭ ରେ ମଣିଷ ର ଅଧଗତି ହୁଏ

  • @simple-g4k
    @simple-g4k 2 місяці тому +29

    Jai Naveen Jai BJD our great CM Naveen Patnaik

  • @Ambassador_Christ
    @Ambassador_Christ 2 місяці тому +31

    I support my regional party BJD ❤

  • @mihirkumarbarik6867
    @mihirkumarbarik6867 2 місяці тому +56

    Beimani loka beimani party ku jiba

  • @cricketmasti9461
    @cricketmasti9461 2 місяці тому +15

    ତା ଓକାତ ଠାରୁ ତାକୁ ଅଧିକ ଉଚ୍ଚ ପଦରେ ଦେଇଥିଲା ବିଜୁ ଜନତା ଦଳ ସେଥିଲାଗି ସେ ଆଜି ବିଜେଡି କୁ ଗାଣ୍ଡିମାରି ପଳେଇଲା ବେଧି କାଳି ମୁହିଁ

    • @mrsahuhk1972
      @mrsahuhk1972 2 місяці тому

      @@cricketmasti9461 ଏଇଟା ସଠିକ ଉତ୍ତର

  • @Mila-nr7eo
    @Mila-nr7eo 2 місяці тому +40

    ଆପଣ ଠିକ୍ କହିଛନ୍ତି।

  • @sauvagyamohanseula3764
    @sauvagyamohanseula3764 2 місяці тому +32

    O tv kauada gala 😂😂😂

  • @Deva5577-i3c
    @Deva5577-i3c 2 місяці тому +26

    ଜୟ❤❤ନବୀନ୍❤❤ଜୟ💚💚ବିଜେଡି💚💚👍✌️👍

  • @UpendraBehera-o1z
    @UpendraBehera-o1z 2 місяці тому +3

    ଗଣତନ୍ତ୍ର ରେ ସମସ୍ତି ଙ୍କର ସମାନ ଅଧିକାର ଅଛି । କିଏ ଛାଡ଼ିବ, କିଏ ରହିବ ,ତାଙ୍କର ବ୍ୟକ୍ତି ଗତ ଅଧିକାର । 24 ବର୍ଷ ଭିତରେ ବିଜେପି ଏବଂ କଂଗ୍ରେସ ରୁ ବହୁତ ବଡ଼ ବଡ଼ ନେତା ବିଜେଡ଼ି କୁ ଯାଇଛନ୍ତି । ପ୍ରଦୀପ ମାଝୀ ଏବଂ ଲେଖାଶୀ ତାର ଉଦାହରଣ ।

  • @MamataMishra-rz1ez
    @MamataMishra-rz1ez 2 місяці тому +6

    No words to say

  • @Raudysha5714
    @Raudysha5714 2 місяці тому +14

    କୌଣସି କାରଣ କେମିତି ନାହିଁ କାରଣ ପରା ଏଇୟା ଏବେ ବର୍ଷା ଯୋଉଠି ଛତା ସେଇଠି ସେ ବିଜେପି ର ହୋଉ ଅବା ବିଜେଡି କିମ୍ବା କଂଗ୍ରେସ ଯାହାର ସମାଜ ର ଲୋକ ଙ୍କ ପାଈଁ କିଛି କରିବାର ଦୃଢ଼ଇଚ୍ଛା ଶକ୍ତି ଥିବ ସେ ଯୋଉଠି ରହିଲେ ବି କରିବ କିନ୍ତୁ ଜନତା କିମ୍ବା ନିଜ ଅଞ୍ଚଳ ଲୋକଙ୍କ ସମଷ୍ୟା ସହିତ ଏମାନଂକ ର କିଛି ଯାଏ ଆସେ ନାହିଁ ଏମାନେ ନିଜେ ସବୁବେଳେ କିପରି ଭାବରେ ଶାସକ ଦଳରେ ରହିକି ନିଜ ପ୍ରାଦୁର୍ଭାବ ବଢ଼େଇବେ ସେଇ ଚିନ୍ତାଧାରା ନେଇକି ରହିଥାନ୍ତି ଆଉ ସେଇୟା କରୁଛନ୍ତି ଯିଏ ତମକୁ ରାଜନୀତି ରେ ବାଟ ଚଳେଇବା ଶିଖେଇ ଲ ସାମାନ୍ୟ ଟିକେ ହାର ପାଈଁ ଆଜି ତାଙ୍କୁ ବି ଧୋକା ଦେବାକୁ ପଛେଇଲନି ଅପେକ୍ଷା କର ଭଗବାନ ଅଛନ୍ତି ନବୀନ ବାବୁଙ୍କୁ ନାମରେ ମିଛ ଅପ ପ୍ରଚାର କରିକି ଲୋକଙ୍କୁ ଭୁଆଁ ବୁଲେଇକି ବିଜେପି ସରକାର କୁ ଆସିଛି ଆସିଲା ପରେ ଯୋଉଁଭଳି ଭାବରେ ରଙ୍ଗ ମରା କାମ କରିକି ନବୀନ ବାବୁଙ୍କ ଯଜନା ନିଜର ନା ରେ କରୁଛି ଜନତା ବହୁତ ଅଶାନ୍ତି ଠିକ ସମୟରେ ଠିକ ଜବାବ ଦେଵେ

    • @kamakshyaprasadmallik1645
      @kamakshyaprasadmallik1645 2 місяці тому

      ନବୀନ ବାବୁ କଣ ଠିକା ନେଇଛନ୍ତି କି ଯେ ସବୁଦିନ odisha କୁ ସାସନ କରିବେ. ନବୀନ ପଟ୍ଟନାୟକ ଙ୍କ ସାସନ ଢ଼ିଲା ହେଲା ବଳି ତ ଲୋକେ ପରିବର୍ତ୍ତନ କଲେ, କିଛି ମିଛ ପ୍ରଚାର ନୂହେଁ, ଦୁର୍ନୀତି ଚରମ ସୀମାରେ ପହଞ୍ଚି ଥିଲା, law&order ଭୁଶୁଡ଼ି ପଡ଼ି ଥିଲା field ରେ bjd କର୍ମୀ ଓ ଅଫିସର ଙ୍କ ଅତ୍ୟାଚାର ବଢି ଯାଇଥିଲା.

    • @Raudysha5714
      @Raudysha5714 2 місяці тому +1

      @@kamakshyaprasadmallik1645 କେମିତି ମିଛ ପ୍ରଚାର ନୁହେଁ ରତ୍ନଭଣ୍ଡାର ଚାବିଟା କୁଆଡେ ପାଣ୍ଡିଆନ ତାମିଲନାଡୁରେ ନେଇକି ରଖିଥିଲା ବୋଲି ବିଜେପି ଵାଲା କହୁଥିଲେ

  • @barunakanhar2610
    @barunakanhar2610 2 місяці тому +5

    ଏମିତି ଲୋକଙ୍କୁ ନଣ୍ଡା କରିକି ବୁଲେଇବା କଥା

  • @Ambassador_Christ
    @Ambassador_Christ 2 місяці тому +8

    Thank you Mayurbhanj ppl .. proud of you all ❤

  • @simple-g4k
    @simple-g4k 2 місяці тому +25

    Jie beiman karichi taku bhagwan danda debe

  • @SanatanchattarChattar
    @SanatanchattarChattar 2 місяці тому +4

    ମୁଁ ଆପଣଙ୍କ ଦଳର ନୁହେଁ ହେଲେବି ଆପଣ ମାନଙ୍କ ଏକ ତ୍ରୀତ କୁ ଦେଖି ଖୁସି ହେଲି । ଆମେ ହେଲେ କୁଲ୍ କୁଡୁମୀ ଦୁଇ ଟଙ୍କିଆ ମୁଣ୍ଡ । ଏମିତି ବିରୋଧ ନ କଲେ ଆଗାମୀ ଦିନରେ ଆମ ଜାତି କି ଡବେଇ ଦେବେ । ତାକୁ ଚପଲ ମାଳ ପିନ୍ଦା ଅ

  • @saratchandranayak2512
    @saratchandranayak2512 2 місяці тому +23

    Bjd jindabad

  • @JYOTIKA4488
    @JYOTIKA4488 2 місяці тому +1

    BJD କୁ ସାପଟ୍ କରିଥିବାରୁ ଧନ୍ୟବାଦ୍

  • @mrsahuhk1972
    @mrsahuhk1972 2 місяці тому +2

    ଅନ୍ୟ ରାଜ୍ୟରେ ନେତା ଏମିତି କରନ୍ତି । ହେଲେ ଓଡ଼ିଶାରେ ସେ କେମିତି ଜନ୍ମ ହେଇଛି କେଜାଣି । ଲଜ୍ଜ୍ୟା ଲାଗୁଚି । ଓଡ଼ିଆ ଅସ୍ମିତା ବିଜେପି ବାଲାଙ୍କ । ଛି ଛି ଛି । କିଛି ତ ଲାଜ ସରମ ରଖ । ବାହାରେ ଓଡ଼ିଆଙ୍କ ନାଁ ପାଣି ବୁଡ଼ାଇ ଦେଲ । ଛି ଛି ଲଙ୍ଗଳା ଲୋଭି ମାଇକିନିଆ ।

  • @KuberSahu-nu4xt
    @KuberSahu-nu4xt 2 місяці тому +2

    ମମତା ମହନ୍ତ ବିଶ୍ବାଘାତି କୁ ଗିଜେଗୀହ

  • @papu4pinky
    @papu4pinky 2 місяці тому +12

    Beimani

  • @mrsahuhk1972
    @mrsahuhk1972 2 місяці тому +3

    କୁତି ମୁହଁରେ ପଚା ଅଣ୍ଡା ମାଡ଼ ହେବା ଦରକାର । ଏତେ କୃତଘ୍ନ କେମିତି ହେଉଛନ୍ତି ମହିଳା ହୋଇ । ଛି ଛି ଛି ।

  • @mohanmeher1171
    @mohanmeher1171 2 місяці тому +5

    Jay Nabin

  • @biswabhusannayak5807
    @biswabhusannayak5807 2 місяці тому +7

    Selfish

  • @Sandipsandip9413
    @Sandipsandip9413 2 місяці тому +2

    ପ୍ରଥମ ଥର ମହିଳା ଙ୍କ କୁଶ ପୁତ୍ତଳିକା 😮ଏମିତି କଲେ

  • @Upcomingvideoworld
    @Upcomingvideoworld 2 місяці тому +9

    Nijjara sartha pain Beiman Kama karichhi

  • @RamSisa-q1q
    @RamSisa-q1q 2 місяці тому +18

    Se lobhi nari

  • @SidharthPrasadDas
    @SidharthPrasadDas 2 місяці тому +2

    ବେଈମାନ କୁ ତୀବ୍ର ବିରୋଧ ହେବା ଦରକାର, ଏଭଳି ସ୍ୱାର୍ଥପର ବିଜେଡି ପାଇଁ କଳଙ୍କ ଥିଲା

  • @Jb-rn4gu
    @Jb-rn4gu 2 місяці тому +1

    ମହିଳା ଜାତି କଳଙ୍କ ଲାଗି ନାହିଁ.. ଯଦି ମହିଳା ଜାତି କଳଙ୍କ ଲାଗିଛି ତେବେ , ଲଷ୍ମୀ ମାଝୀ, ଇତିଶ୍ରୀ, ପରି, ବେବିନା ଏମାନଙ୍କ ପାଇଁ ତ ମହିଳା ଜାତି ର କଳଙ୍କ ଲାଗି ନାହିଁ ! ରାଜ୍ୟସଭା ଓ ବିଜେଡ଼ି ପଦ ରୁ ଇସ୍ତଫା ଦେଲା ବୋଲି ମହିଳା ଜାତି କୁ କଳଙ୍କ ଲାଗୁଛି ଆଉ ମହିଳା ଙ୍କୁ ହତ୍ୟା ପରେ ନ୍ୟାୟ ନ ମିଳିଲେ ମହିଳା ଙ୍କ ପାଇଁ କଳଙ୍କ ନୁହେଁ କି ?

  • @hasinanaik6256
    @hasinanaik6256 2 місяці тому +1

    Thik kahile

  • @nigamroutray7306
    @nigamroutray7306 2 місяці тому +4

    Bjd should remember these traiters

  • @ODISHABHAI-eq8jq
    @ODISHABHAI-eq8jq 2 місяці тому +2

    ମୋହନ ମାଝି, ଆଉ ଓଡ଼ିଶା ଠିକ୍ ରେ ଚଲେଇ ପରୁ ନାହିଁ, ମମତା ମୁଖ୍ୟ ମନ୍ତ୍ରୀ ହେବା ପାଇଁ, ବିଜେଡି ଚାଡ଼ିଚି

  • @rabijena4494
    @rabijena4494 2 місяці тому +1

    Naveen sir good

  • @shubhankarnayak8465
    @shubhankarnayak8465 2 місяці тому +2

    Bhul decision neigale. Mamata mahanta madam , Kendra re thiba BJP sarkar bhayabhit achhanti Rahul Gandhi nka pain kintu mu bhabuchi 2029 re nije uttar paijibe. Bhala heichi dalaru kichi alia sapha hoijiba darkar.

  • @GB-pz3th
    @GB-pz3th 2 місяці тому +1

    ଜାଣତରେ ବିଜେପି କୁ ଆଶ୍ଵିନ ବୈଷ୍ଣବ ରୂପରେ ଗୋଟେ ସିଟ୍ ଦେଇଥିଲେ ଏବେ ବିଜେଡି ଠାରୁ ଗୋଟେ ସିଟ୍ ଚକ୍ରାନ୍ତ ରେ ନେଲେ ଅସୁବିଧା କୋଉଠି ରହିଲା । ବିଜେଡି ର କଣ ଗୋଟେ ଦୁର୍ବଳ ନାଡି ବିଜେପି ପାଖରେ ଅଛି ଯାହାଫଳରେ ସବୁ ସମୟରେ ବିଜେପି କୁ ସମର୍ଥନ କାହିଁ କରିଆସୁଥିଲା

  • @PURNACHANDRAHEMBRAM-if1fn
    @PURNACHANDRAHEMBRAM-if1fn 2 місяці тому

    ❤❤❤❤

  • @MithunpradhanMithunpradhan
    @MithunpradhanMithunpradhan 2 місяці тому +1

    Bayeman nahi nagin ta

  • @ashokkumarsahoo7041
    @ashokkumarsahoo7041 2 місяці тому +1

    ମମତା ଠିକ କରିଛନ୍ତି. ଗୋଟେ କ୍ରୀତଦାସ ଦଳକୁ ପ୍ରତ୍ୟାଖ୍ୟାନ କରି.

  • @tapankumar9790
    @tapankumar9790 2 місяці тому

    Right

  • @bhagirathidas2290
    @bhagirathidas2290 2 місяці тому

    Good work

  • @nilamadhabajena9091
    @nilamadhabajena9091 2 місяці тому

    ଧନ୍ୟବାଦ ସମସ୍ତେ ଙ୍କୁ ଯାହା ହେଉ ଏମିତି ଲୋକଙ୍କୁ ହୁଦୟ ରୁ ଧନ୍ୟବାଦ 🎉🎉🎉🎉

  • @cutekajal123
    @cutekajal123 2 місяці тому +1

    ଯୋଉ ଥାଳିରେ ଖାଇଲା ସେ ଥାଳିକୁ ଗୋଇଠା ମାରିଲା ଚରାଣୀ 🤣

  • @subhransudalai8360
    @subhransudalai8360 2 місяці тому +10

    ବିଜେପି ମୁକ୍ତ ଭାରତ ଆବଶ୍ୟକ

  • @PapunNayak-ub3rb
    @PapunNayak-ub3rb 2 місяці тому +6

    Bjp ku kal hela maharast re dekhila odisadekhiba

  • @BasantiDalabehera
    @BasantiDalabehera 2 місяці тому

    Right vaie

  • @SureshChandraSahoo-qs4bp
    @SureshChandraSahoo-qs4bp 2 місяці тому +1

    Mamata mahantaku chapal mala darakar🎉

  • @narayanimajhi6171
    @narayanimajhi6171 2 місяці тому +3

    Tonka pai amane kin nokoribe

  • @biplab1533
    @biplab1533 2 місяці тому

    Good

  • @sadanandanaik370
    @sadanandanaik370 2 місяці тому

    Very nice

  • @SanjuMohanta-rl6tm
    @SanjuMohanta-rl6tm 2 місяці тому +2

    Pura beiman

  • @tukkuthacomanman8495
    @tukkuthacomanman8495 2 місяці тому

    Thik karicha bhauni🙏🏻🙏🏻🥰🥰 onlly 💚💚🐚🐚jinda bad

  • @anuraglucky9254
    @anuraglucky9254 2 місяці тому

    Thik karucha

  • @SAIKanhaofficel
    @SAIKanhaofficel 2 місяці тому

    Right 100%

  • @niranjannayakgreatodisha2342
    @niranjannayakgreatodisha2342 2 місяці тому +1

    ଚିଟର କୁ ଉଚିତ ଜବାବ ଦେବା ଦରକାର

  • @ranjanmendili7807
    @ranjanmendili7807 2 місяці тому

    Thik heichi

  • @SusamaMalik-hb1tf
    @SusamaMalik-hb1tf 2 місяці тому

    👌🏽👌🏽👌🏽👌🏽👌🏽👌🏽👌🏽👌🏽

  • @swapnasundarswain5211
    @swapnasundarswain5211 2 місяці тому

    🙏🙏🙏♥️🙏🙏🙏

  • @odishanatural1404
    @odishanatural1404 2 місяці тому

    Right ❤❤❤❤

  • @RameshSethy-n1z
    @RameshSethy-n1z 2 місяці тому +1

    Bjp

  • @sandhyaranidas5795
    @sandhyaranidas5795 2 місяці тому

    ମମତା ମହନ୍ତର ଦାହ ହେଇଗଲା

  • @ksheerodmishra8544
    @ksheerodmishra8544 2 місяці тому

    Perhaps this jumping of fence in Rajyasabha is the first and lost She may be a governor be UT what cost, ?

  • @chaturamahanta013
    @chaturamahanta013 2 місяці тому

    ବିଜେଡି ୬୦/୭୦ ପରିବାରର ନାୟ ଦେଇନାହାନ୍ତି। ତେଣୁ ବିଜେଡି ସରିଯିବା ଭଲ। ଆଜି କାଲି ଯୁଗରେ ଯିଏ ବଜେଡି କୁ ଭଲ ନ ପୀଲାତ ସେ ହିଁ ଠିକ୍ ଲୋକ।

  • @rabindrakumarsahoo4920
    @rabindrakumarsahoo4920 2 місяці тому

    ବେଇମାନ୍ ପ୍ରତି ବେଇମାନୀ କଲେ ତା ପାପ ନ ହୋଇ ପୁଣ୍ୟ ହୋଇଥାଏ।ଏକଥା ମୁଁ କହୁନି,ଶାସ୍ତ୍ର କହୁଛି।

  • @pravakargochhayat71
    @pravakargochhayat71 2 місяці тому +1

    Bjp join

  • @Bikramkumarmalik-B2s
    @Bikramkumarmalik-B2s 2 місяці тому +1

    ଓଡିଶା ରାଜନୀତିର ବହୁତ ବେଈମାନ ଦେଖା ଗଲାଣି 😂😁

  • @SimanchalMali-gb3xh
    @SimanchalMali-gb3xh 2 місяці тому +1

    ବିଜେପି କେତେ କୋଟି ଦେଲା CBI ରେଡ କର

  • @niranjanpradhan8299
    @niranjanpradhan8299 2 місяці тому

    N❤

  • @anilkumarnaladora3049
    @anilkumarnaladora3049 2 місяці тому

    Game on ବିଜେଡି finish ହେଇଯିବ bjd🤣🤣🤣

  • @Mr.MKBone
    @Mr.MKBone 2 місяці тому

    There should be a law to disqualify the position if some politician switch party after election results

  • @sasmitamallick9299
    @sasmitamallick9299 2 місяці тому

    Bhala heichhi jibana ru mari deba darkar

  • @nayakpapu279
    @nayakpapu279 2 місяці тому

    Congress 2029❤

  • @rabindrakumarsahoo4920
    @rabindrakumarsahoo4920 2 місяці тому

    ଆରେ ମମତାଙ୍କ କୁଶପୁତ୍ତଳିକା ଦାହ କଲେ କଣ ଲାଭ ହବ? ନିଆଁ ଯିଏ ଖାଇବ,ସେ ଅଙ୍ଗାର ହଗିବ।ନବୀନ ତା ଜୀବନରେ ଯେମିତି କାମ କରିଛନ୍ତି,ତା ଫଳ ସେ ପାଇବା ଉଚିତ।ଏଥିରେ ବିବ୍ରତ ହେବାର କିଛି ନାହିଁ। ବିଶ୍ବାସଘାତକ ପ୍ରତି ବିଶ୍ବାସଘାତକତା କଲେ,ତା ପୁଣ୍ୟ ବୋଲି ଧରାଯାଏ। ତେଣୁ ମମତାଙ୍କ କୁଶପୁତ୍ତଳିକା ନ ଜାଳି ବରଂ ନବୀନ ବା ପାଣ୍ଡିଆର କୁଶପୁତ୍ତଳିକା ଦାହ କଲେ ଓଡିଶାର ଓ ସମସ୍ତଙ୍କର ମଙ୍ଗଳ ହେବ।ଜୟ ଶ୍ରୀ ରାମ। ବନ୍ଦେ ଉତ୍କଳ ଜନନୀ।ଜୟ ଜଗନ୍ନାଥ।

  • @rakeshray1914
    @rakeshray1914 2 місяці тому

    Thik achi Birodh kara

  • @satyabratanayak7250
    @satyabratanayak7250 2 місяці тому +4

    ବହୁତ୍ ଅନ୍ୟାୟ କରିଛ।ଓଡ଼ିଶା ଓ ଓଡ଼ିଆ ଙ୍କ ପ୍ରତି।ଏ ତ୍ ଆରମ୍ଭ ଆଗକୁ ଦେଖି ତମ ଶଙ୍ଖ ଭବନ ରେ ଝାଡୁ ମାରିବା ପାଇଁ ବି ଲୋକ ମିଳିବନି।।

  • @NilakanthaMajhi-f5m
    @NilakanthaMajhi-f5m 2 місяці тому

    ମମତା ମହତ୍ କୁ ମୟୂରଭଞ୍ଜ ଜିଲ୍ଲାର ସମସ୍ତ ଲୋକ ଏକଜୁଟ ହୋଇ ଚପଲ ରେ ସ୍ବାଗତ କରିବା ଠିକ୍ ହେବ କାରଣ ସେପର୍ଟି ଡେଇଁ କୀ ଉନ୍ନତି ଆଣିବା

  • @jhunumandal6864
    @jhunumandal6864 2 місяці тому

    Jay Nabin babu🎉🎉🎉

  • @sewanayak945
    @sewanayak945 2 місяці тому

    ଏମାନଙ୍କ ଭୋକିବା ଛଡା ଆଉ କିଛି କାମ ନାହିଁ ଆଗକୁ ଏମିତି ଖାଲି ଭୋକିବେ 👍😜

  • @ranjeetjena3419
    @ranjeetjena3419 2 місяці тому

    Naveen sir best cm

  • @Shivap644
    @Shivap644 2 місяці тому

    ତମ ଦଳ 24 ରେ ବୁଡ଼ି ଯିବ ଦେଖ ଏ ମହିଳା ମାନେ bjd ଠୁ କେତେ ମାଂସ ପଇସା ନେଇଛନ୍ତି

  • @seshaprasadrout432
    @seshaprasadrout432 2 місяці тому

    Riht

  • @kamakshyaprasadmallik1645
    @kamakshyaprasadmallik1645 2 місяці тому

    କିଛି କଳଙ୍କ ଲାଗି ନାହିଁ, ଲେଖାଶ୍ରୀ bjd ରେ join କରିବା ଠିକ୍ ଥିଲା କି? ତୁମେମାନେ ବ୍ୟକ୍ତିଗତ ଆକ୍ରୋଶ ରଖି statement ଦେଉଛ.

  • @aswinipradhan2237
    @aswinipradhan2237 2 місяці тому

    ନବିନ ସାର୍ ଯେମିତି ପଟିମରା କାମ କରୁଥିଲେ ତାଙ୍କୁ ସେମିତି ଶିକ୍ଷା ମିଳିବ

  • @sudhakarpalei6598
    @sudhakarpalei6598 2 місяці тому +1

    Quality less taku kon pain MP kola

  • @biswamberbhutia3280
    @biswamberbhutia3280 2 місяці тому

    ଓଡ଼ିଶା ର ପ୍ରଥମ ଵେହିଆ ନାରି, ଭାରତ ରେ ଏହା କଳକଙିତ ନାରୀ। ସେ ସୁଶାଇଡ କରିବା କଥା

  • @mithunurocky
    @mithunurocky 2 місяці тому

    😮😮😮😮😮😢😢😢

  • @pandabkumar-bo6rg
    @pandabkumar-bo6rg 2 місяці тому +1

    Jay jagannath jay nabina sir ❤️ jay bjd ❤️❤❤❤❤

  • @reemamaohapatra9821
    @reemamaohapatra9821 2 місяці тому

    Jay Nabin patnayak

  • @computex660
    @computex660 2 місяці тому +1

    are swarthapara duniya eita. BJP drama thik achi. odisha basi ete boka nuhanti. samaya samastanka ra asiba

  • @debasismajhee7876
    @debasismajhee7876 2 місяці тому

    ବିଶ୍ୱାସଘାତକତା କରିଛି ମମତା ତାକୁ ଚପଲମାଡ଼ ଦରକାର

  • @ChitaranjanMohanty-mc6nm
    @ChitaranjanMohanty-mc6nm 2 місяці тому

    ତମେ ସବୁ କାହିଁକି ଏମିତି ହଉଚ ମମତା ଦିଦି ମାତ୍ର ୧୦୦ କୋଟି ର କମାଲ୍😅😅😅😅😅😂

  • @shreedharsahu9774
    @shreedharsahu9774 2 місяці тому

    Bjd❤

  • @swagatparida8032
    @swagatparida8032 2 місяці тому

    Bala na ,mamata I right

  • @JudhistirSahu-z6v
    @JudhistirSahu-z6v 2 місяці тому

    ମୋଦି ର ଦରକାର

  • @rasmitanayak4662
    @rasmitanayak4662 2 місяці тому

    Jay bjd