SANCHAR ll FAMOUS GANAPAT BAHAK ଛତିଶଗଡି ଧମାକା ଗଣପତ୍ ବାହାକ୍

Поділитися
Вставка
  • Опубліковано 5 лют 2025
  • ଓଡିଶା ସୀମାନ୍ତ ଛତିଶଗଡ ରାଜ୍ୟର ଜଣେ ଯୁବ ଲୋକ କଳାକାର ଗଣପତି ଦାସ୍ l ଛତିଶଗଡ ଅଂଚଳରେ ସେ ଗଣପତ୍ ବାହାକ୍ ନାମରେ ପରିଚିତ l ଓଡିଶାର ସଂଚାର ଲୋକ କଳାକୁ ସେ ଛତିଶଗଡ ଅଂଚଳରେ ପ୍ରସାର କରୁଛନ୍ତି l ଲୁପ୍ତ ପ୍ରାୟ ଲୋକ କଳାକୁ ବଂଚାଇ ରଖିବାର ପ୍ରୟାସ ଚଲାଇଥିବା ଏହି ଯୁବ କଲାକାରଂକ ଖ୍ୟାତି ଛତିଶଗଡ଼ ଓ ଓଡିଶାରେ ବ୍ୟାପିବାରେ ଲାଗିଛି

КОМЕНТАРІ • 40