Ajii ku thik 9 year tale hattat ama ghare gote news asila je sadhana parija au nhanti ,,mor mnaa achi 10th class re pdhuthili pura c.d a sunsAn heigla sbuu glee runuapa nka gharku😢😢,, ollywood ru bodhe se emti jnee actress thile withiut lead role nakRiki bhi lead actress thuu jyda populR thile😮🙏#R.ip keep patience chandi sir👍
ଏହାହିଁ ପ୍ରକୃତ ପ୍ରେମ, ❤ ପ୍ରକୃତ ପ୍ରେମ କେବେ ମରେନା 🙏
😢aku hi love kuhajaye 😢❤
@@Suchitra4173ହଁ ଆପଣଙ୍କ କଥା ଠିକ.
ଆରେ, ଏ ମହାତ୍ମା ତ ପ୍ରକୃତ ସ୍ୱାମୀ, ମାନେ ପ୍ରଭୁ, ପ୍ରେମ ଶବ୍ଦ ୟାଙ୍କଠୁଁ ଶିଖିବା, ଆପଣଙ୍କ ପରି ସ୍ୱାମୀ ସବୁ ସ୍ତ୍ରୀ ଙ୍କୁ ମଳନ୍ତୁ ଏତିକି ଜଗନ୍ନାଥ ଙ୍କ ପାଖରେ ପ୍ରାଥନା 🙏🙏🙏
କୋଟି କୋଟି ସ୍ବାମୀ ଭିତରେ ଏମିତି ସ୍ଵାମୀ ପାଇବା ପାଇଁ ବହୁତ କଷ୍ଟ କୋଟିଏ ଭିତରେ ଗୋଟିଏ ସ୍ଵାମୀ....
ମୋର ଅତି ପସନ୍ଦର ନାୟିକା ଥିଲେ ତାଙ୍କର ଅଭିନୟ ସମ୍ପୂର୍ଣ ଭିର୍ଣ୍ଣ 😭😭😭😭🙏🙏🙏🙏🙏
ରୁନୁ ମା ଙ୍କ ଅଭିନୟ ଅତି ନିଖୁଣ,, ତାଙ୍କ ବିନା ଚଳଚିତ୍ର ହିଟ ହେବା ଅସମ୍ଭବ. , ଚଣ୍ଡୀ ବାବୁ ଠିକ କଥା କହିଛନ୍ତି,,, ସ୍ତ୍ରୀ ର ମୂଲ୍ୟ କେବଳ ବୃଦ୍ଧା ଅବସ୍ଥା ରେ ଜଣାପଡେ ❤❤❤❤
ଆଙ୍କ କାନ୍ଦ ଦେଖିକି କାନ୍ଦ ଲାଗୁଚି ଏତେ ଭଲ ପାଇବା omg ଆଜିକାଲି କାର ପ୍ରେମ ନକହିବା ହିଁ ଭଲ 🙏🙏
ରୁନୁ ମାଡାମ ଙ୍କ ଅଭିନୟ ଜୀବନ୍ତ ଏବଂ ନିଖୁଣ ଥିଲା . ଚଳଚିତ୍ର ଜଗତକୁ ରୁନୁ ଅପା ଙ୍କ ଅବଦାନ ଅତୁଳନୀୟ
Jayguru
ଏମିତି ସ୍ୱାମି ସ୍ତ୍ରୀ ଭଲ ପାଇବା ମୁଁ ଶୁଣି ନଥିଲି ଆଜି ଅନୁପସ୍ଥିତିରେ ସ୍ୱାମୀ ସ୍ତ୍ରୀକୁ ମନ ପକାଇ କାନ୍ଦୁଛନ୍ତି ଏହି ହେଉଛି ପ୍ରକୃତ ଭଲ ପାଇବା 🙏🙏🙏🙏🙏🙏🙏🙏
୧୦୦% ବେଷ୍ଟ ଅଭିନେତ୍ରୀ ଥିଲେ ଏହା ମାନିବାକୁ ପଡିବ।
ମୁଁ ଆଜି ଜାଣିଲି ରୁନୁ ର ସ୍ବାମୀ ଚଣ୍ଡୀ ପରିଜା 🙏
Mu be
ମୁଁ ବି ଆଜି ଜାଣିଲି
Mu b 😢😢😢
Mu b
Sie to sanga👋
ଆପଣଂକର ସ୍ତ୍ରୀ.... OMG....
ଆମେ ଦେଖିଚୁ ନିଖୁଣ ଅଭିନୟ.... କଣ୍ଢେଇ ଆଖିରେ ଲୁହ, ଶାଶୁ ହାତ ଭାଉଜ ପେଢ଼ି,.... ଅନେକ... ଏମିତି କଳାକାର... ଆଉନାହିଁ.....😢😢😢😢😢
Mu bi aji janili
@@Barsharani98 ତୁମେ କେଉଁ Film ଦେଖିଛକି???
ଆମ ଓଡ଼ିଆ ଫିଲ୍ମ ଆମ ପରିବାର ମନେ ପଡ଼ିଲେ ବହୁତ କଷ୍ଟ ଲାଗୁଛି
ରୁନୁ ମା ର ଅଭିନୟ ସତରେ ଜୀବନ୍ତ ଖଳନାୟିକା ହଉ ଅବା କମେଡି ହଉ ଏହାକୁ କୁହାଯାଏ ଜୀବନ୍ତ ଅଭିନୟ ରୁନୁ ମା ଆମ ସମନ୍ତ ଙ୍କ ମନରେ ଚିରଦିନ ରହିବେ🙏🙏🙏😭😭
This is called TRUE love....the tears says how he loves her....
One of the natural artist of odia industry ❤
Every odia old actors are gold
Salute 🫡🙏 ଏ ଭଳି ମଣିଷ ବହୁତ୍ କମ୍ ମିଳନ୍ତି
Really sir this is the true love...🙏🙏..her acting was fabulous....
ମୋର ଅତି ଫସନ୍ଦ୍ ରୁନୁ ଅପା ମୁଁ ଜାଣି ନ ଥିଲି ସିଏ ଆପଣଙ୍କ madam ବୋଲି ଶୁଣି ବହୁତ୍ ଦୁଃଖ ଲାଗିଲା। ମୁଁ ଆପଣଙ୍କୁ ଜାଣିଛି। ଆପଣଙ୍କୁ ଓ ଆପଣଙ୍କ ନିର୍ଦ୍ଦେଶନା ବହୁତ୍ ଭଲ ଲାଗେ। ଆପଣ କାନ୍ଦ ନ୍ତୂ ନାହିଁ। ଭଗବାନ ଙ୍କ ଇଛା। ଆପଣ ଦୀର୍ଘାୟୁ ହୁଅନ୍ତୁ। ଜୟ ଜଗନ୍ନାଥ ବନ୍ଦେ ଉତ୍କଳଜନନୀ ଜୟ ଭାରତ ମାତା। ସାଇ ହସ୍ପିଟାଲ ବାରିପଦା। ଛବି ମହାନ୍ତି ୯୪୩୮୮୬୦୬୧୭
Hi mam
ଆମ ଓଡ଼ିଆ ଇଣ୍ଡଷ୍ଟ୍ରି ରୁ ବହୁତ ଭଲ ବଡ଼ କଳାକାର ଚାଲି ଗଲେଣି ସେଥି ପାଇଁ ଓଡ଼ିଆ ଫିଲ୍ମ ଆଉ ଭଲ ଲାଗୁନି ଦେଖିବା ପାଇଁ 😭😭😭
Old is gold always.....samaste vala panti runu madam nku ❤❤❤jay Jagannath 🙏
ଭଲ ଏକ୍ଟର ରୁନୁ ମା ଥିଲେ ଜୟ ଜଗନ୍ନାଥ 🙏🙏🙏😂😂😂😂
Mu Aji janili runu Anka astree boli MO pari au kie aji janila comment kara
Mu aji janili😢
R8
.mu bi
Mu bi
Mu bi 😢
Mu bi
ସର୍ବଶ୍ରେଷ୍ଠ ଅଭିନେତ୍ରୀ ରୁନୁ ଅପା ꫰
A gem.She was always a diamond 💎.Her roles in Laxan Rekha & Pua Mora Bhola Sankar will always be remembered.😢🙏
Runu mam is a great actress ❤
Legend never die
Wow sir true love ❤️❤️❤️💐💐💐🙏🙏🙏🙏🙏🙏
U r right sir I salute you 🙏🙏🙏
ସେ ଦୁଃଖ କଥା ମୁଁ ଭଲଭାବେ ଜାଣେ
😭😭😭 ... Real katha kahila bhai .... Miss you apaa .... Pure actor in odisha .... Sasu maa . Bhali role au kehi bi Kari paribeni
Sir ଆପଣଙ୍କର କଥାରୁ ଜଣାପଡୁଛି ରୁନୁ ମାମ୍ ପାଇଁ କେତେଯେ ଭଲପାଇବା ଅଛି god bless you sir 😢😢😢
Kandontuni sir Bahut duko lagila kanda dekiki bohuto kasto lagila 😭
True love, God bless you both.
Very Good Actress ରୁନୁ ଅପା ꫰
ଆମେ ମଧ୍ୟ ରୁନୁ ଅପାଙ୍କୁ ମିସ୍ କରୁଚୁ ମିସ୍ ୟୁ ରୁନୁ ଅପା 😭😭😭😭😭😭😭😭😭😭😭
that is called a real husband🙏🙏🙏🙏🙏❤️❤️❤️
Miss u runu apaa aau aaji jaanili sir nka wife boli 😢
Apana nka dukha Shree jagannath nka ra❤❤❤❤❤❤🙏🙏🙏🙏🙏🙏🙏🙏🙏😭😭😭😭😭😭😭😭😭
ଜୟ ଜଗନ୍ନାଥ। ରୁନୁ ଅପାଙ୍କ ଆତ୍ମା ସଦ୍ ଗତି ହେଉ🙏🙏
ରୁନୁ ଅପା ଯେଉଁଠି ଅଛନ୍ତି, ଭଲରେ ଥାଆନ୍ତ 🙏🙏
Bahut Sundar sir , bhala paiba kn apana ku thu sikibaku padiba .. real love example bodhe au kichi heiparena
ଆପଣ କିଛି କହିବା ଦରକାର ନାହିଁ sir ଆପଣଙ୍କ ପ୍ରତିଟି ଲୁହ ଟୋପା ହିଁ କହି ଦଉଚି ଆପଣ ଆଜି ରୁନୁ ଅପା ଙ୍କୁ କେତେ ଭଲ ପାଉଥିଲେ ଆଉ ପାଉଥିବେ ମଧ୍ୟ.....
🙏🙏ଭାଷା ନାହିଁ ଏ ଦୁଃଖ କୁ ବର୍ଣ୍ଣନା କରିବାକୁ 🙏🙏🙏🙏
Ek dom right kotha
ଭଲ ଅଭିନେତ୍ରୀ
Bahut sundar Abhinaya tankara 😍😍😍
I always misses her act,she was fantastic, memorable , legendary odia actress...❤
Miss you maa ❤❤❤❤❤
Jay jagannath 🙏🙏🙏
Runu...a best evergreen actress...luv her always 😍😍😍🙏🙏🙏🙏
I always miss her act,she was mind-blowing legendary actress ❤🙏🏻
Best actress ❤ love you runu aapa
Really a great love from ❤
you are great.
No 1 actress runu apaa
Satare kete bhala paiba ❤❤dekhila pare aakhire luha aasigala
I always love all old odia actors and actresses and love to watch old movies.
Real love 💗💗
Absolutely right Mr. Chandi Parija Sir.
Really heart touching
Legendary actress 🙏🏼
😍❤️👌 Love you chandi bhaina♥️
God bless you
Akhi ra luha ku dekhile laguchi ... Pure love
The Real love story ❤❤❤🙏🙏🙏
Jay Jagannath
😢😢😢❤
Real love....
Jay Jagannath🙏🙏🙏
Runu maa bahut bhala re ruhantu Jai shree Ram
Apana thik kahichhnti sir jisu bapa apanaku asirbad karantu
Jay jagannath sir 🙏
She was very good actor in our film industry
Jai shree Ram
Miss u legend 😢
Bhai wife ଚାଲିଗଲେ ବହୁତ କଷ୍ଟ୍
Om namah shivaya Jay shanidev
Very nice
True love never die
sir apan bahut mohaan 🎉
Runu maa bahuta bhala ❤❤❤❤❤
ବହୁତ ସୁନ୍ଦର actor ତିହିଲେ
Right mam
Runu apa tha good ackatr
Very nice swami
Right sar
Okkk thik achhi
Best hubby😘😘😘😘
❤ Jai jagannath juhar
Sad news
Thik kahichanti❤❤🙏🏻🙏🏻
Chandi, Tu aau mana dukha kar nahi. Bhagaban nka jaha ichha.
ଭଲ କଳାକାର 🙏
Jai jagannath
Great actress runu apa didi mis u
One of my favourite best director
Ajii ku thik 9 year tale hattat ama ghare gote news asila je sadhana parija au nhanti ,,mor mnaa achi 10th class re pdhuthili pura c.d a sunsAn heigla sbuu glee runuapa nka gharku😢😢,, ollywood ru bodhe se emti jnee actress thile withiut lead role nakRiki bhi lead actress thuu jyda populR thile😮🙏#R.ip keep patience chandi sir👍
Thik Bhai mu bi 10 th re padhuthili 2014 February 28 last
Real love sir
My favourite❤
Sir real love I like u sir