Odia Language Searching For Its Existence In Gajapati - OTV Special Story On Utkal Diwas

Поділитися
Вставка
  • Опубліковано 1 гру 2024

КОМЕНТАРІ • 353

  • @ADeepa-xf8kh
    @ADeepa-xf8kh 3 роки тому +101

    "ଉଚ୍ଚ ହେବାକୁ କର ଯେବେ ଆଶା...
    ଉଚ୍ଚ କର ଆଗ ନିଜ ମାତୃଭାଷା।।"
    ତେଣୁ, ମୋର ପ୍ରତ୍ୟେକ ଓଡ଼ିଶା ବାସୀଙ୍କୁ ଏତିକି ଅନୁରୋଧ, ଆମ ଓଡ଼ିଆ ଭାଷାକୁ ବଜାୟ ରଖିବା ଆମ ସମସ୍ତଙ୍କ କର୍ତ୍ତବ୍ୟ।
    🇮🇳🙏 ବନ୍ଦେ ଉତ୍କଳଜନନୀ।।🇮🇳🙏🙏

  • @sssodiachannel6318
    @sssodiachannel6318 3 роки тому +83

    ଅନ୍ୟ ଭାଷା ଜାଣିଲେ କିଛି ଅସୁବିଧା ନାହିଁ, କିନ୍ତୁ ନିଜ ମାତୃଭାଷାକୁ ସମ୍ମାନ ଦେବା ଦରକାର ।

  • @Debasis_Gopal479
    @Debasis_Gopal479 3 роки тому +67

    ଦେଶ ଭିତରେ ଭାରତ , ରାଜ୍ୟ ଭିତରେ ଓଡ଼ିଶା। ଭାଷା ଭିତରେ ଓଡ଼ିଆ ❤️, ସବୁଠୁ ବଢିଆ ❤️।ଗରବେ କୁହେ ମୁଁ ଓଡ଼ିଆ 😎💪 । ସମସ୍ତ ଓଡିଶାବାସୀଙ୍କୁ ଉତ୍କଳ ଦିବସ ର ହାର୍ଦିକ ଅଭିନନ୍ଦନ 🙏🙏🙏 ।

    • @ADeepa-xf8kh
      @ADeepa-xf8kh 3 роки тому +3

      ଆପଣଙ୍କୁ ଓ ଆପଣଙ୍କ ପରିବାରବର୍ଗ ଙ୍କୁ ଉତ୍କଳ ଦିବସ ର ଅନେକ ଅନେକ ଶୁଭେଚ୍ଛା ଓ ଶୁଭକାମନା।
      💐💐💐💐🇮🇳🇮🇳🎂 ବନ୍ଦେ ଉତ୍କଳଜନନୀ।🎂🎂🙏🙏🙏🇮🇳🇮🇳

    • @Debasis_Gopal479
      @Debasis_Gopal479 3 роки тому

      @@ADeepa-xf8kh same 2 u 🙏🙏🙏 Deepa 🥰

  • @maamangalamusic75
    @maamangalamusic75 3 роки тому +28

    ନବୀନ ଗୋଟିଏ ମୁଖ୍ୟମନ୍ତ୍ରୀ ସିଏ ଓଡିଆ ଜାଣିନି ଓଡିଆ ଭାଷାର ପ୍ରେମ ବୁଝିବ କେମିତି

  • @subashpaikraypaikray6733
    @subashpaikraypaikray6733 3 роки тому +13

    ପାରଳାଖେମୁଣ୍ଡିର ଅଧିକାଂଶ ବୁଦ୍ଧିଜୀବୀ ଓଡ଼ିଆ କହି/ବୁଝି ପାରୁଥିବା ଅଣ ଓଡ଼ିଆଙ୍କ ସହ ଓଡିଆରେ ନୁହଁ ବରଂ ସେମାନଙ୍କ ଭାଷାରେ କଥାବାର୍ତ୍ତା କରନ୍ତି, ଏହାଠାରୁ ଅଧିକ ବିଡମ୍ବନା କଣ ହୋଇପାରେ ।

  • @lipikapalo6716
    @lipikapalo6716 2 роки тому +8

    I'm from paralakhemundi only but the 90% ppl and store street vendors, public transport each and every thing is telugu

  • @localboylipan1087
    @localboylipan1087 3 роки тому +13

    ଆଗେଇ ଆସିବା ଦରକାର ସେହି ଅଞ୍ଚଳ ର ଶିକ୍ଷିତ ଓଡ଼ିଆ। ସେମାନେ ହିଁ ପ୍ରଥମ ପାଦ ବଢ଼ାଇବା ଦରକାର। 2nd re government awareness ବଢ଼ାଇବା ଦରକାର।

    • @santosh34556
      @santosh34556 10 місяців тому

      Odisha re aau kichi news nahi ki.😂

  • @RR-wp8jt
    @RR-wp8jt 3 роки тому +41

    ଫିଲହାଲ୍, ଥୋଡ଼ିନା, ଭଲସେ, ବହୁତି ନୂଆ ପିଢ଼ି ର ଓଡ଼ିଆ ମାନଙ୍କ ଭାରି ପ୍ରିୟ (it's cool)...😭😭

  • @sumeshkumarmaharana1240
    @sumeshkumarmaharana1240 3 роки тому +23

    ଖାଲି ପାରଳାଖେମୁଣ୍ଡି କାହିଁକି, ରାଜ୍ୟର ସମସ୍ତ ଉପାନ୍ତ ଅଂଚଳର ଅବସ୍ଥା ମଧ୍ୟ ସମାନ। ଏଥିପାଇଁ ସରକାରଙ୍କ ଉଦାସିନତା ଓ ପ୍ରଶାସନିକ ନିଷ୍କ୍ରିୟତା ଦାୟୀ। ଯେଉଁମାନେ ସ୍ବତନ୍ତ୍ର ଉତ୍କଳ ପ୍ରଦେଶ ଗଠନ କରିବାପାଇଁ ନିଜର ସର୍ବସ୍ବ ଅଜାଡି ଦେଇଥିଲେ, ସେମାନଙ୍କର ଆତ୍ମା ଆଜି ବୁକୁ ଫଟାଇ ନିଶ୍ଚିତ ଚିତ୍କାର କରୁଥିବ।

    • @sumantakumar3165
      @sumantakumar3165 3 роки тому

      Bhai ku mo mora pranam odia ete Sundar bhabare lekhithibaru

  • @lipunkumar987
    @lipunkumar987 3 роки тому +18

    ଆରେ ଭାଇ ଗଜପତି ତ ଆନ୍ଧ୍ର ପ୍ରଦେଶ border ରେ ଅଛି so ସେଇଠି ତେଲୁଗୁଁ influence ଅଧିକ,but Khurda district କୋଊ UP, Bihar,Delhi border ରେ ଅଛି ଯେ ସେଇଠି ହିନ୍ଦୀ ର ଏତେ ଲୋକପ୍ରିୟତା ଅଛି?
    ଆମକୁ ଆମ ଓଡ଼ିଆ ଭାଷା ପାଇଁ ଗର୍ବିତ ହେବା ଆବଶ୍ୟକ ଅଟେ.

    • @santosh34556
      @santosh34556 10 місяців тому

      Cuttack kouthi achi. Aneko samasya achhi rajyare. Thaha dekhajauni news reporter manonku.

  • @ashutoshpanigrahi556
    @ashutoshpanigrahi556 3 роки тому +17

    ସରକାର ସମ୍ପୂର୍ଣ୍ଣ ଭାବରେ ଦାୟୀ କିନ୍ତୁ ଲୋକ ମାନେ ମଧ୍ୟ ସମାନ ପରିମାଣ ର ଦାୟୀ ଅଟନ୍ତି । ଲୋକ ସଚେତନ ନ ହେବା ଯାଇ ଭାଷା ବିକାଶ ଅସମ୍ଭବ। ପାରଳାଖେମୁଣ୍ଡି ରେଳ ଷ୍ଟେସନ କୁ ଥରେ ଦେଖିଲେ ଜାଣିବେ କି ଆମ ଓଡ଼ିଆ ଭାଷା କେତେ ସୁରକ୍ଷିତ 😢
    ସେଇଠି ର ବର୍ତ୍ତମାନ MLA ହୁଅନ୍ତୁ କି ପୂର୍ବତନ ବିଧାୟକ ମାନେ ଯୋ ରହିଛନ୍ତି ସେମାନେ ବି ତେଲୁଗୁ ତ ସେଇଥି ପାଇଁ ସବୁ ତେଲୁଗୁ। କଥାରେ ଅଛି ଆପଣା ମହତ ଆପେ ରଖି ତେଣୁ ନିଜ ଭାଷା ର ସୁରକ୍ଷା ଅନ୍ୟ ଭାଷା ଲୋକ କେବେ କରିବାକୁ ଚାହିଁବ ନାହିଁ। ସ୍ଥାନୀୟ ପ୍ରଶାସନ ଓ ସରକାର ଙ୍କ ଓଡ଼ିଆ ଭାଷା ପ୍ରତି ଆଗ୍ରହ ର ଅଭାବ ପାଇଁ ଆଜି ସୀମାନ୍ତ ଜିଲ୍ଲା ରେ ନିଜ ଭାଷା ଅବହେଳିତ।

  • @bikrampatra7501
    @bikrampatra7501 3 роки тому +38

    Effect of Nabina Pandian & 5T... 👍

    • @RextSp
      @RextSp 3 роки тому

      Agua comment lekhiba sikhe

    • @RextSp
      @RextSp 3 роки тому

      Nabina nuhna

    • @asutoshmoharana7711
      @asutoshmoharana7711 3 роки тому +3

      Nabina Nije odia janini 😂😂 se Kn odia bhasa ra Mahatya Janiba Bhai

    • @bikrampatra7501
      @bikrampatra7501 3 роки тому +1

      @@asutoshmoharana7711 👍

  • @somyaranjan3121
    @somyaranjan3121 3 роки тому +9

    ରକ୍ଷା କର ପ୍ରଭୁ

  • @dagreswargoud
    @dagreswargoud 3 роки тому +7

    "ମାତୃଭୂମି ମାତୃ ଭାଷାରେ ମମତା ଯା ହୃଦ ଜନମି ନାହିଁ, ତାକୁ ଯଦି ଜ୍ଞାନୀ ଗଣରେ ଗଣିବା ଅଜ୍ଞାନ ରହିବେ କାହିଁ ।"

  • @jayashree10000
    @jayashree10000 3 роки тому +9

    ଆପଣମାନେ ଅନ୍ୟଙ୍କୁ କହିବା ଛାଡ଼ନ୍ତୁ,ଆଗ ନିଜେ ଓଡିଆ ଭାଷା କୁ ଠିକ ଭାବରେ,ନିର୍ଭୁଲ ଭାବରେ ଉଚ୍ଚାରଣ କରନ୍ତୁ.ଆପଣଙ୍କ channel ରେ ସମ୍ବାଦ ପଢ଼ୁଥିବା ସାମ୍ବାଦିକ ମାନଙ୍କର ଓଡ଼ିଆ ଭାଷା ପ୍ରତି କେତେ ପ୍ରୀତି ତାହା ଆମକୁ ଭଲ ଭାବରେ ଜଣା. ବିଶେଷ କରି ଭବାନୀ,ସୁପ୍ରିୟା, ରାଜଶ୍ରୀ,ଆଉ ଜଣେ ଥିଲେ ବିଜୟଲକ୍ଷ୍ମୀ,
    ଯାହାଙ୍କର ପ୍ରତ୍ୟେକ ଶବ୍ଦରେ ଥାଏ ହିନ୍ଦୀ ଶବ୍ଦ. ଉଦାହରଣ ସ୍ୱରୂପ ସେମାନେ ସମ୍ବାଦ ପଢିଲା ବେଳେ ପ୍ରଥମେ କହିବେ ଦିନ ତମାମ ର ଖବର. ଯାହାକି ସାରା ଦିନ କିମ୍ବା ଦିନସାରା ର ଖବର ବୋଲି କହିବା ଉଚିତ. ଆରମ୍ଭରୁ ହିଁ ଭୁଲ ଉଚ୍ଚାରଣ କରୁଥିବା ସାମ୍ବାଦିକ ମାନେ କି ସମ୍ବାଦ ଦେଖେଇ ଜନତାଙ୍କୁ ସଚେତନ କରିବେ ???? ଆଗେ ନିଜକୁ ଠିକ କରନ୍ତୁ. କାରଣ ଯଦି ଆଜି ଓଡ଼ିଆ ଭାଷାର ଅଧୋଗତି ହେଉଛି ସେଥିରେ ଆପଣମାନେ ବି ଦାୟୀ.କାରଣ ଆପଣମାନଙ୍କର ଭାଷାର କଦର୍ଯ୍ୟ ଉଚ୍ଚାରଣ ଜନସାଧାରଣଙ୍କ ଉପରେ ପ୍ରଭାବ ପକଉଛି.ତା ଠାରୁ ଭଲ ଆମେ zee news ରେ ସୁଧୀର ଚୌଧୁରୀ ଙ୍କୁ dna ରେ ଦେଖୁ. କାରଣ ସେ ବହୁତ ସୁନ୍ଦର ଭାବରେ ହିନ୍ଦୀରେ ସମ୍ବାଦ ପରିବେଷଣ କରନ୍ତି.ନିହାତି ଜରୂରୀ ନ ହେଲେ ଇଂରାଜୀ ଶବ୍ଦ ଉଚ୍ଚାରଣ କରନ୍ତି ନାହିଁ.ତାଙ୍କ ସମ୍ବାଦ ଏତେ ସୁନ୍ଦର ଭାବରେ ବ୍ୟାଖ୍ୟା କରନ୍ତି ଶୁଣିବା ଲୋକ ଖାଲି ଶୁଣେନି ବୁଝିବାକୁ ଚେଷ୍ଟା କରେ ପ୍ରକୃତ ଖବର କଣ ??? ହେଲେ ଆପଣମାନଙ୍କ କୋଉଠି ଆରମ୍ଭ କୋଉଠି ଶେଷ ଜଣା ପଡ଼େନି, ନା କମା ଥାଏ ନା ପୂର୍ଣ୍ଣଛେଦ. ଆଜି ଉତ୍କଳ ଦିବସରେ ଓଡ଼ିଆ ଭାଷା ଉପରେ ସମ୍ବାଦ ଦେଖେଇବା ଆଗରୁ ପ୍ରାଞ୍ଜଳ ଭାବରେ ସମ୍ବାଦ ପଢି ଦେଖନ୍ତୁ ସେଥିରେ କେତୋଟି ହିନ୍ଦୀ ଶବ୍ଦ ଲେଖି ଓଡ଼ିଆ ଭାଷା ପ୍ରତି ନିଜର ପ୍ରୀତି ପ୍ରଦର୍ଶନ କରୁଛନ୍ତି ???? ମୁଁ ଓଡ଼ିଆ ଆଜି ବି ଓଡ଼ିଶାରେ ଅଛି ଆଉ ପିଲାଦିନରୁ ଓଡ଼ିଆକୁ ଭଲ ପାଇଛି ବୋଲି ଓଡ଼ିଆରେ ସ୍ନାତକୋତ୍ତର କଲି. ମୋ ଲେଖାରେ ଆପଣ କୋଉଠି ହିନ୍ଦୀ ଶବ୍ଦ ଅଛି ଖୋଜି ବାହାର କରନ୍ତୁ ତ.ମୋ ଭାଷା ପ୍ରଥମ ଭାଷାଭିତ୍ତିକ ଭାଷା ବୋଲି ଆଜି ଆମେ ଗୌରବ ରେ ଚାଲିପାରୁଛୁ କିନ୍ତୁ ଆପଣ ମାନଙ୍କ ପରି ଆଜିର ପିଢ଼ି ଯୋଉଁମାନେ କି ଓଡିଆଭାଷାକୁ ଉତ୍ତରାଧିକାରୀ ଭାବରେ ପାଇଛନ୍ତି ସେମାନେ ଯୋଗ୍ୟ ଭାଷା କୁ ସମ୍ଭାଳି ରଖିବାକୁ ???? ଆଜି ସେ ମହାପୁରୁଷମାନଙ୍କର ଆତ୍ମା ହା ହା କାର କରୁଥିବ ଯେ ଆମେ ଯୋଉ ଭାଷାକୁ ସ୍ୱତନ୍ତ୍ର କରିବା ପାଇଁ ଏତେ ପରିଶ୍ରମ କରି ସଫଳ ହେଲୁ ତାକୁ ସମ୍ଭାଳିବା ପାଇଁ ଉତ୍ତରାଧୀକାରୀ କାହାନ୍ତି ???

    • @tkp2432
      @tkp2432 3 роки тому +3

      ପୁରା ଠିକ୍

  • @ADeepa-xf8kh
    @ADeepa-xf8kh 3 роки тому +23

    ଓଡ଼ିଶା ରେ ରହି ଉତ୍କଳ ଦିବସ କଣ କେତେକ ଲୋକ ଜାଣିପାରୁ ନାହାନ୍ତି..!
    କେତେ ଯେ ହୃଦୟ ଆଘାତ ର କଥା!
    😥😥😥😢😢 ଆମ ଓଡ଼ିଆ ଭାଷା କୁ ବଜାୟ ରଖିବାକୁ କେତେ ଯେ, ବୀର ପୁରୁଷ ମାନେ ସହିଦ୍ ହେଇ ଯାଇଛନ୍ତି।😢😢🙏🙏🙏🇮🇳🇮🇳🇮🇳😥😢😢🙏

  • @Eagleeye774
    @Eagleeye774 3 роки тому +8

    କଥା ମଝିରେ ଖଣ୍ଡି ଇଂରାଜୀ ପଦେଅଧେ ନ ଝାଡିଲେ କିଏ ଆମକୁ ପଣ୍ଡିତ ବୋଲି କହିବ.. ଆଜିର ଶିକ୍ଷିତ ଯୁବବର୍ଗଙ୍କୁ ଓଡ଼ିଆ କହିବାକୁ ଲାଜ ଲାଗୁଛି, ଇଂରେଜଙ୍କ ଗୋଡାଣିଆ ହେବାରେ ଗର୍ବ..

  • @bimalkumar5222
    @bimalkumar5222 3 роки тому +4

    ସବୁ ଶଳା ଏ ଓଡିଶା ସରକାର ଦାଇ 5t ସରକାର କରିକି ଆମ ଓଡ଼ିଆ ଲୋକ ମାନଙ୍କୁ କଳା ସଂସ୍କୃତି ସବୁ ବୁଡିଗଲା..

  • @kcpkartikchandrapradhan6219
    @kcpkartikchandrapradhan6219 3 роки тому +10

    ଆନ୍ଧ୍ରା ବାଲା କିନ୍ତୁ କେଉଁଠି ବି ଓଡିଆ ଲେଖନ୍ତିନି।

  • @RINKU17100
    @RINKU17100 3 роки тому +16

    😡ବହୁତ ଦୁଃଖର କଥା ମୋ ନିଜ ରାଜ୍ଯ ରେ ମୋ ମାତୃଭଷା ଲୋପ ପାଇବାରେ ବସିଛି। ତାମିଲ,ତେଲୁଗୁ,କନ୍ନଡ଼,ମରାଠି ଲୋକଙ୍କଠୁ ଆମେ କିଛି ସିଖିବା କଥା।ଆମେ ତାଙ୍କ ରାଜ୍ୟକୁ ଗଲେ ତାଙ୍କ ଭାଷା ସିଖିବା ଜରୁରି। ଓଡ଼ିଶାର ବହୁତ ଜାଗାରେ ବାହାର ରାଜ୍ଯରୂ ଆସି ହିନ୍ଦୀ,ତେଲୂଗୁ ଭାଷାରେ ହୋଡିଗ ବୋର୍ଡ ଲେଖା ଯାଉଛି।

    • @sumitmohapatra359
      @sumitmohapatra359 3 роки тому +1

      Problem is odisha people don't know who krushna chandra gajapati was.... I spoke to many coastal odias.... No one has little bit of knowledge. First odisha need to give love and preference to other parts other than coastal odisha then only all of odias can unite.

  • @PRIYANKASHARMA-uw6ci
    @PRIYANKASHARMA-uw6ci 3 роки тому +9

    କିଏ ସେ ମହାନ ବ୍ୟକ୍ତି ଓଡ଼ିଆ ଭାଷା କୁ ଆସେନି

  • @ashishbiswal695
    @ashishbiswal695 3 роки тому +51

    Tame reporters mane bi khali odia divas re a sabu reporting Kariba....baki Dina re ..Rani panda interview re rahiba..

  • @chittaranjannayak3265
    @chittaranjannayak3265 3 роки тому +21

    Outside odisha ,odisha people donot give affection to odia people.our unity is very less compare to state people.other state people support their people in organization but odia people don't do those they are in high position.

  • @vlogsofvanikshetra
    @vlogsofvanikshetra 3 роки тому +5

    ସରକାରଙ୍କ ଠାରୁ କିଛି ଆଶା କରିବା ବୃଥା ଯିବ। କାରଣ ସରକାର ସମ୍ବିଧାନର ଶପଥ ନେଇଛନ୍ତି। ଆମକୁ ଆଗକୁ ଆସିବାକୁ ହେବ। ଗୋଟେ ଦିନ ଚେତାବନୀ ଦେଇ ଆର ଦିନରୁ ଅଣଓଡ଼ିଆ ନାମ ଫଳକ ଭାଙ୍ଗିବାକୁ ହେବ। ଓଡ଼ିଆ ର ଓଡ଼ିଆତ୍ୱ ଜାହିର କରିବାକୁ ହେବ।

  • @Divine_supremacy
    @Divine_supremacy 3 роки тому +14

    No problem, it's a good culture , odia +Telugu culture .fan of paralakhemundi 💕

    • @ବିନୋଦକୁମାରବିଶ୍ଵାଳ
      @ବିନୋଦକୁମାରବିଶ୍ଵାଳ Рік тому +1

      For the telenga slaves it's good but it's a disaster for the royal odia peoples,okk but when a khanti odia will come to power telenga, benguli aau Hindi will be irradicated 👍

    • @SadguruSai-fe8bf
      @SadguruSai-fe8bf Рік тому

      ​@@ବିନୋଦକୁମାରବିଶ୍ଵାଳ
      Sir , if Telugu is written by Telugu community on the boards, they are also writing in Odia in top of Telugu giving it's importance. If there is no Odia written in Odisha , you can question them. Also the Odia community is free to write in Odia on boards in AP&TS by writing Telugu on the top.

  • @amareshsenapati6200
    @amareshsenapati6200 3 роки тому +10

    ଅଜ୍ଞାନୀ ନୁହେଁ ଅଜ୍ଞାନ ରହିବେ କାହିଁ ହେବ ରିପୋର୍ଟର ମହାଶୟ 🙏

  • @chirak8635
    @chirak8635 3 роки тому +7

    ନବୀନ ହଟାଅ ଓଡିଶା ବଞ୍ଚାଅ

  • @pavancrazybeats3968
    @pavancrazybeats3968 Рік тому +3

    Telugu people's from gajapati district odisha state ❤

  • @MyLove_SARADA
    @MyLove_SARADA 3 роки тому +4

    1:27 'ତିଜୋରି' ହଉଛି ହିନ୍ଦୀ ଶବ୍ଦ। ଓଡିଆରେ ସେଇଟାକୁ 'ତିଜୋରି' ନୁହଁ 'ପାଣ୍ଠି' କହନ୍ତି। ଓଟିଭି ସମ୍ବାଦଦାତା ପ୍ରଥମେ ନିଜେ ଶୁଦ୍ଧ ଓଡ଼ିଆ କହିଶିଖନ୍ତୁ।

  • @narendrabarik1886
    @narendrabarik1886 3 роки тому +5

    Government should take steps on this 🙏🙏🙏🙏🙏🙏........ From Kalahandi Odisha....

  • @rahusahu8248
    @rahusahu8248 Рік тому +1

    ଓଡିଆ ଭାଷା

  • @santoshseth8704
    @santoshseth8704 8 місяців тому

    ବହୁତ ଭଲ ଲାଗିଲା ଧନ୍ୟବାଦ୍ ଭାଇ

  • @aks-wp6qb
    @aks-wp6qb 3 роки тому +2

    Odisha 🙏🙏🙏🙏🙏🙏🙏🙏🙏🙏🙏🙏🙏Jay Jagannath swami Nayanpath gami 🙏🙏🙏🙏

  • @r.kstudiochannel9218
    @r.kstudiochannel9218 3 роки тому +3

    Still now 3k viewer seen this video,
    if we love odisha and odiya ,
    1st I change my language and every were I talk odiya only ...if we all thinking like me. then on next year on (1st April ) definitely our vision will success .💐👍
    "Jai odisha jai odiya jai Jagannath"
    "Good luck to All"
    Regards&thanks
    Er.Raj Kumar Gouda

    • @gskumar4526
      @gskumar4526 3 роки тому +1

      But ur typing in English 😁😂

  • @brajanandadalabehera9381
    @brajanandadalabehera9381 3 роки тому +5

    ଆରେ ଭାଇ ପାରଳାଖେମୁଣ୍ଡିର ରେ... ପ୍ରାୟ 70%ତେଲୁଗୁ ଅଛନ୍ତି.....

  • @ssdas5865
    @ssdas5865 3 роки тому +5

    Jete bele Non-odia IAS mane Odisha ku chaleiibe ...aau crucial positions re thibe....seiithi jaha haba Katha aau....

  • @badbay8383
    @badbay8383 3 роки тому +3

    ମାନ୍ୟବର NAVIN PATNAYAK ଙ୍କର ଏଥିରେ ବହୁତ ବଡ଼ ହାତ ଅଛି କାହିଁକି ନା ରାଜ୍ୟ ର ମୁଖ୍ୟମନ୍ତ୍ରୀ ନିଜେ ଓଡ଼ିଆ ଜାଣିନାହାନ୍ତି

  • @rauthnial7001
    @rauthnial7001 3 роки тому +12

    Please save our state and our language
    I request for ODISHA government🙏🙏🙏

    • @gajahmada9539
      @gajahmada9539 2 роки тому

      Naveen ta nije odia janini odia bhasa kana bacheiba

  • @omsahoo4370
    @omsahoo4370 3 роки тому +5

    I love this village of sikakulum , please all the village of Border odisha please take care of it

  • @karttik5807
    @karttik5807 3 роки тому +2

    Thank you for reporting

  • @ipsitapani5016
    @ipsitapani5016 10 місяців тому

    What a coverage... Bande Utkal janani🙏🏻

    • @santosh34556
      @santosh34556 10 місяців тому

      Aau kichi samasya nahi ki odishare😂

  • @rupdathink6408
    @rupdathink6408 3 роки тому +2

    ଏ ସବୁ ପାଇଁ ସରକାର ଦାୟୀ

  • @priyacharandas7352
    @priyacharandas7352 3 роки тому +8

    ଯେଉଁ ସ୍ଥାନରେ ମୁଖ୍ୟ ମନ୍ତ୍ରୀ ଓଡ଼ିଆ ଭାଷା କହୁନାହାନ୍ତି

  • @aware07
    @aware07 3 роки тому +3

    କିଛି ବର୍ଷ ତଳେ ଗଂଜାମ ଯାଇଥିଲି....
    ସେଠି ଓଡ଼ିଆ ଭାଷାର ଯୋଉ ସ୍ଥିତି ଦେଖିଲି ନିହାତି ଭାବେ ଦୁଃଖଦାୟକ ।
    କଥିତ ଭାଷା ଅଣ ଓଡିଆ...ଫଳକ ଅଣ ଓଡିଆ...ଚଳଚିତ୍ର ଅଣ ଓଡିଆ ।
    ଯେମିତି ଆଜି ଓଡ଼ିଆ ନିଜ ସ୍ୱାଭିମାନ ହରେଇ ବସିଛି 😞

  • @baburajstato5188
    @baburajstato5188 2 роки тому +1

    ଆଜି ଭଳି ଦିନ ରେ ବି ପାରଳାଖେମୁଣ୍ଡି ରେ ତେଲୁଗୁ ଭାଷା ଚାଲୁ ଅଛି

  • @aamagan4002
    @aamagan4002 3 роки тому +5

    Odisha ରେ ଓଡିଆ ଭାଷା ମାନ୍ୟତା କାହିଁ ଖାତା କାଗଜ re ନାହିଁ ଓଡ଼ିଆ ଭାଷା

  • @rahusahu8248
    @rahusahu8248 2 роки тому +1

    ବନ୍ଦେ ଉତ୍କଳ ଜନନୀ ଆମେ ଓଡିଆ ଆମ ଭାଷା ଓଡ଼ିଆ

  • @bbhabanipatra4018
    @bbhabanipatra4018 3 роки тому +1

    Odisha pradesha ku gadhiba ebbam Odisha bhasa ku pradahanya deba Atulanya abadana thhilla sir krushna Chandra gajapati nko......ebbam mu bahuta Gorbo anubhav koruchi being an odia......salute and heads up to sir krushna Chandra gajapati nku......

  • @Jyotiranjan1010Liton
    @Jyotiranjan1010Liton 3 роки тому +5

    ଓଡିଶା ସରକାର ତ ନିଜ ସ୍ୱାର୍ଥ ରେ ବ୍ୟସ୍ତ ତାକୁତ ଓଡିଆ ଅଶୁଣି ଆଉ ସାଧାରଣ ଲୋକ କଣ କହିବେ

  • @ananitanarayana9504
    @ananitanarayana9504 3 роки тому +6

    Utkal Divasa ko Swadhinata Divasa pari pratek school ,collage and govt.offices lavel re palan Karina uchit
    ❤️ Utkal Day celebration should be organized same as independence day in all govt establishment ❤️
    Jai Utkal janani

    • @jaihind-i5f
      @jaihind-i5f 3 роки тому +1

      Nation First Motherland is india

    • @ananitanarayana9504
      @ananitanarayana9504 3 роки тому +2

      Yes motherland is frist , I would like to say that odia shd. be celebrated Utkal divas same as a national day for long live to odia language

    • @omnamonarayan9176
      @omnamonarayan9176 3 роки тому +1

      @@ananitanarayana9504 I don't know but My Thinking Akhand Bharat RSS

    • @ananitanarayana9504
      @ananitanarayana9504 3 роки тому

      @@jaihind-i5f I like Navniman sena , Rss and I love Nathu bhai

    • @omnamonarayan9176
      @omnamonarayan9176 3 роки тому

      @@ananitanarayana9504
      No Navnirman sena
      India Navnirman sena 🇮🇳

  • @sarmisthanitu2081
    @sarmisthanitu2081 3 роки тому +8

    Unfortunately this is the case in most of the places in Odisha. And Odisha is the only state where odias are poor and non odias residing in Odisha rich. This is a sad reality and current govt is making sure of this in all the places for votes.

  • @SauravKumar-ic4ly
    @SauravKumar-ic4ly 3 роки тому +5

    ନବୀନ ପଟ୍ଟନାୟକ (English ପଟ୍ଟନାୟକ ) ଏବଂ ପାଣ୍ଡିଆନ ହଉଛନ୍ତି ଆମ ଓଡିଶା ର ମୁଖ୍ୟ ଲୋକ ଯୋଉମାନେ କି ଓଡ଼ିଆ ଭାଷା ର ମୂଲ୍ୟ ବୁଝନ୍ତି ନାହିଁ. ସେଇପରି ଲୋକଙ୍କ ଶାସନ କାଳରେ କଣ ବା ଆଶା କରାଯାଇପାରିବ.

    • @sasmitasahu4537
      @sasmitasahu4537 3 роки тому

      👍👍👍👍

    • @krupasindhunayak699
      @krupasindhunayak699 3 роки тому

      Very good bhai

    • @omnamonarayan9176
      @omnamonarayan9176 3 роки тому +1

      Naveen Patnaik ra Motherland
      Indonesia kahiki Naveen ra Janmabhumi Indonesia
      Sethi paie Naveen Patnaik Odia language Kahuni
      AAJI THO NAVEEN PATNAIK
      NAHI ENGLISH PATNAIK

  • @jaihind-i5f
    @jaihind-i5f 3 роки тому +9

    No, Telugu Bengali Writing In Odisha
    Telugu language Eahi Distict re Lekhiba katha nuha Au Balsore re Bengali Language Lekha na Rahu.
    Seita Andhra Au West Bengal ra Language

    • @sattwikx99..
      @sattwikx99.. 3 роки тому +4

      Also No Hindi required In all across Odisha also As it is UP language
      Kintu apana Apanakn Channel ra naa Vedic Dharm deichhanti hindi re seta ବୈଦିକ ଧର୍ମ lekhantu Ame prathame nija thu arambha kariba...
      Plz bhai channel Name Change karidebe
      🙏Jay Jagannath🙏
      Jay Odisha... ❤️

  • @swadhinsahu7200
    @swadhinsahu7200 3 роки тому +2

    ଓଡିଆ କୁ ବୋକା କାହିଁକି କହନ୍ତି ଆଜି ଜାଣିଲି😭😭😭 ହେ ଜଗନ୍ନାଥ ଏମାନଂକୁ ଵୁଧ୍ଧି ଦିଅ

  • @kcmallick8320
    @kcmallick8320 3 роки тому +6

    ଏଇଥିପାଇଁ ବିଜେଡି ସରକାର ଦାୟୀ

  • @sncreations8224
    @sncreations8224 7 місяців тому

    ପ୍ରଶାସନ ଅବହେଳା ଯିଏ ଅନ୍ୟ ଭାଷା କୁ ପ୍ରଶୟ ଦେଉଛି ସେମାନଙ୍କ ପ୍ରତି ଦୃଢ କାର୍ଯ୍ୟାନୁଷ୍ଠାନ ନେବା ଦରକାର

  • @sumantakumar3165
    @sumantakumar3165 3 роки тому +20

    Are Bhai adharu adhika dist re emete chalichi baleswara re bangali ganjam gajapati rayagada telugu .nuapada re chatisigada bolangir re bi semete jhadakhandi. Au odia kahibaku gale costal area re jetekj dist seteke

    • @jaihind-i5f
      @jaihind-i5f 3 роки тому +2

      Central Govt Ra kama Sabu Language ku Procet kariba

    • @dillipkumarsabar7106
      @dillipkumarsabar7106 3 роки тому +5

      Sundargarh re ta odia loko nku odia kahibaku lajja laguchi

    • @ବିନୋଦକୁମାରବିଶ୍ଵାଳ
      @ବିନୋଦକୁମାରବିଶ୍ଵାଳ 3 роки тому +4

      Coastal odisha re hindi english aau Puri re bengali and hindi, baleswar re bengali and hindi, baripada re bengali and odia, south odisha re telugu, western odisha re hindi,tenu odia kebala mayurbhanj ra kaptipada subdivision re banchiki achhi

    • @sumantakumar3165
      @sumantakumar3165 3 роки тому +3

      @@ବିନୋଦକୁମାରବିଶ୍ଵାଳ Bhai kaptipada khali nahun au kichhi jaga achhi odiaku samman karuchanti hele 60 percent loko odia bhuligaleni

    • @sumantakumar3165
      @sumantakumar3165 3 роки тому +3

      @@ବିନୋଦକୁମାରବିଶ୍ଵାଳ Bhai tame gajapati jiba tumaku lagiba tame odisa bahare achha se sala kehi odia janiki kahunahanti

  • @jaihind-i5f
    @jaihind-i5f 3 роки тому +3

    3:56 Seita central Govt. Ra kama Bhasha ku Raksha kariba

  • @tarunraj689
    @tarunraj689 3 роки тому +6

    Raj Mahalo re paint mariba pain sarkar pakhare tanka nahin....from Gajapati Paralakhemundi

    • @sumitmohapatra359
      @sumitmohapatra359 3 роки тому

      Raj mahal ebe b govt property nuha. Raja nka property

  • @balaramgaya351
    @balaramgaya351 3 роки тому +4

    ଆଉ କିଛି ଦିନ ରହିଲେ ନବୀନ ବାବୁ ଓଡିଶା କୁ ବିକ୍ରି କରିଦେବେ ପଡୋଶୀ କୁ...

  • @krushnamayeemohanty7262
    @krushnamayeemohanty7262 3 роки тому +2

    Government only play politics , as it is the on.1 news channel pls put more importance on this topic . It's a humble request from a student ,pls🙏🙏

  • @amitarup4740
    @amitarup4740 3 роки тому +1

    Otv great

  • @santoshtbehera2864
    @santoshtbehera2864 3 роки тому +1

    Jay odisha

  • @nababarika4028
    @nababarika4028 Рік тому +1

    Baraputranku salute, govt. Should take special programmes for them

  • @RajeevkumarNayak-br2fm
    @RajeevkumarNayak-br2fm 3 роки тому +2

    Very sad 😢

  • @kishandandsena6533
    @kishandandsena6533 3 роки тому +2

    Exactly i appreciate your report.I am from Paralakhemundi .i have seen many people are speak telugu as compared to odia.even odia known person are also speak telugu.shame

    • @Pavan4054
      @Pavan4054 Рік тому

      That's good to here you should try to speak Telugu then

    • @mrexpert3707
      @mrexpert3707 5 місяців тому

      @@Pavan4054 odisha is for odias only

    • @mrexpert3707
      @mrexpert3707 3 місяці тому

      ​telugus are refugee in odisha

  • @sumantakumar3165
    @sumantakumar3165 3 роки тому +24

    Bhai tame se dokani ku pacharucha odia ra utkal divas Katha ama cm bi ta janinathibe kainki na se bi odia janinahanti

    • @sasmitasahu4537
      @sasmitasahu4537 3 роки тому +4

      Odisha government ta odia jani nahanti . Odisha ra e abasta haba ta swabhabik .

    • @rauthnial7001
      @rauthnial7001 3 роки тому +1

      Odisha re naveen Sarkaar thiba parjyanta emitika heba dekha

    • @sumantakumar3165
      @sumantakumar3165 3 роки тому +2

      @@sasmitasahu4537 jaha hau Jane ladies bi samil achhanti ama sange

    • @sasmitasahu4537
      @sasmitasahu4537 3 роки тому

      @@sumantakumar3165 Are bhai sata katha ta ea

    • @sasmitasahu4537
      @sasmitasahu4537 3 роки тому +2

      Ethire female auuu male kn . Amara odisha ra e abasta pain indirectly ame hin ta dayee

  • @rkcreationofficialtiktok9742
    @rkcreationofficialtiktok9742 3 роки тому +7

    How disgusting Paralakhemundi😭😭😭😭people
    Salute ❤️❤️to Andhara🙏🙏🙏 people

    • @sumitmohapatra359
      @sumitmohapatra359 3 роки тому +7

      Problem is odisha people don't know who krushna chandra gajapati was.... I spoke to many coastal odias.... No one has little bit of knowledge. First odisha need to give love and preference to other parts other than coastal odisha then only all of odias can unite.

  • @ekamberpradhan2653
    @ekamberpradhan2653 Рік тому

    I am proud of you because my distik is gajapati 🙏🙏 paarala Raja 🙏🙏

  • @SadguruSai-fe8bf
    @SadguruSai-fe8bf Рік тому +4

    Sir , Telugu is written by Telugu community on the boards, they are also writing in Odia in top of Telugu giving it's importance. If there is no Odia written in Odisha , you can question them. Also the Odia community is free to write in Odia on boards in AP&TS by writing Telugu on the top.

    • @ChandanGhadai-pz8jv
      @ChandanGhadai-pz8jv 6 місяців тому

      In Visakhapatnam also many temples were using Odia language for communication also Srikakulam and Ichchapuram

  • @brajakantapulaka9631
    @brajakantapulaka9631 3 роки тому +2

    Rayagada town re..... Emti bahut lekha hue...... Amo prashana bhi kichhi koriparuni.....

  • @helloswadesh
    @helloswadesh 3 роки тому +1

    ମୁଖ୍ୟମନ୍ତ୍ରୀ ତ ଓଡ଼ିଆ କହି ପାରୁନାହାନ୍ତି କି ଲେଖିପାରୁନାହାନ୍ତି। କଣ ଆଉ କହିବା

  • @sisirkumar8047
    @sisirkumar8047 3 роки тому +4

    ଦେଖିକି ବହୁତ ଦୁଃଖ ଲାଗିଲା
    ନିଜ ଭାଷାକୁ ଅନାଦର କରନାହିଁ😟

    • @sumitmohapatra359
      @sumitmohapatra359 3 роки тому +1

      Tume janicthila agaru krushna chandra gajapati nka naa... Sata kahila bhai...mu Bhubaneswar area re jete chua nku pacharichi kehi ta jani nahanti

    • @sisirkumar8047
      @sisirkumar8047 3 роки тому

      Hmm vai mu Brahmapur ru tenu mu bhala bhabare janichhi Odia bhasa au swadhinata paen tanka atulaniya balidana

  • @sumitmohapatra359
    @sumitmohapatra359 3 роки тому +5

    Problem is odisha people don't know who krushna chandra gajapati was.... I spoke to many coastal odias.... No one has little bit of knowledge. First odisha need to give love and preference to other parts other than coastal odisha then only all of odias can unite.

    • @czarsupriya2877
      @czarsupriya2877 3 роки тому +1

      ଭାଇ 100% ସତ କଥା କହିଲ

  • @jitendraswainodishaindia415
    @jitendraswainodishaindia415 3 роки тому +4

    ନବିନ ହଟାଅ ଓଡ଼ିଶା ବଥାଅ

  • @successlife6771
    @successlife6771 3 роки тому +1

    ନବୀନ ବାବୁକୁ ତ ଓଡ଼ିଆ ଜଣା ନାହିଁ ସିଏ ବା କଣ ଓଡ଼ିଆ ଭାଷାକୁ ଗୁରୁତ୍ୱ ଦେବେ

  • @Anilkumar-jg4es
    @Anilkumar-jg4es 8 місяців тому +1

    Andhra rahiki odiya kahiley kichi problem naee Odisha rahiki telugu kahiley kahiki etey puduchi. Indian govt rights deichonti nijo bhasa sikhi paribo .Without Mother tongue we are nothing .Everyone has the right to talk in his Mother Tongue

    • @ChandanGhadai-pz8jv
      @ChandanGhadai-pz8jv 5 місяців тому

      Still Srikakulam some areas of Visakhapatnam and Ichapuram use Odia language for instructions

  • @jaihind-i5f
    @jaihind-i5f 3 роки тому +5

    Namaste sada Vatasle Martubhumi
    🚩🚩🚩🚩🚩🚩🚩🚩🚩🚩🚩🚩🚩
    Rss

  • @AmitKumar-mh3eb
    @AmitKumar-mh3eb 3 роки тому +1

    ଭାଈ ମାନେ ଏଠି ଯୋଉ ମାନେ comment karicho je ଉତ୍କଳ ଦିବସ ବିଷୟରେ ଯିଏ ଜାଣିନି ତାକୁ ଚପଳ ରେ ମାରିବା କଥା ବୋଲି।
    ତମେ ମାନେ କେତେ ଜାଣିଛ Paralakhemundi ବିଷୟରେ ଆଊ ଗଜପତି ଜିଲ୍ଲା ବିଷୟ ରେ ।
    Literally ଆମେ ମାନେ ଭୁବନେଶ୍ୱର ଗଲେ , ଆମେ Paralakhemundi ର ଲୋକ କହିଲେ ସେଇଟା ଓଡ଼ିଶା ନା ଆନ୍ଧ୍ର ବୋଲି ପୋଚାରୁଛନ୍ତି ।
    ପ୍ରଥମେ ନିଜର ବିଚାର change କର ତାପରେ ଅନ୍ୟ ମାନକୁ କହିବ ।
    ନିଜେ change ହୁଅ ତାପରେ ଅନ୍ୟ କୁ କହିବ ହେଲା ।

  • @rashmiranjanparida7957
    @rashmiranjanparida7957 3 роки тому +5

    Gote katha lakhya rakhe.... Andhra pradesh hauki west bangal re ki desha ra anya state sabu kau ade odia language lekha na thae tankar nija state ra language lekha thae...but ama odisha re tourism place re bangla , telugu language ahuri anek language lekha hai thae.....ei sabu odisha govt kan pain permission dauchi...hmm tourism place ku anya state re loka asuchanti jadi tahele semana nka pain ama national language hindi or English language rakhile kichhi problem nahni...because foreigner mane english language bujhanti.....au sabu bharatiya mane hindi and english bujhanti...But ei sabu anya state manananka locality language (west bangal-Bangla,Andhra pradesh-telugu etc) ei sabu language lekhiba ku permission na diantu government....otherwise ama odia language ra odisha pain kichhi value rahibani.....sethipain ama rajya odisha, ama bhasa odia, ame bhari badhia,,ama prabhu Jay Jagannath....🙏🙏🙏🙏🙏🙏

    • @jaihind-i5f
      @jaihind-i5f 3 роки тому +2

      Bhai Telugu Bengali Ku virodh kara

    • @jaihind-i5f
      @jaihind-i5f 3 роки тому +2

      No Telugu Bengali in Odisha

    • @rashmiranjanparida7957
      @rashmiranjanparida7957 3 роки тому +2

      @@jaihind-i5f hmm...bhai...thick.....only odia language rahiba darkar odisha re....au other state or foreighner mananka pain english and hindi rahiba darkar.....au kaunasi state ra locality language ( ex of Bangali,telugu etc) odisha re jaga nahni ....

  • @premrajpadhanofficial4113
    @premrajpadhanofficial4113 3 роки тому

    Val hai 6

  • @jaihind-i5f
    @jaihind-i5f 3 роки тому +4

    Nation First Desha ku jana desha achi ta sabu achi

  • @odiamotivational831
    @odiamotivational831 2 роки тому +1

    I told I am from gajapati district. People's are asking ganjam.
    Very fun

  • @satyaprakashjena4707
    @satyaprakashjena4707 3 роки тому +1

    Bandy hutkal janani🌱🌱🌸🌱🌱

    • @deepaksamantaray9435
      @deepaksamantaray9435 3 роки тому +2

      ବନ୍ଧୁ ଦୟାକରି ଶବ୍ଦ ସଂଶୋଧନ କରନ୍ତୁ, ବନ୍ଦେ ଉତ୍କଳ ଜନନୀ

  • @binayak3207
    @binayak3207 Рік тому

    ପାରଳାଖେମୁଣ୍ଡି କୁ ପୁରା ଆନ୍ଧ୍ର ଲୋକ ହାତକୁ ନେଲେନି ଆଉ କିଛି ଓଡିଆ ଲୋକମନେ ତେଲୁଗୁ କହିବା ଆରମ୍ଭ
    କଲେ ନି

  • @sumantakumar3165
    @sumantakumar3165 3 роки тому +12

    Khali odia bhasa pacharucha gajapati dist re 90percent convert Christian achhanti Dekh sethi dharma chadideuchanti bhasa KN rakhibe

  • @SatyamBhuyan
    @SatyamBhuyan 3 роки тому +2

    05:40😍😍😍

  • @omnamonarayan9176
    @omnamonarayan9176 3 роки тому +1

    Only INDIA 🇮🇳🇮🇳🇮🇳🇮🇳🇮🇳🇮🇳

  • @Pavan4054
    @Pavan4054 3 роки тому +5

    Paralakhemundi is telugu ❤️💪

  • @maichelpani6602
    @maichelpani6602 3 роки тому

    Sabu government rules regulation odia re kara jau odisha re.

  • @HakaiEditz55
    @HakaiEditz55 3 місяці тому

    Same situation in Baleswar district of Bhograi post in chandaneswar many advertisement posters were written in Bengali😢😢😢😢😢 Odisha Government Navin Patnayak didnt took any initiative to protect Odia language during 24 years of rule

  • @akashkumardigal656
    @akashkumardigal656 3 роки тому

    Jharkhand, Saraikela kharsawan region

  • @rocky6812
    @rocky6812 3 роки тому +4

    Kebala Mg Naveen paen

  • @amarbalangir4515
    @amarbalangir4515 3 роки тому

    Same situation in Rayagada also

  • @mrdebasish6976
    @mrdebasish6976 3 роки тому +1

    Amee odia amara bhasa badhiyaa

  • @baburajstato5188
    @baburajstato5188 2 роки тому

    ୧୦ ଦିନ ହେଲା ମୁଁ ଏହି ଜାଗାରେ ଅଛି ଆଜି ବି ଅଛି ୯୦%ଲୋକ ତେଲୁଗୁ କହିଛନ୍ତି,

  • @harischandrapadhi2402
    @harischandrapadhi2402 3 роки тому +1

    Govt. Is busy for duplicate politics at Cuttack & Bhubaneswar . So who asks the pain of people staying at border areas. So sad tobe a odia.

  • @laxmanprusty3579
    @laxmanprusty3579 3 роки тому

    Same problem. Odisha and jharkhand border

  • @runusing2641
    @runusing2641 3 роки тому +1

    Comment kale ki6i kama debani aha opare padakhepa nebaku padiba ka nhi gale bada bada neta odia star anubhav

  • @sabatstore3295
    @sabatstore3295 3 роки тому +1

    Nabeen. Ta. Nije. Odia. Kahuni. Se. Kana .Janiba. Bhasa. Ra. Maryada .,,,,,,,Banjha. Ki. Jane. Prasaba. Bedana,,,,,,