Розмір відео: 1280 X 720853 X 480640 X 360
Показувати елементи керування програвачем
Автоматичне відтворення
Автоповтор
ସତରେ କାବ୍ୟର ତାତ୍ଵିକ ଏତେ ମଧୁର ଏହାକୁଅତି ନିମଗ୍ନ ଚିତ୍ତରେ ଆସ୍ଵାଦନା କଲେ ମନ ଏବଂ ପ୍ରାଣରେ ଭଗବତ ଭାବନା ଜର୍ଜରିତ ଅନୁଭବ ହେଉଛି।ଜୟ ଶ୍ରୀ କୃଷ୍ଣ।
Dhanyabad prarthana TV.
Bahut bhala prathana chenal.....
Jay shree radhamohan A Balia phar
Good n rich attempt......
O my god ki rachana 🙏🙏
Dhanya Odia❤
🙏🙏🙏🙏🙏ଅତ୍ଯନ୍ତ ତତ୍ତ୍ବ ପୂର୍ଣ୍ଣ ବ୍ଯାଖ୍ଯା ଏବଂ ଚମତ୍କାର ଗାୟନ ଶୈଳୀ । ରାଧାକୃଷ୍ଣ ଙ୍କର ଅପାର କୃପାର ପ୍ରତ୍ୟକ୍ଷ ପରିପ୍ରକାଶ। 🙏🙏🙏🙏🙏
ଉତ୍ତମ ପ୍ରୟାସ। କାହା କାନରେ ତ ଟିକେ କେତେବେଳେ ବାଜିବ।
Nischay bandhu❤
ମହା ପ୍ରଭୁ ଜଗନ୍ନାଥଙ୍କ କୃପା ରୁ ପ୍ରାର୍ଥନା ଏହି ପରି ସର୍ବ ଶ୍ରେଷ୍ଟ ସ୍ତର ରେ ଅଗ୍ରଗତି କରୁ
Pranam Guruji
Jay jaganath rabindra Bhai very good 🙏🙏🙏🌼🌼🌼
ଜୟ ଜଗନ୍ନାଥ 🙏🙏
ଜୟ ଜଗନ୍ନାଥ 🙏 🙏 🙏 🙏 🙏 🙏 🙏
ବିନମ୍ର ପ୍ରଣାମ ମୁଁ ସାହିତ୍ୟ ବିଭାଗର ଛାତ୍ର | ଏଠାରେ ସୁନ୍ଦର ଭାବରେ କାବ୍ୟକୁ ଗାନ କରାଯାଇଛି ମାତ୍ର ବୁଝାଇବାରେ ଅନେକ ବ୍ୟତିକ୍ରମ ଦେଖାଯାଇଛି | ଅନେକ ଶବ୍ଦର ଭୁଲ ଅର୍ଥ କୁହାଯାଇଛି | କ୍ଷମା କରିବେ ତ୍ରୁଟିକୁ ଧରିଥିବାରୁ 🙏
ଧ୍ୟାନ ଦିଅନ୍ତୁ ପ୍ରାର୍ଥନା କର୍ତୃପକ୍ଷ
Odia kimba sanskruta adhyapaka heithile bhala heithante
Shata re bahut sundar gita mora pasanda
ପ୍ରାର୍ଥନା ର ଏତାଦୃଶ ସାହିତ୍ୟିକ କାର୍ଯ୍ୟ କ୍ରମ ଦେଖି ମୋ ଆନନ୍ଦ ର ସୀମା ରହୁ ନାହିଁ ।
Jay Jagannatha
Jay jaganath 🙏🙏🙏🌼🌼🌼 sonice
44ନମ୍ବର ପଦ କୁ ଛାଡି ଦେଲେ ଆଜ୍ଞା 🙏🏻
ନା ରଦ ର ଅର୍ଥ, ଦାନ୍ତ ନଥିବା ଲୋକ ନାରଦ ପ୍ରସଂଗ ଏଠାରେ ଆସିବ ନାହିଁ ।
ବିଦ୍ଗଧଚିନ୍ତାମଣି ମହାକାବ୍ୟ ର ଅର୍ଥ ବୁଝାଇବାକୁ ଯାଇ ଏହାକୁ କଦର୍ଥ କରିବା ଘୋର ପରିତାପ ର ବିଷୟ। ସୁତରାଂ ଭାବଗତ ଅର୍ଥ ପରିବେଷଣ ରେ ନିଷ୍ଠାବାନ୍ ଏବଂ ଯତ୍ନବାନ୍ ହେବାକୁ ବିନମ୍ର ଅନୁରୋଧ 🙏🙏🙏🙏
ସତରେ କାବ୍ୟର ତାତ୍ଵିକ ଏତେ ମଧୁର ଏହାକୁ
ଅତି ନିମଗ୍ନ ଚିତ୍ତରେ ଆସ୍ଵାଦନା କଲେ ମନ ଏବଂ ପ୍ରାଣରେ ଭଗବତ ଭାବନା ଜର୍ଜରିତ ଅନୁଭବ ହେଉଛି।
ଜୟ ଶ୍ରୀ କୃଷ୍ଣ।
Dhanyabad prarthana TV.
Bahut bhala prathana chenal.....
Jay shree radhamohan A Balia phar
Good n rich attempt......
O my god ki rachana 🙏🙏
Dhanya Odia❤
🙏🙏🙏🙏🙏ଅତ୍ଯନ୍ତ ତତ୍ତ୍ବ ପୂର୍ଣ୍ଣ ବ୍ଯାଖ୍ଯା ଏବଂ ଚମତ୍କାର ଗାୟନ ଶୈଳୀ । ରାଧାକୃଷ୍ଣ ଙ୍କର ଅପାର କୃପାର ପ୍ରତ୍ୟକ୍ଷ ପରିପ୍ରକାଶ। 🙏🙏🙏🙏🙏
ଉତ୍ତମ ପ୍ରୟାସ। କାହା କାନରେ ତ ଟିକେ କେତେବେଳେ ବାଜିବ।
Nischay bandhu❤
ମହା ପ୍ରଭୁ ଜଗନ୍ନାଥଙ୍କ କୃପା ରୁ ପ୍ରାର୍ଥନା ଏହି ପରି ସର୍ବ ଶ୍ରେଷ୍ଟ ସ୍ତର ରେ ଅଗ୍ରଗତି କରୁ
Pranam Guruji
Jay jaganath rabindra Bhai very good 🙏🙏🙏🌼🌼🌼
ଜୟ ଜଗନ୍ନାଥ 🙏🙏
ଜୟ ଜଗନ୍ନାଥ 🙏 🙏 🙏 🙏 🙏 🙏 🙏
ବିନମ୍ର ପ୍ରଣାମ
ମୁଁ ସାହିତ୍ୟ ବିଭାଗର ଛାତ୍ର | ଏଠାରେ ସୁନ୍ଦର ଭାବରେ କାବ୍ୟକୁ ଗାନ କରାଯାଇଛି ମାତ୍ର ବୁଝାଇବାରେ ଅନେକ ବ୍ୟତିକ୍ରମ ଦେଖାଯାଇଛି | ଅନେକ ଶବ୍ଦର ଭୁଲ ଅର୍ଥ କୁହାଯାଇଛି | କ୍ଷମା କରିବେ ତ୍ରୁଟିକୁ ଧରିଥିବାରୁ 🙏