How to Identify Lord Kalki ? | Malika Bachana | Satya Bhanja

Поділитися
Вставка
  • Опубліковано 20 вер 2024
  • #Malika #KalkiAvtar #ମାଳିକା #KaliYuga #MalikaRahasya #SatyaBhanja
    Please support this channel
    with affiliate link: amzn.to/2CRl7Sp
    For Malika Book
    Visit: satyabhanja.in/
    ----------------------------------------------
    Subscribe Now:
    / satyabhanja
    Follow on us:
    Facebook: / satya.bhanja
    Twitter: / satyabhanja
    LinkedIn: / satyabhanja
    Instagram: / satyabhanja
    Dailymotion: www.dailymotio...
    Veblr: veblr.com/user...
    Website: satyabhanja.in

КОМЕНТАРІ • 293

  • @pramodnayak557
    @pramodnayak557 4 роки тому +9

    ଉପସ୍ଥାପନା ଅତ୍ୟନ୍ତ ହୃଦୟସ୍ପର୍ଶୀ

  • @tunamallik5708
    @tunamallik5708 4 роки тому +9

    Baba Apana. chinhi Parunahanti ame Sadharana Loka kemiti chinhibu

  • @Bhakti-Gitanjali
    @Bhakti-Gitanjali 9 місяців тому +1

    ଜୟ ଜଗନ୍ନାଥ, ନମସ୍କାର । ମୋର କିଛି ଅଭିଯୋଗ ଅଛି ? ବାବା ଙ୍କ ମାହାତ୍ମ୍ୟ ତତ୍ତ୍ଵ ବାଣୀ ଭିତରେ କେଶବ ଚନ୍ଦ୍ର ଗୁରୁ ହୋଇ ପାରନ୍ତି କିନ୍ତୁ ପ୍ରକୃତ କଳ୍କୀ ହେଉଛନ୍ତି ବିଶ୍ଵ ବ୍ରହ୍ମାଣ୍ଡର ସୃଷ୍ଟି କର୍ତ୍ତା ପ୍ରଭୁ ଦାରୁ ବ୍ରହ୍ମ ଜଗନ୍ନାଥ । ତାଙ୍କ ପ୍ରକୃତ ରୁପ ସ୍ୱୟଂ ମହା ବିଷ୍ଣୁ । ବର୍ତ୍ତମାନ ସ୍ଵୟଂ ଜଗନ୍ନାଥ ରାମ, କୃଷ୍ଣ ରୁପ ଏବଂ କଳି ଶେଷରେ ଦାରୁ ବ୍ରହ୍ମ ରୂପରେ ଭକ୍ତ ଙ୍କ ସଙ୍ଗେ ଲୀଳା କରୁଛନ୍ତି , କିନ୍ତୁ ମହା ଶୂନ୍ୟ ମଣ୍ଡଳରେ ମହା ଶକ୍ତି ରୂପରେ କଳା ପକ୍ଷୀରାଜ ଘୋଡାରେ ବସି ବାର ହାତ ଖଣ୍ଡା ଧରି ଅଦୃଶ୍ୟ ରୂପରେ ମ୍ଲେଛ , ପାପୀ, ଅଧର୍ମ ଅନ୍ୟାୟ ସଂହାର କରୁଛନ୍ତି ଏହା ହିଁ ନିରାଟ ସତ୍ୟ ବଚନ । କାରଣ ପ୍ରଭୁ ବିଷ୍ଣୁ ନିଜେ ସଂକେତ ଦେଇ ଛନ୍ତି । ମାୟାରେ ନ ଭ୍ରମି ଅସଲ ରୂପରେ ଦର୍ଶନ ଦେଉ ଥିବା ଚତୁର୍ଭୁଜ ଧାରି ମହା ପ୍ରଭୁ ଙ୍କ ବିନା ଆଉ କାହାକୁ ବିଶ୍ୱାସ କରିବା । ସମୟ କହିବ , ଜୟ ଜଗନ୍ନାଥ ସ୍ଵାମୀ ।

  • @LaxmidharSahoo-ei1tq
    @LaxmidharSahoo-ei1tq 4 місяці тому

    Storage of knowledge has welcome hi congratulation babaji sastanga pranamji baba

  • @bhesajkumarbhoj
    @bhesajkumarbhoj 4 роки тому +12

    Prabhu Guru ange Lila Karata,
    KESHABA name je Charamadata.Guruswami.

  • @mylifeismymessage9942
    @mylifeismymessage9942 4 роки тому +10

    ଗୁରୁଭକ୍ତି ଗୀତl (୩୧-ଛାନ୍ଦ)
    କୁଣ୍ଡି ନଗ୍ର ଗ୍ରାମେ ଜାତ ପଶୁ ପତ୍ରେ ହେବି,ବିରଜା ମଧ୍ୟରେ ନାମ କେଶବ ଭଜିବି ,କେଶବ ନାମରେ ତପ କରିବୁ ଆମ୍ଭେତ କଳକୀ ନାମ ଭଜନ ଏକାନ୍ତ ଥନେତ।ଏହି ବାଣୀକୁ ଭୁଲ ବୁଝାଉଛନ୍ତି ଏଥିରେ ଅଚ୍ୟୁତ କହୁଛନ୍ତି ଯେ ସେ ବିରାଜମଣ୍ଡଳରେ କେଶବଙ୍କୁ ଭଜନ କରିବେ ଏବଂ କେଶବଙ୍କ ନାମରେ ତପ କରିବେ ଏହି କେଶବ ନାମରେ କଳ୍କୀ ଆସିଥିବେ ଏକାନ୍ତରେ ରହି ତାଙ୍କ ନାମକୁ ଭଜନ କରିବା କଥା କହିଛନ୍ତି।

  • @prasadmajhi5559
    @prasadmajhi5559 3 роки тому +3

    🌅 ଜୟ ଜଗନ୍ନାଥ 💩 ଜୟ ପଞ୍ଚସଖା ଆବା 📚 ସୁନ୍ଦର ଅମୃତ ରସ ମହିମା 🌹 ସତ୍ୟ ସନାତନ ମହାଶୁନ୍ୟ ଗୁରୁ ଶରଣ

    • @sabitrib7320
      @sabitrib7320 Рік тому

      ଅତି ନୀଚ ମଣିଷ ତୁ ନିଶ୍ଚିନ୍ତ ତୁ ଗୋଟେ ହିନ୍ଦୁ ଧର୍ମ ହୀନ ମଣିଷ

  • @kuchindatv
    @kuchindatv 3 роки тому +6

    ହରିଜନ କୁଳେ ଜଗା
    ନର ରୂପ ଧରି ରଖିଛି ନିଘା
    ଜାଇଫୁଲ ଲୋ ।।
    ସେତ ଭକତ ଉଦ୍ଧାର ପଘା
    ଜାଇଫୁଲ ଲୋ ।।

  • @bababatagoseichanel6730
    @bababatagoseichanel6730 4 роки тому +7

    ତ୍ରାହି ପଞ୍ଚସଖା ଶରଣ

  • @ramankartik8856
    @ramankartik8856 3 роки тому +7

    Sansarare samaste kalki kalki bhaju thibe japu thibe ,sabu tirtha tirtha ,sanketik Jaga gudikare khoji bulu thile Madhya kalki Ku Jani AAU khoji paribe Nahi jete Bela paryanta kalki swayam Janaibe Nahi,bhakta bisuddha gyan bhakti aau dhyan margare hi bhagwan kalkir anubhava prapta Kari paribe. Surya udaya nahoi thiba paryanta purva Disha kouta boli Sandeh thay andharare kintu arunodaya hele Madhya purva Digar Sanket sathik bhavare Mili Jaye .surya udaya hele Madhya samasta Lok lochanku Bina praman re dristigochar Hoi Siddha hei Jaye je yahi Surya .kehi to pacharantini ki yahi Surya na aau gote alaga Surya achhi ki ,eha pare aau kete timere sei Surya ta Uday heba.....dharya rakhantu sarve,shubh karm Kari chalantu ,nischay ta timere Surya Uday heba.....hare ram Krishna....

  • @shyamshyamanujdas8628
    @shyamshyamanujdas8628 4 роки тому +6

    Baba pranam 🙏 bhala kahuchhanti,

  • @143UttamKumar
    @143UttamKumar 4 роки тому +8

    Jay Jagannath...

  • @shreevaidyanathmaharajjike3424
    @shreevaidyanathmaharajjike3424 3 роки тому +1

    Jai jagannatha maha prabhu 🥰🥰🥰🥰🥰🥰🥰🥰🥰🥰🥰🙌🙌🙌🙌🙌🙌👏👏👏👏👏👏👏👏👏👏👏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏

  • @mitrabhanunaik9415
    @mitrabhanunaik9415 5 місяців тому

    Jai jagannath swami Jai pancha sakha

  • @kuchindatv
    @kuchindatv 3 роки тому +4

    ଅଚ୍ୟୁତାନନ୍ଦ ଦାସ ଙ୍କ
    ଉଦ୍ଧବ ଚଉତିଶା--
    ସମ୍ବଳ ନଗ୍ରରେ ହରିଜନ ଘରେ
    ଲୀଳା କରୁଥିବେ ହରି
    ନାମ ହୋଇଥିବ କେଶବ ସୁନ୍ଦର
    ଜଗତେ ପଡ଼ିବ ହୁରି
    ବ୍ରହ୍ମା,ଗାୟତିରୀ ଯହିଁରେ ପାବଛ୍ଛ
    ବେଦ ରହିଛି ଦୂଆରେ
    ହରି,ରାମ, କୃଷ୍ଣ ଆଳଟ କରନ୍ତି
    କି ଉପମା ଦେବି ତାରେ
    🙏🙏🙏🙏🙏🙏🙏🙏🙏🙏

    • @dayasagardayasagar755
      @dayasagardayasagar755 2 роки тому

      ଏମିତି ଅନେକ ଅନେକ tampering ଚଉତିଶା market re ମିଳୁଚି
      ଏହା କେବେ ପ୍ରାମାଣିକ ତଥ୍ୟ ନୁହଁ

  • @monk098
    @monk098 Рік тому +2

    Jay Jagannath ❤️🙏
    Jay shree Ram ❤️🙏
    Jay shree krishna ❤️🙏
    Jay hanuman ❤️🙏
    Jay mahakal ❤️🙏

  • @ashokjena5932
    @ashokjena5932 2 роки тому

    🙏🙏🌺🌺ଜୟ ଜଗନ୍ନାଥ ସ୍ବାମୀ ନୟନ ପଥ ଗାମୀ ଭବ ତୁମେ 🌺🌺

  • @ajaysamal1195
    @ajaysamal1195 4 роки тому +3

    Jai jagannth

  • @bibhutibhusansamantaray7824
    @bibhutibhusansamantaray7824 2 роки тому +1

    Om namah shivay

  • @trinathapadhi
    @trinathapadhi 3 роки тому +2

    Jay Jagannath ❤️❤️❤️❤️🙏🙏🙏🙏

  • @poojabarik2421
    @poojabarik2421 Рік тому

    Jay jaganatha 🙏🙏🙏

  • @jaysrirambulurakhal8555
    @jaysrirambulurakhal8555 3 роки тому +1

    ଜୟ ଜଗନ୍ନାଥ ସ୍ବାମୀ ଜୟ ପଞ୍ଚସଖା ସ୍ବାମୀ ଜୟ

  • @Bhakti-Gitanjali
    @Bhakti-Gitanjali 10 місяців тому

    ଜୟ ଜଗନ୍ନାଥ, ବାବାଙ୍କୁ ମୋର ସାଦରେ ପ୍ରଣାମ । ମୋର i କିଛି ଅଭିଯୋଗ ଅଛି ; ମହା ପ୍ରଭୁ ଜଗନ୍ନାଥ ଜଣେ ସାଧାରଣ ଭକ୍ତ ଙ୍କ ଘଟରେ ଆଶ୍ରୟ ନେଇ ଲୀଳା ଖେଳା କରୁଛନ୍ତି । ତାଙ୍କ ପ୍ରକୃତ ରୁପ ଦାରୁ ବ୍ରହ୍ମ କିନ୍ତୁ ତାଙ୍କ ମହାଶକ୍ତି ଭକ୍ତ ଙ୍କ ଅଙ୍ଗରେ ଥାଇ ଲୀଳା କରୁଛନ୍ତି । କାରଣ korona ପରି ମହାମାରୀ ସେ ଭକ୍ତ ଙ୍କ ଉପରେ କଷଣ ପଡ଼ିଥିଲା ଏବଂ ସେ ଭକ୍ତ ଆତୁର କଣ୍ଠ ରେ ପ୍ରଭୁ ଜଗନ୍ନାଥ ଙ୍କୁ ପ୍ରାର୍ଥନା କରି ଥିଲେ । ଏହାର ପାଞ୍ଚ ଦିନ ଭିତରେ ମହା ମାରି ସାରା ବିଶ୍ଵ ଦୋହଲାଇ ଥିଲା । ଦ୍ବିତୀୟତଃ ଋଷ ଘରେ ଚୁଲି ଭାଙ୍ଗିଲା ଦୁର୍ବୃତ୍ତ ତା ପରଦିନ ହିଁ ପ୍ରଭୁ ଶ୍ରୀମନ୍ଦିର ରତ୍ନ ସିଂହାସନ ତ୍ୟାଗ କରି ଛନ୍ତି । ଯାହା ଫଳରେ ଶ୍ରୀମନ୍ଦିର ରେ ନାନା ଅଘଟଣ ଘଟୁଛି ଏବଂ ସାରା ବିଶ୍ୱରେ ମହା ମହା ବିଭ୍ରାଟ ଦେଖାଯାଉ ଅଛି । ପ୍ରଭୁ ଦାରୁ ରୂପେ ଭକ୍ତ ଙ୍କ ସଙ୍ଗେ ଲୀଳା କରୁଛନ୍ତି ଏବଂ ଅଦୃଶ୍ୟ ମହାଶକ୍ତି ରୂପେ ଅଧର୍ମ, ଅନ୍ୟାୟ ସଂହାର କରୁଛନ୍ତି ଏହା ହିଁ ପରମ ସତ୍ୟ ସତ୍ୟ ତ୍ରିବାର ସତ୍ୟ । କଳ୍କୀ ଙ୍କୁ ଚିହ୍ନିବା ଏତେ ସହଜ ନୁହେଁ । ଭକ୍ତର ଭକ୍ତି ଜାଣି ସେ ଦର୍ଶନ ଦିଅନ୍ତି ।

  • @trailokyanathkhatua2139
    @trailokyanathkhatua2139 4 роки тому +10

    ବହି ପଢୁଛନ୍ତି ଭଲକରି ବୁଝନ୍ତୁ ତା ପରେ ବୁଝାନ୍ତୁ । ନିଜେ ନାବୁଝି ଅନ୍ୟ ମାନଙ୍କୁ ବୁଝାଇଲେ ଯାହା ହୁଏ........
    ଅପଣ ଯେମିତି ସବୁ ବୁଝାଉଛନ୍ତି ସେଇ ଅନୁସାରେ ଠିକ୍ ସମୟରେ ଠିକ୍ ଘଟଣା ମନ ଘଟୁନି କାହିଁକି ନା ଆପଣ ଠିକ୍ ସେ ମାଳିକାରଚନାରେ ଲେଖା ସମୟ କୁ ଜାଣିନାହାନ୍ତି ।
    ଯଦି ଆପଣ ଭାବୁଛନ୍ତି ଜାଣିଛନ୍ତି ସବୁ ଘଟିଲା ପରେ କାହିଁ ଜଣାଉଛନ୍ତି ଆଗରୁ ଜଣେଇ ଦିଅନ୍ତୁ ଅତିକ୍ ତାରିଖରେ ଏଇଆ ଘଟିବ ।
    ଆପଣ ମାଳିକା କହୁଛନ୍ତି -
    ମାଳିକା କଣ ?
    ତା ନା ମାଳିକା କାହିଁ ହେଲା ?
    ମା - ଳି - କା
    ଏଇ ୩ ଟି ଅକ୍ଷର ବୁଝନ୍ତୁ ତା ପରେ ମାଳିକା ବୁଝେଇବେ ।

    • @deepaknahak2966
      @deepaknahak2966 3 роки тому

      ଭାଇ ଆପଣଙ୍କ କଥା ଠିକ କିନ୍ତୁ ଭଲ କରିଦେଖନ୍ତୁ
      ମା -ଳି - କା - କାଳିମା ମା ଠାରୁ ମାୟା କାଟିଲେ
      ଭେଟ ପରମ ମଠ ଏଥିରେ ସବୁ ଅଛି ଯଦି ଆପଣ
      ବୁଝି ପାରିବେ ବହୁତ ଭଲ ଏକ ଅକ୍ଷର ରାକ୍ଷସ ଏକ ଅକ୍ଷର ଠାକୁର କିଏ ....... କ୍ଷମା କରିବେ ଭାଇ
      ଜୟ ଶିବ ଶଙ୍କର

  • @saumyapanigrahi1717
    @saumyapanigrahi1717 3 роки тому +5

    Love, Empathy and Compassion

  • @କରୁଣାକରନାୟକ
    @କରୁଣାକରନାୟକ 4 роки тому +2

    ଜୟ ଜଗନ୍ନାଥ

  • @seemapatra9773
    @seemapatra9773 Рік тому

    Babapranam🙏

  • @rameshjena9553
    @rameshjena9553 4 роки тому +7

    ବାବା ପ୍ରଣାମ, ଯଦି କେଶବ କଳ୍କୀ ନୁହନ୍ତି, ତେବେ ଜଗନ୍ନାଥ ଦାଶ , କଳି ଭବିଷ୍ୟ ମାଳିକାର ୪ର୍ଥ କାହାଣୀରେ କାହିଁକି ଲେଖିଲେ । କ'ର ନିୟମ କଳକୀ ଦେବ କଳାଗିରି ଠାରେ ଶୁଦ୍ର କେଶବ , ଆପଣ ଏତେ ମାଳିକା ନାଁ କହିଲେ ଏ ମାଳିକା ବିଷୟରେ କିଛି କହିଲେ ନାହିଁ ଯେ ?

  • @bisuddhakhandagiri4430
    @bisuddhakhandagiri4430 3 роки тому +1

    Jay jagannath

  • @priyabratapradhan4539
    @priyabratapradhan4539 3 роки тому +1

    Jay jagarnnath 🙏 🙏 🙏 🙏

  • @jaysrirambulurakhal8555
    @jaysrirambulurakhal8555 4 роки тому +1

    ଜୟ ଜଗନ୍ନାଥ ସ୍ବାମୀ

  • @minatimarndi192
    @minatimarndi192 3 роки тому +1

    Jay Jagannath swami 🌼🌼🌼🙏🙏🙏🙏🙏🙏🙏

  • @hemtoshmusicproduction5302
    @hemtoshmusicproduction5302 4 роки тому +6

    Kalki Bhagwaan bisayre jaha bi barnita achhi samasta bistruta bhabe upastapnaa kale bahut bhala huanta.

    • @adyasatyayug6848
      @adyasatyayug6848 4 роки тому +2

      ପ୍ରଭୁ ଜନ୍ମ ହୋଇ ସାରିଛନ୍ତି ତାକଂର ୧୩ବର୍ଷ ହେଲାଣି।

    • @raghunandansahoo1438
      @raghunandansahoo1438 3 роки тому

      @@adyasatyayug6848Bhai tame kemiti Janila?

    • @adyasatyayug6848
      @adyasatyayug6848 3 роки тому

      @@raghunandansahoo1438 contact no diyantu kahi debi details

  • @urmilasahoo5807
    @urmilasahoo5807 3 роки тому +1

    Pranam Baba 🙏🙏

  • @gerahera9058
    @gerahera9058 Рік тому

    Jay shree gagannath 😊❤️‍🔥🙏🏻🕉🚩

  • @maheshkumarmahali
    @maheshkumarmahali 4 роки тому +17

    ପଢା ଜ୍ଞାନୀ ସବୁ ହେବେ ବାୟା....☺️☺️..ତତ୍ୱ ଜାଣିଲେ ତୁଟେ ଭ୍ରାନ୍ତି,ଭବ ସାଗରୁ ତରି ଯାଆନ୍ତି .
    ଆଉ ଏମାନେ ଯାଜନଗ୍ର କୁ ଯାଜପୁର ଭାବି ଭ୍ରମ ରେ ପଡୁଛନ୍ତି ।
    ରାମାୟଣ ସାରିଲାଣି,ସୀତା ମାଈ କି ଅଣ୍ଡିରା ଖୋଜା ଚାଲିଛି।
    ଦୁଇ ଦଶୁ ପ୍ରତିପଦା ଫେଡ଼ିବ,ବାଣ ପରେ ବାଣ ବସାଇ ଦେବ।
    ଫିରିଙ୍ଗି ଅଂକରେ ମସିହା ଥିବ,କଳି ଅବତାରଙ୍କ ଅଭିର୍ବାବ ।
    କଳି ଠାକୁର 1955 ରୁ ଆସି 2015 ରେ ଯାଇ ସାରିଲେଣି, ସେ ତାଙ୍କର ସ୍ତୁଳ କାମ ସାରିକି ଯାଇ ସାରିଲେଣି ,
    ଆଉ ଏମାନେ ତାଙ୍କର ଅପେକ୍ଷା ରେ ବସିଛନ୍ତି ,କେବେ ଆସିବେ......☺️☺️☺️ହସ ଲାଗୁଛି।
    1)(ଅଚ୍ୟୁତ ଭବିଷ୍ୟ ନିଦାନ ମାଳିକା)
    ପଞ୍ଚବିଂଶ ରେ ପଦୀକା କୁ ଯୋଖ,
    ତାପରେ ତେତ୍ରୀସ ଦେଇଣ ଲେଖ ,
    ଉର୍ଢ଼େ ଚନ୍ଦ୍ର ବିନ୍ଦୁ ଦେଇଯେ ।
    ସିଉକି ମାତ୍ରା ତା ଦକ୍ଷିଣେ ଦେବୁ,
    ସେହି ଠାରେ ମୋର ଖେଳ ଦେଖିବୁ।
    2) (ଅଚ୍ୟୁତ ଚକଡ଼ା ମଡ଼ାଣ ସଦର୍ଜମା ମାଳିକା)
    ନୀଳାଦ୍ରି ଠାରୁ ଯାଜପୁର ଯାଏ ଅନନ୍ତ ଶୟନ ସ୍ଥାନ,
    ଛତିଆବଟରୁ ପାରାଦୀପ ଯାଏ ଉଦେ ବୋଲି ଏହା ଜାଣ।
    ଏହି ଦୁଇଟି ଶ୍ଳୋକ କୁ ଭେଦ କରି ଯାହା ଉତ୍ତର ବାହାରିଲା, ସେ ସ୍ଥାନ ରେ ପହଞ୍ଚ ଯଦି କଳି ଠାକୁରଙ୍କୁ ଜାଣିବାର ଇଚ୍ଛା
    ଠାକୁର ତାଙ୍କ କାମ ସାରି ଗଲେଣି,
    ଏବେ କେବଳ ପ୍ରଳୟ କୁ ଅପେକ୍ଷା

    • @radhikasakhi2380
      @radhikasakhi2380 4 роки тому +1

      Pralaya kebe heba

    • @maheshkumarmahali
      @maheshkumarmahali 4 роки тому +7

      ପ୍ରଳୟ କେବେ ବି 5 -10 mnt ପାଇଁ ହୁଏନି, ଏହା ଗୋଟେ ପ୍ରକ୍ରିୟା, ଓ ଦୀର୍ଘ କାଳୀନ, ଓ ତାହାର ଆରମ୍ଭ ତ 1999 ମହା ବତ୍ୟା ଠୁ ଅରମ୍ବ ହେଇ,ସୁନାମି ଭୂମିକମ୍ପ, ରୋଗ ବ୍ୟାଧି ଇତ୍ୟାଦି, step by step ଧୀରେ ଧୀରେ ତୀଵ୍ର ହେବାକୁ ଯାଉଛି। ତେଣୁ ଆମେ ପ୍ରଳୟ ସମୟ ର ଦ୍ରଷ୍ଟା ବୋଲି ଭାବି ବାକୁ ପଡିବ, ଆଉ ଆଗକୁ ଥିବା ଘଟଣା ଦୁର୍ଘଟଣା ଗୁଡିକୁ ଦେଖିବାକୁ ଥିବା କି ନ ଥିବା ସେ କଥା କଳି ଅବତାର ଜାଣନ୍ତି

    • @bhesajkumarbhoj
      @bhesajkumarbhoj 4 роки тому +4

      Bhai Guruswami

    • @jayantisamal3397
      @jayantisamal3397 4 роки тому +3

      @@maheshkumarmahali right brother .

    • @meghanandasahoo8344
      @meghanandasahoo8344 4 роки тому +5

      ଉପଯୁକ୍ତ ସଠିକ୍ ପ୍ରମାଣ ଦେଇଛନ୍ତି।ଅଶେଷ ଅଶେଷ ଧନ୍ୟବାଦ।ଆମର ଓହୋଭାଗ୍ୟ ଶ୍ରୀକେଶବଚନ୍ଦ୍ରକୁ ଚର୍ମଚକ୍ଷୁରେ ଦର୍ଶନ କରି କୃପାଭିକ୍ଷା କରିଛୁ।ତାକଂ କିଏବା ମାପିବ,ଅମପା ଠାକୁର 🙏

  • @Hemantkumar-mf7kj
    @Hemantkumar-mf7kj 4 роки тому +2

    JAY JAGANNATHA SWAMI

  • @rajalaxmipanda151
    @rajalaxmipanda151 3 роки тому +1

    jay jay jagannath🙏

  • @laxmipriyamohanta7638
    @laxmipriyamohanta7638 3 роки тому +2

    Samobolo nagaro goyare kohile baba... Prakutare samobolo nagaro kouthi occhiii??? Baba jani cchonti na????

  • @ajaykumarlenka1669
    @ajaykumarlenka1669 3 роки тому

    Jai jagarnatha swami nayan patha gami bhaba tume

  • @LaxmidharSahoo-ei1tq
    @LaxmidharSahoo-ei1tq 4 місяці тому

    Omjày sri achyuta only from biroja mandalara from balesore

  • @sasmitanayak4043
    @sasmitanayak4043 4 роки тому +3

    🙏Jay Jagannath🙏

  • @rajendrakumardash3623
    @rajendrakumardash3623 3 роки тому +1

    Hare Krishna

  • @mousumiswain5611
    @mousumiswain5611 3 роки тому +1

    Jay jagannath 🙏🙏🙏🙏🙏🙏

  • @krutibasmohapatra825
    @krutibasmohapatra825 3 роки тому +4

    ବାବା ବିରଜା କ୍ଷେତ୍ର ରେ ହେବେ କିନ୍ତୁ ବ୍ରାହ୍ମଣ ଘରେ ନୁହେଁ ବିଷ୍ଣୁ ଭକ୍ତ ଘରେ ହେବେ ଆଉ କ୍ଷୀର ସିନ୍ଧୁ ନଦୀ କୂଳରେ ଜଣକ ଘରେ ଜନ୍ମ ହେବେ

    • @monalisabehera2372
      @monalisabehera2372 2 місяці тому

      Even Kalki bhagwan tanka mata Sumati na ki padma, padma tanka Patni nka nama

  • @jagannathbala6056
    @jagannathbala6056 3 роки тому +1

    Jay Jagannath🙏🙏🙏

  • @meghanandasahoo8344
    @meghanandasahoo8344 4 роки тому +8

    କେଶବ ଚନ୍ଦ୍ର ଯଦି କଳ୍କୀ ନୁହଁନ୍ତି, ତେବେ ଜଗନ୍ନାଥ ଦାସ ତାଙ୍କ କଳି ଭବିଷ୍ୟ ଚତୁର୍ଥ କାହାଣୀରେ କାହିଁକି ଲେଖିଲେ -
    କ'ର ନିୟମ କଳକୀ ଦେବ
    କଳାଗିରି ଠାରେ ଶୁଦ୍ର କେଶବ
    ଆପଣ ଏତେ ମାଳିକା ନାମ କହିଲେ, ଏହି ମାଳିକା ନାମ ଟି କହିଲେ ନାହିଁ ଯେ ?

    • @meghanandasahoo8344
      @meghanandasahoo8344 4 роки тому +3

      @@swarnakhetratv ଡରୁଛନ୍ତି ତ କଥା ସତ୍ୟ ତାଭିତରେ ଜାତିଆଣମନୋଭାବଟି ହୃଦୟରେ ଜମାଟ ବାନ୍ଧିଛି ନା ଭାଇ।ଜାତିଧର୍ମ ବର୍ଣ୍ଣ ନିର୍ବିଶେଷର ରେ ବସୁଧୈବକୁଟୁମ୍ବକଂ ର ମନୋଭାବ ସୁଦୃଢ ହେଇନି।ଗୁରୁସ୍ୱାମୀ ରାଜୁ ଭାଇ🙏

    • @meghanandasahoo8344
      @meghanandasahoo8344 4 роки тому

      @@swarnakhetratv ଗୁରୁସ୍ୱାମୀ ପ୍ରିୟ ଭାଇ।🙏🙏🙏

    • @dayasagardayasagar755
      @dayasagardayasagar755 2 роки тому

      @@swarnakhetratv
      ଆଉ କିଛି ନା ...
      ଯେତେ ଯାହା କହି ବୋବାଳି ହେଲେ ବି
      କିଛି ଲାଭ ନାହିଁ ରେ ..

    • @dayasagardayasagar755
      @dayasagardayasagar755 2 роки тому

      @@swarnakhetratv
      ଯେମିତି ଯତୀ ପାଦ ରେ ଲେଖି କୁତୁ କୁତୁ ହଉଚୁ ନା ....!!
      ତୋତେ ପଣ୍ତିତପ୍ରବର କହି ସାହିତ୍ୟ ଏକାଡେମୀ ଦ୍ୱାରା ପୁରସ୍କାର ପ୍ରଦାନ କରାଯିବ . ....

    • @dayasagardayasagar755
      @dayasagardayasagar755 2 роки тому

      @@swarnakhetratv
      ପାଠ କମ୍ କୁ ବସ୍ତାନି ବେଶୀ
      ବୋବାଳି ରଡ଼ି ରେ ହଉଚୁ ଖୁସି ...!!
      ମନେରଖ ବାଇଧନ ....!!
      ଯେତେ ଯାହା କହି ପ୍ରଳାପ କରିଲେ
      ତମ୍ବା ନୁହଇ ସୁବର୍ଣ୍ଣ ...!!
      ***
      ତତେ, ଏମିତି ଏତେ ସହଜରେ ମାଫ୍ ଦେବି ନି ରେ ମେଣ୍ଢା ... ତୁ ମୋତେ ଦୂରରୁ ଦେଖୁଚୁ ..
      ନିକଟରେ ରେ ଦେଖିଲେ ତୁ ମୋତେ ଜାଣିବୁ ..
      ମୁଁ... କିଏ ....??

  • @nrusinghbarik1989
    @nrusinghbarik1989 4 роки тому +1

    Jay Jagannath swami 🙏🙏🙏

  • @pankajpatnaik7191
    @pankajpatnaik7191 3 роки тому +1

    Jay jaganatha Swami nayanpathagami

  • @saumyapanigrahi1717
    @saumyapanigrahi1717 3 роки тому +9

    Love him selflessly and believe in him.

    • @dineshtyagi4855
      @dineshtyagi4855 3 роки тому

      I could not understand due to non odiya from delhi. My brother could u pl. Tell or write what is he told. Jai jangan nath. I am aslo kalki devotee like you. Jai jagan nath ji.

    • @supravasahoo35
      @supravasahoo35 3 роки тому

      @@dineshtyagi4855 he said that near Jajpur a district in Odisha god will take birth as kalki..

  • @madanmishra9916
    @madanmishra9916 3 роки тому

    Jay Jagannath. Jay Kalki madhab🙏🙏🙏🙏🙏

  • @bighneswarmohanty2760
    @bighneswarmohanty2760 3 роки тому

    ଜୟ ଜଗନ୍ନାଥ 🙏🙏🙏

  • @prafullasahu152
    @prafullasahu152 3 роки тому +2

    ॐॐॐ

  • @souvagyaranjanmallik8943
    @souvagyaranjanmallik8943 2 роки тому

    Jay Jagannath 🙏🙏🙏 Jay panchasakha 🙏🙏🙏

  • @niranjanparida-ld6ld
    @niranjanparida-ld6ld Рік тому

    Babanku pranam, baba sambal grama keunthi apana janichantiki sambalagrama keunthi, baba aaugotia katha asuchi Harihara grama dayakari tikejanantu,

  • @qi82
    @qi82 3 роки тому

    Jay shree jagannatha

  • @anilahuja5579
    @anilahuja5579 3 роки тому +7

    Jai Shree Madhav 🙏🙏🙏 can someone please translate in hindi 🙏🙏🙏

  • @sekharsambitdhal8915
    @sekharsambitdhal8915 3 роки тому

    Jay jagarnath 🙏🙏🙏 jay Kalki

  • @kedarnathlive1960
    @kedarnathlive1960 4 роки тому +3

    ମୋର ଧାରଣା ଥିଲା ଆପଣ ମାଳିକା ବିଷୟରେ କିଛି ଜାଣି ଛନ୍ତି ହେଲେ ..... ଛାଡ଼ନ୍ତୁ ଆପଣ ତ କିଛି ଜାଣି ନାହାନ୍ତି ବୁଝେଇ କଣ..... କଲା ଗିରି କୋଉଠି,,, ସମ୍ଭବ ନଗ୍ର କୋଉଠି, ଶୁଦ୍ର କେଶବ ଅର୍ଥ କଣ

    • @mylifeismymessage9942
      @mylifeismymessage9942 4 роки тому +1

      Right ଭାଇ।ମାଳିକା ପ୍ରଚାର ଏତେ ମାତ୍ରାରେ ଭୁଲ କରୁଛନ୍ତି।ସାଧାରଣ କଥା ମଧ୍ୟ ବୁଝିପାରୁ ନାଁହାନ୍ତି।ଲୋକ ଙ୍କୁ କଣ?ବୁଝେଇବେ ।ଆପଣ ତ କହୁଛନ୍ତି ମହୁରରେ ପ୍ରଭୁ ଲୀଳା କରିବେ ତେବେ ମହୁରା କୋଉଠି ଜାଣିବା ଦରକାର-ମହୁରା ଶାସନ ନାମ ମାହାଙ୍ଗା ଯେ ଘର ବ୍ରହ୍ମ ଅଣ ଅକ୍ଷରରୁ କେଶବ ଙ୍କ ଘର।

  • @srutikantamohanty6479
    @srutikantamohanty6479 4 роки тому +9

    Guruswami,apan prabhu keshabnarayan nku janibaku chesta karantu janiparibe

    • @bharatchandrabarik4000
      @bharatchandrabarik4000 4 роки тому +3

      Right

    • @bhesajkumarbhoj
      @bhesajkumarbhoj 4 роки тому +3

      Guruswami.thik kahichhanti bhai

    • @jayantisamal3397
      @jayantisamal3397 4 роки тому +2

      Keshab chandra kie ? tankar janma kouthi?

    • @bharatchandrabarik4000
      @bharatchandrabarik4000 4 роки тому +2

      @@jayantisamal3397 video ta full dekha

    • @dayasagardayasagar755
      @dayasagardayasagar755 4 роки тому +1

      always in mind ...
      ଯେବେ ସତ ଟା ଶୁଣିବ ..
      ଖାଲି ଅସହ୍ୟ ତାପପ୍ରବାହ ସହ ମୁଣ୍ଡ ବ୍ୟଥା ହବ ଓ ଦେହ ଥରା ରୋଗ ବି ହେଇପାରେ ..

  • @santoshkumarpradhan9003
    @santoshkumarpradhan9003 4 роки тому +4

    Omm gurudebayah namaha omm Shakti maa omm namaha bhagabate Basudevayh namaha omm Shree Shree Shree satya Ananta Madhaba namaha Jai panchasakha jai jaganatha trahi achuyta saranam trahi jaganatha saranam

  • @satyaprakashsahoo5011
    @satyaprakashsahoo5011 4 роки тому +2

    Jai Shree Satya Ananta Madhaba KalkiRam 🙏 🙏🙏 🙏

  • @LaxmidharSahoo-ei1tq
    @LaxmidharSahoo-ei1tq 4 місяці тому

    Omsri jagannath ayate namoh namah Jay achyuta Jay panchasakha omsanti hariom tatta satta omsanti welcome hi congratulation ❤jay premsagar babaji sastanga pranamji baba

  • @priyankavlogs5863
    @priyankavlogs5863 3 роки тому

    Jay jagarnath 🙏🏻🙏🏻🙏🏻

  • @subhalaxmi2597
    @subhalaxmi2597 3 роки тому

    Jay jaganatha

  • @mukeshmohanta1221
    @mukeshmohanta1221 3 роки тому

    Jay jagannaatha

  • @balarampradhan5760
    @balarampradhan5760 2 роки тому

    Ram🙏🕉️⚛️

  • @barajabandhusahoo8401
    @barajabandhusahoo8401 2 роки тому

    🙏🙏JAY JAGNNATH SWAMI 🙏🙏

  • @sudammajhi1578
    @sudammajhi1578 3 роки тому

    Right guruji

  • @biswaranjanpaul2923
    @biswaranjanpaul2923 3 роки тому +1

    True

  • @mrdash4761
    @mrdash4761 Рік тому

    My village jajpur....plz jajpur sambala gan ra location share karantu mu jaiiki meet karibi

  • @raghunathsutar5979
    @raghunathsutar5979 3 роки тому +1

    Bhai sambala village visit kara kichhi na kichhi clue mili ba

  • @gaytribikky4962
    @gaytribikky4962 4 роки тому +5

    Kalki bhagwan odisha mai janam le chuke hai jai shri satya ananta madhaba kalkiram prahbu ki jai mai bikky prahbu ka naukar

  • @barajabandhusahoo8401
    @barajabandhusahoo8401 2 роки тому

    🙏🙏JAY PANCHA SAKHA 🙏🙏

  • @kedarnathlive1960
    @kedarnathlive1960 4 роки тому +3

    ବାବା ପ୍ରଣାମ, ଆପଣ ମାଳିକା ରେ ଲେଖା ଥିବା ଶବ୍ଦ ଅର୍ଥ କୁ ନିଜେ ବୁଝନ୍ତୁ , ଯଦି ନ ବୁଝି ପାରୁଛନ୍ତି ସଦଗୁରୁ ର କୃପା ଲାଭ କରନ୍ତୁ ତାପରେ ବୁଝିବେ ତତ ସହିତ ଅନ୍ୟ କୁ ବୁଝାଇବେ , ୟାଡୁ ସାଡ଼ୁ କଥା କହି ଲୋକ ମାନଙ୍କୁ ଭ୍ରମିତ କରନ୍ତୁନି l ଆପଣ ଜଣେ ସାଧୁ ହୋଇ କଳ୍କୀ ଅବତାର କୋଉଠି କେବେ ହବ ଆପଣ ଜାଣି ପାରୁ ନାହାନ୍ତି, ଯୋଉ ମାଳିକା ବିଷୟରେ ଆଲୋଚନା କରୁଛନ୍ତି ସେଥିରେ ଗଦା ଗଦା ପ୍ରଣାମ ଅଛି, ତାହା ହେଲେ ଆପଣ କି ମାଳିକା ଜାଣିଛନ୍ତି, ଜଗନ୍ନାଥ ଦାସ କୃତ କଳିଯୁଗ କାହାଣୀ ରେ ସ୍ପଷ୍ଟ ଲେଖା ଅଛି କେଉଁ ଜିଲ୍ଲା, କଳ୍କୀ ଙ୍କ ପ୍ରଥମ ଅକ୍ଷର କଣ ଉଲେଖ ଅଛି.. ମୋର କହିବା କଥା ସଦଗୁରୁ ର ଆସିବ ନ ହେଲେ ଆପଣ ଙ୍କ ଭଳି ଚିତା ଚୈତନ୍ୟ ମାରି ବୁଲୁଥିବା ବାବା ମାଳିକା ରେ ଲେଖା ଥିବା ଶବ୍ଦ ର ଅର୍ଥ ବୁଝି ପାରିବେନି.... ଲୋକ ହସl ହେବେ

  • @nareshdash3796
    @nareshdash3796 2 роки тому +1

    Mlechha. nibah nidhane ....

  • @nirmalashaoo2284
    @nirmalashaoo2284 2 роки тому

    At the malika Santa period this situation of odisha was very danger.

  • @amulyakumarbarik1981
    @amulyakumarbarik1981 4 роки тому +1

    ଜୟଶ୍ରୀ ସତ୍ୟ ଅନନ୍ତ ମାଧବ ନମଃ

  • @rasmiswain8196
    @rasmiswain8196 3 роки тому +1

    Is Kalki valid only for Odisha ? What will happen for rest of the world ? And what will happen for other religion ?

    • @bijayvanuraj655
      @bijayvanuraj655 2 роки тому

      ua-cam.com/video/Xq4Kh6tsINc/v-deo.html

    • @bijayvanuraj655
      @bijayvanuraj655 2 роки тому

      Open the link and if you know odia then can get the Idea and philosophy behind 🙏🙏

  • @skygod2926
    @skygod2926 3 роки тому

    Jay gurudev premsagar Baba arakhit dash
    Jay shree ram ram
    Jay Jagannatha
    Jay panchasakha
    Jay achuta ram
    Jay kalkiram
    Jay matadi
    Jay Sanatan Dharma
    Mo pranam grahan karantu 🙏🙏

  • @pinakiprasadsingh3605
    @pinakiprasadsingh3605 3 роки тому +1

    Website not working , କେମିତି ଆପଣଙ୍କୁ contact କରିବୁ ?

  • @saumyapanigrahi1717
    @saumyapanigrahi1717 3 роки тому +1

    If you have any doubt or any fear; ask him clearly, he will take away all your fear.

  • @pradeepmohapatrakumar6229
    @pradeepmohapatrakumar6229 3 роки тому +1

    Ram, Krishna, jisu je kehi be asichanti se samayare taku kehi be bhagaban boli mani nahati but caligal Pare loka se bhagabn boli januchanti. Tume kn maha pandita kalijuga re tume bhagaban ku chineba.

  • @ajitbehera5079
    @ajitbehera5079 3 роки тому

    Nana muni Nana mata

  • @laxmipriyamohanta7638
    @laxmipriyamohanta7638 3 роки тому

    Baba purbu probochono re kn kohithile??? Samobolo nagori kouthi occhi mone oochi na nayi mo???

  • @Akm.854
    @Akm.854 3 роки тому +2

    ଆଗକୁ ସମୟ ଆସୁଛି ସବୁ କିଛି ସ୍ପଷ୍ଟ ହେଇଯିବ କିନ୍ତୁ ଯାହା ମୁ ଜାଣିଛି ଯଦି ପ୍ରକାଶ ନ କରେ ତେବେ ଭବିଷ୍ୟତ ରେ ମୁ ଦୋଷୀ ହୋଇଯିବି l
    କଳି ଯୁଗରେ ବିଗତ ଚାରି ଯୁଗର ମୀମାଂସା ସୂତ୍ର ନେଇ ପୂର୍ଣ୍ଣ ପରଂବ୍ରହ୍ମ ଗୁରୁ ଅଙ୍ଗରେ କଟକ ମାହାଙ୍ଗା ରେ କ୍ଷିତିଜ୍ୟୋତି ଆଶ୍ରମ ପ୍ରତିଷ୍ଠା କରି ବିଶ୍ୱରେ ସନାତନ ଧର୍ମ ର ପ୍ରତିଷ୍ଠା ପାଇଁ ଅବତାର ନେଇ ସାରିଛନ୍ତି 🙏l ଟାହି ଟାପରରେ ଭାଇ ଟିର କଥାକୁ ନ ଉଡାଇ ଅନୁସନ୍ଧାନ କରିବା ହେବେ 🙏🙏🙏

    • @dayasagardayasagar755
      @dayasagardayasagar755 2 роки тому

      ପୂର୍ଣ୍ଣବ୍ରହ୍ମ ଅବତାର " ....!!!
      ବଡ଼ ଅଜବ ଟାଇଟଲ .
      ଏମିତି ନାମ ରେ କିଛି ନିର୍ଦ୍ଦିଷ୍ଟ ଖାତା ଖତିଆନ
      କବଲା , ପାଉତି ପଟ୍ଟା ଅଛି ତ ...!!
      ନା ବେନାମୀ marketing ra advertise ....??

  • @kalkiavatartruthanddivinep6582
    @kalkiavatartruthanddivinep6582 3 роки тому

    Kalki avatar asiba purbaru Kali asiba isarel Ru Dekha Sia lekhi holy bible lekichi kemiti asiba peace treaty sign re. Vaccine, Kali re Maya sabu test haba bhagwan nebe.

  • @SNSPIRITUALLIVE
    @SNSPIRITUALLIVE 4 роки тому +2

    Baba tk bramare achhanti

    • @dayasagardayasagar755
      @dayasagardayasagar755 4 роки тому +2

      moola malika grantho re jaha lekha heichi taha sunile tumar bindha chhitika hauchi...!!!
      Ending re.. Gandhi nka 3 - mankada vali tame Sabu avinaya kariba .wait kar samaya asuchi...?? aau besi fulei bulei hua nahi.

    • @SNSPIRITUALLIVE
      @SNSPIRITUALLIVE 4 роки тому

      @@dayasagardayasagar755 keve asuchhi samaya

    • @dayasagardayasagar755
      @dayasagardayasagar755 4 роки тому +2

      @@SNSPIRITUALLIVE
      Prakruti haba asambhal.
      Dekhibu Purusa ra khel.
      kalki rupe vagaban.
      santhonku karibe taran.
      Satya dharma ra rakshya haba
      Jagata uddhar hoiba.
      Sakal dharma ekka haba.
      kalki nam ti virajiba.

    • @SNSPIRITUALLIVE
      @SNSPIRITUALLIVE 4 роки тому

      @@dayasagardayasagar755 keve heba?

    • @dayasagardayasagar755
      @dayasagardayasagar755 4 роки тому

      @@SNSPIRITUALLIVE
      Pappa punya ra khel ethhi.
      Purusa dekhuchi nirekhi.
      jedina Punya batabana.
      Pappa ti hoiba thhikana.
      Sedina Pravu Narayan
      Pappa ku karibe dalana.
      Punya patakaa je udiba.
      Dharma ra Sansthapan haba.
      ******
      wait kar...!! tu Sudha pabitra hua
      May be kalakinku darshan karibu.
      Tu se Vanda Sarathi ra vakta boli kn pain kahilu...?? mote..
      Vanda vandami dokan ku Expose kariba re mu gote member.. bujhilu Beta.
      Wait kar..jete andha ganda murkha Behiaa gudak dharma nam re vandami dokan kholi bobali karucha Sabu dharhaba.

  • @majnuSR25
    @majnuSR25 5 місяців тому

    Ama samnastanka vitre kalki / kalipurush 2 jana achanti
    Then choice z ours ❤

  • @ramankartik8856
    @ramankartik8856 3 роки тому +1

    Samasta bisware bhauta jagare kalkir janm,Lila,aavirbhava aagman bisayare sabu Dharm sampradayra pavitra grathare ullekha achhi ,kintu bhavibar Katha ki kalki gotiye jagare janm grahan karibe na sabu jagare .kalki gotiye jagare janm Hoi puran varnita sabu jagare biswabhraman kari Lila karibe . Kichhi bhi asatya nuhe .tank janm Hoi sarichhi kintu uchita samay purvarun janiba chinhiba kastkar ,se kalatita purush aau Manish kal bandhanare,tank iswariya manava jivan Lila samay aau sadharan Manish jivan Lila samay bhitare bahuta bhed Antar bhinaa bhina rahichhi.tanku ashadharan manaviya karyarun hi chinhi paribe. bhagwan bhala kharab Chor sadhu bhakta abhakta samastank sangare bheta huvanti ,hele kehi bhi chinhi na paranti sadharan Lok hi bhavanti,kichhi ashadharan karya hele Madhya sanjog thila aau aam purusarth safal hela boli bhavanti ,iswarank kripa hela boli kehi bhi bhavanti nahi.samaste bhagwank prati kritagyata bahuta Kam Nahi boli bhi chaliba aau kritaghanta adhika pradarshan karuchhanti.....nija nijar Satya sanatan kartabya patharun samaste bichalita achhanti ,jiye sthita pragya achhanti sehi brahm Ku chinhi paribe.sehi brahm Ku chinhaai paribe.....hare ram Krishna.....

  • @pintubag4599
    @pintubag4599 2 роки тому

    Hello 👋 bhai kemiti achhanti .jetiki loka Mane tamaku kalki avtar katha kahuchhanti notice Kari thantu .mu 2023 majhire kichhi kahibi .Abe nuha tamaku reality madhya dekhei bi Kalki janma heiki 30 barsa helani .jemiti lekhaheichhi Semiti haba nai olta heijba kintu semane maribeni Mahabharata re jemiti khela khelidele sesare kahile Mora kama thila sabu.mu heuchhi Sara biswa . sehi bhalia heba .kehi janinathie krusna ku bhagwan vishnu boli.kalahndi Odisha.

  • @panchamanabhue1913
    @panchamanabhue1913 2 роки тому

    All
    Riit

  • @jayjagannathbhajan5819
    @jayjagannathbhajan5819 4 роки тому

    Jay jagannath swami nayan patha gami bhaba tume jay prabhu ananta madhaba

  • @kuchindatv
    @kuchindatv 3 роки тому +4

    Biraja khetra nuhe ,biraja mandala🙏🙏🙏

  • @pratapmallik6203
    @pratapmallik6203 Рік тому

    Puri jajapuru kliku jene momnelelanti

  • @kuchindatv
    @kuchindatv 3 роки тому +1

    Nooooooooooooooooooooooooooooooooooooooooooooooooooooooooooooooooooooooooooooooooooooooooooooooooooooooooooooooo🙏🙏🙏🙏🙏🙏🙏

  • @sambhasaodianews9441
    @sambhasaodianews9441 3 роки тому +2

    Ganjei khia baba praman debe 😄😄

  • @bhesajkumarbhoj
    @bhesajkumarbhoj 4 роки тому +10

    Apana sesare kahile "KESHABA".Han tanka bisayare janibaku chesta karantu.Sei hin tumara mora samastankara gati multi data "Kalki Narayana".Bhai muktira dwara desharu pheri asana.Thare swarna kshetra ku anao,jibana sarthaka hoijiba."Kesaba Chandra" swayam Kalki.Bhul thile kshama Debe.

    • @jayantisamal3397
      @jayantisamal3397 4 роки тому +2

      Kesaba chandra kie bhai ?

    • @bhesajkumarbhoj
      @bhesajkumarbhoj 4 роки тому +7

      Bhauni!Prabhu guptare abirbhab Hoi lila khela karichhanti.Bagara grama,Swarnakshetra,Mahanga,Cuttack.Chesta kale janiparibe.Guruswami.

    • @dayasagardayasagar755
      @dayasagardayasagar755 4 роки тому +2

      @@bhesajkumarbhoj
      Tame lila kahile kn bujha...??
      khel kahile kn bujha...??
      kichhi janicha n loke kahanti boli emiti kahucha...??

    • @dayasagardayasagar755
      @dayasagardayasagar755 4 роки тому +1

      kn sastriya praman o vastaba praman achhi...??
      se kalaki purusa boli...??
      Semiti kichhi swatantra karjya kalap tankara nahi..tame nije vrama re padicha..prakruta sastra puran darshan,malika visaya re adhyan kar.janiba kalaki purusa kia...?? Ethu Sethu suni Emotional hua nahi.

    • @bhesajkumarbhoj
      @bhesajkumarbhoj 4 роки тому +2

      Actually setiki mora knowledge nahin.jaha amemane janichhu,dekhuchhu,upalabdhi karichhi, jaha Satya Taha Prakash Kali.Teniki apananka ichchha.

  • @chandannayak9957
    @chandannayak9957 3 роки тому +1

    sambala grama heuchhi uttara Pradesh re achhi odishare nahi

  • @MAHESWAR.278
    @MAHESWAR.278 3 роки тому

    How can I download Malika book pdf